Тёмный

Odia Singer Humane Sagar In Controversy | FIR Filed For Mocking Lord Jagannath Bhajan 

Kanak News
Подписаться 8 млн
Просмотров 341 тыс.
50% 1

Renowned Odia singer Humane Sagar finds himself embroiled in controversy as an FIR is filed against him for allegedly mocking a sacred Lord Jagannath Bhajan. Join us for an in-depth look at the unfolding situation, public reactions, and the potential impact on his career and the community's sentiments. Stay informed with our latest updates and analysis on this sensitive issue.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #OdishaNews #IndiaNews #HumaneSagar #lordjagannath

Опубликовано:

 

7 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,7 тыс.   
@swarajkumarbej3768
@swarajkumarbej3768 13 дней назад
ଏମାନଙ୍କ ଖବର ମହାପ୍ରଭୂ ଠିକ୍ ବୁଝିବେ।
@susantakumarmahunta1936
@susantakumarmahunta1936 13 дней назад
Nai bhai bhul kahile a sala nku mada abhaba hauchi
@user-ii3wr7zt1c
@user-ii3wr7zt1c 13 дней назад
Pela bujhe be
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@PramodSingh-bk2gj
@PramodSingh-bk2gj 13 дней назад
​​Au Bheem jou reservation karichi seita kn 😂😂😂😂... Au rahila bhai Hindu garnta re cast ra karma hisabare hau thila .. tike veda padhile janiba .. 😂😂 ​
@prasantapandaprasanta8824
@prasantapandaprasanta8824 12 дней назад
​@@abhimanyudash8360 kouthi kuha jaichhi ...shudra nku kemiti barnana kara jaichhi sethi later time re change heichhi British mane karichhanti . ..oxford univercity re photo achhi ...'jainki dekhi ne neo bhim wadi sala odisha re e Sabu chaliba nahi gandi fatei debu mariki sala
@GUNU2323
@GUNU2323 13 дней назад
ଏଇ ଶଳା ଟି ସବୁ ବେଳେ ମହାପ୍ରଭୁ ଙ୍କୁ ଅପମାନ କରୁଛି ତା ଓକା ତ ତାକୁ ଦେଖେଇ ଦିଅ ଓଡ଼ିଶା ବାସୀ .jya jagannath ❤❤
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@MistergangaGouda
@MistergangaGouda 12 дней назад
Tu bala ta jani Chu mg
@ImIndian-n9i
@ImIndian-n9i 9 дней назад
Habo magihe katkiye tame (Ahe daya Maya biswa bihari )song k bikurti Kari thila j seta k kana kahema bo magihe katkiye
@GUNU2323
@GUNU2323 9 дней назад
@@ImIndian-n9i tu sala ti ta dhram bhai ki tate besi badhuchi tu kebe hindu hei nathibu
@ImIndian-n9i
@ImIndian-n9i 9 дней назад
@@GUNU2323 tor MAA Ruku suna gihei Dela kn bo magiha katkiaya (Ahe daya Maya )song k kn Kari tame magihe bikurti Kari thila bo magihe katkiaye harami mane
@tikikuna3864
@tikikuna3864 13 дней назад
ଯେଉଁ ଭାଇ ଜଣକ ଭିଡିଓ କରିଛନ୍ତି ତାଙ୍କୁ ବହୁତ ବହୁତ ଧନ୍ୟବାଦ
@srikantarath3580
@srikantarath3580 13 дней назад
ଓଡିଆ ଜଗତରୁ ସମ୍ପୂର୍ଣ୍ଣ ବିଦାୟ କରାଯାଉ
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@PramodSingh-bk2gj
@PramodSingh-bk2gj 13 дней назад
​@@abhimanyudash8360sambidhana jane loka lekhichi .. jouta badali haba .. best grantha ku nuhe .. au grantha re kichi bhul lekha heini ok ..
@durgaprasadmandal4110
@durgaprasadmandal4110 12 дней назад
​@@abhimanyudash8360re murkha bhimte, jadi satare ama sanatan dharma re jati pratha thanta tebe na shir ram mata sabari nka picked fruits khai thante na mata laxmi shriya chandaluni nka ghara ku jaithante. Jati pratha kebala loka nka manasikata, ethire kaunasi dharma involved nahi. Dharma mane ethi religion kimba community nuhe. Dharma mane righteousness. Aou nijara bhimte gyana bantiba purbaru bhala bhabare ama shastra padha aou bujho. Kahari adhikar nahi bhagwan nka emiti apamana kariba nahele sehi bhali loka nku manisa nuha baram pashu tharu hina boli ame bina shastra padhi madhya kahi pariba.
@dushasanbhoi2233
@dushasanbhoi2233 10 дней назад
Banda odia papu pampam ku Suna prathame
@rajeshsahoo5601
@rajeshsahoo5601 13 дней назад
ହୁମନ୍ ସାଗର ର କ୍ୟାରିୟର ଏଇଠି ଶେଷ ସେ ଆମ ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଗୀତ କୁ ଏମିତି ଲୋକ ହସ୍ୟା କରିବା ଠିକ୍ ନୁହେଁ 😢 ତାକୁ କଠୋର ଦଣ୍ଡ ଦିଆଯାଉ ଜୟ ଜଗନ୍ନାଥ 🙏🙏🙏
@keshabsahu2192
@keshabsahu2192 13 дней назад
​@@jamesrinku1995E magya bi human ra chela
@rajeshsahoo5601
@rajeshsahoo5601 13 дней назад
@@jamesrinku1995 kie ଛୋଡ଼ୁଛି କି ନ ଛୋଡୁଛି ଦେଖିବୁନି କି
@DEEPANKAR_SINGH99
@DEEPANKAR_SINGH99 13 дней назад
ହ୍ୟୁମାନ ସାଗର ର ଵହୁତ ଚର୍ବି ହେଇଗଲାଣି ତାର ଚର୍ବି କମ୍ କରିବାକୁ ହେଲେ ସିଏ ଯେଉଁଠି ଷ୍ଟେଜ୍ ପ୍ରୋଗ୍ରାମ୍ ରେ ଯିବ ତାକୁ ବିରୋଧ କର ।
@ruchishreesahu9206
@ruchishreesahu9206 13 дней назад
ରାଜେଶ ର କ୍ୟାରିୟର ଏଇଠି ଶେଷ ସେ mg ମାଗିଆ ବେଶୀ ହଉଚି 😠😠😠😠😠😠
@ruchishreesahu9206
@ruchishreesahu9206 13 дней назад
​@@keshabsahu2192କେଶବ ମାଗିଆ ବି ରାଜେଶ sahoo ର ଚେଲା 😠😠😠
@Mr24811
@Mr24811 13 дней назад
ଏ ମାନେ ହେଲେ ଖ୍ରୀଷ୍ଟିଆନ ଆମ ଓଡ଼ିଶା ପ୍ରସିଦ୍ଧ ରଥଯାତ୍ରା କୁ ସହିନପାରି ଆମ ଜଗନ୍ନାଥଙ୍କୁ ଅପମାନିତ କରୁଛନ୍ତି ଏ ମାନଙ୍କୁ ଛଡା ଜିବା କଥା ନୁହେଁ, ଓଡ଼ିଶା ର ଖାଇବେ ଆଉ ଓଡ଼ିଶା ବିରୁଦ୍ଧରେ ଗାଇବେ ଏଥର ଏ ସାଗର କୁ ଵାଇକଟ୍ କରାଯାଉ???
@debandranathaswain8571
@debandranathaswain8571 13 дней назад
Odia industry re kama Nadia jau
@priankasahoo3189
@priankasahoo3189 13 дней назад
Kai besi Katha kahuchu Tu age maribu To jaganath ra ta godo nahi.. Sethi pai taku Ratha re tanaa hauchi
@marker1343
@marker1343 13 дней назад
​@@priankasahoo3189tu kai ete katha kahuchu. To biaaaa re bodhe banda darkar helani.. Rendy
@Nunguda
@Nunguda 13 дней назад
​@@priankasahoo3189tame kou dharma ra madam ....hindu dharma heithiba jadi dinena dine saranare jiba😢😢😢
@sibu695
@sibu695 13 дней назад
​@@priankasahoo3189 jissu mo pela
@Sivananda_143
@Sivananda_143 13 дней назад
