Тёмный
No video :(

NIRIMAKHI TAPOI - Suna Suna Maa Bhauni | Khudurukuni Osha Katha | Namita Agrawal | Sidharth Music 

Sidharrth TV
Подписаться 9 млн
Просмотров 24 млн
50% 1

ଖୁଦୁରୁକୁଣି ଓଷା ମଧ୍ୟ ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଶ୍ରାବଣ ମାସର ସମସ୍ତ ରବିବାର ଦିନ ଏହି ଓଷା କୁଆଁରୀ ଓଡ଼ିଆ ଝିଅ ମାନଙ୍କ ଦ୍ୱାରା ଓଡ଼ିଶାରେ ପାଳନ କରାଯାଇଥାଏ । ଏଥିରେ ଖୁଦୁରୁକୁଣି (ମା ମଙ୍ଗଳା ବା ଦୁର୍ଗା)ଙ୍କର ପୂଜା ଅର୍ଚନା କରାଯାଇଥାଏ ।
ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।
ପୁରାତନ ଯୁଗରେ ବର୍ତ୍ତମାନର କେନ୍ଦ୍ରାପଡାର ସାତଭାୟା ସାତଜଣ ସାଧବ ଭାଇ ବୋଇତରେ ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ବର୍ଷରେ ଗୋଟିଏ ଦିନରେ ସେମାନେ ଘରକୁ ଲେଉଟିଆ ଆସୁଥିଲେ । ଏହି ଦିନ ତାଙ୍କର ଗୋଟିଏ ମାତ୍ର ଭଉଣୀ ତଅପୋଇ ଏହି ଓଷା ଭାଇମାନଙ୍କର ଶୁଭ ମନାସିବା ପାଇଁ ପାଳୁଥିଲେ । ସେହି ଦିନଠାରୁ କୁଆଁରୀମାନେ ଏହା କରିବାର ବିଧି ରହିଅଛି ।
ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣି ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ "ଖୁଦରଙ୍କୁଣି" ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣି ହୋଇଅଛି । ଝିଅମାନେ ଗାଧୋଇ ପାଧୋଇ କନିଅର, ଚମ୍ପା, ଗୋଡ଼ିବବାଣ, ମାଳତୀ, ମନ୍ଦାର ଓ କଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟିଆସିଥାନ୍ତି । ତାହା ପରେ ସେମାନେ ଅଢ଼େଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି । ଭାତ ରନ୍ଧା ହେଲା ପରେ ସେଥିରେ ଲୁଣ ମିଶାଇଥାନ୍ତି । ଏହା ପରେ ସେମାନେ ଫୁଲ ମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି । ଗାଁମାନଙ୍କରେ ଖୁଦୁରୁକୁଣିଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଇଥାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ । ଫୁଲରେ ତୋରଣ ସବୁ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାଣିରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ । ପାଳନ ବେଳେ ଝିଅମାନେ ଗୀତ ବୋଲିଥାନ୍ତି:
TO SET THIS SONG AS YOUR CALLER TUNE -
Airtel Subscribers Dial 5432115810043
Idea Subscribers Dial 567898426926
Vodafone Subscribers Dial 5378426926
BSNL Subscribers sms BT 8426926 To 56700
YOU CAN ALSO TUNE THIS SONG ON -
JioSaavn : bit.ly/2HdS6Af
Album: NIRIMAKHI TAPOI
Singer: Namita Agrawal
Video Artist: Namita Agrawal, Nimananda, Monalisa, Soma, Ameli
Music Director: Subas Dash
Lyrics: Alekh Biswal
Producer: Sitaram Agrawal
Sidharth TV ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth TV" ର RU-vid Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
Watch & Subscribe to our other RU-vid Channels:
👉 Sidharth Music: / sidharthmusic
👉 Namita Agrawal : / namitaagrawal
👉 Sidharth Bhakti : / sidharthbhakti
Enjoy & stay connected with us!
👉 Like us on Facebook : / sidharthtvofficial
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
#SidharthTV #SidharthMusic #SidharthBhakti #NamitaAgrawal #SitaramAgrawal

Опубликовано:

 

25 апр 2016

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2,9 тыс.   
