Тёмный
No video :(

Prime Time News | ବଦଳିଗଲା ମାଗଣା ଚାଉଳ | 12th jan 2023 | Odia News 

News18 Odia
Подписаться 4 млн
Просмотров 4 млн
50% 1

Prime Time News | ବଦଳିଗଲା ମାଗଣା ଚାଉଳ | 12th jan 2023 | Odia News
#News18Odialive #OdiaNews #ଆଜିରନ୍ୟୁଜ #LiveNews #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଓଡିଶାର ଛୋଟ ମୋଟ ଖବର ଆପଣ ପାଇଁ ପାରିବେ ଏହି ଚ୍ୟାନେଲ ମାଧ୍ୟମରେ
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe our channel to get latest news and updates tinyurl.com/y4...

Опубликовано:

 

5 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 498   
@MahirBhoi-dp2fz
@MahirBhoi-dp2fz 2 месяца назад
ଯୋଉ ପଟେ ଚାଷ ହଉଚି ହଁ ହଉଚି ଆଗିନ୍ୟ ଆମ ପଟେ ହଉନି ଆମ ଦେଶ ଗୁଜରାଟ ଦେଶ ପରି ହେଇ ଯିବ କି ଜୟ ଜୟ କାରା ମୋଦି ସରକାର ଆରା। ରୁକ ଜରା ଶବର କରୋ ନଡ଼ିଆ ଗଛରେ ନଡ଼ିଆ ନାଇ ଆମ ସରକାର ହାରିବ ନାଇ
@rinkuchhatria4946
@rinkuchhatria4946 2 месяца назад
❤x❤❤❤❤❤❤
@AkshayKumarJena-kn5pw
@AkshayKumarJena-kn5pw 2 месяца назад
😊
@JasmitaBhoi-lo9ob
@JasmitaBhoi-lo9ob 2 месяца назад
​@@rinkuchhatria4946xktrldmpx
@BasantSahoo-rq7ms
@BasantSahoo-rq7ms Месяц назад
😮
@BiswamitraNayak-bn3vx
@BiswamitraNayak-bn3vx Месяц назад
Ol L No jl Kno oono Kno ooooh o K .. L Oo😮ooo
@babasocialcreation5844
@babasocialcreation5844 Год назад
ଭଲ ହୋଇଛି
@education-o2c
@education-o2c Год назад
Pls..
@LalitaAcharya-ru4cv
@LalitaAcharya-ru4cv 3 месяца назад
​@@education-o2c. bolo sa
@biswanathsitha5142
@biswanathsitha5142 Год назад
ଅତନୁ ରେ ତୁ ଏତିକି ଜାଣିବା ଦରକାର ଯେ ନବିନ ଦଉଛି ବୋଲି ଯାହା କହୁଥିଲା ,ସେଥିପାଇଁ ଯୋଜନା ର ନାମ ପରିବର୍ତ୍ତନ କରିବା ଦରକାର ଥିଲା। ଲୋକେ ଜାଣନ୍ତୁ ଯେ ଚାଉଳ ଦଉଛି କିଏ !ଏଥିରେ ବିଜେଡିର ଭୋଖା କୁତାନେତାମାନେ ଏତେ ବିଚଳିତ ହେବା କିଛି ଦରକାର ନାହିଁ ।
@SimaliBehera-tr7mq
@SimaliBehera-tr7mq 2 месяца назад
ହେ ଭଗବାନ ଏ କଣ ହେଲା ପ୍ରଭୂ ସବୁ ସରିଲା ଏବେ କ'ଣ ହେବ ଜଦି ବଦଳାଯାଇଥିଲା ହେଇଯିବ ଆମେ କ'ଣ କରିଵୁ😢😢😢😢
@Dipuneditz07
@Dipuneditz07 Год назад
ମୁଁ ଜଣେ ଗରିବ ମୋର ( ନା ରାସନ୍ card ଅଛି)ନା ମୁଁ ସରକାର ଠୁ ମୁ କିଛି ପାଉନି 🙏🙏
@bharatipradhan3722
@bharatipradhan3722 8 месяцев назад
Bhai mu bi hotis gariba mora bi rasan card nahi
@user-bh2mu1bs8r
@user-bh2mu1bs8r 2 месяца назад
PANCHU. MAHARNA 🙏🙏🙏🙏🙏🙏🙏🙏🙏💅💅💅
