Тёмный

NIRABE KANDICHHI | ନୀରବେ କାନ୍ଦିଛି | DEEPTI REKHA | PRASAD LIMA MUSIC OFFICIAL VIDEO | 4K 

PRASAD LIMA MUSIC
Подписаться 52 тыс.
Просмотров 92 тыс.
50% 1

FOR BETTER SOUND EXPERIENCE
" USE HEADPHONES "
A Odiya christian Devotional Studio Version Video Song........
ନୀରବେ କେତେ ମୁଁ କାନ୍ଦିଛି.........
NIRABE KETE MU KANDICHI ............
Singer : DEEPTI REKHA
Music : PRASAD LIMA
Lyrics : JUGAL KISHOR PRADHAN
Arrangements / Programming : SUBHAM SAMAL
Flute : SIMA BHAI OLLYWOOD ( Cuttack)
Recording : ASISH MAHAPATRA & B.K. Mahanty
Mastering : ASISH MAHAPATRA , Studio Sai Audio Art ( SAA )
Video Credits.....
In Frame : DEEPTI REKHA
D.O.P / Camera : Eng B.K. Mahanty (Studio S.B. Record INN )
Editing: : GOURAV KUMAR
Special thanks: Bro. Sishir Lima
ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ Click କରନ୍ତୁ 🙏🙏
୧ . ମହାମହିମ ରାଜନ ହେଯିଶୁ ମୋର (ହ୍ୟୁମାନ ସାଗର)
• MAHA MAHIMA RAJANA | ମ...
୨ . ଅପାସୋରା ସେ ପ୍ରେମ..... ( ହ୍ୟୁମାନ ସାଗର )
• APASORA | ଅପାସୋରା ସେ ପ...
୩ . ଆସଗୋ ଯିବା ସିୟୋନର ପଥେ (ମଣ୍ଟୁ ଛୁରିଆ)
• ଆସଗୋ ଯିବା | ASOGO JIBA...
୪ . ନୀରବେ କେତେ ମୁଁ କାନ୍ଦିଛି... ( ଦୀପ୍ତି ରେଖା)
• NIRABE KANDICHHI | ନୀର...
୫ . ମୋ ଓଠରେ ମୁଁ ଆନନ୍ଦରେ ...(ଅନୁରାଧା ପ୍ରୀୟାଁଶୁ)
• ମୋ ଓଠରେ | MO OTHARE |...
୬ . Eye Watan/ ଏୟ ୱାତନ୍ ( Human Sagar)
• AYE WATAN | ऐ वतन | ...
୭ . ହେ ମନ ମୋର ପାପ ପଥୁ ଫେର.... ( ଅମିତ୍ ପାଣି )
• HE MANA | ହେ ମନ ମୋର ...
୮. ତୁମ ପରଶ.... (ଅମିତ୍ ପାଣି )
• TUMA PARASHA | ତୁମ ପରଶ...
୯ . ଅନୁତାପ ର ଲୁହ ନେଇ .....( ଅନୁରାଧା ପାଣିଗ୍ରାହୀ )
• ANUTAPA | ଅନୂତାପର ଲୁହ ...
୧୦ . ପାପେ ନାଇ ବିତା ସେ ଜୀବନ....... ( ବିଦ୍ୟୁତ୍ ଭାତ୍ରା )
• PAPE NAI | ପାପେ ନାଇ ...
୧୧ . କାଏ ମନ୍ତର୍ କଲାହୋ...... ( ବିଦ୍ୟୁତ୍ ଭାତ୍ରା )
• କାଏ ମନ୍ତର କଲା | KAI MA...
୧୨ . ପଥହରା ପଥିକ........ ( ଜୁନସ୍ ଗାଣ୍ଟା )
• PATHA HARA | ପଥହରା ...
୧୩ . ଚରଣେ ଶରଣ...... ( କୁମାର ବାପି )
• ଶରଣ | SARANA | KUM...
୧୪ ଶୁଭହ ଶାମ୍ ମେ ଭଜୁଁ ତେରା ନାମ( ହିନ୍ଦୀ). ( ତପୁ ମିଶ୍ର )
• SUBHA SHAAM | सुबह स...
୧୫ ଦିଲ୍ ମେ ଆ ଏକବାର୍ / Dil main aa ( ତପୁ ମିଶ୍ର)
• DIL MAIN AA | दिलमैं आ...
୧୬. କରତେ ହେଁ ଅର୍ପନ୍ ( ହିନ୍ଦୀ ) ... ( ଅନୁରାଧା ପାଣିଗ୍ରାହୀ )
• ARPAN | अरपन l | ANU...
#PrasdLimaMusic
#NewDeeptiRekhaSongs
#NewDeeptiRekhaChristiandevotionalsong
#NewChristmasSongs #NewYearSongs2021
#BestHindiChristianSongs
#KumarBapiSongs
#LatestOdiaChristianSongs #LatestHindiChristianSongs
#HindiSongs #Gospelsongs #IndianDevotionalSongs
#JesusSongs #ChristianSongs #WorshipSongs #HolySpiritSongs
#AmitPaniNewSongs
NewOdiachristianDevotionalSongs
NewOdiachristianDevotionalalbum
NewOdiachristianvideoalbum
ସଦାପ୍ରଭୁଙ୍କ ପବିତ୍ର ନାମରେ ପ୍ରିୟ ଶ୍ରୋତା ବନ୍ଧୁଗଣ ସମସ୍ତଙ୍କୁ ଆମ Team ତରଫରୁ ନମସ୍କାର ଜ୍ଞାପନ କରୁଅଛୁ ।
ପ୍ରଭୁଙ୍କ ସେବାରେ ପୁଣି ଥରେ ଆମେ ଅଯୋଗ୍ୟ ଦିନହିନଙ୍କୁ ପରମେଶ୍ଵର ସ୍ମରଣ କରିଛନ୍ତି ଓ ତାଙ୍କ ଗୌରବ ନିମନ୍ତେ ଓଡିଶାର ସୁନାମ ଅର୍ଜିତ କରିଥିବା ପ୍ରଥମ ଧାଡ଼ିର କଣ୍ଠଶିଳ୍ପୀ ଶ୍ରୀମତି ଦୀପ୍ତି ରେଖାଙ୍କ ମଧୂର କଣ୍ଠରେ ଏକ ହୃଦୟଭରା ଗୀତ ପ୍ରସ୍ତୁତ କରିବାର ସୌଭାଗ୍ୟ ଦେଇଛନ୍ତି .....
ସେ ଦିନ ହାନ୍ନା ସଦା ପ୍ରଭୁଙ୍କ ଛାମୁରେ ନୀରବେ କେତେ କାନ୍ଦିଛନ୍ତି............ ନୀରବେ କେତେ ଖୋଜିଛନ୍ତି କେବଳ ପାଇବାକୁ ଇଶ୍ୱରଙ୍କ ପ୍ରେମ ......... ହୁଏତଃ ଅନ୍ୟମାନେ ତାଙ୍କୁ ମାତାଲ୍ ହୋଇଛନ୍ତି ଭାବୁଥିଲେ କିନ୍ତୁ ଈଶ୍ୱର ତାଙ୍କ ମନକଥା ଜାଣିପାରିଥିଲେ ଏବଂ ତାଙ୍କୁ ଆଶିର୍ବାଦ କଲେ ।
ତଦୃପ ଏହି ଦିନ ମାନଙ୍କରେ ଆମ୍ଭମାନେ ପ୍ରଭୁଙ୍କ ସେବାରେ ଅସମର୍ଥ ହେଲେ ମଧ୍ୟ ତାଙ୍କ ଛାମୁରେ ରୋଦନ କରି ନିଜ ପାଇଁ ଏବଂ ଅନ୍ୟ ମାନଙ୍କ ପାଇଁ ପ୍ରାର୍ଥନା କରିବା ଓ ସେ ସଦାପ୍ରଭୁ ଯେପରି ଆମ୍ଭମାନଙ୍କ ପ୍ରାର୍ଥନା ଶୁଣିବେ.............
