Тёмный
No video :(

Shree Jagannath | Odia Movie | Brajaraj Movies | | Basant Naik Presents 

Basant Naik Entertainment
Подписаться 606 тыс.
Просмотров 530 тыс.
50% 1

Director Bijay Bhaskar | Music Akhaya Mohanty | Artist | Chakarapani | Minusree | Jharana das |
Syamlendu | Luna Mohapatra | Dhiren das & Soraj Das

Опубликовано:

 

20 авг 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 444   
@pratyshbehera5765
@pratyshbehera5765 Месяц назад
ଅନନ୍ତ କୋଟି ବ୍ରହ୍ମାଣ୍ଡର ମଣିମା କୋଟି କୋଟି ପ୍ରଣାମ ମହାପ୍ରଭୁ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏
@lizaraniswain8539
@lizaraniswain8539 Месяц назад
Ahaa ki Santi ae movie dekhiki 🙏🏻🙏🏻🙏🏻Jay Jagannath 🙌🏻🙌🏻❣️❣️❣️
@Kumar-Ashutosh
@Kumar-Ashutosh Год назад
ହେ ମହାପ୍ରଭୁ ତୁମେ ହିଁ ଆମ ଓଡିଆଙ୍କ ପ୍ରାଣ ଅ🙏 ତୁମେ ଆମ ଓଡିଆ ଜାତିର ଗର୍ବ ଏବଂ ଗୌରବ।ତୁମକୁ ପାଇ ଏ ଓଡ଼ିଆ ଜାତି ଧନ୍ୟ ହୋଇଛି। ଜୟ ଶ୍ରୀ ଜଗନ୍ନାଥ ❤️🙏⭕‼️⭕।
@ranjansundaray649
@ranjansundaray649 3 года назад
ଯା ହେଉ ଏ ଫିଲ୍ମ ଅପ ଲୋଡ କରିଥିବାରୁ ସବୁ ଓଡ଼ିଆ ମାନଙ୍କ କୋଟି ଦେବତାର mauda ମଣି କାଳିଆ ସାଆନ୍ତ ଙ୍କ ବିଷୟରେ ଆଜି କାଲି ପିଲାଙ୍କୁ ଜଣେଇ ଦେଲେ ତାଙ୍କ ବିଷୟରେ।ସେଥିପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍।
@AllhaSuarwala
@AllhaSuarwala 2 года назад
ଆଉ ଗୋଟେ କଥା ଲେଖିବା ଭୁଲିଗଲେ 👇 *ଓଡ଼ିଆଙ୍କ ବଡ଼ ଠାକୁର*
@Ashoka_the_great
@Ashoka_the_great 2 года назад
କି ସୁନ୍ଦର ଓଡିଆ ଚଳଚ୍ଚିତ୍ର ସେ ସମୟରେ ଓ ଆଜି ର ଚଳଚ୍ଚିତ୍ରରେ ଆକାଶ ପାତାଳ ଫରକ୍ ...ଆମେ ଓଡିଆ ଆମ ପରମ୍ପରା ଆମ ସଂସ୍କୃତି ଓ କଳା ସବୁଠୁ ବଢିଆ . ହିନ୍ଦୀ ଚଳଚ୍ଚିତ୍ରରେ ରେ ପାଶ୍ଚାତ୍ୟ ପଶିବା ପରଠାରୁ ହିନ୍ଦୀ ଚଳଚ୍ଚିତ୍ର ତଳକୁ ଟାଣି ହୋଇ ଯାଉଛି . ତେଲଗୁ ଚଳଚ୍ଚିତ୍ର ରେ ତାଙ୍କ ପରମ୍ପରା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ସେ ଏବେ ଆଗକୁ ବଢୁଛି .
