Тёмный

Sakala Sandhya Prathana (ଶୁଣନ୍ତୁ ଭଗବାନଙ୍କ ଦୟାଲାଭ କରନ୍ତୁ) Bapi,Sricharan & Sourav | Odia Bhaktidhara 

Odia Bhaktidhara
Подписаться 2,2 млн
Просмотров 4,3 млн
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,1 тыс.   
@banashreemuduli5020
@banashreemuduli5020 Год назад
ବହୁତ ଖୁସି ଲାଗିଲା।ଏଇମିତି ସୁବର୍ଣ୍ଣ ଯୁଗର ଗୀତ ଆମର ପସନ୍ଦ।ବୟସ ବୃଦ୍ଧି ହେଲେ ବି ଆଜି ଏଇ ସବୁ ଗୀତ ଶୁଣି ଆମ ଅତୀତକୁ ଚାଲି ଯାଉଛୁ।ଆମ ଆନନ୍ଦର ସୀମା ନାହିଁ।ମୋର ଅନ୍ତରର ଧନ୍ୟବାଦ୍।
@BishnukumarBaral-es6gx
@BishnukumarBaral-es6gx 9 месяцев назад
ନହୁତ ସୁନ୍ଦର ଭକ୍ତିଧାରା ବହୁତ ଆନନ୍ଦ ଲାଗୁଛି ଭାବ ଭକ୍ତିରେ ହୃଦୟ ଗଦ ଗଦ ହୋଇ ଯାଉଛି ଏହାହିଁ ହେଉଛି ଆମ ପର ମ୍ପରାର ହୃଦୟସ୍ପର୍ଶୀ ଉତ୍ସ ,ଧନ୍ୟବାଦ ,ଭକ୍ତକବି ଚଣ୍ଡୀଦାସ ।
@sarmisthac7644
@sarmisthac7644 6 месяцев назад
ଛୁଆ ବେଳ ମନେ ପଡିଗଲା, କି ସୁନ୍ଦର ଆମର ଏ ପ୍ରାର୍ଥନା ସବୁ, ବହୁତ ବହୁତ ଧନ୍ୟବାଦ ଆପଣ ମାନଙ୍କୁ ଏ ପ୍ରାର୍ଥନା ସବୁକୁ ରେକର୍ଡିଙ୍ଗ କରିଛନ୍ତି। 🙏🙏🙏❤️❤️❤️❤️
@EVERBEST97
@EVERBEST97 4 года назад
ଜୟ ଜଗନ୍ନାଥ🐾🌺 जय जगन्नाथ🐾🌺 Jay Jagannath🐾🌺
@rajamunda9711
@rajamunda9711 2 года назад
Jai jagannath 🏳‍🌈🏳‍🌈🏳‍🌈
@pushpanjalipradhan6948
@pushpanjalipradhan6948 4 года назад
ପିଲା ଦିନର ସମୟ ମନେ ପଡିଯାଉଛି ଅଶେଷ ଅଶେଷ ସାଧୁବାଦ । ପାଠ ଶାଳ ର ଖୁବ୍ ସୁନ୍ଦର୍ ସ୍ମୃତି ଗୁଡ଼ିକୁ ଆଉଥରେ ହରା ଭରା କରିଥିବାରୁ ହୃଦୟରୁ ନମନ 🙏🙏🙏🙏🙏🙏
@ramachandramohanty694
@ramachandramohanty694 3 года назад
Jagannthnkarati
@sushantapradhan6744
@sushantapradhan6744 3 года назад
oriya.filim.song
@surendrabaag7690
@surendrabaag7690 Год назад
Jai Jaggantaha prabhu swami Jai SHREE KRISHNA JAI SHREE RAM Omm narayan namah 🙏🙏🙏🙏🙏🙏🙏
@brahmanandapatra4710
@brahmanandapatra4710 4 года назад
