Тёмный

Once Again Many Senior BJD Leader To Leave The Party ! | Nirbhay Gumara Katha 

Nirbhay
Подписаться 288 тыс.
Просмотров 66 тыс.
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 364   
@brajakishorepadhi4022
@brajakishorepadhi4022 6 месяцев назад
ନବୀନ ନିଜ ବୋପା ସଂପତ୍ତି ବୋଲି ଭାବି ନେଇଚି। ପ୍ରବଳ ଭୟ ବିଜେଡି ର। କ୍ଷମତା ଚାଲିଯିବାର ଭୟ
@PrasantaJena-v3m
@PrasantaJena-v3m 6 месяцев назад
Prasanthajena❤❤❤❤❤❤
@himansudash9149
@himansudash9149 6 месяцев назад
ଡରି ମୁତୁଛନ୍ତି ବିଜେପି ପୋଛୁଚି
@antarjyamikar8877
@antarjyamikar8877 6 месяцев назад
ଓଡିଶା ରେ ଆଉ ସ୍ୱାଭିମାନୀ ଲୋକ ନାହାଁନ୍ତି... ଥିଲେ ଏମିତିକା 25ବର୍ଷ ଅନ୍ଧାର ରେ ରହି ନ ଥାନ୍ତେ
@ChoudhuridalaBehera
@ChoudhuridalaBehera 6 месяцев назад
Jay Jaganatha
@santoshkumarsahoo8671
@santoshkumarsahoo8671 6 месяцев назад
ଓଡ଼ିଶାର ଜନସାଧାରଣମାନେ ଧୀରେ ଧୀରେ ବୁଝି ସାରିଲେଣି, ଏଥର ଓଡ଼ିଶାରେ ପରିବର୍ତ୍ତନ ନିଶ୍ଚିତ ❤
@hardworkneverdies5679
@hardworkneverdies5679 6 месяцев назад
କେହି ବୁଝିନାହାନ୍ତି ତୁମେ କେତେ ଟା ଅନ୍ଧ ଭକ୍ତ ଛଟପଟ ହଉଚ😅😅😅
@sanjeebnayak3892
@sanjeebnayak3892 6 месяцев назад
​@@hardworkneverdies5679tame Kan banda Bhakta magiya bikiri munda
@Durgatechcraft
@Durgatechcraft 6 месяцев назад
Pandia ra kukura manaku kahibaku milibani se lagi besi kasta hauchi
@umeshchandradash2881
@umeshchandradash2881 6 месяцев назад
ଓଡିଶାର ଶିକ୍ଷିତ ଭୋଟର ଭାଈ ଭଉଣୀ ମାନେ କେବେ ବି ବିଜେଡି କୁ ଭୋଟ ଦେବ ନାହିଁ। କିନ୍ତୁ ଦୁଃଖର କଥା ଯେ ସେମାନେ ଭୋଟ ଦେବାକୁ ଯାଉ ନାହାନ୍ତି। ନବୀନ ହଟାଅ ଓଡିଶା ବଞ୍ଚାଅ।ଜୟ ଜଗନ୍ନାଥ।
@hardworkneverdies5679
@hardworkneverdies5679 6 месяцев назад
ଭୋଟ ଦେବାକୁ ଯାଉନାହାନ୍ତି ଯଦି ସେମାନେ ଶିକ୍ଷିତ କେମିତି ହେଲେ😅😅😅😅??
@Ranjan.628
@Ranjan.628 6 месяцев назад
Right ✅. Odisha ra jetiki government job bala totally vote hi Dianti nahi
@GobindachandraJena-oh5qq
@GobindachandraJena-oh5qq Месяц назад
😊 bu to GTG hu bun ggh
@successfullife6722
@successfullife6722 6 месяцев назад
୨୫ ବର୍ଷର ଦୁର୍ନୀତିଗ୍ରସ୍ତର ସରକାରର କଳସ ପୁରି ଆସିଲାଣି l ପ୍ରଭୁ ଶ୍ରୀ ଜଗନ୍ନାଥ ଉଚିତ ବିଚାର କରିବେ l ଜୟ ଓଡିଶା l🙏🙏🙏
@sunakarsamantaray9737
@sunakarsamantaray9737 6 месяцев назад
ଆଜିର ବିଶ୍ଳେଷଣ ଭାରି ବଢିଆ ହୋଇଛି । ଧନ୍ୟବାଦ୍ sir .