@rakhanag9124
@rakhanag9124 Год назад
ଆମକୁ ଚାଉଳ ଦରକାର ନାହିଁ,ଆମକୁ ରହିବା ପାଇଁ ଜମି ଦରକାର,ଲୋକ 35 ବର୍ଷରୁ ଗୋଟାଏ ଜମି ରେ ରହିଛନ୍ତି କିନ୍ତୁ ସରକାର Govt project ପାଇଁ ସେମାନଙ୍କ ଘର ଭାଙ୍ଗି ଦେଉଛନ୍ତି। ଏହା ବନ୍ଦ କରନ୍ତୁ ,, ଏମାନଙ୍କୁ ଚାଉଳ ଦରକାର ନାହିଁ ଘର ଦରକାର,, ସେମାନେ କର୍ମ କରି ଖାଇବେ। ଏହା ପ୍ରତି ଦୃଷ୍ଟି ଦିଅନ୍ତୁ
@user-xz3wi8kc5n
@user-xz3wi8kc5n 5 месяцев назад
A Hell buy By byo
@user-wo9ke1ko5n
@user-wo9ke1ko5n 9 месяцев назад
ଯେଉଁ ଗରିବ ବାପା ମା ,ଆଶା ଭରସା ରଖି ପୁଅ ଝିଅ ମାନଙ୍କୁ ପଢ଼ାଉଛନ୍ତି,ସେହି ମାନଙ୍କୁ ଚାକିରି ଯୋଗାଉଁନ୍ତୁ। ତେବେ ଲୋକେ ଖୁସି ହେବେ।
@Bilasini4567
@Bilasini4567 8 месяцев назад
8😮 0:54 j😅the 8
@jayachandrapradhan6970
@jayachandrapradhan6970 4 месяца назад
2 pall l ji in​@@Bilasini4567
@arabindamoharana6860
@arabindamoharana6860 Год назад
ନାମ ପରିବର୍ତ୍ତତ ଆଗରୁ ହେବାର ଥିଲା
@gaganbehera5412
@gaganbehera5412 2 месяца назад
ପ୍ରଧାନମନ୍ତ୍ରୀ କଣ ତାଙ୍କ ଘରୁ ମାଗଣା ଭିକ ଦଉଛି କି ? ରାଜ୍ୟଠାରୁ ପ୍ରବଳ TAX ନଉଛି II ସେଇଆନୁସାରେ କେନ୍ଦ୍ର ବହୁତ କମ ଦଉଛି II ପ୍ରଧାନମନ୍ତ୍ରୀ ନାଁ କାଟିକି, "ଗରିବ ଚାଉଳ କଲ୍ୟାଣ ଯୋଜନା " କରାଯାଉ II
@basantakunar9000
@basantakunar9000 9 месяцев назад
ଆମେ ଟିକସ ଦେଲେ ତମେ ଦରମା ପାଉଛ ତମେ ଆମକୁ ମାଗଣା କଣ ଦଉଚ
@user-Prasanta1985
@user-Prasanta1985 8 месяцев назад
🙏ଆପଣଙ୍କର ଜୟ ହେଉ 🙏News 18 ଓଡ଼ିଆ 🙏🙏🙏
@rajendragaradia6385
@rajendragaradia6385 2 месяца назад
Sir mu Merege hei ki merege sartficate heigola Amar chua te bi hela kintu Ebejai ration card hei ni
@kailashmaharana350
@kailashmaharana350 Год назад
ଓଡ଼ିଶାର ଗଞ୍ଜାମ ଜିଲ୍ଲା କନିସି ବ୍ଲକ କମଳାପୁର ଗ୍ରାମରେ ଏହିଅସୁବିଧା ସମୁଖିନ ହୋଉଚନ୍ତ ଆକୁ ତୁରନ୍ତ ସମାଧାନକରାଜାଉ
@DEEPAKMALIK-ln7cm
@DEEPAKMALIK-ln7cm Месяц назад
ଗରିବ, ଦୁଃଖୀ, ଦରିଦ୍ର ମାନଙ୍କୁ କଂଗ୍ରେସ ହିଁ ଏକମାତ୍ର ସମସ୍ତଙ୍କ ସାହା,, ଖାଦ୍ୟ ସୁରକ୍ଷା ଆଇନ୍ କେବଳ କଂଗ୍ରେସ ର,,ଆଉ ସବୁ ଜାରଜ ସନ୍ତାନ,, କଂଗ୍ରେସ ସମସ୍ତଙ୍କ ବାପା,, କଂଗ୍ରେସ ଲିଙ୍ଗ ରୁ ବିଜେପି ଓ ବିଜେଡି ଜନ୍ମ
@user-uw5gs5zo6m
@user-uw5gs5zo6m 10 месяцев назад
ବିଜେଡି କଣ ଲୁଟିନାହାଁନ୍ତି
@harekrushnapagal1405
@harekrushnapagal1405 10 месяцев назад