ଖାଲି ପୋଲିସ ଉପରେ କି ସରକାର ଉପରେ ଛାଡ଼ିଦେଲେ ହେବନି, ସାଧାରଣ ଜନତାଙ୍କୁ ବି ସଚେତନ ହେବାକୁ ପଡିବ ଆଉ ଯେଉଁମାନେ ବି ଆମ ଭଗବାନ ଙ୍କୁ ନେଇ ଏଭଳି ମଜାକ କରୁଛନ୍ତି ସେମାନଙ୍କୁ ଉଚିତ ଜବାବ ଦବାକୁ ପଡିବ। ସେମାନଙ୍କ ଗୀତ ହେଉ ବା ସେମାନଙ୍କୁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ବି ଡକା ନ ଯାଉ ମେଲୋଡି ପାଇଁ। ଯଦି ଏମିତି କରି ପାରିବା ତା ହେଲେ ଏମାନଙ୍କୁ ଚେତା ପଶିବା ସହିତ ଭୟ ବି ରହିବ ଏଭଳି କାର୍ଯ୍ୟ କରିବା ପାଇଁ। 🙏🏻🙏🏻
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@Sivananda_143
@Sivananda_143 12 дней назад
@@abhimanyudash8360 ସମ୍ବିଧାନରେ ଏହା ବି ଅଛି କି କାହାର ଧର୍ମୀୟ ଭାବନା କୁ ଆଘାତ ଦେବା ଅର୍ଥ ସମ୍ବିଧାନକୁ ଅବମାନନା କରିବା। ମୋ ପାଇଁ ମୋ ଦେଶ ବଡ ଆଉ ତା ସହିତ ମୋ ଧର୍ମ ବି। ବାକ୍ ସ୍ଵାଧୀନତା ମାନେ ଏହା ନୁହଁ ଯାହାକି ଆମେ ଦେଶ ବିରୋଧୀ ହେଉ କିମ୍ବା କାହାର ସାର୍ବଭୌମ ଉପରେ ଆକ୍ଷେପ କରିବା। ବନ୍ଧୁ ମୁଁ ଜଣେ ଅନୁସୂଚିତ ବର୍ଗର ପିଲା ହେଲେ ମୁଁ ସ୍ଵାଧୀନତା ପର ଠାରୁ ଶୁଣି ଆଉ ଦେଖି ଆସୁଛି ଲୋକ ମାନଙ୍କୁ କେଉଁଭଳି ଭାବେ ଡରେଇ ରଖାଯାଉଛି ଆଉ ଉନ୍ନତି ନାମରେ କିଭଳି ଭାବେ ୬୦ ବର୍ଷ ବିତିଚାଲିଚି। ଆଉ ସବୁଠୁ ବଡ କଥା ଆମ ସମ୍ବିଧାନକୁ କେଉଁଭଳୀ ଭାବେ ନିଜ ସ୍ବାର୍ଥ ପାଇଁ ହତ୍ୟା ବି କରାଯାଇଛି।। ଜୟ ଭାରତ, ଜୟ ସମ୍ବିଧାନ ଜୟ ଉତ୍କଳ, ଜୟ ଜଗନ୍ନାଥ 🙏🏻🙏🏻🙏🏻
@purnapanaka
@purnapanaka 6 дней назад
ଯାହା ଗାଇଛନ୍ତି ଭଲ ଗାଇଛନ୍ତି ଏମିତି ରେ ବି ଜଗନ୍ନାଥ କିଏ ଯେ, ବିଚରା ର ହାତ ନାହିଁ ଗୋଡ଼ ନାହିଁ ତାକୁ ବନେଇ ଦେଇଛନ୍ତି ଭଗବାନ ଅନ୍ଧ ବିଶ୍ବାସି ହିନ୍ଦୁ ମାନେ ତମକୁ ଟିକେ ଲାଜ ଲାଗୁନାହିଁ
@Sivananda_143
@Sivananda_143 6 дней назад
@@purnapanaka ନିଜ ଭାଷା ରେ ଟିକେ ଲଗାମ ଲଗାଅ। ଯାହା ଜଣା ପଡ଼ୁଛି ତୁମେ ସମ୍ମାନ କାହାକୁ କୁହାଯାଏ ଜାଣିନ, ତେଣୁ ସବୁଠୁ ଭଲ ହେବ ଆଗ ସମ୍ମାନ ଓ ସମାନ ଅଧିକାର ବିଷୟରେ ଟିକେ ଜାଣିବାକୁ ଚେଷ୍ଟା କର। ତୁମ ଧର୍ମ କଣ ତାହା ତ ମୁଁ ଜାଣିନି ହେଲେ ଏତିକି ମୁଁ ମୋ ଧର୍ମ ଓ ମୋ ଭଗବାନଙ୍କ ନୀତିବାଣୀ ରୁ ଶିକ୍ଷା ପାଇଛି କି ସମସ୍ତ ଧର୍ମକୁ ସମ୍ମାନ ଦେବା କଥା ଆଉ ଏହା ମଧ୍ୟ କୁହାଯାଇଛି କି ଅଧର୍ମର ବିନାଶ କଥା। ଜଗନ୍ନାଥଙ୍କୁ ଏମିତି କହିକି ନିଜକୁ ବଡ ବୋଲି ଭାବନା, ସିଏ ଯେତେବେଳେ ଜବାବ ଦେବେ ସେତେବେଳେ ସହିବା ପାଇଁ ତୁମ ପାଖରେ ସେତିକି ବଳ ନଥିବ। ସବୁ ଧର୍ମର ଜନ୍ମ ବା କେହି ଜଣେ ପ୍ରଚାରକ ଅଛନ୍ତି ହେଲେ ସନାତନ ଏମିତି ଗୋଟେ ଧର୍ମ ଯାହାର ଆଦି ନାହିଁ କି ଅନ୍ତ ବି ନାହିଁ। ପ୍ରଭୁ ଜଗନ୍ନାଥ ତୁମକୁ ସଦବୁଦ୍ଧି ଦିଅନ୍ତୁ।
@Sivananda_143
@Sivananda_143 6 дней назад
@@abhimanyudash8360 ମନୁସ୍ମୃତି କୁ ତୁମେ ଠିକସେ ଜାଣିନାହ, ଆଉ ଯାହା ଜାଣିଛ ତାହା କେବଳ ହିନ୍ଦୁ ଧର୍ମ ଭିତରେ ଜାତିବାଦ କୁ ବିଭ୍ରାନ୍ତିକର କରିବା ପାଇଁ ରଚାଯାଇଥିବ କିଛି ଲେଖା। ମୁଁ ବ୍ରାହ୍ମିଣ ନୁହଁ, ମୁଁ ସାଧାରଣତଃ ଜଣେ ଅନୁସୂଚିତ ବର୍ଗର ପିଲା ହେଲେ ମୁଁ ନାସ୍ତିକ ନୁହଁ କିମ୍ବା ଏଭଳି ଭୁଲ କଥାରେ ଭ୍ରମିତ ହେବା ଭଳି ପିଲା ନୁହଁ। ସମ୍ବିଧାନରେ ଏହା ମଧ୍ଯ ଉଲ୍ଲେଖିତ ଅଛି କି କାହାର ଧର୍ମୀୟ ଭାବନା ଉପରେ ଆଘାତ କରାଗଲେ ଦଣ୍ଡ ବି ମିଳିଥାଏ। ବାକ ସ୍ଵାଧୀନତା ମାନେ ଏହା ନୁହଁ ଯେ ଯାହାକୁ ଇଚ୍ଛା ହେବ ତାହା କହିଦେବା। ଯଦି ସତ ସାହାସ ଅଛି ତା ହେଲେ ଅନ୍ୟଧର୍ମ ମାନଙ୍କରେ ରେ ଭୁଲ ବିଷୟରେ କୁହ ହିନ୍ଦୁ ଧର୍ମକୁ ନେଇ ଅପପ୍ରଚାର କରନ୍ତୁନି। ଜୟ ଜଗନ୍ନାଥ 🙏🏻
@subhabala4355
@subhabala4355 13 дней назад
Great reply Humane Sugar 😊😊😊😊😊 Praise the Lord Bless you ❤❤ Love from Khordha
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@Baidababu123
@Baidababu123 13 дней назад
ବିନାଶ କାଳେ ବିପରୀତ ବୁଧି
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@PramodSingh-bk2gj
@PramodSingh-bk2gj 13 дней назад
​@@abhimanyudash8360are baba shaheb ra chora 😂😂😂😂
@priyabrataparida7223
@priyabrataparida7223 13 дней назад
ଲଜ୍ୟା ଆମକୁ ଦୁଃଖ ଲାଗିବା କଥା ଆମ ହିନ୍ଦୁ ମାନଙ୍କ ଏକତା ନାହିଁ ,ଏତିକି ଖାଲି ମୁସଲମନଙ୍କୁ ତାଙ୍କ ଧର୍ମ ଉପରେ କହିଥାନ୍ତ କଣ ହୋଇଥାନ୍ତା ,,,,
@jitendrabishi8066
@jitendrabishi8066 13 дней назад
Rite sir
@laxmikantabehera9195
@laxmikantabehera9195 13 дней назад
Right 👍
@abhimanyudash8360
@abhimanyudash8360 13 дней назад
ଲଜ୍ୟା... ହିନ୍ଦୁ ହୋଇ ହିନ୍ଦୁ ଲୋକଙ୍କୁ ଡମ, ପାଣ, ସୁଦ୍ର ଭାବରେ ଘୃଣା, ନିର୍ଜାତନା, ଶୋଷଣ କରୁଛ.. ଲଜ୍ୟା.. ଅନ୍ୟ ଧର୍ମର ଲୋକ ମାନେ ମାନବକୁ ମାନବ ରୁପେ ଦେଖନ୍ତି.. କେବଳ ପୃଥିବୀରେଏହି ଗୋଟିଏ ଧର୍ମ ଅଛି..ମନୁଷ୍ୟ ମନୁଷ୍ୟ ଭିତରେ ଜାତି ଭେଦ. .ନିର୍ଯାତନା ସୃଷ୍ଟି କରିଥାଏ.. ବ୍ରାହ୍ମଣବାଦ, ମନୁବାଦ ବନ୍ଦ ହେଉ.. ସମ୍ବିଧାନ ଚାଲୁ.. ଜୟ ଭୀମ, ଜୟ ସମ୍ବିଧାନ
@AmitBadanayak
@AmitBadanayak 11 дней назад
ହ୍ୟୁମାନ ସାଗରଙ୍କ ପରି କଣ୍ଠଶିଳ୍ପୀ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଆବିର୍ଭାବ ହୋଇ ନାହାନ୍ତି... ବର୍ତ୍ତମାନର ଯୁବପିଢୀ ପାଇଁ ହ୍ୟୁମାନ ସାଗର ହେଉଛନ୍ତି ପ୍ରେରଣାର ଉତ୍ସ। ବର୍ତ୍ତମାନ ଯୁଗରେ ହ୍ୟୁମାନ ସାଗର ଙ୍କ ବିନା ଓଡିଆ ସଙ୍ଗୀତ ଜଗତ ସଂପୂର୍ଣ୍ଣ ଅଧୁରା... ହ୍ୟୁମାନ ସାଗର ଆମ ଓଡ଼ିଶାର ଗର୍ବ ଓ ଗୌରବ.... ହ୍ୟୁମାନ ସାଗର ଆସିଲା ପରଠାରୁ ଓଡ଼ିଆ ସଙ୍ଗୀତ ଜଗତର ବେଶ୍ ଚାହିଦା ବଢ଼ିଲା... ହ୍ୟୁମାନ ସାଗର ଓଡ଼ିଆ ସଙ୍ଗୀତ ଜଗତକୁ ପ୍ରବେଶ କରିବା ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ମାନେ ବାଧ୍ୟ ହୋଇ କୁମାର ସାନୁ, ଉଦିତ୍ ନାରାୟଣ, ବାବୁଲ ସୁପ୍ରିୟ ମହମ୍ମଦ ଅଜିଜ୍ ଓ ସୋନୁ ନିଗମ ଭଳି ଗାୟକ ମାନଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଉଥିଲେ... ହ୍ୟୁମାନ ସାଗର ଆସିବା ପର ଠାରୁ ବହୁଳ ମାତ୍ରାରେ ତାହା ହ୍ରାସ ଘଟିଛି। ଗୋଟିଏ କଥା ଜଣେ କଳାକାରକୁ ସବୁ ଗୀତ ଗାଇବା ପାଇଁ ବାଧ୍ୟ କରା ଯାଇ ପାରିବ ନାହିଁ...ତାଙ୍କୁ ଯାହା ଗାଇବା ପାଇଁ ଭଲ ଲାଗିବ ନାହିଁ ତାହା ସେ ଗାଇବ ନାହିଁ ତାଙ୍କ ଇଛା ବିରୁଦ୍ଧରେ କେହି ବି କିଛି କରି ପାରିବେ ନାହିଁ। ହ୍ୟୁମାନ ସାଗରଙ୍କ ରାଜ୍ ଓ ଲୋକପ୍ରିୟତା ଦେଖି ଲୋକେ ଈର୍ଷାରେ ଜଳୁଛନ୍ତି ତାଙ୍କୁ ବାଧ୍ୟ କରି ବିବାଦ ମଧ୍ୟକୁ ଠେଲି ଦେଉଛନ୍ତି। ତାଙ୍କୁ ବ୍ୟାନ୍ କଲେ ତାଙ୍କର ଗଳା କିମ୍ବା ଗାୟନ ଶୈଳୀରେ କିଛି ଫରକ ପଡିବ ନାହିଁ। ଏ Video ରେ କ'ଣ ଏମିତି ଭୁଲ୍ ହେଇ ଯାଇଛି ଯେ ଦୁଇ ବର୍ଷ ତଳର Video କୁ ନେଇ ଏତେ ସରଗରମ, ବାକ୍ ବିତଣ୍ଡା , ପୋଲିସ ଅଭିଯୋଗ ସବୁ ଚାଲିଛି । ଏମିତି କେତେ ଗୁଡ଼ିଏ ଗୀତର ନଜିର ରହିଛି ଯାହାକି କଦର୍ଯ୍ୟ, ଅଭଦ୍ର ,ତାତ୍ସଲ୍ୟ ଉପରେ ଆଧାରିତ... ସେ ଗୀତ ଗୁଡ଼ିକ ଉପରେ କାହିଁ ଏତେ ଚର୍ଚ୍ଚା ଜୋର ଧରୁନି କେବଳ ହ୍ୟୁମାନ ସାଗର ଉପରେ ହିଁ ସମସ୍ତଙ୍କର ବିଦ୍ରୋହ ଚାଲିଛି । ଏ Video ରେ ହ୍ୟୁମାନ ସାଗର ତ କିଛି ଗାଇ ନାହାନ୍ତି ରୁକୁ ସୁନା ଗାଇଛନ୍ତି... ଭୁଲ୍ କରୁଛି ଜଣେ ଦୋଷୀ କରା ଯାଉଛି ଆଉ ଜଣଙ୍କୁ ଧିକ୍ ଏ ଦୁନିଆ ଧିକ୍ ଏ ବିଚାର ଧାରା।
@Debashishbagarty1053
@Debashishbagarty1053 7 дней назад
Apana right sir, e news channel gudaka murkha sabu jaga re dharma ku pasauchhanti,song re jagannath nka name vi mention heini
@pritiranjandas5875
@pritiranjandas5875 13 дней назад
ସମସ୍ତ ଓଡିଶା ବାସୀଙ୍କୁ ଅନୁରୋଧ ଯେ ଏହି ଦୁଇ ଜଣଙ୍କୁ ଯୋଉଠି ଦେଖିବା ଉଚିତ୍ ଜାବାବ ଦିଅନ୍ତୁ ...
