Тёмный

Puri family stages protest after District admin demolishes their house 

OTV
Подписаться 11 млн
Просмотров 1,2 млн
50% 1

Puri family stages protest after District admin demolishes their house
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RU-vid: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,2 тыс.   
@pratapnayak2036
@pratapnayak2036 Год назад
ଭାଇ ତୁମର ଭୁଲ ହେଉଛି ଯେ ତୁମେ ଗରିବ ଆଉ ନିରୀହ ଆଉ ତୁମେ ଚାହିଁଲେ ବି କିଛି କରିପାରିବନି
@straightforward6822
@straightforward6822 Год назад
ତହସିଲ ଦାର ସେ ମାଘିଆ ବହୁତ ଅଭାବ ସଂସାର . ତାର ଦରକାର ହଉଛି ଆହୁରି ଧନ
@astikjayasingh2750
@astikjayasingh2750 Год назад
Right
@sameersameer-mo1hg
@sameersameer-mo1hg Год назад
ଗରିବ ଲୋକ ମାନଙ୍କ ପ୍ରତି ଏମିତି ଅନ୍ୟାୟ କରନ୍ତୁ ନାହିଁ
@sadasibapradhanpradhan1457
@sadasibapradhanpradhan1457 Год назад
ଏମାନେ ବହୁତ ଭଲ ଲୋକ ଏ ମାନୁକୁ ବରବଦ୍ କରିଦେଲା ସରକାର 😭😭😭😭
@handsomesatyabhai7569
@handsomesatyabhai7569 Год назад
Government Dai Haba Amananka Pai
@ranjitkumarsoreng
@ranjitkumarsoreng Год назад
Govt's stomach also is full. All the money will come out during the next election
@bablubanarabablubanara5783
@bablubanarabablubanara5783 Год назад
Bjd hay hay
@belalasensahoo1598
@belalasensahoo1598 Год назад
ଯେମିତି କର୍ମ ସେମିତି ଭରଣ ସରକାର ପରେ ଜାଣିବେ ଗରିବ ଲୋକଙ୍କ ଆଖିର ଲୁହ ବୋହିଲେ କେହି ସହିପାରିବେ ନାହିଁ ଆଉ ଭଗବାନ କଣ ସହିବେ ।।।।
@Singh77359
@Singh77359 2 месяца назад
କାହିଁକି ସରକାରିଜାଗାରେ ଘରକଲକି ?
@Rakeshsahu678
@Rakeshsahu678 2 месяца назад
​@@Singh77359bhai sarkar ra daitwa heu chhi jaha pakhre jami nahi ta ku jami deba na ghara bhangiba jadi sarkar ete imandar ta prathame rahibaku ghara diha khande jogai deu au ghara baneibaku Paisa deu tapare bhangiba dhani mananka pai kichhi niyam nahi kebala gariba au madhyam bargara loka mananka pai hi e sabu niyama lagu heba nai ki
@somanathkhara8368
@somanathkhara8368 Год назад
ସାର,ପ୍ରକୃତରେ ଦୁର୍ବଳ ଉପରେ ହିଁ ଅତ୍ୟାଚାର ସୁନିଶ୍ଚିତ।
@nature8207
@nature8207 Год назад
ଦୁର୍ବଳ ଉପରେ ସବଳର ଅତ୍ୟାଚାର।justice for him
@SanjayKumar-ll9cv
@SanjayKumar-ll9cv Год назад
Right
@smile_please4016
@smile_please4016 Год назад
Right
@parameswartandi5744
@parameswartandi5744 Год назад
Question
@The_glxsyy.__x
@The_glxsyy.__x Год назад
right bro 🥺
@nilakantha123
@nilakantha123 2 месяца назад
ଠିକ୍ କହିଚାଜେ ତମର ଗାଁ ରେ ଜାଗା ଥିବା ତମେ ସରକାର୍ ଜାଗାରେ ରହିବ କହିବ ଆମେ ଭୂମି ହିନ ଆମକୁ ପଟଦେ ଏଇଟା କେତେଦୂର ଠିକ୍
