Тёмный

Prasnakala Live | ପ୍ରଶ୍ନକାଳ : ମୋହନଙ୍କ ଆଳୁ ଟକ୍କର | 05 Aug 2024 | Argus News 

Argus News
Подписаться 1,4 млн
Просмотров 203 тыс.
50% 1

Опубликовано:

 

26 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 323   
@MukundaShoo
@MukundaShoo 2 месяца назад
Mukunda Sahoo, ନବୀନ ଙ୍କ ଚିଠି ଆଳୁ ପାଇଁ __ମମତା ଙ୍କ ପାଖେ ପହଞ୍ଚି ଲାଣିତ୍??? ସୁଦ୍ ମିଛ, ମିଛ ରେ ବିଜେଡି ୧୦୦%,
@indramanipanda3539
@indramanipanda3539 2 месяца назад
ଗଣେଶ ବାବୁ ଅଯଥା କହି ନିଜକୁ ଓଡିଶାର ଲୋକଙ୍କ ନିକଟରେ ନିଜକୁ ବାଚାଳ ବୋଲି ପ୍ରମାଣ କରୁଛନ୍ତି।
@indramanipanda3539
@indramanipanda3539 2 месяца назад
ଭାରତର ଜଣେ ନେତା ଆଳୁରୁ ସୁନା ବାହାରିବ ବୋଲି କହିଥିଲେ।ଆଜି ଗଣେଶ କହୁଛନ୍ତି ଏବେ ଏ ସରକାର ଦୁଇ ମାସରେ ଆଳୁ ଉତ୍ପାଦନ କରନ୍ତୁ।
@ashaokkumardas871
@ashaokkumardas871 2 месяца назад
ଆଳୁ ରାଜନୀତି ବେଶୀ ହୋଇ ଜାଉଛି। ୟୁପି ଆଳୁ ଦିଲ୍ଲୀ ରେ ଭଲ ଚାହିଦା। ପଶ୍ଚିମ ବଂଗ ଆଳୁ ନିମ୍ନ ମାନର। ତେଣୁ ଅନ୍ୟ ରାଜ୍ଯ ନେବାକୁ ଚାହାଁନ୍ତି ନାହିଁ। କେବଳ ଚକ୍ରାନ୍ତ କରି ଆଳୁର ଭଲ ଖରାପ ପ୍ରଚାର କରି ସାଧାରଣ ଲୋକକଂ ମନରେ ଭୁଲ ଧାରଣା ଲଦା ଯାଉଛି। ବ୍ୟବସାୟୀ ସଂଘ ସଫା ସଫା କହୁ କେଙ୍କ୍ ଆଳୁ ଭଲ। ବ୍ୟବସାୟୀ ସଂଘ ବି ସନ୍ଧେହ ଘେରରେ। ଖାଉଟି ର ଦୋଷ ଦେଉଛନ୍ତି। 19:31
@ashaokkumardas871
@ashaokkumardas871 2 месяца назад
ପ୍ରଥମେ ଭଲ ଖରାପ ପ୍ରଚାର କରାଗଲା। ଏବେ ଖାଉଟି ନେଉ ନାହାଁନ୍ତି କୁହାଯାଉଅଛି। ସାଧାରଣ ଖାଉଟି ଏତେ ଗବେଷଣା କରିନାହିଁ। ସତରେ ପଶ୍ଚିମ ବଂଗ ଆଳୁକୁ ଅନ୍ୟ ରାଜ୍ଯ ରେ ଚାହିଦା ନାହିଁ କାହିଁକି? ଏହାର ଉତ୍ତର ଦରକାର।
@bhupatimahanta6023
@bhupatimahanta6023 2 месяца назад
ବିଜେଡି ସରକାର ବିଧାନ ସଭା ରେ ଆଳୁ ଚାଷ କରୁଥିଲା ତ
@jagdishkumarrath4631
@jagdishkumarrath4631 2 месяца назад
ଏ ଗଣେଶ ବାବୁ ଙ୍କୁ ଶୁଣିବା ପାଇଁ ଆମର ଧର୍ୟ ନାହିଁ
@ShibaprasadDas-sv4yp
@ShibaprasadDas-sv4yp 2 месяца назад
