Тёмный

Prasnakala Live | ମୋଦି ଗ୍ୟାରେଣ୍ଟିକୁ ବିଜେଡି ଧମକି | 05 Jan 2024 | Argus News 

Argus News
Подписаться 1,4 млн
Просмотров 106 тыс.
50% 1

Prasnakala Live | ମୋଦି ଗ୍ୟାରେଣ୍ଟିକୁ ବିଜେଡି ଧମକି | 05 Jan 2024 | Argus News
#ArgusNews #Prashnakala #OdishaGovt #discussion
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
RU-vid : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Опубликовано:

 

4 янв 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 253   
@BhagabanaRana-we1lr
@BhagabanaRana-we1lr 7 месяцев назад
ଏ ବର୍ଷ ବି.ଜେ.ଡି କୁ ହାରିବାର ଭୟ ରହୁଛି ନିଶ୍ଚୟ । ସତ୍ୟ ଦିନେ ନା ଦିନେ ଜଣା ପଡିବ ।
@sunilkumarmohanty4591
@sunilkumarmohanty4591 7 месяцев назад
ହଟିବ ଦୁର୍ନୀତି ହଟିବ ଭ୍ରଷ୍ଟାଚାର ଓଡ଼ିଶା ରେ ହେବ ବିଜେପି ସରକାର
@prahaladojha5628
@prahaladojha5628 7 месяцев назад
ଓଡିଶାକୁ ରାଷ୍ଟ୍ରପତି ଶାସନ ଦରକାର
@user-xe9hi5yk8e
@user-xe9hi5yk8e 7 месяцев назад
ବିଜେଡି ଡରିଗଲାଣି
@bishnuseth3815
@bishnuseth3815 7 месяцев назад
ଏଥିପାଇଁ ବିଜେଡି ବିଧାୟକମାନେ ଦାୟୀ
@samirnaik-ij6os
@samirnaik-ij6os 7 месяцев назад
ଓଡ଼ିଆ ଙ୍କୁ ରାଷ୍ଟ୍ର ପତି ଶାସନ darkar
@DhiraSenapati-tt3pe
@DhiraSenapati-tt3pe 7 месяцев назад
ଯେ ପଯ୍ୟନ୍ତ ବିଜେଡି ଗେଣ୍ଡା ଦଳ ଥିବ ପୁଲୁସି ଲାଞ୍ଚ ନବ ଗମେଣ୍ଟ ହସ୍ପିଟାଲ ରେ ଲାଞ୍ଚ ନେବେ ସରକାର ସବୁ ଅଧିକାରୀ ଲାଞ୍ଚ ନେବେ ସାରା ଓଡିଶାବାସୀ କିଛିବି କରିପାରିବେ ନାହିଁ
@sibanandadigal2399
@sibanandadigal2399 7 месяцев назад
ମାନସ ପାଗଲ ହେଇଜାଇଛନ୍ତି
@NibasBehera-ty8wb
@NibasBehera-ty8wb 7 месяцев назад
Khnyusambadekaavayabaraikabijpmllsradhnybadaathgadrhbartasarakar
@srinibasdash1958
@srinibasdash1958 7 месяцев назад
ମାନସ ବସ୍ତ୍ୟା ଗଲୁଆ ବିଜେଡି ନେତା , ଏଭଳି ବିଜେଡି ନେତା ଚୋର।
@santoshkumarsahoo8671
@santoshkumarsahoo8671 7 месяцев назад
ସଂସାର ଗାଲୁଆ ହେଉଛି ମାନସ ବସ୍ତିଆ
@soumyenduffyt9293
@soumyenduffyt9293 7 месяцев назад
Janichu bhai
@jagabandhurout9684
@jagabandhurout9684 7 месяцев назад
ନବିନ ପାଗଳ ହୋଇ ଗଲାଣି
@soumyenduffyt9293
@soumyenduffyt9293 7 месяцев назад
Han bhai mada pii sarila pare nabina Nani nka hoss tike palaye ta sethi pain
