Тёмный

Non Functioning Governance in Odisha.ଗପ କୁହା ସରକାର।ସାମାନ୍ୟ କ୍ରିମିନାଲ୍ ଆଗରେ ଅସହାୟ 

SatishMishraOfficial
Подписаться 35 тыс.
Просмотров 32 тыс.
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 274   
@gangadharbehera8286
@gangadharbehera8286 2 месяца назад
ମୁଖ୍ୟମନ୍ତ୍ରୀ ନୁହେଁ ସେ ହେଉଛି ମୂର୍ଖ ମନ୍ତ୍ରୀ
@saraswatimathseducation
@saraswatimathseducation 2 месяца назад
BJP ସରକାର ର ଏଇଟା ଓଡ଼ିଆ ଅସ୍ମିତା,
@narendrahembram4495
@narendrahembram4495 2 месяца назад
BJP ahankar . Asmita nuhe Sasmita .
@khirodmahakud5494
@khirodmahakud5494 2 месяца назад
ଆପଣ ସତ୍ଯ ପରିବେଷଣ ପାଇଁ ଆପଣଙ୍କୁ ଅଶେଷ ଧନ୍ଯବାଦ।
@Ambassador_Christ
@Ambassador_Christ 2 месяца назад
Salute ଆପଣଙ୍କୁ ସମ୍ପୂର୍ଣ୍ଣ ନିରପେକ୍ଷ ସମ୍ବାଦ 🎉
@dillipdalai1853
@dillipdalai1853 2 месяца назад
ସୁନ୍ଦର ବିଶ୍ଳେଷଣ ପାଇଁ ଧନ୍ୟବାଦ 🌹
@mangalajodi
@mangalajodi 2 месяца назад
ଏହିଭଳି କିଛି ବ୍ୟକ୍ତବିଶେଷଙ୍କ ଯୋଗୁଁ ଗଣତନ୍ତ୍ର ବଞ୍ଚିଛି କହିଲେ ଭୂଲ୍ ହେବନି...ପ୍ରଣାମ
@jakubananda6418
@jakubananda6418 2 месяца назад
ଧନ୍ୟବାଦ Sir ଆପଣଙ୍କ ସତ୍ୟ ସମ୍ବାଦ ପାଈଁ l
@sadanandasahoo3707
@sadanandasahoo3707 2 месяца назад
ଅସଲ କଥା ପତାକା ତିଆରି କମ୍ପାନୀ ର ଆୟ ବଢାଇବା ଉଦ୍ଦେଶ୍ୟ।‌ ରବର ଷ୍ଟାମ୍ପ ଶାସନ ମୂଖ୍ୟ।
@MrSwarajdas
@MrSwarajdas 2 месяца назад
ରାଜ୍ୟପାଳ ଙ୍କ କୁପୁତ୍ର କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ ଏହା ଅତ୍ୟନ୍ତ ଦୁଃଖଦାୟକ କଥା ସବୁ ବିରୋଧୀ ଦଳ ନେତା ଚୁପ କୈାଣସି ନ୍ୟୁଜ ଚ୍ୟାନେଲ କି ଖବର କାଗଜ ରେ ଏହି ବିଷୟରେ କିଛି ଲେଖାଯାଇନାହିଁ ଆଇନ ମନ୍ତ୍ରୀ ଜଣେ ବଡ ଗାଲୁଆ
@PravaskumarSamantaray
@PravaskumarSamantaray 2 месяца назад
ସେ ଗୋବରା ସରକାରଙ୍କୁ ଲଜ୍ୟାରେ ଇସ୍ତପା ଦେଇଦିଅନ୍ତୁ
@GaneshJena-mr1hf
@GaneshJena-mr1hf 2 месяца назад
କଥାରେ ଅଛି, ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ନିରୋପେକ୍ଷ ସମ୍ବାଦିକତା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର ।
@sudarsandash8042
@sudarsandash8042 2 месяца назад
ଆପଣଙ୍କ କହିବା ଅନୁସାରେ ଧିକ ଏ ସରକାର
@narendrahembram4495
@narendrahembram4495 2 месяца назад
Rajyapalanka pua sarakari Adhikarinku pitiba BJP dala ra Niti .Aadarsha .mulyabadh . Odia Asmita . ra parichay .