ମନେ ପଡିଯାଉଛି ପିଲା ଦିନର ସେ ଅଭୂଲା ସ୍ମୃତି ଗୁଡିକ ପିଲା ଦିନ ଠାରୁ ଭଲ ସମୟ ଆଉ କିଛି ନାହିଁ। Really I miss you school life school friends
@houseofmusic.507
@houseofmusic.507 2 года назад
ଆହା!କି ଆନନ୍ଦମୟ ପରିବେଶ ସୃଷ୍ଟି କରୁଛି ଏ ଭଜନ ଗୁଡିକ।ମନ ପ୍ରାଣ ଉତ୍ଫୁଲ୍ଲିତ ହେଇ ଯାଉଛି।ହୃଦୟରେ ଅଫୁରନ୍ତ ଆନନ୍ଦ।ପ୍ରାଣରେ ଭରି ଯାଉଛି ସ୍ବର୍ଗୀୟ ପ୍ରେମର ଆହ୍ଲାଦ। ପ୍ରଭୁଙ୍କର ଜୟ ହେଉ। ପ୍ରଫୁଲ୍ଲ କୁମାର ତ୍ରିପାଠୀ ଗୀତିକାର, ଆକାଶବାଣୀ।
@ramanathsahu4579
@ramanathsahu4579 2 месяца назад
Excellent and heart touching song
@jitankumarrout60
@jitankumarrout60 3 года назад
ଜୟ ଜଗନ୍ନାଥ 🙏🙏ବହୁତ ସୁନ୍ଦର ଭଜନ,ଏହି ଭଳି ଭଜନ ଓ ଜଣାଣ କୁ ଶୁଣିଲେ ମନରେ ଭକ୍ତି ଜାଗ୍ରତ ହୋଇଥାଏ,ଏହି ଭଜନ କୁ ଶୁଣିଲେ ସ୍କୁଲ ଜୀବନ କଥା ମନେ ପଡି ଯାଏ।ଧନ୍ୟବାଦ୍ ଲେଖକ ଓ ଗାୟକଙ୍କୁ।🙏🙏
@guptabidika9858
@guptabidika9858 3 года назад
Shanti Geeta Mahaprabhu Shree Hari🙏🙏🙏🙏🏻🙏🏽🙏🏽🙏🙏🏾🙏🏼🙏🏼💓💓💓💓💓💘💗💗💌💌💌💞💞💕💕🌺🌺🌺🙏🏾🙏🏾🙏🙏🙏🏻🙏🏽🙏🏽🙏🙏🏾🙏🏾🙏🏾🙏🏾🙏🙏🏽🙏🏿🙏🏽🙏🏻🙏🙏🏾🙏🏾🙏🏾🙏🙏🏻🙏🏻🙏🏽🙏🏿🙏🏿🙏🏽🙏🏻🙏🙏🏾🙏🏼🙏🏼🙏🏾🙏
@pramodkumar573
@pramodkumar573 4 года назад
Nice. Song Vary. Vary. Butufulu. Paratana Mr. PRAMOD. Kumar. Jena 🤯🤯🙏🏼🙏🏼🙏🙏🙏🙏🏻🙏🏻👍
@NirupamaYT
@NirupamaYT 2 года назад
ଏହି ମନୋହର ଗୀତ jadi ଭଲ ଲାଗିଲା ତେବେ ଗୋଟେ like କରନ୍ତୁ ଏଠି
@MrMajalia
@MrMajalia 2 года назад
କୁମାର ବାପିଙ୍କ ପରି ଗାୟକ ଏ ଓଡିଆ ସମାଜ ପାଇଁ ଭଗବାନଙ୍କ ବରଦାନ
@BPMMahanti-wi4xg
@BPMMahanti-wi4xg 2 месяца назад
GH
@tukunamajhi2386
@tukunamajhi2386 4 года назад
ଠ ଅତି ବଢିଆ ଭଜନ ଜୟ ସୀତା ରାମ
@muralidhardalai9068
@muralidhardalai9068 4 года назад
ସ୍କୁଲ ଜୀବନର ଏହି ଭକ୍ତି ଭରା ପ୍ରାଥନା ସବୁ ଆବାଳ ବୃଦ୍ଧ ବନିତା ମାନଙ୍କ ହୃଦୟରେ ସଦା ସର୍ବଦା ରହିଥିଲା, ରହିଛି ଓ ରହିଥିବ। ଧନ୍ୟବାଦ you tube channel for valuable collection.
@saraswatibalabantaray8216
@saraswatibalabantaray8216 2 года назад
Jay Jagadish Hare.
