Тёмный

Prathama Premara Prathama Chithi ! Udit Narayan ! Saroj Nanda ! 

Silent Power Badri
Подписаться 7 тыс.
Просмотров 1,4 млн
50% 1

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 501   
@cksingh6827
@cksingh6827 7 месяцев назад
ପ୍ରେମ ରେ ପଡିବା ପୂର୍ବରୁ କେହିବି ଜାଣିନଥାନ୍ତି କି ପ୍ରେମରେ କଣ ସବୁ ଅସୁବିଧା ହୁଏ.... 😍😍
@SukantaMajhi-sp1nb
@SukantaMajhi-sp1nb 6 месяцев назад
Sayari
@pradipkumarswain6590
@pradipkumarswain6590 6 месяцев назад
ସେ ପିଲାବେଳେ ଯେମିତି ଥିଲା, , ବୋହୁତ ଖୁସି ଥୀଲା ଏବେ ଖାଲି ଦୁଃଖ, ❤
@upendrabhoi-yt8zb
@upendrabhoi-yt8zb 7 месяцев назад
ମନେ ପଡେ ସେଇ ବିଗତ ବିରହ ପିଲାଦିନ...ସେଇ ବସନ୍ତ ସେଇ ଫଗୁଣ ସେଇ ପ୍ରେମିକା....ସେଇ ଝରଣା..ବଣବିଲ....ମୋ ଛୋଟିଆ ଗାଁ.....ସେତେବେଲର.....ମୁହଁ ରେ ଗୁଣୁଗୁଣୁ ହେଉଥିବା ଏଇ ଗିତ ଟି.......ପ୍ରଥମ ପ୍ରେମର ପ୍ରଥମ ଚିଠି
@nareshsial6793
@nareshsial6793 6 месяцев назад
@satyanathbeja-rb7oh
@satyanathbeja-rb7oh 4 месяца назад
Hye Hye
@kishorekumarbehera9115
@kishorekumarbehera9115 Месяц назад
Bahut sundar
@amarendrabehera1301
@amarendrabehera1301 8 месяцев назад
ଏବେବି ଏ ଗୀତ ଶୁଣିଲେ ମୁଁ ମୋର ପ୍ରଥମ ପ୍ରେମ କାହାଣୀ କଥା ମନେ ପଡ଼େ ,ମୁଁ ତାକୁ ଏବେବି ବହୁତ ଭଲ ପାଏ ,ସିଏ ଯୋଉଠି ବି ଅଛି ସୁଖରେ ଥାଉ ଭଲରେ ଥାଉ ।
@silentpowerbadri9806
@silentpowerbadri9806 8 месяцев назад
9c 👍 TQ 🙏❤️
@ShriKshetraPurusottama
@ShriKshetraPurusottama 7 месяцев назад
😂
@jyotiranjanrout3826
@jyotiranjanrout3826 7 месяцев назад
ବହୁତ୍ ଭଲ ଲାଗିଲା
@sandipsamal5919
@sandipsamal5919 7 месяцев назад
❤❤❤❤❤❤❤❤
@bhagabanprusty5422
@bhagabanprusty5422 7 месяцев назад
Tma ghara kouthi tma name kn tma premika name km ta address kn....may be se kebe dekhi paribe tma comments so sabu lekhidiq
@minatimallik2105
@minatimallik2105 7 месяцев назад
