Тёмный

Odisha under fire after Army officer's fiancée allege harassment, assault || Kalinga TV 

Kalinga TV
Подписаться 3,4 млн
Просмотров 6 тыс.
50% 1

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
RU-vid: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 104   
@JayantkumarSethi
@JayantkumarSethi Час назад
DCP କୁ ସବୁ ଜଣା। ନିଜ ବିଭାଗ କୁ ବଞ୍ଚାଇବା ପାଇଁ କିଛି ମନଗଢା କାହାଣୀ ମିଡ଼ିଆ ଆଗରେ କହୁଛି ।
@sukantakumarmohanty4095
@sukantakumarmohanty4095 Час назад
Dcp ବହୁତ୍ ସଫେଇ ଦେଉଛନ୍ତି, ପୋଲିସ ର ଅତ୍ୟାଚାର କୁ ଘଣ୍ଟ ଘୋଡାଉଛନ୍ତି ତେଣୁ ଆଗେ Dcp କୁହନ୍ତୁ cctv କୁଆଡେ ଗଲା ? କଣ ତାକୁ ବି ପୋଲିସ ବାଲା ବିକି କି ପଇସା ଖାଇଗଲେ !!!! ତାଙ୍କୁ କଣ ଆଇଆଇସି ମାସିକ କୋଟା ଦେଉଥିଲେ କି !!!!!! ତେବେ କଣ ପାଇଁ ସେ ଘଣ୍ଟ ଘୋଡାଉଛନ୍ତି ? ତେଣୁ ମୋହନ ସରକାର ଙ୍କ ନିଦ ଭାଙ୍ଗୁ ଓ ଦୃଷ୍ଟାନ୍ତ ମୂଳକ ଆକ୍ସନ ନିଅନ୍ତୁ ।
@nirmalchandraray1859
@nirmalchandraray1859 Час назад
Mohan sarakar home department ra salari close up of disturbance carrier problem my Odisha with INDIA insalt now all world's so whose for no arrive dicipleane so for all home department salary closed and those servant create problems whose all anti corruption act content with attempt to murder cas act content now
@manaromaswain9328
@manaromaswain9328 Час назад
ମୋହନ ମାଝି ଙ୍କୁ ଅନୁରୋଧ , ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉ ,
@explorewithsonu188
@explorewithsonu188 Час назад
ପରମ ଚୋର
@nirakarsahoo7004
@nirakarsahoo7004 47 минут назад
​@@explorewithsonu188 ବନ୍ଧୁ , କିଛି ଚୋରି ହୋଇଛି କି ଆପଣଙ୍କ ର ?
@narendrabarik9855
@narendrabarik9855 Час назад
ଏ ପୋଲିସ ମାନଙ୍କୁ ସେନାରେ ଚାକିରୀ ଦିଆଯାଉ, ଡିସିପି କୁ ପ୍ରଥମେ
@sukantsahoo6351
@sukantsahoo6351 Час назад
ଖେଳ ଚାଲିଛି ସେଠି CCTV କଣ ହବ
@laxmidharjena9546
@laxmidharjena9546 Час назад
No cctv camera in police station. Great odisha police and great odisha government.
@sadhudas2758
@sadhudas2758 Час назад
ମୋହନ ସରକାର କିଛି ଜାଣି ପାରୁନି । ବେ ସୁନୀତି ମୁଣ୍ଡ କୁ ତୁମେ ବାଡେଇ ଥିଲ
@balaramjena1687
@balaramjena1687 Час назад
ଭାଇ ଜୀବନରେ ଯେତେ ହଇରାଣ ହେଇକି ମରିଯିବ ହେଲେ କେବେ ବି ଏଇ ପୋଲିସ ଥାନା କୁ ଯିବି ନାହିଁ ଆଉ।।। ଇଏ ପୋଲିସ ଥାନା କି ଗୋଟେ ଯମ ଜନ୍ତା ଜାଣିପାରୁନି।। ଏମାନଙ୍କୁ ସାହାଯ୍ୟ ମାଗିବାକୁ ଯିବା ଅପେକ୍ଷା ନିଜ ସାହସ ରେ ଲଢ଼ିବା ଶିଖ।।।
@SeturaajaMajhi
@SeturaajaMajhi Час назад
Drama like Zomato case girl ସଠିକ ତଦନ୍ତ କରାଯାଉ.. , ପୋଡ଼ାମୁହିଁର ଅସଲ ଚ଼େହେରା ଦିଶୁ
@jayjagannath2569
@jayjagannath2569 Час назад
Suspend ନୁହେଁ sir arrest କରୀକି ଜେଲ୍ ପଠାନ୍ତୁ
@gopalkrishnapattnaik5313
@gopalkrishnapattnaik5313 Час назад
🎉WHY WORRIED ?? LEGAL ACTION IS ON RIGHT DIRECTION ... . CASE IS SUPERVISED BY HIGH COURT.. GOVT IS ON RIGHT PATH.