ଅଜଣା ଓ ଅଜ୍ଞ ଲୋକଙ୍କୁ କାହିଁକି ଆଲୋଚନାଙ୍କୁ ପ୍ରଶୟ ଦେଉଛନ୍ତି
@amarjit7x
@amarjit7x 2 месяца назад
ମୋହନ ସରକାର ଙ୍କୁ ମୋର ଅନୁରୋଧ ଲୋକଙ୍କ କାମ କରନ୍ତୁ ,🙏🙏🙏🙏🙏🙏🙏
@tapankumarmahantatapankuma3080
@tapankumarmahantatapankuma3080 2 месяца назад
ଗଣେଶ ବାବୁ ଆଳୁ ମିଶନ ଗଲାକୁଆଡେ
@sangamaifarming
@sangamaifarming 2 месяца назад
BJD ର ଗଣେଶ ବାବୁ ତାଙ୍କୁ ଟିକେ ଲାଜ ବୋଳି ଜିନିଷ ଅଛି ନା ନାହିଁ
@indramanipanda3539
@indramanipanda3539 2 месяца назад
କୋଭିଡ ସମୟରେ ବିଜେଡି ଟିକା ନେବା ପାଣି ମନା କରି ନଥିଲେ। ଉତ୍ତର ପ୍ରଦେଶ ରୁ ଆଳୁ ଆସିଲେ ଗଣେଶ ଓ ତାଙ୍କ ବିଜେଡି ଦଳ ଖାଇବେ ତ।
@UFSultimate
@UFSultimate 2 месяца назад
କୋଭିଡ time ରେ ଓଡ଼ିଶା ରୁ oxygen ନେବା ବେଳେ ଦେଶ ବି ମନା କରି ନଥିଲା । ତେଣୁ ସେଥିରେ ରାଜନୀତି କରିବା ଠିକ୍ ନୁହେଁ ।
@sanjaykumarmendili9519
@sanjaykumarmendili9519 2 месяца назад
ହୈ ହୋ ଗଣେଶ ବାବୁ ତମେ ଡିବେଟ କୁ ଆସୁଛ କାହିଁ ସମାଲୋଚନା ହେଉଛ କାହିଁ
@indramanipanda3539
@indramanipanda3539 2 месяца назад
ଗଣେଶ ଏମାନଂକ ଠାରୁ କହିବାର ଶୈଳି ଟିକେ ଶିଖୁ ନାହାନ୍ତି?
@ArunDas-hc5zz
@ArunDas-hc5zz 2 месяца назад
ଓଡ଼ିଶା ସରକାରଙ୍କର କୃଷି ବିଭାଗ ସମ୍ପୁର୍ଣ୍ଣ ନିଷ୍କ୍ରିୟ ଓ ପଙ୍ଗୁ,ସୁତରାଂ କୃଷି କୁ ସକ୍ରିୟ କରାଯାଉ।ଶ୍ରମିକ କାର୍ଡ ଧାରୀଙ୍କୁ କୃଷି ଭିତ୍ତିକ କାର୍ଯ୍ୟରେ ବିନିଯୋଗ କରାଯାଉ ।
@radhakrishnapatra852
@radhakrishnapatra852 2 месяца назад
ଆଳୁ ଦରକାର ନାହିଁ ସ୍ୱାଭିମାନ ଦରକାର chalange ମାନେ ଚାଲେଞ୍ଜ
@KatiMohanta-ly7uo
@KatiMohanta-ly7uo 2 месяца назад
❤❤❤❤❤❤
@srikantaSethi-s7v
@srikantaSethi-s7v 2 месяца назад
Mohan majhi no.1 hero
@ramachandrasukamajhi
@ramachandrasukamajhi 2 месяца назад
ଏ ମୂର୍ଖ ଗଣେଶ କୁ କାହିଁକି Debet ରେ ଆଣୁଛନ୍ତି
@ajaykumarrout5798
@ajaykumarrout5798 2 месяца назад
ଗଣେଶ ବାଵୁ ଆପଣଙ୍କ ଭଳି ବେହିଆ, ଗାଲୁଆ ସାରା ରାଜ୍ୟରେ ନ ଥିବେ.