@ankitbehera2867
@ankitbehera2867 2 года назад
Jibana ra sesha haba but emiti song suniba bada bhagya ra katha 🥰
@WaterService-rd6fv
@WaterService-rd6fv 2 месяца назад
❤❤❤❤❤❤❤❤😂❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@NirabatiMeher-or3zj
@NirabatiMeher-or3zj Месяц назад
......😢😢... .....😊
@Priyanka-yc4jz
@Priyanka-yc4jz Месяц назад
😂❤🎉😢😮
@abinashmahanandia549
@abinashmahanandia549 3 года назад
ମୁଁ ସବୁ ଦିନ ଶୋଇଲା ବେଳେ ସୁଣେ ବହୁତ୍ ବଢ଼ିଆ ଲାଗେ କେତେ ବେଳେ ନିଦ ଆସେ ଜଣା ପଡ଼େନି ଜୟ ମା ମଙ୍ଗଳା 🙏🙏
@mamataswain7296
@mamataswain7296 3 года назад
🙏🙏
@swayamprakash4964
@swayamprakash4964 3 года назад
Very nice bro
@kariamarandi9397
@kariamarandi9397 2 года назад
Jay maa mangala
@hemantaswain9335
@hemantaswain9335 Год назад
you are right answer kahicha thankyu bhai great 🙏🙏🙏🙏
@madhuriamd-bg2ro
@madhuriamd-bg2ro 4 месяца назад
Zxr​@@kariamarandi9397
@SarojiniNayak-cw9zi
@SarojiniNayak-cw9zi 4 месяца назад
Bhala laguthilaLikekara 👍
@oye__raowdy___0
@oye__raowdy___0 10 месяцев назад
Bohut bhala heichi video
@binitasahu6935
@binitasahu6935 4 года назад
Jai maa mangala..🙏🙏🙏
@sanjaysamal7437
@sanjaysamal7437 4 года назад
hiii
@sanjaysamal7437
@sanjaysamal7437 4 года назад
7262052403
@akashpradhan8972
@akashpradhan8972 Год назад
@@sanjaysamal7437 and all
@subratsahu324
@subratsahu324 2 года назад
Jaya maa mangala 🙏🙏❤️ jaya maa khudurukuni 🙏❤️🙏🥰🌺🌺🌺🌺🌺🌺🌺🌺🌺🌺🌺🌺🌹🌹🌹🌹🌹❤️🥰🙏🙏🙏🙏🙏🙏🙏❤️❤️🙏🙏🙏🙏🙏🙏🙏🙏🙏🙏🙏🙏🙏
@user-yh6do9pw3m
@user-yh6do9pw3m 10 месяцев назад
Jaya maa mangals❤❤❤❤❤❤❤❤❤❤
@padmalochanbhoi631
@padmalochanbhoi631 Год назад
ଜୟ ମାଁ ଖୁଦୁରୁକୁଣୀ ଲୋ
@sagarikabehera2773
@sagarikabehera2773 2 года назад
Jay maa 🙏🏻🌺🙏🏻 Mangala
@gulshanvlog6619
@gulshanvlog6619 3 года назад
🙏🙏🙏jaya maa mangala 🌺🌺🌺🌺🌺
@sashirekhadasdas7830
@sashirekhadasdas7830 2 года назад
Jay..Maa..mangala🙏🙏🙏💙❤💚💛💜💖💟💗👍maamangala
@kanhacren3041
@kanhacren3041 2 года назад
M
@sudarsan0143
@sudarsan0143 2 года назад
ହେ ମାଁ ମଙ୍ଗଳା ଏହିଭଳି ଦୁଃଖ ଅନ୍ୟ କାହାକୁ ନ ଦିଅନ୍ତୁ
@k.k.s.k.m.5457
@k.k.s.k.m.5457 2 года назад
Jai Jai maa Mangala Daya karithhibu maa
@prathamesh1998
@prathamesh1998 Год назад
ଜୟ ଜଗନ୍ନାଥ ଜୟ ଉତ୍କଳ ଜୟ ମଙ୍ଗଳା ମା ଜୟ ଖୁଦୁରୁକୁଣୀ ମା ❤️🥰
@sushantabehera6082
@sushantabehera6082 Год назад
9⁹9⁹9999999999⁹9
@BisalTanti-ls8eh
@BisalTanti-ls8eh 11 месяцев назад
🎆🎇🎋🎊
@sumitratarai8174
@sumitratarai8174 3 года назад
Heart touching song... Covid 19 thu Maa🙏🙏 dunnia re sabu manisha manaku rakhya karantu ... 🙏🙏🙏
