Тёмный

Odisha Govt Introduces NuA-O Scheme, Providing Scholarships For Plus III & PG Students 

Kanak News
Подписаться 8 млн
Просмотров 4,8 тыс.
50% 1

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #Odisha #scolarship

Опубликовано:

 

15 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 73   
@manoswinijena3884
@manoswinijena3884 6 месяцев назад
ରାଜ୍ୟ ରେ ବହୁ ମେଧାବୀ ପିଲା ଗରିବ ପରିବାରର ସରକାରୀ କଲେଜ ମଧ୍ୟ ନିଜ ପାଠପଢ଼ା ଖର୍ଚ୍ଚ ଭରଣା କରିବା ସେମାନଙ୍କ ପାଇଁ କାଠିକର ପାଠ। ସେମାନଙ୍କୁ ରାଜ୍ୟ ସରକାର ସବୁ ସହାୟତା ଯୋଗାଇ ଦେବେ।
@aparichitamohanty7814
@aparichitamohanty7814 6 месяцев назад
ରାଜ୍ୟରେ ମିଶନ ଶକ୍ତିମାଧ୍ଯମରେ ମହିଳାଙ୍କୁ ସଶକ୍ତିକରଣ କରିବା ପରି ଆସନ୍ତା ୧୦ ବର୍ଷ ମଧ୍ଯରେ ଯୁବକମାନଙ୍କ ଯୋଗଦାନ, ସଶକ୍ତିକରଣ ଏବଂ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ ହେବ।
@aparichitamohanty7814
@aparichitamohanty7814 6 месяцев назад
ନୂଆ ଓ ଛାତ୍ରବୃତ୍ତି ପ୍ରଦାନ ଅବସରରେ ଶ୍ରୀ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ପହଞ୍ଚାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ମଧ୍ୟ କାମନା କରିଛନ୍ତି ।
@Kamalakanta37
@Kamalakanta37 6 месяцев назад
ସରକାରି ଚାକିରି କରିଥିବା ଏବଂ ଆୟକର ପ୍ରଦାନକରୁଥିବା ଲୋକମାନଙ୍କର ପିଲାମାନେ ଛାତ୍ରବୃତ୍ତି ପାଇଁ ବାରୁ ବାଦ ପଡ଼ିବେ।
@ayeshapanda476
@ayeshapanda476 6 месяцев назад
ପାଠପଢାରେ ସରକାର ଛାତ୍ରବୃତ୍ତି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ
@swaramayeedas437
@swaramayeedas437 6 месяцев назад
ଓଡିଶାରେ ଏହିଭଳି ବଡ଼ ବଡ଼ ପଦକ୍ଷେପ ନେଇ ରାଜ୍ୟସରକାର ଓଡିଶାକୁ ଏକ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛନ୍ତି l
@ayeshapanda476
@ayeshapanda476 6 месяцев назад
ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ୱାରା ପାଠ୍ୟ ପୁସ୍ତକ ସହ ଅନ୍ୟ ପାଠ୍ୟ ଉପକରଣ କିଣିବାରେ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି
@manoswinijena3884
@manoswinijena3884 6 месяцев назад
ଯୁବବର୍ଗଙ୍କର ରାଜ୍ୟ ସରକାର ସେମାନଙ୍କ ସ୍ବପ୍ନ ରେ ଡେଣା ଯୋଡ଼ିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି।
@Kamalakanta37
@Kamalakanta37 6 месяцев назад
