Тёмный

Ravenshaw News: ବଦଳିଯିବ ରେଭେନ୍‌ସା ନାଁ ! ଷ୍ଟୁଡିଓରେ ମୁହାଁମୁହିଁ... | Revenshaw University Name Change 

News18 Odia
Подписаться 4 млн
Просмотров 20 тыс.
50% 1

Ravenshaw News : ବଦଳିଯିବ ରେଭେନ୍‌ସା ନାଁ ! ଷ୍ଟୁଡିଓରେ ମୁହାଁମୁହିଁ... | Revenshaw University Name Change
Education Minister Dharmendra Pradhan Saturday suggested renaming of the prestigious Ravenshaw University, one of the oldest educational institutions in Odisha. He, however, said that changing of name of the 156-year-old institute is his personal opinion. "There is a need for a name change.
#cuttack #revenshaw #cuttackcollege #dharmendrapradhan #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 173   
@pradyumnabehera2156
@pradyumnabehera2156 7 дней назад
ବିରଞ୍ଚି ସାର୍ କହିଲେ ରେଭେନ୍ସାକଂ ସମୟ ରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ସେଥିପାଇଁ ତାଂକୁ ଦାଇ କରାଯାଏ ତାହାହେଲେ କଣ ଭାରତରେ କୋବିଡି ପାଇଁ ପ୍ରଧାନମନ୍ତ୍ରୀ ଦାଇ ?
@TapanMohanty-j8x
@TapanMohanty-j8x 7 дней назад
@@pradyumnabehera2156 salute to your logic. Good brain
@suryakantasahoo5526
@suryakantasahoo5526 7 дней назад
Stupid logic
@mamataswain4038
@mamataswain4038 7 дней назад
​@@TapanMohanty-j8xModi kan Wuhan laboratory ru covid virus chhadithile ? Sabu Mao comrade nka kama
@Jagannath-oc9ht
@Jagannath-oc9ht 6 дней назад
କୋବିଡ କା କହିଲ ଭାଇ କିଏ ତୁମକୁ ଖହିଦେଲେ। କୋଭିଡ୍ ପ୍ରୁଥିବିର ଆତଙ୍କ ଥିଲା । ମୋଦି ସରକାର ଯଦି ନଥାନ୍ତେ ଆମ ଦାରିଦ୍ୟ୍ରତା ଏବଂ ମାନସିକତା ଜାହାନା ଭାଳତର ଅଧିରୂ ଅଧିକ ଲୋକ ମରି ଥାଆନ୍ତେ ।
@TapanMohanty-j8x
@TapanMohanty-j8x 6 дней назад
@@pradyumnabehera2156 Because of strong leadership of Modi, COVID is handled in India having 140 crore people. Other wise death toll might be above 50 lakh. We should salute Modi for COVID management
@sukantadash3070
@sukantadash3070 8 дней назад
ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଆଗରୁ କେହି କଣ ଓଡ଼ିଶା ରେ ମହାମନିଷୀ ନଥିଲେ ଯେଉଁମାନେ ନାମ ପରିବର୍ତ୍ତନ କଥା ଚିନ୍ତା କରିଥାନ୍ତେ ।ଯାହା ଅଛି ବୋଧହୁଏ ଠିକ୍ ଅଛି।
@damodardas2829
@damodardas2829 8 дней назад
ଆଜ୍ଞା ପ୍ରଥମେ ଇଂରାଜୀ ଭାଷା ଗ୍ଲାସ, ଟେବୁଲ, ଚେୟାର ଇତ୍ୟାଦି ଭଷା ଉଠାଯାଇ ଓଡ଼ିଆ ଭାଷା ରେ କହିପାରିବେ? ସେହିପରି ରେଭେନ୍ସା ନାମ ପରିବର୍ତ୍ତନ କରି ଯେଉଁ ନାମ ଦେଲେ ଲୋକେ ସେହି ରେଭେନ୍ସା କଲେଜ କହିବେ l ଏବେ ସରକାର ବିମାନବନ୍ଦର ରୁ ଜବଦ ସୁନା ବିଷୟ ରେ ଓଡିଶାବାସୀ ମନରୁ ଦୂର କରିବା ପାଇଁ ଏହା ଏକ ଯୋଜନା
@bireswarsaran3528
@bireswarsaran3528 7 дней назад
ତମେ ପ୍ରତିଦିନ ଇଂରେଜ ଭାଷା କହୁଛ ,ପାଶ୍ଚାତ୍ଯ ସଭ୍ୟତା ଅନୁସରଣ କରୁଛ ,ପାଶ୍ଚାତ୍ଯ ଖାଦ୍ୟ ଦିନରାତି ଖାଉଛ ,ପାଶ୍ଚାତ୍ଯ ପାଠ ପଛରେ ଅଣନିଃଶ୍ବାସୀ ହୋଇ ଧାଉଁଛ ।କିନ୍ତୁ ରେଭେନ୍ସାର ନାଁଟା ଅଡୁଆ ଲାଗୁଛି । ଉପର ଠାଉରିଆ ଓଡ଼ିଆ ପ୍ରେମ ।ଧିକ୍କାର ତମକୁ ।
@sukantadash3070
@sukantadash3070 8 дней назад
The name should not be changed.
