Тёмный

PURAPRAMANA SAHA AGUA KAHILU 2024RE KAN HEBA"!MALIKA BACHAN// 

BHABA DIBAKAR
Подписаться 250 тыс.
Просмотров 424 тыс.
50% 1

PURAPRAMANA SAHA AGUA KAHILU 2024RE KAN HEBA"!MALIKA BACHAN//‎@dibakardas8
ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଦେଖୁଥିବା ପୂଜ୍ୟ ବାବା ଦିବାକର ଦାସ ଙ୍କ ଦ୍ୱାରା ପ୍ରବଚନ, ଭଜନ ସନ୍ଧ୍ୟା, ଗୀତା ପାଠ,ଶ୍ରୀ ହନୁମାନ ଚାଳିଶା, ସୁନ୍ଦର କାଣ୍ଡ ପାଠ ସହ ଆପଣ ଙ୍କ ଉପାର୍ଜିତ ଅର୍ଥ ମହତ କାର୍ଯ୍ୟରେ ଲାଗିବା ପାଇଁ ଦାନ କରିବା ପାଇଁ ଚାହୁଁଛନ୍ତି ତେବେ ଏବେ ଯୋଗାଯୋଗ କରନ୍ତୁ.. ଏହି ନମ୍ବରରେ...7894827521 ପ୍ରୋଗ୍ରାମ ପାଇଁ ଆମେ ପହଁଚିବୁ ପୁରା ଟିମ୍ ନେଇ ଆପଣଙ୍କ ଅଞ୍ଚଳରେ.. ଜୟ ଜଗନ୍ନାଥ🙏🙏
©BHABADIBAKAR 2023
ANTI-PIRACY WARNING*
This content is Copyright to Bhaba Dibakar. Any
unauthorized reproduction. redistribution or re-upload
is strictly prohibited of this material. Legal action will
be taken against those who violate the copyright of the
following material presented!
#malika
#bhavishyamalika
#2024
#achyutananda
#panchasakha
#jasobanta
#kalijuga
#kalkiavatar
#Baba Dibakar Das
#endofkalyug
#Bhaba Dibakar

Опубликовано:

 

2 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 345   
@susantasenapatisen4524
@susantasenapatisen4524 Год назад
ବାବା ପ୍ରଣାମ ॐ ଜୟ ଜଗନ୍ନାଥ🙏 ଜୟ କେଶବ ଠାକୁର ଜୟ ପଞ୍ଚସଖାଙ୍କ ପାଦ ତଳେ କୋଟି କୋଟି ପ୍ରଣାମ
@BiswamohiniNayak
@BiswamohiniNayak Год назад
😊 Mi
@rajashreemohapatra9512
@rajashreemohapatra9512 Год назад
⁰⁰
@rajashreemohapatra9512
@rajashreemohapatra9512 Год назад
Q
@sanatanmaharanasana8590
@sanatanmaharanasana8590 Год назад
ଆଗକୁ ଯେ ଭୟଙ୍କର ହିଂସା ହେବ ପୋତା ହୁଏ ପୁଣି ମଞ୍ଜି । ଜଳ ଜଳ କରି ସବୁତ ଦିଶୁଚିପୁଣି ଯୁଦ୍ଧ ପାଇଁ ବୋମାଖଞ୍ଜି । ସବୁ ଅଧର୍ମ ବନ୍ଦ ହେବ ଯଦି ଖୋଳି ବାହାର କରିବା ଅଶାନ୍ତି ମଞ୍ଜି । ନଚେତ ନିଶ୍ଚୟ ଘଟିବ କହେ ତ ମାଳିକା ପାଞ୍ଜି ।ଛଣା ଛଣି ଖାଦ୍ୟ ପେଟ ଗ୍ୟାସକଲାଣି ଖାଇବା କରିଣ କାଞ୍ଜି ।
@lpcreation8243
@lpcreation8243 Год назад
ବାବା ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏 ଆପଣ ମାଳିକା ବିଷୟରେ ଜଣାଇ ସତର୍କ ରହିବାକୁ ସୂଚନା ପ୍ରଦାନ ଦେଉଛନ୍ତି ❤ ସେ ଦୂରଦର୍ଶୀ ମହାନ୍ ପୁରୁଷ ପଞ୍ଚସଖା ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏 ଜୟ ପଞ୍ଚସଖା 🙏🙏🙏 ଜୟ ଜଗନ୍ନାଥ 🙏🙏🙏
@sasmitapradhansasmitapradh462
Baba pranam 🙏🙏🙏🙏 Jay jaganath Jay pancha sakha 🙏🌺🙏🌺🙏🌺🙏🌺🙏👍👍👍👍💯💯
@akashbiswal-uc5ho
@akashbiswal-uc5ho Год назад
❤Jay Jagannath ❤Jay shree Ram ❤Baba pranam❤
@shinquanone8714
@shinquanone8714 Год назад
୨୦୨୪ ବୋଲି କେମିତି କହୁଛନ୍ତି। ଅଙ୍କ ଠାର କିଛି ଜାଣି ପାରୁ ନାହାଁନ୍ତି କହିଲେ ଆଉ ୨୦୨୪ ମସିହା ବୋଲି କେମିତି କହୁଛନ୍ତି?