@brajabandhusahoo6043
@brajabandhusahoo6043 6 месяцев назад
କୋର୍ଟ କୁ ନିବେଦନ କରାଯାଉ କି ଯେଉଁ ମାନେ ଏକାଧିକ ଆସନରେ ଲଢ଼ିବେ ତାଙ୍କୁ ଏକ କୋଟି ଟଙ୍କା ଜୋରିମାନା କରାଯାଉ
@basantapanda5941
@basantapanda5941 6 месяцев назад
ବିଲ ହଳ ହୋଇ ତଳି ପଡ଼ିଛି, ମୋଦି ସାହା ଆସିଲେ ବର୍ଷା କରିବା କଥାଟି ସତରେ କଣ ସତ ହେବାକୁ ଯାଉଛି। ଯଦି ହୁଏ ଆଗାମୀ ଦିନରେ ବିକାସ ଦେଖିବ ଓଡିଶା। ଜୟ ଶ୍ରୀ ଜଗନ୍ନାଥ।
@SurendraMishara-h1p
@SurendraMishara-h1p 6 месяцев назад
ସାଦର ପ୍ରଣାମ, ନିର୍ବାଚନ ପାଇଁ ଶନିବାର ଏବଂ ରବିବାର ରେ ଏକ ସ୍ୱତନ୍ତ୍ର ଉପସ୍ଥାପନା କଲେ ଭଲ ହୁଅନ୍ତା... ଜୟ ଶ୍ରୀରାମ... ଜୟ ଶ୍ରୀଜଗନ୍ନାଥ... 🙏🙏🙏
@BatakrushnaSwain-hj8qr
@BatakrushnaSwain-hj8qr 6 месяцев назад
ନିର୍ବାଚନ କମିଶନଙ୍କ ପ୍ରସ୍ତାବ ଯେ ଜଣେ ପ୍ରାର୍ଥୀ ଯଦି ଦୁଇଟି ବିଧାନସଭା ଆସନରେ ପ୍ରତିଦ୍ବନ୍ଦିତା କରେ ସେ ପାଞ୍ଚଲକ୍ଷ ଟଙ୍କା ଓ ଦୁଇଟି ସାଂସଦ ଆସନ ପାଇଁ ଦଶ ଲକ୍ଷ ଟଙ୍କା ଫାଇନ୍ ଦେବେ।ଏହି ଫାଇନ୍ ପରିମାଣ ଯଥାକ୍ରମେ ପଚାଶ ଲକ୍ଷ୍ୟ ଓ ଏକ କୋଟି ହେବା ସହିତ ଉପନିର୍ବାଚନର ସମସ୍ତ ଖର୍ଚ ବହନ କରିବେ,ଏହା ମୋର ପ୍ରସ୍ତାବ।
@santoshsubhasis4317
@santoshsubhasis4317 6 месяцев назад
ପାଣ୍ଡିଆ ହେଉଛି ଶଙ୍ଖାଶୁର ଶଙ୍ଖ ଖୋଳପା ଭିତରେ ଲୁଚି ରହି ଲୁଟି ଚାଲିଛି ଓଡିଶାକୁ। ଜାଗ ଜାଗ ରେ ଓଡ଼ିଆ ନିଜ ସ୍ୱାଅଭିମାନ କୁ ବଞ୍ଚାଅ ।
@bipracharanjena2736
@bipracharanjena2736 6 месяцев назад
ଯେତେବଳେ ଜନତା ନିଷ୍ପତି ନେବ ଗୁଇନ୍ଦା କିଛି କରିପାରିନାହିଁ BJD ର ପତନ ଆରମ୍ୱ
@Sudipta-y2q
@Sudipta-y2q 6 месяцев назад
ସାରେ ନମସ୍କାର ।ମୋତେ ଗୋଟେ ଅଦ୍ ଭୂତ ନିଶା ଲାଗୁଛି ।ପ୍ରତିଦିନ ଦିନ ଗୋଟାଏ ବାଜିଲେ କେମିତି ନିର୍ଭୟ ର ନୋଟିଫିକେଶନ ଆସିବ, ମନ ଖାଲି କେମିତି କେମିତି ଲାଗୁଛି
@sudhakarsahu3252
@sudhakarsahu3252 6 месяцев назад
Absolutely right bro.
@geetaranisamal6638
@geetaranisamal6638 6 месяцев назад
ଚମତ୍କାର ବିଶ୍ଳେଷଣ।ଖୁବ୍ ଭଲ ଲାଗିଲା ଆଜିର ଆଲୋଚନା
@ajitkumarpanda6388
@ajitkumarpanda6388 6 месяцев назад
ନିର୍ଭୀକ ଓ ନିର୍ଭୟ ର ସହ ଆପଣ ଯେପରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୁ ବିଶ୍ଳେଷଣ କରୁଛନ୍ତି ସେଥିପାଇଁ ଅନେକ ଅନେକ ଧନ୍ୟବାଦ,,,,,,ଲୋକ ସବୁ ବୁଝିଗଲେଣି,କିଛି ତ ହେବ ନିଶ୍ଚିତ,,,,,,,
@dkmohapatra9555
@dkmohapatra9555 6 месяцев назад
ଏ ସବୁ ର ମୁଖ୍ୟ ଆସାମୀ ନିର୍ଲଜ୍ଜ Pandiyan.
