Тёмный

Prasnakala Live | ସ୍ବୀକାର କରିବେ କି ବିତର୍କ ଆହ୍ବାନ? | 07 May 2024 | Argus News 

Argus News
Подписаться 1,4 млн
Просмотров 103 тыс.
50% 1

Prasnakala Live | ସ୍ବୀକାର କରିବେ କି ବିତର୍କ ଆହ୍ବାନ? | 07 May 2024 | Argus News
#ArgusNews #Prashnakala #DharmendraPradhan #CMNaveenPatnaik #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
RU-vid : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Опубликовано:

 

14 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 230   
@sushamadash8383
@sushamadash8383 5 месяцев назад
Jay shree Ram ji ki 🌷💯 percent.Dharmendra Pradhan jindabad.🎉🎉🎉🎉🎉🎉🎉
@niranjanpanda8574
@niranjanpanda8574 5 месяцев назад
ପ୍ରଭୁ, ତାମିଲ କଳାପାହାଡ କବଳରୁ ଓଡିଶା ରକ୍ଷା କର।
@Learning-f1e
@Learning-f1e 5 месяцев назад
Santi babu thanks your reporting
@cksportsnews1748
@cksportsnews1748 5 месяцев назад
ଏତେଦିନ ପରେ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ର କାଯ୍ୟ କଲେ, ବହୁତ ଭଲ ଲାଗିଲା
@binamraanchal1305
@binamraanchal1305 5 месяцев назад
ଜୟ ଜଗନ୍ନାଥ 🙏 ପ୍ରଭୁ ଭୋଟ ସରିଲା, ପ୍ରତିଦ୍ବନ୍ଦିତା କରୁଥିବା ନେତା ମାନଙ୍କର ଭାଗ୍ୟ ଏବେ ଭୋଟ ବାକ୍ସ ଭିତରେ ।କେବଳ ତୁମ୍ଭର ଇଛା ହିଁ ପୂର୍ଣ୍ଣ ହିଉ । । କେହି ବି ଜିତିଲେ ହୋହଲ୍ଲା କରୁଥିବା ଏ ଲୋକ ମାନଙ୍କର କିଛି ଫାଇଦା ନାହିଁ କି କ୍ଷତି ନାହିଁ । ନା ଏମାନଙ୍କ ପାଖରେ ଓଡିଶା ମାଟିର ଉନ୍ନତି ପାଇଁ କିଛି ଇଛାଶକ୍ତି ଓ ଭଲପାଇବା ଅଛି । ଏମାନଙ୍କୁ ସଦବୁଧି ଓ ଧୈର୍ୟ୍ଯ ଶକ୍ତି ଦିଅନ୍ତୁ ପ୍ରଭୁ ।
@Susantadas-ut9nx
@Susantadas-ut9nx 5 месяцев назад
ଓଡ଼ିଶା ବାସୀ ସାଥିରେ ଓଡ଼ିଶା ମା' ମାତୃଭୂମି ପାଇଁ ଲଢେ଼ଇ କରୁଛନ୍ତି ଅର୍ଗସ ଟିଭିର ଜୟ ହେଉ
@dolagobindasahu4917
@dolagobindasahu4917 5 месяцев назад
Thank you Shantibhusan babu for your appropriate presentation regarding 5 questions to Biswajit Pradhan galua BJD mukhapatra.
@cksportsnews1748
@cksportsnews1748 5 месяцев назад
ବିତର୍କ ରେ ମୋ ପ୍ରଶ୍ନ ପଚାର କାହିଁକି ହୋଇଛି ନବୀନ ଙ୍କ ବିକାଶ 1. 15000 ପ୍ରାଥମିକ ବିଦ୍ୟାଳୟ ବନ୍ଦ 2. 300 ରୁ ଅଧିକ ପ୍ଲାଣ୍ଟ ବନ୍ଦ 3. ଶିକ୍ଷକ ନିଯୁକ୍ତି 10 ଲକ୍ଷ ରେ ବିକ୍ରି, ବିନା ପରୀକ୍ଷା ରେ aso ପିଲା ଚାକିରୀ ପାଇଲେ 8 ବର୍ଷ ହେଲା ପ୍ରାଥମିକ ବିଦ୍ୟାଳୟ ରେ ନିଯୁକ୍ତି ନାହିଁ 4. ଡାକ୍ତର ଅଭାବ, 5. ଜଳସେଚନ ନାହିଁ କି କୋଲଡଷ୍ଟର ଗୋଟିଏ ହେଲାନି 6. ସବୁ କ୍ଷେତ୍ରରେ ଦୁର୍ନୀତି 7. ଓଡିଶା ଶିଶୁ ମୃତୁହାର ଏବଂ ମାତୃମୃତୁହାର ରେ ପ୍ରଥମ 8. ବେକାରୀ ରେ ଓଡିଶା ପ୍ରଥମ 9. ଦାଦନରେ ଓଡିଶା ପ୍ରଥମ 10. ମାହାଙ୍ଗା ଓଡିଶା ରେ 4.20% ଭାରତରେ ସର୍ବାଧିକ ଗୋଟିଏ ବିକାଶ ହୋଇଛି ପ୍ରତି ଗ୍ରାମରେ ମଦ ଦୋକାନ ଖୋଲିଛି 😄😄
@SubratPradhan-gs7jc