@bimalkantatripathy2776
@bimalkantatripathy2776 13 дней назад
ସମସ୍ତ ପ୍ରଡକ୍ସନ ହାଉସ ଏ ଦୁଇଜଣ କଣ୍ଠଶିଳ୍ପୀଙ୍କୁ ବାସନ୍ଦ କରନ୍ତୁ।
@ashisguru5760
@ashisguru5760 13 дней назад
Sata 🥹
@Rajib2323
@Rajib2323 13 дней назад
Right
@SurendraKheti-v9n
@SurendraKheti-v9n 13 дней назад
ବାଳ ନା
@NagBrothers
@NagBrothers 13 дней назад
ବାଳ କର୍ବ ହୁମନ୍ ସାଗର ଓଡ଼ିଆ ଗୀତ ନାଇ ଗାଇଲେ ସମ୍ବଲପୁରୀ ଗୀତ ଗାଇବା କାଣା କରି ପାର୍ବ
@lipina207
@lipina207 13 дней назад
ତୁ ଓଡ଼ିଆ ଜାତି ପାଇଁ କଳଙ୍କ
@AjayakumarGochhi
@AjayakumarGochhi 13 дней назад
ଏ ପଶୁ ମନଙ୍କୁ ଚପଲ ମାଳ ଦରକାର
@JitendraSahoo-tt6fy
@JitendraSahoo-tt6fy 13 дней назад
Salaku ghosadiki pita mopatiru khali bhasa baharuchi
@TheLegendSurat
@TheLegendSurat 13 дней назад
right
@user-en4sb1gy3w
@user-en4sb1gy3w 13 дней назад
ଚପଲ ମାଡ଼
@soumyaranjantripathy143
@soumyaranjantripathy143 13 дней назад
Right 👍
@ashisguru5760
@ashisguru5760 13 дней назад
Right 🥹
@jakson1314
@jakson1314 13 дней назад
Human sagar ଜଣେ ରାକ୍ଷସ ସେ ମୋ ଦେବତାଙ୍କୁ ଅପମାନ କରିଛି
@user-yv1ph1vw9r
@user-yv1ph1vw9r 8 дней назад
Mg tui b tor debta matan a pechka muhhan😂😂😂
@Vijaya070
@Vijaya070 13 дней назад
ଏଟି ହ୍ୟୁମାନ ସାଗର କିଛି ଭୁଲ୍ ନାହିଁ। ଏ ଗୀତ ସମ୍ବଲପୁରୀ ଗୀତ
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@jitunaik258
@jitunaik258 7 дней назад
ଏହା ସମ୍ବଲପୁରୀ ଗୀତ ଆଏ ସତ୍ କଥା କିନ୍ତୁ ଯେଭଳି ମଜା କରି କହିଛନ୍ତି ତାହା ହିଁ ଭୁଲ୍
@sadhudas2758
@sadhudas2758 13 дней назад
ହ୍ୟୁମାନ ସାଗର ଘୋଡା ମଦୁଆ, କହିଲେ ବାର ବାର କ୍ଷମା ମାଗୁଛି ନିର୍ଲଜ୍
@ruchishreesahu9206
@ruchishreesahu9206 13 дней назад
ସାଧୁ ଦାସ ଘୋଡା ମଦୁଆ କହିଲେ ବାର ବାର କମେଣ୍ଟ କରୁଛି ନିଲଜ 😠😠😠😠😠😠
@RahulaMallick-zu9fn
@RahulaMallick-zu9fn 13 дней назад
ମଦୁଆ ହେଲେ ତା ପାଇ ତମକୁ ପିଅଉଛି କି 😂😂😂
@xaviersson2317
@xaviersson2317 13 дней назад
Christian se bhai
@ChandanDelhi-9777
@ChandanDelhi-9777 13 дней назад
Tu bi semitika thibu lo​@@ruchishreesahu9206
@AnkitBabu-ic6kn
@AnkitBabu-ic6kn 12 дней назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-jmXo_axY_lc.htmlsi=pSBOf8d-BVYIpOCJ
@srikantabarik8545
@srikantabarik8545 13 дней назад
ପୋଲିସ କିଛି କରି ପାରିବ ନାହିଁ ଏଥିରେ କୌଣସି ସନ୍ଦେହ ନାହିଁ
@akashsanunayak791
@akashsanunayak791 13 дней назад
Nai bhai se juga au nahi e sala ku ame mane b boycott kari e sala ra Nisa utariba
@deepakkumarbadanayak2289
@deepakkumarbadanayak2289 13 дней назад
B.....ndo tome v kichi kori pariboni
@lalit98193
@lalit98193 13 дней назад
ହିଁ face to face ହେଲେ jana ପଡିବ ​@@deepakkumarbadanayak2289
@sudhansumahapatra4572
@sudhansumahapatra4572 13 дней назад
Sanatani hi yanku dhik karipriba .
@ratanbhue8232
@ratanbhue8232 13 дней назад
ଏମାନେ ଖାଲି ଲଙ୍ଗଳା ଗୀତ ଗାଇପାରିବେ ଶୁଦ୍ଧ ପବିତ୍ର ଗୀତ କେବେ ବି ଗାଇପାରିବେନି ନୀଚ୍ଚ ଲୋକ ଆଉ କଣ କରିପାରେ......
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@edityboysagar4824
@edityboysagar4824 13 дней назад
Sata Katha
@NagBrothers
@NagBrothers 13 дней назад
ଇ ସଲେ ଖାଲି ସମ୍ବଲପୁରୀ ଗୀତିକାର ମାନ ଙ୍କୁ ବଦନାମ କରବାର କାଜେ ଖାଲି ଅଛନ ହରେ news ବାଲେ ତମେ ମାନେ fact ଠିକ୍ ସେ ଦେଖ ଆରୁ news ବନାବ ରୁକୁ ସୁନା ର କିଛି ଉନା କରି ନାଇ ପାର ରେ ସଲେ କଟକିଏ ହେଟା ସମ୍ବଲପୁରୀ କମେଡି ରେ ଗୁଟେ ଅଛେ ଜେନ ସଲେ ବି କିଛି ବି ବିରୋଧ କଲ ବେଳେ ଆଗକେ ରୁକୁ ସୁନା ଆଉ ହୁମନ୍ ସାଗର ସପକ୍ଷ ରେ ଆମେ ସମଲପୁରିଆ ମାନେ ଆନ୍ଦୋଳନ କର୍ମୁ ହେତିର ଲାଗି ହେତେ ରେ ରହି ଜ ସଲେ
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@PramodSingh-bk2gj
@PramodSingh-bk2gj 13 дней назад
​@@abhimanyudash8360are chora
@mks5547
@mks5547 13 дней назад
ହିନ୍ଦୁ ଧର୍ମ କେ ଘୋର ଅପମାନ ଖାଲି ଚାପଲ୍ ମାଡ଼ ଦରକାର୍
@sipuabhijeet5298
@sipuabhijeet5298 12 дней назад
nagBrothers ଆମପାଇଁ ଆମ ଜଗନ୍ନାଥ ବଡ଼ ତୋ ପାଇଁ ତୋର ରୁକ୍ ସୁନା ବଡ଼ ହଁ କ'ଣ କହୁଥିଲୁ କଟକିଆ ହେଟା ତୋ ବୋଉକୁ ପଚାର୍ କଟକିଆଙ୍କୁ ଯଉତୁକ ରେ ଦେଇଥିଲେ କି ତୋ ବାବାଙ୍କୁ ପୁଅ ବୁଝିକି କହିବୁ ହଁ ତୋ ବାବା ମା'ର orginal ପୁଅ ହେଇଥିବୁ ତୋ phone no. ଦେବୁ ଏଇ ମେସେଜ ମାଧ୍ୟମରେ ଯଦି ତୁ ରୁକ୍ ସୁନା ର ଛୁଆ ( ପୁଅ) ତାହେଲେ ଚୁପ୍ ଚାପ୍ ବସିବୁ
@sipuabhijeet5298
@sipuabhijeet5298 12 дней назад
NagBrother। ହଁ ତୋ ରୁକ୍ ସୁନା ବାବା କୁ ପଚାରିବୁ orginal ବାବାଙ୍କୁ ଯଉତୁକ ମିଳିଥିବା କଟକକୁ କାହିଁକି ବାରମ୍ବାର ଆସୁଛି ବୁଝି କହିବୁ
@bazarvalue
@bazarvalue 13 дней назад
ଯେତେ ଯାହା କଲେ ମଧ୍ୟ ହ୍ୟୁମାନ ସାଗର କୁ ଗୀତ ମିଳିବା କମିବନି, ହିନ୍ଦୁ ପ୍ରୋଯୋଜକ ମାନେ ଗୀତ ଦେବାରେ କେବେ ହେଳା କରିବେନି, ଏ ଆଜ୍ଞା ଗୁଡ଼ାକ ଆସି କ୍ଷମା ମାଗିଦେବେ, ଆଉ ଆମର କିଛି ହିନ୍ଦୁ ଲୋକ କ୍ଷମା କରିଦେବେ, ଏଇଟା ହିଁ ଦୁର୍ଭାଗ୍ୟ
@jaysanatan6012
@jaysanatan6012 13 дней назад
ଏମାନଙ୍କୁ ଚପଲ ମାଡ଼ ମାରିବା ଦରକାର। 😡
@antionbb727
@antionbb727 13 дней назад
SS PRESENTATION RU-vid CHANNEL KU SEARCH KAR AU DEKHI PAKA VIDEO
@BidyaDhar-er8yu
@BidyaDhar-er8yu 13 дней назад
ହଁ ଆଜ୍ଞା
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@PramodSingh-bk2gj
@PramodSingh-bk2gj 13 дней назад
​@@abhimanyudash8360a chora
@MistergangaGouda
@MistergangaGouda 12 дней назад
Nai mg tote darkar
@user-ze9kw1lg2j
@user-ze9kw1lg2j 13 дней назад
ଯେତେ ହେଲେ ବି ହୁମନ ସାଙ୍ଗର କୁ ଗୀତ କମିବନି ଓଡ଼ିଶାର ନଂ 1 ସିଙ୍ଗର ❤❤❤
@kabirajbagrarti206
@kabirajbagrarti206 13 дней назад
Bala gita hauchi
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@user-fw1wy9wi4i
@user-fw1wy9wi4i 13 дней назад
Balo na 😂😂😂😂😊
@user-fw1wy9wi4i
@user-fw1wy9wi4i 13 дней назад
Balo na
@jkstarofficeal7637
@jkstarofficeal7637 12 дней назад
Kumar bapi best singar❤❤
@MoneyMaster2898
@MoneyMaster2898 11 дней назад
ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛ, ତୁମ ମାନଙ୍କୁ ଟିକେ ଲାଜ ଲାଗୁନି କିରେ ? ଧର୍ମ ନାମରେ ଅନେକ ବାବା ବେପାର କରୁଛନ୍ତି ଆଉ ଅନ୍ଧ ବିଶ୍ବାସର ପ୍ରଚାର କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ତୁମେ ତ କେବେ ପଦେ ଅଧେ ଡରି କି କହୁନ। ହେଲେ ମୋ ଭାଇ ରୁକୁ ସୁନା ଆଉ ହ୍ୟୁମାନ ସାଗର କିଛି ଗୋଟେ ଗାଇଦେଲେ ବୋଲି ତୁମ ମାନଙ୍କର ଜଳି ଯାଉଛି। ଯେକୌଣସି ମଣିଷ କେଉଁଠାରେ ଅସୁବିଧାରେ ପଡ଼ିଥିଲେ ତୁମେ ତାକୁ ସାହାଯ୍ୟ ନକରି ମୋର କ'ଣ ଯାଉଛି ବୋଲି ଖସ୍ ଖସ୍ ଚାଲି ଆସୁଛ, ପୁଣି ନିଜକୁ କହୁଛ ହିନ୍ଦୁ ବୋଲି ! ମୁଁ ଏମିତି ହିନ୍ଦୁ ବହୁତ ଦେଖିଛି। ଯିଏ କହନ୍ତି ଗୋଟିଏ ଓ କରନ୍ତି ଆଉ ଗୋଟିଏ। ପୋଡ଼ି ଯାଉ ତୁମ ମାନଙ୍କର ମୁହଁରେ ହିନ୍ଦୁ ମାନେ..😡😡😡
@raghunarhkarjee947
@raghunarhkarjee947 13 дней назад
ଏଇ ମାଇପ ଛଡା ର ଗର୍ବ, ଅହଂକାର ବଢ଼ି ଗଲାଣି, ୟା କଥା ପ୍ରଭୁ ଜଗନ୍ନାଥ ହିଁ ବୁଝିବେ !