@sundivlog263
@sundivlog263 Год назад
ମୁଁ ମିଡ଼ିଆ ଭାଇ ମାନଙ୍କୁ ଅନୁରୋଧ କରୁଛି ଏଇ ପୋଲିସ ମାନଙ୍କୁ ଟିକେ ଜେରା କରନ୍ତୁ
@loveall6809
@loveall6809 Год назад
କେଉଁ ଅଧିକାର ରେ ତହସିଲଦାର ବାବୁ ତରବରିଆ ହେଇ ଘର ଭାଙ୍ଗିଲେ?? ଯଦି ଜମି ପଟା ଅଛି.. ରେସିଡେଣ୍ଟ ଅଛି ତ ଘର ଭାଙ୍ଗିବାର ଅଧିକାର କିଏ ଦେଲା ସେମାନଙ୍କୁ?? ସରକାର ଧ୍ୟାନ ଦିଅନ୍ତୁ...ସେ ଲୋକକୁ ଉପଯୁକ୍ତ ନ୍ୟାୟ ଦିଆଯାଉ 🙏 ଧନ୍ୟବାଦ
@ParbeenBibi
@ParbeenBibi Месяц назад
Bhai e pa bjp sarkar
@imagedarling5997
@imagedarling5997 Год назад
ଅର୍ଚ୍ଚନା ର 🏠 ଭାଙ୍ଗ ଗରିବ ଲୋକମାନଙ୍କର ନୁହେଁ ମୋତେ ଲାଗୁଚି ପୋଲିସ୍ ବାବୁ ମାନେ ବି ସାମ୍ୱଳି ଅଛନ୍ତି ଅର୍ଚ୍ଚନା ପାଖକୁ ସମସ୍ତେ ଜାଉ ଥିଲେ ବାବୁ ମାନେ ସେଥି ପାଇଁ ଘର ଭାଙ୍ଗୁ ନାହାନ୍ତି
@MAADESHAULIMUSIC
@MAADESHAULIMUSIC 2 месяца назад
ନବିନ ସରକାର ଥିଲା ବେଳେ ପୋଲିସ ଖେଳ । ଶିକି ଛନ୍ତି ।ଆଉ ଇନା କହିଲେ କଣ ହେବ । ସବୁ ନବିନ ସରକାର ଆଗରୁ ଭୂଲ ଥିଲା ।ନବିନ ସେମିତି ପୋଲିସ କୁ ଶିକ୍ଷା ଦେଇଛି ।
@prasantaparida4266
@prasantaparida4266 Год назад
ଗରିବଉପରରେ ସରକାରଷଣ୍ଢ
@basantakumar9465
@basantakumar9465 Год назад
ଆମେ ଯାହା ସୁଣିଚୁ ଏ ସରକାର ଠାରୁ ବରଙ୍ଗ ଇଂରେଜ ଶାସନ ଭଲ ଥିଲା। ସେମାନେ ଏମିତି ଅନ୍ୟାୟ କରୁ ନ ଥିଲେ।
@laxmidharhasda6209
@laxmidharhasda6209 Год назад
ଶଳା ପୋଲିସ୍ କୁ ପିଟ ବେ ଶଳା ପୋଲିସ୍ ଦେଖେଇ ହେଉଛି।
@samsundar3857
@samsundar3857 Год назад
@𝐒𝐋 2000 colletor kan kariba sala am sarakar harami
@arabindamohanty835
@arabindamohanty835 Год назад
Ary Bhai. Police. Ku key. Order. Dayeche. Cea. Key BJD. Ra. Nabenbabu. Police ku. Uparu. Order. Achhe Cey. Konkareba. Athe Mukshy. Loka. Ku. Pacharajau 🤓Nabenbabu. Ra. Order 🤓
@prakashjena6515
@prakashjena6515 Год назад
Police sarakar nkara chakara
@hemanthdhir6835
@hemanthdhir6835 2 месяца назад
Police station ku bhangi dio jemiti tumo gharo bhangu chanti
@anantacharanhembram8103
@anantacharanhembram8103 2 месяца назад
Tome singhra polei asa pitiba.
@snayak7837
@snayak7837 Год назад
ଅତି ଅନ୍ୟାୟ ହେଉଛି ,
@bapinisahoo5009
@bapinisahoo5009 Год назад
ନବୀନ ସରକାର ଜିନ୍ଦାବାଦ, ଆହୁରି ଗାଣ୍ଡୀ ରେ ଶଙ୍ଖ ଫୁଙ୍କ 🔥🔥🔥🔥👍
@tapasbarik9571
@tapasbarik9571 Год назад
@Jajati Bhuyan aei video dekhi jani paruno kie dosi!!!!!!shame😠
@ComedyHouse1998
@ComedyHouse1998 Год назад
Govt jaga kichhi tume mane janichaki nanhi govt kaha pain achhi e loka mananka pain ok jadi e loka mane khande ghara karidauchhanti kn heigala e govt ku bi e mane bachhuchanti kichhi janicha ki nanhi ma
@chinmayasahoo5169
@chinmayasahoo5169 Год назад
Thik kahichha
