Moro Raja Jisu Janam Nele | Raja Jisu Janam Nele | Moro Shanti data Janam Nele | Moro Trana karta Janan Nele | New Odia Christmas Song 2023 | D Sangram | Neha Rani | Best Odia Christmas Song 2023 | New Odia Christian Dance Song 2023 | Best Odia Christian Song 2023 | Sangram Officials
Presenting A Glimpse of The Most A waitied New Odia Christmas 2023 '' Featuring Gospel Singer- D SANGRAM & NEHA RANI
Title- RAJA JISU JANAM NELE
Singer- D Sangram & Neha Rani
Lyrics & Tune- D Sangram- 7894596743
Music Composition- D Sangram
Music Arrangements- Kota Sunil-7978862482
Producer- D Sangram
D.O.P & Edit- Ambram Ganta (Bapi)-7978442896
Mastering & Mixing- MD STUDIO CUTTACK-8984878477
Banner- Sangram Officials
Please Visit and Enjoy
I-Tunes- itunes.apple.co...
Apple Music- itunes.apple.co...
Spotify
YT Music
#Christmassongs #OdiachristianSong2023 #Bestodiasong2023 #Amitbhai #Humanesagar #amitpanisong#
Song Lyrics
ମୋର ରାଜା ଯୀଶୁ ଜନମନେଲେ ବେଥଲିହିମେ
ମୋର ତ୍ରାଣକର୍ତ୍ତା ଜନମନେଲେ ଗରୁଗୁହାଳେ
ଧନ୍ୟ ସେ ବେଥଲିହିମ, ଧନ୍ୟ ସେ ଗରୁଗୁହାଳ
ମୋର ରାଜା ଯୀଶୁ ଜନମନେଲେ ବେଥଲିହିମେ
ମୋର ତ୍ରାଣକର୍ତ୍ତା ଜନମନେଲେ ଗରୁଗୁହାଳେ
ଦେଖ ଏ ତାରା ଦିଏ ଯୀଶୁଙ୍କ ବାରତା
ଜନମିଅଛନ୍ତି ଆମ ତ୍ରାଣକରତା
ପଣ୍ଡିତେ କଲେ ଯୀଶୁଙ୍କୁ ଭୂମିଷ୍ଠ ପ୍ରଣାମ
ବହୁମୂଲ୍ୟ ଦ୍ରବ୍ୟ ଦେଇ କଲେ ଦର୍ଶନ
କର ଯୀଶୁଙ୍କ ମହିମା, କର ଯୀଶୁଙ୍କ ବନ୍ଦନା
ଧନ୍ୟ ସେ ବେଥଲିହିମ, ଧନ୍ୟ ସେ ଗରୁଗୁହାଳ
ମୋର ଶାନ୍ତି ରାଜା ଜନମନେଲେ ବେଥଲିହିମେ
ମୋର ପ୍ରଭୁ ଯୀଶୁ ଜନମନେଲେ ଗରୁଗୁହାଳେ
ମୋର ରାଜା ଯୀଶୁ ଜନମନେଲେ ବେଥଲିହିମେ
ମୋର ତ୍ରାଣକର୍ତ୍ତା ଜନମନେଲେ ଗରୁଗୁହାଳେ
ଦୂତ କହିଗଲେ ତୁମ୍ଭେ ଭୟ କର ନାହିଁ
ଆଣିଛି ତୁମ୍ଭ ପାଇଁ ଶୁଭ ବାରତା
ଜନମ ନେଲେ ତୁମ୍ଭ ଉଦ୍ଧାରକାରି
କରିବେ ସଭିଙ୍କୁ ସେ ପାପରୁ ମୁକ୍ତି
କର ଯୀଶୁଙ୍କ ମହିମା, କର ଯୀଶୁଙ୍କ ବନ୍ଦନା
ଧନ୍ୟ ସେ ବେଥଲିହିମ, ଧନ୍ୟ ସେ ଗରୁଗୁହାଳ
ମୋର ମୁକ୍ତିଦାତା ଜନମନେଲେ ବେଥଲିହିମେ
ମୋର ପ୍ରଭୁ ଯୀଶୁ ଜନମନେଲେ ଗରୁଗୁହାଳେ
ମୋର ରାଜା ଯୀଶୁ ଜନମନେଲେ ବେଥଲିହିମେ
ମୋର ତ୍ରାଣକର୍ତ୍ତା ଜନମନେଲେ ଗରୁଗୁହାଳେ
ମୋର ରାଜା ଯୀଶୁ ଜନମନେଲେ ବେଥଲିହିମେ
ମୋର ତ୍ରାଣକର୍ତ୍ତା ଜନମନେଲେ ଗରୁଗୁହାଳେ
ମୋର ରାଜା ଯୀଶୁ ଜନମନେଲେ ବେଥଲିହିମେ
ମୋର ତ୍ରାଣକର୍ତ୍ତା ଜନମନେଲେ ଗରୁଗୁହାଳେ
Enjoy & Stay Connected With Us-
Subscribe to SANGRAM OFFICIALS
FOLLOW US- / sangramofficial_07
!! WARNING !!
Sangram Officials | All Rights Reserved | Any unauthorized Broadcasting, Copying or Rerecording this video without prior written permission from Sangram Officials will constitute an infringement of copyright and serious legal action will be taken against individuals or organizations who do not have the rights.
13 окт 2024