Тёмный

Pandian Plays His Card, Santrupta Appointed As The Political Secretary | Nirbhay Gumara Katha 

Nirbhay
Подписаться 286 тыс.
Просмотров 68 тыс.
50% 1

Pandian Plays His Card, Santrupta Appointed As The Political Secretary | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

6 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 343   
@arabindamishra4045
@arabindamishra4045 3 месяца назад
ସଦ୍ୟ ନିର୍ବାଚନ ରେ ଓଡିଶା ବାସି ଆତ୍ମାଘୋଷିତ ସନ୍ୟାସୀ ପାଣ୍ଡିଆନ ର ଓଡିଶା ବୁଲା ବନ୍ଦ କରାଇ ନବୀନ ନିବାସ ରେ ବନ୍ଦ କରାଇଲେ। ବର୍ତ୍ତମାନ ସଂତୃପ୍ତ ମିଶ୍ରଙ୍କୁ ନବୀନ ଙ୍କ ରାଜନୈତିକ ସଚିବ କରାଇ ତାଙ୍କ ପଛରେ ସବୁ ଖେଳ କରିବାର ସୁନିୟୋଜିତ ଯୋଜନା ପାଣ୍ଡିଆନ କରିଛି ଓ ପୂର୍ବପରି ବିଜେଡି ଓ ନବୀନଙ୍କୁ ନିୟନ୍ତ୍ରଣ କରିବାକୁ କ୍ଷେତ୍ର ପ୍ରସ୍ତୁତ କରିଛି ତାହା ଓଡିଶା ବାସି ଠିକ ବୁଝି ସାରିଛନ୍ତି। ଏ ଘଟଣା ପ୍ରମାଣିତ କରିଛି ଯେ କେବଳ ବିଜେଡି ର ଅନ୍ୟ ନେତା ନୁହଁନ୍ତି ସ୍ୱୟଂ ନବୀନ ମଧ୍ୟ ପାଣ୍ଡିଆନର କ୍ରୀତଦାସ।
@satyabansarangi7693
@satyabansarangi7693 3 месяца назад
ନବୀନ ଙ୍କ ପାଣ୍ଡିଆନ ପ୍ରେମ ର ବାସ୍ତବିକ ରହସ୍ୟ କଣ କୁହନ୍ତୁ। ବଡ଼ ଆଶ୍ଚର୍ଯ୍ୟ ଲାଗୁଚି ୟେ ସମ୍ପର୍କ ।
@Katak_Dk
@Katak_Dk 3 месяца назад
ନିର୍ଭୟ ଆରମ୍ଭରୁ ଆପଣ ଯେଉଁ ଆମେରିକା ର କ୍ରୀତଦାସ ପ୍ରଥା କଥା ଜଣାଇଲେ ବହୁତ୍ ଭଲ ଲାଗିଲା ଉତ୍କଳ ମାଟିର ନାଗରିକ ମାନେ ଏ ବିଷୟ ଜାଣିବା ଦରକାର
@gopalsamall8365
@gopalsamall8365 3 месяца назад
କ୍ରୀତ ଦାସ ❤କେହି ଯାଜପୁର ରେ ନ ଥିଲା ଯଯାତି କେଶରୀ ଙ୍କ ସାମ୍ରାଜ୍ୟ ର ରାଜଧାନୀ ଥିଲା ଯାଜପୁର l ଯାଜପୁର ଆଜି କ୍ରୀତ ଦାସ ମୁକ୍ତ ହୋଇଥିବା ରୁ ଯାଜପୁର ବାସୀ ଖୁସୀ l
@chittaranjanbehera8173
@chittaranjanbehera8173 3 месяца назад
BJD leaders have not left the slavery system. As explained correct. I appreciate it.