@sibaprasad5351
@sibaprasad5351 Год назад
Old always gold.. ବହୁତ ସୁନ୍ଦର... ଜୟ ଜଗନ୍ନାଥ🙏🙏🙏
@jayashree-8555
@jayashree-8555 Год назад
ସେ ତ ଭକତ ଭାବରେ ବନ୍ଧା. ⭕❗⭕ ଏତେ ସୁନ୍ଦର କିଏ କେମିତି ହେଇ ପରେ. ଏତେ ସୁନ୍ଦର ନୟନ, ଇଚ୍ଛା ହୁଏ କି ଏମିତି ତତେ ଖାଲି ଚାହିଁ ରହିବା ପାଇଁ ପ୍ରଭୁ. ଜୟ ଜଗନ୍ନାଥ ⭕❗⭕❤️
@dharmendrasahoo1469
@dharmendrasahoo1469 4 года назад
ଆଜି ମୋ ବୟଷ 29 ହେଲାଣି, ମୁଁ ଭାବୁଛି ମୁଁ ବୋଧେ ଆହୁରି କିଛି ଜାଣିବାର ବାକି ଅଛି, ଆମେମାନେ ଏଇମାଟିର ପିଲା ହୋଇ. ବହୁତ କିଛି ଜିନିଷ ଜାଣି ନେ, ଯାହା ହଉ ଲେଟ ହେଲେବି କିଛି ତ ବୁଝିଲି, ତୁମକୁ କୁଟି କୁଟି ପ୍ରଣାମ ପ୍ରଭୁ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏
@ashokdehuri1541
@ashokdehuri1541 3 года назад
Where
@bishnuprasadjena5946
@bishnuprasadjena5946 4 года назад
Apan mahan ,35years ehi film ku khojuthili ,aji paigali ,apana nku koti koti namaskar , Mathura Vijay film khoji pauni , please dekhibara sujog debe ,jay Jagannath,god bless you,
@chutkichutkuli2206
@chutkichutkuli2206 Год назад
Yes
@LOKANATAK
@LOKANATAK 4 года назад
ଆହେ ବର୍ତମାନର ତଥାକଥିତ ଚଳଚ୍ଚିତ୍ର ଜଗତର ବଡ଼ବଡ଼ିଆ ମାନେ ଆପଣଙ୍କ ପାଖରେ ଉନ୍ନତ ବୈଷକ ଜ୍ଞାନ ଅଛି ,ଏପରି ଗୋଟେ ଚଳଚିତ୍ର ତିଆରି କରି ବୁଡି ଯାଉଥିବା ଆପଣଙ୍କ ସମ୍ମାନକୁ ବଜାୟ ରଖନ୍ତୁ ,ନଚେତ ଆପଣ ମାନଙ୍କ ସେ ଯାଉ ନକଲ ଚଳଚିତ୍ର ସବୁ ନିଜେ ତିଆରି କରି କବାଟ କିଳି ଦେଇ ନିଜେ ଦେଖିବା ହିଁ ସାର ହେବେ , ଲୋକ କେହି ଦେଖିବେ ନାହିଁ ।ସମୟ ଆସିଛି ନିଜ ହୃତ ଗୌରବକୁ ଫେରେଇ ଆ ଣନ୍ତୁ ।
@kkmusic38
@kkmusic38 4 года назад
ସମସ୍ତେ ପ୍ରଯୋଜକ ହେଇ ପାରିବେନି, ଟଙ୍କା ଥାଇପାରେ, ହେଲେ ଜ୍ଞାନ ଥିବା ଦରକାର, ବସନ୍ତ ନାୟକ ଖାଲି ପ୍ରଯୋଜକ ନ ଥିଲେ ଭଲ ସ୍କ୍ରିପ୍ଟ୍ writer ମଧ୍ୟ ଥିଲେ, ତାଙ୍କ ସବୁ ସିନେମା ରେ ପ୍ରାୟ ସେ ହିଁ କାହାଣୀ ଲେଖୁଥିଲେ, ମୋ ଅନୁଭୂତିରେ ମୁଁ ଯେତିକି ଜାଣିଛି, ଭଲ ସିନେମା ଆଣିବାରେ ସେ ଆଗ ଧାଡିର ପ୍ରଯୋଜକ, ନୂଆ କଳାକାରଙ୍କୁ ଠିଆ କରେଇବା, ବମ୍ବେ ରୁ ଭଲ ପ୍ରତିଷ୍ଠିତ କଳାକାର ଆଣିବା ହେଉ ସବୁଥିରେ ସେ ନିର୍ଭୀକ, ଦକ୍ଷ, ମାହିର୍ ଥିଲେ।
@ses7470
@ses7470 4 года назад
ସାଧୁ ସାଧୁ।🙂
@biswojitpanda85p95
@biswojitpanda85p95 4 года назад
Its a masterpiece of odia movie ! Its far better than new movi. Great our Jagannath Sanskruti & Great our old odia movie. Jai Jagannath.