@pradipatamohapatra5950
@pradipatamohapatra5950 7 месяцев назад
ବିଜେଡି jaha କଲେ ବି ହାରିବ
@samirnaik-ij6os
@samirnaik-ij6os 7 месяцев назад
ପାଗଲ ହେଲା ମlନୋଷ
@ajitpadhan2764
@ajitpadhan2764 7 месяцев назад
ଛତିସ୍ଗଡ ରେ ଧାନ ୩୨୦୦ ହେଲେ ଓଡିଶା ରେ କାହିଁକି ୨୧୮୨ ରେ ମାଗିହେ ବିଜେଡି
@Goutam306
@Goutam306 5 месяцев назад
ଠିକ୍ ଭାଇ
@mrutyunjaymohanta8405
@mrutyunjaymohanta8405 7 месяцев назад
ବିଜେଡି କାହିଁକି ଆକ୍ରମଣ କରୁଛି ଏ ମା ଙ୍କର ଅ ଭି ପ୍ରାୟ କଣ
@user-tp8gf5wl3f
@user-tp8gf5wl3f 7 месяцев назад
ବିଜେଡି ଜିତିଲେ ମାଇକିନା ଷଣ୍ତ ରକମ୍ ବୁଲିବେ।
@rameshnayak6188
@rameshnayak6188 7 месяцев назад
ସବୁଠାରୁ ଚର mangiya Naveen
@prahaladojha5628
@prahaladojha5628 7 месяцев назад
ନବୀନ ବାବୁ ମମତା ବାନାର୍ଜୀ କୁ ଗୁରୁ କରିଛନ୍ତି
@sankarreddy4559
@sankarreddy4559 6 месяцев назад
ତାଙ୍କେ ଦୁଇ ଲୁଛା ସ୍ବାମୀ ସ୍ତ୍ରୀ,ତାପରେ ପାଣ୍ଡୁ ର
@ajitpadhan2764
@ajitpadhan2764 7 месяцев назад
ଏ ମାଗିହା ମାନସ
@duhkhishyamnayak9496
@duhkhishyamnayak9496 7 месяцев назад
Modi.ji.ki.jay
@harekrushnapagal1405
@harekrushnapagal1405 7 месяцев назад
ଖୀର ଉତୁରିଲେ ଚୂଲିକି ଠିକ୍ ସେହିପରି ଓଡ଼ିଶା ରେ ଉତୁରୁ ଛନ୍ତି 2024 ରେ ମହା ଵିନାଶ ହେବ 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା ହେଲା 25 ବର୍ଷ ହେଲା ଓଡ଼ିଶା ର ଗେଣ୍ଡା 🐌 ଦଳର ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଓଡ଼ିଶା କୁ ସବୁ ଖେତ୍ରରେ ରେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଆଜି ଆମ ଜଗତର ନାଥ ଜୟ ଜଗନ୍ନାଥ ଙ୍କ ଦେଶ ସୁନା ର ଓଡ଼ିଶାକୁ ମଦୁଆ ଓଡ଼ିଶା କରି ଦେଲେଣି ଓଡ଼ିଶା ର 10 ବର୍ଷ ର ପିଲା ମଦ ପିଇ ନିଜର ପରିବାର କୁ ଵରଵାଦ୍ କରି ଦେଉଛି
@soumyenduffyt9293
@soumyenduffyt9293 7 месяцев назад
😂😂😂😂😂 genda
@mundarama1122
@mundarama1122 7 месяцев назад
ମାନସ ମାଗିଆ କୁ audio କୁ କିଏ ଡାକିଲା
@JaiUtkalaMaa
@JaiUtkalaMaa 7 месяцев назад
ଯୋଗୀଙ୍କ ବିଜେପି ସରକାର ଆସିବାରୁ ଉତ୍ତର ପ୍ରଦେଶର ସବୁ ସମାଜ ବାଦୀ ଗୁଣ୍ଡା ଭୟରେ ନିଜ ଅପରାଧ ଲେଖି ଜେଲ ଆଗରେ ଲାଇନ ଲଗେଇ ଥିଲେ । ଓଡ଼ିଶାରେ ବିଜେପିର ସରକାର ବନିଲେ ତାମିଲ ବାବୁ ତ ଲୁଟ ଟଙ୍କା ନେଇ ଇଟାଲୀ ଖସିବେ କିନ୍ତୁ ତାମିଲ ବାବୁଙ୍କ କଥାରେ ଚୋରି ଓ ଗୁଣ୍ଡା ଗର୍ଦି କରୁ ଥିବା ଗେଣ୍ଡାଦଳିଆଙ୍କ କଣ ହେବ ?😂😂😂