@sribatsa09
@sribatsa09 4 года назад
Thanks to You Tube 👍 suggesting this video and reminding my School Life. ପାଠ ପଢା ସମୟ ହିଁ ଜୀବନ ର ସର୍ବଶ୍ରେଷ୍ଠ ଅଧ୍ୟାୟ 📝📖🥇🥈🥉🏅🏆🏫🏃
@bijayasamal2336
@bijayasamal2336 4 года назад
Thik katha kahichha bhai
@b.n.mishra
@b.n.mishra 4 года назад
These are the tonics of every life, jayjagannath
@brahmanandapatra4710
@brahmanandapatra4710 4 года назад
ସତ କଥା କହୁଚ ତମେ ଭାଇ 👍
@sudamdas1320
@sudamdas1320 4 года назад
Prayer all ways right for the students to develop the future
@akshyamallik1021
@akshyamallik1021 4 года назад
Yu are right because this music remind our childhood
@gayatripanigrahi1544
@gayatripanigrahi1544 2 года назад
ଏହି ହୃଦୟ ଭିଜା ଗୀତ ପୁଣି ଥରେ ଆମ ପାଖକୁ ଯିଏ ଫେରେଇ ଆଣିଛନ୍ତି ତାଙ୍କୁ ମୋର କୋଟି ପ୍ରଣାମ।
@pramodkumar573
@pramodkumar573 4 года назад
Nice. Parata🙏🙏🙏🙏🙏🙏🙏 Mr. PRAMOD. Kumar. Jena 🤯🤯🙏🙏🙏🙏👍👍👍👍🐚
@banamalisenapati6315
@banamalisenapati6315 3 года назад
Pramod
@sandhyaranimalik9414
@sandhyaranimalik9414 2 года назад
ମୋ ଫେବରେଟ୍ ଗୀତ ଜୟ ଜଗନ୍ନାଥ ଆମ ପିଲାଦିନର ଏହି ଗୀତ ୟୁସୁକଲୁ ପେୟାର ଆମେ କରୁଥିଲେ ଏହି ଗୀତ ର ବହୁତ ମାନ୍ୟତା ଅଛି ଜୟ ଜଗନ୍ନାଥ 🙏❤️🙏
@rrpa107
@rrpa107 4 года назад
ଆହେ ଦୟାମୟ ବିଶ୍ୱବିହାରୀ - ରାମକୃଷ୍ଣ ନନ୍ଦ ଅଖିଳ ବ୍ରହ୍ମାଣ୍ଡ ପତି - ମଧୁସୂଦନ ରାଓ
@rajeshmuduli6741
@rajeshmuduli6741 4 года назад
Excellent....
@rameshchandrasahoo2332
@rameshchandrasahoo2332 Месяц назад
ପିଲାଦିନର ବିଦ୳୲ଳୟ ପ୍ରାର୍ଥନା ମନେପକାଇଥିବାରୁ ବହୁତ ବହୁତ ଧନ୍ୟବାଦ ।
@kumarsabyasachitripathy
@kumarsabyasachitripathy 4 года назад
ୱାଓ l ହରେ କୃଷ୍ଣ ବନ୍ଧୁଗଣ
@amitmaity7787
@amitmaity7787 8 месяцев назад
ପୁରୁଣା ଦିନର ସ୍ମୃତି❤ ଜୟ ଜଗନ୍ନାଥ🙏
@kumarniranjan3947
@kumarniranjan3947 4 года назад
Bahut subhkamna,school time ku manepakai rhubarb So proud...all the best
@barnaleekabitaghara6201
@barnaleekabitaghara6201 3 года назад
ଏହି ପ୍ରାର୍ଥନା ଗୁଡିକ ମୋତେ ଦୀର୍ଘ ୪୨/୪୩ ବର୍ଷ ତଳକୁ ନେଇଗଲା ଓ ମୋତେ ଖୁବ୍ ଆବେଗିକ କରିଦେଲା। ଆଃ.....ସେ ସମୟ ଆଉ ନାହିଁ, ବିଦ୍ୟାଳୟ ପରିବେଶ ବି ଆଉ ନାହିଁ।ଆଉ ଗୁରୁଙ୍କୁ ଭକ୍ତିଭାବ ଦିବାସ୍ୱନ ଭଳି ପ୍ରତିତ ହେଉଛି।କେବଳ ମୋତେ ନୁହେଁ,ମୋ ଛାତ୍ର ଜୀବନର ସଭିଙ୍କୁ ଏହା। ବ୍ୟଥିତ କରୁଥିବା ନିଶ୍ଚୟ।
@pankajininayak5564
@pankajininayak5564 4 года назад
School time Ra pray bhuli jaithili . thanks for songs..mane pakaithibaru
@jagadishmohapatra7881
@jagadishmohapatra7881 4 года назад
A katha bulbs katha nuhein🎂🎂
@DamodarDash-t3k
@DamodarDash-t3k 8 месяцев назад
