Тёмный

SARAGA RAIJA || ସରଗ ରାଇଜ || SHASANK SEKHAR NEW ODIA CHRISTIAN SONG || AMIT BADANAYAK || JESUS SONG 

Amit Badanayak
Подписаться 207 тыс.
Просмотров 33 тыс.
50% 1

SARAGA RAIJA || ସରଗ ରାଇଜ || NEW ODIA CHRISTIAN SONG || SHASANK SEKHAR || AMIT BADANAYAK ||
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ପ୍ରତ୍ୟେକ ଶ୍ରୋତା ମଣ୍ଡଳୀକୁ ନମସ୍କାର ମୁଁ ଆପଣମାନଙ୍କର ସାନ ଭାଇ ଅମିତ୍ ବଡ଼ନାୟକ। AB MUSIC ତରଫରୁ ପ୍ରଭୁଙ୍କ ପ୍ରଶଂସା ଉଦ୍ଦେଶ୍ୟରେ ଏବଂ ଲୋକ ମାନଙ୍କର ମନ ପରିବର୍ତ୍ତନ ନିମନ୍ତେ "ସରଗ ରାଇଜ" ନାମକ ଏକ ନିଆରା ଭିନ୍ନ ସ୍ୱାଦର ଏକ ନୂଆ ମନଛୁଆଁ ଗୀତ ଭେଟି ଦେଉଛୁ।
ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ଯିବାର ସହଜ ।
(ମାର୍କ ୧୦ : ୨୫)
ପବିତ୍ର ଧର୍ମଶାସ୍ତ୍ର ବାକ୍ୟ ବାଇବଲ ଅନୁସାରେ ଜଣେ ମନୁଷ୍ୟ ପକ୍ଷରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ କ'ଣ କରିବାର ଆବଶ୍ୟକତା ରହିଛି । ଅବା କେଉଁ ମାନେ ସ୍ୱର୍ଗ ରାଜ୍ୟରେ ସ୍ଥାନ ପାଇ ପାରିବେ ଏବଂ କେଉଁ ମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରି ପାରିବେ ନାହିଁ । ଏ ସକଳ ବିଷୟବସ୍ତୁ ଉପରେ ଆଧାରିତ ଉକ୍ତ ଗୀତଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ଗୀତ ଶୁଣନ୍ତୁ ଏବଂ ଯୀଶୁଙ୍କ ନିକଟବର୍ତ୍ତୀ ହୁଅନ୍ତୁ।
Full Lyrics
ସରଗ ରାଇଜ ଯିବା ପାଇଁ ବନ୍ଧୁ ନୁହଁଇ ସହଜ (୨ଥର)
ଜୀବନ ପୁସ୍ତକେ ଯାର ନାହିଁ ନାମ
ଯୀଶୁଙ୍କ ଦୃଷ୍ଟିରେ ଯେ ଅଟେ ଅଧମ
ମିଳେନା ତାଙ୍କୁ ସ୍ଥାନ
ଶୁଣି ଯାଅ ହେ ବିଶ୍ୱାସୀ ଗଣ......=୦=
ଶିଶୁ ପରି ଏ ଜୀବନ ଯେ କରେ କାଳ କ୍ଷେପଣ
ମିଳେ ତାଙ୍କୁ ସ୍ୱର୍ଗେ ସ୍ଥାନ
ଆତ୍ମାରେ ଯେ ଦୀନହୀନ ଶୁଦ୍ଧ ଯା ଅନ୍ତଃକରଣ
ଯାଏ ସେ ସ୍ୱର୍ଗ ଭୂବନ.....
ଧାର୍ମିକତା ପାଇଁ ଯିଏ ଭୋଗେ ତାଡନା କଷଣ
ପାଏ ସେ ସ୍ୱର୍ଗେ ବିଶ୍ରାମ
କରେ ଯଦି ଯେଉଁ ଜନ ପିତାଙ୍କ ଇଛା ସାଧନ
ତାଙ୍କ ପାଇଁ ସ୍ବର୍ଗ ଧାମ...
ଛୁଞ୍ଚି ଛିଦ୍ର ଦେଇ ଓଟ ଯାଇପାରେ
ଧନୀ ସ୍ୱର୍ଗ ଯିବା କଷ୍ଟ ହୋଇପାରେ
ସତ୍ୟ ଏହି ବଚନ
ମାନି ଯାଅ ହେ ମାନବ ଗଣ......=୧=
ମିଥ୍ୟାଚାରୀ ବ୍ୟଭିଚାରୀ କିବା ନର ହତ୍ୟାକାରୀ