ଏହି ଗୀତ ରୁ ମୋର ଭଲପାଇବା ଆରମ୍ଭ ହୋଇଥିଲା, ହେଲେ ଭଗବାନ ଆମ ଦୁହିଁଙ୍କ ପାଇଁ କାହିଁକି ଏତେ ନିଷ୍ଠୁର ହୋଇ ଗଲେ ସେ କଥା ଭାବିଲା ବେଳକୁ ମତେ ପାଗଳ ପରି ଲାଗୁଛି,ଆମେ ଦୁହେଁ ଦୁହିଁଙ୍କୁ ଗୋଟେ ମିନିଟ୍ ଛାଡ଼ି ରହି ପାରୁ ନାହିଁ,ଆମ ଦେହ ସିନା ଅଲଗା ହୋଇ ଯାଇଛି,କିନ୍ତୁ ଆମ ଆତ୍ମା ,ମନ ଓ ଆମ ଭଲ ପାଇବା ଦୂରେଇ ଯାଇ ନାହିଁ ,ଆମେ ଦୁହେଁ ଦୂରରେ ଥିଲେ ମଧ୍ୟ ଆମର ସଂପର୍କ ଠିକ୍ ପୂର୍ବ ଭଳି ରହିଛି,କିନ୍ତୁ ବଡ଼ ଦୁଃଖ ରହିଗଲା ମନ୍ଦିର ରେ ଯେଉଁ ସତ କରିଥିଲୁ ଓ ତାଙ୍କ ପାଖରୁ ଯେଉଁ ଶଙ୍ଖା ସିନ୍ଦୂର ମୁଁ ତା ପାଇଁ ସାଇତି ରଖିଥିଲି ସେ ଜିନିଷ ମୋ ପାଖରେ ଗୋଟେ ଇତିହାସ ହୋଇ ରହିଗଲା,
@rituparnnasahoo7502
@rituparnnasahoo7502 6 месяцев назад
Chada say katha nua vaujanku pinched diea❤
@palstudyiq9882
@palstudyiq9882 6 месяцев назад
😭
@palstudyiq9882
@palstudyiq9882 6 месяцев назад
I get speach less😢
@susantrout6342
@susantrout6342 5 месяцев назад
Satare bhai se samaya ku khali feel karihaba
@gopinathdas1638
@gopinathdas1638 Месяц назад
Halo mam..ମୁ ଅପଣଂକ ଲୋଭେ ଷ୍ଟୋରୀ ...ଶୁଣିବାକୁ ବହୁତ ଇଛା ଅଛି
@RbPosterDesign
@RbPosterDesign 7 месяцев назад
ଏ ଗୀତ ଶୁଣିଲେ ବହୁତ ଦିନ ସ୍ମୃତି ବିଷୟରେ ମନେ ପଡିଯାଏ❤❤ 😭😭
@silentpowerbadri9806
@silentpowerbadri9806 7 месяцев назад
Oo 9c brO 🙏
@KunalDas-hx3vo
@KunalDas-hx3vo Месяц назад
😢❤
@chandanrout4547
@chandanrout4547 Месяц назад
ସତରେ ପ୍ରଥମ ପ୍ରେମ କୁ କେବେ ଭୁଲି ହୁଅନି.
@DMgemarYT99
@DMgemarYT99 27 дней назад
ଏମିତିକା ଗୀତ ଜୀବନରେ ଥରେ ଶୁଣି ବାକୁ ମିଳେ 💞♥️🙏🙏🙏🙏👍😭😭😭😔😔♥️♥️🙏🙏💔
@bikashmohanty7486
@bikashmohanty7486 Год назад
ବହୁତ ସୁନ୍ଦର ସଙ୍ଗୀତ
@ashokkumarparhi3271
@ashokkumarparhi3271 Год назад
2023 re kie kie sunuchhi e song Really miss my past
@manoranjandash5799
@manoranjandash5799 11 месяцев назад
Bhai a song sunile se time mane pade😢😢 1-10_23
@tulasi858
@tulasi858 10 месяцев назад
Mu perday sune
@santosh-lk7ye
@santosh-lk7ye 8 месяцев назад
Mu 01/01/2024.zero night re dekhuchhi (time 2.15 am)
@silentpowerbadri9806
@silentpowerbadri9806 8 месяцев назад
9c
@gyanaranjanpradhan1098
@gyanaranjanpradhan1098 8 месяцев назад
Bhai mu recent suni suni asuchi bbsr ru
@mahendranaik3579
@mahendranaik3579 Месяц назад
ଏ ଗୀତ ଶୁଣିଲେ ଆଜି ବି ନୂଆଁ ଲାଗୁଚି କୁଆଡେ ହଜିଗଲା ମୋର ସେ ପିଲାଦିନ ଛଟ ବେଳେ ଗାଈ ଚରେଇବା ସମୟ ରେ ମୁଁ ଏ ଗୀତ ବହୁତ୍ ଗାଉଥିଲି ସତରେ କେତେ ଭଲ ଥିଲା ସେ ପିଲା ଦିନ
