Тёмный

Ramhari Das II Odissi Sangeet Pathshala II Pathshala Part - 1 

RAMHARI DAS ODISSI GURUKULA
Подписаться 2,4 тыс.
Просмотров 11 тыс.
50% 1

ଓଡିଶୀ ସଂଗୀତ ପାଠଶାଳା ଭାଗ- ୧ ରେ ଆଲୋଚିତ ବିଷୟ :
1: Introduction
2: ତଥ୍ୟ , ତତ୍ୱ ଏବଂ କିୟା
3: ଶଙ୍କାରାଭରଣ ରାଗ ର ଶାସ୍ତ୍ରୀୟ ପରିଚୟ
ଓଡିଶୀ ସଂଗୀତ ପାଠଶାଳା, ଏକ ଶିକ୍ଷା ଓ ଗବେଷଣା ଭିତିକ କାର୍ଯ୍ୟକ୍ରମ I ଏଥିରେ ଓଡିଶୀ ସଙ୍ଗୀତର ତଥ୍ୟାତ୍ମକ ଓ କ୍ରିୟାତ୍ମକ ଉଭୟ ଦିଗପ୍ରତି ବିଶେଷ ଦୃଷ୍ଟି ଦିଆଯାଇଅଛି I ଓଡିଶୀ ସଂଗୀତ ପାଠଶାଳାକୁ ପରିଚାଳନା କରିଛନ୍ତି ନିଜେ ଗୁରୁ ରାମହରି ଦାସ I ଓଡିଶୀ ସଂଗୀତକୁ ଭଲପାଉଥିବା, ଆଦର କରୁଥିବା, ଶିକ୍ଷା କରୁଥିବା, ଗବେଷଣା କରୁଥିବା , ପରିବେଷଣ କରୁଥିବା ସମସ୍ତ ଛାତ୍ରଛାତ୍ରୀ , କଳାକାର ଓ ଗୁରୁଜନ ମାନଙ୍କ ନିକଟରେ ଏହି ମହାନ ସଂଗୀତ ପରମ୍ପରାର ତଥ୍ୟ, ତତ୍ୱ ଏବଂ କ୍ରିୟାକୁ ଆଲୋଚନା ମାଧ୍ୟମରେ ପହଂଚାଇବା ଏହି ପାଠଶାଳାର ମୁଖ୍ୟ ଉଦ୍ଧେଷ୍ୟ I
#odissimusic
#pathashala
#Ramharidas
#Odissigurukula
#pathshala
Contact No : 9937804407
www.odissiguruk...
odissimusic.gur...@gmail.com
/ odissigurukula
About Gurukula:
Ramhari Das Odissi Gurukul was established on 23rd july 2011 at Badahata adjacent to NH 203 at Biragobindpur under Satyabadi block in Puri District, 14 km away from Lord Jagannath Tample, Puri & 45 Km away from Bhubaneswar the Temple city of Odisha.Guru Ramhari Das is the founder and Chief Executive Trustee of the Gurukula along with other 12 members
The Gurukula is quite dedicated towards Odissi Music, Dance and Culture and Literature.

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 57   
Далее
Ozoda - Lada (Official Music Video)
06:07
Просмотров 1,1 млн
Powerful Vishnu Sahasranamam by ms subbalakshmi
29:59