@AmarLenka-m6v
@AmarLenka-m6v 2 месяца назад
Mo bhai right 👍
@trilochanpatnaik6321
@trilochanpatnaik6321 3 месяца назад
ଆଜିର ଆଲୋଚନା ଅତି ସୁନ୍ଦର। BJD ଦଳରେ ଗତ ଦିନ ମାନଙ୍କରେ ଯେଉଁ ପ୍ରକାର ଅଭିନୟ ଚାଲିଥିଲା ଏବେ ତାହାହିଁ ଚାଲୁଛି ଓ ଆଗକୁ ସେହିପରି ଚାଲିବ। ସେ ଅଭିନୟ ରେ ପ୍ରଯୋଜକ ନବୀନ ବାବୁ ହେଲେ ଡାଇରେକ୍ଟର ହେଉଛନ୍ତି Pandian. ଯେଉଁ ମାନେ ଦୁର୍ନୀତି ପୂର୍ଣ୍ଣ ଅଛନ୍ତି ସେମାନେ BJD ର ଏବେକାର transfermation ରେ actor ଭାବେ appointment ପାଇଛନ୍ତି।।
@Ffffffeecvbutreerfhyhuj
@Ffffffeecvbutreerfhyhuj 3 месяца назад
ଆମ ଓଡିଶା ରେ ଏମିତି ହୁଏନି ଏଠି କ୍ରୀତଦାସ ଙ୍କର power ବେଶୀ, ଓଡିଶା ରାଜନୀତି ରେ ଯିଏ ଭଲ କ୍ରୀତଦାସ ର ରୋଲ ଲିଭେଇ ପାରିଲା କମସେ କମ 500 କୋଟି ଟଙ୍କା ର ମାକିକ ଆଉ ସମାଜ ରେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ଗଣା ହେଇପାରିବ. ତେଣୁ ରାଜନୀତି ରେ ଭଲ ଲୋକଙ୍କ ସ୍ଥାନ ନାହିଁ. ଏଠି କ୍ରୀତଦାସ ହେବାପାଇଁ କଂପିଟେସନ ଚାଲିଛି.
@prafullamohanty5557
@prafullamohanty5557 3 месяца назад
ଅତି ସୁନ୍ଦର ଉପସ୍ଥାପନା ସାର୍ ବିନାଶ କାଳେ ବିପରୀତ ବୁଦ୍ଧି BJD ର ବିଭୀଷଣ କୁ ନୂଆ ସୁରକ୍ଷା ନୁହେଁ BJD ବୁଡ଼ିବା ର ନୁଆ ଯୋଜନା।
@gobindachandramohanty8439
@gobindachandramohanty8439 3 месяца назад
ବହୁତ ବହୁତ ଧନ୍ୟବାଦ ନବିନ ବାବୁ
@sarbeshwarrout7029
@sarbeshwarrout7029 3 месяца назад
ବିଜୁଜନତା ଦଳ ରେ ରାଜନୀତି କମ୍ କୁଟ ନୀତି ଓ ଭ୍ରଷ୍ଟ ନୀତି ଅଧିକ।
@salilkumar9703
@salilkumar9703 3 месяца назад
ବଂଶ ନାଶ ବେଳକୁ ଘୋଡ଼ା ମୁଁହା ପୁତ୍ର ଜନ୍ମଗ୍ରହଣ କଲାପରି ସତୃପ୍ତ ମିଶ୍ର ଆବିର୍ଭାବ ହୋଇଛନ୍ତି ବୋଲି ବିବେଚନା କରାଯିବ କି ?
@Narmada-q6j
@Narmada-q6j 3 месяца назад
କରାଯାଇପାରେ 🎉
@Kalingaashok-yo1ob
@Kalingaashok-yo1ob 3 месяца назад
ଶ୍ରୀ ଗୁଣ୍ଡୁଚା ରଥଯାତ୍ରା ଉପଲକ୍ଷେ ଆପଣଙ୍କୁ ଅଶେଷ ଧନ୍ୟବାଦ 🙏ନମସ୍କାର.
@AshokPanda-qt4qn
@AshokPanda-qt4qn 3 месяца назад
100% Sata Anuman Jai Maa Samleiswari 🙏
@laxmidharnayak4191
@laxmidharnayak4191 3 месяца назад
Ati sundar o sathik bislesan. Apananka asanka sampurna Satya. Samayaku apekshaya . Ases2 dhanyabad namaskar ji 🙏. .
