Тёмный

News Point: Ration Card And Rice Distribution Scam | Allegation Of Corruption On Former BJD Govt 

Kanak News
Подписаться 8 млн
Просмотров 1,1 млн
50% 1

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #OdishaNews #IndiaNews #rationcard

Опубликовано:

 

11 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 804   
@Prem-bz3tr
@Prem-bz3tr 23 дня назад
ସବୁ ତ ଧନୀ ଲୋକ ଙ୍କୁ ମିଳୁଛି ଗରିବ ଭୂମିହୀନ ଲୋକଙ୍କୁ ରାସନ କାର୍ଡ ମିଳି ନାହିଁ ଘର ଟିଏ କରିବା କୁ ଜାଗା ନାହିଁ ସରକାର ଏ ମାନଙ୍କୁ ଟିକେ ଧିଆନ ଦିଅନ୍ତୁ
@user-fh1xn9bv6n
@user-fh1xn9bv6n 23 дня назад
Rasana band karajau.puni chinhata kari prakuta gariba lokanku dianau.
@CopY_PaSt9
@CopY_PaSt9 23 дня назад
Sata kahila bhai tame BJD SARKAR maigha sarkar
@pritampolei7087
@pritampolei7087 23 дня назад
BJD chamach sabu dhani loka ration neuchhanti gariba loka nuhe
@asisranjan7787
@asisranjan7787 23 дня назад
Gariba loka b gaichhnti..bt sethire dhani loka misiki achhnti
@Pruseth_10
@Pruseth_10 23 дня назад
Garib kie aau garib nahi
@mr.sanjayinformationdiscov3282
@mr.sanjayinformationdiscov3282 23 дня назад
ଦୁଇ ମହଲା କୋଠା, ଘରେ ଏସି ଲାଗିଛି ତଥାପି ଚାଉଳ ମିଳୁଛି😂😂😂
@jugalsahu6560
@jugalsahu6560 23 дня назад
10:37
@DillipBhoi-mu1dk
@DillipBhoi-mu1dk 23 дня назад
ନୂଆ ସରକାର ନୂଆ ସର୍ଭେ କରିବାର ଆବଶ୍ୟକତା ରହିଛି
@banamalisankha3333
@banamalisankha3333 19 дней назад
Yes
@SatyaSundar-e1u
@SatyaSundar-e1u 19 дней назад
@@banamalisankha3333 🍅🍅🍅
@PK-xf6ot
@PK-xf6ot 19 дней назад
Kana ku yes kahila ​@@banamalisankha3333
@user-je5lr6tm6t
@user-je5lr6tm6t 23 дня назад
ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ। ଭତ୍ତା ବି ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ
@user-ns6uw3kd7s
@user-ns6uw3kd7s 23 дня назад
ଆମଗ୍ରାମରେ ଯାହାର ପାଞ୍ଚ ରୁ ଆଠ ଏକର ଜମି ଅଛି ସେମାନେ ଚାଉଳ ନଉ ଛନ୍ତି ଭୂମିହୀନ ଗରିବ ଲୋକ ମାନେ ପାଉନାହାନ୍ତି
@user-cs5ej2wr3h
@user-cs5ej2wr3h 23 дня назад
ଖାଲି ଚାଉଳ ନୁହେଁ, ପାଇଖାନା, ଆବାସ ଯୋଜନା ରେ ଗୋଟିଏ ଘରେ ୮ଟା ଲେଖା ପିଇଛନ୍ତି। ପ୍ରତି ଗାଁ ରେ ଏମିତି ଘଟଣା ପାଇବେ
@Bpatel152
@Bpatel152 23 дня назад
Am gare bi
@BiswanathNayak-rg8xe
@BiswanathNayak-rg8xe 23 дня назад
Y
@prasannakumarsamantaray1676
@prasannakumarsamantaray1676 22 дня назад
ନିରାଟ ସତ କଥା ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି ଏକାବେଳେ 3ରୁ 4 ଟି ଲାଟିନ ଆଉ ଯୋଗ୍ୟ ହିତାଧିକାରୀଙ୍କୁ ଶୂନ୍ୟ
@Sahu_Santanu_24
@Sahu_Santanu_24 14 дней назад
ତୁମେ କଣ କରୁଛ । ଜ ଆଉ ତୁମେ ବି ଲେଟିଂ ବନ। କିଏ କଣ କଳା କିଏ କଣ ନ କଲେ ସେଟା ଖାଲି ଦେଖୁଥ । 😂😂😂😂
@SudarsuanPradhun
@SudarsuanPradhun 9 дней назад
​@@Bpatel152Gy G
@karunakarmohanty89
@karunakarmohanty89 23 дня назад
ବହୁତ ସୁନ୍ଦର ପଦକ୍ଷେପ ବଡ଼ ଲୋକ ମାନେ ଚାଉଳ ନେଉଛନ୍ତି ତଦନ୍ତ ଆରମ୍ଭ ହେଉ ଜୟ ମହନ ସରକାର ଜୟ ଶ୍ରୀ ରାମ
@user-fz8fl3vp3e
@user-fz8fl3vp3e 23 дня назад
Fonny time ରେ ଦଳିଅ ଲୋକଙ୍କ ଘର ଥାଇ ମଧ୍ୟ୍ୟ ସେମାନଙ୍କୁ fonny ର କ୍ଷୟ କ୍ଷତି ଦିଆ ଯାଇଛି, ଯାହା ଘରେ ବିଜେଡି ଭୋଟର ଅଧିକ ମେମ୍ବର ଅଛନ୍ତି, ସେମାନଙ୍କୁ ଦିଆଯାଇଛି
