Тёмный

Rok Thok Live | ନମ୍ରତା ବନାମ ଅହଂକାର | 22 May 2024 | Argus News 

Argus News
Подписаться 1,4 млн
Просмотров 89 тыс.
50% 1

Rok Thok Live | ନମ୍ରତା ବନାମ ଅହଂକାର | 22 May 2024 | Argus News
#ArgusNews #RokThok #Election2024 #Political #durgashish #SambitPatra #LordJagannath #disrespectful #vkpandian #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
RU-vid : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Опубликовано:

 

21 май 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 437   
@dhamirona8662
@dhamirona8662 2 месяца назад
ସମ୍ବିତ ପାତ୍ର ପ୍ରକୃତ ରେ ଜଣେ ନମ୍ରତା ସମ୍ପର୍ଣ୍ଣ ବ୍ୟକ୍ତି
@ramkrishnapadhi1550
@ramkrishnapadhi1550 2 месяца назад
😊
@gourangasa6027
@gourangasa6027 2 месяца назад
ପଣ୍ଡିଆନ ଓଡ଼ିଶା ରାଜ୍ୟ ର ଦରମା ଖିଆ ଚାକର। ରାଜ୍ୟ ର ଖାଇ ରାଜ୍ୟ କୁ ନଷ୍ଟ କରି ଦେଇଛନ୍ତି।
@ramkrishnapadhi1550
@ramkrishnapadhi1550 2 месяца назад
😊
@Katak_Dk
@Katak_Dk 2 месяца назад
ସମ୍ବିତ ଭାଇ ଭୁଲ ମାଗି ହୃଦୟରେ ଆହୁରି ଜାଗା ସମ୍ମାନ ନେଇ ଗଲେ ଜୟ ଶ୍ରୀଜଗନ୍ନାଥ 🙏
@santoshkumarsahoo8671
@santoshkumarsahoo8671 2 месяца назад
ଏଥର ଓଡ଼ିଶାରେ ପରିବର୍ତ୍ତନ ନିଶ୍ଚିତ, ଖୁବ୍ ଶୀଘ୍ର ଆମ ରାଜ୍ୟରେ ନୂଆ ସରକାର, ଜୟ ଜଗନ୍ନାଥ ❤
@prafulasingh2267
@prafulasingh2267 2 месяца назад
ହାସ୍ୟାସ୍ପଦ ବିଶ୍ଵ ଶ୍ରଷ୍ଠା , ପତିତ ଉଦ୍ଧାରକ ହେଉଛନ୍ତି , ପ୍ରଭୁ ଶ୍ରୀଜଗନ୍ନାଥ ପ୍ରଭୁ ଜଗନ୍ନାଥଙ୍କ ସହିତ ସମାନ ହେବା ବା ସମାନ କରାଇବା ଅର୍ଥ ବିନାଶ କାଳେ ବିପରିତ ବୁଦ୍ଧି । ଅର୍ଥାତ୍ ସେରକ ପୁରିଲା ମାଣକ ପୁରିଲା ଉଠରେ ଉଠରେ ପୁତା । ଅର୍ଥାତ୍ ଖିର ଉତୁରିଲେ ଚୁଲିକି , ଅର୍ଥାତ୍ ନବୀନ ସରକାରଙ୍କ ଶେଷ ସମୟ ଆସିଗଲା । ଅହଙ୍କାର ର ସୀମା ଥାଏ । ଏ ଅହଂକାର ର ଜବାବ ଦେବେ , ଓଡ଼ିଶାର ଶାଢେ ଚାରିକୋଟି ମାନବ ରୂପି ନର ନାରାୟଣ । ନିଜେ ସ୍ବୟଂ ପ୍ରଭୁ ଜଗନ୍ନାଥ । ଜୟ ଜଗନ୍ନାଥ , ଜୟ ଜଗନ୍ନାଥ ,।
@rabindrabiswal2241
@rabindrabiswal2241 2 месяца назад
ଓଡ଼ିଶାର ସରକାର ବଦଳିବା ଦରକାର ।
@santoshbarik1143
@santoshbarik1143 2 месяца назад
ଏଥର BJD ଯିବାଟା final ଏମାନଙ୍କୁ ଜଗନ୍ନାଥ ବିଦା କରିବେ ଏମାନଙ୍କର ପାପର କଳସି ପୁରି ଗଲାଣି
@ramkrishnapadhi1550
@ramkrishnapadhi1550 2 месяца назад
😊
@trilochannayak9747
@trilochannayak9747 2 месяца назад
ଭୁଲ ବଶତଃ କରିଥିବା ଦୋଷ ନମ୍ରତାର ସହିତ ସ୍ବୀକାର କରିବା ହିଁ ହେଉଛି ପ୍ରାୟଶ୍ଚିତ। ଏହା ସନାତନ ଶାସ୍ତ୍ର ସମ୍ମତ। ନୀହିତ ଉଦ୍ଦେଶ୍ଯ ନ ଥାଇ ସମ୍ବିତ ପାତ୍ର କରିଥିବା ଭୁଲକୁ ସ୍ବୀକାର କରି ପ୍ରାୟଶ୍ଚିିତ୍ତ କରିଥିବାରୁ କରୁଣା ସାଗର ଶ୍ରୀଜଗନ୍ନାଥ ମହାପ୍ରଭୁ ନିଶ୍ଚିତ ରୂପେ ତାଙ୍କୁ କ୍ଷମା କରିଦେଇଥିବେ। ତେଣୁ ହୀନ ଉଦ୍ଦେଶ୍ଯ ରଖି ଏପରି ଏକ ସାମାନ୍ଯ ଭୁଲକୁ ନେଇ ଅଯଥାର୍ଥ ରାଜନୀତି କରିବା ଜନମାନସରେ ଗ୍ରହଣୀୟ ନୁହେଁ। ଏଭଳି ହୀନମନ୍ୟତା ଶୃଙ୍ଖଳିତ ରାଜନୀତି କରୁଥିବା ବ୍ୟକ୍ତିବିଶେଷଙ୍କ ପକ୍ଷେ ଶୋଭା ପାଏନା ?
