Тёмный

Pranab Pattnaik sings ''Re Atman Nidra Parihari....'' in Odia Movie ''Mamata''(1975) 

odia melody
Подписаться 163 тыс.
Просмотров 480 тыс.
50% 1

Pranab Pattnaik sings ''Re Atman Nidra Parihari....'' in Odia Movie ''Mamata''(1975)...from original soundtrack
Lyrics : Bhaktakavi Madhusudan Rao
Composer : Prafulla Kar

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 115   
@hemantadash1911
@hemantadash1911 2 года назад
ପୁରୁଣା ଗୀତ ଗୁଡ଼ିକ ଅତ୍ୟନ୍ତ ମାର୍ମିକ ଓ ସୃତିମଧୁର | କଳାକାର ମାନେ ତାଙ୍କର କଳା ମାଧ୍ୟମରେ ଚିରଞ୍ଜିବୀ ହୋଇଥାନ୍ତି |
@simanchaltripathy6066
@simanchaltripathy6066 10 месяцев назад
❤❤❤
@sreemantripathy7982
@sreemantripathy7982 11 месяцев назад
The lyrics, the voice, the music - every second of this music defines perfection
@ParthTune
@ParthTune 4 года назад
Now a days no one can sing with that feel except Guruji Pranab Proud to be odia as we have such jewels In this era we can't have such great composer like Prafulla Sir.
@debabratamishra9633
@debabratamishra9633 2 года назад
କୋଟି ପ୍ରଣାମ ଏହି ଗୀତ ସହ ଜଡ଼ିତ ମହା ମନିଷୀଗଣଙ୍କୁ ✍✍👌👍👍🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@nukulchandrasahoo9318
@nukulchandrasahoo9318 4 года назад
ଅତ୍ୟନ୍ତ ସୁନ୍ଦର ଏବଂ ହୃଦୟସ୍ପର୍ଷୀ । ପ୍ରଣବ ପଟ୍ଟନାୟକଙ୍କ କଣ୍ଠସ୍ବର ଏକ ସ୍ବତନ୍ତ୍ର ଏବଂ ଅନନ୍ଯ ।
@Subham1947
@Subham1947 5 лет назад
ବେଶ୍ ହୃଦୟସ୍ପର୍ଶୀ ହୋଇଛି ଗୀତ ସହିତ ସଙ୍ଗୀତ ନିର୍ଦ୍ଦେଶନା 🎶🎶🎶🎶🎶🎶
@jimivarout9878
@jimivarout9878 Год назад
Mr. Pranab sir, apan git bha la laguchi 🙏🙏💐👍 music composition by MD very nice 👌🙏🙏Prafulla Pranab patnanakak is the greatest singer and talent ed hed 🙏
@nrusinghbiswal4981
@nrusinghbiswal4981 3 года назад
Really a masterpiece song of India. It should be stored for the generations to come.
@ramkrishnasahu8125
@ramkrishnasahu8125 2 года назад
ଓଡ଼ିଆ ସିନେମା ଜଗତରେ ଏକ ଅତି ମଧୁର ଗୀତ ଟିଏ।
@pramodkumarmohanty7583
@pramodkumarmohanty7583 Год назад
Only P Pattanayak can sing this type of song. very melodious and heart touching Song.
@madanmohanparida3873
@madanmohanparida3873 5 месяцев назад
ମନମୁଗ୍ଧକର ଅଭୁଲା ଗୀତ ❤❤❤
@jyotiprakashrath3432
@jyotiprakashrath3432 2 года назад
Matchless writing, matchless composition matchless singing.. touched...
@pranabmishra5290
@pranabmishra5290 2 года назад
Evergreen song of Khoka VAI🙏🏼❤️🙏🏼
@ArunBehera-cg7ku
@ArunBehera-cg7ku Месяц назад
Legendary singer in all aspects of music composition&unique achievement so far.
@sagarkumarmohanty8208
@sagarkumarmohanty8208 Год назад
master piece. priceless.