@ଗୀତିକବିତାକାର୍ତ୍ତିକଚନ୍ଦ୍ରରାଉଳ
ନାମ ପରିବର୍ତ୍ତନ କରିବାକୁ ଯେଉଁମିନେ ଚାହୁଁଛନ୍ତି,ଆଗ ସେମାନେ ତାର କାର୍ଯ୍ୟ ଦକ୍ଷତାର ଉତ୍କର୍ଷତା ପ୍ରତିପାଦନ କରିବା ଦରକାର
@ashokkumarrout2155
@ashokkumarrout2155 7 дней назад
ଓଡିଆ ପୁଅ ମାଡ ଖାଇବା ବିଷୟରେ ବିତର୍କ କେବେ କରୁଛ ମିଡିଆ ବାବୁ, ଦମ ଅଛି?
@samarkumarnayak2777
@samarkumarnayak2777 8 дней назад
Corona ରେ ଯେଉଁ ଲୋକ ମାରିଗଲେ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରାଯିବା ଉଚିତ ଯଦି Ravenshaw ଦୁର୍ଭିକ୍ଷ ପାଇଁ ଦାୟୀ l ନରେନ୍ଦ୍ର ମୋଦୀଙ୍କୁ ଶାସନ ରୁ ହଟା ଯିବ କି?
@premanandabehera-e9o
@premanandabehera-e9o 8 дней назад
Narendra Modi jogu Corona heichhi Kalankamaya itihasa Narendra Modi nka period
@akshayakumar1345
@akshayakumar1345 7 дней назад
Jiye ete atyadhuki juga ekbinsha satabdi re oxygen pain lakshya lakshya loka marijauchhanti
@bireswarsaran3528
@bireswarsaran3528 7 дней назад
ପୁରା ଠିକ୍ କହିଛନ୍ତି
@bidyadharmallik8990
@bidyadharmallik8990 7 дней назад
ତମ ଘର କୁ ଜଣେ ବାହାର ଲୋକ ଆସି ତମ ସମ୍ପତି ଲୁଟି ତମକୁ ଘିଅ ଭାତ ଖାଇବାକୁ ଦେବ, ସେ ବାହାର ଲୋକ କଣ ତମ ମା ହେଇଗଲା କି, ଏ ଭଳି ଓଡ଼ିଆ ଙ୍କୁ ଲାଜ଼୍ୟା ଲାଗିବା କଥା
@NabkishorBarik
@NabkishorBarik 8 дней назад
Aa re BJP don't write/talk/speak english.Teach your children only odiya because odiya asmhita for us.
@TikiliDalai-lc6mt
@TikiliDalai-lc6mt 7 дней назад
Aji bjp asichi na badaliba Kali Congress asiba na baliba puni Jia asiba naa badaliba kichhi asubidha nahi
@KailashchandraJena-tt9qq
@KailashchandraJena-tt9qq 8 дней назад
ସେହି college ତି ଓଡ଼ିଶା ପାଇଁ ଗର୍ବ ଓ ଗୌରବ। ସେଥିରେ ପଢ଼ିବା ଅ ପଢେଇବା ବ୍ୟକ୍ତି ମାନଙ୍କର ଶ୍ରମର ଫଳ। College ର development conruniously ଚାଲିଛି। Ravenashaw ଆଜି ଏଠାରେ devlopment କରୁ ନାହାନ୍ତି। Ravenshwa college ନାମଟି ଯଦି starting ରୁ ଆଉ କୋଉ ନାମରେ ନାମିତ ହୋଇ ଥାଆନ୍ତା ତେବେ ତାହା ମଧ୍ୟ ଆମର ଗୌରବ ହୋଇ ଥାଆନ୍ତା।
@samarkumarnayak2777
@samarkumarnayak2777 8 дней назад
ଯଦି ଦମ ଅଛି Ravenshaw ର ନାମ ଯେଉଁଦିନ ବଦଳିବ ତା ପରଦିନ ଠାରୁ ଇଂଲିଶରେ ପାଠ ପଢା ନଯାଉ l
@somanathmahanta4739
@somanathmahanta4739 7 дней назад
Right sir
@srabankanhar4956
@srabankanhar4956 7 дней назад
Thick katha Train line bi band hau
@TapanMohanty-j8x
@TapanMohanty-j8x 8 дней назад
Change the Biju Patnaik airport as Mahatma Gandhi airport
@alexanderfleming7906
@alexanderfleming7906 7 дней назад
Modi international airport kori deo kiye mona kola ki 😂😂😂
@rayadvocate7711
@rayadvocate7711 7 дней назад
Dharmendra Pradhan is an outsider to Cuttack. He is the "Kalapahad" for Cuttack. He want to destroy the cultural and educational heritage of Cuttack. Mahtab is assisting him. Boycott them.
