SARONORA GOLAPA || ଶାରୋଣର ଗୋଲାପ || NEW ODIA CHRISTIAN SONG || SALMAN PAUL || SUSIL LIMA || STUDIO VERSION
Praise The Lord....ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆନ୍ତରିକ ନମସ୍କାର । ପ୍ରଭୁ ଅନୁଗ୍ରହ କରି ପୁଣିଥରେ ତାଙ୍କରି ଗୌରବ ଉଦ୍ଦେଶ୍ୟରେ ନୂତନ ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରିବା ପାଇଁ ସୁଯୋଗ ଦେଲେ ଏଣୁ ତାଙ୍କର ମହତ୍ ନାମର ଧନ୍ୟବାଦ ହେଉ । ସମସ୍ତେ ଗୀର୍ଜା ଉପାସନାରେ ଗାଇଲା ଭଳି ଏକ ନୃତ୍ୟଭିତ୍ତିକ ଖ୍ରୀଷ୍ଟୀୟ ଭକ୍ତି ଗୀତ ଆଜି ମୁକ୍ତିଲାଭ ହୋଇଛି...ଉକ୍ତ ଗୀତକୁ ଶୁଣନ୍ତୁ ଏବଂ Like Share ଓ Comment କରନ୍ତୁ । ଆଶା ଓ ବିଶ୍ବାସ ରହିଛି ଏ ନୂତନ ଗୀତକୁ ଆପଣମାନେ ନିଶ୍ଚିତ ରୂପେ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଅଧିକରୁ ଅଧିକ ବ୍ୟବହାର କରି ପାରିବେ । ଆମ ସହ ଯୋଡି ହୋଇ ରହିବା ପାଇଁ ଓ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ଗୀତ ପାଇବା ପାଇଁ Susil Lima RU-vid Channel କୁ ବହୁଳ ଭାବରେ Subscribe କରନ୍ତୁ ।
FULL LYRICS
ହେ ମୋହର ଶାରୋଣ ର ଗୋଲାପ
ମୋତେ କର ଶୋଶନ ଫୁଲ
ହେ ମୋହର ନାଗରଙ୍ଗ ବୃକ୍ଷ
କର ମୋତେ ତାହାର ତୁଲ =0=
ହେ ମୋହର ପ୍ରାଣର ପ୍ରିୟତମ
କର ମୋତେ ହରିଣୀ ସମ
ଦେଖିବାକୁ ଦିଅ ମୋତେ ଶ୍ରୀମୁଖ
ତାହା ଅଟେ ଅତି ଅନୁପମ
ଶୁଣିବାକୁ ଦିଅ ତୁମର ରବ
ଯାହାକି ମୋ ପାଇଁ ସୁମିଷ୍ଟ =1=
ଖୋଜି ଖୋଜି ଆଜି ପାଗଳ ମୁଁ ଯେ
ତୁମ ପ୍ରେମେ ହୋଇ ଆବିଷ୍ଟ
ରହିଛି ଗୋ ଅନାଇ ପ୍ରିୟତମ
କହିଦିଅ ସୁନ୍ଦରୀ ଉଠ
କନ୍ୟାବେଶେ ହୋଇ ମୁଁ ସଜ୍ଜିତ
ହେବି ତୁମ ସଙ୍ଗେ ମିଳିତ =2=
SONG CREDITS
Song - ଶାରୋଣର ଗୋଲାପ
Singer - Salman Paul
Lyrics - Jyotirmoyee Nayak
Music - Amit Badanayak
Music Arrangement - Kumar Mantu
Producer - Susil Lima Evangelist
Special Thanks - Sujit Lima
Record & Mixing - Style Studio,Nuagada
Mastering By - Kumar Mantu
DOP/ Edit - Kumar Mantu
#saronaragolapa
#saronaragolapasong
#newodiachristiansongs
#salmanpaulchristiansongs
#amitbadanayakchristiansongs
#odiachristiansongs
#newodiajesussongs
#odiajisusongs
#susillima
#susillimasongs
#humanesagarchristiansongs
#amitpanichristiansongs
#shasanksekharchrisyiansongs
Please Do Subscribe To Susil Limma RU-vid Channel And Press The Bell Icon.
22 сен 2024