@indramanipanda3539
@indramanipanda3539 2 месяца назад
ଓଡିଶା ବିରୋଧରେ ଷଡ଼ଯନ୍ତ୍ର।
@BikramBaral-f9f
@BikramBaral-f9f 2 месяца назад
24ବର୍ଷ ହେଲା ଆଳୁ ମିଶନ ଗଲା କୁଆଡେ.? 24ବର୍ଷ ହେଲା ଶୀତଳ ଭଣ୍ଡାର କରିପାରିଲାନି BjD କାରଣ ଓଡ଼ିଶାରେ ସିମେଣ୍ଟ, ଇଟା, ରଡ଼ ମିଳିଲା ନାହିଁ.. ଆଉ ରହିଲା ଲେବର କଥା.. (ଲେଵର ସବୁ ପାଣ୍ଡିଆନ ରାଜ୍ୟ ତଥା କେରଳ... କେବଳ ବିଜେପି କୁ ଦୋଷ ଦେବା ବିଜେଡି ର କାମ.. ବିଜେଡି କେବଳ ବିଲୁଆ ବିଚାର କରି ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ ଚାହୁଁଛି.. 👍
@dipaktv2662
@dipaktv2662 2 месяца назад
Bjp. ତାଡ଼ି ପକେବ। ଖାଲି ଆଲୁନୁହେ। ସବୁ ନଜର ରଖି
@biswanathsitha5142
@biswanathsitha5142 2 месяца назад
ମୋହନ ସାର୍ ଆପଣ ନିର୍ବିଘ୍ନରେ ୟୁପିରୁ ଆଳୁ ଆଣନ୍ତୁ ,ଯାହାକୁ ଆଳୁ ଭଲ ନ ଲାଗୁଛି ସେ ନବିନକୁ ଆଳୁ ମାଗି ଖାଆନ୍ତୁ,
@SushantakumarPatra
@SushantakumarPatra 2 месяца назад
ଅର୍ଗସ ଚ୍ୟାନେଲ କୁ କ'ଣ ସେହି ଗଣେଶ କୁ ମିଳୁଛି।ସେହି ତାର କଥା ଶୁଣିବାକୁ କ'ଣ ଆମେ ଅର୍ଗସ କୁ ଦେଖୁଛୁ
@baikunthdash3474
@baikunthdash3474 2 месяца назад
ଜୟ ଶ୍ରୀ ଶ୍ରୀ ଜଗନ୍ନାଥ।। ବିଜେପି ସରକାର ରାଜନୀତି କରି ଓଡ଼ିଶା ବାସିଙ୍କୁ ହନ୍ତ ସନ୍ତ କରୁଛନ୍ତି। ବିଜେପି ଭୁଲି ଯାଉଛି ବିଜେଡ଼ି ବିଜେପି 25ବର୍ଷ ଶାସନ ଭିତରେ ବିଜେପି ସରକାର ରେ 9ବର୍ଷ ବିଶୋଭୂଷଣ ବାବୁ ଖାଦ୍ୟ ଯୋଗାଣ ମନ୍ତ୍ରୀ।
@BhikariSahu-y3q
@BhikariSahu-y3q 2 месяца назад
ବୋହୁତ ଭଲ ହେଇଛି ଗାଡ଼ି ମରଉ ମମତା
@indramanipanda3539
@indramanipanda3539 2 месяца назад
ଆଇନ ଅନୁସାରେ Supreme Court ଙ୍କ ନିକଟତର ରେ କେଶ ହେବା ଉଚିତ।
@sushantakumar4789
@sushantakumar4789 2 месяца назад
ଏବେ ମମତା ଦିଦି ନିଜେ ଆଳୁ ବିକୁ ପାଞ୍ଚ ଟଙ୍କାରେ! ବହୁତ୍ ସୁନ୍ଦର ମୋହନ ସାର
@RabindrachandraSahu
@RabindrachandraSahu 2 месяца назад
BJD, ଓଡିଶା ର ଜନସାଧାରଣ ଙ୍କୁ ଆଳୁ ଖାଇବାକୁ ଦେବନାହିଁ ତେଣୁ ଏ କଥା ବିଚାର କରାଯାଉ
@BhikariSahu-y3q
@BhikariSahu-y3q 2 месяца назад
ମମ ନା ବୋବୋ ସଳା
@ChandanBehera-wc7cf
@ChandanBehera-wc7cf 2 месяца назад
Up alu odisha re chalu super
@trilochanpatnaik6321
@trilochanpatnaik6321 2 месяца назад
ପଚିଶ ବର୍ଷର ଶାସନ କାଳରେ ଅଳ୍ପ ଉନ୍ନତି କରିଥିଲେ BJD ସରକାର ଆଳୁ ଚାଷ ପାଇଁ ତେବେ ଗଣେଶ ସାହୁ କିପରି କହୁଛି ମୋହନ ସରକାର ପଚିଶ ଦିନ ରେ ଆଳୁ ଚାଷ କରି ପ୍ରଚୁର ଆଳୁ ଓଡ଼ିଶାବାସୀ ଙ୍କୁ ଯୋଗେଇ ବାହାରକୁ ରପ୍ତାନି କରି ଥାଆନ୍ତେ। ଗଣେଶ ସାହୁ ର ସାଧାରଣ ଜ୍ଞାନ ଅଛି ତ? ତାକୁ ସେତିକି ପଚାରନ୍ତୁ।
@mihirkumishramishra3756
@mihirkumishramishra3756 2 месяца назад
BJD kathare Mamata black mail karuchi odishaku.