@SubratPradhan-gs7jc 5 месяцев назад
Post na bikile election damdar heba kemit Sabuthire cutup high jiba kemiti bhai😂 Rich person rich Poor person always poor😢
@ParsuramSethi-z1x
@ParsuramSethi-z1x 5 месяцев назад
Jay jaganatha abkibarmodi sarkar
@debendranarayandash9040
@debendranarayandash9040 5 месяцев назад
ଆଜିର ବିଜେଡି କବଳରୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧାର କର ଏମାନେ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ କରିସାରିଲେଣି ଓଡ଼ିଶାର ସ୍ବାର୍ଥ ପାଇଁ ସରକାର ପରିବର୍ତ୍ତନ କରନ୍ତୁ ବିଜେଡି କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧାର କରନ୍ତୁ 🙏
@RishiBhola-o6r
@RishiBhola-o6r 5 месяцев назад
Good idea emanku jabab dabaku 💯❤
@cksportsnews1748
@cksportsnews1748 5 месяцев назад
ନବୀନ ବିତର୍କ କୁ ଆସିବ, ଯିଏ କଥା କହି ପାରୁନି, Bjd କୋଉ ନେତାଙ୍କ ଅକାତ ନାହିଁ ବିତର୍କ କରିବା ପାଇଁ
@santoshkumarsahoo8671
@santoshkumarsahoo8671 5 месяцев назад
ଜଣେ ଜିଅନ୍ତା ମୁରଦାର, our cm
@Learning-f1e
@Learning-f1e 5 месяцев назад
❤ Argus news❤❤❤❤
@dalumahakud2723
@dalumahakud2723 5 месяцев назад
Very good argos news 🙏🙏🙏🙏
@HrushikeshBhoi-pq9vm
@HrushikeshBhoi-pq9vm 5 месяцев назад
ଆରେ ମାଗିହେ ଧାନ୧୦୦କେଜିକୁ୫୦୦୦ଟଙ୍କା କେମିତିହେବ ସେ ବ୍ୟବସ୍ଥା କର ଡାଲୁଅଧାନ ଆଦାୟର ଦୁଃଖ ଦେଖ
@SrikrishnaMahanta
@SrikrishnaMahanta 5 месяцев назад
ସବୁ ବିତର୍କରେ ବିଜେଡି ମୁଖପାତ୍ର ମାନେ ଓଲଟା ପାଲଟା କଥା ବର୍ତା କରୁଛନ୍ତି
@ashwinisahu6584
@ashwinisahu6584 5 месяцев назад
MURKHA MANE KANA JANIBE ..BJD CHAMCHA MANE
@NiranjanMaikap
@NiranjanMaikap 5 месяцев назад
ସେ ବିଜେଡି ଉତ୍ତର ଦେଇ ପାରିବେ ନାହିଁ।ସେ ମାନଙ୍କୁ ଡାକୁଥିଲେ କ'ଣ ପାଇଁ
@JayadevMandal-x5s
@JayadevMandal-x5s 5 месяцев назад
ଭାଷଣ ମାଷ୍ଟର
@trilochanpatnaik6321
@trilochanpatnaik6321 5 месяцев назад
ନବୀନ ପଣ୍ଡିଆଁ ଯୋଡ଼ି ବୋଧେ ଓଡ଼ିଶାରେ ଘର ଘର ବୁଲି ଲୋକଙ୍କ ସୁଖ ଦୁଃଖ ବୁଝି ସମାଧାନ କରି ଦେଉଛନ୍ତି ଓ ଓଡ଼ିଶାରେ ଚବିଶ ବର୍ଷ ଧରି ରାମ ରାଜ୍ୟ ପ୍ରତିଷ୍ଠା କରି ଛନ୍ତି।
@santoshkumarsahoo8671
@santoshkumarsahoo8671 5 месяцев назад
😅😅😅
@Hhhg-y3x
@Hhhg-y3x 5 месяцев назад
ବିଜେଡି କେତେ ମିଛ କହିକି ନୀରିହି ଓଡ଼ିଆ ଙ୍କୁ ଠକିବ । ବିଜେପି ଶାସିତ ରାଜ୍ୟ ରେ ପେନସନ ୨୦୦୦/୩୦୦୦ ମିଳୁଛି ତୁମ ର ବିକାଶ ୨୪ ବର୍ଷ ରେ ଓଡ଼ିଶା ଲୋକ ଦେଖି ସାରିଲେଣି ତେଣୁ ଦାଦନ factory ତିଆରି କରିଥିବାରୁ ଆପଣ ଙ୍କୁ ଧନ୍ୟବାଦ୍। ଆଉ ଦରକାର ନାହିଁ Vote for BJP
@RatnakaraSahu-og2uh
@RatnakaraSahu-og2uh 5 месяцев назад
Bjpsarakara.dakar
@Pravati-z7j
@Pravati-z7j 5 месяцев назад
Right loka bujhu nahanti ...