@banambarprusty7742
@banambarprusty7742 13 дней назад
Old songs means to be with the bygone days. I come into being after being with this song.
@trailokyatripathy7088
@trailokyatripathy7088 5 лет назад
My salutes to those who preserve these old songs for posteriety which would otherwise be lost for ever. I am still searching for some akash vani sugam sangeets which are probably already lost.
@abanisahoo4948
@abanisahoo4948 Год назад
Ever green song singer pranab Babu long live
@purnachandradash175
@purnachandradash175 10 месяцев назад
An eye opening song.
@gksahoo
@gksahoo 8 лет назад
Re Atman Nidra Parihari - Lyrics in Odia ଜୀବନ ଚିନ୍ତା - ଭକ୍ତକବି ମଧୁସୂଦନ ରାଓ ରେ ଆତ୍ମନ୍! ନିଦ୍ରା ପରିହରି ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ, ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ|୧| କି ବେଗରେ ଯାଉଅଛି ଚାଲି ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି, ଯାହାର ସ୍ମରଣେ ନର ଶୋକଶ୍ଵାସ ଢାଳି ଅତୀତକୁ ଉଦ୍ବୋଧଇ ବୃଥା ଭାଳି ଭାଳି|୨| ସ୍ଵପ୍ନ ସମ ନିଦ୍ରା-ପାରାବାରେ କ୍ଷଣକେ ହୁଅଇ ଲୀନ ଗର୍ବ ଦମ୍ଭ ଅଭିମାନ ସଂସାରରେ ଆଡମ୍ବର ବୁଦ୍‌ବୁଦ ଆକାରେ ସକଳ ଗ୍ରାସଇ କାଳ-ମୁଖ ନିର୍ବିଚାରେ|୩| ସେ ସିନ୍ଧ-ତରଙ୍ଗ ମୁଖ ପ୍ରତି ଆକୃଷ୍ଟ ଅଦୃଶ୍ୟଭାବେ ହେଉଅଛି ସବୁ ଭବେ, ମୃଦୁ ନିର୍ଝରିଣୀ, ମହାବେଗା ସ୍ରୋତସ୍ଵତୀ, ସୁଦୀନ ମନୁଷ୍ୟ, ମହାଯଶା ମହୀପତି|୪| ଭବସିନ୍ଧୁ ମାୟାଶୈଳମୟ, ସମସ୍ତ ଛଳନାପୂର୍ଣ୍ଣ, ସେ ଶୈଳେ ସର୍ବଦା ଚୂର୍ଣ୍ଣ ହୁଅଇ ଆଶାର ତରୀ, କାମନାନିଚୟ ବିଫଳ ସତତ, ଚିତ୍ତ ନୈରାଶ୍ୟ-ଆଳୟ|୫| ଜଗତର ଲୋଚନନନ୍ଦନ ଯୁବତୀର ରକ୍ତାଧାର, ରମ୍ୟ ଜ୍ୟୋତି