ଜୟ ଭାରତ ମାତା ଜୟ ସାରା ଭାରତୀୟ ହିନ୍ଦୁସ୍ତାନୀ ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଜୟ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ କି ଜୟ ଜୟ ଜୟ ସାରା ଭାରତୀୟ ହିନ୍ଦୁସ୍ତାନୀ ମା ଭଗିନୀ ମାନେ ବର୍ଷ ପାଇଁ ଚାଉଳ ଉସା ଖରାରେ ଶୁଖା ଟଲି ଭଡା କରି ଧାନ କଳ ପାଖକୁ ନେଇ ପେଡା ଵହୁତ କଷ୍ଟରୁ ଉଧାର କଲେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD ମେ।ଦିଜୀ ମେ।ଦିଜୀ ସଵୁଵେଳେ ଚାହାନ୍ତି ମେ। ଭାରତ ମାତା ମେ।ପରିବାରରେ ମେ। ମା ଭଗିନୀ ମାନଙ୍କର ଏତେ ଦୁଃଖ କଷ୍ଟ ନ ହେଉ ସେଥୀ ପାଇଁ ମା ଭଗିନୀ ମାନଙ୍କ ପାଇଁ ଅନେକ ମୈଳିକ ସୁଵିଧା କରିଛନ୍ତି ଗ୍ୟାସ ପାଇଖୀନା ମାଗଣା ଚାଉଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସୁ କନ୍ୟା ଆହୁରି ଅନେକ ଯେ।ଜନା ଅଛି କହିଲେ ରାତିପାହିଜିବ ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ କେଵେ ହେଲେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କୁ ଭୁଲିବ ନାହିଁ ଭାତରେ ଯେତେ ପ୍ରଧାନ ମନ୍ତ୍ରୀ ହେ।ଇଥୀଲେ ମେ।ଦିଜୀ ଜୁଗିଜୀ ଙ୍କ ପରି ଏତେ ଭଲ କାମ କେହି ଵି କରି ନାହାନ୍ତି RIGHT 👍 ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ସଵୁଵେଳେ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଓ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ସାଥେ ସଵୁଵେଳେ ରୁହ ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ଭାରତ ମାତା ର ମା ଭଗିନୀ ମାନଙ୍କୁ ଶାନ୍ତି ରେ ସୁରକ୍ଷା ରେ ରଖ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@gaganbeharibehera7121
@gaganbeharibehera7121 Год назад
Name change o Rashid re modi photo really good news this decision all people are happy
@BhushanBehera-gw8wb
@BhushanBehera-gw8wb Год назад
Bhala hela modi jimku dhanyabad🙏
@jasintadungdung7377
@jasintadungdung7377 2 месяца назад
Rice bodlore service Diya jau
@arunprasaddash1399
@arunprasaddash1399 Год назад
ମାଗଣା ଦେଉଛ।ସାହାରା ଇଣ୍ଡିଆ ଟଙ୍କା ଖାଉଛ। ଓଃ କି ମାୟା ......
@user-nj1oj2dw6p
@user-nj1oj2dw6p 9 месяцев назад
ମୁଖ୍ୟମନ୍ତ୍ରୀ ଓଡିଶା ଜନସାଧାରଣ ଙ୍କୁ ସଠିକ ତଥ୍ୟ ଦିଅନ୍ତି....
@bandanadas304
@bandanadas304 8 месяцев назад
❤️
@jagannathpanigrahi5286
@jagannathpanigrahi5286 Год назад
ରାଜ୍ୟ ନେତା ମିଛ ମିଛ କହି ଚାଲିଛନ୍ତି । ଲୋକ ଜାଣିବେନି କେବଳ ବ୍ୟଙ୍ଗ।
@bikashmurmu4558
@bikashmurmu4558 Год назад
Harami gariba chaula magunahi justice maguchhi.
@Skgbul470
@Skgbul470 7 месяцев назад
ଜନତା ମାଗଣା ଯୋଜନା କୁ ଯଦି ପ୍ରତ୍ୟାଖ୍ୟାନ କରିବେ ପ୍ରଧାନ ମନ୍ତ୍ରୀ ରାଜ୍ୟ ରେ ମୁଖ୍ୟ ମନ୍ତ୍ରୀ ଭୋ ଭୋ କାନ୍ଦିବେ, ସବୁରି ମୂଳରେ ଭୋଟ୍,
@user-tt7bk7qy6p
@user-tt7bk7qy6p Год назад