@silentpowerbadri9806
@silentpowerbadri9806 Месяц назад
@@mahendranaik3579 9c
@Tapan801
@Tapan801 7 месяцев назад
ଜାହୁ ମୁଁ ପ୍ରଥମ ପ୍ରେମ ମୋତେ ଧୋକା ଦେଲା ପରେ ଦିତୀୟ ପ୍ରେମ ରେ ମୁଁ ଭାରି ଖୁସିରେ ଅଛି
@abinashhsahooo8512
@abinashhsahooo8512 20 дней назад
Kintu first bhala paiba re second re na thae😢
@Tapan801
@Tapan801 20 дней назад
@@abinashhsahooo8512 ଥରେ ଭଲ ପାଇ କି ଦେଖ
@user-vc7jc8em1i
@user-vc7jc8em1i 6 месяцев назад
ଏବେବି ଏ ଗୀତ ଶୁଣିଲେ ମୁଁ ମୋର ସ୍କୁଲ ବେଳର ଶେ ଭଲପାଇବା ମନେ ପଡେ ❤❤❤
@pabanasahoo7839
@pabanasahoo7839 20 дней назад
Vala❤song❤
@JeebanMaharana-ok9jk
@JeebanMaharana-ok9jk Месяц назад
ପ୍ରକୁତ ଭଲ ପାଇବା ହେଉଛି ଭଗବାନ ଙ୍କ ଗୋଟିଏ ଉପହାର,,ଯାହାକୁ ମିଳିବାର ଅଛି ମିଳିଯିବି,,ତୁମେ ପାଇଁ ❤
@pkbvlogstudio3175
@pkbvlogstudio3175 16 дней назад
ସେ ପୁରୁଣା କଥା ମନେପଡିଲା ବହୁତ୍😢😢😢😢 ଲାଗୁଛି , ଆଉ କଣ ସେ ଦିନ ଫେରି ଆସିବ କି,,,,,,,,,,,,,,,,,,,😢😢😢😢😢😢
@risetapan
@risetapan 8 месяцев назад
ନବେ ଦଶକ ପ୍ରାରମ୍ଭରେ ଯେତେ ସବୁ ଓଡ଼ିଆ ସିନେମାର ଗୀତ ହେଉଥିଲା (କେବଳ ଗୋଟେ ଦୁଇଟି ଛାଡିଦେଲେ ) ଆଗ ଭଳିଆ ଶ୍ରୋତାଙ୍କୁ ବାନ୍ଧି ରଖି ପରି ନ ଥିଲା : ସେତେବେଳେ ଆଲବମ ଗୀତ କଣ ଗୋଟେ ସାଧାରଣ ଓଡ଼ିଆ ଜଣେ ନାହିଁ l ଏହି ସମୟରେ ବୋଧେ 1997 ଶେଷ ନଚେତ 1998 ପ୍ରାରମ୍ଭ ରେ ଏ ଗୀତ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନୂଆ ଆଶାର କିରଣ ନେଇ ଆସିଲା, ସମସ୍ତେ ସେତେବେଳେ ଏହି ଗୀତ ଗୁଣୁଗୁଣୁ ହେଉଥିଲେ l ଦୋକାନରେ ଏହି ଗୀତ tape record ରେ (ସେତେବେଳେ mobile phone ତ ଛାଡ଼ DVD vcd ନଥିଲା ) ବାଜିଲେ ଶ୍ରୋତା ଜଣକ ଠିଆ ନ ହୋଇ ରହି ପାରେନି l କହିବାକୁ ଗଲେ ଏହି ଗୀତ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନୂଆ ଆଶାର କିରଣ ଆଣିଥିଲା l ଏହା ପରେ ଓଡ଼ିଆ ଆଲବମ ଗୀତ ସବୁ କେବଳ ଓଡିଶା ନୁହେଁ ବରଂ ଓଡିଶା ବାହାରେ ମଧ୍ୟ ଚାଂଚ୍ଛଲ୍ୟ ସୃଷ୍ଟି କରିଥିଲା l
@silentpowerbadri9806
@silentpowerbadri9806 8 месяцев назад
TQ sir 🙏
@kishorechandrasamantray7476
@kishorechandrasamantray7476 3 месяца назад
Manepaduchi saedina😮
@tapanpradhan3983
@tapanpradhan3983 2 месяца назад
Saroj Nanda nka e kabita...