ନୟନର ସ୍ଵର୍ଣ୍ଣ ଗନ ସମ ବକ୍ଷ, ଚାରୁ ପଦ୍ମାନନ, ଇନ୍ଦ୍ରଧନୁ ଶୋଭା ସମ ପଳାନ୍ତି ବହନ|୬| ଯୁବକର ତେଜ ବୀର୍ଯ୍ୟ ବଳ ପୌଢ଼ର ଚତୁର ଜ୍ଞାନ ସୁକୌଶଳ କାର୍ଯ୍ୟମାନ କାଳର ପ୍ରଭାବେ ଦିନେ ହୋଇବ ବିଫଳ, କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ! |୭| ଧନ ମାନ ଯଶ ଆଦି ଯାହା ଭାଗ୍ୟଦେବୀ ପ୍ରସାଦରେ ଏ ଭବେ ଲଭନ୍ତି ନରେ କାଳଚକ୍ର ଆବର୍ତ୍ତନେ କି ବେଗରେଆହା ପଳାନ୍ତିରେ ଅନୁସରି ନିଜ ନିଜ ରାହା! |୮| ବିମୋହନ ମନ୍ମଥ ବିଳାସ ଟାଣେ ମନ ମାୟାଯନ୍ତ୍ରେ, ଭୁଲାଏ କପଟ ମନ୍ତ୍ରେ, କୌଶଳେ ଜନ୍ମଇ ଚିତ୍ତେ, କ୍ଷଣିକ ଉଲ୍ଲାସ ରିପୁକୁଳ ବିପ୍ଳବକୁ କରାଏ ପ୍ରକାଶ|୯| ଆତ୍ମାରାଜ୍ୟେ ସେ ଭୀମ ବିପ୍ଳବେ ଧର୍ମର ପୂଣ୍ୟ ରାଜତ୍ବ ପ୍ରଜ୍ଞାର ମହତ ତତ୍ତ୍ବ ହୁଏ ପରହତ, ପାପ ଗର୍ଜ୍ଜଇ ଭୈରବେ, ପଳାୟନ କରେ ଶାନ୍ତି ସେହି ଉପଦ୍ରବେ|୧୦| ମୁକୁଟମଣ୍ଡିତ ରାଜଶିର ନୁହଇ ଶାନ୍ତି-ଆସ୍ପଦ, ଆଶଙ୍କା ଭୟ ବିପଦ ନିରନ୍ତର ରାଜ ମନ କରଇ ଅସ୍ଥିର| ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର|୧୧| ଏ ସଂସାରେ ନାହିଁ ସୁଖ ଶାନ୍ତି ଅହଙ୍କାର ଦ୍ବେଷ ରୋଷ ଲୋଭ ମୋହ ଅସନ୍ତୋଷ ଦୁଷ୍ଟ ରିପୁକୁଳ ଘୋର ଅନର୍ଥ ଘଟାନ୍ତି, ପାପର ଭୀଷଣାବର୍ତ୍ତେ ନରେ ନିକ୍ଷେପନ୍ତି|୧୨| କାହିଁ ଶାନ୍ତି, କାହିଁ ନିତ୍ୟସୁଖ, ଯାହା ଲଭିବାର ଲାଗି ଅଛି ଅବିରତ ଜାଗି ଚିତ୍ତଗୃହେ ଆଶାଦୀପ ଉଜ୍ଜ୍ବଳମୟୁଖ, କାହିଁ ଗଲେ ପାସୋରିବି ମୃତ୍ୟୁ ପାପ ଦୁଃଖ|୧୩| ରେ ହୃଦୟ! ନ ହୁଅ କାତର, ସଂସାରର ବିଡମ୍ବନା ପାପ ସନ୍ତାପ ଯାତନା ବିପଦ ଦୁର୍ଦ୍ଦିନତମ ଘୋର ଭୟଙ୍କର ନିରେଖି ନିରାଶାବିଷେ ନ ହୁଅ ଜର୍ଜ୍ଜର|୧୪| ଧର ଧୈର୍ଯ୍ୟ ଘେନ ରେ ସାନ୍ତ୍ବନା, ଅଛି ସେହି ମହାଧନ, ସେ ମହାସ୍ପର୍ଶରତନ, ସେ ଅମୃତ ମହୌଷଧ, ଯାହାର କାମନା ଆଶା, ଜାଗ୍ରତ ସତତ, କରେ ଉଦ୍ଦୀପନା|୧୫| ସ୍ଥିର ହୁଅ ରେ ଚଞ୍ଚଳ ମନ, ଘେନ ମହାତତ୍ତ୍ବ ଦୀକ୍ଷା, ଜୀବନ ପରମ ଶିକ୍ଷା, ତେବେ ରେ ଲଭିବୁ ସେହି ପ୍ରାଣାରାମ ଧନ, ଆକୁଳ ହୃଦୟ କରେ ଯାହାର