@PoojaBiswal-p4j
@PoojaBiswal-p4j Час назад
Dcp like ....Apun Ips hai ...kuch bhi bolega😂😂😂😂
@ambarishswain3233
@ambarishswain3233 Час назад
DCP ku aga dismiss kara jau
@Binodkumarpanigrahi2187
@Binodkumarpanigrahi2187 Час назад
ବିଜେପି ନିର୍ଲଜ୍ଜ, ଦେଶସାରା ଲଜ୍ଜା ଲଜ୍ଜା ଲଜ୍ଜା, ଏ ସରକାର କୁ ନେଇ ଓଡିଶା ବାସୀ କଣ ଆଶା ରଖିବେ?ନବୀନ ପଟ୍ଟନାୟକଙ୍କ ଶାସନ୍ ଖୁବ୍ ଭଲ ଥିଲା,
@nirakarsahoo7004
@nirakarsahoo7004 48 минут назад
ବନ୍ଧୁ , ଏ ଘଟଣା ହେଉଛି ବିଗତ ସରକାର ର ୨୪ ବର୍ଷର କଳା କାରନାମାର ଏକ ନିଛକ ଉଦାହରଣ । ବନ୍ଧୁ , ଇତିଶ୍ରୀ, ବେବିନା, ମାଧବିଲତା ମମିତା ମେହେର ଘଟଣା ସବୁ କୁ ମନେ ପକାନ୍ତୁ , ଉତ୍ତର ପାଇ ଯିବେ , ବିଗତ ସରକାର ର ମୁଖ୍ୟ ନବୀନ ବାବୁଙ୍କ "ଆଇନ୍ ତା ବାଟରେ ଯିବ" ଏକ ପ୍ରହସନ ଥିଲା । ବନ୍ଧୁ , ଏ ନୂଆ ସରକାର ର କାର୍ଯ୍ୟଧାରାକୁ ଲକ୍ଷ କରି ମତାମତ ରଖନ୍ତୁ, ଅଯଥାରେ ନିନ୍ଦିତ ହୁଅନ୍ତୁ ନାହିଁ ।
@saineshree
@saineshree 3 минуты назад
ରାଜ୍ୟପାଳ ପୁଅ ମରିଥବା କଥା କୁଆଡେ ଗଲା, ରାଷ୍ଟ୍ରପତି ଓଡିଶା ଆସିବା ସମୟରେ ଜଣେ psi ଙ୍କୁ ମାଡ ଏବଂ ପ୍ରଧାନମନ୍ତ୍ରୀ ଓଡିଶା ଆସିବା ସମୟରେ ଜଣେ ଆର୍ମି ଯବାନ ପରିବାରଙ୍କୁ ମାଡ। ଏହା କେତେଦୂର ଠିକ
@PrasantaMohapatra-yg8fo
@PrasantaMohapatra-yg8fo 32 минуты назад
ପୋଲିସ ଇଙ୍ଗ୍ରେଜ ମାନଙ୍କ ପରି କାମ କରୁଛି। ରାତି ୨ଟା ଵେଳେ ଜଣେ ଝିଅ ତା ଵନ୍ଧୁ ସହିତ କଣ ମାଡ ପିଟ କରିଵାକ ଥାନାକୁ ଯାଇଥିଲା? ଡିସିପି ଙ୍କ କଥା ଅତ୍ଯନ୍ତ ହାସ୍ୟାସ୍ପଦ। ମନେରଖିଵା ଦରକାର..... ସ୍ୱାଧୀନତା ର ୭୫ ବର୍ଷ ଅତିବାହିତ ହେବା ପରେ ଆଜି ଅଫିସର ମୋହଦୟ ଯେଉଁ କଥା କହୁଛନ୍ତି ତାହା ଅତ୍ଯନ୍ତ ହାସ୍ୟାସ୍ପଦ।
@dravaranibal590
@dravaranibal590 20 минут назад
ରାଜ୍ୟପାଳ ପୁଅ odisha police କୁ ପିଟିଲା କିଛି କରିପାରିଲେନି, ଏବେ non Odia ଙ୍କ ପାଇଁ odisha police କାହିଁକି ଦଣ୍ଡ ପାଇବେ
@debendranathpal813