@PKNath-dg9mw
@PKNath-dg9mw 6 месяцев назад
ଜୟ ଜଗନ୍ନାଥ... ନମସ୍କାର ଆଜ୍ଞା... ଆପଣଙ୍କ ବିଶ୍ଳେଷଣ ସହ ଖବର ଖୁବ୍ ମଜାଦାର ଲାଗିଲା। ନିରାଟ ସତ୍ୟ ର ପରିବେଷଣ କରୁଥିବା ଦୃଷ୍ଟି ରୁ ଆପଣଙ୍କୁ ହୃଦୟ ଭରା ଧନ୍ୟବାଦ ପ୍ରଦାନ କରେ। ପ୍ରକୃତରେ ଆପଣଙ୍କ ସମ୍ବାଦ ପରିବେଷଣ "ନିର୍ଭୟ" ର ଲୋକାଭିମୁଖୀ ହୋଇପାରିଛି। ଓଡ଼ିଆ ଭୋଟର ମାନଙ୍କୁ ପ୍ରଭାବିତ କରିବା ଏବଂ ଭୋଟ ହାତେଇବା ଶାସକ ଦଳର "ଏକ ସୂତ୍ରୀ" କାର୍ଯ୍ୟକ୍ରମ । ବିକାଶ ପାଇଁ ଭ୍ରୁକ୍ଷେପ ନ କରି କେବଳ ଭୋଟ ହାତେଇବାକୁ ନିଷ୍ଫଳ ଯୋଜନା ମାନ କାର୍ଯ୍ୟକାରୀତା ଉପରେ ଗୁରୁତ୍ୱ ଦିଆଯାଉଛି। ଲୋକ ଯୁଆଡେ ଯାଉଛନ୍ତି ଯାଆନ୍ତୁ, ଭୋଟର ମାନଙ୍କୁ ପ୍ରଭାବିତ କରିବା ମୁଖ୍ୟ କାର୍ଯ୍ୟ। ଆପଣଙ୍କ ପ୍ରଚେଷ୍ଟା ସ୍ବାଗତଯୋଗ୍ୟ । ଏହା ଜାରି ରଖିବାକୁ ଅନୁରୋଧ। ଲୋକ ମାନଙ୍କୁ ସଚେତନ କରିବା ପାଇଁ ପ୍ରଚେଷ୍ଟା କରୁଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ସାଥିରେ ରହିଥାଉ, ଏହା ହିଁ କାମନା... ଜୟ ଜଗନ୍ନାଥ 🙏।
@bulusethy9220
@bulusethy9220 6 месяцев назад
❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🎉
@gourangakar4729
@gourangakar4729 6 месяцев назад
ସାର୍ ପ୍ରକୃତରେ ଆପଣ ଭୟ ହୀନ। ଏଥର ଗୋଟେ କଥା ନିଶ୍ଚିତ ' ଖେଲା ହୋବେ। '
@rajanikantachoudhury2343
@rajanikantachoudhury2343 6 месяцев назад
ବେଙ୍ଗ ସସ୍ମିତ ପାତ୍ର ବିଷୟରେ ଗୋଟିଏ ଟୋପିକ ଦେଲେ ଭଲ ହେବ ଯେହୁତୁ ସେ ବେଶି ଫାଡାପାଡ଼ ହେଉଚି.
@debaprasaddash3878
@debaprasaddash3878 6 месяцев назад
ଗଣ୍ଡା ଭଳି ଦିଶେ, ଯେମିତିକି ସବୁ ଗିଳି ଦେଇଛି।
@purunachandrabehera2373
@purunachandrabehera2373 6 месяцев назад
ବର୍ଷା ଓ ଅନୁଭବ ଭିତରେ ଫାଟ ପାଇଁ BJD ଦଳ ଦାୟୀ।
@swarajkumarbej2824
@swarajkumarbej2824 6 месяцев назад
Barsara Besi fata Hoijaichi
@ghumusaramahaka5327
@ghumusaramahaka5327 6 месяцев назад
ମୋଦି ସାହା ଓ ଯୋଗି ଆସିଲେ ଖେଳେ ଜଳିବ କିନ୍ତୁ ସ୍ଥାନୀୟ ବିଜେପି ନେତା ଅଳୁସୁଆ ହେବା ର ଲାଗୁଛି
@gitanjalinath3030
@gitanjalinath3030 6 месяцев назад
ସାର ଆପଣଙ୍କ ଉପସ୍ଥାପନା ଅତି ଉଚ୍ଚକୋଟୀର. ଆପଣ ନିଜ ସ୍ୱରକୁ ଆହୁରି ଶାଣିତ କରନ୍ତୁ. ଓଡ଼ିଶାରେ ନିଶ୍ଚୟ ପରିବର୍ତ୍ତନ ହେବ.
@chandansahoo6732
@chandansahoo6732 6 месяцев назад
ନିମାପଡ଼ା ରୁ ବି ବିରୋଧ ହୋଇପାରେ ନବୀନ ପଟ୍ଟନାୟକ ଙ୍କୁ।
@swadhikarbetaj3768
@swadhikarbetaj3768 6 месяцев назад
ନବୀନ ବାବୁଙ୍କର ବାଳ ଲୋକପ୍ରିୟତା ଅଛି।ନ ଦେଖିଲା ଓଉ ଛ ଫଡା।
@Manoranjansahoo34680
@Manoranjansahoo34680 6 месяцев назад
ଦମଦାର କଥାଟିଏ କହିଲେ, ଯାହାଥିଲା 2009 ପର୍ଯ୍ୟନ୍ତ, କିନ୍ତୁ ତାପରେ ଲୁଣ୍ଠନ ପ୍ରତାରଣା ଏବଂ ଛଳନା ବ୍ୟତୀତ ଆଉ କିଛି ନୁହେଁ
@trilochanpatnaik6321
@trilochanpatnaik6321 6 месяцев назад
ମାନିବାକୁ ପଡ଼ିବ ଗୋଟିଏ ତାମିଲ ଘର ଜୋଇଁ ଓଡ଼ିଶାର ସାଢେ଼ ଚାରି କୋଟି ଓଡ଼ିଶା ବାସୀ ଙ୍କ ମଧ୍ୟରେ ( including ଓଡ଼ିଆ ଆଇଏଏସ ଅଫିସର ମାନଙ୍କ ସହିତ) ଅତି ଚତୁର ବ୍ୟକ୍ତି। ଭଲ ରାଜନୀତି ଗୋଟି ଚାଳନା କରୁଛି ପାଣ୍ଡିଆ ଓ ବବି ମିଳିତ ଭାବରେ। ଦେଖାଯାଉ result କଣ କହିବ।
@sibana7928
@sibana7928 6 месяцев назад
ଜୟ ଜଗନ୍ନାଥ🙏 ସାର୍ ମାଛ ଯେତବେଳେ ପାଣିରୁ ବାହାରେ ବହୁତ୍ ଛଟପଟ ହୁଏ🙏
@user-qx7xy7sl1q
@user-qx7xy7sl1q 6 месяцев назад
100% Right
@sripatisandha924
@sripatisandha924 6 месяцев назад
Sambalpur lok sabha elections re babi Das bahut vote re haribe. BJP Party candidates Dharmendra Pradhan. Jitibe.