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚଶିକ୍ଷାର ଉନ୍ନତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏହି ସ୍କଲାରସିପ ଯୋଗାଇଦେଇ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ।
@Kamalakanta37
@Kamalakanta37 6 месяцев назад
ଛାତ୍ର ଛାତ୍ରୀମାନଙ୍କର ଉଚ୍ଚଶିକ୍ଷାର ଉନ୍ନତି ପାଇଁ. ସ୍କଲାରସିପ ପ୍ରଦାନ କରି ଅଭିବା ବକ ମାନଙ୍କର ଆର୍ଥିକ ବୋଝ କୁ ହାଲୁକା କରିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
@aparichitamohanty7814
@aparichitamohanty7814 6 месяцев назад
ଏହି ଯୋଜନାରେ ଛାତ୍ର ଓ ଛାତ୍ରୀ ଯଥାକ୍ରମେ ୯୦୦୦ ଓ ୧୦୦୦୦ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ମାଧ୍ୟମରେ ପାଇବେ।
@swaramayeedas437
@swaramayeedas437 6 месяцев назад
ରାଜ୍ୟ ସରକାରଙ୍କ ପାଖରୁ ଏହି ଉପହାର ପାଇବା ପରେ ଓଡିଶାର ଛାତ୍ରଛାତ୍ରୀ ମାନେ ବେଶ ଖୁସି ଅଛନ୍ତି l
@Kamalakanta37
@Kamalakanta37 6 месяцев назад
ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ କର୍ଲା ସିପ ପ୍ରଦାନ କରି ନୂଆ ଉପହାର ଦେଇଛନ୍ତି ରାଜ୍ୟସରକାର | ରାଜ୍ୟର ୯୫ ପ୍ରତିଶତ ଛାତ୍ରଛାତ୍ରୀ ଏହି କର୍ଲାରସିପ ଦ୍ୱାରା ଉପକୃତ ହେବେ।
@swaramayeedas437
@swaramayeedas437 6 месяцев назад
ଯେଉଁ ପିଲାମାନେ ସରକାରୀ କର୍ମଚାରୀଙ୍କ ପରିବାର ପିଲାମାନଙ୍କୁ ଏହି ନୂଆ ଓ ମାଧ୍ୟମରେ ମିଳୁଥିବା ରାଶିରୁ ବଞ୍ଚିତ ରହିବେ l
@Kamalakanta37
@Kamalakanta37 6 месяцев назад
ପିଲାମାନଙ୍କରଉଚ୍ଚଶିକ୍ଷାକୁ ଆଗେଇ ନେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ଛାତ୍ରୀମାନଙ୍କୁ ସ୍କଲାରସିପ.ପ୍ରଦାନ କରିଛନ୍ତି।
@swaramayeedas437
@swaramayeedas437 6 месяцев назад
ଶିକ୍ଷା କ୍ଷେତ୍ରକୁ ଆଗକୁ ବଡାଇ ନେବା ପାଇଁ ରାଜ୍ୟ ସରକାର ସଦାସର୍ବଦା ଉଚିତ ନିଷ୍ପତି ଗ୍ରହଣ କରିଥାନ୍ତି l
@manoswinijena3884
@manoswinijena3884 6 месяцев назад
ଯୁବଶକ୍ତିର ବିନିଯୋଗ ପାଇଁ ଅପାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ସେମାନଙ୍କୁ କର୍ମକୁଶଳୀ କରାଯିବ।
@swaramayeedas437
@swaramayeedas437 6 месяцев назад
ନିର୍ବାଚନ ଆଗରୁ ରାଜ୍ୟ ସରକାର କଲେଜ ପିଲାଙ୍କୁ ଭେଟିଦେଇ ପ୍ରଶଂସାର ପାତ୍ର ସାଜିଛନ୍ତି ରାଜ୍ୟ ସରକାର l
@manoswinijena3884
@manoswinijena3884 6 месяцев назад
ମାର୍ଚ୍ଚ ୫ତାରିଖ ପୂର୍ବ ରୁ ରାଜ୍ୟ ର ଅନ୍ୟ ଯୋଗ୍ୟ ବିଦ୍ୟାର୍ଥି ନୂଆ ଓ ଛାତ୍ର ବୃତ୍ତି ମିଳିବ।
@biswabharatpatra666
@biswabharatpatra666 6 месяцев назад
Manyabar mukhyamantri navin babu nka bhali adarsh bekti sabu rajya re rahibe ama desa subarna desa heijiba ama desa ra prateek pila nka future sparkling ✨kariba