@ramkrishnapadhi1550
@ramkrishnapadhi1550 2 месяца назад
😊
@purnendubehera2661
@purnendubehera2661 2 месяца назад
ବିଜେଡି ର ଧ୍ବଂସ ସୁନିଶ୍ଚିତ।
@ramkrishnapadhi1550
@ramkrishnapadhi1550 2 месяца назад
😊
@amulyabarik1988
@amulyabarik1988 2 месяца назад
ମାଡ ଦେଇ ସେ ପାଣ୍ଡୁ କୁ ବିଦାକାର, ସମସ୍ତ ଓଡ଼ିଆ ଏକ ହୁଅ 🙏
@ramkrishnapadhi1550
@ramkrishnapadhi1550 2 месяца назад
😊
@pkparhi8204
@pkparhi8204 2 месяца назад
ପାଣ୍ଡିଆ, ଅରୂପ, ପ୍ରତାପ ଦେବ ଓ ଦଇତାରୀ ପଣ୍ଡା ଚୋର , ସେମାନେ ଜଗନ୍ନାଥ ବିଷୟରେ କିଛି ଜାଣି ନାହାନ୍ତି,ନବୀନ ପଟ୍ଟନାୟକ ବଡ ଚୋର , ଏ ମାନଙ୍କୁ ଓଡ଼ିଶାବାସୀ ଜବାବ ଦିଅନ୍ତୁ
@stylishmaahi
@stylishmaahi 2 месяца назад
ଏ ଭାଡୁଆ ଦଳ ଭାଷଣ ଶୁଣି ତାଳି ମାରୁଛନ୍ତି ସେ କହୁଛନ୍ତି ଓଡିଶା ର ଜଗନ୍ନାଥ ନବୀନ ଏମାନେ ବିରୋଧ କରିବା ବଦଳରେ ତାଳି ମାରି ଖୁସି ହଉଛନ୍ତି ଧିକ ତାଙ୍କ ଓଡ଼ିଆ ପଣିଆ
@ramkrishnapadhi1550
@ramkrishnapadhi1550 2 месяца назад
😊
@pintuswradalai6894
@pintuswradalai6894 2 месяца назад
ଦୋଷ ଅପେକ୍ଷା କ୍ଷମା ସବୁଠୁ ବଡ
@ShibaprasadDas-sv4yp
@ShibaprasadDas-sv4yp 2 месяца назад
ଧନ୍ୟବାଦ ସମ୍ବିତୀ ପାତ୍ର ଜୟ ଜଗନ୍ନାଥ
@ramkrishnapadhi1550
@ramkrishnapadhi1550 2 месяца назад
😊
@rameshbiswal1372
@rameshbiswal1372 2 месяца назад
ଜୟ ଶ୍ରୀରାମ
@manoranjsahoo9197
@manoranjsahoo9197 2 месяца назад
Naben hatao odisha bachao Naben hatao odisha bachao Naben hatao odisha bachao Naben hatao odisha bachao
@user-td1pl6ne1z
@user-td1pl6ne1z 2 месяца назад
ହେ ଜଗନ୍ନାଥ! ହେ ପ୍ରଭୁ ଆପଣ ଓଡ଼ିଶାରେ ପରିବର୍ତନ ଆଣନ୍ତୁ
@duryodhanghadai556
@duryodhanghadai556 2 месяца назад
ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ପରା
@ramkrishnapadhi1550
@ramkrishnapadhi1550 2 месяца назад
😊
@SWABHIMANPATTNAIK
@SWABHIMANPATTNAIK 2 месяца назад
ଏ ଶଳା ମାନେ ପରମ ଗାଲୁଆ । ଏମାନଙ୍କ ଶେଷ ସମୟ ଆସି ଯାଇଛି
@djrazzbbsr4691
@djrazzbbsr4691 2 месяца назад
ଆମ ପରିଚୟ ପ୍ରଭୁ ଜଗନ୍ନାଥ ❤
@sugyanjena2740
@sugyanjena2740 2 месяца назад
ଦୈତାରି ପଣ୍ଡା ତୁ କି ଏ ବେ
@sidd5547
@sidd5547 2 месяца назад
ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନାଆଁ ରେ ଶହ ଶହ ପ୍ରାଚୀନ ମଠ ଭଙ୍ଗାଗଲା। ତନ୍ମଧ୍ୟରୁ ଏମାର ମଠ ସର୍ବପ୍ରାଚୀନ। ଏଥିରୁ ବାହାରିଥିବା ୩୮୦ ଖଣ୍ଡ ବିରାଟ ଋପା ଇଟା କୁଆଡେ ଗଲା ??? ସରକାର ଏ ବିଷୟରେ ନୀରବ କାହିଁକି ???