@sripatisandha924
@sripatisandha924 6 месяцев назад
Apankar Alochana re mu apyita. Sripati Sandha Rengali OK thanks
@MadhabKhatua-ub2nw
@MadhabKhatua-ub2nw 6 месяцев назад
ଯେତେ ଯାହା କଲେ ମଧ୍ୟ ଓଡ଼ିଶାରେ ଏଥର ହାରିବା ଥୟ। ପାଣ୍ଡୁ ତାମିଲନାଡୁ ପଳାଇବ ଓ ନବୀନ ଲଣ୍ଡନ ପଳାଇବ ।ଜୟ ଜଗନ୍ନାଥ।
@munamishra9760
@munamishra9760 6 месяцев назад
Always wait for your show
@akhsyakumarbehera7298
@akhsyakumarbehera7298 6 месяцев назад
ନିର୍ବାଚନ କମିଶନର ପାଞ୍ଚ ଓ ଦଶଲକ୍ଷ ଟଙ୍କା ଫାଇନ୍ ଲାଗୁ ନ କରି ଯେଉଁ ପାର୍ଥି ଜିତିଲା ପରେ ଇସ୍ତଫା ଦେଇଛନ୍ତି ଉପନିର୍ବାଚନର ସମସ୍ତ ଖର୍ଚ୍ଚ ସଂପୃକ୍ତ ପାର୍ଥିଙ୍କଠାରୁ ଆଦାୟ କରିବା ପାଇଁ ନୋଟିଫିକେସନ୍ ଜରି କରିବା ଉଚିତ,ତାହାହେଲେ ଏ ପ୍ରଦଶନ ବନ୍ଦ ହେବ
@bijaykumarbarik8519
@bijaykumarbarik8519 6 месяцев назад
ଦାସ ବାବୁ ମୋଦୀ ଲହର ରେ ବି ଜେ ଡି ସମୁଦ୍ର ରେ ଲୀନ ହୋଇଯିବ
@trilochanpatnaik6321
@trilochanpatnaik6321 6 месяцев назад
ନବୀନ ଙ୍କ ଭାଷାରେ ମୋଦୀ ଭରତ ପ୍ରଧାନ ମନ୍ତ୍ରୀ ହେବାକୁ ଯୋଗ୍ୟ ନ ଥିଲେ ସେ ହେତୁ ନବୀନ ଙ୍କ ଅର୍ଥ ଯୋଜନା କୁ ନିଶ୍ଚୟ ଅନୁକରଣ କରୁଥିବେ। ଏହିପରି କହି BJD ମୁଖିଆ ଓ ତାଙ୍କ ଦକ୍ଷିଣ ହାତ ମନେ ମନେ ଖୁସି ହୁଅନ୍ତୁ ok
@Ranjan.628
@Ranjan.628 6 месяцев назад
Naveen odisha ra CM hebaku ajogya
@bharatenduroy6328
@bharatenduroy6328 6 месяцев назад
Finally a credible & relevant analysis on Odisha politics. Keep up the good work sir. Earlier mainstream news were like govt's own advertisement or sporadic mudslinging by the opposition. Best of luck for your valuable & valiant effort.❤❤
@Shayam570
@Shayam570 6 месяцев назад
apanka episode sabubale mu dekhe au apanku bi sabubale IRC village Sai temple re dekhi khusi lage ,Apanka upastapana bahut badhiya
@binayakumarsethi6114
@binayakumarsethi6114 6 месяцев назад
ନମସ୍କାର ସାର, ନିର୍ଭୟ ସବୁବେଳେ ନିର୍ଭୀକତା ର ସହିତ, ନିସ୍ୱାର୍ଥପରତାର ସହିତ ସାଧାରଣ ତଥା ଦୁନିଆର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଖବର ନରଖୁଥିବା ଜନତା ଙ୍କୁ ଏକ ନିର୍ଭୁଲ ତଥା ସତ୍ୟ ର ଆଲୋକ ଦେଖାଇ ଆସୁଛି ଫଳରେ ନିଶ୍ଚିତ ପରିବର୍ତ୍ତନ ର ସ୍ରୋତରେ ସମସ୍ତଙ୍କୁ ଭସେଇ ନେଉଛି ଏବଂ ଆଗକୁ ବି ଚାଲୁ ଥିବ, ଧନ୍ୟବାଦ, ଜୟ ଜଗନ୍ନାଥ ।
@AnjanaMohanty-q6k
@AnjanaMohanty-q6k 6 месяцев назад
Many many thanks to sir
@GaganbihariBehera-b5u
@GaganbihariBehera-b5u 6 месяцев назад