ଅନ୍ବେଷଣ|୧୬| ଧୂଳିର ଏ ମର କଳେବର, ଆହୋ ମାନବ ଜୀବନ କି ଅଦ୍ଭୁତ ଉଦ୍ଭାବନ! ବିରାଜେ ଅମର ଆତ୍ମା ଦିବ୍ୟ ସୌନ୍ଦର୍ଯ୍ୟରେ, କମଳ ଶୋଭଇ ଯଥା ପଙ୍କମୟ ସରେ|୧୭| ଏ ସଂସାର ଅନ୍ଧକାର ସ୍ଥାନ ଅନ୍ଧାରେ ହେଲେ ଜଡିତ ନ ହୁଅଇ ବିକଶିତ ଜୀବାତ୍ମା-କୁସୁମ ଏଥି, ହୁଏ ମ୍ରିୟମାଣ ହରାଇଣ ଦିବ୍ୟ ଶୋଭା ପ୍ରେମ ଭକ୍ତି ଜ୍ଞାନ|୧୮| ଦିବାକରେ ନିରେଖି ଗଗନେ ହର୍ଷେ ଫୁଟେ ପଦ୍ମଫୁଲ ତେସନେ ଆତ୍ମା ପ୍ରଫୁଲ୍ଲ ଅନନ୍ତ ମଙ୍ଗଳାଳୟ ବିଭୁ ଦରଶନେ ପୂଣ୍ୟର ତପନ ଯେହୁ ପାପର ଭୁବନେ|୧୯| ଯହିଁ ତେବେ ଭୁଞ୍ଜନ୍ତି ଅମୃତ ବିଭୁପାଦପଦ୍ମ ପାଶେ, ପୁଣ୍ୟ ଜୋତିର୍ମୟ ବାସେ ରୋଗ ପାପ ମୃତ୍ୟୁ ଆଦି ଯହିଁ ପରାଭୂତ, ସେ ସୁଧାମ ଲାଗି ଆତ୍ମା ସଦା ପିପାସିତ|୨୦| ଏ ପିପାସା ନୁହଇ ନିବାରି ଅସାର ସଂସାର ଜଳେ, ରିପୁଚୟ କୋଳାହଳେ ନୋହେ ନିର୍ବାପିତ କେଭେ; ଏକା ଧର୍ମବାରି ଶମଇ ଏ ମହା ଅଗ୍ନି ଅମୃତ ସଞ୍ଚାରି|୨୧| ତେବେ ଆରେ ଅସ୍ଥିର ହୃଦୟ, ତ୍ୟଜି କୁତ୍ସିତ ବାସନା କର ତାଙ୍କ ଆରାଧନା ଧର୍ମରାଜ ପ୍ରଭୁ ଯେହୁ ମଙ୍ଗଳ-ଆଳୟ, ଅମୃତଜୀବନଦାତା ବ୍ରହ୍ମାଣ୍ଡ ଆଶ୍ରୟ|୨୨| ପରିହରି ପାପ ପ୍ରଲୋଭନ ଉଜ୍ଜ୍ବଳ କର ବିଶ୍ବାସ, ସ୍ବାର୍ଥ ଅହଙ୍କାର ନାଶ, କର ରେ ହୃଦୟାକାଶ ନିର୍ମଳ ବହନ, ତେବେରେ ଲଭିବୁ ଧର୍ମରସ ଆସ୍ବାଦନ|୨୩| ପ୍ରୀତିମୟ ଜୀବନରତନ ତେବେ ତୋତେ ପରମେଶ, ତାଙ୍କର ପବିତ୍ରାଦେଶ ନିଃସ୍ବାର୍ଥ ପବିତ୍ର ଚିତ୍ତେ କରରେ ସାଧନ, ଜଗତର ହିତ ଅର୍ଥେ ଦିଅରେ ଜୀବନ|୨୪| ହେ ଇଶ୍ବର ପରିତତାରଣ, ପ୍ରାଣର ମୋ ନିରଞ୍ଜନ, ଭୟ ବିଘ୍ନବିନାଶନ, ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ, ସଂସାର ବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ|୨୫| ଆସ ନାଥ ଅଗତିର ଗତି, ତୁମ୍ଭ ବିନା ଏ ସଂସାରେ ମରଇ ମୁଁ ହାହାକାରେ ତାର ମୋତେ ମହାପ୍ରଭୁ ଦେଇଣ ସୁମତି, ଅନନ୍ତ ଦୟା ତୁମ୍ଭର, ଅନନ୍ତ ଶକତି|୨୬| **************ସମାପ୍ତ***************
@surajitdash
@surajitdash 7 лет назад
Ashesa Dhanyabad.