@sidd5547
@sidd5547 2 месяца назад
@@priyacharandas653 ଆଜି ପର୍ଯ୍ୟନ୍ତ କାହାରି ମନେ ନଥିଲା ଯେ ନବୀନ ଅଣହିନ୍ଦୁ। ଶ୍ରୀମନ୍ଦିରରେ ଏ ମୁଖ୍ୟମନ୍ତ୍ରୀ ଥରେ ମହାପ୍ରଭୁଙ୍କୁ ଦର୍ଶନ କରିନି। ୨୫ ବର୍ଷ ଶାସନ କଲାଣି
@pradoshnayak999
@pradoshnayak999 2 месяца назад
Pandu neichi
@sidd5547
@sidd5547 2 месяца назад
@@pradoshnayak999 ଭାଇ ଅସଲ ଖଳନାୟକ ନବୀନ। ନବୀନ, ପାଣ୍ଡୁ ମାଧ୍ୟମ ରେ ଲୁଟିଛି। ମନେଅଛି ଗଲା ନବକଳେବର ବିଭ୍ରାଟ ବିଷୟ ? ବ୍ରହ୍ମ ପଦାର୍ଥ କୁ କେମିତି ବାଟି କରି ଖେଳିଥିଲେ ?? ସେତେବେଳେ ତ ପାଣ୍ଡ ନଥିଲା ? ତାହେଲେ ସୈତାନ୍ କିଏ ???
@pradoshnayak999
@pradoshnayak999 2 месяца назад
@@sidd5547 he bhagaban emti heithila😭
@ramkrishnapadhi1550
@ramkrishnapadhi1550 2 месяца назад
😊
@SstarRajesh
@SstarRajesh 2 месяца назад
Bjd Hotao Odisha Bonchao jai jagarnnath ❤❤❤🎉🎉🎉
@user-td1pl6ne1z
@user-td1pl6ne1z 2 месяца назад
ପ୍ରଭୁ ଆପଣ ଏ ଓଡିଶା ନାରୀ ମାନଙ୍କୁ ସଦବୁଦ୍ଧି ପ୍ରଦାନ କରନ୍ତୁ କାରଣ କେଇଟା ଟଙ୍କା ପାଇଁ ଏମାନେ ବିଜେଡି ଦଳର ପ୍ରଚାର ପ୍ରସାର କରି ଜିତଉଛନ୍ତି! କିନ୍ତୁ ସେମାନଙ୍କ ପୁଅ, ସ୍ୱାମୀ ମାନେ ମଦୁଆ ସରକାରର ଜାଲରେ ଫସି ସମଗ୍ର ରୋଜଗାର ର ଆତ୍ମସାତ କରୁଛନ୍ତି!
@satishchandrabehera7291
@satishchandrabehera7291 2 месяца назад
ଦଇତାରୀ, ଅମର, ପାଣ୍ଡିଆନ। ମନୁଆରେ ତିନିଙ୍କୁ ସାବଧାନ।। ଜୟ ଜଗନ୍ନାଥ!!!
@suvanarayansankhua8619
@suvanarayansankhua8619 2 месяца назад
Jay BJP Jay BJP 👌👌👍👍
@trilochanpatnaik6321
@trilochanpatnaik6321 2 месяца назад
ଏଭଳି ମାଇକିନିଆ ଯିଏ ପାଣ୍ଡିଆ କୁ ଭଲ ପାଉଛନ୍ତି ସେ ମାଇପୀ ମାନଙ୍କୁ କିଛି ପଚାରିବା ପାପ।
@amulyabarik1988
@amulyabarik1988 2 месяца назад
ତାମିଲ ପାଣ୍ଡୁକୁ ମାଡ ମାରି ବିଦାକର, ସମସ୍ତ ଓଡ଼ିଆ ଏକ ହୁଅ, ବିଜେଡି କୁ ହଟାଓ
@cksportsnews1748
@cksportsnews1748 2 месяца назад
ଜଗନ୍ନାଥ କେଉଁ କାଳରୁ ପରିଚିତ, ଇଏକି କଥା ବିଜେଡି ନେତ୍ରୀଙ୍କର, କହୁଛନ୍ତି ନବୀନ ପଟନାୟକ ଜଗନ୍ନାଥ ପରିଚିତ କରିଛନ୍ତି, ଲଜ୍ୟା ନାହଁ, କାଳିଆ ସମସ୍ତଙ୍କର ହିସାବ କରିବେ, ଜୟ ଜଗନ୍ନାଥ
@GuruCharanRout-lu7ch
@GuruCharanRout-lu7ch 2 месяца назад
Kalia Hisab kariba♥️💯💯💯💯♥️♥️♥️♥️♥️♥️♥️♥️♥️♥️♥️♥️🎉🎉♥️♥️♥️♥️♥️♥️♥️♥️♥️♥️♥️♥️🎉🎉🎉
@santosh2058
@santosh2058 2 месяца назад