No Bjd Sarkar au sahi heavne
@janardanpanda5378
@janardanpanda5378 6 месяцев назад
ଏମାନେ ସବୁ କିଛି କରିପାରିବେ କାହିଁକି ଏମାନେ ଶାସନ ଗାଦି ପାଇଁ ସବୁ କିଛି କରିପାରିବେ କଳେ ବଳେ କୌଶଳେ ନିର୍ବା ଚନ ଜିତିବା ପାଇଁ ଏପରି ରାଜନୀତି କରୁଛନ୍ତି ଏମାନେ ସବୁ ଏତେ ତଳକୁ ଖସି ଗଲେଣି କିଛି ବି କରି ପାରିବେ
@Odiaranjan848
@Odiaranjan848 6 месяцев назад
Jay jagannath sir🙏🙏🙏
@jyotirmayjena1869
@jyotirmayjena1869 6 месяцев назад
ବିଜେଡି ହଟାଓ ଓଡିଶା ବଞ୍ଚାଅ ।
@durgaprasadsamantaray7084
@durgaprasadsamantaray7084 6 месяцев назад
ମେଣ୍ଢା ଧୋଉ ଧୋଉ ନିର୍ବାଳ,ବିଜୁ ଜନତାଦଳ
@chandipadapanda4707
@chandipadapanda4707 6 месяцев назад
ନିର୍ବାଚନ କମିସନ ଏକାଧିକ ସ୍ଥାନରୁ ପ୍ରାର୍ଥୀ ହେଲେ ଯେଉଁ ଜୋରିମାନା ନିର୍ଦ୍ଧାରଣ କରିଛନ୍ତି ତାହା ନଗଣ୍ଯ ମନେହୁଏ,ଗତକାଲି ମୁଁ ଯେଉଁ ମନ୍ତବ୍ଯ ରଖିଥିଲି ଯେ ଉପ ନିର୍ବାଚନ ର ସମସ୍ତ ଖର୍ଚ୍ଚ ସେଇଭଳି ପ୍ରାର୍ଥୀ ମାନେ ବହନ କରନ୍ତୁ ।ଏହା ବିଧିବଦ୍ଧ ଭାବେ ଲାଗୁ କରାଗଲେ ଭଲ ହୁଅନ୍ତା ।
@Er.AnkeshKumarBehera1999
@Er.AnkeshKumarBehera1999 6 месяцев назад
We need change We need BJP We need saffron We need Modiji
@successfullife6722
@successfullife6722 6 месяцев назад
👍👍🙏
@hardworkneverdies5679
@hardworkneverdies5679 6 месяцев назад
But we don't need ଗୁଜୁରାତି ମାରୱାଡ଼ି ବେପାରୀ ଶାସନ 😅
@Ranjan.628
@Ranjan.628 6 месяцев назад
​@@hardworkneverdies5679tahale congress ku vote dia
@hardworkneverdies5679
@hardworkneverdies5679 6 месяцев назад
@@Ranjan.628 yes loka sobha Congress ku dabu with my villege people
@Ranjan.628
@Ranjan.628 6 месяцев назад
@@hardworkneverdies5679 right ✅. Congress ku dia hele bjd kebe nuhe .naveen hariba darkar
@JanmejayaSwain10
@JanmejayaSwain10 6 месяцев назад
Jai Jagannath
@gyanabratamohanty4219
@gyanabratamohanty4219 6 месяцев назад
ସୌମ୍ୟ ବାବୁ - ସ୍ପଷ୍ଟବାଦୀ, ନିର୍ଭିକ, ସୁସଂଗଠକ, ଓଡ଼ିଆ ଓ ଓଡିଶା ପ୍ରେମୀ | ଆମ ଘରର ହାଲଚାଲର ବହୁ ସୁନ୍ଦର କଥା ଲେଖୁଥିଲେ - ଘର ସଜାଡ଼ିବା ପାଇଁ, ତାଙ୍କ ପ୍ରତିଷ୍ଠାନ ଉପରେ ଆକ୍ରମଣ କରି ଚୁପ କରିଦିଆଗଲା | ସେ ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ଓ ନେବା ଉଚିତ | ସବୁ ଯୋଗ୍ୟଙ୍କ ମୁଣ୍ଡ କାଟ, ଏ ତ ବ୍ରିଟିଶ ରାଜ କୁ ବଳିଗଲା | ଶୋଇଥାଅ ରେ ଓଡ଼ିଆ, ଶୋଇପଡ 🙏🙏🙏
@birakishoresahoo3080
@birakishoresahoo3080 6 месяцев назад
Jay Shree jagannath.