ଆମକୁ ମାଗଣା ଚାଉଳ ଦିଆ ଯାଉନାହିଁ ଆମ ସହିତ ଚାଉଳ ଦେବା ବେଳେ ଖେଳୁଛନ୍ତି
@queen_roja9....115
@queen_roja9....115 Год назад
ସରକାର ଯୋଜନା କରିଲେ ଲୋକ ଅଳସୁଆ ହେଲେ ଗରିବ ତ ଯୋଜନା ପାଉନାହାନ୍ତି କିନ୍ତୁ ଚାକିରୀଆ ଲୋକଙ୍କ ପାଇଁ ସବୁ ଯୋଜନା ଅଛି
@SusilPradhan-ib7ko
@SusilPradhan-ib7ko 8 месяцев назад
Nice Meri Sarkar
@user-hg4np5ki4w
@user-hg4np5ki4w 7 месяцев назад
Ki Guna gaibi khajuri ghchara ମୂଳରୁ ପାହାଚ ପାହାଚ
@birendramajhi139
@birendramajhi139 7 месяцев назад
ଏହି ୟୁଜନା ଠିକ ଅଛି
@user-iu8cq1im8q
@user-iu8cq1im8q 9 месяцев назад
ଦଳବଦଳନିତିଟା ବନ୍ଦହେଇଗଲେସବୁଠିକହେଇଯାଆନ୍ତା,ରହନ୍ତାଦୁଇଟିଦଳ ଗୋଟିଏଶାସକଗୋଟିଏ ବିରୋଧିଦଳ,ଦଳରମୁଖ୍ୟ ଦୁଣ୍ଣିତିଖୋରକୁଁଦଳରୁ ନିଭ୍ରୟରେବାହାରକରିପାରନ୍ତେଯାହାଫଳରେକି ବଛାବଛାଭଲ ନେତାମାନେ ଦଳରେରହନ୍ତେଦେଶରମଗଂଳପାଇଁକାମକରନ୍ତେ,ଦୁଣ୍ଣିତି ଖୋରମାନେଅନ୍ୟଦଳରେପସିପାରନ୍ତେନି, ଯେଉଁ ମାନେଦଳବଦଳକରିବାକୁ ଚେଷ୍ଠକରନ୍ତେ ସର୍ବସାଧାରଣ ସେମାନଙ୍କୁ ଚିହ୍ନିପାରନ୍ତେ,ଜୟଜଗ୍ନନାଥ
@SanjitSahu-oq4xg
@SanjitSahu-oq4xg Год назад
ଆପଣ ଙ୍କ ମାଧ୍ୟମରେ ଜନସାଧାରଣ ଜାଣିବାକୁ ଚାହୁଁଛନ୍ତି କି ରାସନରେ ଗହମ ଦିଆଯାଉନାହିଁ କାହିଁକି ରାସନ୍ କାର୍ଡ ରେ କିଏ ଗହମ ନେଵ କିଏ ଚାଉଳ ନେଵ ତାହା ଲେଖା ଯାଇଥାଏ ତଥାପି ଗହମ ବନ୍ଦ ହେବା ର କାରଣ କ'ଣ ଫଳରେ ଅଟାର ଅହେତୁକ ଵଜାର ଦର ବୃଦ୍ଧି ହୋଇଛି ଏହା କ'ଣ ସରକାର ଙ୍କର ଜନସାଧାରଣଙ୍କୁ ମାରଣ ନୀତି ନୁହେଁ ଦୟାକରି ଆପଣଙ୍କ ମାଧ୍ୟମରେ ଜନସାଧାରଣ ଙ୍କୁ ଜଣାଇବା କୁ ଅନୁରୋଧ
@jchoudhury274
@jchoudhury274 8 месяцев назад
କେନ୍ଦ୍ର ଚାଉଳ ଦେଉଛି ନବିନ A ଏଥି ବା ବା ନେଉଛି
@badalmalik7584
@badalmalik7584 Месяц назад
AJAY DAS ❤ BJP
@alakanayak4545
@alakanayak4545 2 месяца назад
ସାର୍ ଏସବୁ କୁ ବନ୍ଦ କରାଯାଉ ଓଡ଼ିଶାରେ କିଛି ବି ହେଉ କିଛି କମ୍ପାନୀ ଖୋଲା ଯାଉ ଓଡ଼ିଆ ବାସୀଙ୍କୁ ବାହାର କୁ ନଯାଆନନ୍ତୁ ନିଜ ଜାଗାରେ ରହି କାମକରି ଚଳାନ୍ତୁ ସବୁ ଜିନିଷର ମୂଲ୍ୟ କମାନ୍ତୁ
@ambikabariha1499
@ambikabariha1499 6 месяцев назад
Discossion are very good
@raghunathmishra9241
@raghunathmishra9241 Год назад
ସର୍ବପ୍ରଥମେ ଏ ପୋଲା ବାଣ୍ଟିବା ବନ୍ଦ କର। ଅଳସୁଆ ହୋଇ ଗଲେଣି। ଏପରି ଭ୍ରଷ୍ଟ ରାଜନୀତି ପୁରା ବନ୍ଦ କର। ବାପା ରଖିକି ଯାଇନାହିଁ
@ajaymalik3608
@ajaymalik3608 Год назад
Modi has taken great decision.
@pravatkumar1757
@pravatkumar1757 Год назад
Modi ji or Navin ji both are not giving free ration from their own pocket. All credit should go to exchequers those who are paying taxes.