ବହୁତ ସୁନ୍ଦର ପ୍ରାର୍ଥନା ଜୟ ଜଗନ୍ନାଥ
@birendrakumarpradhan9263
@birendrakumarpradhan9263 3 года назад
Very very good. Many many thanks for the teaching system.BIRENDRA KUMAR PRADHAN
@veenadash5055
@veenadash5055 3 года назад
Nice prathana bhajans
@tripurabasi9036
@tripurabasi9036 11 часов назад
jai ganesh deva ji ki Jai Ho Jai hanuman ji ki Jai Ho 🙏🙏🙏🙏🙏🙏💐💐💐💐💐💐💐💜💜💜💜💜💜💜💜💜💜
@karunakarnaik8545
@karunakarnaik8545 9 месяцев назад
ଏଇ ପ୍ରାର୍ଥନା ଶୁଣିବା ମାତ୍ରେ ପିଲାଦିନର ଗୁରୁମାନେ ଓ ଅଭୁଲା ସ୍ମୃତି ସୁନ୍ଦର ଭାବେ ମାନସ ପଟରେ ଖେଳି ଯାଉଛି, ଅଶେଷ ଧନ୍ୟବାଦ ସଙ୍ଗୀତ ଶିଳ୍ପୀ ମାନଙ୍କୁ 🙏🙏🙏
@gourishankarbhue9217
@gourishankarbhue9217 4 года назад
Namonirajananikhilanidanajayajagadishsahahhare
@satyanarayanprasadnayak4505
@satyanarayanprasadnayak4505 3 года назад
ଅଖିଳ ବ୍ରହ୍ମାଣ୍ଡ ମହା ନାୟକ ତାଙ୍କୁ ସୁମରିଲେ ନ ରହେ ଦୁଃଖ, ତାଙ୍କ ନାମ ଜପି ଦିନ ଯାଉ ବିତି ରଖିଲେ ରଖିବେ ପଙ୍କଜ ମୁଖ I 🙏ଓଁ ଜୟ ଶ୍ରୀ ଜଗନ୍ନାଥ 🙏
@PromadaJena-r9l
@PromadaJena-r9l 7 месяцев назад
Jay shree jagannath ❤❤❤❤ supura 👍👍❤️❤️❤️❤️❤️ supura ❤❤❤❤❤❤❤❤❤
@ramnandansahoo9223
@ramnandansahoo9223 4 года назад
Ehi.luchi.jau.thiba.prarthana.sabu.yutyubre.chhadi.thibaru.bahuta.laguchhi.dhanyabad
@madanmohandisari1617
@madanmohandisari1617 Год назад
ବହୁତ ଶାନ୍ତି ଶାନ୍ତି ଗୀତ ଆତ୍ମାକୁ ଶାନ୍ତି ପ୍ରଧାନ କରେ, ଧନ୍ୟବାଦ, ଜୟ ଶ୍ରୀରାମ
@gourishankarbhue9217
@gourishankarbhue9217 4 года назад
Maanama.atimadhuraarthaamruasopana
@rameshchandrasahoo4364
@rameshchandrasahoo4364 3 года назад
ଶ୍ରୁତିମଧୁର ଗାୟନ ।ଧନ୍ୟବାଦ ।
@rameshchandrasahoo4364
@rameshchandrasahoo4364 3 года назад
ଏମିତି ସୁନ୍ଦର ଗୀତ ଶୁଣାନ୍ତୁ।ଧନ୍ୟବାଦ
@anilkumarrout9980
@anilkumarrout9980 3 года назад
ପ୍ରଭୁ ଭାବଗ୍ରାହି ଙ୍କ ନିକଟରେ ସୁନ୍ଦର ଆତ୍ମ ନିବେଦନ, ଜୟ ଜଗନ୍ନାଥ ସ୍ବାମୀ 🙏🙏🙏🙏🙏🙏
@Bike--lover506
@Bike--lover506 2 года назад
Hey
@KrutibasMishra-sg2jo
@KrutibasMishra-sg2jo 6 месяцев назад
Antarika prarthana Bhagawan nichaya sunanti. 🙏🌹👍🙏🌹👍🙏🌹👍🙏🌹👍🙏🌹👍
@rabibhol7740
@rabibhol7740 4 года назад
ଜୟ ଜଗନ୍ନାଥ
@surendrakumardash6368
@surendrakumardash6368 2 года назад
🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ 🙏
@ashutoshpradhan9423
@ashutoshpradhan9423 4 года назад
Mo jiban pachhe narke padi thaau Jagata udhar heuu Jay jaganna..🌺
@prasannakumarbiswal357
@prasannakumarbiswal357 7 месяцев назад