@itssinghbabu4341
@itssinghbabu4341 Год назад
Baba pranam 🙏🙏 Jay Jagannath 🌺🌼🌺🙏🙏🙏
@sudhanwasundarsundaray5595
@sudhanwasundarsundaray5595 3 месяца назад
ଆରେ ପୁଅ ତୁ ଲଙ୍ଗଳ ଧ' ଆଉ ଚାଷ କର | ଏଠି ଭାଡ଼ୁଆମି କଲେ କାହାରବି ଉପକାର ହେଉନାହିଁ | ହଳ-ଲଙ୍ଗଳ ଧରିଲେ ଲୋକଙ୍କ ଦାନାପାଣି ଓ ସମୟର ମୂଲ୍ୟ ବୁଝିପାରିବୁ କାଳେ !
@swetalinamahapatra1280
@swetalinamahapatra1280 Год назад
Om Namah Shivay 🙏 Baba pranam 🙏
@kumarpratappratap3985
@kumarpratappratap3985 Год назад
Baba pranam jay jagannath
@urmilasenapati3106
@urmilasenapati3106 Год назад
ଜୟ ଜଗନ୍ନାଥ ବାବା ଆପଣଙ୍କୁ ନମସ୍କାର ଜଗନ୍ନାଥ ସମସ୍ତ ଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଜୟ କେଶଵ
@debalaxmimohanty8825
@debalaxmimohanty8825 Год назад
ଜୟ ଜଗନ୍ନାଥ 🙏🙏🙏🙏 ଜୟ ମହାପୁରୁଷ 🙏🙏🙏 ଜୟ ମା ସାରଳା 🙏🙏🙏 ବାବା ପ୍ରଣାମ 🙏🙏🙏🙏🙏
@subhashreebhoi7084
@subhashreebhoi7084 Год назад
Jay Jagannath
@TrilochanSahoo-b5b
@TrilochanSahoo-b5b Год назад
Jay Jagannath Swami 🙏
@madhabanandaswain4695
@madhabanandaswain4695 3 месяца назад
ବାବା ନବୀନ ବାବୁ ହାରିବା ଟା ମାଲିକରେ ଲେଖା ଅଛି କି ?
