Тёмный

Odisha woman fights legal battle to get husband freed from jail 

OTV
Подписаться 11 млн
Просмотров 908 тыс.
50% 1

Odisha woman fights legal battle to get husband freed from jail
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RU-vid: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 828   
@rakeshsethy2714
@rakeshsethy2714 2 года назад
ମୋର ହାଇ କୋର୍ଟ କୁ ଏତିକି ଅନୁରୋଧ ଦୟାକରି ଏତେ ବଡ଼ ସଜ୍ଜା ଦିଅନ୍ତୁନି ଦୟାକରି ମାନ୍ୟବର ଜଜ୍ ତାଙ୍କର ନିଷ୍ପତ୍ତି ବଦଳାଇ ସଜ୍ଜା କୁ ହାଲୁକା କରିଦିଅନ୍ତୁ 🙏🏻🙏🏻 ଫଳରେ ଦୁହେଁ ପକ୍ଷରେ ବଞ୍ଚିବାକୁ ସମ୍ଭବ ପର ହୋଇପାରିବ 🙏🏻🙏🏻🙏🏻 plz plz plz
@bapipatra2733
@bapipatra2733 2 года назад
Thaks
@pramod...tarbha8864
@pramod...tarbha8864 2 года назад
Great bro 😊
@rakeshsethy2714
@rakeshsethy2714 2 года назад
@@pramod...tarbha8864 not great Just humanity 🙂🙂
@raghunathmajhi6650
@raghunathmajhi6650 2 года назад
ଗ୍ରେଟ୍ ❤️❤️❤️❤️❤️❤️❤️
@rakeshsethy2714
@rakeshsethy2714 2 года назад
@@raghunathmajhi6650 🙏🏻🙏🏻
@ratankumarmahapatra7086
@ratankumarmahapatra7086 2 года назад
ଲୋକ murder କରି ଖସି ଯାଉଛନ୍ତି ସିଏ ପ୍ରେମ କଲା ବାହା ହେଲା କଣ ଜେଲ୍ ହେବ
@laxmipriyaraula7696
@laxmipriyaraula7696 2 года назад
U r ri8
@subhalaxmisethi4857
@subhalaxmisethi4857 2 года назад
right 👍
@rinagajamukuta748
@rinagajamukuta748 2 года назад
ଆଇନ ନା ଅନ୍ଧ ଛି ପ୍ରେମ କଲେ ଦଶବର୍ଷ ସଜା ମଡର କଲେ ଗୋଟେ ସପ୍ତାହରେ ମାପ ବା ବା ରେ ଆଇନ ତତେ ସଲାମ 🙏🙏🙏🙏🙏🙏 ଛି ଛି.......
@pinkimuhani7845
@pinkimuhani7845 2 года назад
Obsolutely right
@jagadishnaik4459
@jagadishnaik4459 2 года назад
Right b
@bijaykumarexpress4u519
@bijaykumarexpress4u519 2 года назад