@user-me6kq1tq6r
@user-me6kq1tq6r 14 дней назад
ପିଲା ଦିନର ପ୍ରେମ ବହୁତ ମନେ ପଡୁଛି କାହିଁକି କେଜାଣି ସେ ଦିନର କଥା ଭାବିଲେ ବହୁତ କଷ୍ଟ ଲାଗୁଛି
@KhirodRout-wn3zi
@KhirodRout-wn3zi 4 месяца назад
ଏଇ ଗୀତ ଶୁଣିଲେ ଏବେ ବି ସେଇ ପୁରୁଣା କଥା ମାନେ ପଡୁଛି
@mustakuali9046
@mustakuali9046 3 года назад
Vala song
@pratapbeherabehera9451
@pratapbeherabehera9451 3 года назад
Awesome Bollywood 🌟 Odia language nice 36 Language re Udit sir gaichhanti
@sasankamallik-zx3ov
@sasankamallik-zx3ov 5 месяцев назад
ମୋତି ଆଇ ଲଭ ୟୁ
@nitunmoharana2427
@nitunmoharana2427 6 месяцев назад
ଏ ଗୀତ ଆଉ ଏ ସମୟ ଆଉ ଆସିବ ନାହିଁ 🤔ବହୁତ କିଛି ହରେଇ ବସିଛି ଏ ମଣିଷ ❤️ ହସୁଛି ଅଳପ କାନ୍ଦୁଚି ବେଶୀ 😔
@user-gn3ts4ql6u
@user-gn3ts4ql6u 26 дней назад
Waw kn ahi puruna gita mane padi gale ruma tankuli jauchi....
@sureswarsahu3527
@sureswarsahu3527 7 месяцев назад
ମୁଁ ଵି ଏହା ମୋ ଜୀବନରେ ଅନୁଭବ କରିଛି !😢
@Kbshhzsbsh
@Kbshhzsbsh 6 месяцев назад
ମୁଁ ଆଜି five years pare ମୋ ପ୍ରଥମ ପ୍ରେମ ର ସ୍ୱର ଶୁଣିଲି ବହୁତ୍ ଖୁସି ଲାଗିଲା, ଠାକୁର ଙ୍କ ପାଖରେ ପ୍ରାର୍ଥନା କରିବି ଯଉଠୀ ବି ରୁହ ଖୁସି ରେ ରୁହ। I Love you,you always stay in my heart forever ❤
@AkshayKumar-lh5te
@AkshayKumar-lh5te 8 месяцев назад
❤ ଅପସୋରା ଅତୀତ
@niranjannayak2700
@niranjannayak2700 2 года назад
20 barsha ru adhika barsha e gita old is gold
@rkrajeskumar3502
@rkrajeskumar3502 2 года назад
Yes bro old is gold
@SNayak-eh6qe
@SNayak-eh6qe 3 месяца назад
ଏବେବି ଏ ଗୀତ ମୋ ଅଜାଙ୍କ ପାଇଁ
@silentpowerbadri9806
@silentpowerbadri9806 3 месяца назад
9c
@jabedkhan8552
@jabedkhan8552 3 года назад
babul supriyo meri jaan...
@LOKESHKUMAR-tn8vq
@LOKESHKUMAR-tn8vq Год назад
Udit Narayan sir gaichanti
@ranjitmajhi8631
@ranjitmajhi8631 Год назад
I appreciate saroj nanda sir of this composition song and bollywood singer golden voice of udit narayan sir I'm following to udit narayan voice but i can't
@manasvlogsyt6662
@manasvlogsyt6662 8 месяцев назад
ପ୍ରେମ ଗୋଟେ ଏମିତି ଜିନିଷ ପ୍ରଥମ ପ୍ରେମ କୁ ଭୁଲି ପାରିବ ନା କାନ୍ଦି ପାରିବ । 😢
@silentpowerbadri9806
@silentpowerbadri9806 8 месяцев назад
Ri8 brO👍🙏
@AnjaliSahu-m1l
@AnjaliSahu-m1l 5 часов назад
Beutfulasong❤❤❤❤❤
@sishirnaik1866
@sishirnaik1866 6 месяцев назад
Miss you old day Mu jetebele mo premika ku chithi lekhili pratha me mu E gita ra prathama dhadi lekhithili (prathama prema ra pathama chithi lekhuchi alapa bhabuchi besi)hele mora pream full fill helanai 😢😢😢😢😢❤❤❤❤❤❤❤❤❤
@sudhakarbiswal5438
@sudhakarbiswal5438 Месяц назад
Nice song
@sushantpati8254
@sushantpati8254 2 года назад
Very nice song
@sachinsahoo155
@sachinsahoo155 Год назад
Prati stepre mo pila samayara vhala paiba katha Mane padijae a Gita sunile. ❤️
@ashishmohapatra2384
@ashishmohapatra2384 2 года назад
Jab ye gana me suna mujhe mera purana yad ageya really love this song
@silentpowerbadri9806
@silentpowerbadri9806 2 года назад
Tq brO ...diL sE ❤
@satyabratapadhi4634
@satyabratapadhi4634 2 года назад
Hindi bahut bhala leakhicha bhai
@sibaramsahu1417
@sibaramsahu1417 Год назад
Rain+Highway+Bike+Night+This Song =Heavens
@uscreation9132
@uscreation9132 Год назад
Ye kya hai
@maakaliagro7738
@maakaliagro7738 Год назад
Kana kahila ma bhai...