ତେବେ ଆସନ୍ତୁ ଏହି ଗୀତ ଦ୍ଵାରା ପ୍ରଭୁଙ୍କର ସ୍ତବ କରୁ କରୁ ତାଙ୍କ ମହା ପବିତ୍ର ନାମର ଧନ୍ୟବାଦ କରୁ ଏବଂ ଅନେକଙ୍କ ଜୀବନର ପରିବର୍ତ୍ତନର କାରଣ ହେଉ ......... ଧନ୍ୟବାଦ୍ 🙏🙏
ଆମ Channel ର ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକ ର Notification ପାଇବା ପାଇଁ ଆମ Channel କୁ SUBSCRIBE କରନ୍ତୁ....... ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଅମେନ୍............
!! ANTI - PIRACY WARNING !!
This Content is COPYRIGHT to PRASAD LIMA MUSIC , Any Unauthorized Reproduction , Redistribution, Re-upload (Audio or Video) is Strictly Prohibited of this Material . Legal actions will be taken against those who Violate this COPYRIGHT Material Presented.

Опубликовано:

 

22 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 401   
@santwana7164
@santwana7164 3 года назад
ପ୍ରଭୁଙ୍କ ମହାନ୍ ନାମର ଗୌରବ ହେଉ, ସମ୍ପୂର୍ଣ୍ଣ ଟିମ୍ କୁ ପ୍ରଭୁଙ୍କ ଆଶୀର୍ବାଦ ସର୍ବଦା ରହୁ। ସଂଗୀତ ପରିଚାଳନା କରିଥିବା ବାପି ପାଇଁ ମୋ ପ୍ରାର୍ଥନା ପ୍ରଭୁ ସବୁେବେଳ ପରିଚାଳନା କାର୍ଯ୍ୟ ରେ ସାହାଯ୍ୟ କରନ୍ତୁ, ପୁଣି ସଂଗୀତ ନିର୍ଦେଶକ ପ୍ରସାଦ ଭାଇ କୁ ପ୍ରଭୁ ସୁନ୍ଦର ସୁନ୍ଦର ନୂତନ ଗୀତ ତାଙ୍କ ମୁଖରେ ଦିଅନ୍ତୁ, ଗୀତ ଲେଖକଙ୍କ ବିଷୟ ରେ ପ୍ରଶଂସା କରିବାକୁ ମୋ ପାଖରେ ଭାଷା ନାହିଁ , ତଥାପି ତାଙ୍କ ପାଇଁ ମୋର ଏତିକି ପ୍ରାର୍ଥନା, ଜୀବନ ର ଶେଷ ମୂହୁର୍ତ୍ତ ଯାଏ ଉତ୍ସର୍ଗୀକୃତ ଭାବେ ତାଙ୍କ କଲମ ମୁନରୁ ଏ ପ୍ରକାର ଭକ୍ତି ଭାବପୂର୍ଣ ଗୀତ ଆମ୍ଭମାନଙ୍କୁ ମିଳୁଥାଉ ତାଙ୍କ ସକାଶେ ମୋତେ ପ୍ରଭୁଙ୍କୁ ଗୌରବ ଦେବାର ସୁଯୋଗ ମତେ ମିଳୁଥାଉ। ସେ ମୋ ଗର୍ବ, କୁମୁଳାସିଂ ମଣ୍ଡଳୀର ଗର୍ବ ,ଗଜପତି ର ଗର୍ବ।
@PRASADLIMAMUSIC
@PRASADLIMAMUSIC 3 года назад
ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆମ ଟିମ୍ ତତଫରୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛୁ ଆଜ୍ଞା...... ଆପଣଙ୍କ ବହୁମୂଲ୍ୟ ପ୍ରେମ , ମତାମତ ଏବଂ ଆଶିଷ ଆମ୍ଭମାନଙ୍କୁ ନିଶ୍ଚୟ ପ୍ରଭୁଙ୍କ ଗୌରବ ନିମନ୍ତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ.......❤️❤️🙏🙏 ପ୍ରଭୂ ଆପଣଙ୍କୁ ମଧ୍ଯ ଆଶିର୍ବାଦ କରନ୍ତୁ... ଆମେନ୍
@roshanprince8309
@roshanprince8309 3 года назад
Hallelujah hallelujah hallelujah hallelujah hallelujah 🙏🙏🙏🙏🙏🙏🙏🙏🙏✝️✝️✝️✝️✝️✝️✝️🕊️🕊️🕊️🕊️🛐🛐🛐🛐🛐🛐🌹🌹🌹🌹🌹🌹🌹💐💐💐💐💐💐💐💐💐💐💐💐💐💖💖💖💖💖💖💖💖💖💖💖💖💖🤩🤩🤩🤩🤩👑👑👑👑👑👑❤️❤️❤️❤️❤️❤️❤️❤️❤️❤️❤️❤️🌷🌷🌷🌷🌷🌷🌷🌷🌷🌷🌷🌷🤲🤲🤲🤲🤲🕊️🕊️🕊️🕊️🕊️🕊️🕊️🕊️🙏🙏🙏🙏🙏🙏🙏🙏🙏🙏
@roshanprince8309
@roshanprince8309 3 года назад
Prabhu yeshu Masih ki Jai Ho ameen ameen ameen ameen ameen ameen ameen ameen 🙏😭😭😭😭😭😭😭⛪⛪💃💃💐💐🌹❤️🙏😭😭😭😭😭😭⛪⛪⛪⛪⛪⛪⛪⛪⛪⛪⛪⛪⛪🕊️🕊️⛪⛪🕊️🕊️⛪🌾🌾🌴🕊️🕊️🕊️🕊️🕊️🕊️🕊️🕊️🕊️🕊️🕊️⛪⛪💃⛪💃🌾⛪🌾⛪🌾⛪🌾⛪🌾🌾🌲🌴🌾🌲🌴🌴🕊️✝️⛪🕊️🕊️🕊️🕊️🕊️🕊️🕊️🕊️🕊️🕊️🕊️🕊️🕊️🕊️⛪🌾🌴🌴🌾🌾🌴🕊️🕊️⛪⛪🕊️🙏🙏🙏🙏🙏🙏🙏🙏🙏🙏🙏
@roshanprince8309
@roshanprince8309 3 года назад
Beautiful song and music video and signor 🙏🙏🙏🙏🙏🙏❤️❤️❤️❤️❤️❤️❤️❤️💖💖💖💖💖💖💖💖💖💖💖 love you didi
@kcnayak9398
@kcnayak9398 2 года назад
Excellent &Praise worthy my dear kanth slippy.