Actually ନିୟମର କୌଣସି ଗଣ୍ଡିମଣ୍ଡି ଠିକ ଠିକଣା ନାହିଁ... ଗାଁ ଗଳିରେ କେତେ ଅଛନ୍ତି କମ ବୟସରେ ବାହା ହେଇଛଅନ୍ତି କାଇଁ ସେମାନଙ୍କୁ ଖୋଜି ଧରିକି ନେଉନ? ଥରେ ଭାବିଛଅନ୍ତି ସେ କେତେ କଷ୍ଟ ଏକୁଟିଆ କାମ କରି ଚଳୁଛି...? ଲୋକ ହତ୍ୟା କରି ଖୋଲାସ ହେଉଛନ୍ତି ଇଏ... କଣ ବା ଏମିତି ଭୁଲ କରି ଦେଲେ ଯେ 20 ବର୍ଷ ଜେଲ... ବାଃ... ବାଃ ତୁମ ଦଣ୍ଡ ବିଧାନ... ଯଦି ସମସ୍ତଙ୍କ ପାଇଁ ନିୟମ ଟା ଲାଗୁ କରି ପାରୁନ ତେବେ... ଗୋଟେ କି 2 ଟା ନିରୀହ ମଣିଷ ପାଇଁ ନିୟମ କର ନାହିଁ
@kshirodchandra8608
@kshirodchandra8608 2 года назад
Bala rule jahaku saza miliba katha miluni Jahaku na miliba katha miluchhi👍
@sumitlenka9096
@sumitlenka9096 2 года назад
Right 👍 bro
@badaldkl7921
@badaldkl7921 2 года назад
ଶଳା ବାଳ ନିୟମ ଶଳା ମଣିଷ ମାରିଲେ 14ବର୍ଷ। ଲଭ କଲେ 20ବର୍ଷ।ବା ବା ରେ ଆଇନ୍
@raghunathsahoo179
@raghunathsahoo179 2 года назад
ଏ ଆଇନ୍ କାନୁନ୍ କେବଳ ବଢଲେକ ଙ୍କ ପାଇଁ
@niranjan12362
@niranjan12362 2 года назад
Tathapi garbare kahiba ame Odia ...aaaa thuuuuu
@bhabeshkumar7271
@bhabeshkumar7271 2 года назад
ଲୋକେ ମଡର କରି ବିନ୍‌ଦାସ୍‌ ରେ ବୁଲୁଛନ୍ତି,,,,,ଏଠି କି ଆଈନ୍‌ ବୁଝିହଉନି
@pinkimuhani7845
@pinkimuhani7845 2 года назад
Right sir
@ajayamaharanavestige3496
@ajayamaharanavestige3496 2 года назад
Right sir
@ରୋମୀଓ
@ରୋମୀଓ 2 года назад
ମୋ ବାଳ ନିୟମ ପୁଅ ରାଜୀ ଝିଅ ରାଜୀ ଆଇନ୍ ଏଵେ ସେ ଝିଅକୁ ଖାଈବାକୁ ଦୋଉନୀ ଦେଖୀବା ମୋ ଵାଳ ନିୟମ ଏ ନିୟମ କୁ ଆମେ ମାନୁ ନୁ
@parameswarsingh8325
@parameswarsingh8325 2 года назад
😆😆😆
@chandanaagouri6791
@chandanaagouri6791 2 года назад
Right
@shilpamohanty6093
@shilpamohanty6093 2 года назад
Jie murder karidauchi aau kouthi pua jhiaku sasu ghara loka bohu ku marideleni se case abebi pending achhi a gote bhul dekha gala ama sarkar nku🙏🙏🙏
@piyushrajkumar15
@piyushrajkumar15 2 года назад
ଏ ସମ୍ବିଧାନ କୁ ପରିବର୍ତନ କରିବାର ସମୟ ଆସିଗଲାଣି ଦିର୍ଘ 72ବର୍ଷ ଭିତରେ ଆମେ ବହୁତ ଅଜବ ଆଇନ କାନୁନ ଆମେ ଦେଖିସାରିଲିଣୁ. ତେଣୁ ଏହାର ତର୍ଜମା ନିହାତି ଦରକାର
@Dinesh-mn2uf
@Dinesh-mn2uf 2 года назад
@@piyushrajkumar15 yes , but is it possible ?