@umakantaswain8290
@umakantaswain8290 3 месяца назад
ବଡ ଦୁଃଖର କଥା 25 ବର୍ଷ ର ଅଭିଜ୍ଞତା କୁ ଜ୍ଞାନ ଦେବ 2 ମାସର ଅଭିଜ୍ଞତା ଏହା କେବଳ ଓଡିଶା ରାଜ୍ୟ ଓ ନବୀନ ଭଳି ନେତାଙ୍କ ପାଖରେ ସମ୍ଭବ
@bijayanandadas8289
@bijayanandadas8289 3 месяца назад
ନିର୍ମଳ ଭାବମୂର୍ତ୍ତିଧାରୀ ଭୟଙ୍କର ଖେଳୁଆଡ଼ ହେଲେ ଆମ ନବୀନ ବାବୁ ଯାହାଙ୍କ ମାୟା ଜାଲ ରେ ପ୍ରତିପକ୍ଷ ବିରୋଧୀ ବି ସମ୍ମୋହହିତ।
@niranjannaik6376
@niranjannaik6376 3 месяца назад
100%
@anadicharansamal7033
@anadicharansamal7033 3 месяца назад
ଯାହା ହେଉ ନବୀନ ବାବୁ ଗୋଟିଏ କ୍ରୀତଦାସକୁ ମୁକ୍ତି ଦେଲେ।
@LaxmikantaPradhan-h1d
@LaxmikantaPradhan-h1d 3 месяца назад
ମରଣକାଳେ ବିପରୀତ ବୁଦ୍ଧି। ନବୀନବାବୁଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଦଳ ଭିତରେ ଅସନ୍ତୋଷ ବଢାଇବା ପାଇଁ ଖୋରାକ ଯୋଗାଇବା ସହ ଦଳ ଭାଙ୍ଗି ଯିବାରପାଇଁ ନିଆଁ ରେ ଘିଅ ଢାଳିବ। ଜୟ ଜଗନ୍ନାଥ।
@GourishankarDash-xp8st
@GourishankarDash-xp8st 3 месяца назад
You are great. ଆପଣକୁ ଧନ୍ୟବାଦ ।
@SurendraMishara-h1p
@SurendraMishara-h1p 3 месяца назад
ସାଦର ପ୍ରଣାମ, ରକ୍ତମୁଖା ପାଣ୍ଡିଆନର କି ସୁପର ବୁଦ୍ଧି...!!!ପାଣ୍ଡିଆନ ସଂତୃପ୍ତ କାନ୍ଧରେ ବନ୍ଧୁକ ରଖି ଗୁଳିଫୁଟେଇବା ତାର ଲକ୍ଷ୍ୟ... ସ୍ୱାଭିମାନ ବିଜେଡି ଏ ରାୟକୁ ସତରେ କଣ ମାନିବେ ??? 🙏🙏🙏
@SantoshMahanty-p2t
@SantoshMahanty-p2t 3 месяца назад
Ek dum thik.
@manjupravamishra8000
@manjupravamishra8000 3 месяца назад
ଶ୍ରୀ ଗୁଣ୍ଡିଚା ‌ରଥଯାତ୍ରା ଉପଲକ୍ଷେ ଆପଣଙ୍କୁ ମୋ 'ତରଫରୁ‌‌ ଅଜସ୍ର ଅଭିନନ୍ଦନ ତଥା ହାର୍ଦ୍ଧିକ ଶୁଭେଚ୍ଛା, ଶୁଭକାମନା ଓ ପ୍ରଣାମ 🙏। ଆପଣଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛି 🙏।ଜୟ ଶ୍ରୀ ଜଗନ୍ନାଥ 🌹🙏।
@netajidash9367
@netajidash9367 3 месяца назад
ଯା ହ‌ଉ ଏଥର ଜଣେ ନୂଆ "ସାର୍" ଆସିଲେ।
@Sushama-s4r
@Sushama-s4r 3 месяца назад
Hundred percent true Sir 🙏
@naturesparadise8859
@naturesparadise8859 3 месяца назад
ଯା‌ହା ଟିକିଏ ବଞ୍ଚି ଥାଆନ୍ତେ ଆଉ କିଛି ଦିନ ଏବେ ଆହୁରି ଶିଘ୍ର ତଳିତଳାନ୍ତ ହେବାକୁ ଯାଉଛି ଶଙ୍ଖ ଦଳ।
@sangramkishoredasdas2424
@sangramkishoredasdas2424 3 месяца назад
ଯଥାର୍ଥ ଆଲୋଚନା ଟି କୁ ବିଜେଡି ନେତାମାନେ ଶୁଣିବା ଦରକାର ଓ ଦଳକୁ କ୍ରୀତଦାସ ପ୍ରଥାରୁ ମୁକ୍ତି ଦେବା ଦରକାର ।
@sarojghosh1199
@sarojghosh1199 3 месяца назад
Bahut badhia Upasthapana❤Jay Shri Ram🙏🛕
@tunapallei1017
@tunapallei1017 3 месяца назад
ଉଚ୍ଚସ୍ଥରୀଅ ଉପସ୍ଥାପନା ସକାସେ ଧନ୍ୟଵାଦ, କେଵେ ଚୋର ଵନ୍ଧାହେବେ
@laxmidharabarik2952
@laxmidharabarik2952 3 месяца назад
ସାର୍ 🙏ଭିକେ ପାଣ୍ଡିଆନ ଯେତେଦିନ ବିଜେଡିରେ ରହିବେ ବିଜେଡ଼ି ସେତେ ଡ୍ୟା ମେଜ୍ ହେବ। ତେଣୁ ବିଜେଡ଼ି ସଭାପତି ଚାହା କପରୁ ମାଛି ବାହାର କଲା ଭଳି ପାଣ୍ଡିଆନଙ୍କୁ ବାହାର କରି ଫୋଫାଡି ଦିଅନ୍ତୁ। ନହେଲେ ଦଳରେ ବିରାଟ ବିସ୍ଫୋରଣ ହେବ। ❤❤❤
@Rajanibiswal2024
@Rajanibiswal2024 3 месяца назад
ସାର୍ ଏ ଚାଲାଖିଆ ଶନ୍ୱାସୀ ଏମାନଙ୍କୁ ଆଗକୁ ଠେଲିଦେଇ ଭିତିରିଆ କେନ୍ଦ୍ର ଚାଣକ୍ୟଙ୍କ ସହିତ ସଂପର୍କ ରଖିବେ ଇଡି ଓ ସିବିଆଇ ଭୟରେ ଏବଂ ରାଜ୍ୟ ସରକାର ଙ୍କୁ ମଝିରେ ମଝିରେ କେଁଚିବେଆପଣ ଲେଖିକି ରଖନ୍ତୁ
@jyotirmayjena1869
@jyotirmayjena1869 3 месяца назад
Santrupta Mishra ରାଜନୀତିର ର ଅକ୍ଷର ମଧ୍ଯ ଜଣା ନାହିଁ କିନ୍ତୁ ସେ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ । ବିଜେଡି ର ଗତି କୁଆଡେ ?
