ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟର ଜଣେ ଯୁବ ଲୋକ କଳାକାର ଗଣପତି ଦାସ୍ l ଛତିଶଗଡ ଅଂଚଳରେ ସେ ଗଣପତ୍ ବାହାକ୍ ନାମରେ ପରିଚିତ l ଓଡିଶାର ସଂଚାର ଲୋକ କଳାକୁ ସେ ଛତିଶଗଡ ଅଂଚଳରେ ପ୍ରସାର କରୁଛନ୍ତି l ଲୁପ୍ତ ପ୍ରାୟ ଲୋକ କଳାକୁ ବଂଚାଇ ରଖିବାର ପ୍ରୟାସ ଚଲାଇଥିବା ଏହି ଯୁବ କଲାକାରଂକ ଖ୍ୟାତି ଛତିଶଗଡ଼ ଓ ଓଡିଶାରେ ବ୍ୟାପିବାରେ ଲାଗିଛି
20 сен 2024