@harishmalik2878
@harishmalik2878 2 года назад
Hty
@MukeandSora
@MukeandSora 2 месяца назад
Ddx
@user-ed7ws4qp9o
@user-ed7ws4qp9o 11 месяцев назад
Jai maa 😊😊🙏🙏🙏🙏😍☺️😇🥺
@bablybablu1231
@bablybablu1231 2 года назад
Maa lo tu hi saha...🙏🙏🙏
@user-tg3ju7nm4r
@user-tg3ju7nm4r 11 месяцев назад
Jay maa mangala Jay maa khudurukuni 🙏🙏🙏
@milu9938
@milu9938 11 месяцев назад
Jay maa mangala jay maa khudurukuni🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@ayushmandash3790
@ayushmandash3790 3 года назад
Jay maa mangala 🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺
@santoshkumarsahoo7156
@santoshkumarsahoo7156 2 года назад
LL PLP PLpl PPLLPPPLLP P PP LPPPPPPPPPPPPLPLPPPPL PL PLP LP PPPP P PPPPPP L L L P PPLPPPPPP LLPLP P LPL PPPPPL L L LPPLL PPPPPLPPP LP LP L PPPPPLP P PPPLP P LL L L P PPL PL LPL LP PPPPPPPPPP lL PPPPPPLPPPPPP PPLLPPPPP L L L L PPPPP P P L PPPPL L L L PPPL P LL L L P PPP P PPPP P L L P LL L
@santoshkumarsahoo7156
@santoshkumarsahoo7156 2 года назад
LL PLP PLpl PPLLPPPLLP P PP LPPPPPPPPPPPPLPLPPPPL PL PLP LP PPPP P PPPPPP L L L P PPLPPPPPP LLPLP P LPL PPPPPL L L LPPLL PPPPPLPPP LP LP L PPPPPLP P PPPLP P LL L L P PPL PL LPL LP PPPPPPPPPP lL PPPPPPLPPPPPP PPLLPPPPP L L L L PPPPP P P L PPPPL L L L PPPL P LL L L P PPP P PPPP P L L P LL L
@babymartha5999
@babymartha5999 2 года назад
@@santoshkumarsahoo7156 🌹🌹🌹🌹🌹🌹🌹
@queenelizabeth5237
@queenelizabeth5237 2 года назад
Mo maa pari kie heba. Jaya maa mangala to chhada Mora kehi nahin.tu eka mo Saha bharasa love you 🙏🌺🌺🌺🙏
@dibakaraprusty5645
@dibakaraprusty5645 2 года назад
Sarba swarupa sarbese sarbasakti samanyute vayovya strahino Debi narayani namah stute
@higyus2730
@higyus2730 11 месяцев назад
ସବୁ ବେଳେ ସବୁ ସମୟ ରେ ସମସ୍ତେ ଏ ଗୀତ କୁ ମନେ ରଖିଥିବେ 🙏🙏
@sidhantgamingyt7057
@sidhantgamingyt7057 2 года назад
Love you Maa Mangala💞💞💞💞
@upendraprusty7724
@upendraprusty7724 Год назад
Super laguchiii mast song heichii namita agrawal mam thanks
@prafullaparida8484
@prafullaparida8484 2 года назад
ଜୟ ମା ଖୁଦୁରୁକୁଣୀ ଓଷା
@pccare7784
@pccare7784 3 года назад
Really ❤❤vary beautiful
@adyasha4227
@adyasha4227 2 года назад
Vary nahi very
@ramakantasahoo4828
@ramakantasahoo4828 6 лет назад
ଜୟ ଜଗନ୍ନାଥ ଅଲେଖ ବିଶ୍ୱାଳ ମହୋଦୟ । ସମସ୍ତ ସାର୍ଥକ କର୍ମକର୍ତ୍ତା ମାନଙ୍କୁ ,, ସୁବାଷ ସାର୍,,ସିତାରାମ୍ ସାର୍,, ନମିତା ମାମ୍ ଅତି ସୁନ୍ଦର ଭାବରେ ଗୀତ ପରିବେଷଣ କରିଛନ୍ତି । ଆନ୍ତରିକରୁ ଧନ୍ୟବାଦ,, କୁମାର ସିଲୁ