@SunilkumarSoren-er2gc
@SunilkumarSoren-er2gc 4 месяца назад
Absolutely correct
@LISTENBHARAT
@LISTENBHARAT 5 месяцев назад
ଜଗନ୍ନାଥ ମହାପ୍ରଭୁଙ୍କ ଅମୃତମଣୋହି ଜମି ବେଦାନ୍ତ କୁ ଦେଇଦଉଥିବାରୁ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଠାରୁ ବିଜେଡି ସରକାର ଭର୍ତ୍ସନା ଶୁଣିବା ମିଛ? S. C. B. Medical College & Hospital କୁ ବିଶ୍ୱସ୍ତରୀୟ AIIMS+ କରିଦେଇଥିବା କହୁଥିବା ବାହାପିଆ ସରକାର, ଗୁଳି ବିଦ୍ଧ ନବ ଦାସ ଙ୍କୁ S. C. B. Hospital କୁ ନ ନେଇ ଆପୋଲୋ ହସ୍ପିଟାଲ ନେବା ମିଛ? ଆହୁରି କେତେ କ'ଣ...। କିନ୍ତୁ ଦୁର୍ଭାଗ୍ଯ, ନେଡ଼ିଗୁଡ଼ କହୁଣିକୁ ବୋହି ଯିବାକୁ ବସିଲାଣି, ହେଲେ ଆମେ ଏ କଥା ବୁଝିବାକୁ ନାରାଜ ଯେ, ନବୀନ ପଟ୍ଟନାୟକ ନାଁ ରେ ଏଠି ପାଣ୍ଡିୟାନ୍ ର ଶାସନ ଚାଲିଛି ଆଉ ଆମେ ସ୍ୱାର୍ଥାନ୍ଧ ହୋଇ ନିଜର କ୍ଳିବତ୍ତ୍ୱ ପ୍ରତିପାଦନ ସଗର୍ବରେ କରିଚାଲିଛେ। ଧନ୍ଯ ଓଡ଼ିଆ ଜାତି, ଧନ୍ଯ ଓଡ଼ିଆ ଜାତି ର ଅସ୍ମିତା। ସେହି ଜଗନ୍ନାଥ ହିଁ ଭରସା😢😢। ଜୟ ଜଗନ୍ନାଥ🙏🙏
@ashwinisahu6584
@ashwinisahu6584 5 месяцев назад
Chaka Akhi sabu dekhuchhi
@ashwinisahu6584
@ashwinisahu6584 5 месяцев назад
ODISHARA JAGANNATH BHARASA
@mahanbaliyarshingh6313
@mahanbaliyarshingh6313 5 месяцев назад
ଟାଉଟର ବି କମ୍ ପଡ଼ିଯିବ BJD
@rabindrakumarmallik5667
@rabindrakumarmallik5667 4 месяца назад
ବିଶ୍ଵଜିତ ପ୍ରଧାନ ଗୋଟିଏ ବେଲଜ୍ଜା
@dhaneswarbarik776
@dhaneswarbarik776 5 месяцев назад
Ok, sir thanks 🙏
@AshishDungdung-l1r
@AshishDungdung-l1r 5 месяцев назад
BJP Zindabad Dharmendar Pardhan
@ranjeetpradhan3461
@ranjeetpradhan3461 5 месяцев назад
ଧର୍ମେନ୍ଦ୍ରଙ୍କ ଉପରେ ରାଗ ରଖିଲା ଭଳି କଥାଟା କହୁଛନ୍ତି, ପ୍ରକୃତ ସତକଥା ଉପରେ ବିଜେଡି ଲୋକ ଯୁକ୍ତି କରନ୍ତୁ।
@chayiye
@chayiye 5 месяцев назад
ବିଶ୍ୱଜିତ୍ ବିଜେଡି ବିତର୍କ କରି ସିଧା ଉତ୍ତର ଦେବାର ଲାଗି ନାଇ ଆସି ତାମିଲ ପାଣ୍ଡୁ ର ଚାଟୁ ଦାର କର ବାର ଲାଗି ଆସିଛେ
@brundabanmandika5298
@brundabanmandika5298 5 месяцев назад