@gobardhantripathy2424
@gobardhantripathy2424 2 месяца назад
ମୋହନ ସରକାରଙ୍କ ପ୍ରାଥମିକତା ହେଉଛି ସମସ୍ତଙ୍କ ପାଇଁ ଶିକ୍ଷା,ସ୍ବାସ୍ଥ,ପାନିଅ ଜଳ,ଗମନାଗମନ ପାଇଁ ସଡକ ଏବଂ ଆଇନ ସଙ୍ଖୁଳା ।
@JeetKumar-cu7gk
@JeetKumar-cu7gk Год назад
Right biranchi sri
@MahendraMahapatra-eq6hy
@MahendraMahapatra-eq6hy 10 месяцев назад
ପଦ କିମ୍ବା ନାମ ଅନୁସାରେ ଯୋଜନା କରିବା ଠିକ କି..? ଯଦି ହଁ... ସେ ପଦ କିମ୍ବା ନାମ ଧାରି ନିଜସ୍ୱ ଟଙ୍କା ରେ ମାଗଣା ଦେଉଛନ୍ତି କି..? ଆମ ଦେଶ ର ଜନତାଙ୍କ tax ପଇସା ରେ ମାଗଣା ଦେଇ.. ରାଜନୀତି କରାଯାଉଛି କାହିଁକି...?
@sudamcharansethi8561
@sudamcharansethi8561 Год назад
Ehi jojana ku gariba kalyana na rakhi, jadi gariba ,kala, jojana rakha gale bhala huanta. Karana ehi jojanare garibanka kalyana heu nahin barang gariba banei tiari heu chanti.
@pabitrakumardash6698
@pabitrakumardash6698 2 месяца назад
Please see that rich people enlisted in this scheme are selling the rice ,hence first make a fresh verification and identify the real poors.Jay Hind
@rahitmarndi2540
@rahitmarndi2540 Год назад
ସମସ୍ତେ ସବୁ ଜାଣିକି କିଛି କରୁନ 😂😂😂😂😂
@SangramKunda
@SangramKunda 4 месяца назад
ମୁଁ ପ୍ରକାଶ ଚନ୍ଦ୍ର କୁଣ୍ଡ ରାଜନଗର ବ୍ଲକ ରୁ କହୁଛି, ଯଦି ନବିନ ବାବୁ ରାସନ୍ କାର୍ଡ ଦେଉଛନ୍ତି ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ଅଛନ୍ତି ତେବେ ମୋର କାହିଁକି ନାହିଁ ଏହା ର ଓତର ଦିଅନ୍ତୁ।
@SangramKunda
@SangramKunda 4 месяца назад
ଆପଣ ଯାହା କହୁଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟ
@SangramKunda
@SangramKunda 4 месяца назад
ନବିନ ବାବୁ ଠିକ୍ ନୁହେଁ ଯେହେତୁ ତାହାର ପରିବାର
@achutaparida5578
@achutaparida5578 9 месяцев назад
Munu.jane.gariba..mora.radan.card.achhi.hle..mo.pilamanankar.nahin.adhikarimananku.pahile.kahuchhanti.sehi.5kg.re.chalei.dea.
@dandakamajhi1675
@dandakamajhi1675 2 месяца назад
ବିଭୂତି ଭୂଷଣ ମହାପାତ୍ର ସାର୍ ଆପଣ ବଢ଼ିଆ କଥାଟି କହିଛନ୍ତି।
@user-vu6ro7ct5x
@user-vu6ro7ct5x 9 месяцев назад
45 basa
@user-rz5kk9ig2j
@user-rz5kk9ig2j 8 месяцев назад
Welcometome
@sudarsanschannel5536
@sudarsanschannel5536 Год назад
ଚାଉଳ କିଏ କାହା ଘରୁ ଦେଉ ନାହାନ୍ତି।
@rasanandakishan6322
@rasanandakishan6322 Год назад
Band haba katha100%
@situswapnabehera4367
@situswapnabehera4367 Год назад
Gahama miliba ki nahin
@bishalbehera7583
@bishalbehera7583 Год назад
Au kirosin ?
@manoranjanpanda5536
@manoranjanpanda5536 7 месяцев назад
ଅତନୁ ସବ୍ୟସାଚୀ ନାୟକ ଜଣେ ମହାନାୟକ, ଖାଲି ବାହାସ୍ପୋଟ, ପଚିଶ ବର୍ଷ ଲୁଟି ଖାଇସାରିଲାପରେ ପୁଣି ବାହାଦୂରୀ, ଲଜ୍ଜା ଲାଗିବାକଥା, ଜୟ ଜଗନ୍ନାଥ,
@PabitraNaikPabitraNaik-bq8my
@PabitraNaikPabitraNaik-bq8my 8 месяцев назад
Nayakot
@pravatranjanmohanty
@pravatranjanmohanty 2 месяца назад
Otv 2:09
@Jagadishsahoo-v1b
@Jagadishsahoo-v1b 14 дней назад
Retion ra nam paribrtn heu kimba magana chaula heu e Sabu ra Samadhan Chasa jami nthiba gariba loka nku Chasa jami jogana ethipain jalasechn,rasta,electri.jogan nischita absyak.