ଏ ନବିନ ର ବଂଶଜ ନଥିଲେ କିନ୍ତୁ ଜଗନ୍ନାଥ ମହାପ୍ରଭୁ ଥିଲେ ,ଏ ବିଜେଡି ଦଳ କୁ ଜଣା ନାହିଁ। ବିଶ୍ଵ ବ୍ରହ୍ମାଣ୍ଡ ନଥିଲା । ପ୍ରଭୁ ଜଗନ୍ନାଥ ଅଛନ୍ତି।ଏ ମାନେ ଜାଣିବେ କେମିତି ,ଦଳ ପାଇଁ ଏମାନେ ନିଜ ମା କୁ ବି ଭୁଲି ଯିବେ ,ସେ ମା ନୁହେଁ ବୋଲି ।
@zxy432
@zxy432 2 месяца назад
Abki baar 400 paar Odisha pe BJP Sarkar
@NPadh-em8ei
@NPadh-em8ei 2 месяца назад
ଅତି ଦର୍ପେ ହତ ଲଙ୍କା
@Updated_News_
@Updated_News_ 2 месяца назад
"ମୋତେ ଯେତେ ମାଠିବୁ ମାଠ...ମୁଁ ସେହି ଦର ପୋଡା କାଠ"---ଏ ମହିୟସୀ ମହିଳା ବି ସମ୍ପୂର୍ଣ୍ଣ ଭୂଲ୍ କହୁଛନ୍ତି ଓ ନିଜ ଦୋଷ ସ୍ବୀକାର କରିବାକୁ ନାରାଜ। ଏମାନେ ଓଡିଆ ଜାତି ର କଳଙ୍କ।ପ୍ରଭୁ ଜଗନ୍ନାଥ ଙ୍କୁ ଏମାନେ କାଠ କଣ୍ଢେଇ ବୋଲି ଭାବୁଛନ୍ତି । "ପାଣ୍ଡୁ ଗାଣ୍ଡୁର ଦଳ....ଓଡ଼ିଶା ବାସୀଙ୍କ କାଳ"।।ନବୀନ ହଟାଅ....ଓଡ଼ିଶା ବଞ୍ଚାଅ।ଏ ଲଢେଇ ଓଡ଼ିଶାର ସ୍ବାଭିମାନ ଓ ଅସ୍ମିତା ପାଇଁ। ଅନ୍ୟ ର କ୍ରୀତଦାସ ପାଇଁ ନୁହେଁ ବରଂ ଓଡ଼ିଶାର ନେତୃତ୍ବ ପାଇଁ🚩ବିଜେପି❤ଜିନ୍ଦାବାଦ।।✊
@BharatKumar-tf2ty
@BharatKumar-tf2ty 2 месяца назад
ଦୈତାରୀ ପଣ୍ଡା ବାବୁ ଆପଣ ଜଣେ ବ୍ରାହ୍ମଣ ତ ନୁହନ୍ତି ମୋ ମତରେ ଆପଣ ଜଣେ ହିନ୍ଦୁ ବି ନୁହନ୍ତି. ଲୁଙ୍ଗି ପିନ୍ଧ
@user-gj7fv5tq2q
@user-gj7fv5tq2q 2 месяца назад
Daitari panada ta mg ..
@djrazzbbsr4691
@djrazzbbsr4691 2 месяца назад
ଏଥର ଫୁଲ ❤ ଜୟ ଶ୍ରୀ ରାମ ❤
@trilochanpatnaik6321
@trilochanpatnaik6321 2 месяца назад
ଯିଏ କେବଳ ଖଣ୍ତୀ ଓଡ଼ିଆରେ ଆପଣ ମାନେ ଖୁସି ତ ବୋଲି କହିବା ବ୍ୟତୀତ ଅନ୍ୟ କିଛି କହି ଶିଖି ନାହାଁନ୍ତି ସେ କିପରି ଓଡିଆ ଜାତିର ପରିଚୟ ହେଇ ପାରିବ? Pandian ଭଳିଆ ଗୋଟେ ପାଦ ଚଟା ଆଇଏଏସ ଅଫିସର କେବେ ଓଡ଼ିଶାରେ କେହି ଦେଖି ନ ଥିଲେ। ଏହାର କେଉଁ quality ଦେଖି କିଏ ଆଇଏଏସ ଅଧିକାରୀ କରିଥିଲା?
@SureshPusti
@SureshPusti 2 месяца назад
ଏ, ମାଡାମ୍ କୁ ପାଣ୍ଡୁ ଭଲଭାବରେ େଦଇଛି, ସେଥୂପାଏମିତି କହୁଛି, ଇଏ ବି ପାଣ୍ଡୁ ସହିତ ତାମିଲ୍ ନାଡୁଜିବ ଼଼଼
@purnendubehera2661
@purnendubehera2661 2 месяца назад
ଯିଏ ବିଶ୍ୱ କର୍ତ୍ତା, ବିଶ୍ଵନିୟନ୍ତା ତାଙ୍କର ପରିଚୟ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ। କି କଥା ସବୁ ଶୁଣିବା ପାଇଁ ପଡ଼ୁଛି।
@priyacharandas653
@priyacharandas653 2 месяца назад
ଜଗନ୍ନାଥ ଙ୍କ ପରିଚୟ ଅନାଦି କାଳ ରୁ ଅଛି ଏବଂ ଅନନ୍ତ କାଳ ପର୍ଯ୍ୟନ୍ତ ରହିବ ।
@samirnayak3768
@samirnayak3768 2 месяца назад
ପାଣ୍ଡିଆନ ତୁ ହସନା, ହସିଲା ବେଳକୁ ଗେଧ ମାଙ୍କଡ଼ ପରି ଲାଗୁଛୁ.