@Vibek5678
@Vibek5678 23 дня назад
ଯେଉଁମାନଙ୍କର ରହିବା ଛଡା ଆଉ କିଛି ବି ନାହିଁ ସେଇମାନଙ୍କୁ ରାସନ୍ card ଦିଆଯାଉ । ଯେଉଁମାନେ ଭୂମିହୀନ ସେଇ ମାନଙ୍କୁ ରାସନ୍ card ମିଳୁ ମୋର ଏତିକି ଅନୁରୋଧ ରାଜ୍ୟ ସରକାରଙ୍କ ପାଖରେ
@alokmohapatra6771
@alokmohapatra6771 23 дня назад
Correct
@mightypilu9640
@mightypilu9640 21 день назад
moro kiche be nahi mu 5 years heli ration card pani lagiche kintu haune
@krushnaprasadmohanty3831
@krushnaprasadmohanty3831 23 дня назад
ଧନ୍ୟବାଦ କନକ ଟିଭି - ଧନ୍ୟବାଦ କୃଷ୍ଣ ପାତ୍ର ।
@disembarpatel3507
@disembarpatel3507 18 дней назад
Yes sir
@kkvlogs1819
@kkvlogs1819 23 дня назад
ନୂଆ ତ add ହିଁ କରୁ ନାହାନ୍ତି 3 ବର୍ଷ ହେଲା କେହି ଶୁଣୁ ନାହାନ୍ତି new member add ବି କରୁ ନାହାନ୍ତି କିମ୍ବା ଭୂତ୍ ଙ୍କୁ କାଟୁ ନାହାନ୍ତି ।।। ଆପଣ ଠିକ୍ କହିଛନ୍ତି।।।true news
@TechnicArjun
@TechnicArjun 23 дня назад
Yes 100% correct 100 100 Re correct
@brm143
@brm143 23 дня назад
Han satare
@sbswagatikasmiley753
@sbswagatikasmiley753 22 дня назад
Han thik katha
@madansahu6052
@madansahu6052 16 дней назад
Sat katha
@AlineOp
@AlineOp 23 дня назад
ମାଗଣା ଚାଉଳ ଟୋଟାଲ ରାଜ୍ୟରୁ ବଂଦ ହେଉ।ଅନ୍ୟ କିଛି ବିକଳ୍ପ ମାଗଣା ଦିଅନ୍ତୁ।ନହେଲେ ବିଜେପି କୁ ମହଗା ପଡିବ
@user-dr1yl8ym7k
@user-dr1yl8ym7k 23 дня назад
ଯଉ ମାନେ ଟାକ୍ସ ଦେଉଛନ୍ତି, ସେମାନେ ବି ରାସନ ନେଉଛନ୍ତି, example - contrator, pvt jobe softwear company empoly, ଚାରିଚକିଆ ଯାନ ଥିବା ଲୋକ, ଜଣିକିଆ 6 ବଖରା ଘର ଥିବା ଲୋକ, ଜଣିକିଆ 8 ଏକର ଜମି ଥିବା ଲୋକ ପାଉଛନ୍ତି
@kartik-rb1mj
@kartik-rb1mj 12 дней назад
@deepakmaity931
@deepakmaity931 23 дня назад
ସାଧାରଣ ଲୋକ ଚାଉଳ ଖାଇଗଲେ,ହେଲେ ନେତା ମନ୍ତ୍ରୀ ଓଡିଶା କୁ ଖାଇ ଗଲେ କିଛି ହେଉନାହିଁ କି କେହି ଅଭିଯୋଗ କରୁନାହାନ୍ତି
@prakashyoutube2138
@prakashyoutube2138 23 дня назад
❤❤
@StudyHelp2U
@StudyHelp2U 23 дня назад
@MourjaMoona
@MourjaMoona 23 дня назад
❤❤❤
@user-ef2rv1to8x
@user-ef2rv1to8x 6 дней назад
Right bro 👍👍👍👍🤣
@manojsahu2039
@manojsahu2039 23 дня назад
ଯେଉଁ ବ୍ୟକ୍ତି ସରକାରୀ ରେଶମ କାର୍ଡ ପାଇବା ଉପଯୁକ୍ତ ତାଙ୍କୁ ହିଁ ଦିଆଯାଉ ତେଲିଆ ମୁଣ୍ଡରେ ତେଲ ନ ଦେଇ ରୁଖିଲା ମୁଣ୍ଡରେ ତେଲ ଦିଅନ୍ତୁ
@birajrout7432
@birajrout7432 23 дня назад
ଯାହା ହେଉ ଗୋଟେ ମାସେର 25ଲକ୍ଷ ଚିନ୍ହଟ କଲ ଭଲ ସେମାନଙ୍କ ର କାଟି ଗରିବକୁ ଦିଅ
@kishorekumbhar2855
@kishorekumbhar2855 23 дня назад
କିଏ କଣ କଲା ଦୋଷାରୋପ ନ କରି ଅଯୋଗ୍ୟ ଲୋକଙ୍କୁ କାଟି ଯୋଗ୍ୟ ଲୋକ ଙ୍କୁ ରାସନ କାର୍ଡ଼ ଦେଲେ ଭଲ ହେବ
@chandrasennayak9352
@chandrasennayak9352 21 день назад
Good 👍
@purusottamnayak7029
@purusottamnayak7029 13 дней назад
Full politics today government
@maheshwardas310
@maheshwardas310 23 дня назад
ଆମ ଗାଁରେ ବଡ଼ ଲୋକ ପାଉଛନ୍ତି ଚାଉଳ. ଯାହାର ଚାଷ ଜମି ଅଛି 10 ଏକର୍ 20 ଏକର BJD ଦଳୀୟ ଲୋକ
@sanjuktabiswal1569
@sanjuktabiswal1569 23 дня назад
ସବୁ ଆଡେ ସେଇୟା, କୁଜି ନେତା 3000ଟଙ୍କା ଖାଇ କରେଇ ଦେଉଛନ୍ତି,
@paramanandajena9280
@paramanandajena9280 23 дня назад
ବାସ୍ତବରେ ଭୂମିହୀନ ପରିବାର କୁ ଦିଆଯାଉ
@pradeepkumarsinha803
@pradeepkumarsinha803 23 дня назад
💯 Right, No Doubt. NOT ONLY CORRUPTION IN RATION CARD BUT ALSO IN ALL DEPARTMENTS.