@mohammedfiroj9333
@mohammedfiroj9333 2 месяца назад
Take serious action against all related government servants. ..immediately other wise no bjp next round. ...paka
@ManojDas-ev9eq
@ManojDas-ev9eq 2 месяца назад
Nabin sarkar ta dei thila bjp sir kebebi gariba lokara kichhi bhala karini sabu bele dhanilokara kama karichi​@@mohammedfiroj9333
@anilswain9960
@anilswain9960 Год назад
ଆରେ ଓଟିଭି ଭାଇ/ଭଉଣୀ,,, ଟିକେ ସେ ତହସିଲଦାର ଆଉ ସବ୍ କଲେକ୍ଟର ପାଖକୁ ଯାଇକି ସିଧସଳଖ ପଚାର କଣ ପାଇଁ ଏମିତି ଆକ୍ସନ ନେଲ। ଖାଲି ଭିଡ଼ିଓ ଦେଖେଇଲେ କଣ ହେବ। ସେ ଅର୍ଚ୍ଚନା ଖବର ବି ବହୁତ ଦେଖାଉଛନ୍ତି,ହେଲେ କେତେବେଳେ ସେ ମନ୍ତ୍ରୀ, ରାଜନେତା ଙ୍କୁ ସିଧସଳଖ ପଚରୁନାହାନ୍ତି କଣ ପାଇଁ। ଏ ଭାଇ ଙ୍କ କେସ କଣ ମୁଁ ତ ଜାଣିନି। ଭିଡିଓ ରୁ ଯାହା ଜଣା ପଡ଼ୁଛି ସେ ନ୍ୟାୟ ମାଗୁଛନ୍ତି। ଦୁନିଆ ରେ ମଣିଷ ପଣିଆ ମାରିଗଲଣି ବୋଧେ। ଗୋଟେ ଲୋକ ର ଘର ଅନ୍ୟାୟ ରେ ଭାଗିଲ,ହେଲେ ପାଖ ସାହି ପଡିଶା କେହି ମଧ୍ୟ ରୋକି ପାରିଲେନି। ଧନ୍ୟ,,,ସେହି ଗ୍ରାମବାସୀ।
@creater921
@creater921 Год назад
ଓଡ଼ିଶା ରେ ଅନ୍ଧା କାନୁନ୍ ତାଲିବାନି ନିୟମ
@chandandas6735
@chandandas6735 Год назад
Thik
@KOBITA5559
@KOBITA5559 Год назад
ଗରିବ ମାନଙ୍କ ଉପରେ ଦୟା ନାହିଁ ହେ ପ୍ରଭୁ କେବଳ ଧନୀ ମାନଙ୍କ କଥା ମାନୁଚନ୍ତି, bekar police
@biswanathmallick6960
@biswanathmallick6960 Год назад
ଏଥିରୁ ଟିକେ ବୁଝିଯାଅ ଏ ଦୃଶ୍ୟ ଦେଖି ଓଡିଶା ବାସୀ କେମିତି ଚାଲିଛି ଓଡିଶା ରେ ବିଜେଡି ଶାସନ ବଡ଼ ଦୁଃଖ ଦ ଖବର
@bibhuranjanmohapatra484
@bibhuranjanmohapatra484 Год назад
No vote to bjd
@AshokBhue
@AshokBhue Год назад
Bjd ku vote dia re Bhai sabu bhala hei jiba, aama odisha pala, jani6 ki kana kahili
@Rajesh14375
@Rajesh14375 2 месяца назад
ବିଜେପି ଶାସନ ଚାଲିଛି ବିଜେଡି ନୁହଁ ବିଜେଡି ଦେଇଛି ଜାଗା ବିଜେପି banguchi🥶🥶ସେମାନେ କଣ କହୁଛନ୍ତି ନବୀନ ସରକାର ଓଡିଶା ରେ ଏବେ ନାହିଁ
@FreeEarningProvide
@FreeEarningProvide 2 месяца назад
A sabu pain bjp sarkar dai bjp hataa
@binayakdas9027
@binayakdas9027 2 месяца назад
Bjd nuhe bjp
@kunaldas4471
@kunaldas4471 Год назад
ଆରେ ଆମ ପୁରୀ ପୋଲିସ୍ ହେଲେ କୁକୁର ରୁଟି ଜୁଆଡେ ସେମାନେ ସିଆଡେ,,ତହସିଲି ଦାର ହେଲେ ଦଲାଲ ପଇସା ଭୁକା ,,
@bikashpractical5446
@bikashpractical5446 Год назад
True word
@khamaranuagaonsankirtanman8741
Bhai sata katha kahila
@rabindramarndi9218
@rabindramarndi9218 Год назад
ବୋକାଚୋଦା ପୋଲିସ ଗରିବ ଲୋକ ଉପରେତ ଜଲଦି ଆକ୍ସନ ନେବ ତୁମେ ଯଦି ଏମାନଦାର ପୋଲିସ ତାହେଲେ ଅର୍ଚନାଙ୍କ ଘରକୁ ଭାଙ୍ଗ ଏମିତି ଗରିବ ଲୋକଙ୍କ ନୁହେଁ
@stupidkabi4413
@stupidkabi4413 Год назад
Right bro
@bipingomango3698
@bipingomango3698 Год назад
archana ro via pochore daibe sina ghoro bangiparibeni.