@adyashadas6183
@adyashadas6183 6 лет назад
Gajendra Kumar Sahoo thnk uu so much
@CANVASODISHA
@CANVASODISHA 5 лет назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-HyHwuksS8CA.html
@saileshchandradasgupta7753
@saileshchandradasgupta7753 4 года назад
@@adyashadas6183C bn nb. ସୁନ୍ଦର ଗୀତ, ଶୁଣି ବାକୁ କାହାକୁ ଭଲ ନ ଲାଗେ।.
@alokrout8544
@alokrout8544 3 года назад
00q⁰0q0⁰⁰⁰⁰⁰⁰⁰⁰
@manasirath-sh8py
@manasirath-sh8py Год назад
Superb👌 🙏❤🙏💐
@arabindadas1903
@arabindadas1903 7 лет назад
Pranab Patnaik stands a pedestal ahead of the contemporary Odia singers.
@lalitendurout2940
@lalitendurout2940 6 лет назад
Immortal odia song I have grown up by listening to.
@lalatendukanungo5013
@lalatendukanungo5013 4 года назад
A great Odia Singer whom I have all love & affection in my heart always.
@umeshchandrabehera4936
@umeshchandrabehera4936 3 года назад
Very cencetiv and 💖 touching old is gold
@pranabmishra5290
@pranabmishra5290 2 года назад
EVER GREEN SONG🙏🏼🙏🏼🙏🏼KHOKA 🇮🇳🇮🇳🇮🇳❤️❤️❤️🙏🏼
@tapanrout4138
@tapanrout4138 6 лет назад
Unique combination of both lyric,singer & music director.I salut all.
@pramilabarik3626
@pramilabarik3626 Год назад
Pranama❤❤
@debasissarangi7521
@debasissarangi7521 7 лет назад
A great singer. ....A great voice of India. ....No words
@SitakantaSahoo-zz8ew
@SitakantaSahoo-zz8ew 4 месяца назад
Very beautiful song 🎉🎉❤❤
@sandhyamohanty9953
@sandhyamohanty9953 Год назад
Masterpiece
@bamadevmishra8244
@bamadevmishra8244 9 месяцев назад
Old is gold. But this song is alive for ever
@premanandamishra7059
@premanandamishra7059 6 лет назад
Marvelous music composition by MD Prafulla Kara and he deserves our praise. Pranab Pattnaik was a great singer then singing in his masterful voice. No other singer could have done justice to this wonderful song. What a glorious period there was in Odia cinema. Salute to these legends.
@brahmanand7584
@brahmanand7584 3 года назад
Very sad song what a rythmical classical song.Man life philosophy express feeling.
@brahmanand7584
@brahmanand7584 3 года назад
Legend play back singer Pranab Pattnaik.I Nobody can sing such a high level scale song. Many many thank you.