@deepakranjanpanda8043
@deepakranjanpanda8043 Год назад
If you get lost in the lyrics of this song while driving and not focusing on the road ahead, you'll surely go to heaven...
@kiransahoo2918
@kiransahoo2918 Год назад
​@@uscreation9132😊😊😊😊😊
@arabindamahunta9525
@arabindamahunta9525 Год назад
​@uscreation9132
@naturalwriterbadal6900
@naturalwriterbadal6900 3 года назад
My favorite song
@AnilKumar-si3zx
@AnilKumar-si3zx 13 дней назад
Mu ebe bi mo first love ku mana rakhichhi hele janini se mote mana rakhichhi ki nai .dukha ta lage se mote bujhi parilani ............God kn pain emt kale jadi se mo bhagy re nathila kn pain mo lyf ku taku anile 😢😢.... Miss you....
@welearnsomething280
@welearnsomething280 2 месяца назад
ପୁରୁଣା ପ୍ରେମ ୧୯୫୦ ରୁ ୧୯୯୮ 😢
@soumyaranibhoi9376
@soumyaranibhoi9376 3 года назад
Best song 🎶
@subhamdas4010
@subhamdas4010 2 месяца назад
My feveraity songs
@user-zj9rr3qe2b
@user-zj9rr3qe2b 6 месяцев назад
First class song very good 👍👌🌹💯♥️ gold voice thank you Udit sir good night Jay Jagannath
@mydailylifeliving8048
@mydailylifeliving8048 Год назад
N K Das What a mind blowing , heart touching, evergreen hit.Jane Kahana gaye wo din... soch ta hoon agar ye sambhab hota to wo purane din main wapas chala jata aur gaon ke us nadi ke kinare baith kar chandni rat main ye gana sunta rehta.....
@subhambehera6787
@subhambehera6787 2 года назад
Nice..... Old is gold...
@silentpowerbadri9806
@silentpowerbadri9806 2 года назад
Tq brO 🙏🙏
@sktaquirahemad6498
@sktaquirahemad6498 2 года назад
One of the memorable childhood evergreen songs....
@only_One_DD
@only_One_DD Год назад
😭
@dgoperater6463
@dgoperater6463 Год назад
​@@only_One_DD1111111¹¹ 11
@gitanjalidas3727
@gitanjalidas3727 2 года назад
Worlds biggest singer
@PintuPani
@PintuPani 2 месяца назад
2024 re Kia Kia a song sunacha please like korantu
@keshabshett9605
@keshabshett9605 3 месяца назад
ତୁମ ପରି ମୁବି ପ୍ରମରେ ପଡ଼ିଥିଲି ପାଗଳ ପରି ଭଲ ପାଉ ଥିଲି😢😢😢
@silentpowerbadri9806
@silentpowerbadri9806 3 месяца назад
SataRe...❤️🙏🏻
@biswajitbhoi1324
@biswajitbhoi1324 2 года назад
Superb
@susantrout6342
@susantrout6342 5 месяцев назад
Se samaya sina nahi hele se smruti rahi jaichi khali mane pakei kichi time feel kale ebe bi sei aga bhalia feel asuchi i really miss this time
@PRAMESH_MEHER
@PRAMESH_MEHER 6 месяцев назад
ମୁଇ 5 କ୍ଲାସ୍ ପଢଲା ବେଳେ ଭଲ ପେଇ ଥିନି ଆଜ୍ ତାର୍ କଥା ମତେ ମନେ ପଡୁଛେ ଇ ଗୀତ୍ କେ ସୁନ୍ଳି ଯେ😒😒 i miss you my love 😔😔
@narayansebak9923
@narayansebak9923 Год назад
Always miss you Saroj Nanda sir, you left us much earlier,it'Sa great loss for music industry.There is no substitute of saroj Nanda sir,. No one call fullfill your place...After you we can't listen such type of music.