@SBMusic123
@SBMusic123 3 года назад
praise the Lord bohut bodiya gito provhu aponomanku asribad koronru
@PRASADLIMAMUSIC
@PRASADLIMAMUSIC 3 года назад
Thanks for your valuable feedback ❤️❤️🙏🙏
@susajitmanohar6263
@susajitmanohar6263 3 года назад
ପୁଣିଥରେ ପ୍ରଭୁଙ୍କ ଗୌରବ ପ୍ରସଂଶା ଓ ମହିମା ଉଦେଶ୍ୟରେ.. ଓଡ଼ିଶାର ନାମିଦାମୀ ଅନୁଭୂତିସମ୍ପନ ଗାୟିକା ସୁଶ୍ରୀ ଦୀପ୍ତିରେଖାଙ୍କ ଦ୍ୱାରା.. ଏକ ଅତି ନିବିଡ଼ ଓ ଗଭୀର ଅର୍ଥପୂର୍ଣ ଭାବାର୍ଥକୁ ଏହି ଗୀତ ମାଧ୍ୟମରେ ଆମ ଜନ ସମାଜ ଓ ଶ୍ରୋତାମଣ୍ଡଳୀ କୁ ଭେଟି ଦେଇଥିବାରୁ.. ମୁଁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଏ ଲିମ୍ମା ଆଜ୍ଞା..! ବାସ୍ତବରେ ଗୀତଟି ଏତେ ସୃତିମଧୁର ହେଇଛି ଯେ... ତାହାକୁ ମୁ ମୋ ଭାଷା ଦ୍ୱାରା ଲିଖିତ ଆକାରରେ କହିବାକୁ ସକ୍ଷମ ବି ନୁହଁ.. ସତରେ ଯୁଗଳ ଆଜ୍ଞାଙ୍କ ଗୀତର ଲେଖା ବହୁତ ଗଭୀର ଓ ଅତ୍ୟନ୍ତ ହୃଦୟ ସ୍ୱର୍ତ୍ସି ହୋଇଛି.. ଗୀତ ଶୁଣିଲାବେଳେ ବାସ୍ତବ ଭାବେ ମୋ ଅନ୍ତର କୁ ଛୁଇଁ ଯାଉଛି.. ତା ସହିତ ଦୀପ୍ତିଙ୍କ ଗାୟନ ଶୈଳୀ..ସଂଗୀତ ପରିଚାଳନା.. ଭିଡ଼ିଓ.. ଆଉ ବାକି ସମସ୍ତ ବିଷୟ ସତରେ ବହୁତ ବହୁତ ବହୁତ ହିଁ ଭଲ ଲାଗୁଚି.. ଏମିତି ନୂଆ ନୂଆ ଗୀତ ଦ୍ୱାରା ପ୍ରଭୁଙ୍କ ଗୌରବ କରିବା ସହିତ, ଆମ ଶ୍ରୋତାମଣ୍ଡଳୀ ଙ୍କ ହୃଦୟରେ ଆନନ୍ଦ ଭରୁଥାଅ ଶୀଘ୍ର ଆଉଗୋଟିଏ ସୁନ୍ଦର ଗୀତ ପାଇଁ ମୁଁ ଆଶା ଓ ଅପେକ୍ଷା କରୁଅଛି........ଧନ୍ୟବାଦ ( ସୁସଜିତ..)
@PRASADLIMAMUSIC
@PRASADLIMAMUSIC 3 года назад
Susajjit ଆଜ୍ଞା ......ପ୍ରକୃତରେ ଏହି ସ୍ୱର୍ଣ୍ଣ ଅକ୍ଷରରେ ଲିଖିତ ସୁନ୍ଦର ସୁନ୍ଦର ଗୋଟି ଗୋଟି ଅକ୍ଷର ଗୁଡିକ ବାସ୍ତବରେ ପ୍ରଭୁଙ୍କୁ ମହିମା ଦେଇଛି ଏବଂ ପ୍ରଭୂ ନିଶ୍ଚୟ ଗୌରବ ପାଇବା ସହିତ ତାହାର ପୁରସ୍କାର ମଧ୍ୟ ଗୁପ୍ତ ଭାବରେ ରଖିଛନ୍ତି ............ ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆମ ଟିମ୍ ତତଫରୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରିବା ସହିତ ଆପଣଙ୍କ ବହୁମୂଲ୍ୟ ପ୍ରେମ , ମତାମତ ଏବଂ ପ୍ରାର୍ଥନା ର ଆଶିର୍ବାଦ ପାଇଁ ଆମେ ସର୍ବଦା ଧନ୍ୟବାଦୀ ଅଟୁ। ଏହା ଆମ୍ଭମାନଙ୍କୁ ନିଶ୍ଚୟ ପ୍ରଭୁଙ୍କ ଗୌରବ ନିମନ୍ତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ.......❤️❤️🙏🙏 ପ୍ରଭୂ ଆପଣଙ୍କୁ ମଧ୍ଯ ଆଶିର୍ବାଦ କରନ୍ତୁ susajiit ଆଜ୍ଞା ....... ଆମେନ୍
@sachinraita5779
@sachinraita5779 3 года назад
Wow!! Nice song
@PRASADLIMAMUSIC
@PRASADLIMAMUSIC 3 года назад
Thanks for your valuable feedback dear brother ❤️❤️ God bless you
@shishirkantnayak4205
@shishirkantnayak4205 2 года назад
Nice song and nice lyrics... Praise the lord... Song kaa maadhyame Prabhu kaa dhanyabad ho.. Amen ..
@PRASADLIMAMUSIC
@PRASADLIMAMUSIC 2 года назад
Sashikant ଭାଈ ନମସ୍କାର ❤️❤️🙏🙏 THANK You So So much ଆପଣଙ୍କ ବହୁମୂଲ୍ୟ ମତାମତ ରେ ପରମେଶ୍ବର ଙ୍କ ଗୌରବ ହେଉ ଏବଂ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👍👍
@monalishasahoo1950
@monalishasahoo1950 3 года назад
Prabhu ki mahima ho....... Hallelujah hallelujah hallelujah 🙌 🙌 🙌
@PRASADLIMAMUSIC
@PRASADLIMAMUSIC 3 года назад
Thank You So So much dear Monalisha for your valuable love and prayers support 🙏 God bless you ❤️❤️
@simiyadalabehera
@simiyadalabehera 3 года назад
Nice song sir...
@PRASADLIMAMUSIC
@PRASADLIMAMUSIC 3 года назад
Thanks a lot again and again and again and again ❤️❤️❤️❤️❤️ my dear brother Simiya...... God bless you
@suvampani0007
@suvampani0007 2 года назад
Bahut sundar song bhaina
@PRASADLIMAMUSIC
@PRASADLIMAMUSIC 2 года назад
ଏହି ଗୀତ ଦ୍ଵାରା ପ୍ରଭୁଙ୍କ ମହାନ ନାମର ଗୌରବ ହେଉ......... ଆଉ ସୁନ୍ଦର ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍......👏👏👏 ପ୍ରଭୂ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@suvampani0007
@suvampani0007 2 года назад
Thanks bhaina
@PRASADLIMAMUSIC
@PRASADLIMAMUSIC 2 года назад
Thank You So So Much Mina ❤️❤️❤️❤️❤️❤️❤️❤️❤️❤️❤️
@PrafullaTechnical
@PrafullaTechnical 3 года назад
Woow super heichi
@PRASADLIMAMUSIC
@PRASADLIMAMUSIC 3 года назад
Thanks a lot dear brother ❤️❤️
@ambritamishra3346
@ambritamishra3346 Год назад
Praise the lord, blessed song
@saratchandrabardhan6204
@saratchandrabardhan6204 3 года назад
Very beautiful congratulations Prasad Bhai and entire team.