@nibarranjanbhuyan4568
@nibarranjanbhuyan4568 3 месяца назад
ମୋଦି ଙ୍କ କଥା ଅନୁସାରେ ଛ ମାସରେ ବିଜେଡି ଭାଙ୍ଗିବ ଏଇଟା ହେଇକି ରହିବ. ମୋଦି ଙ୍କ prediction ଭୁଲ ହେଇନି କି habani😂
@bulusethy9220
@bulusethy9220 3 месяца назад
❤❤❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@laxmidharapanda6086
@laxmidharapanda6086 3 месяца назад
ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଓ ବବି ଉଭୟେ ଦାୟୀ ! କିନ୍ତୁ ଏକା ବବି ଦଣ୍ଡିତ ହେଲେ ଅଥଚ ପାଣ୍ଡିଆଙ୍କୁ ନବୀନବାବୁ ଜ୍ୱାଇଁଚର୍ଚ୍ଚା କରୁଛନ୍ତି ନବୀନ ନିବାସରେ ରଖି ! ସତରେ ବିଜେଡି ହେଉଛି ବିଚିତ୍ର ଜନତା ଦଳ !
@Manoranjansahoo34680
@Manoranjansahoo34680 3 месяца назад
ସାର ନମସ୍କାର, ଆପଣଙ୍କର ଆଜିର ଉପସ୍ଥାପନା ମୋତେ ସମ୍ପୂର୍ଣ ଭିନ୍ନ ଧରଣର ଆମୋଦ ଦେଲା ଯାହାଦ୍ୱାରା ମୁଁ ଖୁବ ହସିଲି ଆଜି ଆପଣ ପୁଣି ଗୋଟିଏ ନାମକରଣ କଲେ ପାଣ୍ଡିଆନଙ୍କର "ଅତୃପ୍ତ ", ସେଥିପାଇଁ ଆପଣଙ୍କୁ ଯେତେବି ଧନ୍ୟବାଦ ଦେଲେ କମ ହେବ, ଜୟ ଜଗନ୍ନାଥ 🙏🌺🚩🙏🌺🚩🙏🌺🚩
@AsitBallavRoy
@AsitBallavRoy 3 месяца назад
Beautiful presentation. Many many thanks.
@chittaranjansahu8113
@chittaranjansahu8113 2 месяца назад
ସୁନ୍ଦର ଆଲୋଚନା କରିଛନ୍ତି ନବିନ ଦାସ‌ ବାବୁ
@Rajanibiswal2024
@Rajanibiswal2024 3 месяца назад
ସାର୍ ନମସ୍କାର ଆପଣ ଏତେ ସୁନ୍ଦର ଉପସ୍ଥାପନା ଓ ବିଶ୍ଳେଷଣ ମୋ ହୃଦ କୁ ଛୁଇଁଥିବା ଆପଣ ଙ୍କୁ ପ୍ରଣାମ ଜଗନ୍ନାଥ ଭଲରେ ରଖନ୍ତୁ ଏତିକି ପାର୍ଥନା
@arunkumarprusty1968
@arunkumarprusty1968 3 месяца назад
ରାଜନୀତିରୁ ସନ୍ୟାସ ନେଇଥିବା ଚର୍ଚ୍ଚିତ ବ୍ୟକ୍ତି ପ୍ରକୃତରେ ରାଜନୀତିରେ ଯେତିକି ରୁଚି ରଖିଛନ୍ତି,ତା'ଠାରୁ ଅଧିକ, ବିଜେଡି ଦଳର ଦଳୀୟ ପାଣ୍ଠି ଉପରେ ବୋଧହୁଏ ଅଧିକ ନଜର ରଖିଛନ୍ତି!!!