@KushaRaut-eg1yr
@KushaRaut-eg1yr 23 дня назад
ବହୁତ ଲୋକ ର ନାମ କାଟିବା ଦରକାର୍ ଜୀବିତ ଗରିବ କୁ ମିଳୁ ❤❤
@kumarmanas6913
@kumarmanas6913 23 дня назад
ଯୋଗ୍ୟ ହିତାଧିକାରୀଙ୍କୁ ଏଯାଏଁ ରେସନ କାର୍ଡ ମିଳିନାହିଁ କିନ୍ତୁ ଯେଉଁମାନେ ଯୋଗ୍ୟନୁହ୍ନେ ସେମାନେ ପାଉଛନ୍ତି । ଏହା ଉପରେ କାଇଁ ତଦନ୍ତ ହେଉ ନାହିଁ ।। ବହୁତ୍ ଗରିବଶାଳୀ ଲୋକମାନେ ଏଥିରୁ ଏବେ ମଧ୍ୟ ବଞ୍ଚିତ ଅଛନ୍ତି। ତେଣୁ ଏହା ଉପରେ ତଦନ୍ତ କରିବା ନିହାତି ଆବଶ୍ୟକ 🙏🙏
@susantabaliarsingh8811
@susantabaliarsingh8811 22 дня назад
ସର୍ଭେ ନିହାତି ଦରକାର....
@shekhmuna3348
@shekhmuna3348 23 дня назад
ସର୍ଭେର କରାଯଉ ନୂଅଏ ରାସନ କାର୍ଡ ହଉ
@MithunKumarofficial-oc8ig
@MithunKumarofficial-oc8ig 22 дня назад
ରାଇଟ କଥା
@lalitapradhan7199
@lalitapradhan7199 9 дней назад
Thik Katha
@lalitapradhan7199
@lalitapradhan7199 9 дней назад
Survey karajau
@sejalkallo1657
@sejalkallo1657 6 дней назад
Yes...right 💯
@BabukuamrMallick-ep7ko
@BabukuamrMallick-ep7ko 6 дней назад
ସତକଥା
@PradeepPradeep-ys8xi
@PradeepPradeep-ys8xi 23 дня назад
ସରକାର ଚିହ୍ନିପରୁନାଇ ଧନୀ କିଏ ଗରିବ କିଏ ସମସ୍ତଙ୍କୁ ସମସ୍ତ ପ୍ରକାରର ସୁବିଧା ଧୋନୀ ଲୋକଙ୍କୁ ଅଧିକ ମିଳୁଛି
@sradhamihir5552
@sradhamihir5552 23 дня назад
ଲାଞ୍ଚର କମାଲ ଇଏ ସବୁ 😢 ଏଠି ଯାହା ପାଖରେ ଟଙ୍କା ଅଧିକ ସିଏ ସବୁ ସୁବିଧାର ଲାଭ ଉଠେଇବ ଆଉ ଯିଏ ବେରୋଜଗାରିଆ, ପଇସା ନାହିଁ ସେ କିଛି ପାଇବନି
@rabindrarouta2465
@rabindrarouta2465 23 дня назад
ରାସନ କାର୍ଡ ନଥିବା ଏକ ମଧ୍ୟବିତ୍ତ ପରିବାର ଆଜି ମେଡ଼ିକାଲ ରେ ଯେଉ ଭଳିଭାବେ ସ୍ବାସ୍ଥ୍ୟଗତ ସମସ୍ୟା କୁ ନେଇ ଆର୍ଥିକ ବୋଝ ର ବାଧକ ସାଜିଛି ଯଦି ଏହିଭଳି ସମସ୍ୟା ର ସମାଧାନ ପାଇଁ ଯଦି ସରକାର କିଛି ଉଚିତ୍ ପଦକ୍ଷେପ ନେଇ ଯୋଜନା ମାନ ପ୍ରସ୍ତୁତ କରନ୍ତେ ତେବେ ଯାଇ ମଧ୍ୟବିତ୍ତ ପରିବାର ଲୋକ ଟି ସ୍ବାସ୍ଥ୍ୟଗତ ସମସ୍ୟା ରୁ ଆଶ୍ୱସ୍ତି ପାଇପାରନ୍ତା !!! ❤ଜୟ ଶ୍ରୀ ଜଗନ୍ନାଥ ❤
@parsuramsahoo7509
@parsuramsahoo7509 23 дня назад
Su chintinta mata🎉🎉🎉🎉🎉
@The_one_and_onlyyyy
@The_one_and_onlyyyy 23 дня назад
Hn bhai amara ration card nahi boli, health card b miluni
@sudarsandash7557
@sudarsandash7557 6 дней назад
Right
@user-bk4qq7sj8j
@user-bk4qq7sj8j 23 дня назад
ସତ କଥା ହାହୁଛନ୍ତି ମନ୍ତ୍ରୀ 10 ଏକର ଜମି ଗାଡ଼ି ମଟର ଥିବା ଲୋକ ପା ଉ ଛନ୍ତି
@DamdharDamodar
@DamdharDamodar 22 дня назад
ଭତ୍ତା line କୁ ବି ଟିକେ ଯାଆନ୍ତୁ ଯେଉଁ ମାନେ ଭତ୍ତା ପାଇବାର ଅଯୋଗ୍ୟ ସେମାନେ ବି ତୋ ଭତ୍ତା ପାଉଛନ୍ତି।
@sanjeebkumarsahoo5132
@sanjeebkumarsahoo5132 23 дня назад
ନେତା ଆସିବେ ଯିବେ କିଛି ହବନି ଏମିତି ଚାଲିବ ଆଗକୁ ପଞ୍ଚାୟତ ଇଲେକ୍ସନ ଲୋକଙ୍କୂ କାଟିବା ଭୟ ଦେଖାଇ ଭୋଟ ନେବେ ( ରାଜନୀତି ବୁଧୀ 👌)#ମାଗଣାଖିଆ ଜନତା 😀
@Ajay-bq1lx
@Ajay-bq1lx 23 дня назад
ବହୁତ ବଢିଅ| ...