ବିଜେପି ଚାଉଳ, ଗ୍ୟାସ,ମିଶନ୍ ଶକ୍ତି, ବିଜୁଳି,ସଲାର, ପ୍ରଧାନମନ୍ତ୍ରୀ ସଡ଼କ, ଅଙ୍ଗନବାଡି। ମଧ୍ୟାନ ଭୋଜନ। ଇତ୍ୟାଦି, ଇତ୍ୟାଦି। ରାଜ୍ୟରେ ସେ ତୁଳନା ରେ 24ବର୍ଷ ରେ ସରକାର କିଛି କରିନାହିଁ।
@BhagirathiMohanty-e7z
@BhagirathiMohanty-e7z 5 месяцев назад
ଓଡ଼ିଶାର ମା ମାନଂକୁ ଅତି ନୀଚ ଗରିବ ବୋଲି ଭାବୁଛନ୍ତି
@surendranathsatapathy8654
@surendranathsatapathy8654 5 месяцев назад
ବିରୋଧି ଦଳ ଶାସକ ଦଳକୁ ପ୍ରଶ୍ନ ପଚାରିବାର ଅଧିକାର ଅଛି. ତେଣୁ ମୁଖ୍ୟମନ୍ତ୍ରୀ ସର୍ବସାଧାରଣଙ୍କ ଆଗରେ ଓଡ଼ିଆରେ ଉତ୍ତର ଦେବା ପାଇଁ ବାଧ୍ୟ. ଯଦି ଉତ୍ତର ନ ଦିଅନ୍ତି ତାହା ହେଲେ ଓଡିଶା ବାସି ବୁଝିବେ ଯେ ମୁଖ୍ୟମନ୍ତ୍ରୀ ଅକ୍ଷମ ତେଣୁ ବିଜେଡି ଦଳ ଭୋଟ ପାଇବାର ଅଧିକାର ନାହିଁ. ଜୟ ହିନ୍ଦ.
@upendrasahu6943
@upendrasahu6943 5 месяцев назад
ପଣ୍ଡା sir goods
@RajeshDas-mz5ci
@RajeshDas-mz5ci 5 месяцев назад
ଏ ଶଳା ବିଜେଡି ଗାଲୁଆ ଙ୍କ ବାରବାଟୀ ଚାଷ ଛି ଛି କେମିତି ଏ ଓଡିଶା ବାସି ଭୋଟ ଦେଉଛନ୍ତି କେଜାଣି
@minketanmajhi8045
@minketanmajhi8045 4 месяца назад
ବିଜେଡି ସରକାର ମିଛୁଆ ନୂଆପଡା ଜିଲ୍ଲାର କୁଶଦହନା ଗ୍ରାମ ରେ ପାଣିଟାଙ୍କି ହୋଇଛି ବସୁଧାଯୋଜନରେ କିନ୍ତୁ ବଡ ଲଜ୍ୟା ବିଷୟ ଯେ ଆଜିପ୍ରଯ୍ୟନ୍ତ ପାଣି ଟୋପେ ଗଣଲୋକେ ପିଇ ନାହିଁ ଏତେ ନିମ୍ନମାନକମ ହୋଇଛିଯେ ବ୍ୟବହାର ହେବନାହିଁ ମୁଁ ଆନୁରୋଧ କରୁଛି ନିୟୁଜ ଭାଇ ଆସି ଦେଖନ୍ତୁ ଏ ମିଛୁଆ ସରକାର ଙ୍କ କାମ
@ramanayak3052
@ramanayak3052 5 месяцев назад
Vote for BJP
@piyushrajkumar15
@piyushrajkumar15 5 месяцев назад
ୟାକୁ କାହିଁକି ପଚାରୁଛ ଇଏ କଣ ଜାଣିଛି ତାମିଲ ଗୋଲାମ
@ganeshpanigrahi5258
@ganeshpanigrahi5258 5 месяцев назад
ବିଜଦର ନିମ୍ନସ୍ତରରୁ ଶୀର୍ଷ ପର୍ଯ୍ୟନ୍ତ ବେଲଜ୍ଜ୍ୟା ନେତାମାନେ ଡ଼ହରାପଣଣିଆ ଓ ମିଥ୍ୟା କହି ଗାଲୁମାରିବାରେ ଓସ୍ତାଦ ଅଟନ୍ତି...
@MaheswarJena-ed6db
@MaheswarJena-ed6db 5 месяцев назад
ଯେଉ୰ରାଜ୍ୟରେ ଯୋଜନା. ମାଳ ମାଳ ପିଇଵାକୁନାହି୰ ଜଳ... ପାଠରେ. ପିଲାଏଦୁର୍ବଳ. ମାଗଣା ଓଷଦର. ଖାଇଲେମିଳେନା. ଫଳ ସଵୁ. କାର୍ଯ୍ୟରେ. ପିସି. ମୂଳ. ତ୍ରୁତୀୟ ମହଲାରେ ଖେଳ. ନେତା ମନ୍ତୀ. ଅଜାମିଦାକ୍ଷିତ୍ୟ. ଟିମହାଵଳ ଛୁଆଏ. ରକ୍ତହିନତାରେ ଦୁଃର୍ଵଳ ଜନତା ଦୁଃଖ ଭୋଗିଵେ. ଚୀରକାଳ. ମୂଳଉପାଡିଵେଆଦିମୁଳ.. . ଜଗନ୍ନାଥ ହେ. ରକ୍ଷାକର..............