@hemantbehera7229
@hemantbehera7229 Год назад
R re the mu
@bapinarout4870
@bapinarout4870 Месяц назад
2024 , nice song❤
@babubhoy5268
@babubhoy5268 2 года назад
Super
@DevDev-fi5lf
@DevDev-fi5lf 2 месяца назад
Bahut bhal lagu che
@silentpowerbadri9806
@silentpowerbadri9806 2 месяца назад
Tq
@gautamsethy5802
@gautamsethy5802 11 месяцев назад
Super mind-blowing song
@silentpowerbadri9806
@silentpowerbadri9806 11 месяцев назад
Tq
@biswaranjannayak2532
@biswaranjannayak2532 2 года назад
First love is very heartly love 😘💕💕💕😘😘
@silentpowerbadri9806
@silentpowerbadri9806 2 года назад
YeS..brO..😊 Tq..brO...diL..sE..🙏
@anantaananta7764
@anantaananta7764 3 года назад
Mast
@rkrajeskumar3502
@rkrajeskumar3502 3 года назад
Bhai କଇଁ ଫୁଲ ଗୀତ upload kara
@silentpowerbadri9806
@silentpowerbadri9806 3 года назад
Ok...😊 #Kumar Bapi tA..💕
@user-sr8rl2jc8t
@user-sr8rl2jc8t 3 месяца назад
❤❤
@pramodinidash6712
@pramodinidash6712 Год назад
Heart touching song❤❤❤
@sukantibag2954
@sukantibag2954 2 года назад
Super 👌👌👌
@sibaprasad7922
@sibaprasad7922 2 года назад
Congratulations
@SuryakantMoharana-jd1hh
@SuryakantMoharana-jd1hh 7 месяцев назад
Kichi katha emiti bi thae na kahaku kahihue na sahihue ❤
@arjyaprakashbehera4109
@arjyaprakashbehera4109 Год назад
Nice
@silentpowerbadri9806
@silentpowerbadri9806 Год назад
Tq SaNga 😊
@KURUKSHETRAORIGINAL
@KURUKSHETRAORIGINAL 7 месяцев назад
ମୋର ଯେତେ ସବୁ non odia girlfriends ମାନଙ୍କ ମୁହଁରୁ ... ମୁଁ ଏ ଗୀତ ଗୁଆଇ... ସାରିଛି.... THEY ALL HAPPY THAT THEY CAN... FINALLY SING A ODIA SONG AND ACTUALLY THEY LOVE THE SONG SO MUCH... BECAUSE ईस गाने का हर शब्द का मतलब मैंने उनको समझाया है 🥰🥰🥰🥰🤣😂
@sweetsahu801
@sweetsahu801 3 месяца назад
❤️😍💕 prathama premara prathama chithi 🤭
@kumarbapiphotography9494
@kumarbapiphotography9494 2 года назад
Old is gold ❤️❤️❤️❤️
@jyotiprakashbehera3383
@jyotiprakashbehera3383 27 дней назад
Ae gita sunile bahut kandha lage re yaar..
