Тёмный

Rioters Target 3 Towns Of Odisha - Sambalpur - Bhadrak - Balasore | Nirbhay Gumara Katha 

Nirbhay
Подписаться 283 тыс.
Просмотров 12 тыс.
50% 1

Rioters Target 3 Towns Of Odisha - Sambalpur - Bhadrak - Balasore | Nirbhay Gumara Katha #nirbhaygumarakatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytubeodisha Politics,Odisha News,Khabar Odisha,Odisha Khabar,Rokthok,Nirbhay Khabar,Nirbhay,Politics,Odisha Corruption,BJD,Odisha BJP,BJD Party Office,Bhubaneswar,Odisha,BJD Politics,Odia News,Nabin Das,Nirbhaya,CM Naveen Patnaik,Biju Janta Dal,Election,Monomohan samal,Narendra Modi,PMO,V K Pandian,puri,SocialMedia,P K Mishra,India Today,CMO,NUA O,BJP ODISHA,Kartika Pandian,Vote,Naveen Pattnaik,Mohan Ch Majhi,VKP,Jute Bag Scam,Subhadra,Paddy
Instagram: / in
PH NO -9124469621

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 142   
@anupamanayak8568
@anupamanayak8568 2 часа назад
ଆପଣଙ୍କୁ ହୃଦୟରୁ ପ୍ରଣାମ ଓ ଧନ୍ୟବାଦ ।ଆଲୋଚନା ଖୁଵ୍ ଭଲ ଲାଗୁଛି ।ନିରାଟ ସତ କଥା ସାର୍ ।
@jdsoren9299
@jdsoren9299 Час назад
ଆପଣଙ୍କୁ ବିଶ୍ଳେଷଣ ପାଇଁ ଅନେକ ଅନେକ ଧନ୍ୟବାଦ
@tapasparida958
@tapasparida958 Час назад
ବହୁତ୍ ହିନ୍ଦୁ ଭାଇ ଭଉଣୀ କୁ ହତ୍ୟା କରିବେ ପଠାଣ ମାନେ 🙏☝️
@NoDaddyIssues
@NoDaddyIssues 2 часа назад
ବିଡମ୍ବନା ବଙ୍ଗଳାଦେଶୀ ଙ୍କ ଉପରେ ମିଡ଼ିଆ ଚୁପ୍ ରହିବା,
@ajitkumarpanda6388
@ajitkumarpanda6388 2 часа назад
ଓଡ଼ିଶା ର ଗୋଇନ୍ଦା ବିଭାଗ ବା କେନ୍ଦ୍ର ସରକାର ଙ୍କ ଗୋଇନ୍ଦା ବିଭାଗ କଣ କିଛି ସୂଚନା ଦେଉନାହାନ୍ତି କି ସରକାର ଙ୍କୁ,,,,, ଆପଣଙ୍କ ସ୍ଵର ସରକାର କାନରେ ପଡୁ ଏବଂ ସରକାର ସତର୍କ ରୁହନ୍ତୁ ନ ହେଲେ ନିରୀହ ଜନତା କଷ୍ଟ ପାଇବେ,,,,,,ଚକ୍ରାନ୍ତକାରୀ ମାନଙ୍କୁ ତୁରନ୍ତ ସରକାର ଧରାନ୍ତୁ,,,,,,
@kishorebiswal4298
@kishorebiswal4298 Час назад
ଆପଣଙ୍କ ନିରପେକ୍ଷ କଥା ଓ ପରିସ୍ଥିତି କୁ ସଠିକ ଅନୁଶୀଳନ ଆମ ରାଜ୍ୟ ପାଇଁ ନିହାତି ଦରକାର।
@nrushinghnathsahu1630
@nrushinghnathsahu1630 2 часа назад
ମୋହନ ସରକାର ବଦନାମ ହେବା ନିଶ୍ଚିତ, କାରଣ ରାଜ୍ୟ ପୁଲିସ ସରକାରଙ୍କ ନିୟନ୍ତ୍ରଣ ରେ ନାହିଁ. ଯଦି ନିୟନ୍ତ୍ରଣ ରେ ରୁହନ୍ତା ତେବେ ଭୁବନେଶ୍ଵର ରେ ସେନା ବାହିନୀ ର କର୍ମଚାରୀ ଓ ତାଙ୍କ ବାନ୍ଧବୀ ପ୍ରତି ଅମାନୁଷିକ ଆଚରଣ ହୁଅନ୍ତା ନାହିଁ