@debendranathpal813 34 минуты назад
DCP ବାବୁ ଯିଏ କେହି ବି ବିଭାଗ ରେ ପ୍ରଶ୍ନ ଉଠେଇଲେ, ଆପଣ ଙ୍କ ଅଫିସର ଓ ଆପଣ ନିଯେ କୁହନ୍ତି କି ସେ ଦୁର୍ବ୍ୟବହାର ପୋଲିସ ଙ୍କୁ କରିଲା। ଏତେ ଆପଣ ସତ କି? ସେନା ରେ ସେବାରତ କର୍ମି ଟିଏ ତାଙ୍କୁ ଜଣା ନାହିଁ ଭଦ୍ରତା ଆଚାର କି??,ଶିକ୍ଷିତ ନାରୀ ଟିଏ ସେ କଣ ମଦ ପିଇ ଆସିଲେ ତାଙ୍କ ଚୋରି ଅଭିଯୋଗରେ କହିବା କୁ?? ସେଭଳି କିଛି ବି ଲାଗୁନି। ଆପଣ ଏତେ ଅଭ୍ୟାସି ଅଛନ୍ତି ମିଛ କୁ ସତ କରିବାକୁ ବୋଧେ ବିଜେଡି ସରକାର ବେଳୁଉଁ!!ଏଭଳି ମନ ଗଢା କଥା ଶୁଣି ପୁରା ଓଡ଼ିଶା ଅସୁରକ୍ଷିତ ମନେ ହୁଏ। ଲୋକ ଅଭିଯୋଗ କରିବାକୁ ଯାଇ ଯଦି ହସ୍ପିଟାଲ ରେ ଭର୍ତ୍ତି ହୁଏ ତେବେ ପୋଲିସ୍ କିଭଳୀ ବନ୍ଧୁ ଟିଏ ହୋଇ ସେବା ଦେବ ସାଧାରଣ ଲୋକଙ୍କ ପାଇଁ।
@goutampraharaj
@goutampraharaj Час назад
DCP aga kahu tanka official dress kana? DCP kana lungi pindhi office aase? CCTV kuade gala? Written explanation dau
@balaramjena1687
@balaramjena1687 Час назад
DCP ମହୋଦୟ ଏମିତି କଥା ସବୁ କହିଦେଲେ ଗଲେ ।। ହେଲେ ଆଗ ଓଡ଼ିଶାର ସବୁ ଜନତା ଙ୍କୁ ଜବାବ ଦିଅନ୍ତୁ ଥାନା ରେ cctv kuade ଗଲା।। ଏତେ କଥା କହିବାକୁ କିଏ କହୁଚି ସିଧା cctv footage ଦେଖାନ୍ତୁ।। Cctv ବିକ୍ରି କରିକି ଖାଇଦେଇଚ ବୋଧେ
@skindoctor21
@skindoctor21 26 минут назад
ଜାତୀୟ ଖବର ହଉ ଆଉ ଓଡିଶା କୁ ବଦନାମ୍ କରାଯାଉ
@dravaranibal590
@dravaranibal590 19 минут назад
ସରକାରଙ୍କୁ ଜଗନ୍ନାଥଙ୍କ ରାଣ ନିରପେକ୍ଷ ତଦନ୍ତ କର
@PrasantaMohapatra-yg8fo
@PrasantaMohapatra-yg8fo 38 минут назад
ଏ ପୋଲିସ ଅଫିସର ନିଜ ଡିପାଟମେଣ୍ଟ ପାଇଁ ମିଛ କହୁଛି।
@vikramkesharibehera1616
@vikramkesharibehera1616 49 минут назад
ସାନ ଚୋର କୁ Enquary ପାଇଁ ବଡ଼ ଚୋର ଯିବେ 😂😂😂
@majhibhai8346
@majhibhai8346 Час назад
DCP jo bol rehe hai, madam ko dekh k nahi lagta ki DCP sach bol raha hai....