@kashinathdash4772
@kashinathdash4772 3 месяца назад
BJD ରେ ଆଉ ଦକ୍ଷ ଏଵଂ କୁଶଳୀ ରାଜ ନେତା ଆଉ ନାହାନ୍ତି।।
@santoshbiswal6256
@santoshbiswal6256 3 месяца назад
Sir your analysis is beautiful .actualy your judgement is ful of correct. Jay sriram.
@AjayakumarMishra-m7d
@AjayakumarMishra-m7d 3 месяца назад
This episode is excellent Nabin sir
@maheswarparihari5189
@maheswarparihari5189 3 месяца назад
ନବୀନ ବାବୁ BJD ଦଳ ସହିତ ଓଡ଼ିଶାକୁ ତଳିତଳାନ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି
@shubhendudash362
@shubhendudash362 3 месяца назад
Why blame Pandian. Navin Pattnaik is solely responsible for it
@alokaranjandash9853
@alokaranjandash9853 3 месяца назад
ଜଣେ Corporateer ଓ ଆଉ ଜଣେ Bureaucrat ମିଶି ଦଳ ଚଳାଇବେ । ପୁଣି କର୍ମୀମାନଙ୍କୁ କ୍ରୀତଦାସ କରି ରଖିବେ ।
@mauditripati2254
@mauditripati2254 3 месяца назад
Adha ru adika neta BJD chadibe
@rajanikantachoudhury2343
@rajanikantachoudhury2343 3 месяца назад
ସାର. ଆପଣ ଙ୍କ ଆକଳନ ଠିକ ହେବାକୁ ଯାଉଛି.
@dinakrushnabai8087
@dinakrushnabai8087 3 месяца назад
ଅତି ସୁନ୍ଦର ଉପସ୍ଥାପନା 🙏
@deepanjalimohanty9756
@deepanjalimohanty9756 3 месяца назад
ଜୟ ଜଗନ୍ନାଥ 🙏🏻🙏🏻🙏🏻
@sethipravat
@sethipravat 3 месяца назад
ମାନ୍ୟବର ବିଜୁ ଜନତା ଦଳ କୁ ଏବେ ଏକ କର୍ପୋରେଟ ହାଉସ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ,
@sukantabaliarsingh9769
@sukantabaliarsingh9769 2 месяца назад
ନବୀନ ପଟ୍ଟନାୟକଙ୍କୁ ହଟାଅ
@geetaranisamal6638
@geetaranisamal6638 3 месяца назад
Sir 🙏। ମୁଁ ଏ ପର୍ଯ୍ୟନ୍ତ ବୁଝି ପାରୁନି ପାଣ୍ଡିଆନ ବିରୁଦ୍ଧରେ ନୂତନ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି କାହିଁକି?? ମୋତେ ଟିକେ ବୁଝେଇ ଦେବେ, ଏହାର କାରଣ କଣ ହୋଇପାରେ?
@hardworkneverdies5679
@hardworkneverdies5679 3 месяца назад
କାରଣ Pandian ସ୍ୱଚ୍ଛ ଆଉ ନିର୍ମଳ ଭାବମୂର୍ତ୍ତି ଥିଲେ... କିଛି allegations ଥିଲେ ତ action ନେବେ 😅
@nareshpanda4485
@nareshpanda4485 3 месяца назад
ବିଜେଡି 440 ଭୋଳଟ ପାଇବ. ଏହା ପାଣ୍ଡିଆନ ର ଆଉ ଗୋଟେ ଚାଲ. ଆଉ ପରୋକ୍ଷରେ ଏହା ବିଜେପି ପାଇଁ ଭଲ
@rajeshrout937
@rajeshrout937 3 месяца назад
ଅତିସୁନ୍ଦର
@nandakishorebagarty368
@nandakishorebagarty368 3 месяца назад
ସଂତୃପ୍ତ ମାଧ୍ୟମରେ ଅତୃପ୍ତ ର ଗୋଟି ଚାଳନା BJD ର ବିଲୁପ୍ତ ର କାରଣ ହେବ ନିଶ୍ଚୟ
@satyanarayansahoo6768
@satyanarayansahoo6768 3 месяца назад
As long as Odisha people smell the presence of Pandian with Naveen or in Odisha the chances of Bjd's come back is a day dream.