@bkumaranimerababa5715
@bkumaranimerababa5715 Год назад
Om Shanti ❤❤
@ସୁବ୍ରତବଳ
@ସୁବ୍ରତବଳ 8 лет назад
bahut badhia rachana, swara sanjojana o kantha
@MrSwarajdas
@MrSwarajdas 6 лет назад
Another beautiful song sang so beautifully by Pranab pattnaik
@gourkishoretripathy9784
@gourkishoretripathy9784 4 года назад
This song is soul searching and mediating, try listening again and again.. what a composition, music and singing.. same year it got 2 awards- best music director (Prafula Kar), best singer (Prannab Patnaik)
@drsamirkumarnanda4011
@drsamirkumarnanda4011 Год назад
ଦୟାକରି ସଂପୂର୍ଣ୍ଣ ସିନେମା କୁ upload କଲେ ଦେଖି ହୁଅନ୍ତା
@TheUnknown79
@TheUnknown79 Год назад
Dhanyabad paramatman
@MrSoumitra78
@MrSoumitra78 3 года назад
Wonderful is a simple word. It is much more than that it can ever mean. Thanks for uploading....
@rpsingh457
@rpsingh457 3 года назад
What a masterpiece. Big tribute to the great artists.
@sushirkumarmahapatra6196
@sushirkumarmahapatra6196 7 лет назад
respected atman. may god bless you all ,this is very best devotional song which brings divine bliss to every body irrespective of religion ,,this is flow of love from supreme soul,[almighty,].....namste to our odia veteran musician,singer and ,lover of GOD
@TheUnknown79
@TheUnknown79 Год назад
Re atmaraman nidra parihari Kara abalokana sehi rupe shrihari Phedi chakanayana Kara nirikshan nishabde jauchi kipari atmaraman Jhari Jhari
@cuteprincessacharya9362
@cuteprincessacharya9362 4 года назад
Bahut badia song mo baba kahile boli mu sunili bahut vala lagila heart touching.........
@manomishra
@manomishra 2 года назад
Absolute masterpiece- lyrics, composition and singing - all world class .
@satpathy8825
@satpathy8825 6 лет назад
Khub sunder song
@satyajeetdas3277
@satyajeetdas3277 5 лет назад
real classic Pranab simply great.
@brahmanand7584
@brahmanand7584 2 года назад
What a beautiful sad song really heart touching in golden song in Odia Film which Nobody can forget in mind.Thank to legend play back singer Pranab Pattnaik.
@rrparida4018
@rrparida4018 9 лет назад
One of the greatest songs sung by the legend Pranab . Salutations to the Poet Bhakta Kabi MadushudanRao
@chinmaya313
@chinmaya313 6 лет назад
great song
@jnanaranjannayak1005
@jnanaranjannayak1005 8 месяцев назад
Interested to watch this film. Kindly upload it in RU-vid. ❤
@sandhyamohanty9953
@sandhyamohanty9953 4 месяца назад
Kindly upload the film in youtube
@lokanathtripathy372
@lokanathtripathy372 7 лет назад
very beautiful song.Thanks for upload best odiya song collection.
@dolagobindagardiaofficial6539
@dolagobindagardiaofficial6539 6 лет назад
Chamatkar excellent excellent excellent!!!!👍👍👍👍👍👍👍👌👌👌👌👌
@panchananbarai3149
@panchananbarai3149 3 года назад
Superb. No words to explain.
@sgoutham8705
@sgoutham8705 3 года назад
I don't know from which time this epic is.... May be my grandparents time But i still listen it in 2021
@sarojpradhan6861
@sarojpradhan6861 2 года назад
👍👍👍👍👍👍
@aratikumarimahapatra5179
@aratikumarimahapatra5179 2 года назад
Very heart touching n meaningful song
@QueengirlNG
@QueengirlNG 2 года назад
Very nice song
@sitakantahotta6261
@sitakantahotta6261 3 года назад
Bahut Sundara gita !
@aratikumarimahapatra5179
@aratikumarimahapatra5179 3 года назад
So so so nice n heart touching song. Most of time I listening this song🙏🙏🙏
@drashokpatnaik6468
@drashokpatnaik6468 2 года назад
Superb composition
@rajkisorenayak2861
@rajkisorenayak2861 Месяц назад
ଆଉ କେବେ ସେ ଦିନ ଫେରିଵ ନାହିଁ ଆଖି ରେ ଲୁହ ଆସିଯାଉଛି।
@sanjaypandaias9981
@sanjaypandaias9981 7 лет назад
very touching and meaningful odiya song on life
@prof.debashishhota3922
@prof.debashishhota3922 3 года назад
evergreen song
@adhirasahoo4294
@adhirasahoo4294 4 года назад
An all time hit music of Odia cinema.