ଆହେ ଦୟାମୟ ବିଶ୍ୱ ବିହାରୀ ପାର୍ଥନା ଶୁଣି କିଛିକ୍ଷଣ ପାଇଁ ମୁଁ ସୁକ୍ଲ ସମୟକୁ ମନ ପକାଇ ଆଖିରୁ ପାଣି ଚାଲି ଆସିଲା, ସମସ୍ତ ଙ୍କ କଥା ମନେପଡିଲାା। ବେଶି ମନେ ପଡିଲା ଉତ୍ତମ ସାର୍ ଙ୍କ କଥା। ସାର୍ ଆପଣଙ୍କୁ ମୋର କୋଟି କୋଟି ନମସ୍କାର
@shyamsinghtiria2857
@shyamsinghtiria2857 4 года назад
A parathna ku sunile sate jemiti laguchi aji bhi mu semiti class room ku gba purbaru line re chida heiki a prathanaku gauchi really childhood life thu life nahi realy awsome
@Nabaj45
@Nabaj45 Год назад
ଆଉ ଗୋଟିଏ ଧାଡ଼ି ରହିଗଲା। ତୁମ ଚରଣରେ ମୋର ଭକତି ସଦା ରହିଥାଉ ଏହି ମିନତୀ।
@Bts_savage_army420
@Bts_savage_army420 2 года назад
ପିଲାବେଳର ପ୍ରାର୍ଥନା ଭାରାକ୍ରାନ୍ତ ମନ ହୃଦୟର କଷ୍ଟ ଲାଘବ କରାଏ , ଜୟ ଜଗଦୀଶହରେ🙏🙏🙏🙏🙏
@PromadaJaena
@PromadaJaena 8 месяцев назад
Jay.sre Jagannath ❤❤❤❤ supura ❤❤ supura ❤❤ nana
@dinabandhudash1896
@dinabandhudash1896 4 года назад
ପ୍ରଭୁଙ୍କ ପ୍ରତି ଭକ୍ତି ଏଭଳି ସ୍ୱତଃ ଜାଗ୍ରତ ହେବ ଏ ପରି ଭଜନ ଶୁଣିଲା ପରେ, ଓ ମନରେ ଅଫୁରନ୍ତ ଆନନ୍ଦ ଜାଗ୍ରତ ହ୍ର ହେବ !
@sarjulankalanka9215
@sarjulankalanka9215 Год назад
Jay shree jagannath
@prashantsahu639
@prashantsahu639 Год назад
My School Days Prayers Soulful devotional Bhajans Thanks for your collection
@harisagria9282
@harisagria9282 3 года назад
ଅତି ସୁନ୍ଦର ଭାବରେ ସଜାହୋଇଛି ପ୍ରାର୍ଥନା
@panchupatra9116
@panchupatra9116 4 года назад
Friday's. Subasandaya. Joyjaganath. Sayami.nayanapatagami.babatume👏👏👏👏👏👏👏👏👏👏
@stitaprajnyaswain9
@stitaprajnyaswain9 3 года назад
Karuna Sagar prabhua jagatara thakura Ghena ama sisu binati sarbe joduchu Kara.ae mahamari ru biswa ku rakhya Kara Prabhu he rakhya Kara🙏🙏
@pravasbeura9570
@pravasbeura9570 4 года назад
Ahe dayamaya mu bhabuchi aita bodhe samastankar priya heithiba
@Rajadj..official..2432
@Rajadj..official..2432 3 года назад
Hmm sir❤️❤️
@DiptimayeeBehera-py6fg
@DiptimayeeBehera-py6fg 6 месяцев назад
ଶୁଣିକି ବହୁତ ଖୁସି ଲାଗିଲା 😊 ପିଲା ଦିନର କଥା ମନେ ପଡିଗଲା। ବିଦ୍ୟାଳୟ ରେ ପ୍ରାର୍ଥନା କରୁଥିଲୁ🙏🙏🙏♥️❣️
@bhagyashreerout3575
@bhagyashreerout3575 4 года назад
thanku
@narendranayakruga4138
@narendranayakruga4138 2 года назад
Jaysreeramjayjawanjaybigyanmayhindustan,Jay,b,j,p,india
@Inboxofknowledge
@Inboxofknowledge 3 года назад
ସ୍କୁଲ ଟାଇମ ଦିନର prayar 🙏ମନେ ପଡୁ ଛି । ଭବ ସାଗର ତାରଣ କାରଣ ହେ 💚 ।
@bijaynayak7325
@bijaynayak7325 4 года назад
Hrudaya chuan prathana he prabhu sabhinka mangala kara jai jagannath
@pravaschandrarout3575
@pravaschandrarout3575 2 месяца назад
ପିଲାଦିନ କଥା ମନେ ପଡ଼ି ଯାଉଛି, ଧନ୍ୟବାଦ ୟୁ ଟ୍ୟୁବ....