@avayakumarbarik2882
@avayakumarbarik2882 6 месяцев назад
Jay shreeRam sir 🙏🏽❤️🙏🏽
@sumitrabhanja660
@sumitrabhanja660 6 месяцев назад
I am very interested to watch your news regularly. 🙏
@sanjaypadhi213
@sanjaypadhi213 6 месяцев назад
Thanks sir
@kumari02-m3n
@kumari02-m3n 6 месяцев назад
ଜୟ ମା ଭଗବତୀ ଜୟ ଜଗନ୍ନାଥ ଜୟ ଶ୍ରୀରାମ
@SauryaRanjanMallick
@SauryaRanjanMallick 6 месяцев назад
GooD sir
@bijaypuhan3622
@bijaypuhan3622 6 месяцев назад
Bahut bhala lagila sir pranam
@raghumaninayak9593
@raghumaninayak9593 6 месяцев назад
🚩🙏ଜୟ ଶ୍ରୀ ରାମ 🙏🚩
@manojbabu6690
@manojbabu6690 6 месяцев назад
👍
@manabhanjanmahapatronews1634
@manabhanjanmahapatronews1634 6 месяцев назад
Solid and good keep it up
@sharatchandrapradhan2009
@sharatchandrapradhan2009 6 месяцев назад
Moment for change
@chandipadapanda4707
@chandipadapanda4707 6 месяцев назад
ମହାନ୍ ଆପଣଙ୍କର ଅତି ସରଳ ଭାଷାରେ ପ୍ରତିବେଦନ ଯଦି ଓଡିଶାର ଜନତା ବାସ୍ତବ କଥା ବୁଝି ନ ପାରିବେ ତା ହେଲେ ଏହା ଆମ ପାଇଁ ଦୁର୍ଭାଗ୍ଯ ଛଡା ଆଉ କିଛି ନୁହେଁ ।ଜୟ ଜଗନ୍ନାଥ।
@ashokkumarpanda5127
@ashokkumarpanda5127 6 месяцев назад
Jay Shree Jagannath 🙏🏼🙏🏼
@prabhatprusty4790
@prabhatprusty4790 6 месяцев назад
ତ୍ରିମୁର୍ତ୍ତି ଆସିବା ପରେ ସବୁ ମୂଷା ଗତରୁ ବାହାରି ଆସିବେ ସାର
@pitamberparida8762
@pitamberparida8762 6 месяцев назад
ଓଡିଶାର ୫୦୦ ଟଙ୍କା ୧୦୦୦ ଟଂକା, ମଦ, ମାଂସ ହେଇ ଲୋକଙ୍କୁ କରାୟତ କରିବା ଏତେ ସହଜ ହୋଇଗଲାଣି ଯେ ଓଡିଶାକୁ ପରିବର୍ତ୍ତନ କରିବା ଅଶମ୍ଭବ ଭଳି ଲାଗୁଛି।
@LaxmikantaPradhan-h1d
@LaxmikantaPradhan-h1d 6 месяцев назад
E C ୧୦୦% ଠିକ୍ ପ୍ରସ୍ତାବ ଦେଇଛନ୍ତି। ଉପ ନିର୍ବାଚନ ଖର୍ଚ୍ଚ ଯାହା ପାଇଁ ହେଉଛି ସେହି ବ୍ଯକ୍ତିଙ୍କ ଠାରୁ ହିଁ ଅସୁଲ କରିବା ଉଚିତ୍।
@sankarnathmaharana7859
@sankarnathmaharana7859 6 месяцев назад
Absolutely right
@subham9423
@subham9423 6 месяцев назад
Bahut badhiya
@udayanathsahoo3935
@udayanathsahoo3935 6 месяцев назад
Dear sir Your analysis is so interesting that it should continue for more time Jaya JAGANNATH Swami Jaya shree Ram
@fullasrirout2711
@fullasrirout2711 6 месяцев назад
Bahut nirbhik sir nrws
@sibasaktisatapathy7545
@sibasaktisatapathy7545 6 месяцев назад
Sir 🙏। BJD ପାଖରେ ଟଙ୍କା ତ ଅଛି। ତେବେ ଫାଇନ 5ଲକ୍ଷ୍ ପରିବର୍ତ୍ତେ 5 କୋଟି ହୋଇଥିଲେ ଫାଇନ ଭଲ ହୋଇଥାନ୍ତା। 5ଲକ୍ଷ୍ ଫାଇନ ଆଜିକା ନେତାମାନଙ୍କ ପାଇଁ କିଛି ନୁହଁ। ସେମାନେ ନେତା ହେବା ପରେ ଗୋଟିଏ ରାତିରେ 5ଲକ୍ଷ ଟଙ୍କା କମେଇ ପାରିବେ।
@shibasundarswain2723
@shibasundarswain2723 6 месяцев назад
Jay Jagannath ❤
@bapinaa007
@bapinaa007 6 месяцев назад
Jay Jay JAGANNATH
@sureshchandranayak4358
@sureshchandranayak4358 6 месяцев назад
ସରକାରୀ ଦଳର gumar🌹kholithibaaru👌ଅଶେଷ ଧନ୍ୟବାଦ
@drpanda9462
@drpanda9462 6 месяцев назад
Very good information you have given.
@sushantkumarjena5109
@sushantkumarjena5109 6 месяцев назад
ନମସ୍କାର, ନବୀନ ବାବୁ । ବିଜେଡିର ସମସ୍ତ ନେତା , ମନ୍ତ୍ରୀ କହି ବୁଲୁଛନ୍ତି , ନବୀନ ବାବୁଙ୍କ ସମସ୍ତ ସପ୍ନ ପୂରଣ କରିବୁ । ଯେହେତୁ ତୁମ ମାନଙ୍କ ପାଇଁ ନବୀନ ନିବାସ ଓ ନବୀନ ବାବୁଙ୍କୁ ସାଖ୍ୟାତ ନାହିଁ, ତାଙ୍କ ସପ୍ନ କଥା ଜାଣିଲ କିପରି ? ତେଣୁ ଆପଣ ମାନେ ନବୀନ ବାବୁ ଙ୍କୁ ଅନୁରୋଧ କରନ୍ତୁ ଯେ ସେ ଦେଖିଥିବା 23 ବର୍ଷ ର ସପ୍ନ ବିଷୟ ରେ ନିଜେ ନବୀନ ବାବୁ ଉପସ୍ଥାପନ କରନ୍ତୁ।
@kishorchsrichandan307
@kishorchsrichandan307 6 месяцев назад
There will be no bielecton because Naveen will lose both the sit.