@narendrapatel5527
@narendrapatel5527 5 лет назад
Ramakanta Sahoo
@malayaranjanpati94
@malayaranjanpati94 11 месяцев назад
ମାସ - ଭାଦ୍ରବ ଆଉ ଏ ଓଷା ...😌😌😌🙏🙏🙏
@skbishoyibishoyi1934
@skbishoyibishoyi1934 11 месяцев назад
🙏Maa khudurukuni 🙏💞💞💞Brother and sister💞 love💯💯
@skbishoyibishoyi1934
@skbishoyibishoyi1934 11 месяцев назад
Mo bhaiku sabu bele ghanta ghodei rakha MAA Mangala
@tapaswinibarik9596
@tapaswinibarik9596 2 года назад
Maa nka guna Garima suniki akhire luha asigala 😭😭😭.jay maa mangala🙏🙏🙏🙏🙏🙏
@pabitranaik3372
@pabitranaik3372 10 месяцев назад
ମୁଁ ପ୍ରତି ବର୍ଷ ଭାଦ୍ରବ ମାସ କୁ ଥରେ ଦେଖେ ମୋତେ ବହୁତ୍ ଭଲ ଲାଗେ
@GhanshyamRajput-mt1yq
@GhanshyamRajput-mt1yq Месяц назад
Ja😢😢😢😢😢😢😢😢😢😢😢😢😢
@9xm50
@9xm50 Год назад
Ati Sundar Bhakti Song 📀🎵🎙️🙏 🙏📿Jay Maa Mangala 🚩🔔🙏
@thabirabahabal394
@thabirabahabal394 Год назад
Ssfàáfaaafaaaaaaaaaa4aaafàaāsàààfāaąăfaaraàafafaàaawsaăarDàaa5àaaafhaaăaaàaffwaawaaaaaaaàaaafa4waaaaaaaaaaàfaàasfàaàsaaaaa5aăaàfa5aàaààaààaa5a6aaaàaaa4aware3aaafàadàaaaaaàaasaaaaadsaāafafa4aaadfaaawsaaaà4sarawak and
@thabirabahabal394
@thabirabahabal394 Год назад
App ANUP and re including those that the ANUP is 7am to we we are
@thabirabahabal394
@thabirabahabal394 Год назад
Reply plz love you so I 4and have ANUP and first place in the past two weeks and months of this year old waa and ANUP ANUP 3to I
@thabirabahabal394
@thabirabahabal394 Год назад
Number dia ta dia ANUP ANUP and re including 45
@thabirabahabal394
@thabirabahabal394 Год назад
Number eo 4full 44am I 6am have to go aware
@sadanandamatari4332
@sadanandamatari4332 2 года назад
Jay maa mangala 🙏
@gobindakhati1154
@gobindakhati1154 2 года назад
Jay maa khudurukunni 🙏🌺🙏💕🌺🙏💕🌺🙏💕🌺🙏💕🌺🙏💕
@sibaprasaddalabehera9294
@sibaprasaddalabehera9294 6 лет назад
ହୃଦୟ ଛୁଆଁ ଗୀତ ଓ ସବୁ ବର୍ଷ ଖୁଦୁରୁକୁଣୀ ପର୍ବ କୁ ଆହୁରି ଉତ୍ସାହିତ କରେ।
@abhayakumar2724
@abhayakumar2724 6 лет назад
Hii
@abhayakumar2724
@abhayakumar2724 6 лет назад
Nice
@munamuna5240
@munamuna5240 3 года назад
@@abhayakumar2724 f, b ! I fun lq
@barshapatra2129
@barshapatra2129 2 года назад
Super song jya maa magala 🙏🙏🙏🙏samatanku khushi re rakha 🙏🙏
@MunaBhai-qh9fl
@MunaBhai-qh9fl 11 месяцев назад
ଜୟ ମା ମଙ୍ଗଳା ମୋର କୋଟି କୋଟି ପ୍ରଣାମ 🙏🏼🙏🏼🙏🏼🙏🏼
@rajeditz2
@rajeditz2 4 года назад
2020 re kou Bhakta mane sunuchha Like here💓💓💓💓💓💓💓
@tilemallick6177
@tilemallick6177 3 года назад
👍👍👍🙏🙏🙏👌👌👌Jaya Maa Mangala ❤️❤️❤️
@niharswain7552