@AkshayBhoi-r5h
@AkshayBhoi-r5h 2 месяца назад
ଆରେ ଗୋଟେ ପାଗଳ କୁ ଏହି ପ୍ରଶ୍ନର ସାମିଲ୍ କରିଛି ଜବର ପାଗଳ
@manojdikshit1308
@manojdikshit1308 2 месяца назад
ଏ ଗଣେଶ ସାହୁ କିଏ ? କାହିଁ କି ଚିଲାଉଛି ବିଦାକର ମଗିଆକୁ l
@ShaktiNewsliveodia
@ShaktiNewsliveodia 2 месяца назад
ଏଠି ପ୍ରଶ୍ନ ଉଠୁଛି ଆଳୁ ପ୍ରଡକ୍ସନ କଥା କେଉଁଠୁ ଆସୁଛି।
@ChittaranjanNaik-v7y
@ChittaranjanNaik-v7y 2 месяца назад
ଗଣେଶ ସାହୁ ଏସଳା ତାକୁ ସେଠାରୁ ଗୁଡାଅ ତାକୁ ଯାଂଚ କରାଯାଉ
@sarojkumarbehera1761
@sarojkumarbehera1761 2 месяца назад
Good 👍 job CM Mohan Charan majhi sir
@youcreators
@youcreators 2 месяца назад
ପାଗଳ ଗଣେଶ 🤗🤗🤗
@ranjitjena8432
@ranjitjena8432 2 месяца назад
Ganesh Babu you are a No 1 mad
@ShaktiNewsliveodia
@ShaktiNewsliveodia 2 месяца назад
ପୂର୍ବରୁ ତ ଆଳୁ ଚାଷ ହେଉନଥିଲା ଏମିତି ଅଭାବି ନଥିଲା ଏବେ ଏମିତି କାହିଁକି ହେଉଛି।
@ChitrasenPing
@ChitrasenPing 2 месяца назад
Ganesh babu hou6nti super touter
@biranchisrichandan8411
@biranchisrichandan8411 2 месяца назад
ଗଣେଶ ସାହୁକୁ ଖାଲି ଚପଲ ମାଡ଼।ନବୀନ ପଟ୍ଟନାୟକ ଙ୍କ ସମୟରେ ବି ୫୦/୬୦ ଟଙ୍କା ଆଳୁ ହେଇଥିଲା। ଯଦି ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦେଇ ଆଳୁ ଚାଷ ପାଇଁ ସୁବିଧା ଦିଆ ଯାଆନ୍ତା ନିଶ୍ଚିତ ପ୍ରତ୍ୟେକ ଚାଷୀମାନେ ଆଳୁ କରିବାକୁ ଇଛା କରନ୍ତେ।ଜୟ ଜଗନ୍ନାଥ।
@santoshkumarsahoo1934
@santoshkumarsahoo1934 2 месяца назад
BJD ku ଲଜ୍ଜ୍ୟା ଲାଗିବା କଥା । Bjd ର ଅପାରଗତା
@PujamanjariMunda
@PujamanjariMunda 2 месяца назад
BJD ku pita
@PujamanjariMunda
@PujamanjariMunda 2 месяца назад
Mamata Nabin kan chalichi
@birakarjee3799
@birakarjee3799 2 месяца назад
ଗଣେଶ ବାବୁ କାଇକି ଆଣୁଛି ପାଗ ଟା
@janardanmohanty831
@janardanmohanty831 2 месяца назад
ଆରେ ଗଣେଶ, ଆମେ ଭୁଲିନାହୁଁ l Covid ବେଳେ ପଶ୍ଚିମବଙ୍ଗ ଆଳୁ ଯୋଗାଣ ବନ୍ଦ କରିବାରୁ ଆଳୁ ଦର 100 ଟଙ୍କା ଡେଇଁଥିଲା l ଚାର୍ଟ, ଗୁପଚୁପ, ଆଳୁଦମ ଦହିବରା ଦୋକାନୀ ବେକାର ହୋଇ ଯାଇଥିଲେ l ସାଧାରଣ ଲୋକ ଆଳୁ ଖାଇବା ବନ୍ଦ କରି ଦେଇଥିଲେ l
@tnanda1432
@tnanda1432 2 месяца назад
ଗଣେଶ, ଟାଉଟର 24 ବର୍ଷର ଭିତ୍ତି ଭୂମି କରିଥିଲ, ଭଡୁଆ ଶଳା
@krushnadas1509
@krushnadas1509 2 месяца назад
Ganesh babu ku. Rutu. Masa barsa kichhi Jana nahin s m j
@gunanidhinaik3699
@gunanidhinaik3699 2 месяца назад
ପୁର୍ବ ସରକାର ର ଆଲୁ ମିଶନ କେଉଠି ରଖିଛନ୍ତି ?