@rajanikantapradhan4121
@rajanikantapradhan4121 5 месяцев назад
Dhamedra 5ପ୍ରଶ୍ନ ର ବିଷୟ କଥାବାର୍ତ୍ତା ହେବାକୁ maa shamale ମନ୍ଦିର କୁ ଆବାହନ କରିଛନ୍ତି ବିଜେଡି ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କୁ ଯିବେ କି ମାଗିଆ ପାଣ୍ଡିଆନ୍ କୁହ
@rushinayak5830
@rushinayak5830 5 месяцев назад
BJD ପ୍ରବକ୍ତା ଗଲୁ ମରୁଛନ୍ତି।କିଛି ବି ଜାଣିନାହାନ୍ତି।ମୁଖ୍ୟମନ୍ତ୍ରୀ ଚାଲି ପାରୁନାହାନ୍ତି କଲମ ଧରିପରୁନାହାନ୍ତି ରାଜ୍ୟ କଣ ଚଳାଇବ।
@AbhyaPradhan-v3y
@AbhyaPradhan-v3y 5 месяцев назад
Jay sri Ram. ...Bjp jindabad. ..
@gurucharanbarik7817
@gurucharanbarik7817 5 месяцев назад
ବିଶ୍ୱଜିତ୍ ବାବୁଙ୍କ କହିବା କଥା ଆମ ରାଜ୍ୟକୁ ମଧ୍ୟ ତାମିଲ ପାଣ୍ଡୁ ଦାଦନ ଖଟିବାକୁ ଆସିଛି. 🤔🤔🤔🤔😂😂😂😂
@bhagwandash4297
@bhagwandash4297 3 месяца назад
ବିଶ୍ୱ ଜିତ ବାବୁଜଣେ ଭଣ୍ଡାମୀ ମଣିଷ
@prafulasingh2267
@prafulasingh2267 5 месяцев назад
୨୪ ବର୍ଷରେ ଯାହା ହୋଇନାହିଁ ଆଗାମୀ କିଛି ଦିନରେ ହୋଇପାରିବ କି ?
@Alok23kumar
@Alok23kumar 5 месяцев назад
Argus news ର ଆକାର ବିଜେଡି ର ବିଶ୍ୱଜିତ ର ଧୋତି ଖୋଲି ଦେଲେ 😂
@Manoranjansahoo34680
@Manoranjansahoo34680 5 месяцев назад
ବିଜେଡିର ଏ ବାହାପିଆ ମୁଖପାତ୍ରକୁ କିଛି ଜଣାନାହିଁ, ଏ ଏକ ନମୁନା, ଏମାନେ କିଛି ବୁଝନ୍ତିନାହିଁ କେବଳ ବିତଣ୍ଡା ଯୁକ୍ତି କରି ବିନାତଥ୍ୟରେ ଅନ୍ୟକୁ ପ୍ରଭାବିତ କରନ୍ତି, ଗୋଟିଏ କାମ କରନ୍ତୁ ବିଜେଡିକୁ 100 ବର୍ଷ ପାଇଁ ଏଗ୍ରିମେଣ୍ଟ କରିଦିଅନ୍ତୁ ଆନ୍ଧ୍ରରେ ବିଲୟ ନିଶ୍ଚିତ ହୋଇଯିବ, ଏଥିରେ କୌଣସି ସନ୍ଦେହ ନାହିଁ
@BhagirathiMohanty-e7z
@BhagirathiMohanty-e7z 5 месяцев назад
ବିଜେଡି ନେତା ଉତ୍ତର ଦେଇପାରୁନାହାନ୍ତ କି. ଜାଣିନାହାନ୍ତି
@trishankarpradhan6935
@trishankarpradhan6935 5 месяцев назад
Sankalpapatta CG re dekhibu ja hoichhi ki nahi.