@DevadattaSingh
@DevadattaSingh 3 месяца назад
Jay Jagannath Swami
@gyanabratamohanty4219
@gyanabratamohanty4219 3 месяца назад
ନିର୍ବାଚିତ ଲୋକ ପ୍ରତିନିଧି ବଡ଼ ନା ସରକାରୀ ଚାକିରୀଆ ବଡ଼ - ଗୋଟିଏ ଦଳ ତାଙ୍କ ନିଷ୍ପତ୍ତି ବଜାୟ ରଖି ଚାଲିଛନ୍ତି | ଦେଖିବା - ଏବେ ମୁହଁ ଖୋଲିବେ, ନା ପୂର୍ଵ ପରି ନିରବ ରହିବେ 😀😀
@basantapattnaik7812
@basantapattnaik7812 3 месяца назад
ସାର ପ୍ରଣାମ 🙏🌹
@kailashrana5820
@kailashrana5820 3 месяца назад
ନବୀନ ବାବୁ ପାଣ୍ଡିଆନ୍ କୁ ଗୁରୁତ୍ୱ ଦେବା ସୂତ୍ରଧର ହୋଇପାରନ୍ତି ସ୍ରଦ୍ଧା ।
@madanlohar8284
@madanlohar8284 3 месяца назад
ବହୁତ ଭଲ କଥା
@gupteswarmajhi2835
@gupteswarmajhi2835 3 месяца назад
ସନ୍ତ୍ରୁପ୍ତ କିଏ ? ତାଙ୍କୁ ଏଭଳି ପଦ ଦେଇ ବିଜେଡି ନିଜ ଗୋଡ଼ ରେ ନିଜେ କୁରାଢି ମାରିଚି।
@TirtharajPanda
@TirtharajPanda 3 месяца назад
Jai Jagannath
@swadhikarbetaj3768
@swadhikarbetaj3768 3 месяца назад
ଆଜ୍ଞା! ଫଟାକାନ୍ଥ ରେ କାଦୁଆ ଲେସି ଯେତେ ମରାମତି କରାଯାଉ ନା କାହିଁକି ଫାଟ ଆହୁରି ସେତେ ସଫା ଦେଖାଯିବ।କିନ୍ତୁ ଗୋଟେ କଥା ବୁଝା ପଡୁନି ନବୀନ ବାବୁ ସେ ଦଳରେ ଗୋଟିଏ ଅପଦାର୍ଥ ଜନ୍ତୁ ଭାବେ ରହିଛନ୍ତି କାହିଁକି??
@raghumaninayak9593
@raghumaninayak9593 3 месяца назад
ଆଜିର ଆଲୋଚନା ଓ ପ୍ରଜ୍ୟାଲୋଚନା ଉଚ୍ଚକୋଟୀର ।ରଥଯାତ୍ରା ଉପଲକ୍ଷେ ଆପଣଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ମାଆ ତାରିଣୀ ବନ୍ଦେ ଉତ୍କଳଜନନୀ 🙏🙏🙏
@skdsingerkumarsaroj655
@skdsingerkumarsaroj655 3 месяца назад
ଏ ସଂସାର ରେ ଜୀଏବି ଅଧର୍ମ କରୁ ସିଏ ସିନା ଏ ସଂସାର ରୁ ଖସି ଯିବ କିନ୍ତୁ କାଳିଆ କୁ ତା'ର ପାଞ୍ଚଗୁଣା ହିସାବ ଦେବାକୁ ପଢିବ ଜୟ ଜଗନ୍ନାଥ ଅଧର୍ମୀ ଖସି ନଯାଉ ପ୍ରଭୁ
@BiduutaravaSahoo
@BiduutaravaSahoo 3 месяца назад
CBI E D investigation immediately
@PurnachandraBehera-if5tu
@PurnachandraBehera-if5tu 3 месяца назад
ଏବେବି vkp ସର୍ବେସର୍ବା। ଏମାନେ କ୍ରୀତଦାସ।
@arunasamantaray8276
@arunasamantaray8276 2 месяца назад
Khubsundar bislesanatmaka alochana.Dhanyabad
@mituprdhan2020
@mituprdhan2020 3 месяца назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻
@narendrabarik9855
@narendrabarik9855 3 месяца назад
Jay Jagannatha Bharasa
@kailashrana5820
@kailashrana5820 3 месяца назад
ବିଜୁଜନତାଦଳର ସ୍ବାଭିମାନ ନେତା ଓ କର୍ମୀ ଦଳରେ ରହିବେ କି ନାହିଁ ସ୍ଥିର ନିଶ୍ଚୟ କରିବେ ।ଆମ ଜାଣିବାରେ ଉକ୍ତ ଦଳରେ ବହୁତ ଭୀରୁ ଏବଂ ତୋଷାମୋଦିଆ କର୍ମୀ ଓ ନେତା ଅଛନ୍ତି ।ତେବେ ଅନ୍ୟ ଦଳମାନେ ଏହି ଭୀରୁ ଏବଂ ତୋଷାମୋଦକାରୀ ବିଜେଡି ନେତାମାନଙ୍କୁ କଷଟି ପଥରରେ କଷଟିକରି ଗ୍ରହଣ କଲେ ଦଳର ମଙ୍ଗଳ ।ଧନ୍ୟବାଦ।
@Jagannath-oc9ht
@Jagannath-oc9ht 3 месяца назад
JAI JAI SHREE JAGANNATH.