@silentpowerbadri9806
@silentpowerbadri9806 27 дней назад
@@jyotiprakashbehera3383 hm
@mohantyarun3367
@mohantyarun3367 2 года назад
So Beautiful Song
@silentpowerbadri9806
@silentpowerbadri9806 2 года назад
Tq 🙏
@nigamanandabehera136
@nigamanandabehera136 11 месяцев назад
When I listen this song I remember my childhood memories
@manoranjanbehera8197
@manoranjanbehera8197 3 года назад
Nice ❤️
@mr.shibasundardas9495
@mr.shibasundardas9495 2 месяца назад
Pila Dina Katha Mane padigala ❤ sei chhoto belara sata kahani ❤
@silentpowerbadri9806
@silentpowerbadri9806 2 месяца назад
SatARe bhaI ....TQ 🙏🏻
@RajuKumar-os4lo
@RajuKumar-os4lo Год назад
❤❤❤❤❤Nice❤❤❤Love ❤ song❤❤❤
@silentpowerbadri9806
@silentpowerbadri9806 Год назад
Tq🙏
@susantakumar6620
@susantakumar6620 25 дней назад
My old memories 😢
@lokanathpatnayak5685
@lokanathpatnayak5685 2 года назад
Mind blowing song echoes forever
@arjyaprakashbehera4109
@arjyaprakashbehera4109 11 месяцев назад
Sup
@silentpowerbadri9806
@silentpowerbadri9806 11 месяцев назад
TQ 🙏 sanga
@user-hk2rq5zk9l
@user-hk2rq5zk9l Год назад
My heart beat this song❤❤❤
@Muodiaପୁଅ
@Muodiaପୁଅ 2 месяца назад
ମୋତେ ତ ଚିଠି ଲେଖିବା ଆସୁନଥିଲା ମୋ ସାଙ୍ଗ ଲେଖନୀ ଦୋଉଥିଲା love you ଅରୁଣ ❤
@silentpowerbadri9806
@silentpowerbadri9806 2 месяца назад
@@Muodiaପୁଅ ❤️🙏
@sudamsamal3092
@sudamsamal3092 3 года назад
My 1st love song mane pakhaidela
@heavenlyfire6259
@heavenlyfire6259 5 месяцев назад
Mere bf ne yeh song sunaya tha isliye aaj mein yeh sundar sa song sunri. Hu ❤
@manoranjanbehera8197
@manoranjanbehera8197 3 года назад
❤️❤️❤️
@deepakkumarbehera4155
@deepakkumarbehera4155 2 года назад
Childhood evergreen song............
@satyajitlenka942
@satyajitlenka942 2 года назад
Awesome
@ranjitkumarsahoo2257
@ranjitkumarsahoo2257 2 года назад
Mind refreshment 😍
@silentpowerbadri9806
@silentpowerbadri9806 2 года назад
Tq 🙏
@SNayak-eh6qe
@SNayak-eh6qe 3 месяца назад
କାରଣ ମୋ ଅଜାଙ୍କୁ ବେସୀ ଭଲ ପାଏ
@silentpowerbadri9806
@silentpowerbadri9806 3 месяца назад
SuP ....9c..
@PintuBhoi-zk7fv
@PintuBhoi-zk7fv 11 месяцев назад
Nicely most beautiful😍❤ 🎵song
@Noobgamer-pm1oc
@Noobgamer-pm1oc Месяц назад
Thanks writer ❤
@pabanasahoo7839
@pabanasahoo7839 20 дней назад
Pratama❤prama❤
@sanojkumarbehera4952
@sanojkumarbehera4952 Год назад
Really mind-blowing song!
@rajkishoresamal8609
@rajkishoresamal8609 3 года назад
Udit sir
@debiduttaramakrushna4873
@debiduttaramakrushna4873 Год назад
This song has separate feelings 😍
@akashpaikaray6265
@akashpaikaray6265 2 года назад
The beautiful string collapsed after Saroj Sir's sad demise. 💔
@Jagannath76656
@Jagannath76656 4 месяца назад
Love you my love and happiness love sonali and srikanta angul ❤❤
@sarojdas7032
@sarojdas7032 Месяц назад
ମନେ ପଡିଛି ବୋଲି କିଏ ଶୁଣି ବାକୁ ଆସିଛ like କର
@diptiranjanmishra2810
@diptiranjanmishra2810 Год назад
25 barsha tala gita. Evergreen song.
@sritampradhan5984
@sritampradhan5984 2 месяца назад
When carbonyl compounds are reduced with hydrazine in the presence of koh in ethylene glycol at about 455to 475 k to form alkane. This reaction is called wolf krishner reduction.
Далее
odia Album s
56:02
Просмотров 945 тыс.
iPhone 16 для НИЩЕБРОДОВ!
00:51
Просмотров 811 тыс.
Srabana re Srabana....mp4
7:13
Просмотров 4 млн
old album odia song 12 ta song
35:35
Просмотров 27 тыс.