@PRASADLIMAMUSIC
@PRASADLIMAMUSIC 3 года назад
Thanks for your beautiful and valuable love and blessings always dear Bhaina ❤️❤️🙏🙏
@manijena1714
@manijena1714 3 года назад
In these days the Christian Community needs this type of hearts touching Devotional Songs....... And I am very very PROUD of you dear Prasad Sir for doing such a Extraordinary Songs for our Community........ May God bless your Team.......
@PRASADLIMAMUSIC
@PRASADLIMAMUSIC 3 года назад
Thanks Thanks Thanks a million dear Mani Ji ❤️❤️🙏🙏 for recognising Me and giving your valuable compliments... God bless you
@mrutyunjayalima2002
@mrutyunjayalima2002 3 года назад
Superb lyrics. Praise the Lord proud off u jugal mama
@PRASADLIMAMUSIC
@PRASADLIMAMUSIC 3 года назад
Thanks a lot behalf of our whole Team ❤️❤️🙏🙏
@suniltakriofficial
@suniltakriofficial 3 года назад
Praise the Lord... Very nice song...
@PRASADLIMAMUSIC
@PRASADLIMAMUSIC 3 года назад
Lots of Thanks dear brother Sunil ❤️❤️❤️❤️❤️ may God be glorified and bless you Amen ❤️❤️🙏
@mosesdora2427
@mosesdora2427 2 года назад
Praise the lord 🙏 how sweet diptirekha 🙏🙏🙏❤️😭❤️
@PRASADLIMAMUSIC
@PRASADLIMAMUSIC 2 года назад
Moses ଆଜ୍ଞା ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ ❤️❤️❤️❤️
@PREMCHAND-cp8un
@PREMCHAND-cp8un 3 года назад
Sir.preais.the.lord.so.veri.naic.soing.amiti.gito.lekhibaku.gaebaku.probhu.odhiko.gnyno.diontu.good.bleais.you
@PRASADLIMAMUSIC
@PRASADLIMAMUSIC 3 года назад
ବହୁତ ସୁନ୍ଦର ମତାମତ ପାଇଁ ଆମେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ ଭାଇ ପ୍ରେମ୍....... ପ୍ରଭୂ ଆପଣଙ୍କ ଜୀବନରେ ମଧ୍ୟ ଆଶିର୍ବାଦ କରନ୍ତୁ....... ଆମେନ୍
@vyduryamvyduryam8542
@vyduryamvyduryam8542 3 года назад
Chala baagundira prasad devudu మమ్మల్ని దీవించును గాక ఆమెన్ ప్రభువా
@PRASADLIMAMUSIC
@PRASADLIMAMUSIC 3 года назад
Thank You So So much behalf of our whole Team members ❤️❤️🙏🙏 God bless you too
@sameerbibhar7755
@sameerbibhar7755 3 года назад
ପ୍ରଭୁଙ୍କର ମହାନ୍ମ ଧନ୍ୟ ହେଉ. ବହୁତ ସୁନ୍ଦର ଗୀତ. God bless you
@PRASADLIMAMUSIC
@PRASADLIMAMUSIC 3 года назад
Sameer ଭାଈ ......... ବହୁତ ସୁନ୍ଦର ପ୍ରେମ ଭରା ମତାମତ ପାଇଁ ଆମେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ...... May God bless you ❤️❤️🙏🙏
@sameshbhuyan3750
@sameshbhuyan3750 3 года назад
ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ନାମ ଧନ୍ୟବାଦ୍ ହେଉ
@PRASADLIMAMUSIC
@PRASADLIMAMUSIC 3 года назад
Hallelujah .......ପ୍ରଭୁଙ୍କ ମହା ନାମର ଧନ୍ୟବାଦ୍ ହେଉ and Thank You So So much ❤️❤️🙏🙏
@abnchanel..9854
@abnchanel..9854 3 года назад
Praise the lord
@tapu4752
@tapu4752 3 года назад
Praise the Lord 🙏
@singhpinkukumarmohana5606
@singhpinkukumarmohana5606 2 года назад
Praise the Lord . Wonderful song dada . May God bless you abundantly in all respect for his glory .
@PRASADLIMAMUSIC
@PRASADLIMAMUSIC 2 года назад
Thanks for your Lovely compliments dear Pinku Babu ❤️❤️ All GLORY and honour to almighty God and May God bless you abundantly too....…
@tituslimma8135
@tituslimma8135 2 года назад
Praise the Lord🙌
@PRASADLIMAMUSIC
@PRASADLIMAMUSIC 2 года назад
Praise God.....❤️❤️❤️ hallelujah
@rangetbhai4787
@rangetbhai4787 3 года назад
🙏🙏
@PRASADLIMAMUSIC
@PRASADLIMAMUSIC 3 года назад
Thanks a lot dear sir 🙏🙏
@mohankhara4626
@mohankhara4626 3 года назад
God bless you all the music team.,...
@jikhariyanayak7072
@jikhariyanayak7072 3 года назад
Praise the Lord It's wonderful song Glory to God
@PRASADLIMAMUSIC
@PRASADLIMAMUSIC 3 года назад
Thanks a lot behalf of our whole Team dear brother Jikhariya......for your Lovely response and beautiful Compliments ❤️❤️🙏🙏
@mitukumar6671
@mitukumar6671 3 года назад
Praise the Lord sir....bhala lagila Geeta ajira...bhala compose heichhi...God bless you sir
@PRASADLIMAMUSIC
@PRASADLIMAMUSIC 3 года назад
Mitu ଆଜ୍ଞା ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ଆମ ସମସ୍ତଙ୍କ ତରଫରୁ....... ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ❤️❤️❤️
@sadaprabhumusic3566
@sadaprabhumusic3566 3 года назад
Glory of God Very beautiful😍💓 song 🎤🎵🎶 Thank you🙏💕 God
@PRASADLIMAMUSIC
@PRASADLIMAMUSIC 3 года назад
All glories for the GLORY of the Lord Sir........Thanks for watching and praying for US dear brother ❤️❤️🙏🙏 God bless you also and your family
@subeshkumarnayak960
@subeshkumarnayak960 3 года назад
Very nice, praise the lord
@hmstarsports
@hmstarsports 3 года назад
Praise God 🙏 amen super song 👌
@PRASADLIMAMUSIC
@PRASADLIMAMUSIC 3 года назад
Thanks a lot ❤️❤️❤️ dear brother
@BijaySabar7978
@BijaySabar7978 3 года назад
What a mind blowing song sir very heart touching song
@PRASADLIMAMUSIC
@PRASADLIMAMUSIC 3 года назад
HEARTLY THANKS to You dear BS Production 🙏🙏 AndThanks for watching and praying for US ❤️❤️God bless you also and your family
@birsharani2443
@birsharani2443 2 года назад
Whoooooo....so beautiful song
@PRASADLIMAMUSIC
@PRASADLIMAMUSIC 2 года назад
Thank You So So much Birsha Rani Ji....... Pls Pray for US and watch Our all videos and Gloryfy God...... May God bless you 🙏🙏
@albertpradhan8675
@albertpradhan8675 2 года назад
Bhai.....wonderful song.....amen💞💞💝💝💒💒
@PRASADLIMAMUSIC
@PRASADLIMAMUSIC 2 года назад
Albert ଆଜ୍ଞା ନମସ୍କାର ❤️❤️🙏🙏 ଆମ୍ଭମାନଙ୍କୁ ପ୍ରେମ କରି ଇଶ୍ୱରଙ୍କ ସନିଧ୍ୟାରେ ସମର୍ପିବା ସହିତ ଆମ୍ଭମାନଙ୍କୁ ଉତ୍ସାହିତ କରୁଥିବାରୁ ବହୁତ ବହୁତ ଧନ୍ୟବାଦ .......👏👏👏👏
@dilson7279
@dilson7279 3 года назад
Sir so superb no words ....only one word may the almighty God our Lord jesus christ bless you and all the team who support...specially prosad sir for a heart touching song all Christian community.....