@itsmebiswajit91roul37
@itsmebiswajit91roul37 Год назад
Right ✅️
@divyajotiudya6141
@divyajotiudya6141 Год назад
ନାହିଁ ଭାଇ ସେ ଦୁଃସାହସ କରିବେନି ସରକାର ବାବୁ
@Sabitri768
@Sabitri768 Год назад
Right vai dekha ae police jaithiba bodhe Sethi Pai ta ghara vangi pare nahanti
@dibyasinghparida4360
@dibyasinghparida4360 Год назад
ଏତେ ଅନ୍ୟାୟ କଣ ପାଇଁ ଏମାନଙ୍କ ଉପରେ କଣ ଗରିବ ବୋଲି,
@manojmohapatra3320
@manojmohapatra3320 Год назад
Justice for him 🙏
@satyabratasahoo4234
@satyabratasahoo4234 2 месяца назад
ପେଲିସି ଅନ୍ୟାଆକରନି ଗରୀବକୁ ନ୍ୟୟଦିଅ
@Rakeshsahu678
@Rakeshsahu678 2 месяца назад
Are Bhai eithi police kana Kariba ta ku jeu bhali nirdesh sarkar tarafru milichhi se sarkar ra nirdesh manibaku badhya jadi eita police Karu thanta ta bjd sarkar samaya re bi Kari pari thanta kintu kala nahi karana setebele bjd sarkar e bhali nirdesh police ku dei na thila Sethi pai police ku dai karani police majburi ate
@Bahakti489
@Bahakti489 Год назад
ସମୟ ଏମିତି ନ ଆସୁ ଲୋକେ ବୀଚ ରାସ୍ତା ରେ ଆଇନ କୁ ହାତ ନେବା ପାଇଁ ବାଧ୍ୟ ହେବେ
@hindilovestories9455
@hindilovestories9455 Год назад
Hmm Bhai gote case ra result asibsku India re 22 barsa lagijauchi tathapi papi nku India re danda diajauni amiti jadi chaliba tahele Rasta ghata re loka Hana Kata Hebe jahara power achi sie kahiba mu samastankara boss sie jaha chahinba seiya karipariba might is right America re badhia
@Bahakti489
@Bahakti489 Год назад
@@hindilovestories9455 ଯାହା ଲେଖିଛନ୍ତି ତାହା ଠିକ କିନ୍ତୁ ଅତି ର ବି ଇତି ଅଛି
@sushantmuduli5365
@sushantmuduli5365 Год назад
ଆଜ୍ଞା ଏମାନେ ଗରିବ ଲୋକଙ୍କ ଘର ଭାଙ୍ଗି ଛନ୍ତି କିନ୍ତୁ ଅର୍ଚ୍ଚନା ଙ୍କ ଘର କେବେ nomber asib
@lipshaglorychannel1230
@lipshaglorychannel1230 Год назад
Please share this video all odisha 🙏🙏🙏🙏
@kishorsahu5940
@kishorsahu5940 Год назад
ଆମ ଓଡ଼ିଶାରେ ପୋଲିସର ଗୁଣ୍ଡାରାଜ ଚାଲିଛି କି ନିର୍ଦୟଗୁଦକ ଲାଜ ଲାଗୁନି କେଉଁ ହିସାବରେ ଏମାନେ ପୋଲିସ ହେବାର ଯୋଗ୍ୟ ପାଇଛନ୍ତି କେଜାଣି କେବଳ ଦୁର୍ବଳ ଉପରେ ସବାଳର ଅତ୍ୟାଚାର କରିବାର ଜାଣିଛନ୍ତି ଆଉ କିଛି ଜାଣିନାହଁ ଟିକେ ଭି ମାନବିକତା ନାହିଁ କି
@diptiranjanmohanty7130
@diptiranjanmohanty7130 Год назад
Akhiru laguchi kete kasta hauchi se lokaku, ghara bhangila pare😢
@santanunayak808
@santanunayak808 Год назад
ମୁଁ ଚାହୁଁଛି ମୋ ଓଡ଼ିଶା ସ୍ବଛ ସମୃଦ୍ଧି ଓଡ଼ିଶା ହେଉ
@rajatbudhia1636
@rajatbudhia1636 Год назад
ନବୀନ ସରକାର ଥିବା ତକ ନାଇ ହୁଏ
@St.talking
@St.talking Год назад
Bjd maagiha.... Bjd hotao odisha bonchao
@odiacomedyentertainment4285
Hau
@BanamalimalickMalick-ve6jw
@BanamalimalickMalick-ve6jw Месяц назад
Tu sala bhala sala bjbi maa ghiya
@satyajitswain5126
@satyajitswain5126 Год назад
Mo mausa,mausi nku nyaa dia 🙏🙏😭😭government never action in that time. I promised that I will keep action for those and one day I will revenge for those people who tried to cheat.😭 justice for him. And i request to government please take action in this situation. And give house and place to live. And I say that not tried to depressed my mausa to take suicide plz leave it.and justice for him.🙏🙏😭🙏😭😭😭 and I request to god In future never come in this time for poor and innocent people.