@sushamaranimohapatra1077
@sushamaranimohapatra1077 2 года назад
P
@visiblevision7400
@visiblevision7400 2 года назад
yaaaa😊
@gourishankarmishra929
@gourishankarmishra929 4 года назад
ବହୁତ ଦିନ ର ଗୋଟେ ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା ଦେଖିଥିବାରୁ ଆନନ୍ଦିତ ଆଶା ଆଗକୁ ଏମିତି ଭଲ ସିନେମା ଦେଖିବାକୁ ମିଳିବ । ଜୟ ଜଗନ୍ନାଥ ସ୍ୱାମୀ।
@rakeshsasmal4545
@rakeshsasmal4545 Год назад
Jai shree jagannath 🙏🙏🙏🙏
@odiastorytvodia
@odiastorytvodia Год назад
ଚରଣ କମଳ ବନ୍ଦେ କେଡେ ସୁନ୍ଦର୍ ଗୀତ ଟିଏ 😢 ଏମିତି classical ଗୀତ ଆଉ ଓଡ଼ିଆ industry ରେ ନାହିଁ ।
@rutuparna-priyadarshini446
@rutuparna-priyadarshini446 2 года назад
ସେ ତ ଭକତ ଭାବ ରେ ବନ୍ଧା ରେ ଭକତ ଜୀବନ ଧନ.. ମହାପ୍ରଭୁ 🙏🙏
@RJVlogers-gu3gt
@RJVlogers-gu3gt Месяц назад
⭕‼️⭕ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏 ସୁନ୍ଦର ନୁହଁ ଅତି ସୁନ୍ଦର୍ ❤❤❤
@dharmendrapanda564
@dharmendrapanda564 4 года назад
ଏ ଚଳଚ୍ଚିତ୍ର କୁ ଦେଖିଲା ପରେ ପିଲାଦିନର କଥା ମନେପଡିଯାଏ........ ଜୟ ଜଗନ୍ନାଥ
@Adi-start
@Adi-start 4 года назад
This is really all time great movie of ollywood. Chakrapani sir really did a great job by playing two characters as God Vishnu and Devotee Vidyapati. ☺☺🙏🙏
@vikasn.m6324
@vikasn.m6324 Год назад
But this type of movies are not made or get tried by bollywood nowadays. Now movies are like nibba nibbi romance with adult jokes, mass masala actions..etc thats all.
@deepakpattnaik5813
@deepakpattnaik5813 3 года назад
ଜୟ ଜଗନ୍ନାଥ ଜୟ ନୀଳ ମାଧବ ଜୟ ପତିତ ପବନ ଜୟ ଦାରୁ ବ୍ରହ୍ମହ ରାଧେ କ୍ରିଷ୍ଣା 🙏🙏🙏
@mrdk1991
@mrdk1991 4 года назад
Durgadutta Kanungo.....U r great...👏👏👏 Superb film...
@appukanungo4536
@appukanungo4536 3 года назад
True
@satyaartcreations8186
@satyaartcreations8186 4 года назад
Wow thank you sir for uploading bahut khusi mu Prabhu lilamayanka lilaa dekhiki atma trupt hela Sundar avinaya Sabu legand actor actress bahut Sundar hruday sparshi special Kalia asila song oms presentation super direction
@binodinimeher4298
@binodinimeher4298 Месяц назад
Jay sree Jagannath swami. Bahut bhala lagila. Thanks to you👍
@LOKANATAK
@LOKANATAK 4 года назад
ବିଗତ ଦିନର ଆଭିନେତା ମାନଙ୍କୁ ମାନିବାକୁ ହେବ
@madhabkumar9826
@madhabkumar9826 2 года назад
Yes
@deepumicrobe
@deepumicrobe 4 года назад
It is a legendary movie. Thx for uploading
@Annie_music343
@Annie_music343 10 месяцев назад
ଜୟ ଜଗନ୍ନାଥ, ଚଳଚିତ୍ରଟି ଅତ୍ୟନ୍ତ ବାସ୍ତବ ପରି ମନେ ହେଲା। ଜଗନ୍ନାଥଙ୍କର ଏଭଳି ଲୀଳାକୁ ଆମ ସମ୍ମୁଖରେ ଆଣି ଦର୍ଶେଇ ଥିବାରୁ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ନିର୍ମାତା ଏବଂ କଳାକାରମାନଙ୍କୁ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ ❤