@Aviator_7940
@Aviator_7940 3 часа назад
Thik katha
@sanjayasamantaray9622
@sanjayasamantaray9622 Час назад
ବୁଲି ବୁଲି ଧର୍ମେନ୍ଦ୍ରଙ୍କ ପାଖକୁ ବାରମ୍ବାର ଆସନ୍ତି କାହିଁକି ? ତା ହେଲେ ଥରେ ଚର୍ଚ୍ଚାକୁ ଡାକନ୍ତୁ ଧର୍ମେନ୍ଦ୍ରଙ୍କୁ l
@hiteshkumarpradhan254
@hiteshkumarpradhan254 Час назад
Haha channel band kareibe bodhe apna
@mituprdhan2020
@mituprdhan2020 2 часа назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🏻🌹🙏🏻🌹🙏🏻
@SambhunathDas-rp7cx
@SambhunathDas-rp7cx Час назад
ନବୀନର ପୁତୁରା ପରା ଜଣେ ବିଦେଶିନୀଙ୍କୁ ବିବାହ କରିଛନ୍ତି ଯାହାର ଗୋଟିଏ ପିଲା ମଧ୍ୟ ଅଛି l ଏ ହେଉଛି ଏମାନଙ୍କ ସଂସ୍କାର
@ABHISHEKHASWAIN
@ABHISHEKHASWAIN 53 минуты назад
Rajyapala pua odia ku gnheila asi 😂😂😂😂 odia asmita chup munha re banda pureidele 😂😂😂
@manasdas5715
@manasdas5715 2 часа назад
ଠିକ୍ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଜି ନେଇଛନ୍ତି,ବର୍ତ୍ତମାନ ଇଂଲଣ୍ଡ ଏବଂ ଡେନମାର୍କ ଦେଶରେ ମଧ୍ୟ ଭୟଙ୍କର ପରିସ୍ଥିତି ଉପୁଜିଛି, ବେଳହୁଁ ସାବଧାନ 🙏
@bikashkumarnayak6249
@bikashkumarnayak6249 2 часа назад
Right sir100%
@prabodhapanda5184
@prabodhapanda5184 Час назад
ରାଜ୍ୟପାଳ ଙ୍କ ପୁଅ ବିଷୟରେ ଟିକେ କୁହନ୍ତୁ. ସରକାର ବହୁତ ଭଲ ବୋଲି ଆପଣ ସବୁବେଳେ କୁହନ୍ତି.
@brajakishorepadhi4022
@brajakishorepadhi4022 2 часа назад
ମୋହନ ସରକାର କଂ ମୁଖ୍ଯ କାମ ନବୀନ ର ଯେତେକ ଡକାୟତି ପ୍ରପଂଚ ଚୋରି ର ପରଦା ଉଠେଇବା ଦରକାର।
@RanjanBehera-ge1kf
@RanjanBehera-ge1kf 2 часа назад
☀️ ଧନ୍ୟବାଦ ଆଜ୍ଞା !...... 👍👌👌🌸🌹🌸
@Sumankumar-kc5cm
@Sumankumar-kc5cm 2 часа назад
ଦମ ନାହିଁ ବୋଧେ
@RupNarayanMajhi
@RupNarayanMajhi Час назад
ଡକାୟତି ଧରିବେ କଣ, ଓଲଟା ଦୁଇଗୁଣ ଡକାୟତି କରିବେ ଯାହା ଲାଗୁଛି । ସରକାର ରେ ଆସୁ ଆସୁ 100 ଦିନ ପୁରିନି ସରକାରୀ ସଂପତ୍ତି ବିକ୍ରି ହେବାକୁ ବସିଲାଣି ।
@RanjanBehera-ge1kf
@RanjanBehera-ge1kf 16 минут назад
@@RupNarayanMajhi ଆରେ ବୋକା.. ସରକାର ସମ୍ପତି ନବୀନ ଆଗରୁ ବିକ୍ରି କରିଛି TATA କୁ ଦେଇଛି POWER GRID ଆଦାନୀ କୁ ଦେଇଛି ଗୋପାଳପୁର ବନ୍ଦର... ତାମିଲ ପ୍ରଭାକରଣକୁ ଦେଇଛି MINES.