@bhaktaprasad4425
@bhaktaprasad4425 2 года назад
ମୋ ପିଲାଦୀନ କଥା ମନେପଡିଲା ସ୍କୁଲ ରେ ମୁଁ ସହପାଠୀ ଙ୍କ ସହିତ ଏକା ସାଙ୍ଗରେ ଗାନକରି ଆସୁଥିଲୁ। ମୋ ପିଲାଦୀନ ବହୁତ ମନେପଡିଲା Miss you my Chieldhod...
@manojakumarsamal5871
@manojakumarsamal5871 3 года назад
My heartiest congratulations to the sender Jay jagnath
@sitanag6868
@sitanag6868 2 года назад
Jhgdkl
@LaxmikantaMallick-mz4tp
@LaxmikantaMallick-mz4tp Год назад
ILOVE 1St prathana Because this prathna is my Scool Prathna
@shivajikanhar6947
@shivajikanhar6947 3 года назад
Nice prayer at school time to god, thanks to collection of bhakti prayer, Old is Gold.
@prabhakarmallick3741
@prabhakarmallick3741 2 года назад
So nice that moistened my eyes .Reminds my school days in this last quarter.
@prafullaudabar9692
@prafullaudabar9692 10 месяцев назад
Jay Jagannath Swami Nayan patha gami bhaba tume ❤❤❤❤❤
@pranakrushnadas4259
@pranakrushnadas4259 4 года назад
ପୂରୁନା ଗୁହ କୁ ମାଟି ହେବାକୁ ଦେଵାନାହିଁ
@namitakhuntia8220
@namitakhuntia8220 3 года назад
🙏 Jay Jagannath 🙏 pravu 🙏
@lnpati238
@lnpati238 3 года назад
Beautiful, re samsya Tu no piladin pherai day.
@rabinarayandehury5644
@rabinarayandehury5644 2 года назад
ପ୍ରାର୍ଥନା ଗୁଡିକ ସବୁକାଳରେ ଗ୍ରହଣୀୟ
@mamatamayeemangaraj7605
@mamatamayeemangaraj7605 4 года назад
Very happy
@bulupatanayak1944
@bulupatanayak1944 Год назад
Jaya Jagannath ramanath dwarikanath badrinath koti koti pranam.
@seethak3950
@seethak3950 3 года назад
बहुत ही सुन्दर प्रस्तुति। बचपन के सभी गीत भजन स्मरण हो रहा है ।धन्यवाद ।🙏🙏
@manaspandamanas5958
@manaspandamanas5958 3 года назад
Super hit bhajan kumar biranchi panda
@ss-pw8bk
@ss-pw8bk 4 года назад
Chhot bela katha mane pakei daucha .jay jagannath🙏
@singraimurmu4103
@singraimurmu4103 2 года назад
💞 Om Shanti Baba 💞 Good morning Baba 💞 Sukriya barambar mera Baba Pyara Baba Mitha Shivbaba forever 👁️⭐👁️
@prafullakumarnaik7315
@prafullakumarnaik7315 3 года назад
I. Remember this. Song. School. & Teacher. Life,. It. has. inner Meaningful (old. is. Gold)
@banamalisahoo8477
@banamalisahoo8477 3 года назад
Yuuujjjyu 🙏
@radheshyampal1
@radheshyampal1 2 года назад
👍👍👍👍👍👍👍👍👍👍👍👍👍👍👍👍
@jatadharidas7020
@jatadharidas7020 8 месяцев назад
Param Prema mahaprabhu nka sudara amruta Maya parathana sisu kantha re ।bahut Sundar ।Jai jagannath
@chandrasekharmohapatra6553
@chandrasekharmohapatra6553 4 года назад
Nice Song
@ashokkumarmohapatra5326
@ashokkumarmohapatra5326 2 месяца назад
Jete adhunika bhajan baharile bi ei bhajanara bhaba kehi deiparibeni.evergreen bhajan .jay jagannath.