@bsmcool5611
@bsmcool5611 4 года назад
Akhiru ashru jharigala..... Dhanya mahaprabhu....mahabahu🙏🙏
@sibanandabhuyan4782
@sibanandabhuyan4782 Год назад
E movies ku ebe bi release kale house full heba, old is gold ,real acting,
@gabru-garbage887
@gabru-garbage887 4 года назад
I feel proud to be Odia, Jai Jaggarnatha 🙏🏽💮🌸💮🌼🌻
@dasoham5
@dasoham5 Месяц назад
Sabu alankara Charecters Dialogues Songs Music Background Everything is stunning and beautiful
@rajivpradhan9218
@rajivpradhan9218 Месяц назад
🙏🏻🌼Jay Shree Jagannath Mahaprabhu🌼🙏🏻😁 It's a Masterpiece, no doubt one of the best Odia Movies ever made❤🥳🙏🏻Thank you very much Prabhuji for sharing this gem😄🙌🏻
@biswaranjanbaral2809
@biswaranjanbaral2809 2 года назад
ଆଜିକା ଦିନର producer ଓ director ମାନେ ଏଥିରୁ ଶିଖିବା ଦରକାର ଯେ ସେତେବେଳେ technology ଏତେ development ନ ହୋଇ ମଧ୍ୟ ଏତେ ସୁନ୍ଦର film କରାଯାଇପାରିଥିଲା କିନ୍ତୁ ଆଜି..........🙏🙏🙏🙏
@nirliptpattnaik5642
@nirliptpattnaik5642 4 года назад
Thank you very very much for uploading Sri jagannath movie please please upload mathura bijaya,bhakta salabega,ramayana, krushna sudama etc.
@haraprasadmishra1578
@haraprasadmishra1578 Месяц назад
Ati sundar film.Jai Jagannath Jai Jagannath Jai Jagannath
@kkmusic38
@kkmusic38 4 года назад
ବସନ୍ତ ନାୟକ, ଓଡ଼ିଆ ସିନେମା ଜଗତରେ ସେ ରାଜା ଥିଲେ, ଅନେକ୍ ନୂଆ କଳାକାରଙ୍କୁ ସେ ହିଁ ସିନେମାକୁ ଆଣିଥିଲେ, ଅନେକ୍ ବଳିଷ୍ଠ କାହାଣୀ ସହିତ ଭଲ ସିନେମା ତିଆରି କରିବାରେ ସେ ସିଦ୍ଧହସ୍ତ ଥିଲେ, ମୋ ତରଫରୁ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି.....
@MinatiBarik-tf8wu
@MinatiBarik-tf8wu 2 месяца назад
ଓଡ଼ିଆ ମାନଙ୍କ ଇଷ୍ଟ ଦେବତା ପ୍ରଭୁ ଜଗନ୍ନାଥଙ୍କ ମୌଳିକ ବିଷୟ ରେ ଚଳଚିତ୍ର ମାଧ୍ୟମରେ ସୂଚନା ଦେଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍।ପିଲା ଦିନେ ବାପା ମା ଙ୍କ ସହିତ କଳ୍ପନା ta kise ରେ ଦେଖିଥିଲି।🎉🎉🎉❤
@samayyatri
@samayyatri Месяц назад
ଶ୍ରୀ ଜଗନ୍ନାଥ ଫିଲ୍ମ ଆରମ୍ଭ ହେଉଛି ସାଇ ନାମରେ। କି ଭକ୍ତ!
@bijayakumar9555
@bijayakumar9555 4 года назад
My all time favourite movie cannot take replace any 1 move I lost my heart in Jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@soubhagyaranjannayak2280
@soubhagyaranjannayak2280 4 года назад
Dayakari bhakta salabega movi upload karantu
@hpatree27
@hpatree27 4 года назад
Thanks Thanks Thanks for uploading this precious film here. 🙏😍😇
@sushantakumarpradhan6758
@sushantakumarpradhan6758 4 года назад
Old is gold . Thanks .