@prakashbehera1612
@prakashbehera1612 59 минут назад
Palice ର ଅପାରଗତା ଦୁର୍ବଳ ଆଗରୁ ନଜିର୍ ଅଛି କାର୍ଯ୍ୟାନୁଷ୍ଠାନ କଠୋର ଦଣ୍ଡ ହେବା ଆବଶ୍ୟକ ରହିଛି
@aniltripathi7997
@aniltripathi7997 32 минуты назад
DCP Prateek Singh, should be summoned by the Court and independent judicial inquiry be completed in the time line .
@ashoktakri512
@ashoktakri512 8 минут назад
I request the government Please suspend the DCP quickie
@dravaranibal590
@dravaranibal590 21 минуту назад
Political issu କରି ବିଚରା police ମାନଙ୍କୁ ଫସାନ୍ତୁ ନାହିଁ
@umashankarsahu23
@umashankarsahu23 Час назад
DCP can you tell why CCTV camera not there???
@sukantsahoo6351
@sukantsahoo6351 Час назад
CCtV sure gayeb kara jaichi
@civilengineering3438
@civilengineering3438 18 минут назад
Thank you our Hon Chief Minister Sir.we are proud of you.
@purnasingh7201
@purnasingh7201 2 часа назад
Dcp not telling the truth
@satyajeetsamal6035
@satyajeetsamal6035 Час назад
Well done Odisha police, Indian Army is praised globally and harassed in a police station
@BhagabatiKhillo-vf9xr
@BhagabatiKhillo-vf9xr 15 минут назад
I Love from odisha Cm❤❤❤❤❤
@jagannathsahu4782
@jagannathsahu4782 Час назад
DCP DCP
@ArunDas-hc5zz
@ArunDas-hc5zz 35 минут назад
ତଦନ୍ତ , ବହୁ ଆଡମ୍ବର ଲଘୁ କ୍ରିୟା
@vikramkesharibehera1616
@vikramkesharibehera1616 47 минут назад
ତାରିଖ ପରେ ତାରିଖ ---😂😂😂
@subodhmaharana1520
@subodhmaharana1520 27 минут назад
Home minister Mohan Majhi is responsible for this. He should immediately resign from his post.
@narendrabarik9855
@narendrabarik9855 Час назад
ଡିସିପି ଗାଲୁଆ ପାଟି ଖଣିମାରୁଛି
@BhagabatiKhillo-vf9xr
@BhagabatiKhillo-vf9xr 17 минут назад
Judge for police
@l.p.sahoo2023
@l.p.sahoo2023 13 минут назад
ଆମ sarkar ଆପଣ ନିଜେ,ତେଣୁ tk thikse media revnijalu present karantu
@BipinChandraMadkami
@BipinChandraMadkami Час назад
Yeh dcp ta hindi kahiba bala kintu yeh ta hindi kahila bele pati lagi jauchi yeh kana sata kahiba
@satyajeetsamal6035
@satyajeetsamal6035 56 минут назад
Why did Major and his friend get tensed over the police officer and staff that the DCP must explain to the public
@kanhukunda3104
@kanhukunda3104 58 минут назад
ଶଳା,କୁ,ଫାଶୀ,ଦରକାର
@herambachandradani9955
@herambachandradani9955 6 минут назад
DCP Pratik Singh is the real culprit. His statement infront media is showing his Direct investment
@dravaranibal590
@dravaranibal590 20 минут назад
ପୀଡ଼ିତା ମିଛ କହୁଛି
@r.byoutubechannel6861
@r.byoutubechannel6861 Минуту назад
Cctv camera check kara
@dravaranibal590
@dravaranibal590 24 минуты назад
Please save the ODISHA POLICE