@gajendranathjena356
@gajendranathjena356 4 месяца назад
ଭୟ କାହିଁକି ମୁଖ୍ୟମନ୍ତ୍ରୀ ନବିନ ବାବୁ ବିତର୍କ ପାଇଁ କେବେ ଆସିବେନି ପାରିବେନି ଓଡିଆ ଶିଖିନାହିଁ ଭୟ ବିଜେଡିର ସାମ୍ବାଦିକ ପ୍ରକୋଷ୍ଠକୁ ବନ୍ଦକରିଲେ ୫ ବର୍ଷ ବିଜେଡି ପ୍ରବକ୍ତା ଦୁଷ୍ଟାମି ବକ୍ତବ୍ୟ ଦେଉଛନ୍ତି ଗୁଣସ୍ତାଗିରିଦଳ ବିଜେଡି ଦାଦନ କର୍ମଚାରୀ ଅଧା ଅଫିସରେ ଡାକ୍ତର ମରୁଡି ଛୁଞ୍ଚି କି ପାଇଁଚି ତିଆରୀ କଳ ଓଡ଼ିଶାରେ କରିନି ପାଣି ମୁନ୍ଦେ ପାଇଁ ଯୋଗାଇବା ପାଇଁ ଅକ୍ଷମ ବିଜେଡି ହିନମାନସିକ ପାଣ୍ଡିଆ ଉପରେ ସରକାର ଉତାରେ ଶାସନ ଚଳାଉଛି🎉😮😅😢😂😊
@SureshPusti
@SureshPusti 4 месяца назад
ଏ, ସବୁଚାମ୍ ଚା ନେତାକୁଂ ଡିବେଡ୍ କୁ କାହିଁକି ଡାକୁଛନ୍ତି, ଏମାନକଂର ଇଜ୍ଜତ ବୋଲିକିଛିନାହିଁ
@BDKCreation2.0
@BDKCreation2.0 5 месяцев назад
Nabin pattnaik ku news room dakiki jera kara
@kumarkisan7327
@kumarkisan7327 5 месяцев назад
ଆମ ମୁଖ୍ୟମନ୍ତ୍ରୀ ଙ୍କୁ ଜଣା ଥିଲା ଉତ୍ତର ଦେବେ ଆମ ମୁଖ୍ୟ ଙ୍କୁ ଲେଖି କି ଦେଲେ ପଢ଼ିପାରିବେ ତା ବ୍ୟତିତ୍ୱ କିଛି କହିପାରିବିନି
@Learning-f1e
@Learning-f1e 5 месяцев назад
Primary education pain debt karantu
@akashkumarbehera2692
@akashkumarbehera2692 5 месяцев назад
ବିଶ୍ୱଜିତ୍ ପ୍ରଧାନ କୁ ଠିଆ giha ଦରକାର
@DinabandhuNaik-yw1xs
@DinabandhuNaik-yw1xs 5 месяцев назад
ଓଡିଶା ରେ ବିଜେପି ଆସିଲେ ବିକାଶ ହେବ
@sachidanandamishra1445
@sachidanandamishra1445 5 месяцев назад
ପାଣି ଦେବ କି ଆଉ ପାଣି ପିଇବ ଜଣା ପଡୁନି ଭାଇ ଆମେ ଜଉ କଷ୍ଟ ରେ ଅଛୁ ନ କହିବା ଭଲ
@MaheswarJena-ed6db
@MaheswarJena-ed6db 5 месяцев назад
ଚବିଶା. ବର୍ଷ. କଣ. କରିଛନ୍ତି..... ଖଣି ଲୁଟ..... ପାଣିଲୁଟ....... ଚିଟଫଣ୍ଡରେ. ଗରିବଙ୍କ. ଟଙ୍କା. ଲୁଟ ..... ରତ୍ନ ଭଣ୍ଡାର. ଖୋଲୁନି. କାହି୰କି. ଉତ୍ତର ଦିଅନ୍ତୁ..........
@piyushrajkumar15
@piyushrajkumar15 5 месяцев назад
ହେ ଓଡ଼ିଆ ବିଜେଡି ନେତା ତମେ ମନେ ବଂଚିବା ଯାହା ମରିବା ସେୟା. ବେକାର ରେ ଗୋଟେ ଚାବି ଦିଆ କଣ୍ଢେଇ ହେଇ ଆମକୁ କାହିଁକି ଭଣ୍ଢେ ଇବାକୁ ଏତେ ପ୍ରବଳ ପରିଶ୍ରମ କରୁଛ ଭଲ ଶାସନ ତ ଦେଇପାରିଲନି କି ଆଗକୁ କରିପାରିବନି ତେଣୁ ନିର୍ବାଚନ ରୁ ଓହରି ଯାଅ ନହେଲେ ମରିଯିବା ଭଲ
@angadmallickangadmallik8554
@angadmallickangadmallik8554 5 месяцев назад
B j d ବାଲା କୌଣସି ଉତ୍ତର ଦେଇପାରିବେ ନାହିଁ ଖ
@kumarmanojbarik6783
@kumarmanojbarik6783 5 месяцев назад
😂😂😂...ame ta vote debu 16:02 BJP...... Change hebo sarkar....