@PRASADLIMAMUSIC
@PRASADLIMAMUSIC 3 года назад
Thanks a million my dear one and only DILSON brother ❤️❤️❤️❤️ We are giving Our efforts to Pleasing our almighty God as well as our community......and you have Pinned your GOLDEN WORDS to encourage US........Thank You So So much ❤️❤️🙏🙏
@ABHI143LC
@ABHI143LC 3 года назад
Woow great lyrics song nice sir Good bless you ..
@PRASADLIMAMUSIC
@PRASADLIMAMUSIC 3 года назад
Thank You behalf of our whole Team ❤️❤️Glory to God and thanks for your love and prayers.... God bless you
@akmusicproduction2939
@akmusicproduction2939 3 года назад
👌👌👌❤❤❤
@PRASADLIMAMUSIC
@PRASADLIMAMUSIC 3 года назад
Praise God hallelujah........ Thank You So much ❤️❤️🙏🙏
@johngagarai5080
@johngagarai5080 3 года назад
Wow superb
@PRASADLIMAMUSIC
@PRASADLIMAMUSIC 3 года назад
Glory to God dear brother John ❤️❤️ and thanks for your love and prayers.... God bless you
@sunitkumarnayakofficial466
@sunitkumarnayakofficial466 3 года назад
So nice. Praise the lord
@PRASADLIMAMUSIC
@PRASADLIMAMUSIC 3 года назад
Thanks for loving US dear encouraging US ❤️❤️❤️ God bless you
@pintunayakofficial6517
@pintunayakofficial6517 3 года назад
After listening to this song, my heart got a lot of peace, I can not control myself but I can feel the presence of God in this song. Prasad sir you are giving such a beautiful song, may God always be with you. Beautiful lyrics beautiful composition outstanding music arrangement god blessed u all absolutely ❤
@PRASADLIMAMUSIC
@PRASADLIMAMUSIC 3 года назад
My brother Pintu thanks a lot ....... because We prayed a lot for this Song to motivate MANY for the GLORY of the Lord। ........ Heartly Thanks to you ❤️❤️🙏🙏
@anjliechoudhary46
@anjliechoudhary46 3 года назад
❤👌👍🙏
@PRASADLIMAMUSIC
@PRASADLIMAMUSIC 3 года назад
Thank You So So So much Anjilie Ji ❤️❤️🙏🙏 God bless you
@vyduryamvyduryam8542
@vyduryamvyduryam8542 3 года назад
Praise the Lord Hallelujah Amen
@PRASADLIMAMUSIC
@PRASADLIMAMUSIC 3 года назад
Hallelujah hallelujah hallelujah ❤️❤️
@Ranigemel
@Ranigemel 7 месяцев назад
Praise the Lord 🙏
@PRASADLIMAMUSIC
@PRASADLIMAMUSIC 7 месяцев назад
Praise the Lord 🙏
@junasbag8105
@junasbag8105 2 года назад
Praise God. Nice song. God bless to team.
@PRASADLIMAMUSIC
@PRASADLIMAMUSIC 2 года назад
Praise God and thank You So So much ❤️❤️🙏🙏
@priyodasmali
@priyodasmali 3 года назад
It's just amazing...heart touching and meaningful.all glory to God.
@PRASADLIMAMUSIC
@PRASADLIMAMUSIC 3 года назад
My heartly thanks and regards to you dear brother Priyodas........All GLORY to HIM Only and may God bless you abundantly ❤️❤️🙏🙏
@somyasprmdm8472
@somyasprmdm8472 3 года назад
ସତରେ ପ୍ରଭୁ ମହାନ କଣ୍ଟ ପ୍ରଦାନ କରିଥିବା କଣ୍ଟରେ ଗାଉଥିବା ଅବଶ୍ୟକ ବ୍ୟବହାର କରୁଛନ୍ତି, ଦିପ୍ତି ବ୍ୟବହାର କରିଛନ୍ତି। ପ୍ରଭୁ ମହାନ ଆଶିଷ କରନ୍ତୁ ତାଙ୍କୁ 🙏🙏 ସବୁ ଜୀବନର ଚଲାପଥରେ।🙏🙏🙏🫂🫂
@PRASADLIMAMUSIC
@PRASADLIMAMUSIC 3 года назад
ବହୁତ ବହୁତ ସୁନ୍ଦର ଅନୁଚିନ୍ତା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଧନ୍ୟବାଦୀ ଭାଇ ❤️❤️❤️❤️ ପ୍ରଭୁ ଆପଣଙ୍କୁ ବହୁତ ଆଶିର୍ବାଦ କରନ୍ତୁ
@abhiseksingh107
@abhiseksingh107 3 года назад
ଯୁଗଳ ସାର ଆପଣଙ୍କ ଲେଖା ଅତି ସୁନ୍ଦର
@PRASADLIMAMUSIC
@PRASADLIMAMUSIC 3 года назад
JUGAL sir is the best.....and Our HEARTLY regards to him ❤️❤️🙏🙏 Thank You So much
@IpsitLofty
@IpsitLofty 3 года назад
Very Beautiful Song Sir Praise the Lord
@PRASADLIMAMUSIC
@PRASADLIMAMUSIC 3 года назад
Glory to God dear brother Ipsit ❤️❤️ and thanks for your love and prayers.... God bless you
@purbikhuntia971
@purbikhuntia971 Год назад
Waaoo very heart touching
@sumannayak6584
@sumannayak6584 2 года назад
👍👍👍👍👍👍👍👍👌👌👌👌👌👌
@PRASADLIMAMUSIC
@PRASADLIMAMUSIC 2 года назад
Thanks for glorifying God through this song dear brother Suman May God bless you ❤️❤️👍👍
@ajitdigal7474
@ajitdigal7474 3 года назад
Praise the lord sir
@PRASADLIMAMUSIC
@PRASADLIMAMUSIC 3 года назад
Thanks for your love Ajit bhai ❤️❤️❤️❤️ I appreciate your valuable feedback....... God bless you
@sunitabidika2200
@sunitabidika2200 3 года назад
💞💞💞💞💞🔥
@PRASADLIMAMUSIC
@PRASADLIMAMUSIC 3 года назад
Love you dear Sister ❤️❤️❤️
@PRERANAMESSAGE
@PRERANAMESSAGE 3 года назад
Glory to God ଅତ୍ୟନ୍ତ ହୃଦୟ ସ୍ପର୍ଶୀ ଗୀତ । ଗୀତ ଟି ର ସ୍ୱର ସଂଯୋଜନା,ସଂଗୀତ ପରିଚାଳନା ଏବଂ ଗୀତ ରଚନା ଭାରୀ ଉଚ୍ଚ ଧରଣର ହୋଇଛି । Heartily thanks to Nona for making such type of devotional song. My prayer "May the Lord use you for his Glory always." With Lots of Love Yours Jeebit Babu