@SubashBose-v3z
@SubashBose-v3z Год назад
ବାବା କୋଉ 24, ପ୍ରତି 100 ବର୍ଷରେ 24 ଆସେ
@geetanjalibehera435
@geetanjalibehera435 Год назад
Jay jagannath ❤❤❤
@pranatisenapati-mz9og
@pranatisenapati-mz9og Год назад
Jay jagannath 🙏❤️ Baba apnanku pranam 🙏❤️ Jay pancha sakha 🙏🙏🙏🙏
@anjananjan3774
@anjananjan3774 9 месяцев назад
ବାବା ମିଛ କହୁଛନ୍ତି ବାବାଙ୍କର ପ୍ରମାଣ ଅନୁଯାଇ ତତ୍ତ୍ୟୁବର୍ଦ୍ଧିନୀ ଗ୍ରନ୍ଥ ଅଛି ଏହାର ପ୍ରଣାମ ଏଠାରେ ନାହିଁ
@prabasinahak
@prabasinahak Год назад
Mahaa prabhu nkoo koti koti pranam pacha sakhaa nkoo koti koti pranam
@matlabiduniyamasti
@matlabiduniyamasti Год назад
ଏ ଯୁଗ କେବେ ଶେଷ ହବ କୁହନ୍ତୁ 🙏❤️ I'm waiting to Death
@sarojini863
@sarojini863 9 месяцев назад
Me too.. 🙃🙃🙃
@krishnakanheiya4045
@krishnakanheiya4045 Год назад
Aangya guruji🙏 more gote katha pachari baar achi kana mu aapnaku gote katha pachari paribe ki baba dibakar maharaj
@krishnakanheiya4045
@krishnakanheiya4045 Год назад
Aangya more🙏 katha hela sadhu shanta ba mahapurush kimba bagawan kana pakhyapat bichara karanti ki jemiti ki amir loka heu ba garibi loka gote raja heu ba gote dina majuria ba she bapa heu ki maa pua heu ki jhia sasu heu ki sasur ba swami heu ki stirre kana emane nija nijar kala karma ra danda mele ki bhagwan nka darbar re
@anupamamohapatra8342
@anupamamohapatra8342 Год назад
ସବୁ ସତ କଥା ,ବାବା ପ୍ରଣାମ ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ମା ବୁଦ୍ଧି ବାମନ ଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏🙏
@SagarKumar-xl2dw
@SagarKumar-xl2dw 11 месяцев назад
Baba Namaskar 🙏 Jay Jagannath 🙏🙏🙏 Jay shree Ram 🙏🙏🙏 Jay shree Hanuman 🙏🙏🙏 Jay Bajrang Bali ji 🙏🙏🙏 Jay shree Krishna 🙏🙏🙏
@jitendrasahoo9779
@jitendrasahoo9779 Год назад
ଓଁ ଗୁରୁ ଦେବ୍ ନମ୍ଃ ପ୍ରଭୁ 🙏🚩 ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଅଚ୍ୟୁତ ପ୍ରଭୁ 🙏🚩
@rsrameshsahoo5341
@rsrameshsahoo5341 11 месяцев назад
ଜୟ ଶ୍ରୀ ଜଗନ୍ନାଥ ମହା ପ୍ରଭୁ 🙏🙏🙏
@sudeshnadash362
@sudeshnadash362 Год назад
ଦିବାକର ବାବା ପ୍ରଣାମ 🙏🙏 ମୁଁ ବରଗଡ଼ ଡିସ୍ଟିକ୍ ଭେଡେନ ବ୍ଲକ ଉଦେପୁର ଗ୍ରାମ ରୁ ସୁଦେଷ୍ଣା ଦାଶ ଦେଖୁଛି ଜୟେ ଜଗନ୍ନାଥ 🙏🙏🌺🌺 ଜୟେ ପଞ୍ଚସଖା 🙏🙏🌺🌺 ଜୟେ ଅଚ୍ୟୁତ 🙏🙏🌺🌺 ଜୟେ କଲ୍କୀ ରାମ 🙏🙏🌺🌺
@omsatyatmasanatanah108
@omsatyatmasanatanah108 Год назад
📿 Jay Jagannath 🚩
@subhalaxmibiswal3550
@subhalaxmibiswal3550 10 месяцев назад
Jay jagannath swami 🙏🙏🙏🙏
@JayaprasadSahoo
@JayaprasadSahoo 5 месяцев назад
😊😊😊😊😊
@chaitanyachaitanya8103
@chaitanyachaitanya8103 3 месяца назад
ଏକଦମ୍ ଠିକ୍ କଥା କହିଛନ୍ତି ଜୟଶ୍ରୀ ରାମ ପ୍ରଭୁ
@sameerhansdah1081
@sameerhansdah1081 Год назад
Jay Panchasokha Mohaprabhu
@rasnahansa6152
@rasnahansa6152 Год назад
🙏🙏🙏🙏🙏🙏 Jay Jagannath
@NiranjanMohanty-sx7uj
@NiranjanMohanty-sx7uj Год назад
Jay Jagannath Jay Panchasakha Jay Sri Achyutananda Jay Gurudev Apanku Koti Koti Namaskar Baba
@bighneswarmohanty3555
@bighneswarmohanty3555 Год назад
ଜୟ ଜଗନ୍ନାଥ 🙏🙏🙏
@SudanNayak-n9v
@SudanNayak-n9v 10 месяцев назад
ଜୟ ଜଗନ୍ନାଥ ଜୟ ପଞ୍ଚସଖା
@mamataroul3119
@mamataroul3119 Год назад
Jay jagannath
@KaliaBal-r2g
@KaliaBal-r2g Год назад
ପ୍ରଣାମ ବାଵା ଆପଣ ଜାହା କହିଛନ୍ତି ଠିକ୍
@ArunKumar-vu2ke
@ArunKumar-vu2ke 3 месяца назад
ହରିଓମ୍🙏🙏🙏 ଆପଣ କହିଥିଲେ ମାଳିକାରେ ପ୍ରମାଣ ଅଛି୨୦୨୪ରେ ଓଡ଼ିଶା ସିଂଘାସନରେ ଜଣେ ମହିଳା ମୁଖ୍ୟମନ୍ତ୍ର ବସିବେ
@suratpodh9269
@suratpodh9269 3 месяца назад
ଦିବାକର, ବାବା, ତୁମେ କହିଥିେଲ, କି ୨୦୨୪ରେଓଡିଶାର, ମୁଖ୍ଯ ମନ୍ତିଗୁଟେ, ନାରିହେବାବୋଲିକହିଥଲ, କେନତାହେଲା
@bipinbiharibarik4066
@bipinbiharibarik4066 9 месяцев назад
Bala haba nijaku kebe bhagwan bhabena . Sarthi vali kam dina re jubu.