@bidishabehera7530
@bidishabehera7530 4 года назад
🙏🏻ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🏻
@sarathipradhan8008
@sarathipradhan8008 3 года назад
Hii
@sarathipradhan8008
@sarathipradhan8008 3 года назад
Berhampur Berhampur
@sarathipradhan8008
@sarathipradhan8008 3 года назад
Berhampur khoni
@sarathipradhan8008
@sarathipradhan8008 3 года назад
Bharti Pradhan
@sarathipradhan8008
@sarathipradhan8008 3 года назад
Arati Pradhan
@prasanta6155
@prasanta6155 4 года назад
Excellent acting as King Indradyumna by Engineer Birendra Mohanty .. Nice personality
@kkmusic38
@kkmusic38 4 года назад
Description ରେ ସବୁ ଠିକ୍ ଅଛି, କିନ୍ତୁ କଣ୍ଠଶିଳ୍ପୀ, ଗୀତିକାରଙ୍କ ନାଁ ଦେଇଥିଲେ ଭଲ ହେଇ ଥାନ୍ତା, କାରଣ ଆଜିକାଲି ର ଦର୍ଶକ ଜାଣିବା ଦରକାର, ମୁଁ ଜାଣିନି, ଏ ୟୁ ଟ୍ୟୁବ ଚ୍ୟାନେଲ କୁ, ମଣ୍ଟୁ ବାବୁ, କି, ପିଣ୍ଟୁ ବାବୁ, ଅବା ବୁଟୁ ବାବୁ ଚଳାଉଛନ୍ତି, ଭଲ ପ୍ରୟାସ, ଅନୁରୋଧ ଆଗକୁ description ରେ ସମସ୍ତ ବିବରଣୀ ଲେଖିବେ ନିଶ୍ଚୟ,
@kanhusahoo4289
@kanhusahoo4289 Год назад
Tuma sri charan tale A prana sarbada lina heijau Prabhu atiki sesa icha he Manima He baliara bhuja Jay Jagannath Swami 🙏😭
@papunibarik9315
@papunibarik9315 24 дня назад
2024 re kou mane dekhucha gote comment hou super movie ❤
@amritpattanaik7320
@amritpattanaik7320 Год назад
ଏହା ଆଜି ର ସିନେମା ଅପେକ୍ଷା ହଜାର ହଜାର ଗୁଣ ରେ ଉଚ୍ଚ କୋଟି ର.. ଅତି ମନୋରମ ସିନେମା ହେଇଚି..ଓଡ଼ିଆ ହେଇଥିବାରୁ ମୁ ଗର୍ବିତ
@risetapan
@risetapan 4 года назад
ମୁଁ ଏହି ଫିଲ୍ମକୁ ସିନେମା ହଲରେ ଅତି ଛୋଟ (୪ବର୍ଷ) ଥିଲା ବେଳେ ଦେଖିଥିଲି। ପରେ ଟିଭିରେ ଦେଖିଛି। କାଳିଆ ଆସିଲା ଗୀତଟି ବହୁତ ଭଲ ଲାଗେ। Many many so many thanks for uploading from core of my heart
@rahulnath5606
@rahulnath5606 4 года назад
JAI HIND 🇮🇳 🙏🙏 🇮🇳 JAI JAGANNATH 🙏 🙏🇮🇳
@KumarPrabhat796
@KumarPrabhat796 Месяц назад
ସେତ ଭକତ ଭାବରେ ବନ୍ଧାରେ ସେତ ଭକତ ଜୀବନ ଧନ🥹🥹🙏🙏🙏ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤😭⭕‼️⭕🙏🙏🙏
@dishasatapathy4604
@dishasatapathy4604 4 года назад
Odia re ea vali film v hauthila biswasha hauni, se samaya re ei Film ta National level re film thiba. Hela aji kali re Odia film chi thu Lazyaa, sabu copy.
