ସମସ୍ତ ଓଡ଼ିଶାବାସୀଙ୍କୁ ପ୍ରସଂଶାର ଗୀତି ୟୁଟୁବ୍ ଚେନାଲ ତରଫରୁ ନମସ୍କାର 🙏
ପ୍ରଭୁଙ୍କ ଅନୁଗ୍ରହ, ଆପଣମାନଙ୍କ ସ୍ନେହ ଭଲପାଇବା, ଆଶିର୍ବାଦ ହେତୁରୁ ଏକ ନୂଆ ବର୍ଷର ଗୀତଟିଏ ପ୍ରସ୍ତୁତ କରିବାକୁ ସୁଯୋଗ ପାଇପାରିଛୁ ଗୀତଟି ଅତି ଭାବପୂର୍ଣ୍ଣ ରଚନା, ହୃଦୟ ସ୍ବର୍ଶୀ ସ୍ବର ସଂଯୋଜନା, ମନ ଛୁଆଁ ସଂଗୀତ ପରିଚାଳନା ଏବଂ ସୁମଧୁର କଣ୍ଠଦାନ ଏହି ଗୀତ ପ୍ରସ୍ତୁତ କରିବାର ଉଦ୍ଦେଶ୍ଯ ବର୍ଷସାରା ଅନେ ପରିସ୍ଥିତି ପ୍ରତିକୂଳ ସମୁଖୀନ ହୋଇ ଆସିବାବେଳେ ପ୍ରଭୁ ଆମ୍ଭମାନଙ୍କ ସହିତ ପରମେଶ୍ୱର ହେଲେ ଏବଂ ଆମ ସୁରକ୍ଷିତ ରଖି ଆଉ ଏକ ନୂତନ ବର୍ଷ ଦେଖାଇଲେ ଏଣୁ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରି ପ୍ରଭୁଙ୍କ ଗୌରବ କରିବା ଆବଶ୍ୟକ ଗୀତଟିକୁ ଶୁଣନ୍ତୁ, ଗାଆନ୍ତୁ,Like👍, Coment👌 Subscribe🛎, ଏବଂ ଅଧିକ ମାତ୍ରାରେ Share💯 କରି ପ୍ରଭୁଙ୍କ ଗୌରବ କରନ୍ତୁ 💥💗ଧନ୍ୟବାଦ 🙏mob -- 9348826414
Song Credit--- ASILA NUA BARASA
Singer---- Barsat Pani
Lyrics---- Mr Jugalakishor Pradhan
Composer--- Ps Satyaban Parichha
Music Arrangements---Subham Samal [Bapi]
Producer --- Sister Suchita parichha
Recrding Soumya original Studio [Sunabeda]
Mixing & Mastering--- Soumya Ranjan Patnaik
13 окт 2024