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@raghunarhkarjee947
@raghunarhkarjee947 13 дней назад
@@abhimanyudash8360 ସମ୍ବିଧାନ ରେ ବି ଧର୍ମ କୁ ସମ୍ମାନ ଦିଆ ଯାଇଛି, ସେକଥା ଛୁଡ଼ିପୁଅ ହେତୁବାଦୀ ମାନେ କଣ ବୁଝିବେ
@PramodSingh-bk2gj
@PramodSingh-bk2gj 13 дней назад
​@@abhimanyudash8360tu chora sabu thi 😂
@PremaLata-pw3dg
@PremaLata-pw3dg 13 дней назад
ସେ ଶଳାଟା ଖ୍ରୀଷ୍ଟିଆନ ପା
@melisha4236
@melisha4236 13 дней назад
Tume janino ki
@priankasahoo3189
@priankasahoo3189 13 дней назад
Tu sala kie be
@JISHAYAMALLICK-zk3xl
@JISHAYAMALLICK-zk3xl 13 дней назад
ତୋମେ ଜାଣିନ କି
@mandakinitripathy5110
@mandakinitripathy5110 13 дней назад
ରାହୁଲ ଗାନ୍ଧୀ କୁଆଡେ ଗଲେ ଏଵେ
@balajicreation5064
@balajicreation5064 13 дней назад
@@melisha4236 Jay shree Ram ❤️❤️❤️❤️❤️❤️❤️❤️❤️❤️❤️❤️🥰🙏
@alibhapadhan1062
@alibhapadhan1062 13 дней назад
ଏଇଟା ଜଗନ୍ନାଥଙ୍କ ଭଜନ ନୁହେଁ ପଶ୍ଚିମ ଓଡ଼ିଶାର ଗୋଟେ ସମ୍ବଲପୁରୀ ଗୀତ ...... କିଛି ନଜାଣି ଏମିତି ପଦକ୍ଷେପ ନେବା ଉଚିତ ନୁହେଁ କି କାହାକୁ ବଦନାମ କରିବା ଉଚିତ ନୁହେଁ।
@gourachandrasahu1032
@gourachandrasahu1032 13 дней назад
ଜଉ କଣ୍ଠରେ ଥଟା କରୁଛି ମହା ପ୍ରଭୁଙ୍କୁ ସେ କଣ୍ଠ ଟା ଫାଟି ଯାଉ,,,,, ଜୟ ଜଗନ୍ନାଥ ❤🙏🙏🙏
@user-mw8hy8kj6s
@user-mw8hy8kj6s 13 дней назад
Boycott human sagar. He is not at all a hindu so he mocks at Jagannath
@jamesrinku1995
@jamesrinku1995 13 дней назад
@@user-mw8hy8kj6s ହେଇ ରେ ମୂର୍ଖ ରଥ ଟାଣିଲେ ବେଳେ ଅଶ୍ଳୀଳ ଭାଷା ନ କହିଲେ ସେ ଅଭଦ୍ର ଜଗନ୍ନାଥ ର ରଥ ଚାଲୁନି ତାକୁ ଭାଷା କିଏ କହିଲେ ତମକୁ କାଇଁ ଫରକ୍ ପଡ଼ୁଚି। ତୁମ ହିନ୍ଦୁ ଗାୟକ ଙ୍କୁ ଗୀତ ମିଳୁନି ବୋଲି ଏଇ ସବୁ ମିଥ୍ୟା ପ୍ରହସନ। ହୁମାନ ସାଗର ର ବlଣ୍ଡ କିଏ ଛଡି ପାରିବେନି ତାକୁ ବାନ କଲେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ କିଏ ଗେ଼ଇ ପଚlରିବେନି
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@Sinusahoowd2dm
@Sinusahoowd2dm 13 дней назад
ହୁମନ କେବଳ ଘଇତା ଛାଡି ଆଉ ମାଇପ ଛଡ଼ା ଙ୍କ ପାଇଁ ଗୀତ ଗାଉ ସେ କେବଳ ସେଇଠି ପାଇଁ ଯୋଗ୍ୟ। ଆଉ ତା ଛଡ଼ା ଅନ୍ୟ ଗୀତ ବା ଭଜନ ଭଳି ଗାଈ ବା ପାଇଁ ତ ର ଯୋଗ୍ୟତା ନାହିଁ ଶଳା ମଦ ଗୁଟକା ଆଉ mobile recharge ଖର୍ଚ୍ଚ ପାଇଁ ଗୀତ ବୋଲୁ ଥିବା ମଣିଷ ଷ୍ଟେସନ ରେ ତା ତା ଠାରୁ ଭଲ ଗୀତ ଗାଈ ଲୋକ ପଇସା କମାଉଛନ୍ତି ।
@akashsanunayak791
@akashsanunayak791 13 дней назад
Bhai .e sala bhala khristiya gita gauchi kain sei gitare kichi bhul heu nahi e sala ti jani suni amaku apamanita karuchi.
@keshabsahu2192
@keshabsahu2192 13 дней назад
​@@akashsanunayak791hmm
@BidyaDhar-er8yu
@BidyaDhar-er8yu 13 дней назад
Right
@Sinusahoowd2dm
@Sinusahoowd2dm 13 дней назад
​​@@akashsanunayak791 hm ଆଜ୍ଞା ସତ କହିଲେ ହେଲେ କାହିଁକି ଆମ ହିନ୍ଦୁ ସିଙ୍ଗର ମାନେ ତ କେବେ Allah କି ଯୀଶୁ ଙ୍କୁ ଥଟ୍ଟା କରି କୋଉ ଗୀତ ଗାଉ ନାହାନ୍ତି ତାହାର କାରଣ ହେଲା ଆମ ହିନ୍ଦୁ ଧର୍ମ ଆମ ସନାତନ ଧର୍ମ ଆମକୁ ସେ ଶିକ୍ଷା ଦେଇନି ।ହେଲେ ଏଇ ଅଭଦ୍ର ମାନେ ଯାହା ଶିକ୍ଷା ପାଇଛନ୍ତି ସେୟା କରିବେ😢
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@purnapanaka
@purnapanaka 6 дней назад
ଗୀତ ବଡିଆ ମଜା ଲାଗୁଛି ମୁଁ ବହୁତ ଖୁସି
@rajeshbehera1602
@rajeshbehera1602 13 дней назад
କଉ ମାଗିଆ କମ୍ପ୍ଲେନ୍ କରିଚି ଫାଷ୍ଟ୍ ତ ଏ ଭିଡିଓ ବହୁତ୍ ପୁରୁଣା ତାପରେ ସେମାନେ ଦୁହେଁ ଜଗନ୍ନାଥଙ୍କ ନାମ ନେଇ ଗାଇ ନାହାଁନ୍ତି ଖାଲି ସ୍ୱର ପକେଇ ଗାଇଛନ୍ତି ଯଦି ଏମାନଙ୍କୁ ଭୁଲ୍ ବୋଲି କହୁଚ ମୋବାଇଲରେ ସର୍ଚ କର ଖଟ ନ ମିଳିଲେ ନାହିଁ ଓଡ଼ିଆ song ତା ପରେ ସେ ଗିତ ଟା କଉ ସ୍ୱରରେ ହେଇଚି ଜାଣିପାରିବ ଆଉ ତାକୁ ଆଗ ଧର ଥାନାରେ ପୁରାଅ
@amitawara33
@amitawara33 13 дней назад
Ete dina kauthi sui thila e video bahut puruna , kichhi kari parina ni ,
@Rout-dk7mu
@Rout-dk7mu 13 дней назад
ହୁମନ୍ ସାଗର ମୋ ପ୍ରିୟ ଗାୟକ ଥିଲେ ହେଲେ ଆଜି ଠୁ ମୁଁ ତାଙ୍କୁ ଘୃଣା କରୁଛି ଛି ଛି 😡😡😡
@sipunvideoworld2024
@sipunvideoworld2024 13 дней назад
କିଛି ଏଭଳି ମଣିଷ ଥାଆନ୍ତି, ଯେଉଁମାନେ ମନଭିତରୁ ପ୍ରିୟ ହୋଇଥିଲେ ମଧ୍ୟ କିଛି କାର୍ଯ୍ୟ ପାଇଁ ସାରା ଜୀବନ ଘୃଣାର ପାତ୍ର ହୋଇଥାନ୍ତି ।
@Rout-dk7mu
@Rout-dk7mu 13 дней назад
@@sipunvideoworld2024 you are Right bro
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@gulshankumarofficial1595
@gulshankumarofficial1595 13 дней назад
ରଥ ଟାଣିଲା ବେଳେ କେତେ ଅଭଦ୍ର ଭାଷା କହୁଛ ସେତେବେଳେ ତ ଜାଗନ୍ନାଥ ପ୍ରେମ କୁଆଡେ ଗଲା ଖ୍ରୀଷ୍ଟିଆନ ମାନଙ୍କୁ କଣ ଦଶ ଦେଉଛ ଓଡିଶା ଇତିହାସ ରେ ହ୍ୟୁମାନ ସାଗର ଭଳି ଗାଇକ ମିଳିବ ନାହିଁ
@user-pf8it2gg1p
@user-pf8it2gg1p 13 дней назад
ଆରେ ମୁର୍ଖ ତା ଟୁ ଭଲ ଗୀତ ଗାଇବା ଲୋକ ଅଛନ୍ତି ଓଡ଼ିଶାରେ ସଲା ତମ ମାନଙ୍କର ଖରାପ ଟାଇମ ଆସୁଛି ମୁହଁ ସମ୍ଭାଳି କି କଥା କୁହ ନ ହେଲେ ଗାଣ୍ଡି ରେ ବାଉଁଶ ପୁରେଇ ଦେଵୁ ମନେ ରକିତା ରେ ପୁଅ
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@PramodSingh-bk2gj
@PramodSingh-bk2gj 13 дней назад
​@@abhimanyudash8360are chora
@SanjayPada-mp1zh
@SanjayPada-mp1zh 13 дней назад
Ruku Suna christian not Hindu
@ansumanswain4873
@ansumanswain4873 13 дней назад
ଧନ୍ୟ ରେ ଅଧମ
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@keyboardboysushil
@keyboardboysushil 13 дней назад