@RupNarayanMajhi
@RupNarayanMajhi 6 минут назад
@@RanjanBehera-ge1kf ତ ନୂତନ ସରକାର ସେ ସମ୍ପତ୍ତିର ରାଜ୍ୟକରଣ କରୁନାହାଁନ୍ତି ।
@netajidash9367
@netajidash9367 2 часа назад
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଗ ଚିହ୍ନଟ କରିବା କାମ ଆରମ୍ଭ ହେଉନାହିଁ କାହିଁକି? ଗୃହ ମନ୍ତ୍ରୀ ଏଦିଗରେ କାହିଁକି ଦୃଷ୍ଟି ଦେଉନାହାନ୍ତି? ପାଣ୍ଡୁ ପ୍ରେମର ବିଷମୟ ପରିଣତି ମୋ‌ହନ ବାବୁ ଭୋଗିବେ ଯଦି ତୁରନ୍ତ ପଦକ୍ଷେପ ନ ନିଅନ୍ତି।
@parsurampanda3540
@parsurampanda3540 2 часа назад
ଧନ୍ୟବାଦ ନିର୍ଭୟକୁ, ଆପଣଙ୍କ channel, ଏପରି ନିର୍ଭୀକ ସମ୍ବାଦ କରିଥିବାରୁ ଅଶେଷ ଧନ୍ୟବାଦ
@basantapattnaik7812
@basantapattnaik7812 3 часа назад
ସାର ପ୍ରଣାମ 🙏🌹
@himansusekharrout2433
@himansusekharrout2433 2 часа назад
🙏JAY SRI JAGANNATH 🙏
@dr.purnendutripathy5263
@dr.purnendutripathy5263 2 часа назад
କିଛି ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ଏ ସବୁ ପଛରେ ଅଛିନ୍ତି। ଏମିତି ଅସ୍ଥିରତା ସୃଷ୍ଟି କରି ଶାସନ କୁ ଫେରିବା ପାଇଁ ଚେଷ୍ଠା କରୁଛନ୍ତି। ସମଗ୍ର ଭାରତରେ ଏହି ଅବସ୍ଥା।
@Jagannath-oc9ht
@Jagannath-oc9ht 2 часа назад
ଜୟ ଜୟ ଶ୍ରୀ ଜଗନ୍ନାଥ ।
@ravipatnaik79
@ravipatnaik79 2 часа назад
ଜଣେ ରାଷ୍ଟ୍ରୀୟ ନେତା ବିଦେଶରେ କହି ବୁଲୁଛନ୍ତି ଯେ ଭାରତ ରେ କିରୋସିନି ଚାରିଆଡ଼େ ପଡ଼ିଛି ଓ କେବଳ ଗୋଟିଏ ଦିଆସିଲି କାଠିର ଅପେକ୍ଷା ... ସେହିଭଳି ରାଜ୍ୟର ସଦ୍ୟ ନିଷ୍କାସିତ ସରକାରର ମୁଖିଆ କହୁଛନ୍ତି ... କିନ୍ତୁ ସମସ୍ତେ ଜାଣନ୍ତି ପ୍ରକୃତରେ କିଏ ଏ ପ୍ରକାର ପରିସ୍ଥିତି କୁ ଉସୁକାଉଛନ୍ତି। ନୂଆ ସରକାର ବେଳହୁଂ ସାବଧାନ ରହନ୍ତୁ।
@debashishparida5154
@debashishparida5154 2 часа назад
Jay Jagannath
@manjupravamishra8000
@manjupravamishra8000 2 часа назад
ଜୟ ଶ୍ରୀ ଜଗନ୍ନାଥ 🙏🌹।
@PurnachandraBehera-if5tu
@PurnachandraBehera-if5tu 2 часа назад
ଜୟ ଶ୍ରୀ ରାମ।
@Shisupalrana-et7ky
@Shisupalrana-et7ky 3 часа назад
Your great sir
@soumyaranjanbehera3770
@soumyaranjanbehera3770 2 часа назад
Muslim population bahut Badhi galani Odisha re
@AshokkumarMallick-em9ur
@AshokkumarMallick-em9ur Час назад
Jaynarayana ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ଏ ମୋହଁବାବୁ କେଉଁ କାମକୁ ନୁହନ୍ତି ।
@suryanarayanpanda475
@suryanarayanpanda475 2 часа назад
Right Sir
@SantoshKumarBhoi-w7h
@SantoshKumarBhoi-w7h Час назад
ମହମ୍ମଦ ଜୟନ୍ତୀ ଅବସରରେ ବରଗଡ଼ ରେ ଯେଉଁ ଶୋଭାଯାତ୍ରା ବାହାରିଥିଲା ଓ ସେହି ଶୋଭାଯାତ୍ରା ରେ ଜାଣତରେ ହେଉ କି ଅଜାଣତରେ ହେଉ ଆମ ଜାତୀୟ ପତାକା କୁ ବିକୃତ ଯେଭଳି ଅସମ୍ମାନିତ କରାଗଲା ସେଇଟା ବି ଦୁଃଖର ବିଷୟ।