@PradiptaAcharya-s4l
@PradiptaAcharya-s4l 8 дней назад
Bahanaga rail accident pain, minister Ashwini babu hatileni ta?Chikiti mada mrutyu pain Harichandana babu bida heleni ta?kn ame bhakua
@viratkohlifanclub296
@viratkohlifanclub296 8 дней назад
Na change hele nia jaliba
@saineshree
@saineshree 8 дней назад
87 kg ସୁନା ବାବଦରେ କେବେ news ଦେଖେଇବ
@FinancialFriend_mmb
@FinancialFriend_mmb 7 дней назад
ନାମ ପରିବର୍ତ୍ତନ କରିଲେ କଣ ହେବ, ଉତ୍କଳ କିଛି ଜିଲ୍ଲା କି ନେଇ ହେଇ ଥିଲା ତାହେଲେ କାହିଁକି ଉତ୍କଳ ଦିବସ ପାଳନ କରାଯାଉଛି ଓଡ଼ିଶା ଦିବସ ନହେଲେ ଓଡ଼ିଆ ଦିବସ କାହିଁକି ପାଳନ କରାଯାଉନି
@rudradevsahu2295
@rudradevsahu2295 5 дней назад
ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ପାଇଁ ରେଭେନ୍ସା ସାହେବ ଯଦି ପ୍ରତ୍ୟକ୍ଷ ଭାବେ ଦାୟୀ, ତେବେ ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ନିଶ୍ଚୟ। ମୋର ମତରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ "ନେତାଜୀ ବିଶ୍ବବିଦ୍ୟାଳୟ , କ୍ରାନ୍ତି ବିହାର" ରଖାଯାଉ।
@pabitrasahu5326
@pabitrasahu5326 2 дня назад
ବିରଞ୍ଚି ର ନାମ ମଧ୍ୟ ପରିବର୍ତ୍ତନ କରାଯାଉ ।
@purnachandrasahoo9702
@purnachandrasahoo9702 8 дней назад
ଓଡିଶା ର ନୂଆ ରାଜଧାନୀ ଭୁବନେଶ୍ବରରେ ଉତ୍କଳ ବିଶ୍ୱବିଦ୍ୟାଳୟ ହୋଇଛି ସେହିପରି ପୁରୁଣା ରାଜଧାନୀ ର ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ କରାଯାଇ କଳିଙ୍ଗ ବିଶ୍ୱବିଦ୍ୟାଳୟ କରାଯାଉ ।
@jayajuktanaik8440
@jayajuktanaik8440 4 дня назад
Right 👍
@harapriyamohapatraharapriy739
@harapriyamohapatraharapriy739 8 дней назад
Sunantu odisha kemiti progress Kariba...seita chinta karantu.. Faltu bakbas karantu nahi...... Setebele kaan budhijibi nathile. Gopabandhu....fakirmohannsenapati...... nathile ki?
@srabankanhar4956
@srabankanhar4956 7 дней назад
Biranchi na apanankara bhala laguni na Change kara
@TheSonOfSoil.
@TheSonOfSoil. 7 дней назад
😢 ରେଭେନ୍ସାରେ କିଏ ପଢିବ ନପଢିବ ପ୍ରବେଶିକା ପରୀକ୍ଷା ଫଳ ଉପରେ ନିର୍ଭର କରେ।
@mragrncy9144
@mragrncy9144 4 дня назад
Non of a Revenshawvan will advocate to change the name. We are pride enough as a Revenshaw student.
@bireswarsaran3528
@bireswarsaran3528 7 дней назад
Excellent reply
@DebendraDas-n8f
@DebendraDas-n8f 8 дней назад
ଇଂରେଜ ଭାଷାକୁ ହଟାଅ ଆଗ
@pradeepkumarpanda7626
@pradeepkumarpanda7626 8 дней назад
Ethi narahanta Ingrej nka katha padichi. Bhasa katha kimba bhala Ingrej lok katha padini.
@SantoshBarada-w6b
@SantoshBarada-w6b 8 дней назад
Posyaputra Posyabapanka Namaparibartan Karibeki Bhartuhari
@ranjankumarmohapatra1718
@ranjankumarmohapatra1718 7 дней назад
ପାଠ ପଢୁଥିବା ବିଦ୍ୟାଳୟ , ମହାବିଦ୍ୟାଳୟ ବା ବିଶ୍ଵବିଦ୍ୟାଳୟ କୁ ମା କହିବା ହାସ୍ୟାସ୍ପଦ l ଗୋଟିଏ ପିଲାର କେତେଟା ମା , ଗୋଟିଏ କଥା କୁହାଯାଇପାରେ ପ୍ରଥମେ ଓଡ଼ିଆ ଭାଷାକୁ ପ୍ରତ୍ୟେକ କ୍ଷେତ୍ରରେ ବାଧ୍ୟତାମୂଳକ ଭାବେ ଲାଗୁ କରାଯିବା ଉଚିତ୍ ।
@RajkumarKumar-rf4xb
@RajkumarKumar-rf4xb 5 дней назад
Late and great Thomas Edward Ravenshaw contributed to school college, hospitals, and different institutions, especially Cuttack College, and donated money 💰 too.