@raghunathmasanta7367
@raghunathmasanta7367 9 месяцев назад
ଆପଣ ଯାଉଥିରେ ପଢୁଛନ୍ତି ସେଇଟା 600 ବର୍ଷର ତାଳ ପୋଥି ନା ହାତ ଲେଖା କାଗଜ ପୋଥି।ଯଦି କାଗଜ ପୋଥି ହେଇଥାଏ ତାହାହେଲେ ସବୁ ମିଛ
@goutamjani5441
@goutamjani5441 4 месяца назад
Sir ମଣିଷ ଜୀବନରେ ଏମିତି 2 ଟି ଖୁସି କଣ ହୁଇ ଥାଏ କୁହନ୍ତୁ sir
@swapnaacharya9657
@swapnaacharya9657 Год назад
ବାବା ପ୍ରଣାମ 🙏
@killerkingsonu9289
@killerkingsonu9289 11 месяцев назад
Jay shri jagannath swami🙏🙏🙏
@suramasahoo7070
@suramasahoo7070 Год назад
ଜୟ ଜଗନ୍ନାଥ
@sandhyaranipatra9221
@sandhyaranipatra9221 Год назад
ବାବା ଆପଣଙ୍କୁ କୋଟି ପ୍ରଣାମ 🙏 ଜୟ ଜଗନ୍ନାଥ 🙏 ଜୟ ପଞ୍ଚସଖା 🙏 ଜୟ ମାଳିକା 🙏
@mrniranjan1267
@mrniranjan1267 3 месяца назад
ତୁଇ କିଛି ଜାଣି ନାହିଁ ସବୁ youtube ରୁ ପଇସା ପାଇବାରଲାଗି ଭିଡ଼ିଓ କରୁଛୁ
@raghunathmasanta7367
@raghunathmasanta7367 9 месяцев назад
କୋଉ ପୁରାଣ ଟିକେ ଦିଖଓ
@allhadinipatel1655
@allhadinipatel1655 Год назад
Agaku kete kan ghatijiba bhabile bhaya lagojauchhi kukur bilua hati bagha pari manisa ku b bhaya laguchhi🙏 he prabhu esabu banda kara jagata ku uddhar kara🙏
@sandhyaranidas6410
@sandhyaranidas6410 Год назад
Baba pranam jay mohabir bajarangabali dayakar dinjane dukha nashan padare sharan🙏🙏🙏🙏🙏 diyhe
@anjananath4892
@anjananath4892 Год назад
Baba pranam🙏
@lulubhoi1912
@lulubhoi1912 Год назад
Jay jaganath jay panchasakha
@apbmemes2639
@apbmemes2639 10 месяцев назад
24 ବୋଲି 2024 ବୋଲି କୋଉଠି ଲେଖିଛନ୍ତି ସେ ଖାଲି 24 କହିଛନ୍ତି ସେଇଟା 2024 ନା 2124 କି 2224 କିଏ ଜାଣିଲା। ମିଛ ରେ କହୁଚ view ପାଈଁ
@manoranjansenapati-jh5wo
@manoranjansenapati-jh5wo 4 месяца назад
Jai jagannath Jai panchasakha jai Satya sanatana dharma 🚩🚩🚩🌴🌴🌴🌿🌿🌿
@laharibehera3562
@laharibehera3562 Год назад
🙏 astaraga
@shrinibassutar7763
@shrinibassutar7763 Год назад
୨୩ ଯାଇ ୨୪ ପୁଣ । , ଭକତ ହୋଇବେ ପ୍ରମାଣ । ଏଠି ୨୦୨୩ - ୨୦୨୪ ତ ଲେଖାଯାଇନାହିଁ । ଯଦି ହେଲା ଏହା ପୂର୍ବରୁ ତ ଅନେକ ୨୩ -୨୪ ଯାଇଛି, ଯେମିତି କି ୧୯୨୩-୨୪ , ୧୮୨୩-୨୪ , ୧୭୨୩-୨୪ .......୨୩-୨୪ ସେ କାହିଁକି ନ ହେବ ? ବ୍ୟାଖ୍ୟା ସଂପୂର୍ଣ୍ଣ ଆପଣଙ୍କ ମନଗଢା ।
