Тёмный

OVC 2K21 presents 'ଅଭିଯାନ' | ଭାଗ:୩| Best Drama of the year|Dramatics 2K24|| 

OVC 2K21
Подписаться 626
Просмотров 173
50% 1

କାହାଣୀ - ୰ ପ୍ରଫୁଲ୍ଲ କର
ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା- ଦେବବ୍ରତ ପଟ୍ଟନାୟକ
ମଞ୍ଚ ଉପରେ
ଦିନେଶ - ଚିନ୍ମୟ ରଞ୍ଜନ ମାନ୍ଧାତା
ମୀରା - ଅର୍ପିତା ଶେଫାଳୀ
ଶୁଭେନ୍ଦୁ -ସତ୍ୟ ସ୍ୱରୂପ ନାୟକ
ଛୋଟା - ଶୁଭମ ଦାଶ
ନନା - ସୌଭାଗ୍ୟ କୁମାର ସାହୁ
ଦଦେଇ- ସତ୍ୟଜିତ ରାଉତରାୟ
ମଦନା - ଶାଶ୍ଵତ ପାଣିଗ୍ରାହୀ
ଭକ୍ତ ୧ - ବ୍ରଜେଶ୍ୱର ଚନ୍ଦ୍ର ଦାସ
ଭକ୍ତ ୨ - ଦିନେଶ ପ୍ରସାଦ ଦାସ
ପ୍ରେମିକ - ଅହେଶ କାନ୍ତ ସାହୁ
ପ୍ରେମିକା - ଲିପ୍ସାଶ୍ରୀ ମହାପାତ୍
ପ୍ରସଙ୍ଗ
ଏକବିଂଶ ଶତାବ୍ଦୀରେ ବିଜ୍ଞାନ ବିକାଶ କରି ଚାଲିଛି,
ମଣିଷ ସେମିତି ଅହଙ୍କାର ଓ ସ୍ୱାର୍ଥପରତାର ଶିକାର
ହୋଇଚାଲିଛି , ମଣିଷ ଯେତିକି ଶିକ୍ଷିତ ଓ ମାର୍ଜିତ
ହେଉଛି ସେତେ ହୀନମନ୍ୟତାର ଶି କାର ହବାକୁ
ଲାଗୁଛି|ମଣିଷ ଭୁଲି
ଯାଉଛି
ମାନବିକତା, ଏ କଥା

ସେ ସ୍ୱୀକାର ନ କଲେ ମଧ୍ୟ ଅପ୍ରିୟ ସତ୍ୟ। ତେବେ
ଏ ସ୍ୱାର୍ଥର ଭିଡ଼ ଭିତରେ ଏବେବି ଏମିତି କିଛି
ଲୋକ ଅଛନ୍ତି ,ଯେଉଁମାନଙ୍କ ଆଖି ଅନ୍ୟ ମାନଙ୍କ
ପାଇଁ
ଲୁହରେ ଭିଜି ଯାଏ। ସମାଜର ଅସହାୟ ଓ
ଅବହେଳିତ ଜଣେ ଯୁବକର କାହାଣୀକୁ ନେଇ
ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ନାଟକ
"ଅଭିଯାନ”

Опубликовано:

 

17 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии    
Далее
Prank Orchestra
00:10
Просмотров 1,1 млн
Manas Sathe - Kathak
17:14
Просмотров 52
DEAR NATHA 1
11:49
Просмотров 30