@SantoshkumarMohanty-k4f
@SantoshkumarMohanty-k4f 2 дня назад
ଜଣେ ଦୁରାଚାରୀ ଶାସକଙ୍କ ନାମ ପରିବର୍ତନ ରେ କିଛି ନ ମିଳିଲେ ମଧ୍ୟ ଆତ୍ମ ସନ୍ତୋଷ ମିଳିବ। ରେଭେନ୍ସା ର ଛାତ୍ର ବଦଳରେ କପିଳେନ୍ଦ୍ର ଦେବ, ସୁବାସ ଵୋଷ, ମଧୁବାବୁ, ବିଜୁବାବୁ ଆଦି ଙ୍କ ନାମାନୁସାରେ ହେଲେ ଆମେ ଗର୍ବିତ ହେବା।
@niranjanbehera9276
@niranjanbehera9276 3 дня назад
ନାମରେ ହିଁ ସବୁ ଯେଉଁ ନାମ ନେଲେ। ଆମ ଶରୀର ପବିତ୍ର ହେବ ସେଇଭଳି ହବା ଉଚିତ
@hemantamohanty4171
@hemantamohanty4171 День назад
ବାବୁ ଗୋଟିଏ ମେଡିକାଲ ଥିଲେ ରୋଗୀ ସଂଖ୍ୟା ବୃଦ୍ଧି ହୁଏ ଯେତେବେଳେ ଅଧିକା ମେଡିକାଲ ହେଲେ ରୋଗୀ ସଂଖ୍ୟା କମି ଗଲେ ସେ ମେଡିକାଲ ଚାଲିବା ସବୁଦିନ ବନ୍ଦ ହୋଇଯିବ ସେତେବେଳେ କଣ କରିବ
@kapilcharanmohanty9673
@kapilcharanmohanty9673 8 дней назад
Sabu bidyala ,club ,hotel ra naa change karantu sarakar ,Mr.Mahatab ba jie sikshita achhanti kie English padhinahanti ?
@bharatchandrasahoo1583
@bharatchandrasahoo1583 8 дней назад
Is it a pro-BJP debate & studio ?
@skbiswal3771
@skbiswal3771 2 дня назад
Rourkela Engineering College is not correct. It is Regional Engineering College. During REC period, state Govt is part of institute. Now centre has taken 100% responsibility, hence name has been changed to NIT.
@akshaykhara-lt9td
@akshaykhara-lt9td 7 дней назад
ବିରଞ୍ଚି ବାବୁ ତାଙ୍କ ପୁଅ ଝିଅ ଙ୍କୁ English medium school ରେ ପଢ଼ାଉ ନାହାନ୍ତି କି english ରେ କୌଣସି ଲେଖା ନ ଯାଉ କେବଳ ଓଡ଼ିଆ ରେ ସବୁ ଲେଖା ହେଉ ଓଡିଶା ରୁ ସମ୍ପୂର୍ଣ୍ଣ ଇଂଲିଶ ଭାଷା କୁ ଉଚ୍ଛେଦ କରାଯାଉ
@ramachandrapanipani7424
@ramachandrapanipani7424 5 дней назад
ମାନସ ଭାଇ ଭଲ ଉପସ୍ଥାପନା କରୁଛନ୍ତି ।
@HouseofInfoo
@HouseofInfoo 5 дней назад
It is very difficult to accept for those students who are spent theirs life in Revenshaw college as a student. It feels like some call you useing any others name . BUT Is there any problem to change Ravenshaw university as IIT CUTTACK?😮 ରେଭେନ୍ସା ବିଶ୍ଵବିଦ୍ୟାଳୟ is brand and pride of odisha . There is no connection with the name of Revenshaw now a days although this college was made at Thomas Edward Ravenshaw in 1866.
@kapilcharanmohanty9673
@kapilcharanmohanty9673 8 дней назад
Odisha govt Kerala government ku chithi lekhile odia re lekhibe na malayalam re na English re lekhibe ?
@kapilcharanmohanty9673
@kapilcharanmohanty9673 8 дней назад
Ebe kn nete mane lutu nahanti ki bibhinna upayare
@saratsahoo5310
@saratsahoo5310 11 часов назад
It is all nonsense to think of the change of name of Revensaw
@ramachandrapanipani7424
@ramachandrapanipani7424 5 дней назад
ଅନୁଷ୍ଠାନ କରିଛି ନା ଯାହା ନାମରେ କଲେଜ୍ ପୁରୁଣା ନାମ ବଦଳାଇ ହୋଇଛି ସିଏ କରିଛି ?
