Тёмный

Puri Srimandir Ratna Bhandar Opening | Justice Rath Briefs Media after Coming Out of Ratna Bhandar 

OTV
Подписаться 11 млн
Просмотров 151 тыс.
50% 1

କେମିତି ଅଛି ରତ୍ନଭଣ୍ଡାର ? ରତ୍ନଭଣ୍ଡାରରୁ ବାହାରିବା ପରେ ବଡ଼ ବୟାନ ଦେଲେ ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ... #Ratnabhandar #ArvindPadhi #OdishaTV #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RU-vid: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Опубликовано:

 

11 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 209   
@powerofslowpoison
@powerofslowpoison Месяц назад
ଆମ ମାଟି ଆମ ଓଡ଼ିଶା ❤ ପୂର୍ବ ପୁରୁଷ ଙ୍କ ପାଇଁ ଆମେ ଆଜି ଗର୍ବିତ
@user-mm2jf3tn9p
@user-mm2jf3tn9p Месяц назад
ସାର୍ ନିଜ ସ୍ତ୍ରୀ ପିଲାଛୁଆ ଙ୍କୁ ସବୁ କହିବେ କିନ୍ତୁ ।।
@mrjitendralife
@mrjitendralife Месяц назад
ନିଜ ସ୍ତ୍ରୀ ପିଲାମାନଙ୍କୁ କିନ୍ତୁ କହିବାକୁ ଜମାବି ଭୁଲିବେନି ସାର
@Biku123
@Biku123 Месяц назад
😂😂😂
@DDK12344
@DDK12344 Месяц назад
Point ta pura marila.
@purnachandramahapatro969
@purnachandramahapatro969 Месяц назад
​@@Biku123¹
@farmerandcooking165
@farmerandcooking165 Месяц назад
ଏହି offcer ମାନେ ସତ୍ୟ ଘଟଣା ଏବେ କହିବେନି ଯେତେବେଳେ retired ହେଇଯିବେ ସେତେବେଳେ ହିଁ କହିବେ
@DDK12344
@DDK12344 Месяц назад
Correct
@anonymous-zr3zp
@anonymous-zr3zp Месяц назад
Bilkul theek kahila bhai.....
@sivasisbehera4817
@sivasisbehera4817 Месяц назад
Tu kamite janilu
@user-mk9qr2ls3p
@user-mk9qr2ls3p Месяц назад
ଯଦି କହିବନି ଯାଉଥିଲ କାହିଁକି, ରତ୍ନ ଭଣ୍ଡାର କୁ ସବୁବେଳେ ପ୍ରସଙ୍ଗ କରୁଥିଲ କଣ ପାଇଁ
@soumyaanuprash5403
@soumyaanuprash5403 Месяц назад
ଭିତର ରତ୍ନ ଭଣ୍ଡାର ର ଚଟାଣ ଟିକୁ ସମ୍ପୁର୍ଣ୍ଣ ଲେଜର୍ ସ୍କାନ୍ କରାଜାଉ.
@DDK12344
@DDK12344 Месяц назад
Correct
@Laxmipirya-fy3dz
@Laxmipirya-fy3dz Месяц назад
ଶ୍ରୀ ବଳରାମ ଦାସ ମା ଲଷ୍ମୀ ପୁରାଣ ରେ ଅଛି 7 ଟା ଭଣ୍ଡାର ଅଛି ଆପଣ କେମିତି କହୁଛନ୍ତି 2 ଟା ବୋଲି
@HaldharSuna-b1q
@HaldharSuna-b1q Месяц назад
ଠାକୁର କଂ ଅଳଂକାର ବିଷୁୟରେ ଯିଏ ଟିକେ ବି ମିଛ କହିବ ତାକୁ ଭିକ ବି ମିଲିବ ନାହିଁ ଦେଖ ପଛେ ରାଜିଅ ବାସିକୁଂ ଦୋଷ ଦେବନି ଆଉ ଜଦି ସତ କହୁଛ ଠାକୁର ତମର 7 ପୁରୁଷ ଯାଏ ମଗଂଲ କରି ବେ jay jagannatha
@guddy2002-np8bv
@guddy2002-np8bv Месяц назад
ଠୀକ୍ କହିଲ
@Suryakanta7-d2s
@Suryakanta7-d2s Месяц назад
ମୁଁ ଭି ଭାଇ ଏଇ କଥା ରେ ସହମତ କିନ୍ତୁ ମୁଁ ଦେଖୁଛି ଯିଏ ବେଶୀ ଧର୍ମ କୁ ମାନୁଛି ସେ ହିଁ ଆଗ ଭିକ ମାଗୁଛି ଆଉ ଯିଏ ଅଧର୍ମ କରୁଛି ସେ ଓ ତାଙ୍କ ପରିବାର ଖୁସୀରେ ରହୁଛନ୍ତି ମୁଁ ବୁଝି ପାରୁନି ସତରେ ଭଗବାନ ଅଛନ୍ତି କି ମୁଁ ଅନ୍ଧଭକ୍ତ 😢???