ରୁକୁ ସୁନା ଆଉ ହ୍ୟୁମାନ ସାଗର କେ ରାଞ୍ଚି ପଠେଇ ଦିଆଯାଉ।
@rajeshofficialnk4709
@rajeshofficialnk4709 13 дней назад
ତୋର ukat ଅଛି କି
@keyboardboysushil
@keyboardboysushil 13 дней назад
ତର କାଏଁ ଗାଣ୍ଡ ଫାଟଲାରେ କେନେ ଥିସରେ ମାଖନ୍ ତୁନ୍ ମାନେ।
@keyboardboysushil
@keyboardboysushil 13 дней назад
ହଏରେ ମାଗିହା ହେତେଲୋକ୍ କେତେକଥା କହିଛନ୍ ତର ଆଏକ୍ କିରେଇଛେ କାଏଁରେ ମରନିକେ ଆଇଛୁ ସଲା ମଦାର ଚୋତ ସଲା ତତେ ମୁଇଁ ଜାନେ ନା ଚିନେ ରେ ।
@pabitrafun1344
@pabitrafun1344 13 дней назад
❌️❌️❌️❌️❌️❌️❌️❌️❌️❌️❌️❌️❌️❌️❌️ ଆରେ ଭାଇ ମାନେ ଛୋଟ କଥା କୁ ବଡ଼ କାଇଁ କରୁଛ..ଯେହେତୁ ସେମାନେ ସମ୍ବଲପୁରୀଆ ଏବଂ ପ୍ରସିଦ୍ଧ ବୋଲି..ତମର ପେଟ ରେ ଦର୍ଦ ହେଉଛି ..ସେମାନେ ନା ପ୍ରଭୁ ଜଗନ୍ନାଥ କୁ ମଜାକ ଉଡ଼ାଉଛନ୍ତି ନା ଜଗନ୍ନାଥ ଭଜନ କୁ...ଖାଲି ସେଇ ଭଜନ ସୁର ତାଳ ରେ ଗୋଟେ funny way ରେ ନିଜେ ଗୀତଟେ ଲେଖିଛନ୍ତି ଆଉ time pass କରୁଛନ୍ତି ବୋଲି କଣ ଜଗନ୍ନାଥ ପ୍ରଭୁକୁ ଅପମାନ ହେଇଗଲା...ଜଗନ୍ନାଥ ସର୍ବୋପରି ଥିଲେ ଆଉ ଥିବେ ମଧ୍ୟ କିନ୍ତୁ ମତେ ଲାଗେ ସେମାନେ funny way ରେ time pass ଟିକେ କରି ଦେଲେ ତାହା ବୋଲି କଣ ତମେ ସେଇ କଥା କୁ ଏତେ ବଡ଼ Controversy କରି ଦବ.....ସିଧା ସିଧା କହୁନ ପଶ୍ଚିମ ଓଡିଶା ର ଗୀତିକାର ମାନେ ପୂର୍ବ ଓଡିଶା ଗୀତିକାର ର career ଖାଇ ଦେଉଛନ୍ତି ବୋଲି...ପଶ୍ଚିମ ଓଡିଶା ର ହେଇ ଥିବା ରୁ ସହି ପାରୁନ...ଏଇ ଗୀତ ରେ କଉଠି ହେଲେ ପ୍ରଭୁ ଜଗନ୍ନାଥ ଙ୍କ ନା ଟିକେ ହେଲେ mentioned ଅଛି ହେଲେ କୁହନ୍ତୁ,..ଖାଲି ଝିମିଟି ଖେଳରୁ ମହାଭାରତ କରୁଛ ll 😡😡😡😡 ଆଉ ହଁ ସମସ୍ତ ହିନ୍ଦୁ ଭାଇ ମାନେ ବର୍ତ୍ତମାନ୍ BJP ସାଂସଦ ସମ୍ବିତ୍ ପାତ୍ର ଉପରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ କାରଣ ସେ କିଛି ଦିନ ତଳେ ପ୍ରଭୁ ଜଗନ୍ନାଥ ଙ୍କୁ ଅପମାନିତ କରି କହି ଥିଲେ 👉"ମୋଦୀଙ୍କ ଭକ୍ତ ପ୍ରଭୁ ଜଗନ୍ନାଥ" ବୋଲି ତା ଉପରେ ତ କିଛି action ନେଲ ନାହିଁ..ଯାହା ଲାଗୁଛି BJP ବାଲା ଯାହା କହିଲେ ବି ମାପ୍ କାରଣ ସେ BJP join କଲା ବୋଲି ଅସଲି ହିନ୍ଦୁ..ll ଆଉ ସମ୍ବଲପୁରୀ star ବୋଲି ସହି ପାରୁନ....ଆଉ ଏଇ ସମ୍ବଲପୁରୀଆ ଗୀତିକାର ମାନେ ତ ପ୍ରଭୁ ଜଗନ୍ନାଥ ଙ୍କ ନାମ ବି ନେଇ ନାହାନ୍ତି...🤔🤔🤔🤔🤔🤔🤔🤔
@akashdigal8418
@akashdigal8418 9 дней назад
No one is there to sing like human sagar. ...
@jitenmarandi9938
@jitenmarandi9938 13 дней назад
Bastad of our odisha
@opjubul241
@opjubul241 13 дней назад
Se kana sata re bastard Mora hete Gyan thaipare kimba na thaipare kintu mu atiki sunithili sata kahile Jagannath Michha kahile mahapapa
@subodhpatra5867
@subodhpatra5867 13 дней назад
Paisa hoi gale Manisha hita hita gyana bhuli jae...
@user-oq2ci7hp8c
@user-oq2ci7hp8c 9 дней назад
Dhanyawad
@rinkimunda9490
@rinkimunda9490 13 дней назад
ଏ ଗର୍ବି କୁ ଓଡ଼ିଆ ଲୋକ ହିଁ ଶାସ୍ତି ଦେଇ ପାରିବେ😢 ଜୟ ଜଗନ୍ନାଥ 🙏🙏🙏
@SalmanBhuyan-ob8jf
@SalmanBhuyan-ob8jf 13 дней назад
ରଥ ଟାଣିବା ବେଳେ କେତେ ଅକ୍ଷର ଭାଷାରେ ରଥ ଟାଣୁଛନ୍ତି? ପଣ୍ଡା ମାନଙ୍କ ନାମରେ ବି ଥାନାରେ ଏତେଲା ଦେଉନ | ଏତେ ଖରାପ ଭାଷାରେ ରଥ ଟାଣୁଛ ଇଏ କେଉଁ ପ୍ରକାର ଭଗବାନ ।
@odiateccsk5592
@odiateccsk5592 13 дней назад
Bidhi anujai kuhajauchi tu kn janichu
@niranjansagar2392
@niranjansagar2392 13 дней назад
Ki bidhi emiti bidhi thae
@TheAnsuman92
@TheAnsuman92 13 дней назад
Han thae. ରଥ ବୋଲି କୁହାଯାଏ ଯାହାକୁ' Tara book bi achhi... Kanhiki esabu byabahara hauchi Tara bi karana achhi... Jagannatha mahaprabhuu nka sanskruti bahut uchakotira.. jdi Janina se upare negative remarks diani plzzzzzz.. mu esabu kichhi Puja budhi sastra gyana jagannatha sanskruti gyana thiba loka nka thu janila pare ethi comment dauchi🙏🏽🙏🏽🙏🏽
@AchyutaMehena07
@AchyutaMehena07 13 дней назад
କିନ୍ତୁ ସେମାନେ ଭଗବାନ କୁ ଅପମାନ କରୁନାହାନ୍ତି
@AnandTandi-hc8ri
@AnandTandi-hc8ri 13 дней назад
Ki apaman
@subrat5150
@subrat5150 13 дней назад
ସବୁ କଟ୍ କିଆ ଭାଇମାନଙ୍କୁ କହୁଛେଁ ଏଟା ବହୁତ୍ ଆଗର୍ ଫନି ଭିଡିଓ ରେ ଗାଉଥିଲେ mu news balaku kahuchi mg aga pura vdo dekha tapare kahibo
@dweepayannanda6552
@dweepayannanda6552 13 дней назад
Abe haram jada aeta Abe hau ki bhut ଆଗରୁ ହଉ majak ta banauchi na koti odia nka mauda mani Jai Jagannath . Jai ସମ୍ବେଳସ୍ୱରି Jai Jagannath . Christian converted se.
@subrat5150
@subrat5150 13 дней назад
@@dweepayannanda6552 mg kichhi najani kahani
@subrat5150
@subrat5150 13 дней назад
@@dweepayannanda6552 SE te dina mane padunathila aji mane padila mg ethi kouthi prabhu jagannath nku ninda karagala be chhodipua
@budhadebpatra8879
@budhadebpatra8879 13 дней назад
Tuesday mg aga dekh
@rakeshsarangi9640
@rakeshsarangi9640 13 дней назад
Tor maa ke gehile tapare kahibu tui sala amar paschim odisha lagi bojh atu jagannath ku apaman karuche se maa ghia ruku suna
@suryanarayan4733
@suryanarayan4733 11 дней назад
ଏଥର କ୍ଷମା କରନ୍ତୁ ନାଇଁ ପ୍ଲିଜ଼ ଯଦି କଟର ସନାତନୀ ଧରମର ଲୋକ ହୋଇଥିବେ ୟାକୁ ଓଡିଶାରୁ ବିଦାୟ ଦରକାର plz 🙏🙏🙏🙏
@bikramroutaray935
@bikramroutaray935 13 дней назад
ଖ୍ରୀଷ୍ଟିଆନ ହୁମାନ ସାଗର ଓଡିଶା ବାସୀ ଙ୍କ ଆଗରେ ଭୁଲ ମାଗୁ... ଜଗନ୍ନାଥ ପ୍ରେମୀ ଙ୍କୁ ଆଘାତ ଦେଇଛି.