@manoswinijena3884
@manoswinijena3884 6 месяцев назад
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂର ଦୃଷ୍ଟି ସମ୍ପନ୍ନ ମହାତ୍ତାୟକାକ୍ଷୀ ଏହି ଯୋଜନା ଗୁଡିକ ର ସଫଳ ରୂପାୟନ ରେ ରାଜ୍ୟ ର ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ୫ଟି ଅଧ୍ୟକ୍ଷ ସାର୍ କହିଛନ୍ତି।
@ayeshapanda476
@ayeshapanda476 6 месяцев назад
ନବୀନ ମ୍ଯାଜିକ କାର୍ଡକୁ ସିଲଭର, ଗୋଲ୍ଡ, ପ୍ଲାଟିନମ କାର୍ଡକୁ ଉନ୍ନୀତ କରିବାକୁ ମଧ୍ୟ ସୁଯୋଗ ରହିଛି
@ayeshapanda476
@ayeshapanda476 6 месяцев назад
ଛାତ୍ରଛାତ୍ରୀଙ୍କ ଲାଗି ଆଉ ପାଠ ପଢାରେ ରହିବନି ଅର୍ଥର ଅଭାବ , ବାପାମାଆଙ୍କ ଉପରେ ଯାହା ବୋଝ ପଡୁଥିଲା ସେଇଟାକୁ କିଛିମାତ୍ରାରେ କମ କରିବା ଲାଗି ମୁଖ୍ୟମନ୍ତ୍ରୀ ଏହି ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି
@manoswinijena3884
@manoswinijena3884 6 месяцев назад
ବିଦ୍ୟାର୍ଥୀ ଙ୍କୁ ଛାତ୍ର ବୃତ୍ତି ବଣ୍ଟନ କାର୍ଯ୍ୟକ୍ରମ ମୋଟ୨୮,୧୧୨ଜଣ ବିଦ୍ୟାର୍ଥୀ ଙ୍କୁ ନୂଆ ଓ ଛାତ୍ର ବୃତ୍ତି ବଣ୍ଟନ କରିଛନ୍ତି।
@ayeshapanda476
@ayeshapanda476 6 месяцев назад
ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ନୂଆ-ଓ ସ୍କଲାରସିପ ଯୋଜନା ଆରମ୍ଭ ହୋଇଛି
@aparichitamohanty7814
@aparichitamohanty7814 6 месяцев назад
"ନୂଆ-ଓ ଛାତ୍ରବୃତ୍ତି" ସହ ଛାତଛାତ୍ରୀଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ସରୂପ ନୂତନ ଭାବରେ ‘ନବୀନ ଓଡ଼ିଶା ମ୍ୟାଜିକ କାର୍ଡର’ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।
@swaramayeedas437
@swaramayeedas437 6 месяцев назад
କଲେଜ ପିଲାଙ୍କ ପାଠପଢ଼ିବାର ସ୍ପୃହାକମ ଥିବା ସମୟରେ ରାଜ୍ୟ ସରକାର ପିଲାଙ୍କ ପଡ଼ିବାର ଆଗ୍ରହକୁ ଦ୍ବିଗୁଣିତ କରିଛନ୍ତି l
@biswabharatpatra666
@biswabharatpatra666 6 месяцев назад
Odisha biju janata dala sarbada sikhya ku adhika ru adhika gurutwa deiasichhanti
@manoswinijena3884
@manoswinijena3884 6 месяцев назад
ରାଜ୍ୟ ସରକାର ଙ୍କ ନୂଆ ଓ ଛାତ୍ର ବୃତ୍ତି ଆର୍ଥିକ ଅନାଟନ ରେ ସଡୁଥିବା ପିଲା ମାନଙ୍କ ପାଇଁ ପାଲଟିଛି ସଞ୍ଜିବନୀ।
@swaramayeedas437
@swaramayeedas437 6 месяцев назад
ରାଜ୍ୟରେ ୯୫ ପ୍ରତିଶତ କଲେଜକୁ ଏହି ସ୍କଳରସିପ ମାଧ୍ୟମରେ ରାଜ୍ୟ ସରକାର ଟଙ୍କା ପାଇ ପିଲାମାନେ ବେଶ ଉପକୃତ ହୋଇପାରିବେ l
@ayeshapanda476
@ayeshapanda476 6 месяцев назад