@sr-jp7ke
@sr-jp7ke Год назад
Yes without any warrent or order Puri police also harrased my parents also...we want justice also
@sumitrapradhan2524
@sumitrapradhan2524 Год назад
ଜିଲ୍ଲାପାଳ ନିଜେ ଗୋଟେ ଘର ବନେଇକି ଦିଅନ୍ତୁ.... 😡
@nibukumar1426
@nibukumar1426 Год назад
Justice for him please🙏🙏
@encryptedname1532
@encryptedname1532 Год назад
ଠିକ ହୋଇନି ଗରିବ ଲୋକ ଙ୍କ ଉପରେ. ତୁରନ୍ତ ତାଙ୍କୁ ଥଇଥାନ ର ଵେବସ୍ତା କରନ୍ତୁ.ଲାଞ୍ଚୁଆ ଅଧିକାରୀ ପାଇଁ ଆଜି ଗୋଟେ ପରିବାର ନଷ୍ଟ ହୋଇଯିବ. ସେ ପରିବାର ର ଯାହା କ୍ଷତି ହେଇଛି ସେଥିପାଇଁ ଅଧିକାରୀ ଦାୟୀ.
@piyushghadei5586
@piyushghadei5586 Год назад
tahasildar and sub collector should be arrested after a proper enquiry because officer don't have any permission to harrasment any public so,I request to odisha government specially BJD government please held a enquary against sub collector as well as tahsildar of puri district
@kbchannel9436
@kbchannel9436 Год назад
ଆପଣ ଗଟିଏ କାମକରନ୍ତୁ ଯଦି ସରକାର ଘର ଦେଇକି ଘର ଭାଙ୍ଗୁ ଛନ୍ତି ଆପଣ ନବୀନ ନିବାସକୁଯାଇ ତମର ଦୁଃଖପ୍ରକାଶ କର ସରକାର ନିଛିନ୍ତ ବୁଝିବେ ଜୟ ଜଗନ୍ନାଥ 🙏🙏🙏
@jharanagouda6250
@jharanagouda6250 Год назад
Gariba nku kast daucha bhasijiba semanaka akhi luha re🥺
@nihartheobeyboy
@nihartheobeyboy Год назад
Thanks to OTV team....
@prasannadutta9170
@prasannadutta9170 Год назад
Jay jagannath
@Tunatarai
@Tunatarai Год назад
Police ଭାଇ ନେତା ବାଳ ଛୁଡ଼ି ପାରୁନ ଗରିବ ଲୋକଙ୍କ ପାଖକୁ ଚାଲି ଆସିଲେ ଲାଞ୍ଚ ନେବା ପାଇଁ ଛି ତମକୁ ଟିକେ ଖରାପ ଲାଗୁନି
@manassethi7940
@manassethi7940 Год назад
ଏବେ ବୁଝ, ନବୀନ ମୁହଁ କୁ ଛିପ ପକାଅ
@satyaranjansamal4315
@satyaranjansamal4315 2 месяца назад
Tu kia be
@bikramofficialvlogs184
@bikramofficialvlogs184 2 месяца назад
​@@satyaranjansamal4315tobapa
@trilochanswain1966
@trilochanswain1966 Год назад
ଜୟ ନବୀନ ସରକାର
@Barikbibhuti
@Barikbibhuti Год назад
Govt. ବାଳ ବେପାର କରୁଛି । ଜମିହୀନ ଲୋକଙ୍କୁ ଆଶା ଦେଇକି ତାଙ୍କୁ ଏମିତିକା ଶୋଷଣ କରୁଛି 😂😂😂
@bhupendrasikha257
@bhupendrasikha257 2 месяца назад
ଗରିବ ଲୋକ ମାନଙ୍କ ଜୀବନ ଯାପନ ବରବାଦ କରୁ ଅଛୁ
@sushantmuduli5365
@sushantmuduli5365 Год назад
Jay Jagannath
@rameshbariha9369
@rameshbariha9369 2 месяца назад
ବହୁତ ବଡ଼ ଭୁଲ ଘରଭାଙ୍ଗିବାଟା ଜରିବାନାପକାଉ
@PK_ENTER_10
@PK_ENTER_10 Год назад
ଅସୁବିଧା କଣ ଅଛି ? ପଇସା ନେଇ ଭୋଟ ଦେଲେ ଏମିତି ହି ହବ। ଉଚିତ୍ ଜବାବ ଦିଆଯାଉ ଧାମନଗରରେ।
@0dia.bloger
@0dia.bloger Месяц назад
ଆମେ କେବେବି ଭାବିନଥିଲୁ ଓଡିଶା ରେ ଏପରିସ୍ଥିତି ହବ 🙏🙏🙏
@lijamahanta6488
@lijamahanta6488 Год назад
Justice him
@niteshkumara8771
@niteshkumara8771 2 месяца назад
ମୋହନ ମାଜି କୁଆଡେ ଗଲା ଖାଲି ପ୍ରଭଜନ
@ishitanayakkrtcmundali1167
@ishitanayakkrtcmundali1167 Год назад
OTV odiya ku anuradh please State government ku live pocharantu
@Mr.x_x_Soren
@Mr.x_x_Soren Месяц назад
ହେ ଭଗବାନ୍ 🙏🙏🙏 ଆପନ ହି ଗରିବ କୁ ଶାହା ହୁଅନ୍ତୁ । ଯୋଉ ମାନେ ଅନ୍ୟ ର ଘର ଭାଗୁ ଛନ୍ତି ସେମାନେ, କେବେ ଖୁସି ରେ ବୋଞ୍ଚି ନ ପାରୋନ୍ତୁ। ତାଙ୍କର ବି ଏମିତି ହିଁ ଘର ଭାଙ୍ଗି ଯାଉ । ଜୟ ଜଗନ୍ନାଥ 🙏🙏🙏
@sonusamal141
@sonusamal141 Год назад
ଘର କେଉଁ କାରଣ ଯୋଗୁ ଭାଙ୍ଗି ଦିଆଗଲା
@kamakshyanayak4636
@kamakshyanayak4636 Год назад
Sad....