@kailashmahanandofficial7579
@kailashmahanandofficial7579 13 дней назад
ଏତେ ଦିନ୍ କେନ ସୁଇଥିଲ ବୋ କନିଆର୍ ପୁହୋ ମାନେ ଇ ଗୀତ ଟା ରୁକୁ ଗାଉଛେ ବହୁତ ଦିନର୍ ଭିଡିଓ ଇଟା , ଆଉ ଦମ୍ ଅଛେ ବେଲେ ସେ "ଖଟ ନ ମିଳିଲେ ନାହିଁ" ସେ ଗିତର ଗାୟକ କେ ବିରୋଧ କର Original video ku vl se dekha sethi ruku suna khali mimicry karichhi au semitiya mimicry odia industry ra papu pom pom kuna tripathi o tukuna emane b karanti jouta bhajan gayak jadi odia adhunika gita gae tebe kemiti gaiba bus aeita hi mimicry karanti sethi bhajan ra kounsi pada ase ni ki bhagban nka naa madhya aseni
@govindagadaba000
@govindagadaba000 13 дней назад
ଆଉ ତମେ କଣ ବାଳ କରିଥିଲେ ଶୁଣିକି
@govindagadaba000
@govindagadaba000 13 дней назад
@@kailashmahanandofficial7579 mui Tate tk gehibi re bhal se..
@rakeshsarangi9640
@rakeshsarangi9640 13 дней назад
ଏତେ ଦିନ ତର୍ ମାକେ ଗେହୁଁ ଥିସୁ ରେ ମାଘିଆ
@santagahir272
@santagahir272 13 дней назад
Right bhai
@ShriramMajhi-ph5ub
@ShriramMajhi-ph5ub 13 дней назад
Right katha bhai
@balaramsahu7561
@balaramsahu7561 13 дней назад
ଯେଁଉ ପଯ୍ୟନ୍ତ ଖିରିଷ୍ଟାନ ଓ ପଠାଣ ଏ ଦେଶରେ ଥିବେ ସେ ପର୍ଯ୍ୟନ୍ତ ଏଭଳି ଅପରାଧ ଚାଲି ଥିବ କାରଣ ହିନ୍ଦୁ କିଛି କରିପାରିବେନି ।
@opjubul241
@opjubul241 13 дней назад
Kana hindu Mane aparadha karunahanti Khali anya dharma loke karanti Mora sahi bisayare gyana thai pare ki na thai pare kintu mu atiki sunithili sata kahile Jagannath Michha kahile mahapapa
@meherbabu4091
@meherbabu4091 13 дней назад
Ruku suna hindu au ruku ra wife jane bjp netri ... . 2017 re bjp ra Zilla Parishad thila ... ..
@akruranaik8123
@akruranaik8123 13 дней назад
You must remember Utkal Gaurav Madhusudan Das who himself had received Lord Jesus Christ but never hesitated to fight for Lord Jagannath's temple and it's estate which was to be occupied by the Britishers. By dint of his hard endeavors we are able to see today's Odisha and speak our classical language Odia. How dare you say that Christians are destroying Odisha's culture and language? If you have courage to have a debate online on Odia Culture and Christianity then contact me soon. But you must ensure to communicate in human courteous language not in the obscene language of BJP.
@rabindrakumarmohanty9415
@rabindrakumarmohanty9415 13 дней назад
​@@meherbabu4091ସିଏ ଯିଏ ହେଉ ବିଜେପି କଂଗ୍ରେସ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଜଗନ୍ନାଥ ଙ୍କ ଅପମାନ ଅସହ୍ୟ କୋଟି ଓଡିଆଙ୍କ ମ‌ଉଢମଣୀ ମହାପ୍ରଭୁ ଜଗନ୍ନାଥ, ଓଡ଼ିଆ ସଂସ୍କୃତି ଜଗନ୍ନାଥ ଙ୍କ ସହିତ ଜଡିତ ଏତେ ସାହାସ ଶଳେ ବିଧର୍ମୀ ଏଥର ତୁମକୁ କ୍ଷମା ମିଳିଵ ନାହିଁ।
@MukeshNayak-sh6dt
@MukeshNayak-sh6dt 13 дней назад
ହଇରେ ଗଧ ପ୍ରଥମେ ଜାଣିବାକୁ ଚେଷ୍ଟା କରେ କିଏ ଅପରାଧ କରୁଚି ହିନ୍ଦୁ ନା ଖ୍ରିଷ୍ଟିୟାନ୍ ଏହା ତୋ ଆଖିକୁ ଅପରାଧଦେଖାଜାଉଛି
@user-ys5ts7hn8q
@user-ys5ts7hn8q 13 дней назад
ଯଦି ତୁମ୍ଭ ଭାଇ ପାପ କରେ, ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖଅ,'ଯଦି ସେ ତୁମ୍ଭର କଥା ଶୁଣେ , ତେବେ ତୁମ୍ଭେ ଆପଣା ଭାଇ କି ଲାଭ କଲ । କିନ୍ତୁ ଯଦି ସେ ନ ଶୁଣେ, ତେବେ ତୁମ୍ଭ ସଙ୍ଗେରେ ଆଉ ଜଣେ ବା ଦୁଇ ଜଣକୁ ନେଇ ଯାଅ,ଯେପରି ଦୁଇ ବା ତିନି ସାକ୍ଷୀଙ୍କୁ ମୁଖରେ ସମସ୍ତ କଥା ସ୍ଥିର କରାଯିବ । ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ , ହେ ପ୍ରଭୁ , କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷେମା କରିବି ? କି ସାତ ଥର ପ୍ରଯ୍ୟନ୍ତ ?ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁନାହିଁ, ମାତ୍ର ସତୁରି ଗୁଣ ସାତ ଥର ପର୍ଯ୍ୟନ୍ତ । ଅତଏବ , ସରର୍ଗ ରାଜ୍ୟଆପଣା ଆପଣା ଦାସମାନଙ୍କ ସହିତ ହୀସାପ୍ କରିବାକୁ ଈଛୁକ ଜଣେ ରାଜାଙ୍କ ସଦୃଶ । ସେ ହୀସାପ୍ ଆରମ୍ଭ କରନ୍ତେ ଦସ ହଜାର ରୌପ୍ୟ-ମୁଦ୍ରା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା , କିନ୍ତୁ ତାହାର ପୋରିଷୋଧ କରିବାକୁ କିଛି ନ ଥିବାରୁ ତାହାର ପ୍ରଭୁ ତାହାଙ୍କୁ ଏବଂ ତାହାର ସ୍ତ୍ରୀ,ପିଲା-ପିଲି ଓ ସର୍ବସ୍ବ ବିକ୍ରୟ କରି ପରିଶୋଧ ନେବାକୁ ଆୱା ଦେଲେ, ତେଣୁ ସେହି ଦାସ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲେ ,ଆପଣ ମୋ ବିଷୟରେ ଧଯୈ ଧରନ୍ତ ,ମୁଁ ଆପଣକୁ ସବୁ ପରିଶୋଧ କରିଦେବି', ସେ ଥିରେ ସେହି ଦାସର ପ୍ରଭୁ ଦୟା କରି ତାହାକୁ ମୁକ୍ତ କରି ଦେଲେ ଓ ତାହାର ଋଣ କ୍ଷେମା କଲେ' , କିନ୍ତୁ ସେହି ଦାସ ବାହାରି ଯାଇ ତାହା ଠାରୁ ଏକ ଶହ ଦିନର ମଯୁରି ସମାନ ମୂଲ ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ଗଲା ଚିପି କହିବାକୁ ଲାଗିଲେ, ଯାହା ଧାରୁ ଶୁଝିଦେ , ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲେ, ଆପଣ ମୋ ବିଷୟରେ ଧଯ୍ୟ ଧରନ୍ତୁ ମୁଁ ଆପଣକୁ ପରିଶୋଧ କରିଦେବି, ମାତ୍ର ସମ୍ମାତ ହେଲା ନାହିଁ କିନ୍ତୁ ଯାଈ ଋଣ ପରିଶୋଧ ନ କରିବା ଯାଏ ତାହାକୁ କାରାଗାରରେ ପକାଇ ଦେଲା , ତେଣୁ ତାହାର ସହଦାସ ମନେ ଏହି ଘଟଣା ଦେଖି ଅତ୍ୟନ୍ତ ଦୁଃଖେତ ହେଲେ ଓ ଯାଉ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବଣ୍ଣାନ କରି ଜଣେଇଲେ , ସେଥିରେ ତାହା ପ୍ରଭୁ ତାହା ପାଖକୁ ଡ଼କାଇ କହିଲେ, ରେ ଦୁଷ୍ଟ ଦାସ ତୁ ମୋତେ ବିନତି କରି ବାରୀ ମୁଁ ତୋର ସେହି ସମସ୍ତ ଋଣ କ୍ଷେମା କଲେ, ମୁଁ ଯେରୂପେ ତୋତେ ଦାୟା କଳି, ସେରୂପେ ମଧ୍ୟ ଆପଣାର ସହଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନଥିଲା,, ଆଉ ତାହାର ପ୍ରଭୁ ରାଗିଯାଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କୁ ହାତରେ ସମର୍ପଣ କଲେ , ତୁମ୍ଭ ପ୍ରତ୍ୟେକ ଜଣ ଅନ୍ତର ଆପଣା ଆପଣା ଭାଇ କୁ କ୍ଷମାନକର ତାହାହେଲେ ମୋହର ସର୍ଗସ ପିତା ହଁ ତୁମ୍ଭ ମାନଙ୍କ ପ୍ରତି ସେହିପ୍ରକାର କରିବେ ।।।
@user-vt4sv8os5x
@user-vt4sv8os5x 12 дней назад
Yes
@jayantakumardas1382
@jayantakumardas1382 13 дней назад
ଶଳା କାହାର ଛୁଆ ପରଖା ଯାଉ। ମଣିଷର ହେଇ ନଥିବ ନିଶ୍ଚିୟ।
@SurendraKheti-v9n
@SurendraKheti-v9n 13 дней назад
@@jayantakumardas1382 ତୁ କା ହା ର ଛୁଆ ରାଣ୍ଡି ର
@SalmanBhuyan-ob8jf
@SalmanBhuyan-ob8jf 13 дней назад
ଭଗବାନ ମାନେ ଖରାପ ବିଷୟ କୁ କେବେ ବି ଗ୍ରହଣ କରନ୍ତି ନାହିଁ । କିନ୍ତୁ ହିନ୍ଦୁ ଭାଇ ମାନେ କଣ ପାଇଁ ରଥ ଟାଣିବା ବେଳେ ଏତେ ଖରାପ ଭାଷା କହୁଛ ଯେ ତୁମକୁ ନିଜେ ଜଗନ୍ନାଥ କେବେବି କ୍ଷମା କରିବ ନାହି |
@jayjagannathjaga3344
@jayjagannathjaga3344 13 дней назад
ଏ କଥା ଶୁଣି ମୋ ଆଖିରେ ଲୁହ ଆସିଗଲା ଆଜ୍ଞା ଜେ ଆମ ଘରର ମୁରବିକୁ ଅପମାନ କରୁଛି ବାର ବାର ତାକୁ ଜେଲ ପଠା ଜଉ ଜୟ ଜଗନ୍ନାଥ🙏
@jksworld1246
@jksworld1246 13 дней назад
ମୋର ଜାଣିବାରେ ହୁମାୟୁନ ସାଗର ର କଣ୍ଠସ୍ୱର ଆଦୋୖ ଭଲ ନୁହେଁ। ମେସିନ ସହାୟତା ରେ ଗୀତ ଗାଏ। ତାକୁ ଆଜିକାଲିର ଯୁବପିଢୀ ମାନେ ମୁଣ୍ଡରେ ବସାଇଥିବାରୁ ତାର ଚର୍ବି ବଢ଼ି ଯାଇଛି। ଥରେ ଦୁଇ ଥର ସମସ୍ତେ ବଏକଟ୍ ସହିତ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ରୁ ବାସନ୍ଦ କରିଦେଲେ ଆପେ ଆପେ ସାଇଜ୍ ହୋଇ ଯିବ।
@tusarswain9220
@tusarswain9220 13 дней назад
ଊତୁରିଲେ ସିଧା ଚୁଲିକୁ, ପୁଅ ତମ ହାତରେ ବହୁତ କମ୍ ଦିନ, ଜାହା କରିବାର ଅଛି କରି ଜାଅ
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@funny_tressure_trend9107
@funny_tressure_trend9107 13 дней назад
Singer-Ruku suna&Human sagar.. This vdo is OLD..