@myvillage7762
@myvillage7762 2 года назад
ମାନ୍ୟବର କୋର୍ଟଙ୍କୁ ମୋର ଅନୁରୋଧ ଏହାକୁ ନିର୍ଦୋଷରେ ଖଲାସ କରଂତୁ 🙏🙏🙏🙏
@riyriymusic4933
@riyriymusic4933 2 года назад
🙏🙏🙏🙏🙏
@bulipradhan2476
@bulipradhan2476 2 года назад
ତାଙ୍କ ସ୍ବାମୀଙ୍କୁ ଛାଡ଼ି ଦିଅନ୍ତୁ sir 🙏🙏
@harihardewangan8460
@harihardewangan8460 2 года назад
ଏଇଟା ଅନ୍ୟାୟ ବାହା ହେଲା ପରେ ତାଙ୍କୁ ଖୁସିର ରହିବାକୁ ଦିଅନ୍ତୁ।ପ୍ରଥମେ ଜେଲ ହେଲା ଠିକ୍ କିନ୍ତୁ ବାଳିକ ହେଲାପରେ ତାଙ୍କୁ ବିବାହ ହେବାର ଅଧିକାର ଅଛି
@narendrahansda6082
@narendrahansda6082 2 года назад
LOVE IS LIFE 🌹🌹🌹 PLEASE RELEASE HIM🙏🙏🙏🙏
@sumitnayak396
@sumitnayak396 2 года назад
Ha Bhai 🥺🥺🥺
@shivathapashiva2704
@shivathapashiva2704 2 года назад
B
@comedy.everyday
@comedy.everyday 2 года назад
Yeah please 😭😭😭
@comedypatha
@comedypatha 2 года назад
Bhai re sadharan loka hi panishment paibe baki bada badia ka katha ta alaga
@rajkumarb8763
@rajkumarb8763 2 года назад
ବହୁତ୍ ବଡ଼ ଦୁଃଖର ବିଷୟ 😭😭😭 ମୁଁ ନିଜେ ସାହାଯ୍ୟ କରିପାରିବିନି,କିନ୍ତୁ ଅନ୍ୟ ଙ୍କ ଏହି ପ୍ରତି ଦୁଃଖ ଦାୟକ କୁ,ମୁ ଦେଖିକି ସହିପରିବିନି 😭 ବହୁତ୍ ବଡ଼ ସୀମା ପାର ହେଇଯାଇଛି,,, ୟାଙ୍କୁ ନ୍ୟାୟ ଦିଆ ଯାଉ 🙏🙏🙏 😭😭😭😭
@riyriymusic4933
@riyriymusic4933 2 года назад
👌👌👌👌👌
@kanta5864
@kanta5864 2 года назад
ମାନ୍ୟବର କୋର୍ଟ🙏 କୁ ଅନୁରୋଧ କରୁଛି ଜେ ତାଙ୍କର ନିଷ୍ପତି କୁ ବଦଳାଇ ସଜ୍ଜା କୁ ହାଲୁକା କରିଦିଅନ୍ତୁ ବଞ୍ଚିବାକୁ ସମ୍ଭବ ପରା ହୋଇପାରିବ ପ୍ଲିଜ୍ ପ୍ଲଜ୍😭😭😭 ଧନ୍ୟବାଦ୍ ନମ୍ବସ୍କାର ପ୍ଲିଜ୍ ଭାଇମାନେ ଏବଂ ଦିଦି ମାନେ ଚାହୁଛନ୍ତି ତା ହେଲେ video କୁ shear କରନ୍ତୁ 🙏😭🙏😭
@rahasnaikvirkapadakldvideo4582
@rahasnaikvirkapadakldvideo4582 2 года назад
Thiki katha
@anandkaibartta9014
@anandkaibartta9014 2 года назад
High court bhul saja deichhi please jail ru chhadi diajau...
@ଚଗଲାଟୋକା
@ଚଗଲାଟୋକା 2 года назад
ରେପ murder କରି 14 ବର୍ଷ ପରେ ଫାଶୀ ପାଉଛନ୍ତି. ଇ ସେଇ ଆଇନ ଯୋଉଟା ପ୍ରେମ ପାଇଁ ବି ଫାଶୀ ଦଉଚି. ଫାଶୀ ନୁହଁ ଟା ଆଉ କଣ ଏ
@ରୋମୀଓ
@ରୋମୀଓ 2 года назад
ଝିଅ ଜଦି ରାଜୀ ଅଛି ସେ ପୁଅକୁ ଜେଲେ କେମୀତୀ ହେଲା
@arunkumarmahakur80
@arunkumarmahakur80 2 года назад
Jhia ta pua biruddhare first case karithiba sethi pain
@riyriymusic4933
@riyriymusic4933 2 года назад
😂😂😂😂😂
@sipunudehuri9886
@sipunudehuri9886 2 года назад
ତାକୁ ଛାଡିଦିଅନ୍ତୁ ଜଜ୍ ସାର୍ 🙏🙏🙏🙏 ମୋର ଏତିକି ପ୍ରାର୍ଥନା 😔😔
@shreecard3032