@LOKANATAK
@LOKANATAK 4 года назад
ଛି ଆଜିର ଓଡ଼ିଆ ଚଳଚ୍ଚିତ୍ର ଆଉ ତାହାର ଗୀତ ସବୁ ।
@balajinayak4345
@balajinayak4345 4 года назад
Mu 1980 saal re Moro highschool podhila bele ai film dekhithili
@papunadethi9371
@papunadethi9371 Год назад
ଓ ଶ୍ରୀ ହରି ନାରାୟଣ ନମଃ
@srilekhasahoo2010
@srilekhasahoo2010 Год назад
Ati sundara odia film...😊 Jagannath bisayare anekagudiya tathya janibaku milila🧒
@jyotiranjan8642
@jyotiranjan8642 4 года назад
NYC movie 1st comment,plz upload I love you movie
@jyotiranjanpal1176
@jyotiranjanpal1176 3 года назад
Ye movei ku actually sabu year re best movei ra award miliba darkar ❤️🙏
@hrushikeshrath
@hrushikeshrath Год назад
ଯେତେ ପୁରୁଣା ହେଲେ ମଧ୍ୟ ନୂଆ ନୂଆ ଲାଗେ ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@user-he3bg5pl9u
@user-he3bg5pl9u Месяц назад
Bhai tamaku jagannath asirbad karantu Jay jagannath
@madhabapatra5122
@madhabapatra5122 4 года назад
ଜୟ ଜଗନ୍ନାଥ ସ୍ବାମୀ 🍀🍀🌸🌸🌹🌹🙏🙏🙏🌸🌸🍀🍀🍀🌹🌹🌹
@bhagabatkathapratapnanda6308
@bhagabatkathapratapnanda6308 3 года назад
ଜୟ ଜଗନ୍ନାଥ 🙏
@swatikuanr7015
@swatikuanr7015 4 года назад
Jay Jagannath mu bahut dinu ye film khojuthili bahut khusi lguchi bahut kichi ajana Katha janili thanku so much Odia film maker Mr B N sir
@Adityakumar0812
@Adityakumar0812 4 года назад
mote sabuthu bhala lage odia old movie
@lightingseven5492
@lightingseven5492 4 года назад
Jay jagannath narayan thank you for this movie.
@rajdipmahapatra9375
@rajdipmahapatra9375 Месяц назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❣️🙏⭕‼️⭕
@MamuniBarik-jq2hf
@MamuniBarik-jq2hf 2 месяца назад
Jay jagannath prabhu tuma ki koti koti pranam prabhu 🙏🙏🙏🙏🙏🙏🙏🙇
@mamatadash5829
@mamatadash5829 Год назад
Bahut sundar movie 🙏🏻pilabela katha mane padigala…Jaya Jagannath 🙏🏻🙏🏻🙏🏻🌹
@deepaknayak4083
@deepaknayak4083 4 года назад
Jay jagannath Jay balaram jay maa subhadra devi jay maa laxmi 🌺🌺🌺🌺🙏
@akankshyapattanayak4158
@akankshyapattanayak4158 3 года назад
Thanks for uploading 🙏🙏
@shivbhakt4477
@shivbhakt4477 Год назад
ପ୍ରଭୁ ଶରଣମ୍ ମମଃ 🙏❤️🚩
@itheman1613
@itheman1613 Год назад
Shivoham 🙏🙏🙏. Jaya Jagannatha 🙏🙏🙏
@abanisahu3994
@abanisahu3994 Год назад
It is a great movie of our odia film industry. jay Jagannath . Please upload another great movie Nilamadhaba
@pranatipatro8633
@pranatipatro8633 3 года назад
Unique movie on Lord Jagannath
@tarunpanigrahy1586
@tarunpanigrahy1586 3 года назад
Ati chamatkar lagila
@daitarymahalik1707
@daitarymahalik1707 Год назад
Shree Jagannatha bhakti Bhaba prunnya dhara bahi ka chalachitra hrudaya prasida lagu chhi jay Jagatara Natha jay Jagannath 🕉️❗🚩🌼🌼🌼🙏
@ramkisnakaliyug748
@ramkisnakaliyug748 2 года назад
Thnx I finally saw my grandfather mr KEDARNATH GURU SO NICE..