@gunanidhinaik3699
@gunanidhinaik3699 6 месяцев назад
ଜୟ ଜଗନ୍ନାଥ .
@basantapattnaik7812
@basantapattnaik7812 6 месяцев назад
ସାର ପ୍ରଣାମ 🙏🌹
@pratapchandrasamal2396
@pratapchandrasamal2396 6 месяцев назад
କାହାଣୀ ଶୁଣି ଶୁଣି ବଡ ବିଜାର ଲାଗିଲାଣି। ଆଉ କେତେ ଦିନ ଏମିତି ଗପ ଶୁଣିବୁ ? ଏଇଟା ତ ରାଜନୀତି। ନହେଲେ ଦେଶର ଏ ଅବସ୍ଥା ହୋଇ ନଥାନ୍ତା।
@rabimohanty112
@rabimohanty112 6 месяцев назад
ପ୍ରସନ୍ନ ପାଟଶାଣୀଙ୍କୁ କାଉନସିଲର କରି ଦିଅନ୍ତୁ ସବୁ ଖୁସି ହେବେ ନୋହିଲେ ଶଙ୍ଖ ଭାବନରେ ସୁରକ୍ଷା କର୍ମୀ କରିଦିଅନ୍ତୁ ଖୁସି ହେବେ.
@narendrasahoo9891
@narendrasahoo9891 6 месяцев назад
ଏଥର ବିଜେପି କୁ କେହି ଅଟକାଇ ପାରିବନି
@manojkumarsaint7803
@manojkumarsaint7803 6 месяцев назад
Jay Shree Ram
@kapileswarswain9306
@kapileswarswain9306 6 месяцев назад
Good.
@healthylifeforever.6813
@healthylifeforever.6813 6 месяцев назад
ଏହି ପ୍ରସଙ୍ଗର ମୂଳ କାରଣ ହେଉଛି ନିମ୍ନରୁ ଉପରକୁ ଉଠି ନାଭିନ୍ ବାବୁଙ୍କର କ smaller ଣସି ଛୋଟ ଓଡ଼ିଶା ଗାଁର ବାସିନ୍ଦା ଭାବରେ ନିଖୋଜ | ରାଜ୍ୟର ଗ୍ରାମବାସୀ ଏବଂ ଜନସାଧାରଣଙ୍କ ସମ୍ମୁଖୀନ ହେଉଥିବା ପ୍ରକୃତ ସମସ୍ୟାକୁ ବୁ understanding ିବା ଅପେକ୍ଷା ସେ ଓଡିଶା ସରକାରଙ୍କ ଖନନରୁ ଜନସାଧାରଣଙ୍କ ପାଣ୍ଠି ବ୍ୟବହାର କରି ଯଥାସମ୍ଭବ ବିଧାୟକ ପାଇବାକୁ ଅଧିକ ଚିନ୍ତା କରୁଛନ୍ତି।
@debadasmangaraj352
@debadasmangaraj352 6 месяцев назад
ପଶ୍ଚିମ ଓଡିଶା ର ଲୋକମାନଙ୍କୁ ନବୀନ ବାବୁ କେତେ ଭଲ ପାଆନ୍ତି ତାହା ବଲାଙ୍ଗୀର ଝିଅ ଶ୍ରୀମୟୀ ମିଶ୍ର ଙ୍କ ଠାରୁ ବୁଝିବା କଥା କଣ୍ଟାବାଞ୍ଜୀ ର ଭୋଟର ମାନେ।
@FAKIRJENA-du2zs
@FAKIRJENA-du2zs 6 месяцев назад
Solid, and solid only
@rajiblochansahoovolg2418
@rajiblochansahoovolg2418 6 месяцев назад
ଜୟ ଜଗନ୍ନାଥ, ବିଜେପି ଆଜି ଯାଏ ଜାଣିନି ବୁଥ ରେ କେତେ ଭୋଟ ଅଛି। ନିର୍ବାଚନ କଣ ଲଢ଼ିବେ।କିନ୍ତୁ ମୋ ହିସାବରେ ଗୋଟିଏ ବିଜେପି କର୍ମୀ ତାର ନିଜ ବୁଥ ରେ କେତେ ଭୋଟ ଅଛି । ଉଦାହରଣ 100 କିନ୍ତୁ ସେ ଜାଣି ନ ଥିବ ଯେ 110 ଭୋଟ କେମିତି ହେଲା ମୋଦି ଙ୍କ ନାମରେ ଯେତିକି ଭୋଟ ଅଛି ତାଠାରୁ ଅଧିକ ପଣ୍ଡିଆନ ବିରୋଧୀ ଭୋଟ ଅଧିକ ।
@pramodapradhan9257
@pramodapradhan9257 6 месяцев назад
ଏ ଓଡ଼ିଆ ନେତା (ବି ଜେ ଡି ) ଙ୍କୁ ଖାସି କରିବାକୁ ଚେଷ୍ଟା କରୁଛି ହେଲେ ଏମାନେ ନିଜର ଶକ୍ତି ଭୁଲି ଯାଇଛନ୍ତି ନିଜ ସ୍ୱାର୍ଥ ପାଇଁ ଅଲଗା ହେବାରୁ ଏମାନଙ୍କ ଏ ଅବସ୍ଥା ଏକାଠି ହୋଇ ଉକ୍ତ ନେତା କୁ ଲାତ ମାର ସବୁ ସମସ୍ୟାର ସମାଧାନ ହୋଇ ଯିବ
@dayasagarkalta8157
@dayasagarkalta8157 6 месяцев назад
Jay Jaganath swami bhaba tume nayana patha gami, odisha basinku sadbudhi dia ,odia jatira sammana rahu,Jay Jaganath
@santoshprasadmishra4977
@santoshprasadmishra4977 6 месяцев назад
Election Commission should not allow to file nomination in more than one place.