@niharswain7552 Месяц назад
Mate ae gita sunile bahut relax feel hua.jebe mo munda binda hua ae gita sunile mo munda binda bhala haeja . bahut sundar gita❤🙏
@sapankumarsahoo9837
@sapankumarsahoo9837 Год назад
Bhala laguchhi
@motivationalabhi1843
@motivationalabhi1843 5 лет назад
Friends kau mane Ae gito ku 2019 re bi sunuchanti Like 👍 button
@kaminiputhal3665
@kaminiputhal3665 5 лет назад
Abhinash Das I hear also
@nrusinghpalai915
@nrusinghpalai915 5 лет назад
Nursingha palai
@vikkypatel2182
@vikkypatel2182 5 лет назад
Samaste sunati.. Khali modern heichhu culture bhulinaahun..
@motivationalabhi1843
@motivationalabhi1843 5 лет назад
@@vikkypatel2182 Bhala Katha bhai
@mamabadakumar2317
@mamabadakumar2317 5 лет назад
Jay maa mangala
@krishnajena380
@krishnajena380 2 года назад
🕉️🌹Jay Ma Mngla🌹🙏🙏🙏🙏🙏🙏🙏🙏koti koti prnam🙏🙏🙏🙏🙏🙏🙏🙏 ... ...........
@GhanshyamRajput-mt1yq
@GhanshyamRajput-mt1yq Месяц назад
Hi nahi ho raha hu ki baat nahi kar sakta ❤❤❤❤❤❤❤❤❤🎉🎉🎉🎉🎉🎉🎉🎉
@gaduarubi219
@gaduarubi219 2 года назад
Bohut miss karuchi ama gaan ku ama gaan re bohut bhala hue
@sitapalei8336
@sitapalei8336 2 года назад
ଜୟ ମା ମଙ୍ଗଳା 🙏🙏🙏
@jatarvideohappydent5484
@jatarvideohappydent5484 2 года назад
❤️
@kaliabehera3887
@kaliabehera3887 2 года назад
@@jatarvideohappydent5484 s-
@balakrishnabadatya7880
@balakrishnabadatya7880 2 месяца назад
Ok
@manojkumarbehera6339
@manojkumarbehera6339 Год назад
Jay Maa Laxmi Mangala 🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️
@ranisahoo508
@ranisahoo508 Год назад
Jay maa mangal lo🙏🙏
@diptimayeedakua6493
@diptimayeedakua6493 2 года назад
Jaya maa mangala🙏🙏🙏🙏
@suryanarayanaparida3866
@suryanarayanaparida3866 2 года назад
Jay maa mangala
@rashmitamenduli135
@rashmitamenduli135 2 года назад
Jai maa mangala 🙏🙏🌺🌺 so beautiful song 🙏🙏
@biswaranjankhuntia7408
@biswaranjankhuntia7408 Год назад
Q
@JasobantaSabar-uh4ct
@JasobantaSabar-uh4ct Год назад
9:20
@bilasinimangaraj9877
@bilasinimangaraj9877 6 лет назад
Hart toching video nirimakhi tapo e is very nice video
@sanjaymoharana7830
@sanjaymoharana7830 2 года назад
Jay maa mangala🙏🙏🙏
@sureshbaral8518
@sureshbaral8518 3 года назад
Supr 👍
@ranjubag9376
@ranjubag9376 2 года назад
Jay maa mangala🙏🙏🙏🙏🙏🙏🙏🙏🙏🙏🙏
@Malayaranjan143
@Malayaranjan143 Год назад
ଜୟ ମା ମଙ୍ଗଳl🙏🙏🙏🌺🌺🌺
@mycrazyworld6534
@mycrazyworld6534 4 года назад
Our culture is great .....reallly i love this type of ....