@urmilamohanta
@urmilamohanta Год назад
Dhani loka ration paou chhanti
@Hinaswain1080
@Hinaswain1080 2 месяца назад
Right sir 🙏ambhali gariba paunahanthi
@mamunibarik8569
@mamunibarik8569 2 месяца назад
1q¹¹1¹1¹¹1¹qq1qq1¹¹¹¹¹¹¹q¹¹
@saritamaharana4151
@saritamaharana4151 Месяц назад
ଯାହା ସବୁ ଆସୁଛି କେନ୍ଦ୍ର ସରକାରଙ୍କ ଠାରୁ ଆସୁଛି ।ବିଜୁପଟ୍ଟନାୟକ ଐରପୋର୍ଟ ବିଜୁପଟ୍ଟନାୟକ ଙ୍କର ପକେଟ ପୈସା ରେ ତିଆରି ହୋଇଛି କି ? କେନ୍ଦ୍ର ସରକାର ଅର୍ଥ ରେ ବିଜୁପଟ୍ଟନାୟକ ଐରପୋର୍ଟ ତିଆରି ହୋଇଛି ତେବେ ବିଜୁପଟ୍ଟନାୟକ ଐରପୋର୍ଟ ନାମ କାହିକି ଦିଆ ଗଲା ।
@user-qw4jr2cr3t
@user-qw4jr2cr3t 2 месяца назад
କଣ ନିଜ ସୁବିଧା ଦେଖିଲେ ହଉଚି ସମସ୍ତଙ୍କର ଦେଖିବା ଦରକାର କ
@RITESHAGAMR
@RITESHAGAMR 2 месяца назад
Jai mo❤di ji ki
@satyabannaik4539
@satyabannaik4539 Месяц назад
ଯେତେ ଲୋକଙ୍କୁ ବୁଝେଇଲେ ବି କିଛି ଲାଭ ନାହିଁ l ଲୋକଙ୍କୁ ଏବେ ସିଧା କେନ୍ଦ୍ର ସରକାର ଚାଉଳ ଦେଉଛି l ଜାତୀୟ ଖାଦ୍ୟ ନିରାପତ୍ତା ଆଇନ 2006 ନୁହେଁ ତାହା ଅକଟୋବର ମାସ 2007 ରେ NFSM National Food Security Mission ଆରମ୍ଭ ହେଲା କିନ୍ତୁ 2013 ମସିହା ଠାରୁ ଲୋକଙ୍କୁ ଚାଉଳ, ଗହମ, ଡାଲି ମିଳିବ ବୋଲି କେନ୍ଦ୍ର ସରକାର ଅନୁମୋଦନ ଦେଲେ କିନ୍ତୁ ତାହା କେବଳ ଚାଉଳ ବ୍ୟତୀତ ଅନ୍ୟାନ୍ୟ ଖାଦ୍ୟ କୁ କିଛି ଦିନ ମିଳିବା ପରେ ବାଟମାରଣା ହେଲା ଓ କେବଳ ଚାଉଳ ମିଳିଲା l ସେଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ମିଳିତ ସହାୟତା ରେ ଯୋଗାଣ ହେଲା କିନ୍ତୁ ତାହା କେନ୍ଦ୍ର ସରକାର ଙ୍କ ନାଁ ପୁରା ଲିଭିଗଲା ଫଳତ 2024 ରୁ କେବଳ କେନ୍ଦ୍ର ସରକାର ଙ୍କ ଦ୍ୱାରା ଚାଉଳ ଦିଆ ଯାଉଛି l ଏଥିରେ ରାଜ୍ୟ ସରକାର ଙ୍କ ର କୌଣସି ଭୂମିକା ରହିଲା ନାହିଁ l Thanks to PM P. Mukhajee for this system.
@heartbookworld12
@heartbookworld12 Год назад
BJD should be removed from Odisha.