@SmashEnough
@SmashEnough 7 месяцев назад
ପାଣ୍ଡିଆ ନ ର କ୍ରୀତଦାସ ମାନସ ନିଜ ଜ୍ଞାନ ଶୂନ୍ୟ ଅଜ୍ଞାନ ବିଜେଡିର ଅହଙ୍କାରୀ ପଗଲ ଭଳି ପ୍ରଳାପ କରୁଛି 😢 ରାବଣ କଂସ ଦୁର୍ଯୋଧନ ଶାସନ ଠାରୁ ଅଧିକ କି 😢
@bishnuseth3815
@bishnuseth3815 7 месяцев назад
ମାନସ ଜଣେ ପାଗଳ
@madhusudanparida6857
@madhusudanparida6857 7 месяцев назад
ଓଡିଶା ବିଢେଡି ସରକାର ଉପରେ ବିଜେପି ର କୋହଳ ମନୋଭାବ ସମସ୍ତ ଙ୍କୁ ଚକିତ କରୁଛି । ତଥାପି ଓଡିଶା ର ଜନସାଧାରଣ ପରିବର୍ତନ ସଙ୍କଳପ ନେଉଥିବା ଯୋଗୁଁ ବିଜେଡି ର ବିପରୀତ ବୁଦ୍ଧି ଆସୁଛି ।😂😂😂
@manoranjanpanda5536
@manoranjanpanda5536 7 месяцев назад
ଆଠଗଡ ରାଜାସ୍ଵାଇଁ ଦୁର୍ନୀତି କାରୀ ଦଲାଲ, ଆଠଗଡଵାସୀଙ୍କର ନିଦ ହଜାଇ ସାରିଲାଣି,ଇଏ ପକୃତରେ ମଣିଷ ନୁହେଁ, ଵିଵେକ ହୀନ ମଣିଷ, ଜୟ ଜଗନ୍ନାଥ,
@KeshabcharanMishra
@KeshabcharanMishra 7 месяцев назад
ମାନସ ର ଗର୍ବ ବହୁତ ବଢ଼ି ଯାଇଛି. ଏ ଗର୍ବ ସବୁଦିନ ରହିବନି.
@pubg1550
@pubg1550 7 месяцев назад
Bjd chora
@abhinnamallik4197
@abhinnamallik4197 7 месяцев назад
Welcome BJP
@DebajyotiBhatta-lx3hj
@DebajyotiBhatta-lx3hj 7 месяцев назад
Odisha ru b j d ku hatao
@DhiraSenapati-tt3pe
@DhiraSenapati-tt3pe 7 месяцев назад
ଆଂଜ୍ଞା ମର 30 ବର୍ଷ ହେଲାଣି ହେଲେ ମୁ ନିଜ ଇଛାରେ ଭୋଟ ଦେଇପାରୁନି ନିବାଚନ ସମୟ ଆସିଲେ ବିଜେଡି ଗେଣ୍ଡା ଦଳର ସରପଞ୍ଚ ଆମ ଘରକୁ ଆସି ମୁଣ୍ଡ ପିଛା 1000 ଟଙ୍କା ଦେଇଯାଉଛି ଆଉ ଘରର ମୁରବି ମାନେ ସେଇ ଚୁରକୁ ଭୋଟ ଦେବେ ଲାଜ ଲାଗିବା କଥା ଧିକ ଆମ ଜୀବନ 😭😭😭
@arjunpanda9015
@arjunpanda9015 6 месяцев назад
ନରେନ୍ଦ୍ର ମୋଦୀ ଜୀ ଜିନ୍ଦାବାଦ
@khusi_Gudu_2k
@khusi_Gudu_2k 7 месяцев назад
BJD ra dhamki chalibani.Eta tamil nuha.
@odiacomedyforu2896
@odiacomedyforu2896 7 месяцев назад
କେବଳ ଭୟ ଭାରି ଡର, ଆସିବ ବୁଲଡୋଜର ଅପେକ୍ଷା କର !
@pruthirajpal4155
@pruthirajpal4155 7 месяцев назад
BJD hotao odisha bacho
@MrJit-vo4su
@MrJit-vo4su 6 месяцев назад
Right
@arjunpanda9015
@arjunpanda9015 6 месяцев назад
ବିଜେପି ଜିନ୍ଦାବାଦ
@samirparida2965
@samirparida2965 6 месяцев назад
ଜୟ ଶ୍ରି ରାମ
@mrswain1734
@mrswain1734 7 месяцев назад
ନବୀନ ପଟନାୟକ କଣ କରୁଛନ୍ତି.... ତାଙ୍କର ଓଡିଶା ପ୍ରତି ଅବଗତ କଣ? ସବୁ ସେଇ କରୁଛନ୍ତି...