@sanjayparida2861
@sanjayparida2861 Час назад
ମୋହନ ସରକାର ନାମ ପରିବର୍ତ୍ତନ, ଅନୁପ୍ରବେଶ, ନବୀନଙ୍କ ଅନୁକରଣ ବନ୍ଦ କଲେ, କୌଣସି ଅଦୃଶ୍ୟ ଶକ୍ତି କିଛି କରିପାରିବେନି ।
@prasanprusty7160
@prasanprusty7160 2 часа назад
Excellent
@KanhuPanda-x3l
@KanhuPanda-x3l Час назад
A good deed always comes around 👍. Hare Krishna 🙏🙏🙏🌺🌺🌺🕊️🕊️🕊️
@durgaprasadsamantaray7084
@durgaprasadsamantaray7084 38 минут назад
ଅତି ସୁନ୍ଦର ଆଗୁଆ ସୂଚନା ର ଉପସ୍ଥାପନା। ମୋହନ ସରକାର ଙ୍କ ପାଇଁ ଏହା ଏକ ସତର୍କ ଘଣ୍ଟି।
@lipsa5949
@lipsa5949 2 часа назад
Jay Jagannath 🙏
@narendrabarik9855
@narendrabarik9855 2 часа назад
ଜଗନ୍ନାଥ ଭରସା
@ashoksamal7683
@ashoksamal7683 33 минуты назад
ମୁଦି ଙ୍କ ଜନ୍ମ ଦିନ ପାଳନ ରେ କେତେ ସମାବେଶ ରେ କେତେ ଖର୍ଚ୍ଚ ହେଲା ସେଟା ନବୀନ ଦାସ ଙ୍କ ପଇସା, ନା ଓଡିଶା ବାସି ଙ୍କ ପଇସା ଟିକେ ହିସାବ ଦିଅ
@sarojghosh1199
@sarojghosh1199 34 минуты назад
Very heart touching
@arucharanpradhan5502
@arucharanpradhan5502 2 часа назад
ସାର୍ ନମସ୍କାର,ମୋର ଅନୁମାନରେ ୯୦ ମସିହା ଠାରୁ ସାମାଜିକ ସଂସ୍କାରର ସ୍ଖଳନ ହୋଇଛି। ସମାଜରେ ବର୍ଣ୍ଣ ଶଙ୍କର ଓ ଜାରଜଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେଉଁ ଅଞ୍ଚଳରେ ସେମାନଙ୍କ ସଂଖ୍ୟା ଅଧିକ ମାତ୍ରାରେ ଥିବେ, ସେମାନେ ନିଶ୍ଚିତ ବିଶୃଙ୍ଖଳା ସୃଷ୍ଟି କରିବେ ଓ କରାଇବେ।
@malatidas5974
@malatidas5974 44 минуты назад
Jagannath save Odisha, Nabin Babu u r really expert in discussion
@beautyofnaturebk2210
@beautyofnaturebk2210 Час назад
Right
@chaitanyaprasadmurmu5712
@chaitanyaprasadmurmu5712 2 часа назад
ହେଲେ ଢ ନ ହେଲେ ଢ, ଅପାରଗ ସରକାର।
@munamishra9760
@munamishra9760 2 часа назад
Genda chhudi pakauthile re?
@hiteshkumarpradhan254
@hiteshkumarpradhan254 Час назад
Hmm ma
@Bibhutibhusanrout-bc4zy
@Bibhutibhusanrout-bc4zy Час назад
ନିର୍ଭୟରନବିନଦାଶବାବୁତମେମୋହନବାବୁବହୁତଭଲପାଉଛ🎉 ଟିକେ ଦୟାପୂର୍ଵକମୋହନଙ୍କୁପଚାରମୋହନଓମୋଦିବାବୁ🎉 ବୁଲି ବୁଲିଜନ୍ମଦିନଏବ୍ଙବିଜେପି. ର୧୦୦ ଦିନପୁର୍ତୀପାଳୁଛନ୍ତିତେବେପାଣ୍ଡିଆନଠାରୁବସିଟଙ୍କାନଷ୍ଟକରୁଛନ୍ତି🎉 ଦୟାକରି ଏହାରଉତ୍ତରରଖିବ🎉
@manojkumarsaint7803
@manojkumarsaint7803 56 минут назад
Jay Shree Ram ❤❤❤
@PratapMohapatra-i9n
@PratapMohapatra-i9n 18 минут назад
You are right sir 🙏
@rabimohanty112
@rabimohanty112 Час назад
ରାଜ୍ୟ ଦ୍ରୋହି ନବୀନ, ସେଇଟା କମଳ, ବାଳ କେତେ ବାଛିବେ.