@shreecard3032 2 года назад
PLEASE HELP AVAGINI SOME NGO TO FACE COURT ACT
@tulsimeher9979
@tulsimeher9979 2 года назад
ସେମିତି ଭଲ ପୁଅ ମାନଙ୍କୁ ଆଇନ୍ ମାଓବାଦୀ ବନିବାକୁ ବନିବାକୁ ବାଦୟ କରେ
@ରୋମୀଓ
@ରୋମୀଓ 2 года назад
ଜଦଲି ସେ ପୁଅକୁ ଵାହାର କରାଜାଉ ମୋ ବାଳ ନିୟମ ବାହାର କରୁଛ ତମେ
@pankajnayak4829
@pankajnayak4829 2 года назад
Love is a most beautiful things which can't be explained ... Please release him🥺🙏🙏🙏🙏
@devilsdevils4576
@devilsdevils4576 2 года назад
ଛି... ଛି.... ଏଇ ଭାରତର ସମ୍ବିଧାନ ଓ ଆଇନ କୁ, ଲୋକ ମଡ଼ର କରିବି ସେତିକି ସଜା କାଟୁନାହାନ୍ତି, କିନ୍ତୁ ଏ ମାନେ ପ୍ରେମ କଲେ ଓ ଜୀବନସାଥୀ ରୂପରେ ଦୁଇ ଦୁହିଁଙ୍କୁ ବାଛିନେଇ ବିବାହ ବି କରିଛନ୍ତି, ଏଇଟା କଣ ଭୁଲ, ଏଥିପାଇଁ ମୁଁ ମାନ୍ୟବର କୋୖର୍ଟ ଅଧିକାରୀଙ୍କୁ ଅନୁରୋଧ କରୁଛି, ଯେମିତିକି ଦୁଇଜଣ ହସଖୁସି ରେ ଜୀବନ ଯାପନ କରିବେ ତା ପ୍ରତି ଦୟାକରି ଧ୍ୟାନ ଦିଅନ୍ତୁ,
@prasantacreation614
@prasantacreation614 2 года назад
ମାନ୍ୟବର କୋର୍ଟ କୁ ଅନୁରୋଧ ଏହାକୁ ନିର୍ଦ୍ଦୋଷ ରେ ଛାଡି ଦିଅନ୍ତୁ
@SSMV22
@SSMV22 2 года назад
Please release him as soon as possible
@kanhucharan5487
@kanhucharan5487 2 года назад
ମାନ୍ୟବର ହାଇକୋର୍ଟ ଙ୍କୁ ବିନୀତ ଅନୁରୋଧ ବର୍ତ୍ତମାନ ସେ ଭାଇ ଜଣକ ତିନିବର୍ଷ ସଜା କାଟିସାରିଲେଣି ଏବେ ଆଉ ସଜା ନ ଦିଆ ଯାଉ ସେ ଝିଅ ଚଳିବ କେମିତି ବା ବଞ୍ଚିବ କେମିତି ତା କଥା ଟିକେ ବିଚାରକୁ ନିଆଯାଉ
@parvatisahoo2724
@parvatisahoo2724 2 года назад
ବେବିଚାର ନିୟମ। ଠିକ୍ ନୁହେଁ। ଆମେ କେହି ସଠିକ ବିଚାର କରି ପାରିବେ ନାହିଁ।
@jaganpatra5562
@jaganpatra5562 2 года назад
କିଏବି ସାହାଯ୍ୟ ର ହାତ ବଢ଼ାନ୍ତୁ 🙏🙏🙏
@parameswarsingh8325
@parameswarsingh8325 2 года назад
Pls file CRLMC in high court under section 482 Crpc . Case will be quashed within 6 days
@muktikantaswain5695
@muktikantaswain5695 2 года назад
If u know our law and judiciary system well. Help the sister rescue the love birds bro
@anilkisan7397
@anilkisan7397 2 года назад
ପ୍ରେମ କରିବା ଆଇନ ଅପରାଧ ତାହେଲେ ସେଇ ଝିଅର ଅବସ୍ଥା କଣ ହେଉଛି ତାକୁ କିଏ ବୁଝିବ ଜଜ୍ ଏବେ ତା ଘରେ ରଖିବା କଥା ।
@astalDN2929
@astalDN2929 2 года назад
Thanks your OTV chanal. Pls pls pls daya karun emanku
@shantilata7237
@shantilata7237 2 года назад
Dhanya niyam dhanya court
@susantapapi216
@susantapapi216 2 года назад
Hey God plz bless him🙏 Plz Release him Love is life true love never end....