@Shibapatra-vz8zc
@Shibapatra-vz8zc 7 месяцев назад
Pm modi jindabbad
@user-nc6mr3kg6l
@user-nc6mr3kg6l 7 месяцев назад
Jay Sriram namaste 🙏
@user-ew4ij1sj6v
@user-ew4ij1sj6v 7 месяцев назад
Bjd hariba
@KamalKamal-gz6pq
@KamalKamal-gz6pq 6 месяцев назад
Thanks
@sunilranjanbhol1805
@sunilranjanbhol1805 7 месяцев назад
ଯେତେ ଗଲୁଆ ସବୁ, ବିଜେଡି ଦିବେଟ୍ କୁ ପଠାଇ ଥାଏ,
@ajayajenaaju8139
@ajayajenaaju8139 7 месяцев назад
Bjdhataayo Odisha bachao
@trilochanpatnaik6321
@trilochanpatnaik6321 7 месяцев назад
BJD ପ୍ରଶାସନ କେବଳ Pandian ସଭାକୁ ଲୋକ ଯୋଗାଡ କରି ଆଣିବେ। ଅନ୍ୟ କେଉଁଠି ନୁହଁ।
@shyamsunderbhoi7522
@shyamsunderbhoi7522 7 месяцев назад
Bjp jindabath
@DipakPradhan-zq8uf
@DipakPradhan-zq8uf 5 месяцев назад
ଓଡିଶା ରେ ବିଜେପି ସରକାର ଦରକାର
@upendrapanigrahi8035
@upendrapanigrahi8035 7 месяцев назад
Very good video, beautiful presentation about corpted B J D sarkar ra karmi sata katha loke janile hataru power chalijiba ra vaya gharuchi
@ranjandad1903
@ranjandad1903 7 месяцев назад
ବିଜେପି
@SWEETY_DEBA
@SWEETY_DEBA 6 месяцев назад
Jai shree Ram
@binodbhai201
@binodbhai201 7 месяцев назад
Genda ethara mariba... 😃😃😃😃😃
@user-mb8gp2sd5i
@user-mb8gp2sd5i 7 месяцев назад
24rebijepisasana ku anantu
@santoshkumarswain7486
@santoshkumarswain7486 7 месяцев назад
Due to 5T system Odisha is badnaam what we feel now
@user-si7ej5dn9z
@user-si7ej5dn9z 7 месяцев назад
Sir good morning Rastrapati season lagu kar.
@biswajitvidiokar6474
@biswajitvidiokar6474 7 месяцев назад
Manas bastia pagala heijaichanti, evali pagalara pralap kale nija pilamane hasibe ebang bahare lajya paibe. Tumaku sina laja nanhi.
@user-bl5ud5wn8i
@user-bl5ud5wn8i 7 месяцев назад
Akhya babunka voice and topic is right
@pitubhoi1722
@pitubhoi1722 5 месяцев назад
ଵିଜେଡି ହାରିବ ଏଥର
@tinyboygamer7302
@tinyboygamer7302 7 месяцев назад
Hai nabin babu tome amo Banda
@bhagabanpanigrahy251
@bhagabanpanigrahy251 5 месяцев назад
ଏ ମୂର୍ଖ ଟାକୁ କାହିଁକି ଡାକୁଛନ୍ତି sir ବସ୍ତିଆ
@budhadevmallik
@budhadevmallik 6 месяцев назад
ଅଯୟ ବାବୁଙ୍କ ଏହା ଉତ୍ତର ନୁହେଁ ବୁଲେଇ ବଙ୍କେଇ କହୁଛନ୍ତି
@biranchiratha822
@biranchiratha822 7 месяцев назад
Bjd.netaa.sabu.chora.anu.modi.shidha.voter.nka.shita.katha.karuchhnti.tenu.bjd.shai.paru.nahi
@narayandalai8414
@narayandalai8414 Месяц назад