@ABHISHEKHASWAIN
@ABHISHEKHASWAIN 52 минуты назад
Ire bedha chua to bopa ku pavharibu 1999cyclone bele kmt kandhuthila tu bedha chua pathana bija ru janma
@swn195
@swn195 2 часа назад
Sp & government machinery should be alert. ..
@CHK-fg6ec
@CHK-fg6ec 27 минут назад
ଏଥି ପ୍ରତି ଦରକାର ଓ ପ୍ରଶାସନ ଆଗରୁ ସଜାଗ ରହିବା ନିହାତି ଜରୁରୀ
@gajendranathjena356
@gajendranathjena356 42 минуты назад
ଜୟଜଗନ୍ନାଥ
@AshokPanda-qt4qn
@AshokPanda-qt4qn Час назад
Apanku Dhanyabad JaiJaganath 🙏
@AshokPanda-qt4qn
@AshokPanda-qt4qn Час назад
Mor Najara re Apan prakrut.Nirapekhya Sambad Paribesana karanti
@padmanavsahoo8432
@padmanavsahoo8432 Час назад
ନବୀନ ସାର ନମସ୍କାର,ଆପଣଙ୍କ ତଥ୍ୟ ଅତ୍ୟନ୍ତ ଲୋମହର୍ଷଣ ତଥ୍ୟ ମାତ୍ର ମୋହନ ସରକାର ଏହାକୁ ରୋକି ପାରିବେନି ଯେପର୍ଯ୍ୟନ୍ତ ଓଡିଶା ରୁ ନବୀନ ସରକାର ଙ୍କ କୋଟରୀ ଗ୍ରୁପ ରାଜ୍ୟ ରୁ ବିଦା ନହେଇ ଛନ୍ତି l ପାଣ୍ଡିଆନ,ଡି ଏସ କୁତ୍ତେ,ଆଶିଷ ସିଂ ଭଳି ଅଧିକାରୀ
@Kansafamilyjourney
@Kansafamilyjourney 39 минут назад
Bahut bada information dele.🙏
@AshokPanda-qt4qn
@AshokPanda-qt4qn Час назад
Ame sir AME pura Satarka O Mana prana o Sarira ku Chete E Rakhichhu Jai MAA Samleiswari 💐🙏 vandey Mataram Jai MAA Bharti🙏
@SambhunathDas-rp7cx
@SambhunathDas-rp7cx Час назад
Completely based on fact. We are afraid of the situation. All the political parties are responsible for this plight.
@maheswarparihari5189
@maheswarparihari5189 52 минуты назад
ଆପଣଙ୍କ ଅନୁମାନ ଯଦି ସତ ହୁଏ ଓଡ଼ିଶାରେ ଘଟିବାକୁ ଯାଉଥିବା ଘଟଣା ପାଇଁ ପୂର୍ବ ତୃତୀୟ ମହଲା ଅଫିସର ଏବଂ କଂଗ୍ରେସର କେତକ ନେତା ମଧ୍ୟ ସହଯୋଗରେ ଥିବେ । ମୋହନ ସରକାର ଯଦି ବଡ ଧରଣର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତାର ଫଳ ଭୋଗିବେ ।
@swarupdas275
@swarupdas275 28 минут назад
NAVIN PATNAIK IS ALSO A NAYAK OF ALL THESE SITUATION
@1998ukm
@1998ukm 2 часа назад
Maharashtra Nuhan Karnataka ...
@santoshbiswal6256
@santoshbiswal6256 Час назад
Sir pranam. Ebethu mohan babu sajag heijantu.nachet niriha loke hairanare padibe.
@ranjanpanda641
@ranjanpanda641 2 часа назад
Bharatpur thana katha tk kuhantu...