@piyushrajkumar15
@piyushrajkumar15 2 года назад
ଏହାକୁ କି ଆଇନ କୁହାଯିବ. ସ୍ୱାମୀ ଅଛି ସ୍ତ୍ରୀ ଅଛି କିନ୍ତୁ ମଝିରେ ପାଚେରୀ ହୋଇ ଛିଡା ହୋଇଛି ଆଇନ. ଏମାନଙ୍କୁ ଟିକେ ଶାନ୍ତିରେ ବଂଚିବାକୁ ସୁଯୋଗ ଦିଆଯାଉ.
@ranjita5326
@ranjita5326 2 года назад
ଛାଡ଼ି ଦିଅ ରେ ତାଙ୍କୁ 🙏🙏🙏🙏😭😭😭😭😭😭
@stvodia073
@stvodia073 2 года назад
ଆରେ ନବୀନ ପଟ୍ଟନାୟକ ସବୁ ନାଟର ଗୋବର୍ଦ୍ଧନ ନବୀନ ପଟ୍ଟନାୟକ କୁ ଧରି ବାଡାଅ ମାଆ ମାନେ
@subashchandra5062
@subashchandra5062 2 года назад
Tate naveen kete bele maila
@HEMANEIL6142
@HEMANEIL6142 2 года назад
STV ODIA ORISSADTOHI FODI RA ANDHA KUKURBHKT TOTE AU NAMK GARAM BAUNSA N E IRISS re eahi asu chnti 7 purus ru badei badei orissa bahre fodi...re ir UP yogi ea criminal rajya re fingi deba jatga...thu ORISSAdrohi bharatdrohi kukur hrmi....
@HEMANEIL6142
@HEMANEIL6142 2 года назад
STV ODIA TO HATMI BAMK GARAM MAA NARA EA GOBARDGAN RNDI KOH BJO JARMI KU MAREI TOTE KADHI EAJYODROHI DESDROHI Bmk garam baneichi rsku fadi jinda jalei deba katha...thuuu se htmi rndi MAA J namk garam rajyodrohi desdrohi sikheichi..thuu se maa g...di re ...maru hrmi rndi fodi kukurbhkt Pakistan terrorists thuuu v hina kukur j nij rajya des ea satru...thuu tote Pakistan boarder re jinda jalei fingi deba uchit...Pakistan terrorists nk nazataz kou kukur party karmi nk bazataz harmi kukur tu ..thuu
@biswaranjanjena914
@biswaranjanjena914 2 года назад
A sabu vul rule pls taku samaste misiki support karibar achhi midia vainku request a news ku high light kara aame mane support karibu🙏🙏🙏🙏🙏🙏
@desicookingwithnini1181
@desicookingwithnini1181 2 года назад
Right
@saikhusi349
@saikhusi349 2 года назад
My situation same to same thila 8 year case continue hela pare ame aji akathi achhu mote hele Mo village and my family sopart karunahanti bat Abe 7 year hela ame akathi achhu love is life please tankaku be helped karantu
@Rajababu-gk6kp
@Rajababu-gk6kp 2 года назад
ଲୋକମାନେ ମଡର୍ କରି ଖୋଲାଖୋଲି ବୁଲୁଛନ୍ତି । ତାଙ୍କ ପାଇଁ କଣ ଆଇନ୍ ଅନ୍ଧ ହୋଇଯାଇଛି । ସାଧାରଣ ଭୁଲ୍ ପାଇଁ ହେତେ ସଜା.....? ଧନ୍ୟ ତୁମ ସରକାର ଧନ୍ୟ ତୁମ ନିୟମ
@Gopihalba8249
@Gopihalba8249 2 года назад
right
@smruti_beaauty.
@smruti_beaauty. 2 года назад
Right
@smruti_beaauty.