@sushildash1265
@sushildash1265 3 месяца назад
Excellent logical analysis of facts.
@beheraajay2886
@beheraajay2886 3 месяца назад
ଆପଣଙ୍କ ଦୃଷ୍ଟିରେ ଏହି ବ୍ୟକ୍ତି ପାଣ୍ଡିଆ ନ ର ଲୋକ ଠିକ୍। କିନ୍ତୁ କାହିଁକି BJP ଦଳ ED CBI ଦ୍ୱାରା ପାଣ୍ଡିଆ ନ ଓ ବବି କୁ arrest କରୁ ନି। ବୋଧେ ଏ ମାନେ BJP କୁ ଚାନ୍ଦା ଦେଇଛନ୍ତି କି?
@chandipadapanda4707
@chandipadapanda4707 3 месяца назад
ବିନାଶ କାଳେ ବିପରୀତ ବୁଦ୍ଧି ,ନବୀନ ବାବୁଙ୍କ ର ନିଷ୍ପତ୍ତି କାହିଁକି ଆମକୁ ଅଡୁଆ ଲାଗୁଛି ଓ ହଜମ ହେଉନାହିଁ ।
@jitumohanty8691
@jitumohanty8691 3 месяца назад
Mg ଭାବୁଛି ଏକା ପାଠୁଆ
@ashokkumarpanda5127
@ashokkumarpanda5127 3 месяца назад
Jay Shree Jagannath 🙏🏼🙏🏼
@mahendrasahoo5125
@mahendrasahoo5125 3 месяца назад
ଅନାସ୍ତ କାଳେ ବିପରୀତ ବୁଦ୍ଧି
@aditya_nayak
@aditya_nayak 3 месяца назад
Many many thanks sir🎉
@harishmallck2
@harishmallck2 3 месяца назад
ବୁଡିଗଲା ଗୋଡ ତଳକୁ ତଳକୁ! ସେଇ ଅବସ୍ଥା ବର୍ତମାନ ବିଜେଡି ର ଅବସ୍ଥା
@bhupaticharanojha.6870
@bhupaticharanojha.6870 3 месяца назад
କାର୍ତିକ ପାଣ୍ଡିଆନଙ୍କ ଯେମିତି ଶିଶୁପାଳ ହେଲେ ଏ ଭଦ୍ରବ୍ୟକ୍ତି ସେମିତି ହେବେନିତ ?
@santoshsingh-im7ne
@santoshsingh-im7ne 3 месяца назад
Correct analysis sir.
@subhransusundardas911
@subhransusundardas911 3 месяца назад
Nice Analysis & Appropriately Said Sir🙏🙏
@hemantkumarsingh1387
@hemantkumarsingh1387 3 месяца назад
Perfect analysis.Great.
@PremanandaMohanty-n3j
@PremanandaMohanty-n3j 2 месяца назад
କ୍ରୀତଦାସ ମାନସିକତା ବିଜେଡି ଦଳ ପାଇଁ ନୂଆ ନୁହେଁ ! ଏହା ପ୍ୟାରିବାବୁ ମୁଳୁଦୁଆ ପକାଇଥିଲେ 😂😂
@kedarmahapatra2135
@kedarmahapatra2135 3 месяца назад
Sir your are a true speaker
@pramodjena2534
@pramodjena2534 3 месяца назад
Why santrupta be the political adviser of Nabinji who has no political experience..It beleives excm has no faith upon the existing political leaders of bjd.