@aratikumarimahapatra5179
@aratikumarimahapatra5179 4 года назад
My favorite song. I liked it.
@premkumarmohanty2444
@premkumarmohanty2444 7 лет назад
great song .
@ajayaparhi709
@ajayaparhi709 8 лет назад
touches heart
@bijayakumarsahu7790
@bijayakumarsahu7790 3 года назад
Beautiful song.Please upload the full movie MAMATA if you can.
@ajayaparhi709
@ajayaparhi709 7 лет назад
let the old days of mine come back
@saikatbohidar7745
@saikatbohidar7745 2 года назад
Very soulful song.
@krishnapattnaik5130
@krishnapattnaik5130 7 лет назад
Great singer
@premkumarmohanty2444
@premkumarmohanty2444 5 лет назад
nice song beautifully sang by Pranab Patnaik.
@subhashishdash2534
@subhashishdash2534 8 лет назад
thanks for uploading such a great song
@ajayaparhi709
@ajayaparhi709 4 года назад
so calm so meaningful
@goutamdas3505
@goutamdas3505 7 лет назад
Very good
@subashchandrabehera9167
@subashchandrabehera9167 7 лет назад
nice bhakti geet
@kahnusahu6345
@kahnusahu6345 4 года назад
Super song
@nirmalasubudhisinger5694
@nirmalasubudhisinger5694 6 лет назад
outstanding dimond unic voice
@souryaacharya5876
@souryaacharya5876 4 года назад
Eternal...
@narendrakacharya974
@narendrakacharya974 4 года назад
ଚିରନ୍ତନ ସୃଷ୍ଟି
@debasishsinghdeo6806
@debasishsinghdeo6806 4 года назад
Nice bhajan good job
@girishchandratripathy1678
@girishchandratripathy1678 3 года назад
A warning to Mankind.
@odiajhianandinivlogs2440
@odiajhianandinivlogs2440 4 года назад
Truth of life
@ramakantpadhi5301
@ramakantpadhi5301 5 лет назад
ever green.....
@anilkumardas2564
@anilkumardas2564 5 лет назад
Excelent
@ajayaparhi709
@ajayaparhi709 5 лет назад
excellent
@cuteprincessacharya9362
@cuteprincessacharya9362 4 года назад
Jou mane dislike karuchhanti semane a song ra mahanta jani nahanti bad people
@pramadatripathy4142
@pramadatripathy4142 6 лет назад
The eternal truth.
@ankitadas8949
@ankitadas8949 3 года назад
The 91 dislikers r dhinchak pooja fans😂😂
@sahoo579
@sahoo579 4 года назад
How to get the old oriya movie collection..nice movies in those days.. now all dubbing..no originality
@suv413
@suv413 5 лет назад
What's a song , at 52 year I m understand the meaning.
@rupanwitaswain2076
@rupanwitaswain2076 3 года назад
Age does not matter. If u understand with your feelings it will fantasies you at the age of 25 also. Thank you.
@bhawaniprasadmisra1086
@bhawaniprasadmisra1086 6 лет назад
SURILA KANTHA SUMADHURA SANGEETA.
@gourisankarbehera2733
@gourisankarbehera2733 5 лет назад
Superior song
@ReenaKathua
@ReenaKathua Месяц назад
A.gita.ra.tulana..nahi
@klingchandi2085
@klingchandi2085 5 лет назад
bad voice of pranab
@anilkumardas2564
@anilkumardas2564 5 лет назад
Excelent
Далее
Running With Bigger And Bigger Lunchlys
00:18
Просмотров 19 млн
Распаковка Monster High Potions #monsterhigh
01:00
Seemahina daria sathi hina duniya by Pranab Pattnaik
10:16