@MuralidharMulia
@MuralidharMulia 2 месяца назад
ଏ ମୁଖ୍ୟମନ୍ତ୍ରୀ ନୁହେଁ ମୂର୍ଖ ମନ୍ତ୍ରୀ।କି ଲଜ୍ଜା।
@anandamohakuda4943
@anandamohakuda4943 Месяц назад
Lajya lajya lajya
@RanjanKumar-mx1ki
@RanjanKumar-mx1ki 2 месяца назад
ବିଜେପି ସରକାର ଠିକ ଢଙ୍ଗ ରେ ଚାଲୁ ନାହିଁ
@କଳ୍କୀ
@କଳ୍କୀ 2 месяца назад
ବହୁତ ଭଲ ଉପସ୍ଥାପନ
@BasantaBehera-gl3li
@BasantaBehera-gl3li 2 месяца назад
ସାର୍ bjp ସରକାର କିଛି କରି ପାରିବେନି ଖାଲି ମିଡ଼ିଆ ରେ ଆସି ଲୋକ ଦେଖlଣିଆ କଥା ଗପୁଛନ୍ତି ଖାଲି ଲୋକଙ୍କୁ ଭୁଆଁ ବୁଲେଇବା କଥା
@akshayapatra3750
@akshayapatra3750 2 месяца назад
Beautiful and 100% justified presentation.
@jullysamal6626
@jullysamal6626 2 месяца назад
ଯାହା କହିଲେ ଲୋକ ଭୋଟ ଦେଇଥିଲେ ଲୋକଙ୍କ କଥା manithante,ଭୁଲ ମାଗି ସାରନ୍ତାଣି,ଡିଜିଟାଲ ଭୋଟ ତେଣୁ ଡିଜିଟାଲ ବୋଲ କାଈ ମନିବେ Very true। Thanks
@manojkido4509
@manojkido4509 2 месяца назад
U are right 100 percent
@PRAKASHMOHANTY-x1x
@PRAKASHMOHANTY-x1x 2 месяца назад
ଆଜ୍ଞା, ଓଡ଼ିଶା ମନ୍ତ୍ରୀଙ୍କର କେତେ ଗୁଣ ଗାଇବେ; ଖଜୁରୀ ଗଛର ମୂଳରୁ ପାହାଚ ପହାଚ। ଜୟ ଜଗନ୍ନାଥ।
@STARWORLD420
@STARWORLD420 2 месяца назад
Totw bujha padibani kahinki na tame nasuni aathi comments kri dela ae Bhai kan kharap kahile tike tame kuha aame v sunibu
@SanjitSahu-oq4xg
@SanjitSahu-oq4xg 2 месяца назад
You are right 👍👍👍 100%
@BasantaBehera-gl3li
@BasantaBehera-gl3li 2 месяца назад
Dil se salute sir 🙏🙏🙏
@drtusharkantinayak7523
@drtusharkantinayak7523 2 месяца назад