@manaspradhan9727
@manaspradhan9727 4 года назад
Thanks for you
@swagatika3692
@swagatika3692 4 года назад
@@manaspradhan9727 I'm op
@gurucharanmallick2794
@gurucharanmallick2794 Год назад
Odia Raja
@pujapradhan5393
@pujapradhan5393 4 года назад
Nice video jay maa mangala
@Silentgirlmamata1999
@Silentgirlmamata1999 11 месяцев назад
Jay maaa durga Jay maa mangala Jay maa khudurukuni maa 🌺🌺🌺🪷💐💐💐💐🪷🪷🪷🪷💐💐💐🌺🌺🌺🌷🌷🌺🌺❤️❤️❤️❤️❤️❤️❤️❤️❤️🙏🙏🙏🙏🙏🙏🙏🙏
@puspanjalimajhi568
@puspanjalimajhi568 2 года назад
Jay Maa Mangala... 🙏🙏🙏
@padminirana4398
@padminirana4398 2 года назад
Wyg for iethoueexrjgxdy j
@padminirana4398
@padminirana4398 2 года назад
.
@bikashuclub6286
@bikashuclub6286 5 лет назад
Super song and very much for the namita agrawala😚👌👌👌👍❤❤❤
@crpanigrahitravels9596
@crpanigrahitravels9596 5 лет назад
Fgj
@soumyaranjanpatra8884
@soumyaranjanpatra8884 5 лет назад
@@crpanigrahitravels9596 h
@soumyaranjanpatra8884
@soumyaranjanpatra8884 5 лет назад
Hii
@mantumohanty8038
@mantumohanty8038 4 года назад
🙂
@subhasreebehera7097
@subhasreebehera7097 4 года назад
👌👌👌👌👌👌
@maminadandsenamamina7298
@maminadandsenamamina7298 11 месяцев назад
Jai maa mangala🙏🏻Bhai ke bhal re rakhithib ma🌺🌺🌺
@Pinkynayak002
@Pinkynayak002 9 месяцев назад
ଜୟ ମାଁ ମଙ୍ଗଳା 🙏🙏🙏🙏
@suratipandua2640
@suratipandua2640 3 года назад
Heart touching song and so beautiful video
@sameer3083
@sameer3083 2 года назад
My favourite song
@allisoneodiachannel8488
@allisoneodiachannel8488 4 года назад
Not Only Namita Apa is a singer but also a brilliant Good Personality.... Always my favorite
@sumandash230
@sumandash230 Год назад
Rq
@siddhantkumar7484
@siddhantkumar7484 Год назад
ଜୟ ମା ମଙ୍ଗଳା 🙏🙏🙏🙏🙏
@sunilmuduli4675
@sunilmuduli4675 Год назад
S
@mitugouda8610
@mitugouda8610 Год назад
❤️t5
@biratkanhar4062
@biratkanhar4062 Год назад
@@mitugouda8610 .