@mamasmita3642
@mamasmita3642 Месяц назад
Right​@@Suryakanta7-d2s
@chinmaydas460
@chinmaydas460 Месяц назад
​@@Suryakanta7-d2sKali jugo bhai 😢 😢
@dillippanda2603
@dillippanda2603 Месяц назад
ଆଗରୁ ପୂରୁବ ପୁରୁଷ କହୁଥିଲେ ସାପ ଅଛି ..କୋଉ ସାପକୁ .କିଏ ଦେଖିଥିଲା.. ସେମିତି ତମେ ତମେ ଯାହା କହିଲେ ଲୋକ ଶୁଣିବେ😂😂😂 ତମେ ସତ ପ୍ରକୁତ ସତ କଣ ସେଇ ଜଗନାଥ ଜାଣିଛନ୍ତି ....((ଯେତେ ପୁରୁଷ ପୁଅ ଲୋକଙ୍କ ଆଗରେ କହିବେ ସେବିଷୟରେ କିଛି କହିବୁନି କିନ୍ତୁ ନିଜ ସ୍ତ୍ରୀ ଆଗରେ ସବୁ କହିଦେବେ 😂😂😂
@MadhabBhola-oo9ud
@MadhabBhola-oo9ud Месяц назад
Right khaba
@SubratJena-jt6hm
@SubratJena-jt6hm Месяц назад
😅😅
@PrashantPanda-ne2dg
@PrashantPanda-ne2dg Месяц назад
Jay Jagannath
@jaydevkar9279
@jaydevkar9279 Месяц назад
Jay jagannath ki jay
@Laxmipirya-fy3dz
@Laxmipirya-fy3dz Месяц назад
ପୂର୍ବ ତନ ପ୍ରଶାସନ ଶ୍ରୀ ମିଶ୍ର ଯାହା କହିଥିଲେ ଏହି ପ୍ରଶାସନ ତାହା କୁ ଲୁଚେଇ ଲେ
@anonymous-zr3zp
@anonymous-zr3zp Месяц назад
Yes, that means Mr. Mishra was lying ?????????? How strange.....