@babulasahu305
@babulasahu305 9 месяцев назад
U r right
@PmP0102
@PmP0102 3 месяца назад
ଗାଲୁଆ ମିଛୁଆ ବାବା ସବୁ ଗଣନା ଭୁଲ
@abhayakhuntia5720
@abhayakhuntia5720 Год назад
ଜୟ ଶ୍ରୀ ରାମ 🙏
@RoosterAkash6
@RoosterAkash6 Год назад
ଜୟ ଜଗନ୍ନାଥ 🙏🙏🙏
@manassahoo7829
@manassahoo7829 Год назад
Jay Jagannath 🙏🙏🙏🙏🙏
@babumohanty4732
@babumohanty4732 Год назад
ଜୟ ଜଗନ୍ନାଥ ଜୟ ପଞ୍ଚ ଶଖା ଜୟ ମାଆ ମଙ୍ଗଳା 🙏🙏🙏
@adityamohanty183
@adityamohanty183 8 месяцев назад
Bhai tame kakatpur ra ki
@AswiniDas-l7k
@AswiniDas-l7k Год назад
Mu Hazipur chhaka pakhare dekha karithili apana indico re jauthile car rakhile mo Saha katha heithile❤
@RahulDas-rz9dg
@RahulDas-rz9dg Год назад
Jay Shree Radhey Krishna Jay Shree Jagannath Mahaprabhu 🙏🙏🙏🙏🙏
@bikashswain5716
@bikashswain5716 Год назад
Pranaam baba😊😊
@bipinbiharidasbapi1567
@bipinbiharidasbapi1567 Год назад
ବାବା ଫୋନ ନମ୍ବର ଦିଅ ନହେଲେ ଫୋନ କରିବି 😅😅😅
@Mr_Narotam_3
@Mr_Narotam_3 Год назад
ଜୟ ଜଗନ୍ନାଥ ❤ ବାବା ପ୍ରଣାମ ❤
@sukurasingh2457
@sukurasingh2457 Год назад
Jay jayjagrnat
@PulinSuna6408
@PulinSuna6408 Год назад
ବାବା ପ୍ରଣାମ ଜୟ ଶ୍ରୀ ହରି ନାରାୟଣ ସତ୍ୟ ନାରାୟଣ ମୁଁ ଦେଓଗଡ଼ ଜିଲ୍ଲାରୁ ଦେଖୁଛି ବାବା
@aswinikumarnayak2587
@aswinikumarnayak2587 Год назад
ବାବା ଓଡ଼ିଶା ରାଜନୀତି ବିଷୟରେ ଟିକେ କହିବେ କି
@chuniyapradhan5235
@chuniyapradhan5235 Год назад
Jay Jagannath🙏🙏🙏🙏🙏🙏
@Radheyylifestyle7
@Radheyylifestyle7 Год назад
Jay panchasakha ❤🙌
@suchismitamohanty7171
@suchismitamohanty7171 9 месяцев назад
2024 ରେ କିଛି ହେବନି
@kanhupanda2496
@kanhupanda2496 10 месяцев назад
କିଛି ହବନି,
@archanadas4186
@archanadas4186 Год назад
Jay Jagannath mahapravu 🙏🙏🙏 Baba apananku koti koti pranam 🙏🙏🙏
@ShobhanaPadhan
@ShobhanaPadhan 7 месяцев назад
😊😊😊
@ShobhanaPadhan
@ShobhanaPadhan 7 месяцев назад
😊😊
@kanhabeheruk355
@kanhabeheruk355 Год назад
🙏 Jai jagannath ♥️...Bhaba Pranaam 🙏 thank you
@Saraswatatv
@Saraswatatv Год назад
ସୁନ୍ଦର ଜୟ ଜଗନ୍ନାଥ 🙏