@helloboy2466
@helloboy2466 Год назад
​@@mitugouda8610😅😅😅😅😅 22:08 22:10
@rohanpatika8734
@rohanpatika8734 11 месяцев назад
​@@helloboy2466to y
@sonali-id7qk
@sonali-id7qk Год назад
ମାଆ ସାହା ହୁଅନ୍ତି ଦୟାକର ମା
@GuddyLaddy
@GuddyLaddy 4 года назад
ବହୁତ ସୁନ୍ଦର ଗୀତ 🙏🙏🙏🙏
@rabindrapanigrahi4909
@rabindrapanigrahi4909 4 года назад
My favourite singer namita agrawal medam
@A.s.h.y.a
@A.s.h.y.a Год назад
C'est non medam
@alekhaprasadparida4381
@alekhaprasadparida4381 2 года назад
Ameli mam ur acting is very natural and heart touching nd namita mam ur voice is very peaceful nd Lord saraswati is in ur voice I'm a big fan of u mam love u mam God bless u mam achieve all the things u want 💕💕👍👍🙏🙏
@allhindisongsahs580
@allhindisongsahs580 2 года назад
Bahuta bhala lagila
@simadridiwedy6038
@simadridiwedy6038 4 года назад
So heart touching song Namita mame
@nirmabehera3278
@nirmabehera3278 7 лет назад
very peace n beautiful devotional song
@nimaincharanmoharana3703
@nimaincharanmoharana3703 7 лет назад
very nice song
@ffbehera6988
@ffbehera6988 3 года назад
😃😃💙😃😃
@shyamsundor5708
@shyamsundor5708 Год назад
@@ffbehera6988 yy; and lol love you uu; up for eu
@GhanshyamRajput-mt1yq
@GhanshyamRajput-mt1yq Месяц назад
Kana 😮😮😮😮😮😮😮😮
@deepapaikaray2828
@deepapaikaray2828 2 года назад
🙏❤🙏Jay maa mangala 🙏❤🙏
@pradeepnath1201
@pradeepnath1201 2 года назад
Jay ma mangola
@smiletapinayak8387
@smiletapinayak8387 4 года назад
Very heart touching 😭😭😭😭😭
@pin2mvlogs392
@pin2mvlogs392 6 лет назад
Mst song I like it
@subratpradhan6502
@subratpradhan6502 2 года назад
Jay Maa Mangala🌺🙏🌺
@karia902
@karia902 6 дней назад
Heart touching song 😭😭😭😭😭😭😭😭😭😭😭😭Jay Maa Mangala🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@chittaranjansubudhi792
@chittaranjansubudhi792 5 лет назад
Always super hit song 👌👌👌👌👌
@suchismitabarala5572
@suchismitabarala5572 5 лет назад
Chitta Ranjan Subudhi 👍👍👍👍👍👍👍👍👍👍👍👍👍
@nareshpalaka9226
@nareshpalaka9226 4 года назад
Q81
@gopaljana2740
@gopaljana2740 2 года назад
@@nareshpalaka9226 to
@akshayabal1749
@akshayabal1749 4 года назад
Boli huti & khana bachans are the best song of Namita Agrawal. These are always virtuous to listen🎧. ❤🌹🥀🌷
@mamatabehera6734
@mamatabehera6734 3 года назад
qq h0t
@shreecreation9487
@shreecreation9487 3 года назад
Yes
@satyabhamabehera6509
@satyabhamabehera6509 3 года назад
@@mamatabehera6734 a
@g.kokila2266
@g.kokila2266 3 года назад
Ggg
@WaterService-rd6fv
@WaterService-rd6fv 2 месяца назад
🎄🎃🫒❤️💘🤍💛❤️‍🔥💕💓🖤🤎💜💙💚❤️💗💞💞💞💓💘💟♥️🫒♥️💜💜💜🤎💓💞
@user-kn1yr4ot2b
@user-kn1yr4ot2b 4 месяца назад
Mu ai gota ka 11 thara dekhilani Jay maa khuduru kuni 🙏🙏🙏
@dhanusahu5891
@dhanusahu5891 2 года назад
Maa mangala vharasa
@mitaparida7805
@mitaparida7805 3 года назад
Very nice song 👌👌♥️♥️
@Bang_pink_
@Bang_pink_ 3 года назад