@sureshkumarmallick2596
@sureshkumarmallick2596 2 месяца назад
ମୋ ନଜରରେ... ଗଣେଶ ବାବୁ ଜଣେ ପାଗଳ, ତାଙ୍କୁ କୌଣସି ଆଲୋଚନାକୁ ଡାକନ୍ତୁ ନାହିଁ, ପାଗଳର କଥା ଶୁଣି ହଉନି
@niharpalai3774
@niharpalai3774 2 месяца назад
ପ୍ରଥମେ ମମତା ଆଳୁ କଥା ସତ କହୁ ନବୀନ ସହ ମିଶି କଣ ଷଡ଼ଯନ୍ତ୍ର କରିଥିଲା
@satyabansahoo7932
@satyabansahoo7932 2 месяца назад
ଆଷାଢ ଓ ଶ୍ରାବଣ ମାସରେ କଣ ଆଳୁ ଉତ୍ପାଦନ ଓ ସଂରକ୍ଷଣ କରାଯାଏ.😊
@MaheswarJena-ed6db
@MaheswarJena-ed6db 2 месяца назад
ଗଣେଶ ସାହୁ ଵେଙ୍ଗଲ ଆଳୁରୁ ଘିଅ ପାଉଛନ୍ତି.ଗଣେଶ ଗାଲୁଆଙ୍କ. ବାରବାଟୀ ଚାଷ.ଭଡ ଭଡ ହେବା ବନ୍ଦ କରନ୍ତୁ.
@laxmidharmohanty1251
@laxmidharmohanty1251 2 месяца назад
Right. Madam 19:44
@MaheshKumar-te6wz
@MaheshKumar-te6wz 2 месяца назад
ପଚିମବଙ୍ଗ ଆଳୁ ବନ୍ଦ ହେଲେ ମମତା ଦିଦି ଓ ଚାଷୀ ବୁଦ୍ଧି ଶିଖିବେ
@manassethi5501
@manassethi5501 2 месяца назад
Galuata bjd
@Allforlove-cl1ox
@Allforlove-cl1ox 2 месяца назад
Bjd ku bhuli jau au next time dekhiba 2050
@sunilratha1532
@sunilratha1532 2 месяца назад
ଗଣେଶ ବାବୁ, 24 ବର୍ଷ ଶାସନ କାଳରେ ଆପଣଙ୍କ ଦଳ କେତେ ପରିମାଣରେ ଆଳୁ, ମାଛ, ଅଣ୍ଡା, ଆମ୍ବ, ଫୁଲ ଉତ୍ପାଦନ କରିଛି। ସେହି ଉତ୍ପାଦିତ ସାମଗ୍ରୀକୁ ରଖିବା ନିମନ୍ତେ କେତେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଛି, ସେ ହିସାବ ଦେଇଥିଲେ ଭଲ ହୋଇଥାନ୍ତା। 2/3ମାସ ହେଲା ଗଢ଼ି ଉଠିଥିବା ଦଳକୁ ଲୋକଙ୍କ ନଜରରେ ନିଚ୍ଚ ଦେଖାଇବା ପାଇଁ ଷଡଯନ୍ତ୍ର କରି କୃତ୍ରିମ ଅଭାବ ସୃଷ୍ଟି କରୁଚ। ଏଥିରୁ ଜଣାପଡୁଛି, ଆପଣ ମାନଙ୍କ ପାଇଁ ଜନତା ର ସ୍ବାର୍ଥ ନୁହେଁ ବରଂ ନିଜର ରାଜନୀତି ସର୍ବପୋରୀ ଅଟେ।
@santoshkumarsahoo1934
@santoshkumarsahoo1934 2 месяца назад
West Bengal ru aalu aaniba band karantu . Only UP. Aalu
@amulyakumarbarik1981
@amulyakumarbarik1981 2 месяца назад
ଗଣେଶ ବାବୁ ଗୋଟିଏ ବଡ ପାଗଳ ଏଭଳି ଅଭଦ୍ର ଲୋକଟାକୁ କାହିଁକି ଡାକୁଛନ୍ତି
@muralidharbiswal7409
@muralidharbiswal7409 2 месяца назад
Ganesh galua.