ଆଗକୁ ଯୁକ୍ତତିନି ଓ ପିଜିର ସମସ୍ତ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ଯାଜିକ କାର୍ଡ ପ୍ରଦାନ କରାଯିବ , ମାର୍ଚ୍ଚ ୫ରେ ଏ ନେଇ ପଞ୍ଜୀକରଣ ଆରମ୍ଭ ହେବ
@Kamalakanta37
@Kamalakanta37 6 месяцев назад
ଛାତ୍ରବୃତ୍ତି ପାଇବା ଦ୍ୱାରା ପିଲା, ମାନଙ୍କର ଆର୍ଥିକ ସଙ୍କଟ ଦୂର ହେବା ସହିତ ପିଲାମାନେ ଖୁସିରେ ପାଠପଢିପାରିବେ ।
@ayeshapanda476
@ayeshapanda476 6 месяцев назад
ଅର୍ଥ ଅଭାବରୁ ଯେପରି କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଂଚିତ ନହୁଅନ୍ତି ସେଥିଲାଗି ଏହି ଯୋଜନା କରାଯାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ
@ayeshapanda476
@ayeshapanda476 6 месяцев назад
ଅଭାବ ଅସୁବିଧାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଲାଗି ନୂଆ-ଓ ସ୍କଲାରସିପ ସ୍କିମ ବରଦାନ ସଦୃଶ ହୋଇଛି
@aparichitamohanty7814
@aparichitamohanty7814 6 месяцев назад
ପ୍ରଥମ ଦିନରେ ‘୫-ଟି’ ତଥା ‘ନବୀନ ଓଡ଼ିଶା’ ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାର ମୋଟ ୫୭ଟି କଲେଜର ୨୮,୧୧୨ ଜଣ ଛାତଛାତ୍ରୀଙ୍କୁ ବୃତ୍ତିରାଶି ପ୍ରଦାନ କରିଛନ୍ତି ।
@aparichitamohanty7814
@aparichitamohanty7814 6 месяцев назад
ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ୨୦୨୪-୩୪ ଦଶକ ଯୁବପିଢ଼ିଙ୍କ ଯୁଗ ହେବ। ସେମାନଙ୍କୁ ସଶକ୍ତିକରଣ ଓ ଲକ୍ଷ୍ୟ ହାସଲ କରିବାକୁ ରାଜ୍ଯ ସରକାର କ୍ଷମତା ପ୍ରଦାନ କରିବେ।
@manoswinijena3884
@manoswinijena3884 6 месяцев назад
ବାପା, ମାଙ୍କ ଥିବା ଚିନ୍ତା ପିଲା ମାନଙ୍କ ପାଠପଢ଼ା ପାଇଁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଲୁକା କରୁଛନ୍ତି।
@ayeshapanda476
@ayeshapanda476 6 месяцев назад
ନୂଆ-ଓ ସ୍କଲାରସିପ ସ୍କିମରେ ରାଜ୍ଯର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ
@ayeshapanda476
@ayeshapanda476 6 месяцев назад
ନୂଆ-ଓ ସ୍କଲାରସିପ ଯୋଜନାରେ ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି
@ayeshapanda476
@ayeshapanda476 6 месяцев назад
ରାଜ୍ଯ ବଜେଟର ଏକ ବଡ଼ ଭାଗ ଯୁବ ବଜେଟ ପାଇଁ ବିନିଯୋଗ ହେବ , ଯୁବକଙ୍କ ସବୁ ସ୍ବପ୍ନକୁ ସାକାର କରିବେ ରାଜ୍ୟ ସରକାର
@aparichitamohanty7814
@aparichitamohanty7814 6 месяцев назад
ସମ୍ବଲପୁର ସହିତ ଦେବଗଡ଼ ୧୧ଟି କଲେଜରୁ ୩୪୨୪ ଜଣ ଓ ଅନୁଗୋଳ ଜିଲ୍ଲାର ୨୫ଟି କଲେଜରୁ ୧୧୨୬୫ ଜଣ ଛାତଛାତ୍ରୀଙ୍କୁ ବୃତ୍ତି ଅର୍ଥ ପ୍ରଦାନ କରାଯାଇଛି।
@aparichitamohanty7814
@aparichitamohanty7814 6 месяцев назад
