PrabhuTumariPrasangsha/ପ୍ରଭୁତୁମରିପ୍ରଶଂସା/Binod Digal & Sital Kabi/New Jesus Song/Binod Digal Official#Prabhutumoriprasangsa#devotionalchristiansong#odiachristiansong#bdmusic #Binoddigalofficial#jesussong
ଗୀତର Link ତଳେ ଦିଆଯାଇଛି
(ଆରାଧନା କୁରୁ ପ୍ରଭୁ)
(Binod Digal&Diptirekha Padhi)
• Aradhana Karuprabhu//N...
(ଯୀଶୁ ତୁମବିନା ଏ ଜୀବନ ଲାଗେ )
Binod Digal & Jyotirmayeenayak
• JisuTumoBina |ଯୀଶୁତୁମୋ...
(ଅ ଆବା ଦଃପା ପାନୁମୁ)
Binod Digal & Diptirekha Padhi
• AabaDahpapanumu/ଅଆବାଦଃ...
(ପ୍ରିୟତମ ଯୀଶୁ ନାମ)
(Binod Digal & Asima Panda)
• PriyatamoJisunamo/ପ୍ରି...
Song=Prabhu Tumari Prasangsha
Singer=Binod Digal & Sital Kabi
Lyrics & Music=Hanak Digal
Music Arrangement=Bapi Samal
Dob & mastering=Prativa Studio Cuttack
your Queries:-
#Prabhutumariprasangsha
#ପ୍ରଭୁତୁମରିପ୍ରଶଂସାମୁଁକରିବି
#Priyatamojisunamo
#ପ୍ରିୟତମଯୀଶୁନାମ
#Aabadahpapanumu
#ଅଆବାଦଃପାପାନୁମୁ
#Aabadahpapanumusong
#Kuijesussong
#kuisong
#jesussongkui
#newkuijesussong
#newchristiankuisong
#newdevotionalkuichristiansong
#kuijesussong
#odiachristiansong
#devotionalchristiansong
#odiadevotionalchristiansong
#odiadevotionaljesussong
#binoddigalkuijesussong
#binoddigalkuisong
#diptirekhapadhikuichristiansong
#diptirekhapadhikuijesussong
#jyotirmayeenayakchristiansong
#binoddigaldiptirekhapadhikuijesussong
#binoddigaljyotirmayeenayakjesussong
#binoddigalofficial
#bdmusic
#Diptirekhakuisong
#Binoddigal_Sitalkabisong
#Sitalkabichristiansong
#ChristianSong2023
#Binoddigaljesussong
#BinoddigalsongSong
#BinoddigalSitalkabiSong
#sitalkabinewchristiansong
#binoddigalnewchrstiansong
(ପ୍ରଭୁଙ୍କ ମହାନାମ ଗୌରବହେଉ)
ସମସ୍ତ ବାପା ମାଁ ଭାଇ ଓ ଭଉଣୀ ମାନଙ୍କୁ ମୋର Binod Digal Official RU-vid Channel ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ଯନାମରେ ନମସ୍କାର Praise the Lord ଜଣାଉଅଛି
ପ୍ରଭୁଙ୍କ ଗୌରବ ନିମନ୍ତେ ଏକ ମନଛୁଆଁ ଓଡ଼ିଆ ଭକ୍ତି ସଙ୍ଗୀତ ଟି ନେଇ ଆପଣ ମାନଙ୍କୁ ପୁଣି ଥରେ Binod Digal & Sital Kabi କଣ୍ଠରୁ ନେଇ ଆପଣ ମାନଙ୍କୁ ଭେଟିଦେଉଛୁ
ଗୀତଟିର ନାମ (ପ୍ରଭୁ ତୁମରି ପ୍ରଶଂସା ମୁଁ କରିବି) ଗୀତଟିବହୁତ ସୁନ୍ଦର ହେଇଛି
ଗୀତଟିକୁ ଶୁଣନ୍ତୁ ଏବଂ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ଗୌରବହେବା ଉଦେଶ୍ଯରେ ବ୍ଯବହାର କରନ୍ତୁ
ଏମିତି ନୂଆ ନୂଆ ଗୀତ ପାଇବାପାଇଁ ଏବଂ ଶୁଣିବାପାଇଁ ଆମ Channel ଟି ଆଘକୁ ବଡ଼ିବା ନିମନ୍ତେ ପ୍ରାର୍ଥନା ସହ Channel ଟିକୁ Like Share Comment & Subscribe କରି🔔 Bell Button ଦବେଇବାକୁ ଭୁଲିବେନି
🌹ଧନ୍ଯବାଦ 🌹
🎻🎻🎻🎻ସଂପୂର୍ଣ୍ଣ ଗୀତ🎻🎻🎻🎻
~ପ୍ରଭୁ ତୁମରି ପ୍ରଶଂସା~
ପ୍ରଭୁ ତୁମରି ପ୍ରଶଂସା ମୁଁ କରିବି
ପ୍ରଭୁ ତୁମରି ମହିମା ମୁଁ ଗାଇବି...2™
ସକାଳକୁ ସଞ୍ଜଯାଏ ସଞ୍ଜରୁ ସକାଳଯାଏ...2™
ଜୟ ଧ୍ବୋନୀ ମୁଁ କରିବି
ପ୍ରଭୁ ତୁମରି...
*ଦାରାବାଦ୍ୟ ତୂରୀ ବଇଁଶି ବଜେଇ
ତୁମ ଗୌରବ କରିବି
ମୋନ ପ୍ରାଣ ଦେଇ ମୋଦିନା ବସ୍ତାରେ
ପ୍ରଶଂସା ମୁଁ କରିବି...2™
ତୁମରି ସେ ମହାନାମେ
କେବଳ ସେ ଯୀଶୁ ନାମେ...2™
ସର୍ବଦା ଗୁଣ ଗାଇବି....
*ତୁମରି ସେବାରେ ଏ ଜୀବନ ମୋର
ପ୍ରଭୁ ମୁ ସମର୍ପିବି
ତୁମ ରାଜ୍ଯ ପାଇ ବାକ୍ଯ ମୁ ପ୍ରସାରି
ଜୀବନ ବିତାଇବି...2™
କ୍ଲେଷ ପଛେ ସହିବି
ଭତୁମରି ସେବା କରବି...2™
ତୁମ ପାଇଁ ମୁ ବଞ୍ଚିବି
~*~*~
Contact &
:-8895534645
WhatsApp
(ବିଷେଶ ସୂଚନା)
ଏହିଗୀତଟିକୁ ଅନ୍ଯ Channel ରେ ବ୍ଯବହାର କରିପାରିବେନାହିଁ ଯଦିବା ଅଲଗା Channel ରେ ବ୍ଯବହାର କରିବେ ତାହାହେଲେ Copyright climeଆସିପାରେ
Thank you 4 watching my Video
ସମସ୍ତଙ୍କୁମୋର ନମସ୍କାର praise the Lord🙏
22 сен 2024