@sahoosarbeswar1624
@sahoosarbeswar1624 13 дней назад
ଏମାନେ ଖୀଷ୍ଟିଆନ ପା ସେଥିପାଇଁ Hindu ଧର୍ମ ଜଗନ୍ନାଥଙ୍କ ଗୀତ କୁ ଏମିତି କରୁଛନ୍ତି ଏବେ ଏଗଜୁଟ ହୁଅ ଏ ଖୀଷ୍ଟିଆନ ଧର୍ମ ପଚାରକ ମାନଙ୍କୁ ଉଚିତ୍ ଦଣ୍ଡ ଦେବା ନ ହେଲେ ଏମାନେ ଆଗକୁ ଭୋହୂତ ହଇରାଣ କରିବେ 🚩🚩🚩🚩🚩🚩
@goodartitude.9917
@goodartitude.9917 13 дней назад
ଆମ ଓଡ଼ିଶାରେ ୟାଙ୍କ ଠାରୁ ବହୁତ ବଢିଆ singer ଅଛନ୍ତି ହେଲେ ସେମାନଙ୍କୁ ଗାଇବାକୁ ସୁଯୋଗ ମିଳୁନାହିଁ ହେଲେ ରୁକୁ ସୁନା, ହୁମାନ ସାଗର ପଛରେ କାହିଁକି music producer ମାନେ ପଡିଛନ୍ତି ମୁଁ କିଛି ବୁଝିପାରୁନି.. 🤷‍♂️
@surendrarana1932
@surendrarana1932 13 дней назад
Human sagar eka christian seti pain Hindu nku gruna karanti
@ramachandrasenapati751
@ramachandrasenapati751 13 дней назад
Se sala maagia mu mate deidea mu sala ku jianta jaleidebi
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@surendrarana1932
@surendrarana1932 12 дней назад
@@abhimanyudash8360 Desh ki barbad karibare sambidhan sabuthu kharap Jaha dwar ineligible person b job pain samaj ku kharab karuchhi, 99 mark rakhila pila chheli charachanti Au 8 mark paila pila High' school teacher hei samaj ku barbad karuchhanti
@rkvideos0
@rkvideos0 13 дней назад
ମାଜ୍ଞା ଜାତି ରେ ଜନ୍ମ ଏମାନେ
@opjubul241
@opjubul241 13 дней назад
Bharat mata ra Santana emane
@durgaprasadmandal4110
@durgaprasadmandal4110 12 дней назад
​@@opjubul241bharata mata ra santana hoi b bhartiya sanskruti ra apamana!
@peasantdj5516
@peasantdj5516 13 дней назад
good song
@DebabrataMahapatra-wq5fb
@DebabrataMahapatra-wq5fb 12 дней назад
ଏ ସାଧାରଣ ଗୀତ ପାଇଁ ତମେ ଏମିତି ହେଉଛୁ । ଝିଅ ମାନଙ୍କର ଯୀଶୁ ଙ୍କର ଅପମାନ କରନ୍ତି କାହିଁ କେହି ଅଭିଯୋଗ କରୁ ନାହାନ୍ତି ତ ଦୁନିଆ ରେ କଣ ଚାଲି ନାହିଁ ଏପ୍ରକାର ରେ ବିଷୟ ମତେ ଉତ୍ତର ଦିଅ।
@lokanathmohanta8623
@lokanathmohanta8623 13 дней назад
Missionary singer
@jamesrinku1995
@jamesrinku1995 13 дней назад
@@lokanathmohanta8623 ହେଇ ରେ ମୂର୍ଖ ରଥ ଟାଣିଲେ ବେଳେ ଅଶ୍ଳୀଳ ଭାଷା ନ କହିଲେ ସେ ଅଭଦ୍ର ଜଗନ୍ନାଥ ର ରଥ ଚାଲୁନି ତାକୁ ଭାଷା କିଏ କହିଲେ ତମକୁ କାଇଁ ଫରକ୍ ପଡ଼ୁଚି। ତୁମ ହିନ୍ଦୁ ଗାୟକ ଙ୍କୁ ଗୀତ ମିଳୁନି ବୋଲି ଏଇ ସବୁ ମିଥ୍ୟା ପ୍ରହସନ। ହୁମାନ ସାଗର ର ବlଣ୍ଡ କିଏ ଛଡି ପାରିବେନି ତାକୁ ବାନ କଲେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ କିଏ ଗେ଼ଇ ପଚlରିବେନି
@Purnachandramajhi-of4vu
@Purnachandramajhi-of4vu 13 дней назад
ଏହି ମହା ପାପି ମାନଙ୍କୁ ମହା ପ୍ରଭୂ ଜଗନ୍ନାଥ କ୍ଷାମା କରିଦିଅନ୍ତୁ। ଜୟ ଜଗନ୍ନାଥ .
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@mtchannel6270
@mtchannel6270 13 дней назад
ଭାଇ ସେ studio କେତେ ଲୋକ ଅଛନ୍ତି ସେମାନେ ଭି ହସୁଛନ୍ତି. ଖାଲି human କୁ କାହିଁକି Blemish କରୁଛନ୍ତି
@SanjayPada-mp1zh
@SanjayPada-mp1zh 13 дней назад
Jagannath is Great
@user-yv1ph1vw9r
@user-yv1ph1vw9r 8 дней назад
Can you tell me why he is great?
@biswaranjanpandabrahmin301
@biswaranjanpandabrahmin301 13 дней назад
ଏଇ ଗର୍ବ ରହିଲେ ହେଲା 🙏 ଗର୍ବ ଗଞ୍ଜନ ନରହରି ଗର୍ବ ନ ସହନ୍ତି କାହାରି🙂
@artabandhu1943
@artabandhu1943 13 дней назад
Full punishment ହବା ମିଳିବା ଆବଶ୍ୟକ
@shrikantlenka5604
@shrikantlenka5604 13 дней назад
ଏଭଳି ଅଭଦ୍ର କୁ ଓଡ଼ିଆ song ଗାଇବା ଅଧିକାର ଦିଅନ୍ତୁ ନାହିଁ 😢😢😢
@trilochansi7852
@trilochansi7852 13 дней назад
ଶଳା କୁ ଲଂଗଳା କରି ବାଡେଇବା ଦରକାର!! ❤❤❤❤❤❤❤❤ ଜୟ ଜଗନ୍ନାଥ ପ୍ରଭୁ❤❤❤❤❤❤❤❤❤❤❤❤❤❤
@lilambarmeher4
@lilambarmeher4 13 дней назад
Human Sagar is my favourite singer ❤
@surulalsuna9729
@surulalsuna9729 13 дней назад
ଏଭଳି ଗୀତ କିଛି ପ୍ରସାରଣ ହୋଇନି, ସେମାନେ ମଜା କରୁଥିବା ସମୟରେ ହୁଏତ କିଏ ଭିଡିଓ କରିକି viral କରି ଦେଇଛି । ସବୁବେଳେ ହୁମାନ ସାଗର ଙ୍କୁ ବଦନାମ କରିବା ପାଇ ଚେଷ୍ଟା ଚାଲିଛି ।
@user-nb3jt1pz5j
@user-nb3jt1pz5j 13 дней назад
Tote kehi gandi marile ,, aame kahibu je tote mazak mazak re gandi maruchi Tu sala ti prabhu jagannath nka jati pain kalanka Jaa human sagar pela ku chate
@khirabatisanani4319
@khirabatisanani4319 13 дней назад
Bhagban ku nei kahinki maja karibe
@manamb9222
@manamb9222 13 дней назад
Koshal area r singer manke ..katkie nai parbar j...faltu drama karuchhan....ken jaganath Bhajan nai se bo ..ita balia jhuri git
@yeeshukrishnapradhan3186
@yeeshukrishnapradhan3186 13 дней назад
Tu sala bodhe gote christian Sethi pain tanka pain defend karuchu
@govindagadaba000
@govindagadaba000 13 дней назад
ହ୍ୟୁମାନ ସାଗର କ'ଣ ହେବେ ତମର
@abhimanyudash8360
@abhimanyudash8360 13 дней назад
ମନୁଷ୍ମୃତିରେ ସୁଦ୍ର ମାନଙ୍କୁ ପସୁଠାରୁ ହିନ କୁହାଯାଏ .. ପ୍ରଥମେ ଏ ପରି ପରମ୍ପରା ଧାରଣ କାରି ପ୍ରଥାକୁ ଜୁଦା ମାରି .. ବିଦାୟ କରିବା ଦରକାର, ଜାତି ଧର୍ମ ନାଁରେ ଯିଏ ବି ସମ୍ବିଧାନଠୁ ଧର୍ମକୁ ଉପର ବୋଲି ମାନେ ତାକୁ ପ୍ରଥମେ ବିଦାୟ କରିବା ଦରକାର.. ବ୍ରାହ୍ମଣବାଦ, ମନୁବାଦ ଚିଳିବ ନାହିଁ.. ସମସ୍ତଙ୍କର ଅଧିକାର ଅଛି କହିବା.. ତର୍କ କରିବା.. ଏହି ବ୍ରାହ୍ମଣବାଦୀ , ମନୁବାଦୀ , RSS... ଦଳର ଲୋକମାନେ ଦେଶକୁ ଭ୍ରାନ୍ତ କରୁଛନ୍ତି.. ଏହାର ଉଚିତ ଯବାବ ଦେବା ଦରକାର, ଆମକୁ ଧର୍ମ ନୁହଁ ସମ୍ବିଧାନ ରେ ଦେଶ ଚାଲିବା ଦରକାର.. ଜୟ ସମ୍ବିଧାନ, ଜୟ ଭିମ, ଜୟ କମ୍ୟୁନିଷ୍ଟ..