@kcpanda7803
@kcpanda7803 4 года назад
Very heart touching songs thanks
@satchidadash7460
@satchidadash7460 3 года назад
ଏ ସବୁ ଗୀତ ଆମ ହୃଦ ଗତ ବାଲ୍ୟ କାଳୁ ଗାଇ ଆସୁଥିବା ଭାବ ଭକ୍ତି ଭରା, ସର୍ବଦା ମନ ଛୁଆଁ
@samarendraprasadmohanty5689
@samarendraprasadmohanty5689 4 года назад
ବହୁତ ସୁନ୍ଦର ଅଡୀତ କଥା ଶୁଣି ବାକୁ ଭଲପାଇବା
@pradiptajena1266
@pradiptajena1266 3 года назад
A
@TechnolineComputerEducation
Pl
@pratimaratha279
@pratimaratha279 10 месяцев назад
JAy Shree Shree Shree Radhe JayShree Krishna Jay Shree Ram Jay Shree Jagannath OmmNamahShibay Jay Maa Mangala Tumehin Varsa 🪔🕉️🙏🏼
@prasannakumarkunda9725
@prasannakumarkunda9725 Год назад
Wonderful prayer 🙏🏻🙏🏻🙏🏻
@trinathsethi9109
@trinathsethi9109 2 года назад
Charan Bhai pranam Prabhu jagtara nath apnaku koti paramau diantu apana hajijauthiba atitaku ehipari pherau thantu
@balabantaparida3272
@balabantaparida3272 4 года назад
ଓ ଗୁରୁ ଦେବାୟ ନମ୍ଃ ଧନ୍ୟବାଦ ବହୁତ ଭଲ ଲାଗୁଛି
@adhikariakshayakumardash421
@adhikariakshayakumardash421 3 года назад
🌹🌷🙏omshanti prayer is very nice Thankyou 🙏🌷🌹
@priyabratapalai4772
@priyabratapalai4772 4 года назад
ahuri bahi gita paribesana karagale bhala huanta jay jagannth pranam 🙏🙏🙏🙏
@panchupatra9116
@panchupatra9116 4 года назад
Subasakala Pratana Sunday joy jaganta👏👏👏👏👏
@niharkantakanungo8840
@niharkantakanungo8840 Год назад
ସବୁ ପ୍ରାର୍ଥନା ମୋର ସବୁବେଳେ ପ୍ରିୟ ❤❤❤👌👌👍
@YSBibhu
@YSBibhu Год назад
ଜୟ ଜଗନ୍ନାଥ ଜୟ ଅଚ୍ୟୁତ ଜୟ ପଞ୍ଚସଖା
@kajalnahak222
@kajalnahak222 4 года назад
Sri guru jay
@bira.kishoremishra2613
@bira.kishoremishra2613 Год назад
Very good odia prarthana Gita.Hrudaya bidaraka.❤
@artataranagiri725
@artataranagiri725 Год назад
My school days prayer, very nice.
@dibakarsahoo8575
@dibakarsahoo8575 2 года назад
ହେ ଗୁରୁ ତୁମେ ମଙ୍ଗଳ ମୟ
@souravjena8977
@souravjena8977 4 года назад
❤🙏❤😭❤🙏❤
@haramohanrath1066
@haramohanrath1066 2 года назад
ସ୍କୁଲ ସମୟ କଥା ମନେ ପଡ଼ୁଚି ଏହି prathartana ଶୁଣିଲା ବେଳେ।
@supalbiswal1831
@supalbiswal1831 Год назад
Life changing song ,I really feel today what happened in human life
@chakradharmaharana2778
@chakradharmaharana2778 3 года назад
ରାଧେରାଧେ ରାଧେରାଧେ
Далее
Китайка и Пчелке Холодно😂😆
00:21
He Narayana Narayana Hari Hari
51:35
Просмотров 307 тыс.
6 December 2023
29:56
Просмотров 1 млн
Bhikari Bal || Jagannath Bhajan
38:49
Просмотров 4,8 млн