@cksportsnews1748
@cksportsnews1748 5 месяцев назад
ବିଶ୍ୱଜିତ ବାବୁ ଆସ୍କା ଫର୍ଟି ଗୋଟେ ପକେଇ ଆସିଛନ୍ତି 😊😊
@swagatdhanale6339
@swagatdhanale6339 5 месяцев назад
m.g bishua kuade asichhu tv re khali dekha habu boli
@jasoji
@jasoji 4 месяца назад
24 ବର୍ଷ ମାରିଲା ପରେ ଆଉ କେତେ ବର୍ଷ ଦରକାର 😠
@AbhaykumarBhol-qx7im
@AbhaykumarBhol-qx7im 5 месяцев назад
Kya 25shall ek company nahi
@KIRANMOHANTAJHUMARSONG
@KIRANMOHANTAJHUMARSONG 5 месяцев назад
Biswajeet babu ku ate beijot koro nahin
@bimbadharjena1572
@bimbadharjena1572 5 месяцев назад
ଆରେ ବିଶ୍ୱଜିତ ତତେ ଗୋଟେ କଥା ପଚରାଗଲା ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ କି ନାହିଁ ତୁ ଶଳାଟି ୟାଡୁସାଡୁ କ'ଣ କହୁଚୁ ତୋ ମାନ୍ୟବର ଯଦି ଏତେ କାମ କରୁଛନ୍ତି ତାହେଲେ ବିତର୍କ କୁ ଆସନ୍ତୁ ? ତମେ ଶଳେ କୁକୁର 🐕 ଗୁଡାକ ତାଙ୍କ ପାଇଁ ଏତେ ସଫେଇ ଦବା ଦରକାର ନାହିଁ ।
@bijaykhuntia8298
@bijaykhuntia8298 5 месяцев назад
Se mg choro sala bjd sarakare se kn asibe 😂😂😂
@BijayaSarangi-zk9ey
@BijayaSarangi-zk9ey 5 месяцев назад
ଚାକରମାନେଉତରଦେଇପାରିବେନି
@piyushrajkumar15
@piyushrajkumar15 5 месяцев назад
ତାମିଲ ଚାଟୁକାର ମୂର୍ଖ ଗୁଡାକ ଏମାନଙ୍କ ଦମ ନାହିଁ ତେଣୁ ଇଆଡୁ ସିଆଡୁ ଗାଲୁଆ ଗପ ଗପିବେ. କୋଉ କେନ୍ଦ୍ର ମନ୍ତ୍ରୀ କି ରାଜ୍ୟ ମନ୍ତ୍ରୀ ଦରକାର ନାହିଁ. ଆମେ ଓଡିଶା ବାସୀ ଆହ୍ୱାନ ଦେଉଛୁ ଖୋଲା ମଞ୍ଚରେ ମୁଖ୍ୟମନ୍ତ୍ରୀ ବସନ୍ତୁ ଆମେ ପ୍ରଶ୍ନ କରିବୁ ସେ ଉତ୍ତର ଦେବେ ତମେ କିଏ ଆମେ ଚିହ୍ନିନୁ କେବଳ ନବୀନ ପଟ୍ଟନାୟକ ଙ୍କୁ ଜାଣିଛୁ
@NiranjanMaikap
@NiranjanMaikap 5 месяцев назад
60 ବର୍ଷ ସମୟ ଦିଅନ୍ତୁ। ତା ପରେ କରିଦେବୁ
@prakashmuduli7362
@prakashmuduli7362 3 месяца назад
ନୟା ଗଡ ଖଳିସାହିରେ ପିବା ପାଣିନାହିଁ
@JNetwork8506
@JNetwork8506 5 месяцев назад
Bjd ନେତା କିଛି କହିବାରୁ ନାହାନ୍ତି ଆଳୁ କହିଲେ ସାରୁ ସୁଣୁଚି
@hemantdas8218
@hemantdas8218 5 месяцев назад
Opposition party odisha re achi boli ebe lagila ....
@sanjaybehera363
@sanjaybehera363 5 месяцев назад
ପ୍ରମୋଦ ବାବୁ ତମ ନେତା ଙ୍କୁ ପଚାରି kuha😂ପଞ୍ଚୁକ ଦୁତିବାହନ ପୂଜା କେବେ ପଡେ
@JayadevMandal-x5s
@JayadevMandal-x5s 5 месяцев назад
ଏମାନେ କୋଳି ଖାଇ ମଞ୍ଜି ପୋତିଛି 5000 ବର୍ଷ ଶାସନ କରିବ ,,, ଛି ଛି ଛି ଛି ଛି ଛି
@starffyoutuber
@starffyoutuber 4 месяца назад
Hii
@bishakhapadiami1181
@bishakhapadiami1181 5 месяцев назад
Gotegare 300 dadan jau chanti
@swagatdhanale6339
@swagatdhanale6339 5 месяцев назад
kire bishua jaldi pala ans deiparunu
@tapasdas5317
@tapasdas5317 5 месяцев назад
Bisua କୁ BJP ମିଶେଇ ନିଅ ବିଚରା
@spandan9061
@spandan9061 5 месяцев назад
ଶଳା ସବୁ ଗୋଟିଏ ଗୋଟିଏ ଚୋର ମାନେ ।
@MaheswarJena-ed6db
@MaheswarJena-ed6db 5 месяцев назад
ବିଜଡି. ପ୍ରବକ୍ତାକହୁଛନ୍ତି କୋଡ. ଅଫକଣ୍ଡଟ. ଲାଗିଛି. କଣ ଛ ଅବର୍ଷ. ହେଲା ଲାଗିଛି. ଆପଣ ବିତଣ୍ଡା. ଯୁକ୍ତି. କରୁଛନ୍ତି. କାହି୰କି ଓଡିଆ. କଣ ଵୁଦୁ..