@narayandalai8414
@narayandalai8414 2 месяца назад
BJD ମାଡି ଚାଲ
@pradoshranjanmohanty2986
@pradoshranjanmohanty2986 2 месяца назад
ଏହା ସରକାର ବିରୁଦ୍ଧରେ ଏକ ସଡଜନ୍ତ୍ର ନବୀନ ବାବୁ ଚିଠିରେ କଣ ଲେଖିଲେ ଆଳୁ ଦେବା ପାଇଁ କୀ ନ ଦେବା ପାଇଁ ତାର ଗୋଟେ କପି ଦରକାର୍
@PramadPradhan-g5p
@PramadPradhan-g5p 2 месяца назад
Ganesha. Babu. Apn. Heuchanti. Odisha. Ra. Kalanka. 30.des.24.bars.anu.apanrku.phakar.bshiba.kata.nuh
@trilochanpatnaik6321
@trilochanpatnaik6321 2 месяца назад
ଗଣେଶ ସାହୁ କୁ ପଚାର ଗତ ପଚିଶ ବର୍ଷର ଶାସନ କାଳରେ ସେତେବେଳ ର ନବୀନ ସରକାର ଓଡ଼ିଶାରେ କେତେ area ରେ ଆଳୁ ଚାଷ କରିବା ପାଇଁ ଭିତ୍ତିଭୂମି ବିକାଶ କରିଥିଲେ ଓ କେତେ cold storage ର ବ୍ୟବସ୍ଥା କରିଥିଲେ। ସେ ଖାଲି ବଡ଼ ପାଟି କରି dj ବଜାଉଛି କାହିଁକି ଆଲୋଚନା ବେଳେ। ଅତୀତ ର ନବୀନ ସରକାର କଣ ସବୁର ବିକାଶ କରି ସ୍ୱର୍ଗକୁ ନିଶୁଣି ବାନ୍ଧି ଥିଲା କିନ୍ତୁ ଦୁଇ ମାସର ଶାସନ କାଳରେ ପ୍ରଚୁର ଆଳୁ ଚାଷ କରି ଆଳୁ ବାହାର କୁ ରପ୍ତାନି କରି ଥାଆନ୍ତେ ମୋହନ ସରକାର?
@ashokkumarmishra1193
@ashokkumarmishra1193 2 месяца назад
ଏ ମିଛୁଆ ଗ ଣେ ଶ କୁ କାହିଁକି ଡିବେଟ କୁ ଡାକୁଛନ୍ତି, ଆମେ ଏ ମିଛୁଆ ଗଣେଶ ର ମନ୍ତବ୍ୟ ଶୁଣିବାକୁ ଚାହୁନୁ
@baikunthdash3474
@baikunthdash3474 2 месяца назад
ବବିତା ମାଡ଼ ମ୍ ବୋଧେ ଜାଣି ପାରୁ ନାହାଁନ୍ତି 24ବର୍ଷ ଶାସନ ଭିତରେ ବିଜେପି 9 ବର୍ଷ ତମକୁ ସରକାର ଙ୍କୁ ଟିକେ ଲଜ୍ଜ୍ୟା ଲାଗୁ ନାହିଁ।
@MaheshKumar-te6wz
@MaheshKumar-te6wz 2 месяца назад
24ବର୍ଷ ହେଲା ବିଜେଡିର ଶୀତଳ ଭଣ୍ଡାର କଥା ମନେ ପଡିଲା ନାହିଁ ଏବେ ଆଳୁ ଚିନ୍ତା ରେ ପଡିଗଲେ
@rajanikantapradhan4121
@rajanikantapradhan4121 2 месяца назад
ଗଣେଶ ସାହୁ ମାଘିଆ କଣ କହିବେ ଆଳୁ ଟଙ୍କା ଖାଇଲେ ବିଜେଡି ଦଳ ଓଡ଼ିଶା ଲୋକମାନଙ୍କୁ ଲୁଣ୍ଠନ କରି ଛନ୍ତି
@pramodanahak6682
@pramodanahak6682 2 месяца назад
Ganesha babu 24 barsa sasan karuthila aluchasa kari parilani tumaku laja lagiba katha
@ajaybehera8282
@ajaybehera8282 2 месяца назад
Bala...Ganesh babu.my.d y a s h. Answer.what he knows about the politics.
@laxmimohanta5991
@laxmimohanta5991 2 месяца назад
ଏଟା ପାଗଳ ଟା.... ଗଣେଶ ବାବୁକୁ ପଚାର ସ୍ୱଇମିଙ୍ଗ ପୁଲକୁ କେତେଥର ଯାଇଥିଲା.....