CM Mohan sir ,namaskar, dayakari action niajau
@manojpalei
@manojpalei Месяц назад
Bijb ର କାର୍ଯ୍ୟକାଳ କାର୍ଯ୍ୟକଳାପ ଏହିପରି ।
@biswanathpadhy8371
@biswanathpadhy8371 6 месяцев назад
ଗାଲୁଆ ସମ୍ରାଟ।
@BhagirathiSing-rl4lm
@BhagirathiSing-rl4lm 7 месяцев назад
ସେଇଟା ବେକାର କଥା କାହିଁକିନା ଆମ ଜିଲ୍ଲାରେବେ ବିକଶିସିତ ଭାରତ ରାଲି କରୁଥିଲେ, କଣ ଟା ଅଧିକ କରୁଥିଲେକି, lpj, pm କିସାନ ର ବର୍ଷକୁ 6000 ହଜାର ଟଙ୍କା ଦେଉଛନ୍ତି, ତା ଟୁ କଣ ଅଧିକ ପ୍ରଚାର କରୁଥିଲେ, ଏଇଟା କଣ ଲୋକ ଜାଣି ନାହାନ୍ତି
@deepakmeher1572
@deepakmeher1572 6 месяцев назад
ଭାଇ ନବୀନ ପଟ୍ଟନାୟକ ପୋଷୀ ଥିଲାତ କୁକୁର ସେଇ କୁକୁର ଟିକେ ଭୁକଭୁକି ଚଲେଇ ଛି ଏବେ ସେକୁକୁର ଗୁଡ଼ାକ ଏମିତି ହୋଇ ପାଗଳ ହେଇ ଜିବେ ନାହିବା ବିଜେଡ଼ି ଦଳର ଚାମ୍ ଚା ମାନେ ପାଗଳ ହେଇ ଗଲେଣି ଜୟ ଶ୍ରୀ ନରେ୍ଦ୍ର ମୁଦୀ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ହନୁମାନ ଜୟ ଭାରତ ବାସି
@banchhanidhigiri7894
@banchhanidhigiri7894 7 месяцев назад
ଚୁର BJD sarkar
@LaxmidharBiswal-gq8fl
@LaxmidharBiswal-gq8fl 7 месяцев назад
BJD Hato odisha Bachao 🕉️🚩 Jay Jagannath
@keshabbhue6992
@keshabbhue6992 6 месяцев назад
ନବୀନ ହିଞ୍ଜିଡା ମୁଖ୍ୟମନ୍ତ୍ରୀ
@SantoshKumarSing-xd1xv
@SantoshKumarSing-xd1xv 5 месяцев назад
Vot for Congress
@ansumanpanda4320
@ansumanpanda4320 7 месяцев назад
Dipa libhiba bele jor jale.. Bjd 4 panji ru jiba
@bijaybehera6696
@bijaybehera6696 7 месяцев назад
ଆରେ ଗାଲୁଆ ଟା ବାଳ ବିକାଶ ହେଉଛି
@ArunDas-hc5zz
@ArunDas-hc5zz 6 месяцев назад
ବିନାଶ କାଳେ ବିପରୀତ ବୁଦ୍ଧି,
@trilochansenapati2712
@trilochansenapati2712 6 месяцев назад
Khela sariba
@ksheerodmishra8544
@ksheerodmishra8544 7 месяцев назад
Please add not before turnish
@sanjibkumarmohanta6026
@sanjibkumarmohanta6026 6 месяцев назад
ୟାଙ୍କୁ କଣ ପାଇଁ ବସେଇଲେ sir
@keshabbhue6992
@keshabbhue6992 6 месяцев назад
ଦୋଷୀ କେମିତି ଦଣ୍ଡ ପାଇବ ପୋଲିସ ବିଜେଡି ନେତା କହିଲେ ପୋଲିସ ନିଜ ସ୍ତ୍ରୀ କୁ ଭି ବିଜେଡି ନେତା ହାତରେ ଟେକି ଦେଉଛନ୍ତି
@rameshnayak6188
@rameshnayak6188 7 месяцев назад
ମାନସ ଗୋଟେ ଚର କୁକୁର
@jayakrishnapradhan-ms6tm
@jayakrishnapradhan-ms6tm 5 месяцев назад
ମାନସ ବସ୍ତିଆ ଗାଲୁଆ କଥା କହୁଛି।ବିଜେଡି ଚେରକୁ ଉପାଡ଼ି ଫିକି ଦିଆନ୍ତୁ ଓଡିଶା ବାସୀ।ନମସ୍କାର
@dibyaranjansahoo5942
@dibyaranjansahoo5942 7 месяцев назад
Sambadika babu No 1in adisa
@DipakPradhan-zq8uf
@DipakPradhan-zq8uf 5 месяцев назад
Odisha Ra only bjp Sarkar jay Sri Ram
@kamallochannayak9660
@kamallochannayak9660 6 месяцев назад
BJD Hatao Odisha Banchao
@user-tp8gf5wl3f