@lokobadaraita2837
@lokobadaraita2837 3 дня назад
Oo hm bhai mohapurosomanangko taru tomoro gyano odika ochi great bronchi babu
@TapanMohanty-j8x
@TapanMohanty-j8x 8 дней назад
What is the definition of odisha baraputra. Have there is any definition
@ramachandrapanipani7424
@ramachandrapanipani7424 5 дней назад
ଯଦି ବ୍ୟକ୍ତି ଆସୁ ନଥିଲା ତାଙ୍କ ନାମ ରଖିବାକୁ ଚାହୁଛନ୍ତି କାହିକି ?
@sitansusirodiasahitya8876
@sitansusirodiasahitya8876 7 дней назад
BJP channels 😂😂😂BJP news channels 😂😂😂😊
@hemantamohanty4171
@hemantamohanty4171 День назад
ପୁରା ସତ କଥା ବିରଞ୍ଚି ଭାଇ (ବଦ୍ରି ଭାଇ ନିଶ୍ଚୟ କାମ ହେବ ନାମ ପରିବର୍ତ୍ତନ ହେଲେ )
@subashchampati282
@subashchampati282 4 дня назад
Bharat / odisha amar maa na Revenshaw maa.
@Jagannath-oc9ht
@Jagannath-oc9ht 6 дней назад
ସୁଦର୍ଶନ କହୁଛନ୍ତି ଯେ ରେଭେନ୍ସା ନାମ କହିଲେ ଜଣେ ବ୍ୟକ୍ତି ସାମନା 🎉କୁ ଆସନ୍ତି ନାହିଁ । ଯେତେବେଳେ ଯେଉଁ ମାନେ ଜାଣନ୍ତି ନାହିଁ ବ୍ୟକ୍ତି ର ନମ ସାମନା କୁ ଆସୁଥିଲା ।ଏବେ ସବୁ ଜାଣା ସାରିଲେଣି ଯେ ସେହି ବ୍ୟକ୍ତି କିଏ ଓ କିଭଳି ଲୋକ। ଯା ' ନାମରେ କଳଙ୍କ ଅଛି ସେହି ନାମ ପରିବର୍ତ୍ତନ ହେଊ।ସୁଭାଶଚନ୍ଦ୍ର ବୋଷଙ୍କ ନାମରେ ନାମିତ ହେଉ। 2. ଆଶ୍ଚର୍ଯ୍ୟ ! ରେଭେନ୍ସା ଭାଷା କୁ ବଞ୍ଚାଇଲେ। ଆମ ଜଗନ୍ନାଥ ଦାସ ଓଡିଆ ଭାଗବତ ! ଆମ ଗୁରୋକୁଳ ଆଶ୍ରମ ! ଆମ ଚାଟଶାଳୀ ପାଠ !
@akshyaswain7617
@akshyaswain7617 8 дней назад
Why there is no other work of discussants except indulging in name changing dirty movement. Political associates want to come in lime light by making useless slogans. If we are adamant to change the name , let us take name of an animal for the purpose. We should not wear British type clothes and British food. Also , let us change the names of our parents and replace by odia names in odia literature. Further , Taj Mahal should be named as Narendra Mahal. Kutub Minar should be named as Sri Rama Minar. What a wastage of time and energy to discuss a silly topic ? Prof A KP C Swain Bhubaneswar
@ashrutdas8565
@ashrutdas8565 7 дней назад
ଵଙ୍ଗୋପ ସାଗର ପ୍ରକୃତ ନାଁ ହେଉଛି କଳିଙ୍ଗ ସାଗର ହେଲେ କିନ୍ତୁ କେହି ବଙ୍ଗୋପସାଗର ର ନାଁ ପରିବର୍ତ୍ତନ କରିବାକୁ ଦାବି କରିନାହାନ୍ତି।
@jalilkhan1227
@jalilkhan1227 5 дней назад
ରେଭେନ୍ସା କଲେଜ ର ପୂର୍ବତନ ନାମ ଥିଲା କଟକ କଲେଜ ମୟୂରଭଞ୍ଜ ରାଜା ଙ୍କ ଅବଦାନ ଥିଲା ବୋଲି ଇତିହାସ କହୁଛି ଗଜପତି କପିଳେନ୍ଦ୍ରଦେବ ଙ୍କ ଅବଦାନ ରହିଛି ସମସ୍ତେ ବିଜ୍ଞ ଗୁଣି ଜ୍ଞାନୀ ଓଡିଶାର ବିଖ୍ଯାତ ବ୍ଯକ୍ତିତ୍ବ ବସିଛନ୍ତି ଯାହା ନିଷ୍ପତି ନେବେ ଆମେ ଦର୍ଶକ ତାହା ଟିଭି ରେ ଦେଖିବାକୁ ପାଇବୁ ନାମ ପରିବର୍ତ୍ତନ ହେଉ ବା ନ ହେଲେ ଆମର ଯାଏ ଆସେ ନି । ସରକାର ଯାହା କରିବେ ସୂଆଗତଂ
@rabindraraita6455
@rabindraraita6455 7 дней назад
ଏଭେନ୍ସା ର ନାମ ସହ ଶିକ୍ଷା ଉନତି ଊନ୍ୟାନ୍ୟ ବଦଳୁ
@BisnumohanBehera
@BisnumohanBehera 8 дней назад
Bharat name badali padam kara
@ramachandrapanipani7424
@ramachandrapanipani7424 5 дней назад
ଶିକ୍ଷା ମନ୍ତ୍ରୀ ଲିଙ୍ଗରାଜ ମିଶ୍ର ଥିବା ବେଳେ ଏ କଥା ଉଠିଥିଲା ।
@kapilcharanmohanty9673
@kapilcharanmohanty9673 8 дней назад
Modi pm nka samayare corona re loka marinahanti ki
@subhransusekhardas6837
@subhransusekhardas6837 6 дней назад
Change the name to katak Biswabidyalaya as soon as possible
@chaturamahanta013
@chaturamahanta013 7 дней назад
Language is not necessary for name change of revensha university.