@bmsclass8366
@bmsclass8366 Месяц назад
ଯାହା ଲାଗୁଚି ସୁଡଙ୍ଗ ଅଛି ଆଉ ଏମାନେ ସବୁ ନିଜେ ଚକ୍ରାନ୍ତ କରି କଥା କୁ ବୁଲେଇ ସତ ନ କହି ଲୁଚାଉ ଛନ୍ତି
@jaydevkar9279
@jaydevkar9279 Месяц назад
Jay jagannath
@kabitasahoo8385
@kabitasahoo8385 Месяц назад
Thank you for taking care Prabhu's possessions. 🙏👍❤
@khagapatip1967
@khagapatip1967 Месяц назад
ଜୟ ଜଗନ୍ନାଥ ମହାପ୍ରଭୁ 🙏🪔👏🏻👏🏻🙏🙏🙏
@BalaramNath-fe8ws
@BalaramNath-fe8ws Месяц назад
କହିବନି ମାନେ ତମେମାନେ କିଛି କରିଛ ଆଉ ତମ ଏଗାର ଜଣ ଆଉ ତମ ବିଜେପି ସରକାରଙ୍କ ଭାଗରେ କେତେ ଲେଖାଏଁ ପଇଲା କୁହ ଜଦି ତମେ କିଛି କରିନ ଭିଡିଓ ସର୍ବ ଜାନିନ କରାଜାଉ
@dillippanda2603
@dillippanda2603 Месяц назад
ତମେ ଝା ଗପ କହିଲେ ଆମେ ଶୁଣିବୁ 😂 କାରଣ ମୋଦି ପ୍ରବଳ ଗପ କହିଥିଲେ ରତ୍ନ ଭଣ୍ଡାର ଚାବି ତାମିଲନାଡୁ ଯାଇଛି ସେ ସେ ଗପ ଶୁଣି ଲୋକ ବିଜେପି କୁ ଭୋଟ ଦେଲେ କାରଣ ଆମର ଓଡ଼ିଶାରେ ଲୋକଙ୍କ ପାଖରେ ଗପ ଶୁଣିବାକୁ ସମୟ ଅଛି 😂😂😂
@sushrisnigdhadas9618
@sushrisnigdhadas9618 Месяц назад
Correct
@SureshKumar-dt1bq
@SureshKumar-dt1bq Месяц назад
Jai shree jagannath swami ki jai 🌹 🙏 ❤ great news Jai jagannath swami 🕉 🙏 🌹 ❤
@swapnajittarai
@swapnajittarai Месяц назад
ବିଜେପି ସରକାର କୁଆଡେ ସାର୍ବଜନୀନ କରିବ କହି ଥିଲା
@jayantarout9792
@jayantarout9792 Месяц назад
ଜୟ ଜଗନ୍ନାଥ। ହାପି ରସଗୋଲା ଦିବସ ❤
@sasmitamohanty1970
@sasmitamohanty1970 Месяц назад
କିଛି ନୂଆ କଥା ନୁହେଁ ଶ୍ରୀମନ୍ଦିର ରେ ଅନେକ ରହସ୍ୟ ଅନେକ ଗୁପ୍ତ କଥା ଅଛି ଯାହା କୁ କେବଳ ମୁନି ଋଷି ମାନେ ହିଁ କହିପାରିବେ... ଏ ମାନେ କେବଳ କର୍ମ କରୁଛନ୍ତି ସବୁ ସମ୍ପତି ଯିଏ ମନ୍ଦିର କୁ ଦାନ ଦେଇଛନ୍ତି କେତେ ସଂଘର୍ଷ କରି ନିଜ ରାଜ୍ୟକୁ ସୁରକ୍ଷା ଦେଇ ଅନ୍ୟ ରାଜ୍ୟ କୁ ଜୟ କରି... ଆଉ ମୋଦି, ଅମିତ ଶାହ, ପିକୁ ଓକିଲ କହୁଥିଲେ ପାଣ୍ଡିଆନ ବିଜେଡି ସରକାର ଚୋରି କରି ନେଇଛନ୍ତି 😆😆😆
@KirtanBiswal-hb4fp
@KirtanBiswal-hb4fp Месяц назад
Media and you tuber are creating pleasure
@srgroup5149
@srgroup5149 Месяц назад
ଆରେ ପାଣ୍ଡୁ ବା କଣ ନେଇଯାଇ ଥିଲା, ପୁଣି ଆସିଲା କେଉଁଠୁ
@kedarnathbiswal925
@kedarnathbiswal925 Месяц назад
ସମ୍ମାନନୀୟ ବିଶ୍ଵନାଥ ରଥ ମହୋଦୟ , ଆପଣଙ୍କ ଭକ୍ତି,ନିଷ୍ଠା ଦ୍ୱାରା ମହାପ୍ରଭୁଙ୍କ ଏହି କାର୍ଯ୍ୟ ନିର୍ବାହ କରିଥିବାରୁ ଏବଂ ଓଡିଶାବାସୀଙ୍କ ନିକଟରେ ପ୍ରାଞ୍ଜଳ ଭାବରେ ଉପସ୍ଥାପନା କରି ଥିବାରୁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି । ପ୍ରଣାମ । ଜୟ ଜଗନ୍ନାଥ ।
@malikabichhara8835
@malikabichhara8835 Месяц назад
ଏମାନେ ଯାହା ଦେଖିଲେ ଲୋକ ମାନଙ୍କୁ ମରିଗଲେ ବି କହିବେନି, ଆଜି ଆମେ ଗୋଟେ କଥା କହିବୁ ଏହି ଦୁଇଟି କୁ ଗଲେ ଆଉ ଗୋଟିଏ ଘୋଲି ପାରନ୍ତି, ଏମାନେ ଯାହା ଦେଖି ଲେ ଆଉ 4 ଟି ଭଣ୍ଡାର କୁ ଜୀବନ ଥିଲା ଯାଏ କେବେ ମନ କରିବେନି। ଜୟ କଳ୍କୀ ରାମ
@hemantkumarsingh1387
@hemantkumarsingh1387 Месяц назад
Very correct statement by justice Rath.