ଏଇଟା ଓଡ଼ିଆ ଠେଙ୍ଗା ପାହାରଟେ ଦେଇଛନ୍ତି ମାଝି ସରକାର କୁ । କିନ୍ତୁ ପଣ୍ଡିତଙ୍କ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ । ଏବେ ଯଦି ପୁଣି ଲକ୍ଷ୍ମଣାନନ୍ଦ କେଶ୍ ଆଉଥରେ ଖୋଲା ଯାଉଛି , ଭବିଷ୍ୟତରେ ଆଉ ଏକ ନୂଆ ସରକାର ଏହି ଗଭର୍ଣ୍ଣର ପୁଅକୁ ବାନ୍ଧି ଆଣିବ , ଆଉ ଯେଉଁ ମାନେ ତାକୁ ଏବେ ଘଣ୍ଟ ଘୋଡାଉଛନ୍ତି , ସେମାନେବି କାଠ ଗଡାକୁ ଟଣାହେଵେ ; ବିଶେଷ କରି ବର୍ତ୍ତମାନର ପୋଲିସ ଅଫିସର ।
@abhiseksingh107
@abhiseksingh107 2 месяца назад
ବର୍ତମାନ ଅ ଆ ଶିଖୁଛନ୍ତି ଆର ବର୍ଷ କୁ ବନା ମାତ୍ରା ଶିଖିବେ
@SizzlersRestaurant
@SizzlersRestaurant 2 месяца назад
Sir salute you, mind fresh hauchi apananka episode dekhi ki 🙏
@babughadei8543
@babughadei8543 2 месяца назад
ଆମ ଓଡ଼ିଆ ଅସ୍ମିତା ର ମୁଖ୍ୟମନ୍ତ୍ରୀ, ଯିଏ କି ମଧୁସୂଦନ ଦାସ ଙ୍କୁ ଉତ୍କଳ ମଣି କହିପାରୁଛନ୍ତି , ସେପରି ମୁଖ୍ୟମନ୍ତ୍ରୀ ଙ୍କ କେତେ ଓଡ଼ିଆ ଜ୍ଞାନ ଜଣାପଡୁଛି । Galua sarkar ku galua mantri
@nrusinghcharanpalei8938
@nrusinghcharanpalei8938 2 месяца назад
Sir cm teacher thile bhala janichhanti .
@nuelbaa8392
@nuelbaa8392 2 месяца назад
Amo cm pora agoru teacher thile tenu patho sathore besi gyana tankor.
@pramodbehera607
@pramodbehera607 2 месяца назад
ବିଜେପି ସରକାରକୁ ଆସି ଅଧିକ ଖୁସି ହେଇଯାଉଛି, ତେଣୁ କରି ଲେଖିଲା ବେଳେ ତାଙ୍କର ହିତାହିତ ଜ୍ଞାନ ଭୁଲିଯାଉଛନ୍ତି
@felixnayak6317
@felixnayak6317 2 месяца назад
EVM ସରକାର ଠୁ କଣ ଆଶା କରିବେ!
@sukantaKumar-xo5ul
@sukantaKumar-xo5ul 2 месяца назад
ଭାଇ କଣ କହିଲ
@Ajohn-zy5yr
@Ajohn-zy5yr 2 месяца назад
ସମସ୍ତ ଙ୍କୁ ସ୍ଵାଧୀନତା ଦିବସ ର ହାର୍ଦିକ ଅଭିନନ୍ଦନ... ଆମ ରାଜ୍ୟ ରେ ସରକାର ଚାଲୁନାହି, ଏକ ମାଜାକ ଚାଲୁଛି, ରାଜସ୍ବ ମନ୍ତ୍ରୀ" ଭାରତ " ଲେଖି ପାରୁନାହାନ୍ତି, ଲାଗୁଛି ମନ୍ତ୍ରୀ ମାନେ ନିଜ ପଦବୀ ର spelling ଲେଖି ପାରିବେ ନାହିଁ... ଜୟ ଜଗନ୍ନାଥ
@HimansuBarik-z3w
@HimansuBarik-z3w 2 месяца назад
Salute sir
@pratapchandramohapatra5159