@pradiptakumarmallick4529
@pradiptakumarmallick4529 Год назад
ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହଉ ବାବା
@dineshpatra5193
@dineshpatra5193 Год назад
Jay Jagannath Jay Panjaskha Jay Mahapush Achhutanda Baba Jay Jagannath Jay Jagannath Jay Jagannath Dibakara baba Pranam Pranam Pranam Jay Jagannath
@AnandaSamal-j5e
@AnandaSamal-j5e 2 месяца назад
ଭଗବାନ ନାଁରେ କାହିଁକି ମିଛ କହୁଚ
@sanjaysankara5825
@sanjaysankara5825 Год назад
Jay jagnnathe Jay pancasakha 💙💙💙💙💙💙💙💙💙💙💙💙💙💙💙💙💙💙💙💙💙💙💙
@kalicharanmahapatra885
@kalicharanmahapatra885 Год назад
ବାବା ୩ ବର୍ଷ କରୁଣା ହେଲା ଆପଣ ଯଦି କିଛି ଓଷଧ କହିଥିଲେ ଭଲ ହେଇଥାନ୍ତା ଏତେ ଲୋକ ମାରି ନା ଥାନ୍ତେ କାରଣ ଯେତେ ଲୋକ ମେଡିକାଲ ଗଲେ କେହି ଫେରିନି,କାରଣ ଖୋଜି ବାକୁ ୩ ବର୍ଷ ଲାଗିଗଲା ,ଆପଣ ଯଦି କିଛି ଜଣାଇଥାନ୍ତି ତାହେଲେ ବହୁତ ଲୋକ ବଞ୍ଚି ଯାଇ ଥାନ୍ତେ
@shrinibassutar7763
@shrinibassutar7763 Год назад
ଲେଖା ଅନୁଯାୟୀ ବ୍ୟାଖ୍ୟା ସଂପୂର୍ଣ୍ଣ ମନଗଢା ଗାଲୁଆମି । ୧ - ୨୩ ଯାଇ ୨୪ ପୁଣ । , ଭକତ ହୋଇବେ ପ୍ରମାଣ । ଏଠି ୨୦୨୩ - ୨୦୨୪ ତ ଲେଖାଯାଇନାହିଁ ! ଏ ଲୋକକୁ କେମିତି ଦେଖାଗଲା 😂 ୨୦୨୩ -୨୦୨୪ କହିପକେଇଲେ ? ଯଦି ହେଲା ଏହା ପୂର୍ବରୁ ତ ଅନେକ ୨୩ -୨୪ ଯାଇଛି, ଯେମିତି କି ୧୯୨୩-୨୪ , ୧୮୨୩-୨୪ , ୧୭୨୩-୨୪ .......୨୩-୨୪ ସେ କାହିଁକି ନହେବ ? ନଂମ୍ବର ୨ - ଆକାଶୁ ଇନ୍ଦ୍ର ରକ୍ତ ବର୍ଷା କରିବ ସ୍ପଷ୍ଟ ଲେଖାଯାଇଛି କିନ୍ତୁ ଏ ଲୋକ ନିଜ ସୁବିଧା ଅନୁସାରେ ଅର୍ଥ କରୁଛନ୍ତି ଯେ ହିଂସା ରକ୍ତପାତ ହେବ । ହିଂସା ରକ୍ତପାତ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ହୁଏ । ଏଥିରୁ ସ୍ପଷ୍ଟ ଯେ ମହାପୁରୁଷ ଙ୍କ ନା ନେଇ ନିଜ ମନଗଢା ଭାଣ୍ଡାମି ର ପ୍ରଚାର ପ୍ରସାର କରି ଲୋକଲୋଚନ କୁ ଆସିବା କୁ ଚାହୁଁଛନ୍ତି ।
@simaraninayak1991
@simaraninayak1991 10 месяцев назад
Jay jagannatha swami nayan patha gami vaba tume 🌹🙏🙏🙏🌹 jay dibakara baba 🙏jay panchasakha mohapurusha 🙏🙏 mu bhadrak districtru dekhuchi 🙏🙏🙏.....🥰
@lokanathseth2606
@lokanathseth2606 Год назад
PURI.KONARK
@AratiSahoo-f5j
@AratiSahoo-f5j Год назад
ମୁଁ,ଢେଙ୍କାନାଳ,ଜିଲ୍ଲାରେ,ରହୁଛି, ମାଳିକା,କହିଥିବା,କଥା, ସତ
@unionics
@unionics 11 месяцев назад
Ki Juga asiganal Bhagwan ଜୟ ଜଗନ୍ନାଥ 🙏🙏🙏🙏 ଜୟ ମହାପୁରୁଷ 🙏🙏🙏 ଜୟ ମା ସାରଳା 🙏🙏🙏 ବାବା ପ୍ରଣାମ 🙏🙏🙏🙏🙏
