Тёмный

Pentha , Patakura, Kendrapara | Suna Sujane Season3 | EP 7 | Part - 1 | Prarthana 

Prarthana TV
Подписаться 2 млн
Просмотров 39 тыс.
50% 1

''ଶୁଣ ସୁଜନେ ସିଜିନ ୩" ''ପେଣ୍ଠ, ପାଟକୁରା ,କେନ୍ଦ୍ରାପଡା ''ରେ ଶରଣ ନନା ଓ ଚରଣ ନନା ।
" ଶୁଣ ସୁଜନେ ସିଜିନ ୩ " ଏକ ଲୋକ ସମ୍ପର୍କଧର୍ମୀ କାର୍ଯ୍ୟକ୍ରମ, ଗାଁ ଗହଳିରେ ଲୁଚିରହିଥିବା ବିଭିନ୍ନ ପ୍ରତିଭାଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ଲୋକଲୋଚନକୁ ଆଣିବା, ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ସାଧାରଣ ଗ୍ରାମୀଣ ଲୋକଙ୍କ ସହିତ ମିଶିବା ଏବଂ ସେମାନଙ୍କ ସହ ସମୟ କଟାଇବା ଏହି କାର୍ଯ୍ୟକ୍ରମର ଏକ ମହତ ଉଦେଶ୍ୟ , ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ଓ ଜଣାଇବା କାର୍ଯ୍ୟକ୍ରମର ଆଉ ଏକ ଲକ୍ଷ୍ୟ, ଏକ ଭିନ୍ନ ଶୈଳୀରେ ଚକୁଳିଆ ପଣ୍ଡା ବେଶ ଧାରଣ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଓଡିଶାର ସୁନାମଧନ୍ୟ ଭାଷ୍ୟକାର ଶରଣାରବିନ୍ଦ ଓଝା ଏବଂ କଣ୍ଠ ଶିଳ୍ପୀ ଶ୍ରୀ ଚରଣ ମହାନ୍ତି ।
#Pentha#Patakura#Kendrapara#SunaSujaneSeason3#EP7#Part1#Prarthana
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in

Опубликовано:

 

9 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 15   
@kanhupanda-ol6mf
@kanhupanda-ol6mf Год назад
A good deed always comes around. Bharat mata ki jai 🇳🇪🙏. Jai shree Ram 🙏🙏🙏💐💐💐🕊️🕊️🕊️
@srikantkumarmajhi6883
@srikantkumarmajhi6883 Год назад
Best of the best prarthana channel. My all time favorite sri charana sir and saranarabinda sir
@bhagirathisahoo1313
@bhagirathisahoo1313 Год назад
Jay jagannath
@sachidanandasahoo8349
@sachidanandasahoo8349 Год назад
ଜୟ ଜଗନ୍ନାଥ
@alekhkumarpanda7999
@alekhkumarpanda7999 Год назад
ଶରଣ। ❤sir ଆପଣଙ୍କୁ ଅନେକ ଅନେକ ପ୍ରଣାମ ଆପଣ କଥା କଥା ରେ ବହୁତ କିଛି ଶିକ୍ଷଣିୟ ଜିନିଷ କେହଛନ୍ତି ।ଜାହା ଦ୍ୱାରା ଆମେ ବହୁତ କିଛି ଶିଖିବା ପାଇଁ ପାଉଛୁ ଜୟ ଜଗନ୍ନାଥ
@sagarpandit7029
@sagarpandit7029 Год назад
Jay Sanatan jay jagannath
@pinkurana5674
@pinkurana5674 Год назад
ବହୁତ ଦିନ ପରେ ଶୁଣ ସୁଜନେ ଜୟ ଜଗନ୍ନାଥ ଚରଣ ନନା ଶରଣ ନନା
@parsuramvlogs4369
@parsuramvlogs4369 10 месяцев назад
2 nananku prnam
@jagabandhubehera296
@jagabandhubehera296 Год назад
Nana tume Khali purba odisha buluchha amar kandhamal jilaku Asuna dakhinna pashcima jilaku tike pada pakantu ae jilagudika tike pachhare rahijauchhi.
@ayushpanda8896
@ayushpanda8896 Год назад
Kandhamal bahut sundar jaga ,from purba odisha
@kunaprasad5058
@kunaprasad5058 Год назад
ଛୋଟ ଝିଅ ଟି ର ଗୀତ ର ଗୀତା ଗାୟନ ଶୁଣି ବହୁତ୍ ଖୁସି ଲାଗିଲା। ଯାହା ହେଉ ଯୁବ ପିଢ଼ି ଆଜି ଆଧ୍ୟାତ୍ମିକତା କୁ ଧରିଛନ୍ତି। ଏମିତି ଆଗକୁ ଆଧ୍ୟାତ୍ମିକତା କୁ ସାଥିରେ ନେଇ ଆଗକୁ ବଢନ୍ତୁ। ଜୀବନ ସୁଖମୟ ହେଉ। ନମସ୍କାର।
@subhacreation7634
@subhacreation7634 Год назад
ନନା dhanmandal ଆସୁନ
@lingarajpati3004
@lingarajpati3004 Год назад
ଆମ ଗାଁ କୁ ଗୁଆ ଦେଇ ବନ୍ଧୁ ବାନ୍ଧିଲନି ତ
@JayantakumarBiswal-po9rz
@JayantakumarBiswal-po9rz Год назад
Qq
@rabisingh9715
@rabisingh9715 Год назад
Lplkl
Далее
Million jamoasi - O'zbekcha UFC
17:55
Просмотров 415 тыс.
🤔Угадай постройку | WICSUR #shorts
00:59
Million jamoasi - O'zbekcha UFC
17:55
Просмотров 415 тыс.