@ranjitkumarsoreng
@ranjitkumarsoreng Год назад
I am happy to see the big stomach of our respected police personnel of Odisha
@sarojpanda8334
@sarojpanda8334 Год назад
ଭାଇ ଏ ଭିଡିଓ ଦେଖି କେଡେ ଦୁଖଃ ଲାଗୁଛି ସମସ୍ତଙ୍କୁ ଓ ସମସ୍ତେ ଏହାର ନିନ୍ଦା କରୁଥିବା ବେଳେ ତୁମେ coments ଦେଇଛ ଯେ police ର stomach ଦେଖି ତୁମକୁ ଖୁସି ଲାଗୁଛି।
@anitabal4096
@anitabal4096 Год назад
Jay Jagannath 🙏🙏
@bestodia704
@bestodia704 Год назад
ଏ ଶଳା ପ୍ରଶାସନ ଲୋକମାନଙ୍କ ଉପରେ ଏତେ ଅତ୍ୟାଚାର କରୁଛି ଧରମ ସାହିବନୀ
@abtechnical5639
@abtechnical5639 Год назад
ଶଳା ମାଗଣା ଖାଇବା, ମାହଣା ରହିବା ସବୁ ମାଗଣା ନବା, ଆଉ ସବୁ ଲୋକ ପାଣି ରେ ବୁଡି ଯିବା ଆସିବା କରୁଥାଆନ୍ତୁ।ତୋତେ ଜମି ବିକିବାକୁ କିଏ କହୁଥିଲା।
@asmusic5993
@asmusic5993 Год назад
ଏମିତି sub-collector arrest କରିବା କଥା
@thegreatmycountryindiasanj8033
Bahut sundar
@lokanathmeher4870
@lokanathmeher4870 Год назад
ତହସିଲଦାର କୁ ଗିରଫ୍ କରି ପଚରାଜାଉ ତାହାକୁ କିଏ ଅଡରଦେଲା
@jharanabehera3974
@jharanabehera3974 Год назад
Please emiti loka mana nku hairaan karantuni....🥺🙏
@pallabipradhan8208
@pallabipradhan8208 Год назад
Justice for him
@SubarnaKhila-p2q
@SubarnaKhila-p2q Месяц назад
ହେତେନିତୁର ପଲିସୀବା ବୁ ଘରିବଲାଙ୍କୁ ଦୁଃଖ bujiparilani
@jitubalamantaray3346
@jitubalamantaray3346 Год назад
ନବିନ ବାବୁ ଏ ସବୁ କଣ ହଉଚି
@ODIANATAKA
@ODIANATAKA Год назад
ସକ୍ତି ର ଦୁରୁପଯୋଗ ହେଉଛି । ବିଚାର କରାଯାଉ ।
@sr-jp7ke
@sr-jp7ke Год назад
Puri police doing nothing for justice .my family also suffers a lot ..they not even take a fir
@silentspeechmotivated5882
@silentspeechmotivated5882 Год назад
ଆଜିର ଦିନ ରେ government ଲୋକ.... @ ନରମ ଯଉଠି ଗରମ ସେହିଠି @ ଏହିଟା ହେଲା government ପାୱାର ଅର୍ଚନା ନାଗ ଘର ଯାଇକି ଭାଙ୍ଗିଲ ତମକୁ ଯଦି ଚୋଟ ନ ମାରିକି ଛାଡିବା ତାହେଲେ କହିବ
@straightforward6822
@straightforward6822 Год назад
Sabu ମା ଘିଆ ଗରିବ ଲୋକ ଙ୍କ ଉପରେ Power dekhao... ସେପଟେ ଆନ୍ଧ୍ର ama ଜାଗା ନଉଛି ତା ର କିଛି କରିପାରୁ ନା
@sarojsamal441
@sarojsamal441 Год назад
Sabu chora magia
@mohanbayarallrounder4703
@mohanbayarallrounder4703 Год назад
ବାଃ ବାଃ ରେ ଆମର ଓଡ଼ିଶା ପୋଲିସ ମଣିଷ ପୁଣିଆ ଆଉ ଆମର ଓଡ଼ିଶା ସରକାର ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ
@JyoshnamayeeMishra
@JyoshnamayeeMishra 2 месяца назад
Ara. Murkha. Choda. Nabin. Pattnayak. Au. Sarkar. Nahi. Aba. Mohan. Sarkar. Nabinpattnayak. Para. Prubatan. Sarkar. Hai. Galani. Sala. Olu.