@SanjayDas-mq3dh
@SanjayDas-mq3dh Год назад
Jay jaganntha 🙇‍♂️🙇‍♂️🙇‍♂️🌺🌺🌺
@RadhaGobinda777
@RadhaGobinda777 9 месяцев назад
Prabhu Shree Jagannath nkara kruparu tanka upare mu kichhi sundar krishna katha videos baneichi. Apana mora ehi channel icon ku click kari se sabu videos dekhi paribe. Jay Jagannath 🙏😇
@namitanayak5707
@namitanayak5707 Год назад
Baba pranam.
@sangramgachhayat4931
@sangramgachhayat4931 Год назад
Baba apnku pranam🙏🙏
@saritaserhy9933
@saritaserhy9933 Год назад
Baba apananku mora koti koti pranam Jay Jagannath Jay panchasakha Jay achyuta
@MITASETHI-z7o
@MITASETHI-z7o Год назад
Jay panch sakha 🙏🌹❤️🌹🙏jay jagannath baba apana nku koti koti pranam 🙏🛕⭕❗⭕🛕🙏🙏🙏🙏 translate to odia
@sitaranimajhi4429
@sitaranimajhi4429 Год назад
Jay Jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@chandandash1452
@chandandash1452 9 месяцев назад
Jay shree ram❤
@Dharitri_priyanka_vlogs
@Dharitri_priyanka_vlogs Год назад
Jay Jagannath maha prabhu🙏🙏
@ChandanKumar-km3vh
@ChandanKumar-km3vh Год назад
ବହି ପଢି ଲେ ଜଡା କହିବ କଥା ପେଥି ଜାଗାରେ ହାତ ମାରିବା ଟା ସହଜ ନୁହେଁ ପୋଥି ଜାଗାରେ ପୋଥି ଅଛି
@asutoshbiswal7173
@asutoshbiswal7173 Год назад
Jay Jagannath Swami ji 👏👏👏👏
@babubaby3378
@babubaby3378 Год назад
Omm namaha Baba 🙏🙏🙏🙏
@sanjuktasahu-nm4gt
@sanjuktasahu-nm4gt Год назад
Baba pranam❤
@nitaranikar8244
@nitaranikar8244 Год назад
Jay Jagannath 🙏🏻 Jay pancha sakha 🙏🏻🙏🏻🌹🙏🏻🙏🏻❤
@manojkubarik1706
@manojkubarik1706 3 месяца назад
Jay jagannath
@RAJUMEHERYT
@RAJUMEHERYT Год назад
Jay Jagannath Puri ❤❤❤❤❤
@Radheyylifestyle7
@Radheyylifestyle7 Год назад
ବାବା ପ୍ରଣାମ ❤🙏🏻
@basantapanda2486
@basantapanda2486 Год назад
Jay shree Ram 🙏🏻❤️
Далее
ЭТО НАСТОЯЩАЯ МАГИЯ😬😬😬
00:19
Просмотров 494 тыс.
🎙Пою РЕТРО Песни💃
3:05:57
Просмотров 1,3 млн
Malika Bachana By Baba Dibakar Das | @SatyaBhanja
11:20
ЭТО НАСТОЯЩАЯ МАГИЯ😬😬😬
00:19
Просмотров 494 тыс.