@pramodkumarrout7641
@pramodkumarrout7641 Час назад
ଆପଣଙ୍କ ନିର୍ଭର ଖବର କାଗଜ ର ପ୍ରତିନିଧି ଙ୍କୁ ଭରତପୁର କୁ ପଠାନ୍ତୁ। ଏଠିକାର ପରିବେଶ ,ଜନସାଧାରଣଙ୍କ ଅଭିଯୋଗ ଉପରେ ସରକାରଙ୍କ ଉଦାସୀନ ତାର ଏକ ବିସ୍ତୃତ ସମ୍ବାଦ ପ୍ରକାଶ କରିବେ ।
@lilamayasahu6669
@lilamayasahu6669 Час назад
ଧନ୍ୟ ସ୍ଵତନ୍ତ୍ର ଜାତି ଆଜି ଭାରତେ ରେ ରହିବାରୁ ଗର୍ବ କର ଯଦି middle East ଥାନ୍ତ ଆଜି pager ବ୍ଲାଷ୍ଟ re ହୋଇଥାନ୍ତା
@lilamayasahu6669
@lilamayasahu6669 Час назад
Buldozer ଚଳାନ୍ତୁ ମୋହନ ସରକାର
@jayakrishnapanda5424
@jayakrishnapanda5424 2 часа назад
Rightly talk. Mohan government is a weak government. I think, Mohan government can't take strong step against culprits, Bhatapatpur police station is a bright example
@bibhumishra9959
@bibhumishra9959 2 часа назад
Sir, please try to present new episode on Bharatpur incident and unveil the British attitudes of the Odisha Police on Monday.
@laxmidharabarik2952
@laxmidharabarik2952 2 часа назад
❤❤❤
@ashoksamal7683
@ashoksamal7683 23 минуты назад
ଦିନେ ଆମେ ବି ବିଜେପି କୁ ସମାଲୋଚନା କରିବାର ଶୁଣିନୁ
@jashodamahanta2990
@jashodamahanta2990 2 часа назад
Agnya kalir prabhab prabhu jagannath takudandadebe manisanuhe
@golakbiharimalikgolak654
@golakbiharimalikgolak654 Час назад
Aparajita, Jayanarayan and some others are out of scene. Is it correct. Which will difficult to face the communal riots in future.
@PravshKulhri
@PravshKulhri 30 минут назад
Odisha surakhya opare bitarka haba darakar
@padmalayaprusty4526
@padmalayaprusty4526 2 часа назад
ନିରାକାର ଦାରୁଭୂତ ମୁରାରି,ଯାହା କହିଲେ କହିଦେଲି। ଆଉ କଣ
@KAMANADHURI
@KAMANADHURI Час назад
jayJagannath
@SwamiRameswarananda-lg1kp
@SwamiRameswarananda-lg1kp Час назад
Great conspiracy has started since long .
@mihirdwivedi8843
@mihirdwivedi8843 Час назад
Bjp government should start taking strong action against Pandian n his associates immediately, they are trying to defame the present government
@swn195
@swn195 2 часа назад
Pura thik kahuchanti ... sambalpur. Is already in danger zone
@user-bv3op9gv7b
@user-bv3op9gv7b 2 часа назад
All bjd neta are Christian &dangakari
@NursinghacharanMallick
@NursinghacharanMallick 2 часа назад
Also Bbsr ctc dhamra etc
@RanjanBehera-ge1kf
@RanjanBehera-ge1kf 2 часа назад
☀️.. ଦେହେ ମନ୍ଦାକିନୀ ରଜ ଲଗାଇ...... କଥାରେ ଅଛି... ତେଲିଆ ମୁଣ୍ଡରେ ତେଲ କିନ୍ତୁ ଏ ନୁଖୁରା ମୁଣ୍ଡିଆ ମାନଙ୍କୁ ତେଲ ବୋଳି ଦେଇ ଓଡ଼ିଶା ବାସୀ ବଡ଼ ଭୁଲ କରିଦେଲେ ବୁଲି ପ୍ରତୀୟମାନ ହୁଏ...😂😂😂😂😂😂😂
@kirtirajchoudhury2547
@kirtirajchoudhury2547 Час назад
Sir, There is large scale corruption in government recruitment. If you can make a video on this.
@PKPadhi-qv1mj
@PKPadhi-qv1mj Час назад
Not Maharastra, it is Karnataka Congress govt.
@dpnayak19
@dpnayak19 2 часа назад
BJD - Congress ra pathano karmi danga kareibaku ready houchanti bodhe .
@tapasparida958
@tapasparida958 Час назад
Right 👍
@bigdady1281
@bigdady1281 2 часа назад
Bhai cuttack kendrapada b bahut sensitive place . Buldozer kebe chaliba kejani jogi adityanath system Odisha re lagu kara jau mohan munda nku request
@basantamallick9648
@basantamallick9648 2 часа назад
The present BJP Govt in the state led by Mohan Majhi should be careful of the present opponent who are conspiring for communal riots in the state. This may create problem for Mohan Govt. as long as present Govt remains silenton the corruption issue.
