ଜୟ ଜଗନ୍ନାଥ 🙏 ଏହା ଏକ ସୁନ୍ଦର ଭାବ ପୂର୍ଣ୍ଣ ଭଜନ (ପ୍ରଭାତରୁ ଉଠି ଖୋଲିଲେ ନୟନ ଦିଶି ଯାଏ ତୁମ ଚକା ନୟନ) ଚନ୍ଦନ ଯାତ୍ରା ମହୋତ୍ସବ ଉପଲକ୍ଷେ ଆୟୋଜିତ ଇସ୍କନ ମନ୍ଦିର ପରିସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରିଥିଲେ (ସୁଶ୍ରୀ ମନ୍ଦାକିନୀ ଶ୍ରେୟା) ଏବଂ ଅତି ସୁନ୍ଦର ତବଲା ବାଦନ କରିଥିଲେ #nngmusicgroup ର କଳାକାର ମାନେ ଉପସ୍ଥିତ ଥିଲେ. ଏଥିରେ ତବଲା ବାଦନ କରିଥିଲେ (ଶ୍ରୀ ନିତ୍ୟାନନ୍ଦ ଗୁରୁ) ଏବଂ ଶିଷ୍ୟ ମାନଙ୍କୁ ନେଇ ସେମାନେ ହେଲେ
ତବଲା ବାଦକ - ଶ୍ରୀ ଦେବୀ ପ୍ରସାଦ ନନ୍ଦ
ଶ୍ରୀ ପ୍ରଜ୍ଜ୍ଵଲ ସୁତାର
ଶ୍ରୀ ଆୟୁଷ୍ମାନ ରଥ
ଶ୍ରୀ ସାଇ ପ୍ରତ୍ୟୁଷ
କିବୋର୍ଡ ବାଦକ - ଶ୍ରୀ କାବୁଲି ବାବୁ
ଅକ୍ଟୋ ପ୍ୟାଡ୍ ରେ-ଶ୍ରୀ ଗୋପାଳ
କ୍ୟାମେରା - ଶ୍ରୀ ଦିଲୀପ କୁମାର
Editing by - maa music Studio. presents by #nngmusicgroup please enjoy full video with likes and comments and subscribe to the my channel #nng_music_group #Bhajan#Music
26 окт 2024