@PurnaChandra-kg9te
@PurnaChandra-kg9te 7 месяцев назад
ସରକାର, ଯୋଜନା, କରିଲେ. ଲୋକ. ଅଳସୁଆ ହେଲେ ଗରିବ ତ ଯୋଜନ ପାଇନାହାନ୍ତି କିନ୍ତୁ ଚାଉଳ,IO ଟଙ୍କା ରଖା ଜାou
@gobindachandradas6290
@gobindachandradas6290 Месяц назад
It is right decison taken by the BJP Govt. State Govt. is not having financial power. By the time of election, bag with rice distribued posted with Naveen,BJD. Govt changed is every thing should be changed with their symbol and idealogies. Central's Fund is distributed in the name of Madhu babu & Rama babu etc. etc. So, the ruling govt. should change .... can hike or reduce. it is their decision. It is not the ethics to protest as Opposition Group Decisions taken by the Govt. is welcomed
@SmilingBabyPenguin-dd9sm
@SmilingBabyPenguin-dd9sm 8 месяцев назад
Bjd always good discussiom for odisha we thanks to naveen pattnaik
@runidei4052
@runidei4052 7 месяцев назад
କେନ୍ଦ୍ର ସରକାର Right 🙏🏾🙏🏾🙏🏾🙏🏾
@DemonRemix1995
@DemonRemix1995 8 месяцев назад
ଚାଷୀଙ୍କୁ ଟ.୨୦୦୦/- ଦେଇ ମଣ୍ଡି ବାହାନାରେ ବଡ଼ ବଡିଆଙ୍କୁ ଖାଦ୍ୟ ଯୋଗାଉଛି..... ବଳିଲା ପରେ ଖାଦ୍ୟ ଯୋଜନା ର ଗୋଟିଏ ନା ଦିଆ ଯାଏ।Public ଅନ୍ଧ ଅଟେ.....
@bikashnaik4187
@bikashnaik4187 Год назад
Antar doya code re 35kg miliba kii nai
@PratapMaajhi
@PratapMaajhi 7 месяцев назад
😊😊😊😊😊
@Jagadishsahoo-v1b
@Jagadishsahoo-v1b 14 дней назад
Nam paribartan Karan Kendra sarkaar 100%free Kale ethi pain' nm paribrtn Kariba absyak.
@agastipradhan5050
@agastipradhan5050 Год назад
ବିଜେଡି କାହିଁକି କହୁଥିଲା ଆମେ ଦେଉଛୁ ବୋଲି, ସେଥିପାଇଁ କେନ୍ଦ୍ର ଠିକ କରିଛି
@manashnayak2794
@manashnayak2794 8 месяцев назад
ବାଳ ଭୋଟ ପାଇବ ମାଗିହେ 😡😡😡ଭୋଟ ପାଇଁ ଘର ଘର ବୁଲିଲେ ଟାଗିଁରେ ହଣା ଖାଇବେ ନେତା 😡😡😡
@proactivethinkwellwin1807
@proactivethinkwellwin1807 7 месяцев назад
Dibet ପାଇଁ bjd congress ଅଯୋଗ୍ୟ ଯିଏ ଆସି ଛନ୍ତି।। ଗାଁ ସଭା ବହୁତ୍ ଭଲ ହେଉଛି
@user-qw4jr2cr3t
@user-qw4jr2cr3t 2 месяца назад
ନବୀନ ପଟ୍ଟନାୟକ ଜିନ୍ଦାବାଦ😊
@Meenakaibartta
@Meenakaibartta Месяц назад
Retail price of food increase?
@kailashmajhi-ft6yv
@kailashmajhi-ft6yv Год назад
Jia debakathadeu janata choice kariba2024election rekia jitiba amarjindabad all party
@AnantaBaskey-i6y
@AnantaBaskey-i6y Месяц назад
Ananta babu❤❤❤❤
@sisubhue804
@sisubhue804 Год назад
Ok raja sasan darkar
@HemrajBhoiBhoibabu
@HemrajBhoiBhoibabu 2 месяца назад
❤❤nice breaking
@user-ni2zp7fo8i
@user-ni2zp7fo8i 2 месяца назад
Sara India may har ek family koo 50 kg rise Dena chaiyey
@BidhyadharBarik-so9eh
@BidhyadharBarik-so9eh 9 месяцев назад
Jay MAA laxmi
@tksahu-wc9hq
@tksahu-wc9hq Год назад
State kete deuchi au center kete deuchi dekha jau
@manoranjanpanda5536
@manoranjanpanda5536 7 месяцев назад
ଖଣି ପାଣି ଚିଟଫଣ୍ଡ, ଯୋଜନା ରେ ପିସି ସଵୁ ଖାଇସାରିଲାପରେ ପେଟପୁରିଲାନାହିଁ ଯେ ଶେଷରେ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଵେକାରୀ ସଜାଇ ଚାକିରୀ ଵିକୁଛି ଏସରକାର, ତଥାପି ଗାଦିରେ ବସିବା ପାଇଁ ମିଛ ଓ ଶେରୟ ରାଜନିତୀ ଚଲାଇଛନ୍ତି, ଜୟ ଜଗନ୍ନାଥ,
@MahirBhoi-dp2fz
@MahirBhoi-dp2fz 2 месяца назад
ଆଗିନ୍ୟ ଭଲ କଲ ମାଗଣା ଚାଉଳ ଦଉଚ ଦେଲ କିନ୍ତୁ କୁହନ୍ତୁ ଆମ ଦେଶ କଣ ଉନ୍ନତି ହବ ମୋଦି କଳାକାର ଜେମେତି ନୋଟ ଚେଞ୍ଜ କଲେ କଣ ସେମିତି ଓଡ଼ିଶା ଚେଞ୍ଜ କରିବେ କି ସାତପଡ଼ା ପୁରୀ
@MahirBhoi-dp2fz
@MahirBhoi-dp2fz 2 месяца назад
ନମସ୍କାର
@indranidash6216
@indranidash6216 Год назад
Bhota pain nata.