@user-gj7fv5tq2q
@user-gj7fv5tq2q 2 месяца назад
Right 👍
@ranajitmohanty1421
@ranajitmohanty1421 2 месяца назад
ଅଭଦ୍ର ମାନଂକୁ କାହିଁକି ବିତର୍କରେ ଡାକୁଛନ୍ତି କାହିଁକି ଏମାନେ ଗୋଲାମ ହେଇଗଲେଣି
@dillipkumarpanda2875
@dillipkumarpanda2875 2 месяца назад
ପ୍ରଥମେ ଦେଖାଯାଉ pandian ର ଜାତି କଣ ସେ
@user-go9hq3jv2k
@user-go9hq3jv2k Месяц назад
Khristan
@ashokdash1599
@ashokdash1599 2 месяца назад
Padian ଗୁରୁ ମାଂସ ଝିଅ love କଲେ. Puri ଦେଉଳ ଭିତରେ ଚପଲ ପିନ୍ଧି କରି ଭୁଗ ଖାଉଛନ୍ତି ସେ କାହିଁକି ଭୁଲ ମାଗୁ ନାହାନ୍ତି.
@bikashroul217
@bikashroul217 2 месяца назад
ଓଡ଼ିଶା ବାଶିଙ୍କର ପରିଚୟ ମହାପ୍ରଭୁ 🙏🙏ଜୟ ଜଗନ୍ନାଥ 🙏⭕‼️⭕🙏
@ganeswarnayak7161
@ganeswarnayak7161 2 месяца назад
ଭଗବାନ ହେଉ ଛନ୍ତି ଭକ୍ତର ଅଧୀନ। ମୋଦି ହେଉଛନ୍ତି ଏ ଯୁଗର ଶ୍ରେଷ୍ଠ ଭକ୍ତ। ଭଗବାନ ଭକ୍ତର, ଭଗବାନ ପାଇଁ ଭକ୍ତ ବଡ। ତେଣୁ ଯଦି ସମ୍ବିତ ପାତ୍ର କହିଲେ ଜଗନ୍ନାଥ ହେଉଛନ୍ତି ମୋଦୀଙ୍କର ଭକ୍ତ। ଏହା ଲୋକମତରେ ଭୁଲ ହୋଇପାରେ କିନ୍ତୁ ଭଗବାନ ମତରେ ଏହା ସମ୍ପୂର୍ଣ୍ଣ ଠିକ୍। ପାଞ୍ଚ ଶହ ବର୍ଷ ଧରି ପ୍ରଭୁ ତମ୍ବୁରେ ରହୁ ଥିଲେ। ମୋଦୀଙ୍କ ପ୍ରଚେଷ୍ଟାରେ ଆଜି ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ର ଭବ୍ୟ ମନ୍ଦିର ନିର୍ମାଣ କରି ସାରା ଜଗତରେ ବାନା ଉଡ଼ାଇ ଯଶଶ୍ୱୀ ପ୍ରଧାନ ସେବକ ଭାବେ କାର୍ଯ୍ୟରତ ଆଉ ଶ୍ରେଷ୍ଟ ଭକ୍ତ।
@priyacharandas653
@priyacharandas653 2 месяца назад
ଭଗବାନ ଙ୍କ ଭଜନ କୀର୍ତ୍ତନ ଭକ୍ତ ମାନେ କରନ୍ତି ଏବଂ ଭକ୍ତ ମାନଙ୍କ ଭଜନ କୀର୍ତ୍ତନ ଭଗବାନ କରନ୍ତି।
@hemalatachandhansdah9391
@hemalatachandhansdah9391 2 месяца назад
Thik kotha Modi ji Rajaniti ku Asiba purbaru Himalaya re Tapasya karithile eita nirat sata kotha jay shree jagannath
@chitralekhamohanty5040
@chitralekhamohanty5040 2 месяца назад
BJD should get punishment
@amarnathpal3665
@amarnathpal3665 2 месяца назад
ଅକ୍ଷୁର୍ଣ୍ଣ ରହୁ ପୁଣ୍ୟ ଜଗତେ, ଧର୍ମର ଦେଉ ଜୟ 🙏🏻 ହେ ପ୍ରଭୁ ଜଗନ୍ନାଥ, ଆପଣ ଯଦି ସତ୍ୟ, ଆପଣ ଯଦି ଧର୍ମର ରକ୍ଷାକର୍ତ୍ତା, ଆପଣ ଯଦି ଅଧର୍ମୀଙ୍କ ସଙ୍ଘାର କର୍ତ୍ତା, ତେବେ ଆଉ ବିଳମ୍ବ କରନ୍ତୁ ନାହିଁ ପ୍ରଭୁ। ଏ ମୂଢ଼ ମଣିଷ ଆଜି ଆପଣଙ୍କୁ ମଧ୍ୟ ଛୋଟ କରିସାରିଲେଣି ନିଜ 24 ଶାସନ କ୍ଷମତା ଅହଂକାରରେ। ମୋ ପୁଣ୍ୟ ଭୂମି ଓଡିଶାକୁ ବଞ୍ଚନ୍ତୁ ପ୍ରଭୁ 🙏🏻🙏🏻🙏🏻🙏🏻
@asutoshbiswal7173
@asutoshbiswal7173 2 месяца назад
Jay jagannath Swami ji 👏👏
@aprameya6623
@aprameya6623 2 месяца назад
Pandian jail jibu re
@pradoshnayak999
@pradoshnayak999 2 месяца назад
Jail nuha samudra balire suaiba darkar langala kariki
@sudhansusekharjena806
@sudhansusekharjena806 2 месяца назад
He prabhu jay jagannath swami ethar odisha ku paribartan kari diya sarkar change karidiya prabhu