@aniketmishra5600
@aniketmishra5600 23 дня назад
ଆଗାମୀ ଦିନ ରେ ନିଟ୍ ସ୍କାମ କଥା ଦିଲ୍ଲୀ ନିୟୁଜ ଓ୍ୱାରଲଡ ନିୟୁଜ କନକ ଟିଭି କୁ ପଚାରିବ
@spacademysrinivaspatnaik4298
@spacademysrinivaspatnaik4298 7 дней назад
@dinabandhudash5218
@dinabandhudash5218 23 дня назад
ସମସ୍ତ ଜିଲ୍ଲା ସବୁବ୍ଲକ ପଞ୍ଚାୟତ ରେ ସିସିଟିଭି ଲଗାଯାଉ ଓ ରାସନ କାର୍ଡ ଯାଞ୍ଚ କରା ଯାଉ . ଗରିବକୁ ଚାଉଳ ମିଳୁନାହିଁ ପରିବାରରେ 5.ଜଣା ରେ 3ପାଉଛନ୍ତି ଧନୀ ଲୋକ କାହାର ଟ୍ରାକ୍ଟର ତ କାହର କାର ଗାଡି ଅଛି ସେମାନେ ପାଉଛନ୍ତି ଏମାନଙ୍କ ସବୁ କଟାଯିବ ଦରକାର
@IndrajitDas-jq5ul
@IndrajitDas-jq5ul 23 дня назад
Good decision 👍
@sarjagannath9
@sarjagannath9 23 дня назад
Mohan sir has taken the right decision. I thank Mohan Sir for this.
@TripleKEmpire-br8tf
@TripleKEmpire-br8tf 23 дня назад
ଆରେ ଭାଇ ରାସନ୍ କାର୍ଡ ପଛରେ ଏତେ ତତ୍ପର କାହିଁକି ଏଠି ଶଳା ନେତା ମନ୍ତ୍ରୀ ସରକାରୀ କର୍ମଚାରୀ ବିଭିନ୍ନ ପ୍ରକାରର ସରକାରୀ କାମରେ ଏତେ ଦୁର୍ନୀତି ହେଇଛି। ଯେତେ murder rape ଅପରାଧ ହେଇଛି ତାହାର ତଦନ୍ତ ହେଇ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀ ମାନଙ୍କୁ ଦଣ୍ଡ ନ ଦେଇ ଏ କି ତାମସା ଲଗେଇଛ । ଚାଉଳ ଯିଏ ଖାଉଛି ତା ପେଟ ପାଇଁ ହିଁ ଖାଉଛି, ଗୋଟେ ଗରିବ ଲୋକ ସାମାନ୍ୟ ଗୋଟେ bike ଯାହାର ଥିବ ସେ କେତେ କଷ୍ଟ କରି ଗୋଟେ bike କିଣିଥିବ ତାକୁ list ru ନାଆଁ କାଟିଦେଲେ ତମର ଧର୍ମ ସହିବନି । ଭଲ ଭାବରେ ତଦନ୍ତ କରି କାମ ଆଗକୁ ନିଅନ୍ତୁ। ଆମ ଓଡ଼ିଶାରେ two wheeler ଗାଡ଼ି 60% ru 70% ଗରିବ family ପାଖରେ ଅଛି, ତାହାମାନେ ସମସ୍ତଙ୍କୁ list ରୁ ହଟେଇବ ନା କଣ, ଏଠି ସାମାନ୍ୟ GS GRS NREGS କାମ କରି ମାଲାମାଲ୍ ହୋଇଯାଉଛନ୍ତି, ଗୋଟେ ପାଇଖାନାକୁ ଦୁଇ ତିନି ଥର ବିଲ୍ କରି ଠିକାଦାର ମାଲାମାଲ୍, ଘର ବ୍ରିଜ୍ କୁ ନିମ୍ନ ମାନର କାମ କରି ଠିକାଦାର ମାଲାମାଲ୍ହୋଇଯାଇଛନ୍ତି ତାହାର ତଦନ୍ତ ନ କରି ଏ ଭାଡୁଆ ସରକାର ରାସନ୍ କାର୍ଡ ପଛରେ ପଡ଼ିଛି।
@spacademysrinivaspatnaik4298
@spacademysrinivaspatnaik4298 7 дней назад
4 wheeler. 2 son earning. 3. House rent 4 own land.