@johaarg5019
@johaarg5019 2 часа назад
Sir there is no border sharing directly between bangla desh and odisha .plz make a episode on infiltrator route for the benefit of goverment and public
@jashwantkumarnaik9665
@jashwantkumarnaik9665 2 часа назад
(ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ଯେପରି ଅସଦାଚଣ କରାଗଲା ସେଥିପାଇଁ କ୍ଷୋଭ ପ୍ରକାଶ କଲେ ଏବଂ ବିଚାର ବିଭାଗୀୟ ତଦନ୍ତ ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।)- ଇତିଶ୍ରୀ,ମମିତା, ବେବିନା, କୁନ୍ଦୁଲି, ସ୍ମିତାରାନି,ପରୀ ସମୟ ରେ କୋଉଠି ଥିଲେ ନବିନ ବାବୁ ଏହା ଉପରେ ଗୋଟେ episode କରନ୍ତୁ।🙏🏼
@acharyauniversaltube7757
@acharyauniversaltube7757 2 часа назад
ମୋହନ ସରକାରଙ୍କୁ ଶୀଘ୍ର ଶୀଘ୍ର କଠିନ୍ ରୁ କଠିନ୍ ପଦକ୍ଷେପ ପୋଲିସ ବିଭାଗ ପ୍ରତି 😮ନେବାର ଅଛି। ନଚେତ୍ ଜନସାଧାରଣଙ୍କର ଅସୁବିଧାର ସୀମା ରହିବନି। ବିକ୍ଷୋଭ କାରୀଂକୁ ସିଧା ଗୁଳିରେ ଉଡେଇ ଦିଆଯାଉ। କାଶ୍ମୀର ପରି। ବାଂଲାଦେଶୀଂକୁ ସିଧା ଚୁପ୍ ଚାପ୍ ମାରି ଦିଆଯାଉ। ନଚେତ୍ ଏ ଓଡ଼ିଶା ଆଉ ବଞ୍ଚିବନି।ସରକାର ସବୁ କରିପାରିବେ। ନବୀନ ସରକାର କେମିତି କରିଥିଲେ ???? ଶୁସାଶନ ପାଇଁ ନିହାତି କଠିନ ପଦକ୍ଷେପ ନେବାର ଅଛି। ଏଟା ମଧ୍ୟ ଚାଣକ୍ୟ ନୀତି କହୁଛି। ନମସ୍କାର ଆଜ୍ଞା।
@laxmidharapanda6086
@laxmidharapanda6086 Час назад
ମୋହନ ମାଝୀ ଯଦି ସୁଚାରୁରୂପେ ଶାସନ କରି 5ବର୍ଷ ପୂର୍ଣ୍ଣାଙ୍ଗ କରିବାକୁ ଏବଂ ଶାନ୍ତିପୂର୍ଣ ଓଡିଶାକୁ ଶାନ୍ତିରେ ରଖିବାକୁ ଚାହାଁନ୍ତି ତେବେ ନବୀନବାବୁ ଓ ପାଣ୍ଡିଆନଙ୍କ ଭ୍ରଷ୍ଟାଚାର ବିରୁଦ୍ଧରେ ତୁରନ୍ତ ସିବିଆଇ ତଦନ୍ତ ନିର୍ଦେଶ ଦିଅନ୍ତୁ ! ଏ ବିଷୟରେ ବିଜେପି କେନ୍ଦ୍ରୀୟନେତାଙ୍କୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ !
@RanjanBehera-ge1kf
@RanjanBehera-ge1kf 40 минут назад
☀️ ଠିକ୍ କଥା ସାର୍.... ଓଡ଼ିଶା ବାସୀ ଚାହୁଁଛନ୍ତି ସେୟା.. ଯଦି BJP ଚାହୁଁଛି ସରକାର Continue (41% ରୁ 58%) କରିବା ପାଇଁ ଗୋଟିଏ ବିକଳ୍ପ Solar ପ୍ରହସନ ଛାଡି ଅନ୍ୟ ରାଜ୍ୟ ଭଳି Electricity ରୁ 300 Unit ବିଜୁଳି ଦେଉ । ଏ ସୁଭଦ୍ରା ଯୋଜନାରେ ଲୋକ ସନ୍ତୁଷ୍ଟ ହୋଇ ପାରୁନାହାନ୍ତି କହୁଛନ୍ତି ଇଏ ନବୀନ ର କାଳିଆ ଟଙ୍କା ।
@prakashdash9209
@prakashdash9209 Час назад
Dhanyavaad Nahin Babu Apanka suchana Paine
@sanjibkar7495
@sanjibkar7495 Час назад
Nabin,the ex- CM, Odisha is now suffering from nightmare , without state power ! So he may adopt crime strategy to defame the newly taking over state power, BJP government ! He is now intolerant mode to regain the state power at any cost,but it is quite impossible .