@sarojpradhan7102
@sarojpradhan7102 Месяц назад
ଜୟ ଜଗନ୍ନାଥ , ଓଡିଶା ସରକାର ଓ ତାଙ୍କ ସମସ୍ତ ଟିମ କୁ ଶୁଭେଚ୍ଛା ସହ ଧନ୍ୟବାଦ ଜଣାଉଛି🙏
@rabinarayan3944
@rabinarayan3944 Месяц назад
କେଦାରନାଥ ଚୋର ଯଦି ଶିବ ଙ୍କର ଯୋଊଠିଖାଈଗଲେ ଏଠି ଜଗନ୍ନାଥଙ୍କର ଯଦି କଳାପାହାଡ଼ ଭଳି ଲୁଟି ନେଈଯିବନୀତ ତାସହିତଆପଣମାନେ ମଧ୍ୟ ଭସ୍କହୋଈଯିଵ????
@gourangasahu-sy1jk
@gourangasahu-sy1jk Месяц назад
Super news and Jay Jagannath 🙏🙏
@Laxmipirya-fy3dz
@Laxmipirya-fy3dz Месяц назад
ଶ୍ରୀ ମିଶ୍ର କହିଥିଲେ ଗୋଟେ ସୁଡୁଙ୍ଗ ଅଛି ସେ ସୁଡୁଙ୍ଗ କୁଆଡେ ଗଲା
@Bnbwq7133
@Bnbwq7133 Месяц назад
Jai shree Jagannath
@B.BISWARANJAN
@B.BISWARANJAN Месяц назад
Aamar v janibar adhikar achi ...karana ratna bhandar aama jagara Na kahiba mane e sarakar kedharnath pari ratna gayab kariba chakar re achanti
@Laxmipirya-fy3dz
@Laxmipirya-fy3dz Месяц назад
ପୂର୍ବ ତାଲିକା କଣ ପାଇଁ ମେଳାଉନ
@chandraDahita
@chandraDahita Месяц назад
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@madanmohanagency5081
@madanmohanagency5081 Месяц назад
ତମେ କି କମିଟି କରିଥିଲ କଣ ଗୋଟେ ନିହାଲ କରିଦେଲ 4.5 କୋଟି ଓଡ଼ିଆ ଜାଣିପାରିଲେ ନାହିଁ କଣ ଅଛି଼ କଣ ନାହିଁ ଲାଭ କଣ ତମେ ରତ୍ନ ଭଣ୍ଡାର ଖୋଲି
@ChandanKumar-pd8zi
@ChandanKumar-pd8zi Месяц назад
Jay jaganath swami nayana patha gami bhobo tume.
@upperprimaryodisha3797
@upperprimaryodisha3797 Месяц назад
Jay Guru Jay Jagannath
@sandhyaranisingh6918
@sandhyaranisingh6918 Месяц назад
Sir Right
@gandhikumar-hp8dq
@gandhikumar-hp8dq Месяц назад
Ama media bala ku ta janicha kemti breaking news kariki dekhibe 6 ku 9 kariki.. Kichi dinsa gupta rahiba bhi darkar.. jay Jagannath..