@pratapchandramohapatra5159 2 месяца назад
ଧନ୍ୟବାଦ ଆଜ୍ଞା
@sadanandasahoo3707
@sadanandasahoo3707 2 месяца назад
8:23 କଂଗ୍ରେସ ଓ ବିଜେଡି ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ରୁ କାହିଁକି ଦୂରେଇ ଦେଲେ? ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ, ଆନ୍ଦୋଳନ ଚାଲୁ ରହିବା ଦରକାର ଥିଲା। କେନ୍ଦ୍ର ୧୦ ବର୍ଷ ରେ କେତେ ପ୍ରତିଶ୍ରୁତି କୁ ପାଳନ କରିଛନ୍ତି? ସେ କଥା ଜାଣି ମଧ୍ୟ ଓଡିଆ ବିଶ୍ବାସ କଲେ, ଫଳ ଆଉ କିଏ ଭୋଗିବ
@AkhayaRout-r3t
@AkhayaRout-r3t 2 месяца назад
ଧନ୍ୟବାଦ ଆପଣକୁ 🙏
@apartimoharana2763
@apartimoharana2763 2 месяца назад
ଦରକାର ହେଲେ ଏମାନେ ସ୍ୱାଧୀନତା ପତାକା ମଧ୍ୟ ବଦଳାଇ ଦେଇ ହନୁମାନ ପତାକା ଜୁ ଜାତୀୟ ପତାକା କରିଦେବେ. ଉତ୍କଳ ମଣୀ ବଦଳି ଗଲେ. ତ୍ରିରଙ୍ଗା ବଦଳିଗଲା. ସବୁଜ ରଙ୍ଗ ପାକିସ୍ତାନ ରଙ୍ଗ ତାକୁ ବଦଳାଇ ପୁରା ଗେରୁଆ କରିଦେବେ
@beautyofnature8512
@beautyofnature8512 2 месяца назад
Thik katha kahichanti. Ei BJP jantunku biswas nahi
@BrundabanPujari-k2h
@BrundabanPujari-k2h 2 месяца назад
Bjp ନେତା ହୋଉଛନ୍ତି 2ମୁଣ୍ଡିଆ ସାପ କେତେ ବେଳେ କୋଉ ମୁଣ୍ଡରେ ରେ ଚାଲିବେ ବିଶ୍ୱାସ ନାହିଁ 🤣🤣
@pravakaracharya4020
@pravakaracharya4020 2 месяца назад
ପଗଡି ବାନ୍ଧୁ ବାନ୍ଧୁ କଚେରୀ ବରଖାସ୍ତ। ପୁରୁଣା ଫାଇଲ ଅଣ୍ଡାଳୁ ଅଣ୍ଡାଳୁ ଏ ସରକାରଙ୍କ ପାଞ୍ଚ ବର୍ଷ ସରିଯିବ।
@RupaPanigrahi-h9v
@RupaPanigrahi-h9v 2 месяца назад
Excellent presentation,
@digalrajesh2619
@digalrajesh2619 2 месяца назад
Very good sir ❤🎉
@GaneshJena-mr1hf
@GaneshJena-mr1hf 2 месяца назад
ଦୁଃଖ ଓ ପରିତାପର ଵିଷୟ ଯେ ଆମ ରାଜ୍ୟରୁ ବଳକା ହେଉ ଥିବା electri ଅନ୍ୟ ରାଜ୍ୟ ରେ ଓଡ଼ିଶା ଠାରୁ କମ୍ ରେଟରେ ସେ ରାଜ୍ୟ ପାଇପାରିବା ସପ୍ତାଶ୍ଚର୍ଯ୍ୟ ରୁ ଆଉ ଗୋଟେ ଅଷ୍ଟାଚାର୍ଯ୍ୟ କୁଇଯାଇ ପାରେ | ଭାଇ ଏଥିପାଇଁ ଆପଣଙ୍କୁ ଧନ୍ୟବାଦ !