Soo sweet song ❤️❤️❤️ and heart touching song 💐🌸🌹🌹🙏🙏
@subratsahu324
@subratsahu324 2 года назад
Jaya maa mangala 🙏🙏❤️ Jai maa khudurukuni 🙏🙏🙏🙏❤️ ଜୟ ମାଆ ମଙ୍ଗଳା🌺🌺🌺🌺🌹🌹🌹🌹🌹🙏❤️🥰🥰🥰🥰🥰🥰 🙏🙏🙏❤️
@mukeshpanigrahi1271
@mukeshpanigrahi1271 4 года назад
No 1 story Jay MAA Khudurukanika Jay MAA mangala
@smrutielinapala3313
@smrutielinapala3313 11 месяцев назад
No one can beat this song still 2023😌❤
@prakashswain-st7qc
@prakashswain-st7qc 11 месяцев назад
Hii
@user-uf7nl4wy6o
@user-uf7nl4wy6o 11 месяцев назад
​@@prakashswain-st7qc😊
@Kumar-ck1gh
@Kumar-ck1gh 11 месяцев назад
@tanmaynaik1142
@tanmaynaik1142 11 месяцев назад
​😅
@tanmaynaik1142
@tanmaynaik1142 11 месяцев назад
​😅😅
@pandeystatus3430
@pandeystatus3430 11 месяцев назад
Jay maa Mangala❤🙏🏻🙏🏻
@sidhantgamingyt7057
@sidhantgamingyt7057 3 года назад
MAA mangala 🙏🙏🙏🙏💞♥️💕💗💗💕❤️
@junishBishoyi-ti2jb
@junishBishoyi-ti2jb Год назад
E
@junishBishoyi-ti2jb
@junishBishoyi-ti2jb Год назад
Nii mom no
@junishBishoyi-ti2jb
@junishBishoyi-ti2jb Год назад
❤😂😂😂
@tararanihati8045
@tararanihati8045 4 года назад
Jay Maa Mangala🙏🙏🙏
@kalunayak888
@kalunayak888 Год назад
TV is lତବTV
@kabitabehera7409
@kabitabehera7409 11 месяцев назад
ଜୟ ମା ମଙ୍ଗଳା
@SmrutiRaniNayak-pu3jc
@SmrutiRaniNayak-pu3jc Год назад
My favorite song 🙏🙏🙏🙏🙏Jay maa mangala
@LekchanSagaria-nj1vn
@LekchanSagaria-nj1vn 10 месяцев назад
😊😅😮😢😢
@silanayak7831
@silanayak7831 5 лет назад
This odia song is sign of our culture.And great story of our traditional.
@phyrojsethi235
@phyrojsethi235 4 года назад
Nice
@santanubal9890
@santanubal9890 2 года назад
Chup be
@anandeswarpradhan5105
@anandeswarpradhan5105 2 года назад
@@phyrojsethi235 6
@prakashdas8421
@prakashdas8421 2 года назад
@@santanubal9890gdfgjlllnnywdmbygDrthglp
@dashrathbirua5726
@dashrathbirua5726 Год назад
@@anandeswarpradhan5105 be in my car in. To on
@gyanaranjanbehera4055
@gyanaranjanbehera4055 Год назад
Jay Maa Mangala... Ashribad dia maa ama bhala paiba saphala heyu 🙏🙏🙏
@amulyapalar247
@amulyapalar247 2 года назад
Jay maaa mangala 🙏🙏🙏🙏
@netramajhi9420
@netramajhi9420 2 года назад
Netra majhi
@shailasutasahoo8807
@shailasutasahoo8807 11 месяцев назад
99oiplpll
@madhusmitasarangi4801
@madhusmitasarangi4801 2 года назад
Our superhit singer Namita Agarwal thank you
@rajottamjena6468
@rajottamjena6468 5 лет назад
Namita agarwal s best voice for odia bhajana
@Kissablemohanty
@Kissablemohanty 11 месяцев назад
❤m*kkkk " Llllllpppppppp
@mahendrakumarbehera8111
@mahendrakumarbehera8111 3 года назад
ଜୟ ମାଁ ମଙ୍ଗଳା ଏହି ଗୀତ ଶୁଣିଲେ ମୋ ପିଲାଦିନର କଥା ମନେପଡେ
@AshaBarik-ck1bd
@AshaBarik-ck1bd 3 месяца назад
Jay maa mangala 🙏🙏🙏🙏🙏🙏
@nrusinghasahoo3107
@nrusinghasahoo3107 Год назад
Wow it so beautiful song and voice
Далее
ТАЙНЫ И ЗАГАДКИ ИНТЕРНЕТА 2
41:37
ТАЙНЫ И ЗАГАДКИ ИНТЕРНЕТА 2
41:37