@user-qw4jr2cr3t
@user-qw4jr2cr3t 2 месяца назад
ମୁଁ ଜଣେ ଗରିବ ମୋରବି ରାସନ୍ କାର୍ଡ achi ମତେ କିଛି ସରକାର ସୁବିଧା ମିଳୁନି
@bishalpurty115
@bishalpurty115 8 месяцев назад
Bhusan sir good
@ranjanmalik044
@ranjanmalik044 Год назад
Chaula kendra dauchi kintu nabin kahuchi mu dauchi
@NakulPrusty
@NakulPrusty 3 месяца назад
Congratulation to all with goodmorning
@PrinceNayak-dz7em
@PrinceNayak-dz7em 2 месяца назад
Jia ta gariba sia pauni dhani mane paile kn lava gariba manankara
@sukhsagaroldagehome7476
@sukhsagaroldagehome7476 Год назад
କଂଗ୍ରେସ ଭାଇ, upa ଅମଳରେ pertrol ବଢୁ ନ ଥିଲା, unemployment ନ ଥିଲା ତୁମର କୁକର୍ମ ପାଇଁ କଂଗ୍ରେସ ମୂକ୍ତ ଭାରତ ହେଲାଣି, ଲଜ୍ୟା. ଏତେ ଷଣ୍ଢ ଥାଇ, କଂଗ୍ରେସ ଛେଳିକୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଭାରତ ଯୋଡ ଯତ୍ରା କରୁଛ, ଲଜ୍ୟା. ଓଡିଶାରେ ତୁମେ କଥା କହିଲେ କେହି ଶୁଣିବେ ନାହିଁ କାରଣ. ତୁମ ବାଣରେ ବାରୂଦ ନାହିଁ
@ajaychhatria1910
@ajaychhatria1910 Год назад
Odisha
@kumudinidandasena6939
@kumudinidandasena6939 Год назад
Jahar card nina se manke v free chaul mili ba katha free chaul ta sabkari aye
@laxmidhardas6096
@laxmidhardas6096 Год назад
ବିଜେଡି ଚୋର ଚୋର ମୁହଁ ଟାଣ
@SushilRana-yf6vb
@SushilRana-yf6vb Месяц назад
Prati ghare chaula 5 Dina pare chek Kariba darakr।
@rajkishoredas-st8tm
@rajkishoredas-st8tm 2 месяца назад
We give tax and poor people will get free rice then they sleep without work.besidrs that rich people also get this facilities.but Govt think that a peon can not get such facilities they are facing lot of poverties.
@KiranKumar-es8kq
@KiranKumar-es8kq Год назад
Good evening friends 🎉
@ambikeshbhoi3260
@ambikeshbhoi3260 5 месяцев назад
Good morning sir ❤
@SumanMahapatra-sx6sy
@SumanMahapatra-sx6sy 2 месяца назад
Odisha re prathame industry area karayau ! bahut student mane be rojgar hoi buluchhanti ! mechanical, electrical, engineer, degree, course sariba pare madhya be rojgar achhnti ! Odisha re industry area diantu ! Please reporter / news channel au media sir mane ehi massage ku dhyan diantu au pm/cm sir agaku e massage niantu au ehi kaam ku prathame dhyan deba pain news channel e massage ku question karajau 🙏🙏🙏 Jay Shree Jagannatha 🙏🙏🙏
@raghunathmishra9241
@raghunathmishra9241 Год назад
ସବୁ ଭାଡୁଆ
@SakuntalaSahoo-sr7dq
@SakuntalaSahoo-sr7dq 2 месяца назад
Sir mo swami jane muliya kama karuchanti. Mo swami pari adhuri aneka loka bi kma karuchanti semanak pain kichi subidha karibeki sarakar
@RamqchandraBehera
@RamqchandraBehera 9 месяцев назад
ନାମ ପରିବର୍ତ୍ତନ କଲା ବେଳକୁ କଂଗ୍ରେସ, ବିଜେଡି ନେତା, ମନ୍ତ୍ରୀ ମାନଙ୍କ ଗାଣ୍ଡୀ ଫାଟିଛି କଣ ପାଇଁ । ବିଜେଡି ସରକାର ଆଉ ୫କେଜି ଚାଉଳ ମାଗଣା ଦେଉ, ସେଥିରେ ନବୀନ,ଶଙ୍ଖ ଫଟୋ ମାରିକି ଦେଉ। ପର ଧନରେ ସଙ୍କୀର୍ତ୍ତନ ।
Далее
How to get Spongebob El Primo FOR FREE!
01:36
Просмотров 14 млн