@smruti_beaauty. 2 года назад
Jouti bada bada dosaku ghodai dia jaluchi baba apradhi ku khulamkhula chadi dia jauchi athi sacha prema karuthibàa jodi ku saja ba bare naya
@kbdemosatv6252
@kbdemosatv6252 2 года назад
ମାନ୍ୟବର ହଧା ଲତ କୁ ମୋର ନମସ୍କାର ସେଧୁଇଜଣଙ୍କୁ ମିସାଇଦିହୋ ଜର୍ଜ ଶାର ଥାଙ୍କୁ ହେଥେବଡ଼ ସଜାଦିହନା🙏🙏🙏🙏🙏🙏
@phxx7949
@phxx7949 2 года назад
Love is life
@gurucharansahoo9577
@gurucharansahoo9577 2 года назад
ଅନ୍ଧା କାନୁନ 😀😀🙃🙃
@tapanbarik779com4
@tapanbarik779com4 2 года назад
ଏ ମାନଙ୍କୁ କ୍ଷମା କରନ୍ତୁ ସରକାର ନ ହେଲେ ସୁନାର ସଂସାର ଭାଙ୍ଗିଯିବ ମିଛ କହିବା ପୂର୍ବରୁ 1000ଥର ଚିନ୍ତା କର
@mamatabhuyan9344
@mamatabhuyan9344 2 года назад
Please jail ru chadai diya jaau
@lionking8293
@lionking8293 2 года назад
God help
@kabirajpani5495
@kabirajpani5495 2 года назад
Please release him, manyabar high court. Both love each other
@pinkimuhani7845
@pinkimuhani7845 2 года назад
Right sir
@santanujena9707
@santanujena9707 2 года назад
Love is full of life Fe plz relise him ❤️
@kanta5864
@kanta5864 2 года назад
Thanks you Emfermesion OTV 🙏🙏🙏
@padmalochanbarik7863
@padmalochanbarik7863 2 года назад
pls Help OTV AND Odisha government
@itishreemohanty91
@itishreemohanty91 2 года назад
🙏plz realese him 🙏
@kaibalyakarjee1127
@kaibalyakarjee1127 2 года назад
Pls release 🙏🙏🙏
@mr.creativerobo4041
@mr.creativerobo4041 2 года назад
Please release 🙏🙏
@pradeepparida-jp6em
@pradeepparida-jp6em 2 года назад
Plz help justice
@sujitamant2977
@sujitamant2977 2 года назад
So sad 😭😭😭
@abakashdas7095
@abakashdas7095 2 года назад
please help Love support Love couple,, don't murder it please... Love'is example of Krishna and radha Love
@chiranjitbehera2628
@chiranjitbehera2628 2 года назад
pliz ଜାହା ହବା କଥା ହେଇଯାଇଛି ସରକାର ଙ୍କୁ ମୋର ଏତିକି ନିବେଦନ ତାଙ୍କ ସଜା କମ୍ କରିଦିଆ ଯାଉ ଦୁଇଟି ନିରୀହ ଜୀବନ କୁ ଏମିତି କଲବଲ କରନ୍ତୁନି ସତରେ ବହୁତ ଦୁଃଖରେ ସେ ଦୁଇଜଣ ଙ୍କ ଜୀବନ କଟୁଛି pliz pliz pliz ତାଙ୍କ ସଜା କୁ କମ କରି ଦୁଇଟି ନିରୀହ ଜୀବନ କୁ ବଂଚିବା ର ରାହା ଦିଅନ୍ତୁ pliz pliz pliz
@poojarani7613
@poojarani7613 2 года назад
Emane both kichhi bi vul karinahanti so released her husband , au ei mrg vali pabitra bandhan nku vangi daba thik nuha eia ta god nka bless je kaha saha kahar life lekhichhant , au jadi both happy achhant mrg kari so why punishment to jaypal this done wrong so released him 👍
@b2channel729
@b2channel729 2 года назад
Love is life...but, lover is not wife 💔 success means pain
@khelkakhiladi7604
@khelkakhiladi7604 2 года назад
ଜଲ୍ଦି ଏ ମାନଙ୍କୁ ନାୟକ ଦିୟା ଯାଉ ବାପା ମାନଙ୍କୁ ମଧ୍ୟ ଅନୁରଧ ଯେ ପିଲାଙ୍କ ଭାବିଷ୍ୟତ କୁ ଆପଣ ନିଜେ ନଷ୍ଟ କରୁଛନ୍ତି ll ଆଜିକାଲି ପୁଅ ଏବଂ ଝିଅ ର ଇଚ୍ଛା ଅନୁ ଯାଇ ବିବାହ କରିବାକୁ ହେବ ll ଆପଣଂକୁ ଯଦି ଭଲ ଲାଗୁନି ଘରରୁ ବାହାର କରନ୍ତୁ କି କୌଣସି ଏମିତିକା କ୍ୟାସେ କରନ୍ତୁ ନାହିଁ ଏହା ମୋର ଅନୁରାଧ ll🙏🙏🙏
@subratbagofficial3713