@user-tp8gf5wl3f 7 месяцев назад
ବିଜେଡି ସରକାର ର ଯେତିକି କର୍ମୀ ପାଣ୍ଡୁବଂଶୀ ରୁ ସ୍ରୁଷ୍ଟି ଯେତେ ବୁଝେଇ ଲେ କିଛି ବୁଝିବେନି ଆଙ୍କା। ଆଗ ପଚାରନ୍ତୁ, ବାହାଘର ଦିନ ନିଜ ମାଈ କିନା ବାହାବେଦୀରେ ଗେଣ୍ଡୁଫୁଲର ମାଳ ବେକରେ ଗଳେଇ ପିନ୍ଧାଇ ପାରିଲେନି। କିନ୍ତୁ ପାଣ୍ତୁର ବେକରେ ମାଳ ସହ ସିନ୍ଦୁର କଣ ପାଇଁ ଏତେ ଆଗ ଭର । କହିଲେ।,,,,
@soumyenduffyt9293
@soumyenduffyt9293 7 месяцев назад
Tabe nabin babu asahisnu hei Jai chanti
@MIS_Training
@MIS_Training 7 месяцев назад
Akhya sahu nku kouthu paile. Kou independent sambadik paileni
@subhrajittripathy2972
@subhrajittripathy2972 7 месяцев назад
Modi ji please action neantu evali BJD ra behave paine ..
@RajashmitaDas
@RajashmitaDas 7 месяцев назад
କେଉଁ ପାଟି ଆମର ବିରୋଧ ନୁହନ୍ତି ନବୀନ ବାବୁଙ୍କ ନାରେ କଉଣସି ଫାଲତୁ କଥା ସୁଣିପାରିବୁନାହି,, କାହିଁକି ନା ଆମର ଛାତି ଚିରି ଦେଲେ ନବୀନ,,,ଜଏ ନବୀନ,
@PrasanDas-cy2eb
@PrasanDas-cy2eb 7 месяцев назад
Manash mg dhiagalua
@user-vm4jx5th8u
@user-vm4jx5th8u 6 месяцев назад
BDO bjd ra mulia halia bola kara
@JagannathTandia-es8bv
@JagannathTandia-es8bv 6 месяцев назад
Janata nkaranseba au bikash pain BJD ku vote deichhanti . Janatara bikash rastare Jia badhaka heba sei netanku dhakka dei bahara karajiba .
@gopabandhukarmi6833
@gopabandhukarmi6833 7 месяцев назад
Manas ke pita
@guptatimili749
@guptatimili749 7 месяцев назад
Manash bostia ku gahgahku nei bulao
@hrushikeshpanigrahi3593
@hrushikeshpanigrahi3593 7 месяцев назад
Aharajaba..asantailection Rejababadebe
@raghunandanray3888
@raghunandanray3888 6 месяцев назад
Bjd ସରସରକାର ଚା ହଉଛି ବାହାର କୁ ଓଡିଶା ରୁଲେବର ସପ୍ଲାଏ କରିବ ଟଙ୍କା ରୋଜଗାର କରିବ
@akshayakurout4136
@akshayakurout4136 6 месяцев назад
Dibaswapna
@chandanputhal983
@chandanputhal983 7 месяцев назад
Navin to bhitore Koji nata mani
@PRIYAPRIYA-nb6cn
@PRIYAPRIYA-nb6cn 6 месяцев назад
Jai bjp
@Sriansh321
@Sriansh321 6 месяцев назад
ବିନାଶ କାଳେ ବିପରିତ ବୁଦ୍ଦି
@gopabandhukarmi6833
@gopabandhukarmi6833 7 месяцев назад
Manas nahise mankad
@rajeshnayak759
@rajeshnayak759 5 месяцев назад
Bhai Manas sir no ta tike diantu ame katha habu
@kumarsujit452
@kumarsujit452 7 месяцев назад
Tamil vk pandu ku odisha ru hatao BJD hatao Odisha bachao
Далее
Это реально работает?!
00:33
Просмотров 3,6 млн
KANAK TV NEWS HOUR POLICE RA ASSAL CEHERA 061214
51:16
Просмотров 217 тыс.
Это реально работает?!
00:33
Просмотров 3,6 млн