@prabhasvlog7121
@prabhasvlog7121 2 месяца назад
Odisha ra parichaya heuchanti Jagannath
@montumallik877
@montumallik877 2 месяца назад
Jay Jagannath❤❤❤
@chinmaysethi228
@chinmaysethi228 2 месяца назад
Odisha ashmita ra katha....so vote for BJP❤ # JAY JAGANNATH 🙏🏻❤
@nityanandamohanty4721
@nityanandamohanty4721 2 месяца назад
Pandian that is not odia he will tamilian pathan
@prasantkudas3438
@prasantkudas3438 2 месяца назад
ପ୍ରଭୁ ଜଗନ୍ନାଥ 🙏🙏🙏🙏,ଏ ଦୁର୍ନୀତି BJD ସରକାର ହାତରୁ ଓଡ଼ିଶା କୁ ବଂଚାଅ,
@satyasamanta5339
@satyasamanta5339 2 месяца назад
Excellent job
@user-eu8xd7sw6s
@user-eu8xd7sw6s 2 месяца назад
ମାଡାମ ଆହୁରି ଭୁଲ କଲେ ମାଡାମ ରାବଣର ଭଉଣୀ ଶ୍ରୁପନେଖା.
@pranatidildilbecharasahoo6719
@pranatidildilbecharasahoo6719 2 месяца назад
Thank you Argus
@surukumbhar
@surukumbhar 2 месяца назад
Jai shree jagannath, Jai shree Ram
@satyasamanta5339
@satyasamanta5339 2 месяца назад
Jaya jagannath
@user-gt4fe2bj5j
@user-gt4fe2bj5j 2 месяца назад
Right argus news
@user-qt3sq9no5s
@user-qt3sq9no5s 2 месяца назад
ସେ ଭଉଣୀ କୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ
@yesyoucan...7281
@yesyoucan...7281 2 месяца назад
Proud 👏 of you ❤ dear Sambit 👏 bhai😊😊
@purnendubehera2661
@purnendubehera2661 2 месяца назад
Jay Jagannath jay Jagannath
@sathyajits8871
@sathyajits8871 2 месяца назад
Kari karaou Thai ta bina aanya gati nahin, Jay jagannath 🙏🙏
@rajalaxmibehera6237
@rajalaxmibehera6237 2 месяца назад
Nabin pandu daitari pratap hela non odia
@anjananayak3971
@anjananayak3971 2 месяца назад
Binasa kale biparita budhi bjd ra patana sunischita Jay jagannath 🙏
@sudhansusekharjena806
@sudhansusekharjena806 2 месяца назад
Jay jagannath jay panchasakha bjp ku odisha re jitei diya sarkar change kari diya prabhu
@shreesanskritstudy2653
@shreesanskritstudy2653 2 месяца назад
Odisha ra sabu thu bada parichaya mahaprabhu Jagannath...❤❤
@nibeditapradhan-do2ey
@nibeditapradhan-do2ey 2 месяца назад
Love you Argus news...🙏🙏👌👌👌👌
@bapujibandhupattnaik3119
@bapujibandhupattnaik3119 2 месяца назад
ମୁଖ୍ୟମନ୍ତ୍ରୀ କେତେ ଜ୍ଞାନୀ ଯେ ପାଣ୍ଡୁ କଥାରେ ପୋପ ପାଖକୁ ଚାଲିଗଲେ. ବର୍ତମାନ ମୁଖ୍ୟମନ୍ତ୍ରୀ ଙ୍କର ଆଉ ସେ କ୍ରେଜ ନାହିଁ. ଏଥିରେ ପାଣ୍ଡୁଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ. ଓଡିଶା ଲୋକ ବିଚାର କରିବାର ସମୟ ଆସିଛି.