@subratbagofficial3713 2 года назад
👌👌 nice line
@angatkumarswain842
@angatkumarswain842 2 года назад
Plz relige 🙏
@pradipbariha6767
@pradipbariha6767 2 года назад
Please help all people
@jitendrapradhan6986
@jitendrapradhan6986 2 года назад
16 barsha ra jhia ku jau bapa maa Mane date change Kari 32 barshara puaku bibaha Kari deuchi sete bele aama govt. Ra aain kuade jauchi Semane jadi love marriage karichanti ta tanku kahniki saja miluchi , government ku mora Anuradha ki semananku ekathi rahiba ku diaajau 🙏🙏🙏🙏
@ratnabatimajhi8
@ratnabatimajhi8 2 года назад
Bhagwan a dui hi ku akathi kari dia tankra khusi milu love is life 🙏🙏
@roitodivya8592
@roitodivya8592 2 года назад
Please release him କାହିଁକି ତାଙ୍କର ଜୀବନ କୁ ନଷ୍ଟ କରୁଛନ୍ତି ?
@ajayapatnaik1191
@ajayapatnaik1191 Год назад
Thanks 0tv amite loka ku help karo
@jenachandan2809
@jenachandan2809 2 года назад
Please release karidia sir
@jayjagannath762
@jayjagannath762 2 года назад
ଶଳା ଅନ୍ଧ ଆଇନ୍ ଏଠି କିଏ ବାହାର କଲା ଦୟା କରି ତାଙ୍କୁ ନାୟ ମିଳୁ ତାଙ୍କୁ ଜେଲ ରୁ ଛଡା ଯାଉ
@abhibag6896
@abhibag6896 2 года назад
Release karajau plz 🙏
@hellokids4428
@hellokids4428 2 года назад
Please... Justice 🙏🙏
@radhakantapatel9342
@radhakantapatel9342 2 года назад
Nice job Otv 🙏 please help har ...🙏
@sambitsambit3777
@sambitsambit3777 2 года назад
Thanks to otv for such news
@akashkumarsabar1296
@akashkumarsabar1296 2 года назад
God bless you bhean
@manojbehera455
@manojbehera455 2 года назад
PLEASE JALDI RELEASE KARIDIYA
@bikashranjankuanr2757
@bikashranjankuanr2757 2 года назад
Jay Jagannath 🙏🙏🙏
@badalsethi4297
@badalsethi4297 2 года назад
What a wrong judges and wrong judgement... Chi... Thu... Kharap laguchi bhai
@shortsvedio8281
@shortsvedio8281 2 года назад
Ohh my god 😭😭
@sinmayabehera2639
@sinmayabehera2639 2 года назад
Plz release 🙏🙏
@sridharnayak8847
@sridharnayak8847 2 года назад
ଏଇଟା କୋଉ ପ୍ରକାର ଆଇନ ଦୁଇ ଜୀବନ ନଷ୍ଟ କରିକି ସେ ଦିଜଣ କଣ ଅପରାଧ କରିଲେ କାହାକୁ କରିନାହାନ୍ତି କି ଚୋରି କରିନାହାନ୍ତି ଭଲ ପାଇବା କଣ ଭୁଲ୍ ଯଦି ପୁଅ ଝିଅ ରାଜି ଅଛନ୍ତି ତମେ ଅଲଗା କରିବା ଠିକ୍ ଆଇନ୍ ଯଦି ତମ ପୁଅ ହେଇଥାନ୍ତା ଯଦି ସେମାନେ ବାହା ହେଇକି ସୁଖ ଦୁଃଖକୁ ଆପଣାର କରିଲେ ତମେ କାହିଙ୍କି ସେ ଝିଅଠୁ ପୁଅକୁ ଅଲଗା ରଖିିଛ ଏ କେସ ଜଲଦି ପାଇନାଲ୍ କର
@narendramahananda5854
@narendramahananda5854 2 года назад
Please court release him
@sangitaranipatra2420
@sangitaranipatra2420 2 года назад
Please God help them
@rinkirinki3122
@rinkirinki3122 2 года назад
So sad 😢😢😢
@bidyutlatabehera1936
@bidyutlatabehera1936 2 года назад
Please relieve him🙏🙏🙏🙏🙏
@Lucky_Lucky63
@Lucky_Lucky63 2 года назад
Plzz release
@sunilkumarpatnaik6953
@sunilkumarpatnaik6953 2 года назад
Media should raise this issue and...... on August 15, Jaipal may be freed on special provisions.