@niharranjanmaharana8808
@niharranjanmaharana8808 45 минут назад
Sir, It's alarming all odia and indian people , There are some super power country wants brake law & order everywhere in india to collapse current ruling Government as like Bangladesh.
@sujeetpanda-m9b
@sujeetpanda-m9b Час назад
Dayakari bjp bhali Hindu Muslim karantu nahin,
@PravshKulhri
@PravshKulhri 39 минут назад
Hindu jaga b j d congress ku mulapoch kara sorakhya pai chinta kara
@sabitamishra3732
@sabitamishra3732 2 часа назад
Hey bhagwan jau Mane sabu karuchhanti tanku arrest Kara jaau
@bijoykumarnayakcongratulat5733
@bijoykumarnayakcongratulat5733 6 минут назад
ଆଜ୍ଞା, କଣ ପାଇଁ ଓଡ଼ିଶାର ବର୍ତମାନ ସରକାର ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଉ ନାହାନ୍ତି କିଛି ବୁଝି ହେଉନାହିଁ। ଲୋକ ମାନେ ସରକାର ପରିବର୍ତନ କଲେ କଣ ସେଇ ପୂର୍ଵ ସରକାରଙ୍କ ଶାସନ ଦେଖିବା ପାଇଁ? ଏପରି ଦେଖି ଲୋକଙ୍କୁ ବହୁତ ବାଧୁଛି, ଲାଗୁଚି ସେହି BJD ଶାସନ ହିଁ ଚାଲିଛି। ଆଜ୍ଞା ଏ କଣ ଘଟଣା? ଏହାର ପ୍ରତିକାର କିଛି ଅଛିକି? ଏ ସବୁ କୁ ନେଇ ଓଡ଼ିଶାବାସୀ ବହୁତ ମର୍ମାହତ।
@user-bv3op9gv7b
@user-bv3op9gv7b 2 часа назад
Nabin sir apan100%corect katha kahuchanti apananku namaskar
@raghubirdas7621
@raghubirdas7621 Час назад
Nabin babu is against HINDU n HINDUISIM
@PKPadhi-qv1mj
@PKPadhi-qv1mj Час назад
Hindu Bhai Mane satarka rahantu. Bina BJP re hindu tisti paribeni.
@kishorebiswal4298
@kishorebiswal4298 Час назад
ବିଗତ ଦିନର ସରକାର ଦୁର୍ନୀତି ଏତେ କରିଛନ୍ତି, କହିଲେ ସରିବନି। ଏସବୁ ବର୍ତ୍ତମାନ ସରକାର ଦେଖି କରି ଅଣଦେଖା କରି ଚାଲିଛନ୍ତି। ରହସ୍ୟ କଣ? ମୂଳ ସୂତ୍ରଧର Mr ପାଣ୍ଡିଆନ କୁଆଡେ ଗଲେ ? ସେ background player କାର୍ଯ୍ୟ ବନ୍ଦ ନହେଲେ କେହି ଶାନ୍ତି ରେ ରହି ପାରିବେନି। He is a great vilian to present situation. ସେ ବାବୁ Bjd ପାର୍ଟି କୁ highlight କରିବା ପାଇଁ ଦଙ୍ଗା କରେଇ ଦେଇପାରେ। ଅସମ୍ଭବ ନୁହଁ। ତାଙ୍କୁ arrest କରି amount recovery କଲେ ଓଡିଶା ର ଅନେକ ବିକାଶ କାର୍ଯ୍ୟ ହେଇଯିବ ଓ ଭବିଷ୍ୟତ ବିପଦ ରୁ ସମାଜ ରକ୍ଷା ପାଇବ।
@simanchalaswain5809
@simanchalaswain5809 Час назад
Kendriya BJP nku Odisha Prati Dhyaan Nitant Aabasyak, 1,CM Parivartan 2,Rs5000,Neye Gov Employee Anu pravesha Kari Ku chadiba, 3, Rohingya, Bangladeshi nku Turant Bahiskar, 4, Aemiti CM Darkar,Odisha re Aekata Rakhi pariba, 5, 24 Barsa re BJD jou Bisa Manji Bunichi Taku Upadi pariba CM Candidate Darkar,
@RajendraRajendra-di4uk
@RajendraRajendra-di4uk 2 часа назад
In,boudh
@durgeshpandey9510
@durgeshpandey9510 16 минут назад
Bjd gote muslim sarkar
Далее
How HINDUISM is spreading in FOREIGN COUNTRIES
15:47
Просмотров 396 тыс.