@prasantakumarswain3419
@prasantakumarswain3419 3 месяца назад
ବବି ଙ୍କ ପରେ ସଂତ୍ରୁପ୍ତ,ଆଜି ପ୍ରସଙ୍ଗ ର ନାମ କରଣ ଯଥାର୍ଥତା ଅଛି।
@pramodkumarbiswal4883
@pramodkumarbiswal4883 3 месяца назад
Well topic for people of odisha
@rameshchandrabehera9435
@rameshchandrabehera9435 3 месяца назад
ବିନାଶ କାଳେ ବିପରୀତ ବୁଦ୍ଧି,ବିଜେଡି ତିଷ୍ଠି ପାରିବ ନାହିଁ
@babasocialcreation5844
@babasocialcreation5844 3 месяца назад
ବିଜେଡି ପ୍ରତି ଧର୍ମେନ୍ଦ୍ର ପ୍ରଧାନଙ୍କ ନିବିଡ ସମ୍ପର୍କ ଗଭୀରତା ସର୍ବଦା ରହିଛି। ଢୋଲ ଭିତରେ ମୂଷା ବିଜେପି ଦଳରେ କାମ କରୁଛନ୍ତି। ଏଭଳି ମାନସିକତା ରହିଲେ ଆଗାମୀ ଦିନରେ ବିଜେପି ଓଡିଶା ବାସୀ ଙ୍କ ନିକଟରୁ ପ୍ରତ୍ୟାଖ୍ୟାନ କରିବେ।
@rahashyakatha9028
@rahashyakatha9028 2 месяца назад
ଛୋଟ ଗୋଟେ ଦୁର୍ଘଟଣା.... ମଣିଷ ଦଳା ଚକଟା ରେ ମରିବ... ବିଜେଡି ସମୟ ରେ ହେଇଥିଲେ ଆପଣ ବୋଧେ ଚିତ୍କାର କରିଥାନ୍ତେ ତଣ୍ଟି ଫଟେଇ
@chhabindramansingh73
@chhabindramansingh73 3 месяца назад
ହାରିବା ସମୀକ୍ଷା କରିବକଣ ନବିନା, ସେ ନିଜେ ଦାଈ, ସଂତୃପ୍ତ ମିଶ୍ର ଭଲ ପଇସା ଵାଲା bjd କୁ ଭୋଟ ବେକେ ନଳୀ ଦେଇଚି, ଏତେ ବଡ଼ ପୁରୁଣା ନେତା ଥାଉ ଆକୁ ଦେଲେ, ନିର୍ଲଜ bjd ଜାହା କଲେ ପାଣ୍ଡୁଆ କବଳରୁ ମୁକୁଳି ପାରୁନି, କି ଆଗାମୀ ଭବିଷ୍ୟତରେ ଉଠିବନି, ନବୀନ ଆଉ ପାଣ୍ଡୁଆ ଠିଁ କଣ ରସଲାଗିଛି bjd ନେତା ଛାଡି ପାରୁନି
@GolokSahoo
@GolokSahoo 3 месяца назад
Wrong step is always wrong.Do not expect good result from wrong foundation.who may ever be behind this formation never be a good politician.
@rajibdas495
@rajibdas495 3 месяца назад
ମନୁଆ ୭ ଥର ହାରି ବିଜେପି ରାଜ୍ଯ ସଭାପତି କରିଥିଲେ କେମିତି
@bhubanmohanty3853
@bhubanmohanty3853 3 месяца назад
ଡ୍ରାମାର ଅନ୍ତ କେବେ
@shivaprasadsamal8665
@shivaprasadsamal8665 2 месяца назад
All the 50 elected MLAs should make another independent forum for their survival.
@satyanaryanpraharaj5840
@satyanaryanpraharaj5840 2 месяца назад
ନବୀନ ବାବୁ କୁଂ ଜିଏ ଅମାପ ଧନ ଦେବ ସିଏ ତା ପାଇଂ ସେ ସବୁ କିଛି କରିବେ । ସଂତରୁପତ ତାର ନମୁନା ।
@ramachandrapanipani7424
@ramachandrapanipani7424 2 месяца назад
ଜୟ ଶ୍ରୀ ଜଗନ୍ନାଥ !
@Funnytrainvideos-u1g
@Funnytrainvideos-u1g 3 месяца назад
Sir your analysis is superb and always brings a caution and message for 4.5 crores Odias.Really we people are becoming very much asthetic to listen such advice from an gentleman and intelligent journalist.Shame on us
@arjunbag5441
@arjunbag5441 3 месяца назад
ଘୁଷୁରୀ ପ୍ରକୃତି ପଙ୍କରେ ଲୁଟେ, ମଣିଷ ପ୍ରକୃତି ମଲେ ତୁଟେ।ଦଳର ଯାହା ହେଇଗଲାଣି କିନ୍ତୁ ନବିନ ପଟ୍ଟନାୟକ ସୁଧୁରିବା ଲୋକ ନୁହଁନ୍ତି। ଧନ୍ୟବାଦ,,,,,
@debasishpatra1366
@debasishpatra1366 3 месяца назад
Yes Mr Naveen you are Great God bless you dear Sir 🙏
@JogeswarMajhi-lt7hj
@JogeswarMajhi-lt7hj 3 месяца назад
ପଣ୍ଡିଆନ୍ ଙ୍କ ଅନୁପସ୍ଥିତି ରେ ନବୀନ ପଟ୍ଟନାୟକ ଶବଳ,ଚଞ୍ଚଳ,,ଲଗୁଛନ୍ତ,,ଯଦି ପୁନଃ ତାଙ୍କର ଉପସ୍ଥିତି ରହିଲା,,ନବୀନ ବାବୁ,ଙ୍କ ଅବସ୍ଥା ପୁନରାବୃତ୍ତି ହେବ କି
Далее