@LazyTurtle587
@LazyTurtle587 Месяц назад
ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଲା ଯେ...ରତ୍ନ ଭଣ୍ଡାରକୁ ନେଇ ପ୍ରହସନ ଚାଲିଥିଲା....ବାହାର ଓ ଭିତର ଭଣ୍ଡାର ଘର ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ଧନ ରତ୍ନ ନାହିଁ....କେତେକ ଲୋକ, ୟୁଟ୍ୟୁବର, ମିଡ଼ିଆ ଵାଲା...ଲୋକଙ୍କୁ କେବଳ ଭୁଆଁ ବୁଲଉଛନ୍ତି...
@gagansabat3366
@gagansabat3366 Месяц назад
ଜୟ ଜଗନ୍ନାଥ 🛕🌹🪔🙏
@pradeepkumarrana3789
@pradeepkumarrana3789 Месяц назад
5 ପାଞ୍ଚ ବର୍ଷ ପରେ ଯବାବ ଦେବୁ
@biswajitsethi7008
@biswajitsethi7008 Месяц назад
Jay Jagannath 🙏
@lipanbalabantaray5922
@lipanbalabantaray5922 Месяц назад
Jay Jagannath...
@kapilashpatel3518
@kapilashpatel3518 Месяц назад
We know that you all 11th are great person.real mard
@bulubehera5314
@bulubehera5314 Месяц назад
Jay jagannath 🙏
@jayakrushnasarangi1015
@jayakrushnasarangi1015 Месяц назад
ସେମାନଙ୍କ ତୁଣ୍ଡ ରୁ କିଛି ଶୁଭିବନି, ଯାହା ଶୁଣିବେ କେବଳ ସେମାନଙ୍କ ମାଇପ ମାନେ ଶୁଣିବେ, ନହେଲେ ସେମାନେ ରାଣ୍ଡ ହେଇଯିବେ l
@snehansumohapatra8930
@snehansumohapatra8930 Месяц назад
Mo mahaprabhu nkar sampati auu tankar jinsa sabu shurakhit hei thau........ Mo mahaprabhu heuchanti daya ra sagar..... tanka seva heuchi amar samastanka kartavya ❤😢
@HemantKumar-lg8on
@HemantKumar-lg8on Месяц назад
JAI Jagannath
@SureshKumar-dt1bq
@SureshKumar-dt1bq Месяц назад
Jai shree jagannath swami 🌹 🙏 🌹🙏🌹🙏🌹🙏🚩🛕♥️
@satyapirbehera8732
@satyapirbehera8732 Месяц назад
ସତ କହିବାକୁ କିଆଁ ଡରିବି ଶତ କହି ପଛେ ମଲେ ମାରିବି ଏ ସମ୍ପତି କେବେ ହେରା ଫେରି କରନ୍ତୁନି
@manoranjsahoo9197
@manoranjsahoo9197 Месяц назад
Sri 🙏 jaganath 🙏 maha 🙏 parbhu 🙏 Barmhand thakur kalia thakur a 🙏 Jai 🙏 maa 🙏 Laxmi
@lifeislovebele...4934
@lifeislovebele...4934 Месяц назад
Sir... namaskar 🙏 Jay Jagannath 🙏 .. Atiki hi janibarathila bhandara gharu prabhu nka sampati jaichi ki nahi ...au dhanyavad apana kahile bhandaragharu sampati jaichi ...thik achi sir apana sarkar nku lekhiki au thare ganati karajao au jagataranatha jaganath nka sampati kaha pakhaku jaichi kouthiku jaichi taha bi tike loka lochananku asu ..koti koti pranam jadi jaganath prabhu 🙏 chahibe ta aita bi karajau .. mahapandit nka mata mata nei kara jao semane jadi mana karibe ta roka jao ..jaha sei Jagannath prabhu hi karibe ..jay jaganath 🙏..