@debabratadas4307
@debabratadas4307 23 дня назад
ଆମ ଭୋଗରାଇ ଅଞ୍ଚଳରେ ଲୋକଙ୍କ ପର୍ଯ୍ୟାପ୍ତ ଜମିବାଡ଼ି, ବାଇକ, ଫ୍ରିଜ୍, ୱାସିଂ ମେସିନ୍,ac,ଚାରିଚକିଆ,ଟ୍ରାକ୍ଟର ଥାଇ ମଧ୍ୟ ରେସନ୍ ପାଉଛନ୍ତି ।
@santanuswain9482
@santanuswain9482 23 дня назад
ରାସନ କାର୍ଡ, ପାଇଖାନା ଆଉ ଵିଜୁ ପକା ଘର , ଇନ୍ଦିରା ଆବାସ ଯୋଜନା ଏ ସବୁ ଯାଞ୍ଚ ହେବା ଉଚିତ, ଉଚିତ ଲୋକ ପାଉ ନାହାନ୍ତି।
@trilochanmuna8345
@trilochanmuna8345 22 дня назад
ଯୋଉଁମାନ ଙ୍କ ର ବିଲ ବାଡ଼ି ଅଛି ସେସବୁ ଅନୁଧ୍ୟାନ କରି ସେମାନଙ୍କ ରାସନ କାର୍ଡ କାଟନ୍ତୁ ଏକର ଏକର ଜମି ଅଛି ନିଜ ନାଁରେ ନଥାଉ ବାପା ନାଁରେ ବିଲ ଅଛି ସେମାନେ ବି ପାଉଛନ୍ତି ଏକଥା ବିଚାର କୁ ନିଆ ଯିବା ଦରକାର
@dasharathaentertainment8886
@dasharathaentertainment8886 22 дня назад
ରାସନ୍ କାର୍ଡ ଘଟାଲ ସରକାର ଯଦି ଚାହିଁବେ କମ୍ ହେଇ ପାରିବ ସେଥିପାଇଁ ଆମକୁ ପ୍ରକୃତ ହିତାଧିକାରୀ ରାସନ୍ କାର୍ଡ ପାଉଛନ୍ତି କି ନାହିଁ ‌
@dibyapattnaik6640
@dibyapattnaik6640 23 дня назад
ଯାହାର ଦରକାର ପାଉ
@chaturbhujabag5095
@chaturbhujabag5095 5 дней назад
କୋଟି କୋଟି ଟଙ୍କା ରାଜନେତା ମାନେ ଲୁଟିଛନ୍ତି କୋଉକିମାନ ଚାଉଳ ପାଇଲା କୋଟି କୋଟି ହିସାବ କରୁଛ ପିସି ବାଳେକୁ ପ୍ରଥମ ଜେଲ ରେ ଭର
@kandarapapadhan9062
@kandarapapadhan9062 23 дня назад
ଜଣେ ମଣିଷ ଙ୍କ ଦେହାନ୍ତ ପରେ ପଞ୍ଚାୟତ ର ଯୋଗାଣ ସହାୟକ ଡାଇରେକ୍ଟ ଚାଉଳ ଖାଉଥିବ ତେଣୁ ଏହାର ତଦନ୍ତ କରାଯାଉ।
@pradeepkumarsinha803
@pradeepkumarsinha803 23 дня назад
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଯୋଗାଣ ବିଭାଗୀୟ ମନ୍ତ୍ରୀ 2022,ଫେବୃଆରୀ ମାସରୁ କ୍ରମାଗତ 5/6 ମାସର ପୁରୀ ଜିଲ୍ଲାର କୌଣସି ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଗହମ ପାଇ ନାହାନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ। କନକ ନିଉଜ ଚ୍ୟାନେଲ ମାଧ୍ୟମରେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@bedasmitapatel914
@bedasmitapatel914 23 дня назад
Pm kisan 6000 ଧନବିକିବେ3000 ପୁଣି ଚାଉଳ ପାଇଲେ ହେଲେ। ଭୂମିହୀନ ମାନେ କଣ ପାଇଲେ ସରକାର ଚିନ୍ତା କରନ୍ତୁ
@azharkkhan8822
@azharkkhan8822 23 дня назад
🙏 ଜାଗୃତ 🌹 ଓଡିଶା 🌹ଜାଗୃତ🙏
@TechnicArjun
@TechnicArjun 23 дня назад
ପ୍ରଥମେ ମରିଯାଇଥିବା ଲକଙ୍କର ରାସନ୍ କାର୍ଡ ରେ ନାମ କଟାଯାଉ
@DebabrataBehera-fq1gw
@DebabrataBehera-fq1gw 23 дня назад
Very good decission
@gobindamajhimedia1801
@gobindamajhimedia1801 22 дня назад
ନିଶ୍ଚିତ ଭାବରେ ନୂଆ ସରକାର ନୂଆ ସର୍ବେ କରିବା ଉଚିତ 🙏🙏🙏🙏
@pradiptadas1726
@pradiptadas1726 23 дня назад
ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ
@baibasutabhoi3439
@baibasutabhoi3439 21 день назад
ଯାହାର 15 ଏକର ଜମି ଅଛି ପ୍ରଧାନ ମନ୍ତ୍ରୀ ଆବାସ ,ରାସନ୍ କାର୍ଡ କଳାହାଣ୍ଡି ରେ ଅନେକ ମିଳିବେ କିନ୍ତୁ ଭୂମିହୀନ ଲୋକ ରାସନ୍ card ପାଇନାହାନ୍ତି
@gandharbbaral
@gandharbbaral 23 дня назад
ବାଳ ନିୟୁଜ ବିନା ଆଧାର କାର୍ଡ ଓ biometric ରେ ରାସନ ଚାଉଳ ମିଳେ ନାହିଁ