@rayadvocate7711
@rayadvocate7711 5 дней назад
Why the name of Ahmedabad has not yet changed . Has Dharmendra Pradhan raised this issue. Let it be "Aham Modi Puram".
@RajkumarKumar-rf4xb
@RajkumarKumar-rf4xb 5 дней назад
No 👎 it was Orissa and became Odisha same pronunciation, and you can't change Mother's name Laxmi to Saraswati? We are confused, and we can't delete Ravenshaw's name from History, as he did some wonderful job for the state of Odisha, especially Silver City Cuttack, like water irrigation primary education. Girl's education medical school Engineering school 🏫 👌 and above all, he promoted odia language.so no need to change please 🙏.
@rabindranathbehera5172
@rabindranathbehera5172 5 дней назад
Should be.
@ramachandrapanipani7424
@ramachandrapanipani7424 5 дней назад
ଗଜପତି ମହାରାଜା କପିଳେନ୍ଦ୍ର ଦେବ ଓଡ଼ିଶା, ଓଡ଼ିଆ କଥା ପ୍ରଥମେ କହିଥିଲେ ।
@babunisahoo6278
@babunisahoo6278 8 дней назад
Sri Sri Gajapati Kapilendra Deb
@gitachihna6638
@gitachihna6638 5 дней назад
କରୋନା ରେ ହଜାର ହଜାର ଲୋକମଲେ.ନରେନ୍ଦ୍ର ମୋଦି ଦାୟି କି?
@SatyamebaJayate-ml8qx
@SatyamebaJayate-ml8qx 7 дней назад
ମୁକୁ ଭାଇ ମଉକା ଦେଖି ରେଭେନ୍ସା ଗୁଗୁଲି ଛାଡିଲେ ଯେ ଜଣେ ସରକାରୀ କର୍ମଚାରୀ ଙ୍କୁ ରାଜ୍ୟପାଳ ଙ୍କ ପୁଅ ର ଅତ୍ୟାଚାର କଥା ସଭିଙ୍କ ମନ ଧ୍ୟାନ ରୁ ବିସ୍ମୃତ ହୋଇଗଲା... ଗୋଟାଏ ଅପ୍ରସଙ୍ଗ କୁ ପ୍ରସଙ୍ଗ କରିଦିଆଗଲା.. ଯଦି ନ 'ଅଙ୍କ ଦୁର୍ଭିକ୍ଷ ପାଇଁ ରେଭେନ୍ସା ଙ୍କୁ ଦାୟୀ କେହି କରୁଛି ତେବେ ସେ ଟିକେ ପଛକୁ ଯାଇ ପାର୍ଲିଆମେଣ୍ଟ ରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ବାଜପେୟୀ ଙ୍କୁ.... କୋଭିଡ ଓ ତଦ୍ଜନିତ ମୃତ୍ୟୁ ପାଇଁ ମୋଦିଜୀଙ୍କୁ.... ଓଡିଶା ରେ ଅନେଶୋତ ର ମହାବାତ୍ୟା ପାଇଁ ଗମାଙ୍ଗ ଙ୍କୁ ଦାୟୀ କରି ଏକ ପ୍ରେସ ବାର୍ତ୍ତା ଦିଅନ୍ତୁ.... ଲୋକେ ଚବିଶ ବର୍ଷର ଶାସନ-ବୀତସ୍ପୃହ ହୋଇ ଜୁନ ଚାରିରେ କାଳ ଗର୍ଭରେ ଏହାକୁ ଫିଙ୍ଗିଛନ୍ତି କିଛି ନୂଆ ଦେଖିବାକୁ...... ପୁରୁଣାକୁ ରଙ୍ଗ ମାରି ନାମ ଶୁଦ୍ଧିକରଣ ରେ ଲୋକଙ୍କ ମନରେ ଫମ୍ପା ଅସ୍ମିତା ଆବେଗ ଭରି ମୁଖ୍ୟ ସମସ୍ୟା ରୁ ସମସ୍ତ ଦୃଷ୍ଟି କୁ ଦୁରେଇ ଦେବାକୁ ଏହା ଏକ ସୁବ୍ୟବସ୍ଥିତ ପ୍ରୟାସ କୁ ସ୍ୱାଗତ କରିବାକୁ ନୁହେଁ... ଯଦି କେହି ଜ୍ଞାନୀ ଓଡ଼ିଶାର ବରପୁତ୍ର ଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେଉଥାଏ ତେବେ ପୁରୁଣା ଚୌକି ରେ ତାଙ୍କୁ ନ ବସାଇ ନୂଆ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଟିଏ ତାଙ୍କ ନାମରେ କରିବାର ଉଦ୍ୟମ କରନ୍ତୁ... ଓଡିଶା ର ମାନବ ସମ୍ବଳ ବିକାଶରେ ଏହା ଅତ୍ୟନ୍ତ ଉପଯୋଗୀ ହେବ...