@MuralidharMulia
@MuralidharMulia 2 месяца назад
ଇଏ କୁଆଡେ ଶିଶୁ ମନ୍ଦିର ର ମାଷ୍ଟର ଥିଲେ ନା ପିଅନ।
@snigdhamohanty6063
@snigdhamohanty6063 2 месяца назад
Peon b emiti bhul karibeni
@satyabratamaharana2225
@satyabratamaharana2225 2 месяца назад
ଗୁରୁଜୀଙ୍କ ଶିଶୁ ମନ୍ଦିର ଫଟୋ ଟିଏ ଯଦି କାହା ପାଖରେ ଅଛି ଟିକେ ଛାଡ଼ିବେ, ଓଡ଼ିଶା ବାସୀ ଧନ୍ୟ ହୋଇଯାଆନ୍ତେ
@bibhuprasadnanda6922
@bibhuprasadnanda6922 2 месяца назад
Thanks sir
@alekhchandrabarik2844
@alekhchandrabarik2844 2 месяца назад
ମୁଖ୍ୟମନ୍ତ୍ରୀ ନୁହେଁ ମୂର୍ଖମନ୍ତ୍ରୀ
@KamalakantaNayakKamalaka-pu6ie
@KamalakantaNayakKamalaka-pu6ie 2 месяца назад
Many many thanks your annalisis and thought.
@sbeurik4641
@sbeurik4641 2 месяца назад
ମହାଶୟ ଆପଣଙ୍କ ସହିତ ସମସ୍ତଙ୍କୁ ସ୍ଵାଧୀନତା ଦିବସ ର ହାର୍ଦିକ ଅଭିନନ୍ଦନ। ବୋଧହୁଏ ଏଇ କଥା କୁହାଯାଏ "ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ " ସେ ତ ମହାମହିମ ରାଜ୍ୟପାଳଙ୍କ ସୁପୁତ୍ର।
@mohammedmanjar
@mohammedmanjar 2 месяца назад
Awesome sir
@kanhucharanjena7243
@kanhucharanjena7243 2 месяца назад
ଆଜ୍ଞା ମୁଖନ୍ତୁ ଅଗଷ୍ଟ ପନ୍ଦରେ ଓଡି ଶାକୁ ଗାଟେ ନୁଆ ଓ ପହାର ମିଳିବ କଣ ସେ ଓପାହାର ଗୋଟେ ନୁଆ ରଙ୍ଗ ମିସ୍ତି ମିଳିବ
@anusayamohanty1775
@anusayamohanty1775 2 месяца назад
Very nice
@Skgbul470
@Skgbul470 2 месяца назад
ଗଭର୍ଣ୍ଣର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଙ୍କ ପୁଅ ଝିଅ ପାଇଁ ନିୟମ କୁ କୋହଳ କରାଯାଏ,
@nrusinghcharanpalei8938
@nrusinghcharanpalei8938 2 месяца назад
Kohal nuhen tanka pain alaga law achhi .law minister nku pacharile janapadiba .
@beautyofnature8512
@beautyofnature8512 2 месяца назад
Tamane kana governor pua boli indra chandra manibani?
@sarojakumarmishra1563
@sarojakumarmishra1563 2 месяца назад
ଏବେର ରାଜନୈତିକ ନେତାମାନଙ୍କ ଖାଇବା ଦାନ୍ତ ଓ ଦେଖେଇବା ଦାନ୍ତ ଅଲଗା ଅଲଗା ।
@satyaranjandas6016
@satyaranjandas6016 2 месяца назад
Behia sarkar,Belajya sarkar,Tauter sarkar...
@ghanashyamswain4941
@ghanashyamswain4941 2 месяца назад
Thanks Bhai, nice presentation
@nagenmishra2948
@nagenmishra2948 2 месяца назад
Your analysis and presentation is very right and to the point.
@satrughnaswain2982
@satrughnaswain2982 2 месяца назад
Welcome
@bbsenapati2245
@bbsenapati2245 2 месяца назад
Sir This is start only. After 5yrs BJP will handover all assets to Gujarat
@brundabanrout9655
@brundabanrout9655 2 месяца назад
Right sir
@PurnachandraPanda-vx2nj
@PurnachandraPanda-vx2nj 2 месяца назад
ଏସରକ।ରକୁ କି ଭାଷାରେ କୁହାଯିବ ଭାଷା ନାହି ।
@mangalajodi
@mangalajodi 2 месяца назад
ମୂର୍ଖମନ୍ତ୍ରି
@bishnucharantripathy8938
@bishnucharantripathy8938 2 месяца назад
Modiji had committed to give 15 lakh rupees to each account, but to date, no action. This is the principle of the Bharatiya Jumla Party.