@debasish8065
@debasish8065 23 дня назад
Right
@sukantatechodia8253
@sukantatechodia8253 23 дня назад
ଏଇଟା ସତ ମରିଯାଇଥିବ ଲୋକଙ୍କର ଏବେବି ଚାଉଳ ନେଉଛନ୍ତି
@_mr___rajput
@_mr___rajput 23 дня назад
😂😂 25 kg badal re 22kg chaula dauchhanti
@KHERWAL_BAZAAR
@KHERWAL_BAZAAR 21 день назад
ନବୀନ ସରକାର ପ୍ରଭୁ ଜଗନ୍ନାଥଙ୍କ ପରି ଟିକେ ଦୟାଳୁ । ସେ କାହାକୁ ମନା କରନ୍ତି ନାହିଁ। ସମସ୍ତଙ୍କୁ ଦେଇ ଦିଅନ୍ତି । ଜନସାଧାରଣ ଙ୍କ ଟଙ୍କା ଜନସାଧାରଣ ଙ୍କ ହିତରେ ଲାଗିଲା ଏଥିରେ ଭୁଲ କଣ ।
@subashsanta6319
@subashsanta6319 23 дня назад
Rotion card ପରେ ବିଚାର ଆଗ mobile ରିଚାର୍ଜ କାହିଁକି ଏତେ ବଡିଛି ସେଇଟା ଟିକେ କୁହନ୍ତୁ
@manojbarla3416
@manojbarla3416 23 дня назад
ଅଯୋଗ୍ୟ ର କଟା ଯାଉ ଓ ଯୋଗ୍ଯ ର ଯୋଡା ଯାଉ
@jharansundardeep6583
@jharansundardeep6583 23 дня назад
25 lakh Vote minus heijiba BJP ra
@uttambaba6800
@uttambaba6800 23 дня назад
4 guno adhiko per gharu 4 hisab karo 😅😢😂
@pritampolei7087
@pritampolei7087 23 дня назад
Se 25lakh BJD vote BJP ra nuha
@pritampolei7087
@pritampolei7087 23 дня назад
@@jharansundardeep6583 amiti dam dekhouthila pandu kana abastha hela tara.kichhi nahi swachha sasan darkar jie paibar hakdar se pantu kintu chamcha dhani kujineta na pantu.bjp ra prati block panchayat re pratinidhi ahara tadarakh kari bhul lokanku chinhata karantu.
@BibekanandaDhal-xn4he
@BibekanandaDhal-xn4he 23 дня назад
😂😂😂​@@pritampolei7087
@anojdhir2889
@anojdhir2889 23 дня назад
25lakh x3 adhiko milibo..
@KailashDas-js7ji
@KailashDas-js7ji 23 дня назад
Nice ❤
@user-td8tp4fb3s
@user-td8tp4fb3s 4 дня назад
Right
@Manisha_5890malick
@Manisha_5890malick 23 дня назад
ଆମର ତ ନାହିଁ ଖଟିଲେ ଖାଇବୁ ନହେଲେ ଉପବାସ ଏଇତ ସରକାର
@sarattripathy6840
@sarattripathy6840 16 дней назад
ଯଦି ହିତାଧିକାରୀ ଙ୍କ ନାମରେ ଅନ୍ୟ କେହି ଚାଉଳ ନେଉଥିଲା, ଆଖି ସ୍କାନ କାହାର ହେଉଥିଲା, ଏ କଥା କଣ ଆଜିର ମନ୍ତ୍ରୀ ଜାଣି ନାହାନ୍ତି,
@bipinamallik2803
@bipinamallik2803 22 дня назад
Sambadika Akhaya Sir Nirata Satya Katha Kahile Dhanyabad, Kanak Newsre Kahile Jahara Motor Caycale Thiba, Kothaghara Thiba Semanaku Milibanahi
@rev.rohitkumarbag6053
@rev.rohitkumarbag6053 23 дня назад
ଗରିବ ଲୋକଙ୍କ ଉପକାର ହୋଇଛି, ସରକାର ନିଜେ ଖାଈ ନାହାନ୍ତି, ଏଣୁ ଏହାକୁ ଘୋଟଲା କହିବା ଉଚିତ ନୁହେଁ।
@user-je5lr6tm6t
@user-je5lr6tm6t 7 дней назад
ସତ କହିବାକୁ ଗଲେ ସମସ୍ତଙ୍କର ସର୍ଭେ କରାଯାଉ ଆଉଥରେ କିଏ ପାଇଵା ନିହାତି ଦରକାର। ବହୁତ ଵଡ ଲୋକ ମାନେ ରାସନ କାର୍ଡ ପାଇଛନ୍ତି
@azharkkhan8822
@azharkkhan8822 23 дня назад
ବହୁତ୍ ଘୋଟଲା ହେଉଛି ଓଡ଼ିଶା ରେ ଭୋଲ ଭାବରେ ତଦନ୍ତ କୋରା ଯାଉ👍
@user-yx8wm9iq4q
@user-yx8wm9iq4q 23 дня назад