ପୂର୍ବରୁ 5T ଅଧ୍ୟକ୍ଷଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଛାତ୍ରଛାତ୍ରୀମାନେ ଯେଉଁ ଦାବି ରଖିଥିଲେ ସେ ଦାବି ପାଣ୍ଡିଆନ୍ ବାବୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ଏବଂ ସେ ଦାବି ଆଜି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ।
@ayeshapanda476
@ayeshapanda476 6 месяцев назад
ନବୀନ ମ୍ଯାଜିକ କାର୍ଡ ଛାତ୍ରଛାତ୍ରୀଙ୍କୁ ୱାଇଫାଇ, ବହି କିଣା ଓ ଯାତ୍ରାରେ ରିହାତି ସହ କ୍ଯାରିୟର କାଉନସେଲିଂ ଓ ନିଯୁକ୍ତିରେ ସହାୟକ ହେବ
@biswabharatpatra666
@biswabharatpatra666 6 месяцев назад
Mahaprabhu jagannath nka pakhare prathana 🙏karuchi se navin babu 5t nku sarbada ashirvad karantu semane emiti gariba mana nka dukha dura karuthantu
@biswabharatpatra666
@biswabharatpatra666 6 месяцев назад
Ai students mana nka bapa maa eha dekhi bahut khusi hei navin babu 5t nku ashirvad 🙌 p bhala paiba deuthibe
@ayeshapanda476
@ayeshapanda476 6 месяцев назад
ନୂଆ-ଓ ମାଧ୍ୟମରେ ଆୟୋଜିତ କୋ-କରିକୁଲାର ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିବା ସହ ସ୍ଵପ୍ନକୁ ସାକାର କରିବାକୁ ବଳ ଯୋଗାଇବ
@Kamalakanta37
@Kamalakanta37 6 месяцев назад
ରାଜ୍ୟ ସରକାର ପୁଅ ପିଲାମାନଙ୍କୁ ୯ହଜାର ଟଙ୍କା ଏବଂ ଝିଅ ପିଲାମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ କର୍ଲା ସିପ ଦେଇଛନ୍ତି।
@ayeshapanda476
@ayeshapanda476 6 месяцев назад
ରାଜ୍ୟ ବଜେଟର ଏକ ବଡ଼ ଭାଗ ଯୁବ ବଜେଟ ପାଇଁ ବିନିଯୋଗ ହେବ ଏବଂ ଯୁବକଙ୍କ ସବୁ ସ୍ଵପ୍ନକୁ ସାକାର କରିବେ ରାଜ୍ୟ ସରକାର
@ayeshapanda476
@ayeshapanda476 6 месяцев назад
ଯୁବ ଶକ୍ତିକୁ ସାମର୍ଥ୍ୟ ଯୋଗାଇବାକୁ ଏବେଠୁ କାମ ଆରମ୍ଭ ହୋଇଛି , ରାଜ୍ୟର ୬ ହଜାର ୮୫୦ ହାଇସ୍କୁଲର iରୂପାନ୍ତରୀକରଣ ହୋଇଛି
@aparichitamohanty7814
@aparichitamohanty7814 6 месяцев назад
ପ୍ରଥମ ଦିନରେ ସମ୍ବଲପୁର ଜିଲ୍ଲାର ୨୧ଟି କଲେଜରୁ ୧୩୪୨୩ ଜଣ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଅର୍ଥ ପ୍ରଦାନ କରାଯାଇଛି।
@ayeshapanda476
@ayeshapanda476 6 месяцев назад
ଏହି ଯୋଜନା ନୂଆ ଓଡ଼ିଶା ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେବ ଏବଂ ଆଜିର ଦିନ ଛାତ୍ରଛାତ୍ରୀଙ୍କ ଲାଗି ଐତିହାସିକ ଦିନ ବୋଲି କହିଛନ୍ତି 5T ଅଧ୍ୟକ୍ଷ
@ayeshapanda476
@ayeshapanda476 6 месяцев назад
ସ୍କଲାରସିପ୍ ମିଳିବା ପରେ ଭାବ ବିହ୍ଵଳ ହୋଇ ପଡିଥିଲେ ଅନେକ ଛାତ୍ର ଛାତ୍ରୀ