@arundhatibiswal8460
@arundhatibiswal8460 Месяц назад
Jay Jagannatha ❤🙏
@purnarout8783
@purnarout8783 Месяц назад
Jay Jagannath 🙏🙏🙏🕉️
@mamitanaik1145
@mamitanaik1145 Месяц назад
Jay shree Jagannath 🙏
@BiswanataBarik
@BiswanataBarik Месяц назад
ଜୟ ଶ୍ରୀ ଜଗନ୍ନାଥ
@khetramohanlenka3382
@khetramohanlenka3382 Месяц назад
Jay Jagannath ❗⭕❗🙏🙏🙏🙏🙏
@my_odisha195
@my_odisha195 Месяц назад
Sabu thick achhi no problem
@sashikantpradhan1819
@sashikantpradhan1819 Месяц назад
ଗୁରୁବାର ରେ ମୋ ପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲି ସେ ନ ଥିବା ସମୟରେ ସବୁ ରତ୍ନ ବାହାରକୁ ଆଣି ଭଣ୍ଡାର ଘର ଖାଲି କରିଛ ମା ଲକ୍ଷ୍ମୀ ଆପଣ ମାନଙ୍କୁ ଉଚିତ୍ ଜବାବ ଦେବେ
@bjm_creation_
@bjm_creation_ Месяц назад
ଆପଣଙ୍କ କଥାରେ ମୁଁ ସହମତ
@20NEW-MUSIC
@20NEW-MUSIC Месяц назад
ତୋ ବୋଉ କୁ ପଚାରିଛୁ ତୋ ବାପା କିଏ?
@SkniyamatAli-mu5sn
@SkniyamatAli-mu5sn Месяц назад
ସବୁ ଗୋଟେ ଗୋଟେ କରି ଭିଡ଼ିଓ ସାର୍ବଜନିକ ହବା ଦରକାର ତେବେ ଯାଇ ଓଡ଼ିଶାରେ ଓଡ଼ିଆ ଲୋକ ସନ୍ତୁଷ୍ଟ ହେବେ. ସେ ଭୁଆଁ ବୁଲାଇବା ଦରକାର ନାହିଁ ଘର ସୁନା ଗହଣା ବାହାରେ ଜଣାନ୍ତି ନି. ଲୋକ ମାନେ ଜାଣିବା ଦରକାର. ସରକାର. ସେଠିକା ସେବାୟତ ଙ୍କୁ ଭରଷା ନାହିଁ
@sukantapatra6393
@sukantapatra6393 Месяц назад
Truth is reality , so request Counting
@jagannathsahoo8329
@jagannathsahoo8329 Месяц назад
Salute
@user-ro4oy4kg9e
@user-ro4oy4kg9e Месяц назад
Jaha dekhila kuhantu clear
@johnmohanty9565
@johnmohanty9565 Месяц назад
ଆପଣମାନେ ଭିତରକୁ ଯାଇ ରତ୍ନଭଣ୍ଡାର ଖୋଲିଛନ୍ତି କି ନାହିଁ ଆମେମାନେ କେମିତି ବିଶ୍ବାସ କରିବୁ...ଯଦି ଭିତରକୁ ଯାଇ ଖାଲି ବସିବସି ଆସିଥିବ....ଆମ ଠାକୁରଙ୍କର କଣ ସବୁ ଆମ ରାଜାମାନେ ଆଣିଛନ୍ତି ସାରା ଓଡିଶାବାସୀ ଙ୍କୁ ଦେଖାଯାଉ,ରତ୍ନଭଣ୍ଡାର ଦେଖାଇବାକୁ ଆମେ କହୁନୁ
@PranayakumarSethi
@PranayakumarSethi Месяц назад
Kahu thile 7 room achi boli yea kn 2 boli kahilani😡😡
@padmanavbhumia5826
@padmanavbhumia5826 Месяц назад
❤ thik katha
@padmanavbhumia5826
@padmanavbhumia5826 Месяц назад
Sabhu micha kahuchanti sata kahu nahanti
@pradipmoharana1673
@pradipmoharana1673 Месяц назад
Blundering
@PravamanjulaDas-nr6mj
@PravamanjulaDas-nr6mj Месяц назад
Jay jagannatha sir jaha nahile thik kahichhanti prakasha kale problem heba
@er.santoshsenapati4365
@er.santoshsenapati4365 Месяц назад
Just imagine, if this were another government, they could do politics by claiming that BJD stole everything. Respect to this transparently democratic administration that explains everything in a crystal clear way. Jai Jagannath 🙏 🙏 🙏
@adarshkumarmohanty3575
@adarshkumarmohanty3575 Месяц назад
strawberry dunia re banchua tame nahn. chori hei nhn ta kahibe kemiti. but kholiki na janeiba ra mane kan?