@PRASADLIMAMUSIC
@PRASADLIMAMUSIC 3 года назад
ବାବୁ ଜୀବିତ......very very very happy and Proud to hear all this ......... ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆମ ଟିମ୍ ତତଫରୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛୁ ବାବୁ .... ଏବଂ ଆମ୍ଭ ମାନଙ୍କ ନିମନ୍ତେ ସର୍ବଦା ତୁମର ବହୁମୂଲ୍ୟ ପ୍ରେମ , ମତାମତ ଏବଂ ପ୍ରାର୍ଥନା ର କାମନା କରୁଛୁ ଏହା ଆମ୍ଭମାନଙ୍କୁ ନିଶ୍ଚୟ ପ୍ରଭୁଙ୍କ ଗୌରବ ନିମନ୍ତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ....... ପ୍ରଭୂ ତୁମକୁ ମଧ୍ଯ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ... ଆମେନ୍❤️❤️❤️❤️❤️❤️
@pintunayakofficial6517
@pintunayakofficial6517 3 года назад
What a mindblowing composition 😇 I heartily thnq sir 4 a beautiful song God blessed u sir. Praise god ❤❤❤
@PRASADLIMAMUSIC
@PRASADLIMAMUSIC 3 года назад
Thanks My brother for your love Which I never explain...... But I always pray for you ALL and always wished the good luck 🤞🤞 Thank You ❤️❤️❤️
@Blessedwithjesus
@Blessedwithjesus 2 года назад
Amen ❤️
@Santosh_Khosla
@Santosh_Khosla 3 года назад
Awesome 👍 I like IT
@mothermary1052
@mothermary1052 3 года назад
Bahut bhalo laguchi gita sir
@PRASADLIMAMUSIC
@PRASADLIMAMUSIC 3 года назад
ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ଆମ ଟିମ୍ ତରଫରୁ ❤️❤️🙏🙏 ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ
@Blessedwithjesus
@Blessedwithjesus 2 года назад
Prabhunkara mahan namara gauraba heu ❤️ Hallelujah ❤️ praise the Lord ❤️ I Love u Jesus Abba Jaan ❤️
@PRASADLIMAMUSIC
@PRASADLIMAMUSIC 2 года назад
THANK You THANK you and Thank You So So much dear brother 👏👏❤️❤️🙏🙏 We appreciate your valuable feedback and Praying for your spritual growth 👍👍
@Blessedwithjesus
@Blessedwithjesus 2 года назад
@@PRASADLIMAMUSIC Thank you sir
@watsonlimma6551
@watsonlimma6551 Год назад
Bahuta Sundara haechhi full song sir
@Sudarsansan
@Sudarsansan 3 года назад
Praise the Lord sister
@PRASADLIMAMUSIC
@PRASADLIMAMUSIC 3 года назад
Thank You So So So much ❤️❤️❤️
@aaditannuj4685
@aaditannuj4685 3 года назад
Congratulations prasad naa..bahut badhiya song.. excellent job ...once again congratulations to your all team 👌👌👌👏👏👏👏👏👏👏👏👏👏👏👍
@PRASADLIMAMUSIC
@PRASADLIMAMUSIC 3 года назад
Thank You So So much my dear loving Sister...... God bless you ❤️❤️ and your family
@Mrlimma
@Mrlimma 3 года назад
Praise the LORD
@nareshbardhan3094
@nareshbardhan3094 3 года назад
Praise the Lord Really heart touching song very nice composition also and Very beautiful voice diptirekha mem May God bless you and use your voice glory of God
@PRASADLIMAMUSIC
@PRASADLIMAMUSIC 3 года назад
Naresh ଆଜ୍ଞା..... ବହୁତ ସୁନ୍ଦର ପ୍ରେମ ଭରା ମତାମତ ପାଇଁ ଆମେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ...... ପ୍ରଭୂ ଆପଣଙ୍କ ଜୀବନରେ ମଧ୍ୟ ଆଶିର୍ବାଦ କରନ୍ତୁ
@Love-vd5pp
@Love-vd5pp Год назад
Sotore bahut sundar e song ehichi
@PRASADLIMAMUSIC
@PRASADLIMAMUSIC Год назад
Praise God and Thank You ଆଜ୍ଞା 🙏
@barunamahanandia7348
@barunamahanandia7348 3 года назад
ବହୁତ ଭଲ ତୁମେ Sir ଏପରି ଗାୟକ ମାନଙ୍କୁ ଆଣୁଛ, ଆପଣଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଚୁର ଆଶୀର୍ବାଦ କରନ୍ତୁ
@PRASADLIMAMUSIC
@PRASADLIMAMUSIC 3 года назад
ବହୁତ ଧନ୍ୟବାଦ Baruna ଭାଈ ........ ଆମର ପରମେଶ୍ୱର ସାଧାରଣ ପରମେଶ୍ୱର ନାହାନ୍ତି ଯେ ତାଙ୍କୁ ଗୌରବ ଦେବା ପାଇଁ କୁଣ୍ଠାବୋଧ କରିବା.... Thank You So So much for your encouraging words.... God bless you ❤️❤️🙏🙏
@loknathtandi4215
@loknathtandi4215 3 года назад
I am waiting for song
@jeebanjena5322
@jeebanjena5322 3 года назад
Superb sir
@PRASADLIMAMUSIC
@PRASADLIMAMUSIC 3 года назад
Feeling Happy and Proud to hear you dear brother ❤️❤️🙏🙏 God bless you and your family
@prabirlima5899
@prabirlima5899 3 года назад
So sweet song.. Jesus Christ is our living God... Nice voice... meaningful song..🙏
@PRASADLIMAMUSIC
@PRASADLIMAMUSIC 3 года назад
Yes Jesus Christ is our loving God ...... Thank You ❤️❤️🙏🙏
@mamatapradhan9662
@mamatapradhan9662 3 года назад
Praise the Lord, ଖୁବ୍ ସୁନ୍ଦର ଲେଖା ଓ ଲେଖକ ଶ୍ରୀଯୁକ୍ତ ଯୁଗଳ କିଶୋର SIR ଙ୍କୁ ମୋର ଆନ୍ତରିକ ପ୍ରଣାମ ଯେ କି ଏଭଳି ହୃଦୟ ସ୍ପର୍ଶୀ ଗୀତ ରଚନା କରି ଆମ୍ଭମାନଙ୍କୁ ଆହୁରି ଈଶ୍ବରଙ୍କ ନିକଟବର୍ତ୍ତୀ କରାଉଛନ୍ତି, ଈଶ୍ୱର ଜୀବନର ଶେଷ ଯାଏ ତାଙ୍କୁ ଏହି ପରି ବ୍ୟବହାର କରି ସଂଗୀତ ଦ୍ଵାରା ନିଜେ ଗୌରବାନ୍ଵିତ ହୁଅନ୍ତୁ ପୁଣି ତାଙ୍କୁ ଓ ତାଙ୍କ ପରିବାରଙ୍କୁ ମଧ୍ୟ ଆଶିର୍ବାଦ କରିବା ସହିତ ଏ TEAM କୁ ଆଉ ଗାଇଥିବା SINGER କୁ ମଧ୍ୟ ଭାବେ ଆଶିର୍ବାଦ କରନ୍ତୁ
@jugalkishorepradhan5875
@jugalkishorepradhan5875 3 года назад
ଆପଣଙ୍କ ସୁନ୍ଦର ମତାମତ ପାଇଁ ଧନ୍ୟବାଦ. God bless you.