@jituvlog5181
@jituvlog5181 2 года назад
Very beautiful love please release 🙏🙏🙏🙏
@dreamsoldier7729
@dreamsoldier7729 2 года назад
So sad
@kalipadamanadhata1176
@kalipadamanadhata1176 2 года назад
Please help those peoples..
@beerpainter8614
@beerpainter8614 2 года назад
Bohut dukhar katha tankar hasband ke jel ru Bahar karidio sir🙏🙏🙏
@lipikamalik6047
@lipikamalik6047 2 года назад
Plz release him... 🙏🙏and give them live together... They are married now and how will she stay alone without her husband.. 😥😥
@bighnarajnanda2381
@bighnarajnanda2381 2 года назад
Good 👍
@s.kumarmajhi3812
@s.kumarmajhi3812 2 года назад
ଭଲପାଇ ବାହାହେବା ଅପେକ୍ଷା ମଡ଼ର କିମ୍ବା ଚୋରି କରିବା ଉଚିତ ମନେ କରୁଛନ୍ତି ଲକମାନେ l ଏହି ସିଷ୍ଟମ ପାଇଁ
@subratbagofficial3713
@subratbagofficial3713 2 года назад
Right bro Jaipal ke jani chhan ke apan
@mrhrvlogs7736
@mrhrvlogs7736 2 года назад
OTV proud to. Good news please. Supurt. Good life love 💕. Tq OTV. Please neya milu anku sarkar ku abe dona.
@miss__janee9972
@miss__janee9972 2 года назад
🙏🙏sajaa kam karantu Love is life❤ Release plz🙏🙏
@ramasika970
@ramasika970 2 года назад
What a tragedy
@shydollpriti8691
@shydollpriti8691 2 года назад
Plz otv ସସେ ଝିଅକୁ ସାହାଯ୍ଯ ଟିକେ କର
@jitumalik224
@jitumalik224 2 года назад
And sorry
@skshankar6771
@skshankar6771 2 года назад
Very nice video 😭😭😭
@ranjansena5479
@ranjansena5479 2 года назад
Bhagaban achanti sister kichhi bi tension neo nii
@tripurajagatofficial
@tripurajagatofficial 2 года назад
Murder kala loka mananku 6 months re baharuchhanti But love kariki ana bhul kale So plz jete jaldi heba release Kari daun plz plz plz
@r2backsoon858
@r2backsoon858 2 года назад
🙏🙏God ଦୁଇଜଣକୁ ମିଳେଇଦିଅ...
@tarunasenseth1528
@tarunasenseth1528 2 года назад
Please sir release him🙏🙏🙏🙏
@somyaranjanbehera4639
@somyaranjanbehera4639 2 года назад
Tama love tamaku mileba God bless you au Tama bapa jadi dekhu chanti tahale kes weddra kare niantu jhia ta ku khusi re ta jiban taku diantu se ta life gadhu please 🙏🙏
@crpkmishra7484
@crpkmishra7484 2 года назад
କଣ ନାବାଳିକା କୁ ପ୍ରେମ କରିବା ଏତେବଡ଼ ଅପରାଧ...? ଏଇଟା ବାଳ ନିୟମ। ଏହାକୁ ଶୀଘ୍ର ରିଲିଜ କରାଯାଉ।
Далее
Tunguru-Barsa telephone call goes viral
11:34
Просмотров 905 тыс.
Как мы играем в игры 😂
00:20
Просмотров 1,4 млн