@chittaranjanmohanty6465
@chittaranjanmohanty6465 2 месяца назад
A true odia channel
@ranjitnayak9484
@ranjitnayak9484 2 месяца назад
ପ୍ରଧାମନ୍ତ୍ରୀଙ୍କ ଭଳି ମୁଖ୍ୟମନ୍ତ୍ରୀ ସାମନାକରୁଛନ୍ତି କି
@kishorkumarswain9358
@kishorkumarswain9358 2 месяца назад
ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ବିଜେପି ଜୟ ମୋଦି ଜୟ ସମ୍ବିତି ପାତ୍ର 🚩🚩🚩🚩🚩
@user-kc5yr3wf5q
@user-kc5yr3wf5q 2 месяца назад
ଅର୍ଗସ୍ ନିୟୂଜ୍ ଚେନେଲ୍ କୁ ମୁଁ ଧନ୍ୟବାଦ୍ ଦେବି ସବୁ ବେଳେ ପ୍ରଭୁ ଜଗନ୍ନାଥ ମନ୍ଦିର ଉପରେ ଆଲୋଚନା କରି ଆସୁଛି କିନ୍ତୁ ଏ ବିଜେଡ଼ି ନେତା ମାନେ ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଅଳଙ୍କାର ସବୁ ବିକ୍ରି କରି ଦୋଂଶ କରି ସାରିଲେଣି ଏ ମାନଙ୍କୁ ବିଦାୟ ଦେବାର ସମୟ ପାଖେଇ ଆସୁଛି ଓଡ଼ିଶା ବାସୀ ଶୀଘ୍ର ବିଦାୟ କର,,👍
@user-ys6sh3uv5j
@user-ys6sh3uv5j 2 месяца назад
I love you Argus channel
@nrusinghcharansadangi8579
@nrusinghcharansadangi8579 Месяц назад
ଜୟ ଜଗନ୍ନାଥ 🙏🙏🙏🙏
@RajuRaju-gv6be
@RajuRaju-gv6be 2 месяца назад
ରାମ ଆସିବେ ରାବଣ ଜିବେ
@santoshkumardas8379
@santoshkumardas8379 2 месяца назад
Jay Jagannath 👏👏
@satyanarayanrath1344
@satyanarayanrath1344 2 месяца назад
ଏହି ଅହଙ୍କାରୀ ମାନଙ୍କର ଅହଙ୍କାର କେବେ ନାଶ କରିବ ପ୍ରଭୁ? ତୁମେପରା କାହାର ଅହଙ୍କାର ସହିପାର ନାହିଁ ?ଏହି BJD ବଲାଙ୍କର ଅହଙ୍କାର ଏହି ଭୋଟ ସମୟରେ ନାଶ କରିଦିଅ ପ୍ରଭୁ ।
@SstarRajesh
@SstarRajesh 2 месяца назад
Jai Bjp Jai odisha jai jagarnnath swami 🙏 ❤❤❤❤🎉🎉🎉🎉
@hanumantabarik
@hanumantabarik 2 месяца назад
Thankay...
@user-eu8xd7sw6s
@user-eu8xd7sw6s 2 месяца назад
ରାଜା ପରିବାର କାହାରିକୁ ମୁଣ୍ଡ ନୂଆନ୍ତି ନାହିଁ. କିନ୍ତୁ ସେ ଆଜି ପାଣ୍ଡିଆନ ପରେ ପାଖରେ କ୍ରୀତଦାସ.
@aratadash5311
@aratadash5311 2 месяца назад
ଓଡ଼ିଆ ରେ ଭ.ଇ.ର.ଅ.ବ.....ମହାକାଳ ବିନାଶ
@nibeditapradhan-do2ey
@nibeditapradhan-do2ey 2 месяца назад
Jay Jagannath 🙏🙏
@laxmanpatbandha3791
@laxmanpatbandha3791 2 месяца назад
Ego bjd party.bjd hotao.odisha banchao❤❤❤❤
@nayak6477
@nayak6477 2 месяца назад
ଜୟ ବିଜେପି ♥️♥️
@brundabanpalei9959
@brundabanpalei9959 2 месяца назад
Jay Jagannath
@naliniranjan8294
@naliniranjan8294 2 месяца назад
Jay Jagannath Swami
@subashkanhar7079
@subashkanhar7079 2 месяца назад
Only Lord Jagannath will decide the matter in right time
@mahimaalekhathabatia
@mahimaalekhathabatia 2 месяца назад
କ୍ଷମା ମାଗିବା ଠାରୁ ମହାନତା ଆଉକଣ ଦରକାର,
@shreesanskritstudy2653
@shreesanskritstudy2653 2 месяца назад
Jay Jagannath..jay shree ram...ethara modi sarkar sure..ebe odisha loka manannku aau bhuan bulei paribeni..odisha lika sabu jani sarileni..
@mahimaalekhathabatia
@mahimaalekhathabatia 2 месяца назад
ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି ବିଜେପି
@user-ol9pr9wi8l
@user-ol9pr9wi8l Месяц назад
Jay jaganaath
@ommkarmusicbbsrofficialsin3785
@ommkarmusicbbsrofficialsin3785 2 месяца назад
❤❤❤❤
@laxmannaik1163
@laxmannaik1163 2 месяца назад
Jay jagannath Jay BJP.