@PRASADLIMAMUSIC
@PRASADLIMAMUSIC 3 года назад
ପ୍ରକୃତରେ ମମତା ଭଉଣୀ ଆପଣଙ୍କ ମତାମତରେ ମୁଁ ସତ ପ୍ରତିଶତ ସହମତି ପ୍ରଦାନ କରୁଛି..... ଯୁଗଳ କିଶୋର ଆଜ୍ଞା ଏକ ସୁନ୍ଦର ଲେଖକ ହେବା ସହିତ ସେ ଜଣେ ଉତ୍ତମ ପ୍ରଭୁପ୍ରିୟ human being ଅଟନ୍ତି and I am blessed with his beautiful relationship....... Thank You So much ❤️❤️🙏🙏 God bless you
@sabitanaik8690
@sabitanaik8690 3 года назад
ମହା ଅର୍ଥ ପୂର୍ଣ୍ଣ ଗୀତ ଧନ୍ୟବାଦ 🙏 ଅମେନ୍ 🙏
@PRASADLIMAMUSIC
@PRASADLIMAMUSIC 3 года назад
Praise God dear sister Sabita.......and We thank You for your encouragement... God bless you ❤️❤️🙏🙏
@rbmusicofficialchannel8407
@rbmusicofficialchannel8407 3 года назад
Really Meaning full song Praise The Lord,, ବହୁତ ସୁନ୍ଦର ଗୀତ ପ୍ରଭୁ ଙ୍କର ମହିମା ହେଉ,, Thank you so much Uncle 🙏🏻🙏🏻💞
@PRASADLIMAMUSIC
@PRASADLIMAMUSIC 3 года назад
Thanks for always being with us...... love you and God bless you ❤️❤️🙏🙏
@kirantandi7481
@kirantandi7481 2 года назад
All the best God bless you
@PRASADLIMAMUSIC
@PRASADLIMAMUSIC 2 года назад
Thank You So So much dear brother Kiran 💕💕🙏🙏
@anubacheli6543
@anubacheli6543 2 года назад
Praise the lord 🙏 and God bless
@PRASADLIMAMUSIC
@PRASADLIMAMUSIC 2 года назад
ପ୍ରଭୁଙ୍କ ଗୌରବ ହେଉ ଏଵଂ ତାଙ୍କ ଆଶିର୍ବାଦ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ 👏👏👏👏
@roshanprince8309
@roshanprince8309 3 года назад
Prabhu yeshu Masih ki Jai Ho ameen ameen ameen ameen ameen 🙏🙏🙏🙏❤️❤️❤️❤️❤️💖🤩🤩🤩🤩🤩✝️✝️✝️🕊️🕊️🕊️🕊️🕊️🌷🌷🌷🌷🎁🎁🎁🎁🎁🎁💐💐💐💐💐💐💐💐💐👏👏👏👏👏👏👏👏👏👏👏👏
@junashkumarganta7555
@junashkumarganta7555 3 года назад
Amazing Sir......Heart touching song .... Wonderful composition Sir.... Glory to almighty..... Blessed to hear the song....... Wonderful lyrics #Jugal_Kishore_Pradhan ...... Sir
@PRASADLIMAMUSIC
@PRASADLIMAMUSIC 3 года назад
Really Our whole Team appreciate and thanking you for your valuable compliments dear brother Junash...... We Thank You and God bless you ❤️❤️
@roshanmusical6820
@roshanmusical6820 3 года назад
Nice song, Praise the lord and God bless you. All of you@@
@PRASADLIMAMUSIC
@PRASADLIMAMUSIC 3 года назад
Glory to God dear brother and thanks for your love and prayers.... God bless you ❤️❤️🙏🙏
@sujitpani4831
@sujitpani4831 3 года назад
God bless you brother 🙏
@PRASADLIMAMUSIC
@PRASADLIMAMUSIC 3 года назад
Sujit brother.........Thanks for watching and praying for US 🙏🙏 God bless you and your family ❤️❤️
@roshanprinceofficial2170
@roshanprinceofficial2170 2 года назад
Good
@samuelsuna253
@samuelsuna253 3 года назад
Prabhu sabarbada appana mananku asirbad karantu praise the Lord
@PRASADLIMAMUSIC
@PRASADLIMAMUSIC 3 года назад
ବହୁତ ସୁନ୍ଦର ପ୍ରାର୍ଥନା ଭରା ଆଶିର୍ବାଦ ପାଇଁ ଆମେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ ❤️❤️🙏🙏 ପ୍ରଭୂ ଆପଣଙ୍କୁ ମଧ୍ଯ ଆଶିର୍ବାଦ କରନ୍ତୁ
@subbaappa966
@subbaappa966 2 года назад
Dedicated singing , very nice.