@NrusinghaCharanRatha
@NrusinghaCharanRatha 2 месяца назад
ସବୁ ଲୋକଙ୍କର ସବୁ କଥା ମନେଅଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@Basanta855
@Basanta855 2 месяца назад
Right katha kahichhanti sir
@kshirodripradhan1031
@kshirodripradhan1031 2 месяца назад
Buject sarila 1Barsa sarila good point analysis sir
@ratnakarnayak-up5kf
@ratnakarnayak-up5kf 2 месяца назад
Nice question
@pravakarpradhan1571
@pravakarpradhan1571 2 месяца назад
କୁଣ୍ଡା ଖାଇକି ପାଠ ପଢ଼ିଥିଲା ମନ୍ତ୍ରୀ ,
@NisaSahu-xs3rg
@NisaSahu-xs3rg 2 месяца назад
ଠିକ
@kaminikantasahu3865
@kaminikantasahu3865 2 месяца назад
ବିଶ୍ଵର ନମ୍ବର -୧ ଗାଲୁଆ ରାଜନୈତିକ ଦଳର ମିଛୁଆ ଆଇନ୍ ମନ୍ତ୍ରୀ ହରିଚନ୍ଦନ, ରାଜ୍ୟପାଳ ଅଫିସରେ କାର୍ଯ୍ୟରତ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରିଥିବା ରାଜ୍ୟପାଳଙ୍କ ପୁଅ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ୧୫ ଦିନ ସମୟ ନେଇଥିଲେ। ଆଇନ୍ ମନ୍ତ୍ରୀଙ୍କର ୧୫ ଦିନ ହୋଇନାହିଁ କି ?
@gobindasahoo3222
@gobindasahoo3222 2 месяца назад
ମୁଁ ଜାଣିଲି କି ଯେ ମୋଦି ସରକାର ଭୋଟ ଗଣତି ପରେ ଏତେ ଦିନ ମୁଖ୍ୟମନ୍ତ୍ରୀ କାହିଁ ବାଛି ପାରୁ ନଥିଲେ ସିଏ ଆମ ଓଡ଼ିଶାକୁ ଗୋଟେ ଛେଳି ଚରାଳି ଅଣ ପାଠୁଆ ଗଜମୂର୍ଖ ବାଛି ବାଛି କରିଛି
@PrasannaNayak-ox4nl
@PrasannaNayak-ox4nl 2 месяца назад
CM nku Triranga lekhi asunahin This is our consicution andour odia Asmita
@SanjuktaRout-o2y
@SanjuktaRout-o2y 2 месяца назад
Ati. Sundara. Paribesana. Sir. Apananku. Dhanyabad
@commentbox1621
@commentbox1621 2 месяца назад
Super
@pravakarnaik2481
@pravakarnaik2481 2 месяца назад
Very free frank absoulutely strong criticisim.
@Ramakant-vb2tw
@Ramakant-vb2tw 2 месяца назад
Nirvika mataamatal pasun hardik shubhechchaa
@bibhutibhusanpanda2818
@bibhutibhusanpanda2818 2 месяца назад
Sir, we inspire you . We congratulate you.
@PareshRout-ui1oy
@PareshRout-ui1oy 2 месяца назад
Sir thank u .Bjp ra mantri MLA Mane sabu murkha. Sir ASO case ta dharantu.