@surendrarana182
@surendrarana182 5 месяцев назад
Aamar gaon chhada sir aama panchayat ku aashi ni abe jaye
@mahondas1165
@mahondas1165 5 месяцев назад
हर मुख्य मंत्री बिदोधी का साथ विकाश का बात करेगा और किया करना आलोचना करने से देश राज्य और लोक छात्र का भाभिस्यात ठीक होगा, अभिमान छोड़ो लोक का इच्छा को पूछो और विकाश करो,
@mahondas1165
@mahondas1165 5 месяцев назад
जब नेता होना मौका मिला हे तो काम करो, 100 बस ट्रैक का सपन मत देखो, हर mal bjd ka trak bush हिसाप कारो
@simanchalbeherauu754
@simanchalbeherauu754 5 месяцев назад
Asila kala pahad vangila bjdra unnatir bad jay vaktagan samsta kathaku
@bhikaripradhan3777
@bhikaripradhan3777 5 месяцев назад
Odisha ro khurdha re industrial anek kintu nija Jilla lokanku chakiri nahin baharo lokanku chakiri miluchi
@ajittali784
@ajittali784 5 месяцев назад
Loka jaha Upkruta Hebe ta pain paisa nahi
@yakubtirkey6806
@yakubtirkey6806 5 месяцев назад
Only bjp like 🎉🎉🎉🎉❤❤❤❤❤
@aseshkumar777
@aseshkumar777 5 месяцев назад
Primary education kouthi
@prasantakumaracharya7979
@prasantakumaracharya7979 5 месяцев назад
ନବୀନ ଚାଲିପାରୁନାହିଁ କି କଥା କହି ପାରୁନାହୁଁ ତାର ଯିବା ଟାଇମ୍ ହୋଇଗଲାଣି । BJD ର ନେତାମାନେ ପାଣ୍ଡିଆନ୍ ର କୁକୁର ମିଛ କି ? ଏ ଦଳର ନେତା ମାନଙ୍କ ମୁଁହ କୁ ଓଡ଼ିଆ ବୋଲି ଟିକିଏ ଲଜ୍ଜ୍ୟା ଲାଗିବା ଦରକାର
@JagatanandaDhrupati
@JagatanandaDhrupati 3 месяца назад
Bjp asila dadan fariba
@denishnayak4832
@denishnayak4832 5 месяцев назад
Odisha highcourt ra khata munai ki supermecourt ra khata manunani
@JagatanandaDhrupati
@JagatanandaDhrupati 3 месяца назад
Orgas news bjp pakhara
@trishankarpradhan6935
@trishankarpradhan6935 5 месяцев назад
CG re dhana 3100 Pension ebe 500 ru 1000. Kintu Anya rajyare 2000 ru 3000. Aau kahuchhi sankalpa Patra naa ku
@JayadevMandal-x5s
@JayadevMandal-x5s 5 месяцев назад
27 ପଇସା ମୁଣ୍ଡ
@AjayKumar-fl9dc
@AjayKumar-fl9dc 3 месяца назад
Sir last 10 year , Dharmendra sir education minister, kn karichanti ,am odisha pain please explain
@swagatdhanale6339
@swagatdhanale6339 5 месяцев назад
studio ru goithamari bahar kar ans deiparuni jadi bishua
@AjitKumar-vlg
@AjitKumar-vlg 5 месяцев назад
Maagiha ku maro michh ta re baaha2 heichhi Bjd ra antaghatila
@nbehera8651
@nbehera8651 5 месяцев назад
Bjd hatao.
@prafulapradhan604
@prafulapradhan604 5 месяцев назад
Only BJP
@chandanmahapatra2939
@chandanmahapatra2939 5 месяцев назад
Angul rengali re 2009 re birdze start heithila 2024 Hela kama saruni
@sushamadash8383
@sushamadash8383 5 месяцев назад
Patients are neglected in private hospitals but there are no doctors in government hospitals.Dadana labourers increase in high rate.Water scarcity every where.
@MIS_Training
@MIS_Training 5 месяцев назад
Bhasana mane katha kahiki bhulijiba ta bhasana pandu nabina dauchi. Modi prasanga uthai chanti. Mu voting pai jai nathanti due to financial problems. But after listing modi ji yesterday i booked ticket.
Далее
КТО БОИТСЯ КЛОУНОВ?? #shorts
00:20
Просмотров 521 тыс.
КТО БОИТСЯ КЛОУНОВ?? #shorts
00:20
Просмотров 521 тыс.