@swaramayeedas437
@swaramayeedas437 6 месяцев назад
ଗରିବଗୁରୁବା ପରିବାରର ପିଲାମାନେ ଏହି ନୂଆ ଓ ଟଙ୍କାକୁ ପାଇ ଖୁସିରେ ପାଠପଢିପାରିବେ ଏଥିରେ ଟିକିଏ ହେଲେ ସନ୍ଦେହ ନାହିଁ l
@aparichitamohanty7814
@aparichitamohanty7814 6 месяцев назад
ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଆଜି ଯୁକ୍ତ ତିନି ଓ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ "ନୂଆ-ଓ ଛାତ୍ରବୃତ୍ତି" ପ୍ରଦାନ କରିଛନ୍ତି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ।
@Togetherwecan111
@Togetherwecan111 6 месяцев назад
ପିଲା ମାନେ ଆଗେଇଆସ । ୨୪ ବର୍ଷ ର ସରକାର ଆମ ଓଡ଼ିଶାକୁ ଗରିବ କରି ରଖିଛି। ଆମେ ଏ ସରକାରକୁ ଏକାଠି ହେଇ ରାଜ୍ୟରୁ ବାହାର କରିବା
@swaramayeedas437
@swaramayeedas437 6 месяцев назад
5t ର ଅଧକ୍ଷ ଭିକେ ପାଣ୍ଡିଆନ ସାରଙ୍କ ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ +3 ର ଛାତ୍ରଛାତ୍ରୀ ମାନଙ୍କୁ ୧୦ ହଜାର ଲେଖାଏଁ ଟଙ୍କା ଦେଇ ଭେଟି ଦେଇଛନ୍ତି ରାଜ୍ୟ ସରକାର l
@Kamalakanta37
@Kamalakanta37 6 месяцев назад
+3 ପଡ଼ୁଥିବା ଏବଂ PG କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ଛାତ୍ରବୃତ୍ତି ଟଙ୍କା ପ୍ରଦାନ କରିଛନ୍ତି । 5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
@biswabharatpatra666
@biswabharatpatra666 6 месяцев назад
Nua o chhatra bruti ku 5t Chhatra chhatri nka pakhare pahanchai chanti dhanyvad 🙏manybar mukhyamantri navin pattnaik nka bhali mukhyamantri samasta rajya ku abasyaka
@SUNILKANTT
@SUNILKANTT 6 месяцев назад
Jau mananka pakhare job nhi ki6i kama nhi se mananku government kon daba.
@biswabharatpatra666
@biswabharatpatra666 6 месяцев назад
Navin babu nkara ai aitihasika padakhep ku odisha basi swagata karuchhanti
@manoswinijena3884
@manoswinijena3884 6 месяцев назад
ଏହା ଦ୍ଵାରା ସଶକ୍ତିକରଣ ଓ ବିକାଶ ଧାରା ତ୍ବରାନ୍ବିତ ହେଉଛି।
@SUNILKANTT
@SUNILKANTT 6 месяцев назад
Jau mane study's sorei a6anti semane kon paibe government kon daba
@gautam4387
@gautam4387 6 месяцев назад
A pare sabu dadan khatite jibe
@Sadrimixadda
@Sadrimixadda 6 месяцев назад
Bhai sabu fake comment😂
Далее
ДОМИК ДЛЯ БЕРЕМЕННОЙ БЕЛКИ #cat
00:38