@Nkr0509
@Nkr0509 Месяц назад
ସବୁ ଅଳଙ୍କାର ପଣ୍ଡା ଙ୍କ ଖୋଳ ଓ ଗଳା ରେ ଦୁସୁଛି 😅 ନଦେଖିଲା ଓଉ ଛଫଡା ପରି ଆମେଭାବୁଥିଲୁ ଜଗନ୍ନାଥ ଙ୍କ ର ଏତେ ଅଛି ହେଲେ କାଇଁ?? ସବୁ ଗପ😅 ବୋଧହୁଏ ଗାଏବ ହେଇଛି 😮 ଏବେ
@prakashkumarjena.babusan.n3760
@prakashkumarjena.babusan.n3760 Месяц назад
ଜୟ ଜଗନ୍ନାଥ ଜୟ ବିଜେପି 🚩🚩🙏🙏
@debasarangi9676
@debasarangi9676 Месяц назад
Thik
@Abinash-sb7ob
@Abinash-sb7ob Месяц назад
ଏ ଢ଼ୋ ଟିଭି 6 କୁ 9ଲଗେଇ କହିବାରେ ମାହିର
@narottammallik2660
@narottammallik2660 Месяц назад
ଏ ମାନେ ସୋସିଆଲ media ରେ କେବେ ବି ସତକଥା କହିବେ ନାହିଁ। ସେ ସିନ୍ଦୁକ ଓଡ଼ିଶାର ଜନସାଧାରଣ ଜାଣିବା ଦରକାର।ଖାଲି ତମେ ଦେଖି ଦେଲେ କଣ ହବ।ତେବେ ସେଗୁଡ଼ିକ କ୍ୟାମେରା ଆଗରେ ଦେଖେଇଲାନାହିଁ କାହିଁକି। ତା ପରେ କହିବ ସେ ସିନ୍ଦୁକରେ କଉଡ଼ି ଥିଲା।ଠାକୁରଙ୍କ ଗହଣା ଉପରେ ଯଦି bjp sarkar ଲଲୁପ ଦୃଷ୍ଟି ରଖିଥାଏ ତେବେ ବଂଶ ପୁରା ନିପାତ୍ତ ହେଇଯିବ।
@lifeislovebele...4934
@lifeislovebele...4934 Месяц назад
Jay Jagannath 🙏 Listen to 8:23upto Jay Jagannath 🙏
@dineshmoharana7541
@dineshmoharana7541 Месяц назад
First samastnku dekhantu
@Bpatel152
@Bpatel152 Месяц назад
Malika sata 100%,kintu malika ku bujhiba 100% nuha,❤ Jay Jagannath 🙏🏻
@sureskumar9199
@sureskumar9199 Месяц назад
Only our puri king Shree shree divya singh dev is only holy true spirit person . He can only tell truth
@manashnayak2794
@manashnayak2794 Месяц назад
ଯାହା ଦେଖିଲ ନକହିଲେ ଆମର ଢ଼ୋ ଚୋର ଶଳେ
@ReshmapP-zh7ik
@ReshmapP-zh7ik Месяц назад
Kahile may be bipadi thai pare mandira pai
@padminirao2920
@padminirao2920 Месяц назад
😂😂😂😂😂👏👏👏
@sandeshdas1690
@sandeshdas1690 Месяц назад
Madi କହୁଥିଲା ପାଣ୍ଡିଆନ ସବୁ ନେଇଯାଛି ତାହା ଶତକୀ ମୋଦି କେଡେ ମିଛୁଆ ଢପାଳିଆ
@umeshrout466
@umeshrout466 Месяц назад
🙏🙏🙏🌺
@lokanathbehera8577
@lokanathbehera8577 Месяц назад
Ratna bhandara ghara Kholi ki kichhi lavo nahi loke janiparile nahi au ahuri BJP ro bodo bodo janigole kete kn gochhito achhi etharo khali karidebe 😢😢😢😢
@debasarangi9676
@debasarangi9676 Месяц назад
Satya luchauchanti
@alokrm
@alokrm Месяц назад
Kholibara reason kana thila?