@BhagabatiKhillo-vf9xr
@BhagabatiKhillo-vf9xr 11 минут назад
Odisha Police ku suspended karo be❤❤❤❤❤❤
@JagannathSahoo-vb4rj
@JagannathSahoo-vb4rj Час назад
ଏ ଡି ସି ପି ଦରୁଆନ ତୁ ଭିଡିଓ ଦେଖା କ'ଣ ତୋର ପ୍ରମାଣ ଅଛି ଦେଖା ଏତେ କଥା ପାଟିରେ ବକୁଛୁ କ'ଣ ମେଡିଆ ଭାଇଙ୍କ ସହିତ, ପୋଲିସ ବାଲା ବଡ଼ ଭକୁଆ
@bharatbayash1146
@bharatbayash1146 51 минуту назад
Odisha sarkar ra ae doshi police manakar upare strict action nou,suspend re kaam chaliba naahi ,sidha dismis,
@dravaranibal590
@dravaranibal590 18 минут назад
DCP IS CORRECT 💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯 💯💯💯💯💯💯💯💯💯💯💯💯
@KirtanBiswal-hb4fp
@KirtanBiswal-hb4fp Час назад
Don't wait action take dont do like manipur or W B medicall case where odisha is peace full state
@ramchandrarout2561
@ramchandrarout2561 50 минут назад
Dcp ra managadha katha atisighra suspended police nku arrest karajau
@RahulKumar-mt8hn
@RahulKumar-mt8hn Час назад
Woh Major khud hi FIR likh rha tha.... Police officer Jhuth bol rahe hai
@krushnaprasadmohanty3831
@krushnaprasadmohanty3831 Час назад
ବିଜେପି ସରକାରକୁୁ ୧୦୦ ଦିନ ପୁରିଗଲା - ଟଙ୍କା ୫୦୦୦ ( ବର୍ଷ କୁ ୫୦୦୦୦ ) ଦେଇକି ନିର୍ବାଚନ ପ୍ରତିଶ୍ରୁତି ରଖିଲେ - ସୁଭଦ୍ରା ଯୋଜନା - ଆଦର୍ଶ ଥାନାରେ ଅଭିଯୋଗକାରିଣୀ ଯୁବତୀ କୁ ଦିଆଗଲା ଯୋୖନ ନିର୍ଯ୍ୟାତନା ‌- ଏହାହିଁ ମୋହନ ସରକାରଙ୍କ ଆଦର୍ଶ ।
@nirakarsahoo7004
@nirakarsahoo7004 44 минуты назад
ବନ୍ଧୁ , ଏ ସବୁ ହେଉଛି ପୂର୍ବ ସରକାର ଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ଫଳାଫଳ । ବନ୍ଧୁ , ସମୟ କୁ ଅପେକ୍ଷା ରଖନ୍ତୁ ପୋଲିସ ବିଭାଗର ଚରିତ୍ର ରେ ସୁଧାର ଆସିବ ନିଶ୍ଚିତ ।
@pratapjhankar8251
@pratapjhankar8251 12 минут назад
Dcp bhul kahu chhanti
@PrasannaRay-j8c
@PrasannaRay-j8c Час назад
Police very fear for job, Dar nahi, sahas dekhao
@manaromaswain9328
@manaromaswain9328 Час назад
# justice ⚖️ for Ankita
@SanjayMahankudSanju
@SanjayMahankudSanju 47 минут назад
Army salute Jay hind
@amitkumarnayak8984
@amitkumarnayak8984 13 минут назад
Dcp soch soch ke bol raha he jhute odisha police
@priyabratrout4298
@priyabratrout4298 40 минут назад
DCP police departments bare me kuch nehi bolrehe only ,first suspended DCP
@rajeshbehera8116
@rajeshbehera8116 Час назад
DGP KHURANIA KU TRANSFER KARA HARIYANA/ PUNJAB KU CONGRESS FULL TIGHT KARIDEBA
@upgradeindia1407
@upgradeindia1407 56 минут назад
Major sahitha kemiti bandhabi thile
@sunilkumarpatnaik6953
@sunilkumarpatnaik6953 Час назад
Odia Loka sabu NIRLAJA..... Samastey STRONG ACTION paain DEMAND kariba uchit. ...TOP TO BOTTOM responsible officers and supporting & hiding truth by the officers Nku SEVER PUNISHMENT heba darakar. ....