@jayantabehera8125
@jayantabehera8125 6 месяцев назад
Jay Jagannath....sir. very good analysis
@rabindranayak1205
@rabindranayak1205 6 месяцев назад
Sir ଆପଙ୍କର ପଛରେ ଗୁଇନ୍ଦା ନିଶ୍ଚିତ ଲାଗିଥିବେ ଟିକେ ହୁସିଆର ଥାନ୍ତୁ.
@abhijitnanda40
@abhijitnanda40 6 месяцев назад
ଗଣମାଧ୍ୟମ ଯାହା ଜଣାଉଛି ଲୋକେ ସେଇଆ ଜାଣୁଛନ୍ତି
@GeetajiBehera
@GeetajiBehera 6 месяцев назад
No BJD
@KANHUCHARANPANDA-l3n
@KANHUCHARANPANDA-l3n 6 месяцев назад
Sir protect yourself from this dangerous Devils
@MrPpcops
@MrPpcops 6 месяцев назад
କଥାରେ ଅଛି, ମୁକୁଟ ମଣ୍ଡିତ ରାଜ ଶିର, ନୁହଁ‌ଇ ଶାନ୍ତି ଆଶ୍ୱଦ, ଆଶଙ୍କା ଭୟ ବିପଦ, ନିରନ୍ତର ରାଜ ମନ କର‌ଇ ଅସ୍ଥିର, ଆଜି ଯେ ରାଜେନ୍ଦ୍ରାସନେ ..... ତେଣୁ ରାଜା, ଗୁଇନ୍ଦା କାହିଁକି ଲଗେଇବେ ନି ?
@jagannathmishra5300
@jagannathmishra5300 6 месяцев назад
ନମସ୍କାର ମହୋଦୟ ପ୍ରଥମ ଖବର ଟି ମାଗଣା ଖିଆ ଙ୍କ ପାଇଁ ଖୁସି ଖବର। ଦୂତୀୟତି ବିଜେଡ଼ି ସୁପ୍ରିମୋ ଙ୍କ ପାଇଁ ଖୁସି ଖବର। ଓଡ଼ିଶା ରେ ସମସ୍ତେ ବିଜେଡ଼ି ରେ। ବିସ୍ଫୋରଣ ନିଶ୍ଚିନ୍ତ ଏସବୁ ପାଇଁ ଓଡ଼ିଶା ବିଜେପି ହିଁ ଦାୟୀ। ଦୁର୍ବଳ ପ୍ରାର୍ଥୀ ତାଲିକା ଓଡ଼ିଶା ବିଜେପି ର। ଧର୍ମେନ୍ଦ୍ର ପ୍ରଧାନ ନିଜେ ଖୋଳି ଥିବା ଗର୍ତ୍ତ ରେ ନିଜେ ପଡ଼ିବେ। କେବଳ କଂଗ୍ରେସ ଦଳ ହିଁ ଏତେ ସବୁ ପରେ ବିଜେଡ଼ି ବିରୋଧରେ ଲଢ଼ିବା ପାଇଁ ପ୍ରାର୍ଥୀ ଦେଉଛି।
@pabitramohandas6943
@pabitramohandas6943 6 месяцев назад
ଜଣେ ରାଜନେତା ଏକାଧିକ ଆସନ ପାଇଁ ପ୍ରାର୍ଥୀ ହେବା ଅନୁଚିତ୍ !
@arjunbag5441
@arjunbag5441 6 месяцев назад
Good analysis, thanks,,,,,
@manmathtulo8661
@manmathtulo8661 6 месяцев назад
ଏକାଧିକ ଲୋକସଭା କିମ୍ବା ବିଧାନସଭାରେ ପ୍ରତିଦ୍ବନ୍ଦିତା କରିବାକୁ ମନା କରା ନ ଯାଉ । କିନ୍ତୁ ଏକାଧିକ ସ୍ଥାନରୁ ବିଜୟୀ ହେଲେ ଯେଉଁ ସ୍ଥାନରେ ଉପ ନିର୍ବାଚନ ହେବ ସେ ସ୍ଥାନର ସମସ୍ତ ନିର୍ବାଚନୀ ଖର୍ଚ୍ଚ ଏକାଧିକ ସ୍ଥାନରୁ ବିଜୟୀ ପ୍ରତିନିଧି ବହନ କରିବା ପାଇଁ ଯଥାଶୀଘ୍ର ନିୟମ ପ୍ରଣୟନ କରାଯାଉ । ଏକାଧିକ ସ୍ଥାନରୁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ରାଜକୋଷରୁ କାହିଁକି ଖର୍ଚ୍ଚ ହେବ ? ଏହି ସର୍ବଭାରତୀୟ ସ୍ତରରେ ପ୍ରଣୟନ କରାଯାଉ । ନମସ୍କାର ।
@maheshwardas310
@maheshwardas310 6 месяцев назад
ଏମିତି ଆଗରୁ ହେଇଚି ନା ଏବେ ହେଉଛି
Далее
МЭЙБИ БЭЙБИ - Hit Em Up (DISS)
02:48
Просмотров 369 тыс.
А вы знали что металл тонет?
00:32