@rudradevsahu2295
@rudradevsahu2295 5 дней назад
ମୋର ମତକୁ NEWS 18 ଗୁରୁତ୍ଵ ଦେବ ବୋଲି ବିଶ୍ବାସ ରହିଛି।
@Puala_18
@Puala_18 4 дня назад
Jadi REVENSHAW name change heba tebe odisha ru English language bi heu sabu , je kounasi exam and interview madya odia re heuu.
@suryakantasahoo5526
@suryakantasahoo5526 7 дней назад
କୋରାନ ଗୋଟେ ମହାମାରୀ , ସାରା ବିଶ୍ବ କବଳିତ ଥିଲା ଆଉ ମରୁଡି ଓଡ଼ିଶା ବିହାର ଆଉ ବେଙ୍ଗଲ ରେ ଥିଲା but odisha ku pura ଅବହେଳା କରାଯାଇଥିଲା
@muralidharmohapatra5461
@muralidharmohapatra5461 7 дней назад
English is the first world in parliament.If you want to abolishe the name of revenshaw college first abolishe from parliament
@mahendrakumarnayak4127
@mahendrakumarnayak4127 7 дней назад
Odisha Mahapursanka namare karajau
@ashokkumarsingh3323
@ashokkumarsingh3323 7 дней назад
ଓଡିଶା ବାସୀ ପାଗଳ ହୋଇ ଗଲେଣି
@mamataswain4038
@mamataswain4038 7 дней назад
Jadi Union Jack khasei Triranga lagila Revenshaw na khaseile golam mane katha divert karuchhanti kahiki ?
@JibluDigal-i9v
@JibluDigal-i9v 7 дней назад
Ame revensha nama rahina hi bhala .rha chachu.
@PradiptaAcharya-s4l
@PradiptaAcharya-s4l 8 дней назад
Ame au English patha padhibani???
@kapilcharanmohanty9673
@kapilcharanmohanty9673 8 дней назад
Sarkar chalipalibani Bina English re .jete odia sabu social media I'd kholichanti ,keu language re ?
@akshyaswain7617
@akshyaswain7617 8 дней назад
Let us make it an election issue in coming general election. A K P Swain
@ramachandrapanipani7424
@ramachandrapanipani7424 5 дней назад
ନାମ ଓ କାମ ଉଭୟ ପରିବର୍ତ୍ତନ କରନ୍ତୁ ।
@krushnachandrarana7353
@krushnachandrarana7353 8 дней назад
Those who are disagree of change of name, perhaps they are the followers of the Britishers.We hope BJP govt must change this name.
@shankarsahu4117
@shankarsahu4117 8 дней назад
ହଁ ପରିବର୍ତ୍ତନ ହେବା ନିହାତି ଦରକାର କାରଣ ଆମ ଓଡ଼ିଶା ରାଜ୍ୟ ରେ ଅନେକ ସ୍ଥାନରେ ଓଡ଼ିଶା ଗଠନର ମହାପୁରୁଷ ଥିଲେ ବିରଞ୍ଚି ବାବୁ ଠିକ୍ କହୁଛନ୍ତି
@srabankanhar4956
@srabankanhar4956 7 дней назад
Hn jadi name change karibaku chauncha tebe English language. Train asabu ban karajau ❤
@akhayrath451
@akhayrath451 6 дней назад
Kichi rajnata and Kichi media odisha ku kahigala But Kichi bura cater nija swartha pai sabu Kichi kariba nahi
@SombuHazra
@SombuHazra 8 дней назад
ରେଭେନ୍ସା ନ ପରିବର୍ତ୍ତନ ହବା ଦରକାର 😅
@lokatheatre7299
@lokatheatre7299 6 дней назад
British 200 baraa sasana karibara karana ehipari kichhi loka tanku samarthana deithile.