ଯିବେ ନାହିଁ ସ୍ୱର୍ଗ ଧାମ
ଦଳଭେଦ ମତଭେଦ ଥିଲେ ଶତ୍ରୁତା ବିବାଦ
ମିଳେ ନାହିଁ ସ୍ୱର୍ଗେ ସ୍ଥାନ.....
ମଦ୍ୟପାନ କରୁଥିଲେ ପରଦ୍ରବ୍ୟ ଲୁଣ୍ଠୁଥିଲେ
ନାହିଁ ସରଗେ ବିଶ୍ରାମ
କାମୁକତା ଚୋର ହେଲେ ଧନ ପ୍ରତି ଲୋଭ କଲେ
ତାଙ୍କୁ ନାହିଁ ସ୍ୱର୍ଗେ ସ୍ଥାନ....
ପ୍ରତିମା ପୂଜକ କିଅବା ନିନ୍ଦକ
ପାଇବେନି କେବେ ସରଗର ସୁଖ
ତାଙ୍କୁ ନରକେ ସ୍ଥାନ
ବୁଝି ଯାଅ ହେ ସକଳ ଜନ.....=୨=
SONG CREDITS :
* Song : Saraga Raija (Lyrical Video)
* Singer : Shasank Sekhar (Ollywood Singer)
* Lyrics : Amit Badanayak
* Music : Amit Badanayak (8895583382)
* Programming & Arrangement : Bapi Samal
* Recording & Mixing : MRR Studio, Cuttack
* Recording by : Bunu Bhai
* Mastering By : Shaktiswar Mohapatra
* Production : AB Music
* Banner : AB Music
* Special Thanks : Tanu Limma & Tuna Jena
* Music label : AB music
* WhatsApp : 8895583382,7978601423
* Contact : 7978601423,8895583382
#saragaraija
#saragaraijasong
#saragaraijaodiachristiansong
#saragaraijachristiansong
#shasanksekharnewchristiansong
#newodiachristiansong
#amitbadanayakchristiansongs
#shasanksekharchristiansongs
#amitbadanayakmusic
#odiachristiansong
#odianewchristiansongs
#newodiajesussongs
#abmusic
#christiansongs
#amitbadanayakodiachristiansongs
#allodiachristiansongs
#newodiajesussongs
#newodiachristiansong2022
#odiachristiansong
#odiachristiansongs
#shasanksekharodiachristiansongs
#humanesagarchristiansongs
#shasanksekhar
#amitbadanayak
#abmusicchristiansongs
#humanesagar
#newodiaviralsong
#amitpanichristiansongs
#amitpani
#asimapandanewodiachristiansong
#ananyasritamnandachristiansongs
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Опубликовано:

 

18 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 33   
@babisurya4198
@babisurya4198 10 месяцев назад
ଏହି ଗୀତ ପ୍ରଥମେ ସବୁ ଖ୍ରୀଷ୍ଟ ବିଶ୍ବାସୀ ଶୁଣିବା ଆବଶ୍ୟକ, କାରଣ ଗୀତର ପ୍ରତିଟି ଶବ୍ଦ ଅର୍ଥପୂର୍ଣ୍ଣ ଏବଂ ଶିକ୍ଷଣୀୟ। ବିଶେଷ କରି ମଣ୍ଡଳୀର ଦଳଭେଦ ଓ ମତଭେଦ କାରୀଙ୍କୁ ସ୍ଵର୍ଗରେ ସ୍ଥାନ ନାହିଁ। ଏହି ବିଷୟ ଯଦି ଖ୍ରୀଷ୍ଟଙ୍କୁ ବିଶ୍ବାସ କରୁଥିବା ପ୍ରତ୍ୟେକ ଶିକ୍ଷା ଦାତା ପାଳକ ଏଵଂ ଶ୍ରୋତା ବୁଝିଯିବେ , ତେବେ ପ୍ରଥମେ ଆମେ ସବୁ ସ୍ଵର୍ଗର ପଥ ପାଇବା। ଧନ୍ୟବାଦ ଅମିତ୍ ଭାଇ। ଦୟାକରି ଏହି ମେସେଜକୁ ସବୁ ଖ୍ରୀଷ୍ଟ ବିଶ୍ବାସୀଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ ।
@koushalyaharijan8122
@koushalyaharijan8122 4 месяца назад
@EsmaelLimma
@EsmaelLimma 10 месяцев назад
Praise the Lord
@MissSanju-s4v
@MissSanju-s4v 7 месяцев назад
Praise the lord 🙏🏻🙏🏻🙏🏻
@BabulenGujel
@BabulenGujel 7 месяцев назад
Praise the lord ameen jesus
@johndigal668
@johndigal668 10 месяцев назад
🎉 praise the LORD
@esmilesulemanxess1626
@esmilesulemanxess1626 10 месяцев назад
HALLELUJAH HALLELUJAH HALLELUJAH.
@techdiamond3778
@techdiamond3778 10 месяцев назад
Fantastic lyrics amiti sir
@PatikiAppanna
@PatikiAppanna 2 месяца назад
Nice song lyrics
@srabanakumar1981
@srabanakumar1981 10 месяцев назад
Amen 🙏🙏
@gaming-F20-94
@gaming-F20-94 10 месяцев назад
Amen amen 🙏
@ChristadanBabu
@ChristadanBabu Месяц назад
So nice song thank you
@NibanBhuyan
@NibanBhuyan 10 месяцев назад
Glory to god
@ChandraMajhi-ib3yu
@ChandraMajhi-ib3yu 10 месяцев назад
ବହୁତ ସୁନ୍ଦର ହେଇଛି ଭିଡିଓ ସାର୍ ପ୍ରଭୁ ଆପଣଙ୍କୁ ଅଧିକ ଆଶ୍ଵୀବାଦ କରନ୍ତୁ ଧନ୍ୟବାଦ
@EnikumarMusic
@EnikumarMusic 10 месяцев назад
Nice editing ! 👌👌👌
@KOBITA5559
@KOBITA5559 10 месяцев назад
Praise the Lord❤❤❤❤❤❤
@haribandhuharibandhu9781
@haribandhuharibandhu9781 10 месяцев назад
amit sir mu rayagada drist ru appna bahut bala bala gita oplod karu chanti mate bahut bala laguchi thank you
@Deepak_mashi_600
@Deepak_mashi_600 10 месяцев назад
Excellent halleluya praise the lord ❤❤❤
@tanukumar3148
@tanukumar3148 10 месяцев назад
ବାସ୍ତବରେ...ସରଗ ରାଇଜ ର ଗୀତ ଯିଏ ଥରେ ଶୁଣିଛି ସିଏ ହିଁ ଗୀତର ଭାବ ଗୀତ ର ସ୍ୱାଦ ଚାଖିଛି ବହୁତ ବଢିଆ life changing song my favourite song ସରଗ ରାଇଜ ର ଗୀତ ଏମିତି ନିଆରା ନିଆର ଧମାକ ଧମାକ ଗୀତ ଆମ ଖ୍ରୀଷ୍ଟିଆନ୍ ସମାଜ କୁ ଭେଟି ଚାଲନ୍ତୁ ମାଡି ଚାଲନ୍ତୁ.......
@pushpapadra-ln6qu
@pushpapadra-ln6qu 10 месяцев назад
Praise the Lord ⛪⛪⛪🙏🙏🎉🎉❤️❤️❤️❤️❤️
@bcharanofficial5220
@bcharanofficial5220 10 месяцев назад
What a meaningful song👌👌👌👌 and nice Message💯💯💯💯💯💯 from This Song Lord Jesus is gifted to you sir give Messages through meaningful and wonderful songs God bless you and your ministry of music our lord and Saviour master Jesus Christ God bless you Amit Sir ❤❤❤❤❤
@nathankkpal8532
@nathankkpal8532 10 месяцев назад
Thank you so much sir 🙏
@SUDEEPTARANJANDAS-b9m
@SUDEEPTARANJANDAS-b9m 10 месяцев назад
Thanks
@DharmeshMallick-zu6nm
@DharmeshMallick-zu6nm 10 месяцев назад
Good morning sir and God bless you 🙏🙏🙏🙏
@biejipani4092
@biejipani4092 10 месяцев назад
Bhai mane niddaka krjrbal ki
@Jsmusic-lj1vh
@Jsmusic-lj1vh 10 месяцев назад
Shar mu
@Nathankumarmurmu
@Nathankumarmurmu 10 месяцев назад
Praise the lord
@SunitaNayak-f5y
@SunitaNayak-f5y 7 месяцев назад
Amen 🙏
@surendrahantal5215
@surendrahantal5215 8 месяцев назад
Praise the lord ❤
@MeghaMegha-be3kp
@MeghaMegha-be3kp 9 месяцев назад
Praise the lord
@MkCreation4-
@MkCreation4- 10 месяцев назад
Praise the lord
@eliyabeniaofficial3996
@eliyabeniaofficial3996 10 месяцев назад
Praise the lord 🙏❤️❤️❤️❤️❤️
Далее
Non Stop Sadri Christian Song Collection | Sweety Vidya
33:47