@PRASADLIMAMUSIC
@PRASADLIMAMUSIC 2 года назад
Proud to hear your beautiful and valuable Compliments dear Reena Ji ❤️❤️🙏🙏 Thank You and God bless you
@psjasobantabarik1384
@psjasobantabarik1384 2 года назад
Beautiful wonderful amazing heart touching song may almighty God bless you abundantly whole team
@PRASADLIMAMUSIC
@PRASADLIMAMUSIC 2 года назад
ବାରିକ୍ ଆଜ୍ଞା ନମସ୍କାର........ ❤️❤️🙏🙏 ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ୍ କରିବା ସହିତ ଆପଣଙ୍କ ବହୁମୂଲ୍ୟ ମତାମତ ପ୍ରଭୁଙ୍କୁ ଗୌରବ ଦେଉ ଏବଂ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ......... ଧନ୍ୟବାଦ୍ 👍👍
@aratimajhi3338
@aratimajhi3338 2 года назад
Very nice song ❤
@mitrabhanusahu1099
@mitrabhanusahu1099 3 года назад
Such a heart touching song. I thank to writer and singer. The style in which she has sung is mind blowing
@PRASADLIMAMUSIC
@PRASADLIMAMUSIC 3 года назад
Thanks for your outstanding compliments ❤️❤️ God bless you abundantly 🙏🙏
@sunilsabar1140
@sunilsabar1140 3 года назад
Excelent mening full song god bless you sister
@PRASADLIMAMUSIC
@PRASADLIMAMUSIC 3 года назад
Thanks for watching and praying for US dear brother Sunil ❤️❤️🙏🙏 may God bless you also and your family
@askinrajchhatria2237
@askinrajchhatria2237 2 года назад
JAI MASIK KI🙏
@PRASADLIMAMUSIC
@PRASADLIMAMUSIC 2 года назад
JAY MASHI KI ❤️❤️🙏🙏👏👏
@twosidesbros3511
@twosidesbros3511 Год назад
Bahut.sundar.geta..and.deepti.rekha.bauht.sundar.geta.gaauchanti.aahouri.amiti.sundar.sundar.geta.gaantu
@PRASADLIMAMUSIC
@PRASADLIMAMUSIC Год назад
ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ହୃଦୟଭରା ଧନ୍ୟବାଦ୍ ଜ୍ଞାପନ କରୁ .... 👏👏 ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏 ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍
@upendraparichha4485
@upendraparichha4485 3 года назад
🙏🙏🙏 praise god
@PRASADLIMAMUSIC
@PRASADLIMAMUSIC 3 года назад
Praise God Upendra Bhai and Thank You So So much ❤️❤️🙏🙏
@rangetbhai4787
@rangetbhai4787 3 года назад
Very nice song halleluya praise the lord
@PRASADLIMAMUSIC
@PRASADLIMAMUSIC 3 года назад
Thanks for watching and praying for US Ranjeet sir ❤️❤️🙏🙏 God bless you and your family
@jordanjulious5424
@jordanjulious5424 3 года назад
Praise the lord..beautiful devotional song ..wonderful composition by bro prasad lima..God bless all of you..kip it up ....meaningful song
@PRASADLIMAMUSIC
@PRASADLIMAMUSIC 3 года назад
Jordan Sir .......ସଦା ପ୍ରଭୁଙ୍କ ପବିତ୍ର ନାମ ନେଇ ଆମ ଟିମ୍ ତତଫରୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛୁ । ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ଆପଣଙ୍କ ବହୁମୂଲ୍ୟ ପ୍ରେମ , ମତାମତ ଏବଂ ପ୍ରାର୍ଥନା ଆମ୍ଭମାନଙ୍କୁ ନିଶ୍ଚୟ ପ୍ରଭୁଙ୍କ ଗୌରବ ନିମନ୍ତେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ....... ଧନ୍ୟବାଦ୍ ❤️❤️❤️❤️❤️
@sushantabhuinyan5353
@sushantabhuinyan5353 3 года назад
Praise the lord Jesus Hallelujah Amen Jesus Nice song God bless you. U team Thanks
@PRASADLIMAMUSIC
@PRASADLIMAMUSIC 3 года назад
ବହୁତ ସୁନ୍ଦର ପ୍ରେମ ଭରା ମତାମତ ପାଇଁ ଆମେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ ସୁଶାନ୍ତ ଆଜ୍ଞା....... ଏହି ପ୍ରେମ ଆମକୁ ଆଗକୁ ବଢ଼ିବାରେ ନିଶ୍ଚୟ ଉତ୍ସାହିତ କରିବ ପ୍ରଭୂ ଆପଣଙ୍କୁ ମଧ୍ୟ ଆଶିର୍ବାଦ କରନ୍ତୁ ❤️❤️❤️
@bardhanesterrani4714
@bardhanesterrani4714 3 года назад
I am very glad to hear this new oriya Gospel song heart breaking with meaning , it's beautiful voice and wonderful compose ...May God bless team and may God add more blessing with wisdom on composer and use him for his kingdom. ..glory to God alone
@PRASADLIMAMUSIC
@PRASADLIMAMUSIC 3 года назад
Thank You So So much behalf of our whole Team Ester Rani Mam....🙏🙏 Your valuable encouragement and blessings is Dedicated to Our All Hard workers who dedicated for the Lord..…. and Our HEARTLY Gratitude to you ❤️❤️ God bless you
@ajitmusicofficial7743
@ajitmusicofficial7743 3 года назад
Nice song. 🙏🙏👍👍❤️❤️
@koraputyanagpila2266
@koraputyanagpila2266 3 года назад
Heart touching song praise the lord
@PRASADLIMAMUSIC
@PRASADLIMAMUSIC 3 года назад
Thanks a lot dear brother behalf of our whole Team members ❤️❤️🙏🙏 May the almighty God bless you
@dssing7410
@dssing7410 3 года назад
Praise God
@PRASADLIMAMUSIC
@PRASADLIMAMUSIC 3 года назад
Hallelujah hallelujah hallelujah ❤️❤️🙏
@_s.u.k.o.o.n.__6970
@_s.u.k.o.o.n.__6970 3 года назад
May God work in her life...and give his identity to her🙏
@PRASADLIMAMUSIC
@PRASADLIMAMUSIC 3 года назад
Yes...... We Pray in the mighty name of JESUS CHRIST....
@_s.u.k.o.o.n.__6970
@_s.u.k.o.o.n.__6970 2 года назад
@@PRASADLIMAMUSIC Amen🙏
@samujofficial9746
@samujofficial9746 3 года назад
Very SoulFull Song😘😘
@PRASADLIMAMUSIC
@PRASADLIMAMUSIC 3 года назад
Praise God and thank you so so much dear brother ❤️❤️🙏🙏
@sanjayapradhan6697
@sanjayapradhan6697 3 года назад
Praise the Lord very nice beautiful Hart touching song more than more abundantly God bless
@PRASADLIMAMUSIC
@PRASADLIMAMUSIC 3 года назад
We Love and appreciate Your Valuable Compliments..... Our HEARTLY Gratitude and Thanks to you ❤️❤️🙏🙏 God bless you
@sidhubhaisoura6896
@sidhubhaisoura6896 3 года назад
👏👏👏👏👏
@babilonlimma553
@babilonlimma553 3 года назад
Praise the Lord , Namaskar to everyone those who behind this beautiful ,meaningful and heartouching song outstanding composition love you all
@PRASADLIMAMUSIC
@PRASADLIMAMUSIC 3 года назад
Our HEARTLY Thanks to you dear brother Babilon for always showing your love and response for US as well as for the Lord ❤️❤️🙏🙏 God bless you
@saratakumarofficial2335
@saratakumarofficial2335 3 года назад
Thank You Sir Good Bless You
@PRASADLIMAMUSIC
@PRASADLIMAMUSIC 3 года назад
God bless you too dear brother ❤️❤️🙏🙏 Thank You So much
@mandangikalyani1654
@mandangikalyani1654 3 года назад
Very meaningful song really touched my heart..thanks for such wonderful lyrics May God bless abundantly 🙏🙏 jesus christ is my everything,,he alone can turn away our troubless
@PRASADLIMAMUSIC
@PRASADLIMAMUSIC 3 года назад
Thank You So So much for your Loving and encouraging compliments dear Kalyani ji....... May God bless you and your family ❤️❤️🙏🙏
@gospelsingerbyprahalad4819
@gospelsingerbyprahalad4819 3 года назад
Very nice herttuching song sir god bless you
@PRASADLIMAMUSIC
@PRASADLIMAMUSIC 3 года назад
Prahalad bhai........ Really We thank and appreciate you for your love and prayers support 🙏🙏❤️❤️ God bless you
Далее
Unique deep painful back massage for Lisa #chiropractor
00:11
🖤
00:18
Просмотров 205 тыс.
Распаковка #MonsterHigh Potions №5
00:55
Просмотров 154 тыс.
повтори звуки животного 😱
00:52
Unique deep painful back massage for Lisa #chiropractor
00:11