@Munodiaviralvideo
@Munodiaviralvideo 12 дней назад
ଏଇଟା ଆଉ କେବେ ଗୀତ ଗାଈ ପାରିବନି - ଓଡିଶା ସରକାର ଏମିତି ବିଚାର କରିବା ହୁଅନ୍ତୁ
@user-ki5jd6pk5c
@user-ki5jd6pk5c 13 дней назад
Bibada re tame mane pakoucha....😅
@rashmiranjanbarik5014
@rashmiranjanbarik5014 13 дней назад
ମହାପ୍ରଭୁଙ୍କ ଅପମାନ ଆଦୌ ସହ୍ୟ କରାଯିବ ନାହିଁ।
@AbhijeethAk
@AbhijeethAk 13 дней назад
Chudibo sabu Aare murkha Eita bahut puruna video re pagalo jaako Ete dina kauthi soi thilo re andha bhakta Chi.... re murkha jaako
@jamesrinku1995
@jamesrinku1995 13 дней назад
ହେଇ ରେ ମୂର୍ଖ ରଥ ଟାଣିଲେ ବେଳେ ଅଶ୍ଳୀଳ ଭାଷା ନ କହିଲେ ସେ ଅଭଦ୍ର ଜଗନ୍ନାଥ ର ରଥ ଚାଲୁନି ତାକୁ ଭାଷା କିଏ କହିଲେ ତମକୁ କାଇଁ ଫରକ୍ ପଡ଼ୁଚି। ତୁମ ହିନ୍ଦୁ ଗାୟକ ଙ୍କୁ ଗୀତ ମିଳୁନି ବୋଲି ଏଇ ସବୁ ମିଥ୍ୟା ପ୍ରହସନ। ହୁମାନ ସାଗର ର ବlଣ୍ଡ କିଏ ଛଡି ପାରିବେନି ତାକୁ ବାନ କଲେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ କିଏ ଗେ଼ଇ ପଚlରିବେନି
@dhanustickeringcraft1554
@dhanustickeringcraft1554 13 дней назад
ଏ ମାନଙ୍କୁ ଓଡିଶା ସଂଗୀତ ଜଗତରୁ ବିତାଡିତ କରାଯାଉ
@rajendratak5796
@rajendratak5796 13 дней назад
Human Sagar is odisha Arijit singh no one can destroy him He is a proud Odisha 👍
@user-qh7qn1vz7z
@user-qh7qn1vz7z 13 дней назад
ଇ ଗୀତ ଜେନ ଗାଇଛନ ଇମାନେ ଇଟା ଗୁଟେ ଆମର୍ ସମ୍ବଲପୁରୀ ଗୀତ ଗାଉଛନ ଇଟା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଜନ ନାଁସେ ସେ ଇଟା ହଉଛେ ସମ୍ବଲପୁରୀ ଫୋକ୍ song ଆଏ
@sanakakuanr5953
@sanakakuanr5953 13 дней назад
Thik kahi6 bhai
@bijoyapriyadarsinidash922
@bijoyapriyadarsinidash922 13 дней назад
ସେ ଶାଲା ଧ୍ଵଂସ ହେବ ବହୁତ୍ ଶିଘ୍ର।
@jamesrinku1995
@jamesrinku1995 13 дней назад
@@bijoyapriyadarsinidash922 କିଛି ହବନି ଆହୁରି ଆଗକୁ ଯିବ ସେ
@prabhupadasahoo162
@prabhupadasahoo162 13 дней назад
ହିନ୍ଦୁ ମାନେ କେତେ ଦିନ ସହିବ, କେବେ ଆମେ ଜାଗୃତ ହେବ ଜୟ ହିନ୍ଦ୍ ଜୟ ସନାତନ
@sgartia8410
@sgartia8410 6 дней назад
ପ୍ରଭୁ ଜଗନ୍ନାଥ ଆମର ଆରାଧ୍ୟ ଆନ୍ ଆକ୍ସନ ନିଆ ହଉ ...ଆମେ ଭୁଲ୍ କଥା କେ କେଭେ ବି ସପୋର୍ଟ ନେ କରୁ କିନ୍ତୁ ସେ "ଖଟ ନ ମିଳିଲେ ନାହିଁ" ଗୀତ ଉପରେ ଟିକେ ଚର୍ଚ୍ଚା ହଉ ସେଥିରେ ବି ଜଗନ୍ନାଥ ଭଜନ ର ଅପମାନ କରା ଯାଇଛେ Please don't show selective outrage🙏🙏🙏
@Askina7
@Askina7 13 дней назад
😂😂😂😂😂😂ଭଲ ହେଇଛି
@hariprasadbommi3873
@hariprasadbommi3873 13 дней назад
କଣ କଲା କୁକୁର 🐕
@sanjaysethy333
@sanjaysethy333 13 дней назад
Actionquik niajau au ଆଗକୁ କେହି ଏମିତି କରିବେନି
@BagartiSika
@BagartiSika 13 дней назад
❤❤
@MaaSamaleiswariMedia
@MaaSamaleiswariMedia 13 дней назад
ସମରପୁଲି ଗିତା ରେ ବାବୁ କଟକିଆ ମାନେକୁ ଚପର ମାଡ ଦରକାର jay koshal🚩 🚩jay maa samalei 🙏🙏
@user-rl3ur7fh2g
@user-rl3ur7fh2g 13 дней назад
🙏 ଜୟ ଶ୍ରୀ ଜଗନ୍ନାଥ ।। ଓଡ଼ିଶାର ସମସ୍ତ ଗୀତିକାର ଓ ସ୍ୱର ସଂଯୋଜନା କରୁଥିବା ଭଦ୍ର ବ୍ୟକ୍ତି ମାନଙ୍କୁ ଅନୁରୋଧ ଏଇ ସିଙ୍ଗର ମାନଙ୍କୁ ଆଉ ନିଜର ଗୀତ ପାଇଁ ବ୍ୟବହାର କରନ୍ତୁ ନାହିଁ ।।🙏🙏🙏
@K.K.Raj123
@K.K.Raj123 13 дней назад
Bastard Human sagar au Ruku suna ku arrest karajau
@opjubul241
@opjubul241 13 дней назад
Tu Human Sagar nku bastard kahilu kana sata kahilu mu hete Gyani hoi na thai pare kintu mu gote katha sunithili je sata kahile Jagannath Michha kahile mahapapa
@rajendrasahu939
@rajendrasahu939 13 дней назад
ଏପରି ବଦମାସ୍ ମାନଙ୍କୁ ଆଜୀବନ ଜେଲ ଦଣ୍ଡ ସହ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ଅନୁରୋଧ, କୌଣସି ବ୍ୟକ୍ତି ଏପରି ସାହାସ ଯେମିତି ନ କରିବ,
@roshnimohapatra2797
@roshnimohapatra2797 13 дней назад
ସବୁରି ମନର ତୁ ରେ କାଳିଆ ଠାକୁର, ତୋର ଶ୍ରୀ ଚରଣେ ନାଥ କୋଟିଏ ଜୁହାର..... ଜୟ ଶ୍ରୀଜଗନ୍ନାଥ....ସାରା ବିଶ୍ୱର ପ୍ରମୁଖ ଦେବତା ସମସ୍ତ ଶକ୍ତିର ଆଧାଭ ଭକ୍ତି ର କେନ୍ଦ୍ରବିନ୍ଦୁ ମନ ଭାବର କାଳିଆ ଠାକୁର କୁ ନେଇ ଏ ପ୍ରକାର ପ୍ରହସନ ଏକ ଅକ୍ଷମଣୀୟ ଅପରାଧ.....
@NarendraDeep3237
@NarendraDeep3237 13 дней назад
ଥରେଫୁଲ୍ ଭିଡିଓଦେଖନ୍ତୁଜଣାପଡିଯିବ ଅଜଥାରେଏଳିଗେସନ୍ ଳୋଗଛନ୍ ନ୍ତୀଆପଣମାନେ
@gyanaranjanswain3682
@gyanaranjanswain3682 13 дней назад
Strong action should be taken on him
@chaitanyabehera6726
@chaitanyabehera6726 13 дней назад
ଏଟା ଯଦି ଅନ୍ୟ ଧର୍ମ କୁ କହିଥାନ୍ତା ଏ ମାନଙ୍କ ଅବସ୍ଥା କଣ ହେଇଥାନ୍ତା ହିନ୍ଦୁ ସବୁ ଚୁପ ରହିବା କାରଣ ପାଇଁ ଏମାନେ ଏମିତି କରୁଛନ୍ତି
@Akumar....
@Akumar.... 13 дней назад
ଏଠି ଭୁଲ ରହିଲା କେଉଁଠି tk କହିବେ କି ଜଣଙ୍କର ଗୀତ କୁ ଆଉ ଜଣେ ଗାଈ ଥିଲେ କେମିତି ହୋଇ ଥାନ୍ତା ସେଇଟା କୁହା ଯାଇଛି even ପ୍ରଭୁ ଜଗନ୍ନାଥଙ୍କ ନାଆଁ ବି mention ହେଉନି ଯଦି ଏଟା ଏତେ ଖରାପ ଠିକ୍ କଥା କାର୍ଯ୍ୟାନୁଷ୍ଠାନ ନିଆ ଯାଉ ବାକି openly ଜଣେ ନାଆଁ mention କରିକି ଜଗନ୍ନାଥ ପ୍ରଭୁ ଙ୍କୁ ଜଣେ ମଣିଷ ଠୁ କମ୍ କରି କହିବା ଟା kemiti ଭୁଲ ହେଲା ନାହିଁ ତାକୁ କିଛି କାର୍ଯ୍ୟାନୁଷ୍ଠାନ ନାହିଁ even ତାଙ୍କୁ mp ର gift ଦିଆ ଗଲା which is what respect
@gobindanayak3215
@gobindanayak3215 13 дней назад
ମୁଁ ଅନୁରୋଧ କରୁଚି ସବୁ production house କୁ ଏ ଦୁଇଜଣ ଙ୍କୁ ନେଇ କୌଣସି ଗୀତ କରନ୍ତୁ ନାହିଁ।
@Opqr-13
@Opqr-13 13 дней назад
ହ୍ୟୁମାନ ସାଗର ର ଏଇଟା ଶେଷ ସୀମା, ପୂର୍ବରୁ ଏମିତି କାଣ୍ଡ କରିଥିଲା , ଶଳା ନିଜ କୁ କଣ ବୋଲି ଭାବି ଚାଲିଛି ଇଏ, ମହାପ୍ରଭୁ ଙ୍କ ଭଜନ କୁ ଥଟ୍ଟା କରିବା ର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହ। ଯୋଉ ଭଜନ କୁ ଓଡ଼ିଶା ର ଅନେକ ଜଣାଶୁଣା ପରିଚିତ ବ୍ୟକ୍ତି ଆଉ ସଙ୍ଗୀତ କାର ମାନେ ଗାଇ ଛନ୍ତି, ତୁ ନିଜେ ଜଣେ ସଂଗୀତକାର ହେଇ ମଧ୍ୟ ତାଙ୍କୁ ଅପମାନ କରିଛୁ। ଉଚିତ୍ ଦଣ୍ଡ ଦିଆଯାଉ। ଭଜନ ସମ୍ରାଟ ଭିକାରୀ ବଳ, ଶାନ୍ତିଲତା ବାରିକ, ଏମାନଙ୍କ ଗୀତ ଆଜି ବି ମହାପ୍ରଭୁ ଙ୍କୁ ସମର୍ପିତ
@user-Rajashree163
@user-Rajashree163 9 дней назад
ଏ ଶଳା ହୁମାନ ସାଗର କୁ ଓଡ଼ିଆ ସଂଗୀତ ଜଗତରୁ ବାହାର କରାଯାଉ, ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ବାରମ୍ବାର ଅପମାନ କରୁଛି, ଏଥର ସେ ଶଳା କୁକୁର ଦେଈମାନ ହୁମାନ ସାଗର କୁ ଆରେଷ୍ଟ କରାଯାଉ. 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏
@biswanath983
@biswanath983 13 дней назад
ହ୍ୟୁମାନ ସାଗର ନିଜକୁ ବହୁତ ବଡ singer ଭାବୁଛି I ଓଡ଼ିଆ ଲୋକମାନେ ଯେଉଁ ମୁହୂର୍ତ୍ତରେ ଚାହିଁବେ ତାର career end ହେବ I ତାର ଶେଷ ସମୟ ଆସିଗଲାଣି I S Jitu ଓଡ଼ିଆ ଇଣ୍ଡଷ୍ଟ୍ରିରେ entry କରିବା ପରେ ହ୍ୟୁମାନ ସାଗର ପାଗଳ ହେଇଗଲାଣି I
Далее
World Record Tunnel Glide 🪂
00:19
Просмотров 21 млн