@adityanayak8950
@adityanayak8950 Год назад
Police ra bola maa sanskar sikhi nahanti
@muktikantabehera9904
@muktikantabehera9904 Год назад
ନବୀନ ସରକାରଙ୍କୁ ଅଧିକ ରୁ ଅଧିକ ଭୋଟ ଦେଇ ଜିତାଅ କାରଣ ତୁମମାନଙ୍କୁ ଆହୁରି ଅଧିକ ପଟିମାରିବ, ଏ ଦୁନିଆରେ ଯୋର ଯାହାର ମୁଲକ୍ ତାହାର, ଗରିବ ଅସହାୟ ଲୋକଙ୍କ ଦୁଃଖ ବୁଝିବାକୁ କାହାର ଟିକେ ସମୟ ନାହିଁ, ହାଏରେ ଦୁନିଆ କେତେ ନିର୍ଦଇ ଏ ଲୋକମାନେ 😭😭
@mohammedataur8657
@mohammedataur8657 Год назад
We are waiting for justice of these people
@subhadarsinayak9773
@subhadarsinayak9773 Год назад
ଦୁର୍ବଳ ଉପରେ ସବଳର ଅତ୍ୟାଚାର ଚାଲିଛି। ଯଦି ପ୍ରକୃତରେ ଆପଣମାନେ ସରକାରୀ ବାବୁ ଦେଖେଇ ହେଉଛନ୍ତି ତାହେଲେ Archana ର ଘର ଭାଙ୍ଗିଲ ଦେଖିବା ତୁମ ଦମ୍ କେତେ!! ନିଜ ହାତରେ power ଅଛି ବୋଲି ଏମିତି ଅନ୍ୟାୟ କରନ୍ତୁ ନାହିଁ। ଗରିବ ଆଖିର ଲୁହରେ ତୁମ ସଂସାର ବି ଭାସିଯିବ
@suchimallik8179
@suchimallik8179 Год назад
Are Tama muha re tike laja nahi gote gariba loka sangare aty char karucha 💔💔😭😭
@rabindranathsahoo1682
@rabindranathsahoo1682 Год назад
Please give justice to them honourable Government
@TBapul
@TBapul Год назад
BJD hatao, Aam Aadmi Party ku 2024 re odisha re asiba darakar
@Rajendra-gj3iz
@Rajendra-gj3iz 2 месяца назад
ଗାଁରେ ଜାଗା ଥାଇକି ସରକାର ଜାଗା କଣ ପାଇଁ ମାଡିଥିଲୁ। ଜଉମାନକଂର ଜାଗା ନାହିଁ ସେମାନଙ୍କ ପାଇଁ ସରକାରୀ ଜାଗା ଉଦିଷ୍ଟ
@shibaprasadmohanta5686
@shibaprasadmohanta5686 Год назад
Jodi a loko soto kohuchi. Tahela tanko sangorea amitika koribar no thila.tanku ago thoe than koriki ta porea bhangibar thila.