Odisha re 250000 lakya loka Mari gale bekare katha
@gangadharsatapathy316
@gangadharsatapathy316 22 дня назад
ସମ୍ପୂର୍ଣ୍ଣ ରୂପେ ସତ୍ୟ। କୋଠାଘର, ଗାଡ଼ି, ଚାକିରୀ,ପେନ୍ ସନ୍, ଚାଷ ଜମି ଥିବା ଲୋକମାନେ ନେଉଛନ୍ତି।👍👍
@mandakinimohanta9069
@mandakinimohanta9069 5 дней назад
Right katha hundred percent thik mayurbhanj
@manoranjan647
@manoranjan647 6 дней назад
ଯାହାର ନାମରେ ଚାରି ଚକିଆ, ଛଅ ଚକିଆ ଯାନ ବାହାନ ଅଛି ସେମାନେ ମଧ୍ୟ ପାଇଛନ୍ତି। ଆଉ ଦୁଇ ଚକିଆ ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ଅଛି ।
@user-yr3to2nb4q
@user-yr3to2nb4q 22 дня назад
ବହୁତ ଗରିବ ଲୋକ ବି ପାଉନାହାଁନ୍ତି କିନ୍ତୁ ବହୁତ ଧନୀ ଲୋକ ବି ପାଉ ଥିବେ । ତେଣୁ ଆଉ ଥରେ ନୂଆ ସର୍ବେ ହେବା ଦରକାର ମୋର ସରକାରଙ୍କୁ ଅନୁରୋଧ। ଯଦି ଭଲ ଲାଗୁ ଥାଏ ବିଚାର କୁ ନିଆଯାଉ ।
@chandrakantadalai6329
@chandrakantadalai6329 21 день назад
ଆଉ ଗୋଟିଏ ଦୁଃଖ କଥା ଏଥିରେ ( ରାସନକାର୍ଡ ) ରେ ସବୁ ପ୍ରକାରର ସରକାରୀ ଏବଂ ବେସରକାରୀ ସୁବିଧାସୁଯୋଗ ଉପଲବ୍ଧ କରିଦିଆ ଯାଉଛି । ବାଃ ବାଃ
@pabitranath5075
@pabitranath5075 23 дня назад
Very good decision ❤❤
@user-ym7yn1th8m
@user-ym7yn1th8m 16 дней назад
ସାର ମୁଁ ବି ଗରିବ ମହିଳା ମୋ ସୁଆମି ଜଣେ ଲେବର କାମ କରୁଥିବା ମଣିଷ ଆମେ ଭୁବନେଶ୍ଵର ର ବାସିନ୍ଦା ପରିବାର ରେ ଆମେ 4 ଜଣ 40 ଟଙ୍କା ଚାଉଳ କିଲ କିଣି ଭାତ ଖାଉଛି ଆମର ଅଧିକାର ନାହିଁକି ଗୋଟିଏ ରାସନକାର୍ଡ ପାଇବାର ତେଣୁ ପୁଣି ସର୍ଭେ ହେବା ଦରକାର
@nirbikalpadash8792
@nirbikalpadash8792 23 дня назад
ମାଗଣା ରେ ଚାଉଳ ଆଣି ୪୦ ଟଙ୍କା ରେ ବିକୁଛନ୍ତି, ବହୁତ ଲୋକ।
@anojdhir2889
@anojdhir2889 23 дня назад
Right
@disembarpatel3507
@disembarpatel3507 18 дней назад
ବହୁତ୍ ବଢିଆ
@trilochanmuna8345
@trilochanmuna8345 22 дня назад
ଜମି ବାଡ଼ି ଚେକ କରି ରାସନ କାର୍ଡ ଦିଆ ଯାଉ ଗାଡି ସମସ୍ତ ଙ୍କ ପାଖରେ ଅଛି ତା ମାନେ ସେ କଣ କୋଟିପତି ଲୋକଙ୍କ ଏକ ର ଏକର ଜମି ଅଛି କିନ୍ତୁ ଗାଡି ନାହିଁ ସେମାନଙ୍କୁ ମିଳିଛି ରାସନ କାର୍ଡ କିନ୍ତୁ ଯାହାର ଗାଡି ଅଛି ତାର ବିଲ ବାଡ଼ି ନାହିଁ ତାର ରାସନ କାର୍ଡ ନାହିଁ
@AkshitrutiyaBharati
@AkshitrutiyaBharati 9 дней назад
Write, SIR
@manasranjanbarik9011
@manasranjanbarik9011 22 дня назад
Beautiful upasatapna kanak news
@nayeemuddinkhan2676
@nayeemuddinkhan2676 7 дней назад
Office ରେ ବସି ତଦନ୍ତ କଲେ ହେବ ନାହିଁ ଗ୍ରାଉଣ୍ଡ କୁ ଆସି ତଦନ୍ତ କରନ୍ତୁ ନ ହେଲେ TV ଓ ସାମ୍ବାଦିକ ଙ୍କ ସାମ୍ନାରେ ବୋବାଇଲେ କଛି ଲାଭ ହେବ ନାହିଁ
@user-dp6np4wd5v
@user-dp6np4wd5v 13 дней назад
Thanks sir pranam Dist Dhenkanal.💐🙏
@SushilMahakud-qo3vs
@SushilMahakud-qo3vs 23 дня назад
ଖାଲି ଭୂତ ହିତାଧିକାରୀ ନୁହେଁ ଜମି ମାଲିକ,କୋଠା ମାଲିକ,ସରକାରୀ ଚାକିରିଆ,ଟ୍ରାକ୍ଟର ମାଲିକ ଓ ଆଉ ବଡ ବଡ ଧନୀ ମାନେ ସାମିଲ ଅଛନ୍ତି
@aarzoo4168
@aarzoo4168 9 дней назад
Jeu family ra bike,Mobile,TV,Freeze etc achhi se family ra Ration card bandh hebaa darkar.