@sashi-thehardworker8396
@sashi-thehardworker8396 День назад
ଆମ ଓଡିଆମାନଙ୍କର ENGLISH NAME ଭାରି ପସନ୍ଦ ।ତେଣୁ Ravenshaw name ଛାଡିବାକୁ ଅମଙ୍ଗ ।Eñglishman କେବେ ଭଲ ନୁହନ୍ତି ।କାରଣ ସେମାନେ ଲୁଟେରା,ଅତ୍ୟାଚାରୀ,ବିଧର୍ମୀ ।
@suryakantasahoo5526
@suryakantasahoo5526 7 дней назад
କୋରୋନ ରେ ସବୁ ମରିଥାନ୍ତ, ମାଗଣା ରାସନ ଆଉ ଟୀକା ଟା ମୋଦି ଦେଇଛି
@mahakaldibyadarsan9993
@mahakaldibyadarsan9993 7 дней назад
Congress kebe suport karibani😂
@subalkumarswain1457
@subalkumarswain1457 8 дней назад
Fake debate kan pain, e kana omfed milk
@dileswarkishan7850
@dileswarkishan7850 5 дней назад
Bada durbhagya ra katha ,aaji bi bastabikata ku bujhi paru nahanti .jahanka namare arambha tari namare sesha.Revenshaw amiti dayad tiarikarichhi.
@kushapanigrahi9352
@kushapanigrahi9352 7 дней назад
Jeun sarkar samayare kichhi ghatana durghatana hue S ehi sarkar case hue , 1866 re jie odisha ku saasan karuthila sehi sarkar daae heba katha ,
@alexanderfleming7906
@alexanderfleming7906 7 дней назад
Jodi name change houchhi tahele mayurbhanj bi semity olga State thila seita bi olga state hou 😂😂😂
@sanjaykumishra5186
@sanjaykumishra5186 7 дней назад
ଓଡିଶା ର ନାମ ରେଭେନ୍ସା କରାଯାଉ 🙏
@somechocolate
@somechocolate 8 дней назад
Mahan majhi university kara
@Puala_18
@Puala_18 4 дня назад
Dharmendra Pradhan university rakhajaau 😂😂😂😂😂
@giridharipanda1287
@giridharipanda1287 7 дней назад
ଅଶୋକ ଆମ କଳିଙ୍ଗ କୁ ଛାରଖାର କରି ଦେଇଥିଲେ।ଆମ ଜାତୀୟ ପତାକାରୁ ଅଶୋକ ଚକ୍ରକୁ ହଟାଇ ତାହାର ସ୍ଥାନରେ କୋଣାର୍କ ଚକ୍ରକୁ ସ୍ଥାନିତ କରିବା ଠିକ୍ ହେବ କି? ଏହାକୁ ଆମ ଓଡିଆ ଅସ୍ମୀତା ବୋଲି କହି ହେବ କ? ଯଦି ନାହିଁ,ତେଵେ‌ ରେଭେନ୍ସା କଲେଜ ନାମ ବଦଳାଇବା ପାଇଁ ଏତେ ଯୁକ୍ତି ତର୍କ କାହିଁକି?
@adityabehera1361
@adityabehera1361 7 дней назад
ବହୁତ ଭଲ କହିଲ
@SrikantaMohanta-hn4bi
@SrikantaMohanta-hn4bi 2 дня назад
No😊
@KailashchandraJena-tt9qq
@KailashchandraJena-tt9qq 8 дней назад
College କଥା କୁ ବାଦ ଦେଇ, T.E. Ravenshaw ଆମ ଓଡ଼ିଶା ପାଇଁ or ଓଡ଼ିଶା ବାସୀ ଙ୍କ ପାଇଁ ଯଦି ଜଣେ ମହାପୁରୁଷ ତେବେ ଦେଖନ୍ତୁ,........
@biswanathdehury5340
@biswanathdehury5340 7 дней назад
NIRF rankre ravenghawi ra name nahi. Kn khali ravensha odishare quality collegeta ki. SOA KIIT ravenshaw thharu bahut agare.name change heba darakara. Odishara mahapurushanka namere heba darakara.
@gitachihna6638
@gitachihna6638 5 дней назад
କୁତବ ମିନାର.ତାଜ ମହଲ ନାମ ବଦଳିବ କ? ମୋଦି ବଦଳାଉ ନାହାନ୍ତି.ତାଙ୍କ ସମଧି ଭାରତ ରେ କଲେ.ତାକୁ ଭାଙ୍ଗି ଦଉନ.ଧର୍ମେନ୍ଦ୍ର ଏଡେ କାଢୁଆ ତାଜ ମହଲ ଭାଙ୍ଗି ଦଉନି.
@prienceandalex3857
@prienceandalex3857 8 дней назад
Dharmendra pradhan University rakhile kn problem hebo ki
@premanandabehera-e9o
@premanandabehera-e9o 8 дней назад
100 gangaa re snana karibe odishaa baasi jadi se paapi loka taaa naan re naamita hue
@SuryaNarayan-k5y
@SuryaNarayan-k5y 7 дней назад
ରାଜ୍ୟଗୋଷ୍ଠୀ କ୍ରୀଡା ରୁ ଭାରତ। ଓହରିଲାଣି କି?
@alexanderfleming7906
@alexanderfleming7906 7 дней назад
Seita andha bhokto reply debe ni 😂😂😂
Далее
How to split your drink
00:45
Просмотров 1,1 млн
Распаковка Monster High Potions #monsterhigh
01:00
7PM Bulletin || 21st September 2024 || Kanak News
27:56
How to split your drink
00:45
Просмотров 1,1 млн