@maheswarsahoo3465
@maheswarsahoo3465 Год назад
ସରକାରଙ୍କ ଗରିବ ଲୋକମାନଙ୍କ ଦୁଃଖ ବୁଝି ପାରୁ ନାହାଁନ୍ତି , ଛି ଛି ଛି
@MAADESHAULIMUSIC
@MAADESHAULIMUSIC 2 месяца назад
ବାଳ ନବିନ 25 ବର୍ଷ ସରକାର ଥିଲା ଗରିବ ଙ୍କୁ ଗରିବ କରି । ଲାଜ ରେ ଚାଲି ଗଲା । ଜୟ B j p
@rajendradas116
@rajendradas116 Год назад
Magiaa police
@harizKhan506
@harizKhan506 2 месяца назад
Mora ଟାର୍ଗେଟ ନରେନ୍ଦ୍ର ମୋଦି ଉପରେ Chiep minister ଉପରେ ଏଥର ଟାର୍ଗେଟ
@bichitranayakbichitranayak1811
Right now
@SarojKumar-iv6wu
@SarojKumar-iv6wu Год назад
ନବୀନ ବାବୁ ଯେପରି ଯନ୍ତ ମୁଖ୍ୟମନ୍ତ୍ରୀ ଥିବେ ,ଏମିତି ଗରିବଙ୍କୁ ନିର୍ଯାତନା ମିଳିବ ,ନ୍ୟାୟ ମିଳିବନି , ଅର୍ଚ୍ଚନା ଭଳି ଝିଅଙ୍କୁ ସବୁ ତାଙ୍କ ନେତା ମନ୍ତ୍ରୀ ଦେବେ ,କିନ୍ତୁ ଗରିବଙ୍କୁ ତଣ୍ଟି କାଟିବେ
@sayshivahommtr8845
@sayshivahommtr8845 Год назад
Oh God... Prabhu Jagannath Rakhya karantu... Hw insane
@manashsoren3342
@manashsoren3342 Год назад
ନବୀନ ସରକାର ଏହି ଘଟଣା ପାଇଁ ତୁରନ୍ତ ତହସିଲଦାର ଓ ସବ କଲେକଟରରୁ ଚାକିରୁ ବରକାସ୍ତ କରନ୍ତୁ ଓ ଏହି ଗରିବଲୋକଟି ରହିବା ପାଇଁ ଜାଗା ଓ ଘର ଦିଅନ୍ତୁ
@prakashsing98
@prakashsing98 Месяц назад
ଗରିବ ଦୁଃଖ ମରୀ ଜେ 😭😭😭😭ବିଜେପି ଓଡ଼ିଶା ହୋଟା ଆ😭😭😭😭
@skumar7960
@skumar7960 2 месяца назад
ନବୀନ ପଟ୍ଟନାୟକ କଣ vip ଗରିବ ଙ୍କୁ ଘର ଓ ପଟା ଦେଇଛନ୍ତି, ଆମେ ଜାଣିବା ଭିତରେ ଓଡ଼ିଶା ରେ ଲକ୍ଷ୍ୟ ଲକ୍ଷ୍ୟ ଭୂମି ହୀନ ପରିବାର ଏବେ ମଧ୍ୟ ଅଛନ୍ତି
@raisensoren4205
@raisensoren4205 2 месяца назад
He sarakar garibo mananku daya karantu 🙏🙏🙏🙏🙏🙏🙏🙏🙏🙏🙏🙏
@kiranpriyapradhan5501
@kiranpriyapradhan5501 Год назад
Aei gariba upre et atyachar kn pni semane rahibe kouthi please emti karani god....🙏🙏😭😭
@KhagapatiMadhi
@KhagapatiMadhi Месяц назад
ମୋହନସରକାରକୁଧନ୍ୟବାଦ ଓଡିଶାରଗରିବଲୋକରଘରବାଙ୍ଗିବାପାଇପୁଣିଥରେଧନ୍ୟବାଦଭଲକରିଛ
@premdanlakra6417
@premdanlakra6417 2 месяца назад
ଆରେ ଭଉଣୀ ନବିନ କୁ ଦୋସ ଦେଲେ ତମର ଷବୁ ମ ସମସ୍ୟା ଦୁର ହେବ ଏବେ ମୋହନ ସରକାର କୁ ଦୋସ ଦିଅ ା ସମସ୍ୟା ଦୁର ହେବ ା
@rajanipandatechvlogs3879
@rajanipandatechvlogs3879 Год назад
ପୋଲିସ କଣ କରିବ home department ହେଉଛି ଆମ ସରକାର ଙ୍କର କେତେବେଳେ ଚପଲ ଧରି ମୁଣ୍ଡରେ ଚାଲିବେ ନହେଲେ ଚାକିରୀ ଚାଲିଯିବ
@sandiptapradhan6001
@sandiptapradhan6001 Год назад
Justice for my mamu, main. Government tanku thik justice diantu. Otherwise I take action. Plz give them justice
@LaxmiDhar-fi5ok
@LaxmiDhar-fi5ok Месяц назад
ନବୀନ କୁ ଆଉ କୌଣସି ଜାଗା ମିଳିଲାନି ଯେଉଁ ଜାଗା ବିକିବା କଥା ନୁହେଁ ସେଇ ଜାଗା ଦେଇଛି କେବଳ ଭୋଟ ପାଇଁ
@prakaspalia9385
@prakaspalia9385 Год назад
Police should respect help them
@basantakumar9465
@basantakumar9465 2 месяца назад
ମୁଖ୍ୟ ମନ୍ତ୍ରୀ ଏହାର ବିଚାର କରିବା ଦରକାର । ତହସିଲଦାର ଙ୍କୁ ଟଙ୍କା ନ ଦେବାରୁ ଘର ଭାଙ୍ଗିଦେଲା । ଏହାର ବିଧିବଦ୍ଧ ତଦନ୍ତ କରନ୍ତୁ ।
@harizKhan506
@harizKhan506 2 месяца назад
ସମୟ ଉପରେ ଅପେକ୍ଷା କର ଏ ଶଳାଙ୍କ ଡିଉ ପୁରିଲା
Далее
'ଟଚ୍ କଣ କରୁଛୁ ବେ'
14:34
Просмотров 2,5 млн
Sarpanch Post ‘Auctioned’ In Bolangir Panchayat
5:09