@biswambharmanahira966
@biswambharmanahira966 2 месяца назад
ବଡ ଲୋକଙ୍କୁ ଉତ୍ତର ନାଇଁ
@rudrapratapnayak-tq5sy
@rudrapratapnayak-tq5sy 2 месяца назад
Right sir andha bhakta bjp odisha kubudei debe
@avimanyusahoo6103
@avimanyusahoo6103 2 месяца назад
Ama asmita
@ConfusedBirchForest-cj6tc
@ConfusedBirchForest-cj6tc 2 месяца назад
Right❤❤sir
@BasantaBehera-gl3li
@BasantaBehera-gl3li 2 месяца назад
Right sir 👍👍👍
@raghabbehera4760
@raghabbehera4760 2 месяца назад
Thanks bhai
@seenupihukisafar270
@seenupihukisafar270 2 месяца назад
Thank you
@rabinarayan3944
@rabinarayan3944 2 месяца назад
ଵାଭୁଜିଆଆ ଯେମିତି ଦଲାଲ ଵେଧପିଲାପୁଅ ସେମିତି ଖଣ୍ଟମାଙ୍ଗିଆ କେବେହବକେଜାଣି????
@BasantaBehera-gl3li
@BasantaBehera-gl3li 2 месяца назад
👍👍👍👍👍👍👍👍👍
@anandamohakuda4943
@anandamohakuda4943 Месяц назад
Yaku kuhanti nirbhay news paribesana....jay jagannath 🙏🙏🙏
@pradeepjena3595
@pradeepjena3595 2 месяца назад
Very True said sir ji 🙏
@krupasindhusahukrupa
@krupasindhusahukrupa 2 месяца назад
Mananiya Sambadika mahasaya. Apanankara. Speech very very. Intrested.
@BABAJICHARANBISWAL
@BABAJICHARANBISWAL 2 месяца назад
Very good speach
@Kataktv-cx1ot
@Kataktv-cx1ot 2 месяца назад
Great expository sir 🙏
@ritamohanty7586
@ritamohanty7586 2 месяца назад
You are Right
@dukhishyamdash357
@dukhishyamdash357 2 месяца назад
Very very unfortunate, we must feel same for our leader's.
@user-jh8kx3lz3j
@user-jh8kx3lz3j 2 месяца назад
Appana.ku.thannabad reporter babu
@JaykrushnaPradhan-r8w
@JaykrushnaPradhan-r8w 2 месяца назад
You are right Sar
@bibhutibhusansahu8808
@bibhutibhusansahu8808 2 месяца назад
Apanaka upastapan bahut vala samaste sunanyu manaku santi diantu
@prasantapattanaik862
@prasantapattanaik862 2 месяца назад
ସେ କଥା ଭୁଲିଯାଅ। କିଛି ହେବନି।
@PabitrakumarSwain-wt4tp
@PabitrakumarSwain-wt4tp 2 месяца назад
💯👍
@p_coolls
@p_coolls 2 месяца назад
aetaaa odia asmita
@PanchananParida-ot8cx
@PanchananParida-ot8cx 2 месяца назад
Dear Satish Babu It is double engine government.
@DhadubandhuLenka
@DhadubandhuLenka 2 месяца назад
ଆ ଗ୍ୟା ଆପଣଙ୍କୁ ଧନ୍ୟବାଦ
@kapuranaik3738
@kapuranaik3738 2 месяца назад
👌🌹👍♥️very good 🙏
@pralayaofficial1060
@pralayaofficial1060 2 месяца назад
ବିଜେପି ର ଯୋଗ୍ୟତାହୀନ ସରକାର
@sibanarayanpanda-fx6fb
@sibanarayanpanda-fx6fb 2 месяца назад
Good morning Sir Jay Hind
@jagabandhubehera1984
@jagabandhubehera1984 2 месяца назад
୨୫ ବର୍ଷର ଫଳ ତିରଙ୍ଗା
@deepess_deepu83
@deepess_deepu83 2 месяца назад
Gujrati chamcha andha bhakt ku badhuchi......tiranga na bjp pataka...... BJP hatao odia asmita bachao, Modi hatao desh bachao
Далее
РОК-СТРИМ без ФАНЕРЫ🤘
3:05:16
Просмотров 1,3 млн
ŠKODA не перестает удивлять
00:48
Просмотров 379 тыс.
РОК-СТРИМ без ФАНЕРЫ🤘
3:05:16
Просмотров 1,3 млн