@dhyanchand6795
@dhyanchand6795 Месяц назад
Jai thela kan pai
@taranisenrout7155
@taranisenrout7155 Месяц назад
ପାଣ୍ଡିଆନ ତ ଆଗରୁ ସଵୁ ନେଇ ଯାଇଥିଲା ବୋଲି ଵିଯେପି ସରକାର ର ନେତା ମାନେ କହୁଥିଲେ ଆଉ କୋଉ ଠୁ ସୁନା ଅଳଙ୍କାର ଆସିଲା ଯେ ଅନ୍ୟ ଯାଗାରେ ରଖାଗଲା ଵିଯେପି ନେତା ମାନଙ୍କ ମାଇପ ଯଉତୂକ ବୋଧେ
@bhubannayak6155
@bhubannayak6155 Месяц назад
Seriously game chaleichanti. Amara hauchanti Jaganatha ama ghara paribar ra aau amaku hak nahin janibaku ama ghare kana aachi kana na aachi. A simple childlish statement Odisha basi khali chahunnathile bhitara bhandar khola haba paien ta bhitare kana jinisa aachi bhi janibaku
@Uniqmanas
@Uniqmanas Месяц назад
Sir gana kebe heba agnya..kie ba nei jaithila
@user-tp7cr6pq8j
@user-tp7cr6pq8j Месяц назад
Dita jaka chora na kn kahunahanti
@Joshibabunkpua
@Joshibabunkpua Месяц назад
ବାଳ ଟା ପାଇଁ ଖୋଲିଲ ।
@pravatpatra6398
@pravatpatra6398 Месяц назад
Badrinath re 280 kg neigale
@dineshmoharana7541
@dineshmoharana7541 Месяц назад
Mandira samastnkara, mandira ra debata samastnkara, mandira ra property kn pain dekheibani
@himanshusahoo9443
@himanshusahoo9443 Месяц назад
Nakhibara karana kana
@kishore6469
@kishore6469 Месяц назад
So what's the meaning of opening u r going to hari lot later or what.
@ZaaraKhaaraMarakaMara
@ZaaraKhaaraMarakaMara Месяц назад
Puri collector pura Jagannath nka bhalia disuchanti mote ehi video re 😊😊
@hometventertain
@hometventertain Месяц назад
Chora ta Angul re thila & every month 5crore PC dauthila pandian ku
@MamataBehera-bl4js
@MamataBehera-bl4js Месяц назад
Kahile ame janidebu tamaku chori karibaku problm heba
@SamSam-cg5mw
@SamSam-cg5mw Месяц назад
Kintu sabu kohuchhanti
@suprabhasahu351
@suprabhasahu351 Месяц назад
Somthing wrong
@balaramsethy8911
@balaramsethy8911 Месяц назад
Balaku kn pain jaithila
@BiswaRanjanRout-ut6sd
@BiswaRanjanRout-ut6sd Месяц назад
Sabu mandir ro property publicly diajauchi.. Tume kn pain kahibani
@guddy2002-np8bv
@guddy2002-np8bv Месяц назад
ଲୋକ ଯଦି ଜାଣିବେନି ଖୋଳଲୁ ଥିଲ କନ ପାଇଁ ତମେ ମାନେ ଭିତରେ ଚୋରି କରିବ ଯଦି କ ନ ବିଶ୍ୱାସ
Далее
Новый уровень твоей сосиски
00:33
Китайка и Зеленый Слайм😂😆
00:20