@baikunthanathacreationsnay1414
@baikunthanathacreationsnay1414 28 минут назад
@manojkumarsahoo3119
@manojkumarsahoo3119 57 минут назад
From the video it is revealed that all the health conditions of the police personnel are not in good condition because they are very fatty and obese. It is very mandatory that all police officials should be fit. Please fellow Mr. Arun sir former dg sir. Then khurania sir he also served BSF. He knows how Discipline is maintained his intervention is required.
@AjikyaAjikya
@AjikyaAjikya Час назад
Cbi kichi kama ku nahi
@srikantakumarpradhansrikantaku
Fasi dia
@PrasannaRay-j8c
@PrasannaRay-j8c Час назад
Police of Odisha are curropted, As an Odia we suffered the same , B J P Govt support to Police , Why because that their habit,
@sarojsahoo1643
@sarojsahoo1643 46 минут назад
E pane sabu chaka kichi jani nainti
@spradhan6835
@spradhan6835 Час назад
World re bharatpur lazya
@dravaranibal590
@dravaranibal590 23 минуты назад
Non odia kya kara rahihe thana me
@pravatimohapatra9364
@pravatimohapatra9364 Час назад
Apananka purba ru jou police dsp kahuthile sie pura police mananka support karuthile
@anuanshu2619
@anuanshu2619 54 минуты назад
Orrissa india me hi nahi hai......
@sudamhansdah2698
@sudamhansdah2698 Час назад
Modua kichhi kohidele doso officer kole kichhinai
@samajmusicofficial2458
@samajmusicofficial2458 Час назад
Anya case bele news chhanel chup rahibe gote gariba jhia heithile sabu chup kintu e gote chartlss grrl ratire tokaa dhariii buluchhi policee ku maruchhi michha bi kahuuchiii kintu desa sara action. Narri udhhattt
@TrilochanPadhan-u7y
@TrilochanPadhan-u7y Час назад
Apnedekhahe..bat.gadbadhe..jhut.jaldi.pardafashoga
@sushantsingh2166
@sushantsingh2166 46 минут назад
Chi chi ki lajya aparantya bandha hoi bahiskar hoi nahanti
@user-jh8kx3lz3j
@user-jh8kx3lz3j Час назад
MOHAN Majhi.thokuchhi
@samajmusicofficial2458
@samajmusicofficial2458 Час назад
Nari mane ebe langala heo ratii re toka ddhari bulibaee olati casee debe
@sudarsankumar3165
@sudarsankumar3165 22 минуты назад
BJD jemiti BJP semiti BJD Government time re madhya amiti anek cases achhi Ea BJP Government madhya kichhi karipariba nahin, ତାଙ୍କର ଚାକିରୀ କୁ ବନ୍ଦ କଲେ ସିନା ହେବା Suspend kale ଲାଭ କଣ ,
@Kisha-d4m
@Kisha-d4m 50 минут назад
Jadi athi paine aate tumbitufana. Rajyapalanka pua karithiba kanda paine samaste chup kahin?
@sanjitakumarbehera4583
@sanjitakumarbehera4583 40 минут назад
Manibar chief minister ehi police manku turant kashmir patha jau atanka badi manka saha ladhiba pain tebe jaiki jana padiba army balanka kama kan
@batakrushnabehera3520
@batakrushnabehera3520 Час назад
Lier police officer
@ajayakumarjena4653
@ajayakumarjena4653 Час назад
You are not perfect pls tell truth
@AJ.....440
@AJ.....440 2 часа назад
CCTV video viral tike jauthi mahila au tanka sathi mada piki dance kariki kn kn karuchanti dekha jaau
@dm5665
@dm5665 19 минут назад
Hindi kahinki kahucha ebe
@abhisekraj1431
@abhisekraj1431 2 часа назад
Yaku police pitichi hele deha re daga nhin... Khali micha katha kahuchi ye madali jhia
@AJ.....440
@AJ.....440 2 часа назад
Mada piki dance kemiti karuchi video viral heuchi CCTV video dekha jau tapare jana padiba sata ta kn
@nirmalchandraray1859
@nirmalchandraray1859 Час назад
0:35
Далее
А вам, слабо?
00:22
Просмотров 37 тыс.
Bike Vs Tricycle Fast Challenge
00:43
Просмотров 39 млн