@PrasantaMalick-tl7xb
@PrasantaMalick-tl7xb 2 месяца назад
ଗଣେଶ ବାବୁ ନା ବିଜେଡିର ଲାନ୍ଚୁଆ ବାବୁ😢
@RajanikantaPattnaik-z9i
@RajanikantaPattnaik-z9i 2 месяца назад
ଗଣେଶ ସାର ଆପଣଙ୍କୁ ମୋର ପ୍ରଶ୍ନ ମୋହନ ସରକାର ଜଦି ଦୁଇ ମାସରେ ଆଳୁ ଉତ୍ପାଦନ କରି ପାରି ନାହାନ୍ତି ଏଇଟା ଯଦି ମୋହନ ସରକାରଙ୍କର ଅପାରଗତା ତାହେଲେ ନବୀନ ସରକାର 25 ବର୍ଷ ଶାସନ କାଳ ଭିତରେ କରୁଥିଲେ କଣ
@harihardhal1974
@harihardhal1974 2 месяца назад
Ganesh gote di ha galua
@niranjannayak5751
@niranjannayak5751 2 месяца назад
ହଇରେ ମାଗି ହା ଗଣେଶ 24ବର୍ଷ ଭିତରେ ତୁମ ବିଜେଡି ସରକାର ଛୋଡି ପାରିଲା ନି ଦୁଇ ମାସ ଭିତରେ କରି ଦେବ କି
@tejranluv3324
@tejranluv3324 2 месяца назад
Chhena takkar dauchanti... Alu kg asiki 60 helani..... Gariba lokamane kete hairan hauchanti tame jani paruna bodhe.... Jetebele bjp jitithila mu vabithili abe odishara dukha gala.... Hele abe vabuchi kou govt vala nuhe.... Sabu nija swartha dekhuchanti.....
@ranjitkumarsbr5759
@ranjitkumarsbr5759 2 месяца назад
Ganesh babu ra munda kama karuni
@sivacharana3867
@sivacharana3867 2 месяца назад
ବିଜେଡ଼ି ଖରାପ ମମତା ଦିଦି ଅରାଜି ବର୍ତ୍ତମାନ ସମାଧାନ କିଏ କରିବ କେବେ ?
@susantapradhan2321
@susantapradhan2321 2 месяца назад
ହଉ bjd କିଛି କରିନି, କିନ୍ତୁ ବର୍ତମାନ ଡବଲ ଇଂଜିନ ସରକାର ଅଛି, ତ ଆଳୁ ପିଆଜ ଦର ତ ନିୟନ୍ତ୍ରଣ ରେ ରହିବା କଥା, କୋଉନ ହବ କୁହ 😃
@pritibhusanbehera6850
@pritibhusanbehera6850 2 месяца назад
Tell now present situation
@gajendranathjena356
@gajendranathjena356 2 месяца назад
ଜୟଜଗନ୍ନାଥ
@Allforlove-cl1ox
@Allforlove-cl1ox 2 месяца назад
Bjd government 24 years anda silau thila ki Ganesh Babu nku pachar Ganesh Babu ra Munda kama kori no thiba...agar medical checkup kara jau
@Binodkumar-if6lk
@Binodkumar-if6lk 2 месяца назад
Say no to WB didi Alooo
@indramanipanda3539
@indramanipanda3539 2 месяца назад
ମମତାଙ୍କ ବିରୋଧି ବିଜେପି ସରକାର। ମମତାଙ୍କୁ Bjd ଶିଖାଉଛି।
@arucharanpradhan5502
@arucharanpradhan5502 2 месяца назад
ଗଣେଶ ସାର ଗୋଟିଏ ପାଳଭୁତ ନେତା।ଏହି ପ୍ରକାର ବହୁତ ନେତାଙ୍କୁ ବିଜେଡି ଦଳରେ ରଖିଥିବା ଯୋଗୁଁ ରାଜ୍ୟର ଉନ୍ନତି ୨୫ ବର୍ଷ ତଳକୁ ଚାଲି ଯାଇଛି। ଗଣେଶ ସାରଙ୍କୁ ଷ୍ଟୁଡିଓକୁ ଆଣନ୍ତୁ ନାହିଁ। ତାଙ୍କର ସବୁ ଉତ୍ତର ଠିକ୍ ଭାବରେ ଆସୁ ନାହିଁ।
@rajanikantapradhan4121
@rajanikantapradhan4121 2 месяца назад
ବିଜେଡି ଦଳ ମାନ୍ୟବର ନବୀନ ପଟ୍ଟନାୟକ ଆଳୁ ଟଙ୍କା ଖାଇଲେ ବିଜେଡି ଦଳ ଗଣେଶ ସାହୁ ମାଘିଆ ଦୁଇ ମାସରେ ଆଳୁ ଚାଷ ହୁଏ କି 24ବର୍ଷ ହେଲା ଓଡ଼ିଶା କୁ ଶାସନ କରିଥିଲେ 100କୋଟି ଟଙ୍କା ଖାଇଲେ ବିଜେଡି ଦଳ ଓଡ଼ିଶା ଲୋକମାନଙ୍କୁ ଲୁଣ୍ଠନ କରି ଛନ୍ତି ମାଘିଆ ମାନେ ଟିଭି ମିଛ କଥା କହିଛନ୍ତି ଯିଏ ଟଙ୍କା ଖାଇଛନ୍ତି ଆଉ କଣ କହିବେ ଚିଠି ଲେଖି ଓଡ଼ିଶା ଲୋକମାନଙ୍କୁ କଣ କହିବେ
@biswanathkusumalia9563
@biswanathkusumalia9563 2 месяца назад
ଗଣେଶ ବାବୁ ନିଜେ କଣ କହୁଛ, ଜାଣିପାରୁଛ ତ? ଏହାକୁ କହନ୍ତି ବିଲେଇ ଆଖି ବୁଜି ଡ୍ୟାସ 🤩
@keshabakalar1701
@keshabakalar1701 2 месяца назад
ପାଗଳା ଲୋକଙ୍କୁ କାଇଁକି ଆଲୋଚନକୁ ଆଣୁଛନ୍ତି।
@bisnuparida3362
@bisnuparida3362 2 месяца назад
ଟ୍ରେନ ଦ୍ୱାରା କଲିକତାରୁ ଆଳୁ ଆଣ..