@gourangasahu-sy1jk
@gourangasahu-sy1jk 23 дня назад
Super news and Jay Jagannath
@saratchandranayak2825
@saratchandranayak2825 15 дней назад
ରାସନ କାର୍ଡ ଥାଇ ମଧ୍ୟ ରାସନ ପାଉନାହାନ୍ତି ନୂଆକରି ସର୍ବେ କରାଯାଉ
@nibeditasenapati1417
@nibeditasenapati1417 17 дней назад
ବହୁତ ଲୋକ ଭଲ ରୋଜଗାର କରୁଛନ୍ତି ମାତ୍ର ସରକାରୀ କରିନାହାନ୍ତି ‌ବୋଲି ରାସନ୍ କାର୍ଡ ର ସବିଧା‌ପାଉଛନ୍ତି।
@aarzoo4168
@aarzoo4168 9 дней назад
SC,ST mane Govt.job karuthile madhya Ration card pai chhanti
@SandeshTech-ni3zp
@SandeshTech-ni3zp 5 дней назад
ରେସନ କାର୍ଡ କାହାପାଇଁ ଜାହାର ଘରେ ଖାଇବା ପିଇବାକୁ ହଇରାଣ ହେଉଛନ୍ତି ତାଙ୍କ ପାଇଁ । ଯୋଉ ଚାଷୀ ଭାଈ ମାନେ ମଣ୍ଡି ରେ ଧାନ କୁଣ୍ଟାଲ କୁଣ୍ଟାଲ ଦେଉ ଛନ୍ତି ସେ ଭାଈ ମାନେ ରାସନ୍ କାର୍ଡ ପାଇବା ଯୋଗ୍ୟ କି ? ଉତ୍ତର ସରକାର ଦିଅନ୍ତୂ
@RohitRout-z7r
@RohitRout-z7r 10 дней назад
୩ ବର୍ଷ ହେଲାଣି ଆମ ବାହା ଘର ଆଜି ଜାଏ ରାସନ୍ କାର୍ଡ ମୀଳି ନାହିଁ।
@dk...bankerschoice...4320
@dk...bankerschoice...4320 23 дня назад
Akhay babu bohut bhala analyse kale,,,,,
@aarzoo4168
@aarzoo4168 9 дней назад
Sabu free karibaru Labour milu nahanti
@litabehera6088
@litabehera6088 7 дней назад
ମୋ ଘରେ 5ଜଣ ଲୋକ ଅଛନ୍ତି, ଜମି, ବାଡ଼ି ନାହିଁ ତଥାପି ରାସନ କାର୍ଡ ନାହିଁ
@amanasabar4428
@amanasabar4428 17 дней назад
ପ୍ରକୃତ ହିତଧିକାରୀଙ୍କୁ ହିଁ ସରକାର ଚାହିଁଲେ ଦେଇପାରିବ। କିନ୍ତୁ ଅନ୍ୟ ମାନଙ୍କୁ କାଟି ଦେଲେ, next time ସେ ଲକ୍ଷ ଲକ୍ଷ ଭୋଟ ହରାଇବ, ଏହା ସରକାର ଭଲରେ ଜାଣିଛି। ତେଣୁ ଯେମିତି କହୁଥିଲା ସେମିତି କରିପାରିବ ନାହିଁ।
@akshayabiswal1988
@akshayabiswal1988 15 дней назад
Right 👍
@mohanofficialvlogs8226
@mohanofficialvlogs8226 21 день назад
ଆମର ଖାଉଟି ବିଭାଗ ଅନୁରୋଧ Bank balance. Transaction ଦେଖୁନ ଏମିତି ଲୋକ ଅଛନ୍ତି ଜେ 14 ଲଖ୍ୟ car ଭି ଅଛି ଆଉ ରାସନ card ଅଛି ତାର
@dipmusic1227
@dipmusic1227 23 дня назад
Kichhi magana diani lokonku rojgar dio loko ku kiniba ku sakhyama karao, dara dam kamao, jaumane handicap, aau jau bayaska loko kama kariparibeni semananku dio
@TankaGouda-kg9nx
@TankaGouda-kg9nx 20 дней назад
ବିବାହ କରିକି 5ବର୍ଷ ହେଉଛି ରାସନ୍ କାର୍ଡ ମିଳୁନି zerax ଦେଇ ଦେଇଟକି ଗଲିଣି
@itishreenayak417
@itishreenayak417 22 дня назад
ମୁଁ 2021 ମସିହାରେ online ରେ କରିଥିଲି, 2024 ସାରିବାକୁ ବସିଲାଣି।Eligible list application ଥିଲା। କଣ ପାଇଁ Ratio card ଅସୁନି ବୁଝପାରୁନାହିଁ ?
@preetirath2803
@preetirath2803 23 дня назад
Ration band kari dia only education and health benefits milu
@uttambaba6800
@uttambaba6800 23 дня назад
Jaha lekhilu seita bjp kebe kari Boni au kichhi kari pare kintu se dita kebe koriboni😅😮😢
@user-gc2wc9nw3y
@user-gc2wc9nw3y 23 дня назад
ବଡ ବଡ ବିଲିଡିଁ ଘର ଠିଆ ହେଇ ମଧ୍ୟ୍ୟ ଚାଉଳ ପାଉଛନ୍ତି
@littlequeenrakhi
@littlequeenrakhi 22 дня назад
ଏବେ ସବୁ ସବୁ ଚାଉଳ ମିଳୁନି ତିନି କୋଟା ରୁ ତିନି kg ଚାଉଳ କାଟୁଛି ଦିଲ ର କହିଲେ ଧମକ ଲୋକେ ଡରି ଯାଇ ପ୍ରତି ବାଦ୍ କରୁନାହାନ୍ତି ଦୟା କରି ଧ୍ୟାନ ଦେବେ ବୋଲି ଅନୁରୋଧ ଜଗତ ସିଂ ପୁର ବାଲିକୁଦା ବ୍ଳକର ମରୀଚି ପୁର ଠାରେ
@subashbehera2472
@subashbehera2472 7 дней назад
ହଁ ଅଛନ୍ତି ଭୁତ ହିତାଧିକାରୀ। ଆମ ପନଚାୟତ ରେ
@sri1047
@sri1047 23 дня назад
This case should be investigate
@edtonk6277
@edtonk6277 22 дня назад
ଓଃ କି ଜୁମୁଲା ! 👏
@aarzoo4168
@aarzoo4168 9 дней назад
Thik hisaba re survey kale 90 percent Ration card katii jiba
Далее
ТЫ С ДРУГОМ В ДЕТСТВЕ😂#shorts
01:00
Who Are Eligible To Receive PM-Kisan Money?
7:11
Просмотров 419 тыс.