Тёмный

Samagola , Kujanga, Jagatsinghpur | Suna Sujane Season3 | EP 1 | Part - 1 | Prarthana 

Prarthana TV
Подписаться 2 млн
Просмотров 29 тыс.
50% 1

''ଶୁଣ ସୁଜନେ ସିଜିନ ୩" ''ସମାଗୋଳ, କୁଜଙ୍ଗ , ଜଗତସିଂହପୁର''ରେ ଶରଣ ନନା ଓ ଚରଣ ନନା ।
" ଶୁଣ ସୁଜନେ ସିଜିନ ୩ " ଏକ ଲୋକ ସମ୍ପର୍କଧର୍ମୀ କାର୍ଯ୍ୟକ୍ରମ, ଗାଁ ଗହଳିରେ ଲୁଚିରହିଥିବା ବିଭିନ୍ନ ପ୍ରତିଭାଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ଲୋକଲୋଚନକୁ ଆଣିବା, ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ସାଧାରଣ ଗ୍ରାମୀଣ ଲୋକଙ୍କ ସହିତ ମିଶିବା ଏବଂ ସେମାନଙ୍କ ସହ ସମୟ କଟାଇବା ଏହି କାର୍ଯ୍ୟକ୍ରମର ଏକ ମହତ ଉଦେଶ୍ୟ , ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ଓ ଜଣାଇବା କାର୍ଯ୍ୟକ୍ରମର ଆଉ ଏକ ଲକ୍ଷ୍ୟ, ଏକ ଭିନ୍ନ ଶୈଳୀରେ ଚକୁଳିଆ ପଣ୍ଡା ବେଶ ଧାରଣ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଓଡିଶାର ସୁନାମଧନ୍ୟ ଭାଷ୍ୟକାର ଶରଣାରବିନ୍ଦ ଓଝା ଏବଂ କଣ୍ଠ ଶିଳ୍ପୀ ଶ୍ରୀ ଚରଣ ମହାନ୍ତି ।
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in

Опубликовано:

 

9 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 22   
@pinkurana5674
@pinkurana5674 Год назад
ଜୟ ଜଗନ୍ନାଥ ହରିବୋଲ
@sudarsandas1215
@sudarsandas1215 Год назад
Finally nija gaaon re
@shubhranshusahu7082
@shubhranshusahu7082 Год назад
ନନା କରମଳା ଆଶ୍ରମ ଯିବା ପାଇଁ କଥା ଦେଇଥିଲେ 🙏🙏🙏🙏
@anilparida7884
@anilparida7884 Год назад
ସମାଗୋଳ ର ସୁନସୃଜନେ part 2 post କରିବା please 🙏🙏🙏
@bhagirathisahoo1313
@bhagirathisahoo1313 Год назад
Jay jagannath
@satyanayak4271
@satyanayak4271 Год назад
ନିଜ ଗାଁ ରେ ବୁଲୁଛ ଟିକେ ନିଜ ଘର ଆଡେ ଗଲେ ହୁଅନ୍ତାନି ?
@sikunbehera6463
@sikunbehera6463 Год назад
Super
@051-aryanbehera3
@051-aryanbehera3 Год назад
Ethara bhajan antakhyari arambha karantu please
@srikantadeepak9698
@srikantadeepak9698 Год назад
ଦୟା କରି ଭଜନ ଅନ୍ତକ୍ଷାରି ଆଉ ଥରେ ଆରମ୍ଭ କରନ୍ତୁ 🙏🙏🙏
@rwittikkupattnayak241
@rwittikkupattnayak241 Год назад
Kendrapara dist ra pentha gaa ra post karantu
@khirodkhirod65
@khirodkhirod65 Год назад
Bhajan antakshari ku upload kara
@bikashnayak9808
@bikashnayak9808 Год назад
Charan au sarana nija gaon samagol
@odiastorytvodia
@odiastorytvodia Год назад
ସେମାନେ ଦୁଇ ଭାଈ କି ?
@bikashnayak9808
@bikashnayak9808 Год назад
@@odiastorytvodia Naa , kintu gotia gaon pila , dui Jana best friend
@srikantamahanta8476
@srikantamahanta8476 Год назад
ଭଜନ ଅନ୍ତକ୍ଷାରୀ ଆଉଥରେ ଆରମ୍ଭ କରନ୍ତୁ
@srdharaeshsaaa7884
@srdharaeshsaaa7884 Год назад
Mo samagola gaon ra jay heu
@gloriousstitchingtips2023
@gloriousstitchingtips2023 Год назад
Nija gaan ku Jai advertise karauchanti😂😂
@srdharaeshsaaa7884
@srdharaeshsaaa7884 Год назад
Pitu bhai thia heichanti
@bhismaswain914
@bhismaswain914 Год назад
bhajana antakhyari kebe haba
@prasantapanda2132
@prasantapanda2132 Год назад
ସବୁ ଅଧାରେ ରଖି ଦେଉଛନ୍
@sandeepsahoo3140
@sandeepsahoo3140 Год назад
ପିଠାପଣା
@deepakkumardas3438
@deepakkumardas3438 Год назад
🙋🙋🙋🙋🙋🙋🙋👌🏿👌🏿👌🏿👌🏿🙏🙏🙏🙏🙏🙏🙏🙏🙏🙏🙏🙏
Далее
Kape Cha Dipada Katha | Ep 41 | Odia Serial - TarangTV
45:49