@user-ls9rv7jq4n
@user-ls9rv7jq4n 24 дня назад
Dhanya santha gurudev jagannath omkar Jay kalkei Ram Avtar Jay achutanand santha gurudev pancha Sakha Jay omkar kalkei Ram prabhu ki Jai Ho Jay utkal Janne viraja Rani omkar kalkei Ram Mahadev Jay hare Om namah shivay om satyam shivam sundaram sayta dharma sanatan dharma omkar kalkei Ram prabhu ki Jai jagannath Jay
@gobindachandrasahu6006
@gobindachandrasahu6006 Год назад
ଶ୍ରୀ ଜଗନ୍ନାଥ, ଶ୍ରୀ କୃଷ୍ଣ ରାସଲୀଳା ବହୁତ ଉଚ୍ଚ କୋଟିର ଆଧ୍ୟାତ୍ମିକ ସିନେମା।ଯୁଗଯୁଗକୁ ରହିଥିବ।
@odiakirtanlive6435
@odiakirtanlive6435 2 месяца назад
ଜୟ ଜଗନ୍ନାଥ 🙏🙏🙏🙏
@user-wb3yk6el6r
@user-wb3yk6el6r 3 месяца назад
Mun aji 1st time dekhili 11may 2024 re dekhili aau bahut khusi heli ❤
@revenueinspectoromodingi7301
@revenueinspectoromodingi7301 7 месяцев назад
Jay shree Jagannath swami Nayana patha gami bhaba tume 🌷🙏🙏🌷
@routnakulananda9173
@routnakulananda9173 2 месяца назад
ଜୟ ଶ୍ରୀ ରାଧା ମାଧବ 💐🌹🙏🌹💐💖❤️
@papunadethi9371
@papunadethi9371 7 месяцев назад
ଜୟ ଜଗନ୍ନାଥ ମହା ବାହୁ
@priyadarsinipradhan9979
@priyadarsinipradhan9979 2 года назад
Always ever green movie, pranaam maha prabhu🙏🙏🙏
@LuxGamingyt
@LuxGamingyt Год назад
Odisha re one and only gote movie... Jay Jagannath...
@LovelyGrazingCows-ow6ny
@LovelyGrazingCows-ow6ny Месяц назад
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ 🙏🙏
@rajendrahiswain8333
@rajendrahiswain8333 Год назад
He padmanabhan he sarba saktiman jai shree jagannath 🙏 apananka lila apara
@susamasandeep2002
@susamasandeep2002 Месяц назад
It is a masterpiece odia movie 🙏🙏
@BasantaMallick-fe7tx
@BasantaMallick-fe7tx Месяц назад
The Best present of Oriya film basanta nayak
@MrSrinivas2012
@MrSrinivas2012 4 года назад
Thanks for uploading this movie
@biswalbhabaniprasad3449
@biswalbhabaniprasad3449 2 года назад
When this film was released that moment saei baba had absent at Odisha so only Jay Jagannathan 🙏
@swarnaprabha4944
@swarnaprabha4944 Год назад
Jay jagannath swami nayan patha gami bhaba tume. Jay jagannath 🙏🙏
@rutuparna-priyadarshini446
@rutuparna-priyadarshini446 2 года назад
Ki aba kahibi prabhu.. Tume jana mana katha... Hee antaryami mahapravu sri jaganatth... Mo jaga balia bhai.. 🙏
@Lifeofdr.soumya
@Lifeofdr.soumya 4 года назад
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🙏🙏😭😭😭
@krishnanshi8906
@krishnanshi8906 Год назад
Biswas hauni ea ama Odia movie ❤❤❤❤.. He prabhu ... agaru sabu thik thila... kete badhiya thila
@archanathesingercummotivat1495
@archanathesingercummotivat1495 4 года назад
Thnx for uploading this
@biswanathdas6659
@biswanathdas6659 4 года назад
Jay Shree Jagannath swami ki Jay,Jay Shree Balabhadra swami ki jay, Jay Shree Subhadra mata ki Jay.
@radheradhe3796
@radheradhe3796 Год назад
Jai Jagannath Baba 🙏🙏🙏
@GaneshBeherinia
@GaneshBeherinia Год назад
Jayjay Jay jagannath ki jay
@amitasingh5802
@amitasingh5802 4 года назад
Bahut hi badhia film.....bahut bahut dhanyabad bhai RU-vid re au thare dekhibaku sujog paithibaru🙏🙏🙏🙏🙏🌹
@anupamapadhiary2252
@anupamapadhiary2252 4 года назад
Bahupratikhita achalachitra thank you sir
@biswanathdas6659
@biswanathdas6659 4 года назад
जय जगन्नाथ।
@rameshswain8010
@rameshswain8010 Год назад
Jay Jagannath
@pramilapani9960
@pramilapani9960 Год назад
JAY JAGANNATH🙏❤🙏❤
@alwaysbikram
@alwaysbikram Год назад
Masterpiece movie ...ahaku authare nua kari karajau
Далее