@RabindranathSethi-bl4wl
@RabindranathSethi-bl4wl 2 месяца назад
Jay Jagannath Swami Nayan pathagami bhaba tume.jagannath nku neiki rajniti karantuni.garba ahankar jiye karanti Tara karma tanku deithanti
@basantibalapanigrahi5289
@basantibalapanigrahi5289 2 месяца назад
Jay Jagannath 🙏 🙏 🙏
@GobindaChandraSatapathy-se5yr
@GobindaChandraSatapathy-se5yr 2 месяца назад
କେଉଁ କାଳରୁ ଜଗନ୍ନାଥ ଆମର ରାଜା, ପ୍ରାଣ, ପରିଚୟ, ଏ ଅରୁଣିମା ମାଡାମ କହୁଛନ୍ତି ନବୀନ 25 ବର୍ଷ ଶାସନ କରି ଓଡ଼ିଆ ଙ୍କ ପରିଚୟ, କିଛି ଅର୍ଥରେ ଏଭଳି ଅର୍ଥଲୋଭି ସବୁକିଛି ବିକିଦେବେ, ମାଡାମ ତୁମେ ତୁମର ଯାହା ଅଛି ସେ ଅହଙ୍କାରୀ ଗୁମାସ୍ତା ଦେଇ ଦିଅ, ଓଡ଼ିଆ ଙ୍କର କିଛି କହିବାର ନାହିଁ, କିନ୍ତୁ ଜଗନ୍ନାଥ କାହା ବୋପା ର ସମ୍ପତି ନୁହଁ, ତାଙ୍କୁ ନେଇ କେଉଁ ନେତା, ଦଳ, ବ୍ୟକ୍ତି ସହିତ ତୁଳନା କରିବ, ଯେପରି ବୋପା ର ସମ୍ପତିଭଳି ତେବେ ଏ ଓଡ଼ିଆ, ଜଗନ୍ନାଥ ଭକ୍ତ କେବେ ଛାଡ଼ିବେନି, ଜାଣିରଖ ଭୁଲ ର ପ୍ରୟଚିତ ଅଛି କିନ୍ତୁ ଅହଂକାର ର କୌଣସି କ୍ଷମା ନାହିଁ ଏହା ମୋର କଥା ନୁହଁ ଏହା ଆମ ଜଗନ୍ନାଥ ଙ୍କ କଥା, ତେଣୁ ତା ମନ୍ଦିର ରେ ମୁକ୍ତି ମଣ୍ଡପ ଖୋଲି ପାପ କରଥିବା ଲୋକଙ୍କୁ କ୍ଷମା ଦେଇ ଉଦ୍ଧାର କରୁଛି, କିନ୍ତୁ ଅହଙ୍କାରୀ ଙ୍କୁ ଧ୍ବଂସ ହିଁ କରିଛି, ପୁରୀ ରେ ଅଛ ଯେତିକି ବି କହିଛ ବହୁତ ଭୁଲ ହୋଇ ଗଲାଣି ଅହଂକାର ରେ, ଅର୍ଥ ଲୋଭ ରେ ଜାଣି ପାରୁନ, ଶୀଘ୍ର ଯାଇ କାଳିଆ ପାଖରେ ଶରଣ ପସ, ସେ କ୍ଷମା କରି ଦେବେ, ସେ ପରା କ୍ଷମା ର ସାଗର, ତେଣୁ ସେ ଜଗନ୍ନାଥ, ଆଉ ତୁମେ, ତୁମ ନେତା-------', ଜୟ ଜଗନ୍ନାଥ
@stylishmaahi
@stylishmaahi 2 месяца назад
ସବୁ ପାଗଳ ଚୋଦ ନବୀନ କୁ ଭଗବାନ ଭାବୁଛନ୍ତି ପ୍ରଭୁ ଜଗନ୍ନାଥ ଏମାନଂକର ବିଚାର କରିବେ
@radhakrushnasahu4914
@radhakrushnasahu4914 2 месяца назад
Jay Shree Ram Jay BJP Jay Jagannath
@stylishmaahi
@stylishmaahi 2 месяца назад
ଆରେ ଦୁର୍ଗଶିଷ ବାବୁ ଏମିତି ପାଗଳ ନେତା ଙ୍କୁ ଡାକୁଥିଲ ହେଲେ ଏମିତି ନେତ୍ରୀ ବି ଅଛନ୍ତି ସେ ବି କହୁଛନ୍ତି ନବୀନ ପାଇଁ ଜଗନ୍ନାଥ ଶଳା ଲାଜ ନାହିଁ ଏମାନଙ୍କୁ ଏ ନେତ୍ରୀ ଜଣଙ୍କ ପୁରୀରେ ରହିବାର ଯୋଗ୍ୟ ନାହିଁ ପାକିସ୍ତାନ ପଠେଇ ଦିଅ
@padmabagyadav3614
@padmabagyadav3614 2 месяца назад
A slip of tongue is not an offence provided it is confessed & subsequently who is prepared for atonement begging excuse before crores of people . Dr. Sambit Patra is praiseworthy beyond any doubts
Далее
На фейсконтроле 💂
09:41
Просмотров 994 тыс.
KANAK TV NEWS HOUR POLICE RA ASSAL CEHERA 061214
51:16
Просмотров 217 тыс.
News Fuse 30 APRIL 2024
20:23
Просмотров 85 тыс.
News Fuse 23 APRIL 2024
22:57
Просмотров 63 тыс.