@nilakantha123
@nilakantha123 2 месяца назад
ଗଣେଷ ବାବୁ ମୁ ବା ପୂର୍ବରୁ କେତେଥର ୧୦୦ ଟଙ୍କା ରେ କିଣିଛି
@bipinakumardashbipinakumar9248
@bipinakumardashbipinakumar9248 2 месяца назад
ଗଣେଷ ବାବୁ ଗୋଟେଚୁକା ମାଗିହା ଜାଲି ସଳା ଆଁଆଁ🔎ହଉଛିସଳାକୁ କଥା କୁହା ଜାଣାନାହିଁ ମୁ ସବୁବିତର୍କରେ ଦେଖୁଛି ତାକୁ କାହିଁ ଡାକୁଛନ୍ତି ବିତର୍କ କ
@SanakarnahakSankarnahak
@SanakarnahakSankarnahak 2 месяца назад
Hamari Odisha kaun sa tarikh
@SatyabrataDas-nj8fl
@SatyabrataDas-nj8fl 2 месяца назад
Ganesh Babu ra alu gacha b j p maridele and kudstor sabu bandhela
@444bharat
@444bharat 2 месяца назад
Macha bee odisha Ra javchi rokideyo WB ku
@LaxmiDhar-fi5ok
@LaxmiDhar-fi5ok 2 месяца назад
ବଡ଼ ବଡିଆ ଲୋକ ଜମି ହଡ଼ପ କରି ବିଛୁଆତି ବଣ କରୁଛନ୍ତି ଗଣେଶ ବାବୁ ଗୋଟିଏ ଗାଲୁଆ ଲୋକ ତା ମାଇକିନିଆ କେମିତି ରହିଛି
@BasantakumarRaul
@BasantakumarRaul 2 месяца назад
ଗଣେଶ ବାବୁ କହିଲେ ୨୪-୨୫ ବର୍ଷ ଭିତରେ କେବେ ଆଳୁ ଅଭାବ ନଥିଲା। ଆମେ ବେଂଗଲରୁ ଭଲ ଆଳୁ ଖାଉଥିଲେ। ତେବେ ଓଡିଆମାନଙ୍କ ପକେଟରୁ ସବୁଦିନ ବଂଗାଳୀ ଲୁଟୂଚାଲୁଥିବେ କି? ଆମକୁ ଆଳୁ ଚାଷର ସୁଯୋଗ ଓ କୋଲ୍ଡଷ୍ଟୋରେଜ୍ ୨୫ ବର୍ଷ ଧରି ବିଜେଡି ସରକାର ଦେଲା ନାହିଁ କାହିଁକି? ସବୁ ବିଜେଡି ବାଲା ଓ ନବୀନ ପଟ୍ଟନାୟକ ଏହାର ଉତ୍ତର ଦିଅ ଓଡିଶାବାସୀଙ୍କୁ। ଏଇ ନବୀନ ପଟ୍ଟନାୟକ ମମତାକୁ ଭିତିରିଆ କହି କରି ଆଳୁ ବନ୍ଦ କରାଇଛି ମୋହନ ସରକାରଙ୍କୁ ବଦନାମ କରିବା ପାଇଁ। ସଳା ହାରାମୀ କୁଳାଂଗାର କାହାଁକାର।
@sarojkumarbehera1761
@sarojkumarbehera1761 2 месяца назад
Ganesh babu nku pathei diantu gharaku
@nilakantha123
@nilakantha123 2 месяца назад
ହଇରେ ଶଳା ଗଣେଶ ୨୫ବର୍ଷ ହେଲା ଗୋଟେ କୋଲଷ୍ଟର କରି ପାରିଲାନି ଆଉ ୨ମାସରେ ହେଇଯିବ
Далее