Тёмный

Sri Jagannath Astakam by Pandit Suryanarayan Rathasharma | ଶ୍ରୀ ଜଗନ୍ନାଥ ଅଷ୍ଟକମ୍ | Sidharth Music 

Odia Bhaktidhara
Подписаться 2,2 млн
Просмотров 1 млн
50% 1

Album : Paatha Ratnam
Album No : JE - 766
Singer: Pandit Surya Narayan Rathsharma
Lyrics : Pandit Sadashiba Rathsharma
Music : Pandit Surya Narayan Rathsharma
Music Label : Sidharth Music
---------------------------------------------------
Watch & Subscribe to our other RU-vid Channels:
👉 Sidharth Bhakti : / sidharthbhakti
👉 Sidharth Music: / sidharthmusic
👉 Sidharth TV : / sidharthtv
👉 Namita Agrawal : / namitaagrawal
-----------------------------------------------------
Enjoy & stay connected with us!
👉 Like us on Facebook : / sidharthbhaktiodia
-----------------------------------------------------
#OdiaBhaktidhara #SidharthMusic #SidharthBhakti #SidharthTV #NamitaAgrawal #SitaramAgrawal

Опубликовано:

 

2 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 756   
@DurgaPrasadDash67
@DurgaPrasadDash67 Год назад
कदाचित् कालिन्दी तट विपिन सङ्गीत तरलो मुदाभीरी नारी वदन कमला स्वाद मधुपः रमा शम्भु ब्रह्मामरपति गणेशार्चित पदो जगन्नाथः स्वामी नयन पथ गामी भवतु मे ॥१॥ भुजे सव्ये वेणुं शिरसि शिखिपिच्छं कटितटे दुकूलं नेत्रान्ते सहचर-कटाक्षं विदधते । सदा श्रीमद्‍-वृन्दावन-वसति-लीला-परिचयो जगन्नाथः स्वामी नयन-पथ-गामी भवतु मे ॥२॥ महाम्भोधेस्तीरे कनक रुचिरे नील शिखरे वसन् प्रासादान्तः सहज बलभद्रेण बलिना । सुभद्रा मध्यस्थः सकलसुर सेवावसरदो जगन्नाथः स्वामी नयन-पथ-गामी भवतु मे ॥३॥ कृपा पारावारः सजल जलद श्रेणिरुचिरो रमा वाणी रामः स्फुरद् अमल पङ्केरुहमुखः । सुरेन्द्रैर् आराध्यः श्रुतिगण शिखा गीत चरितो जगन्नाथः स्वामी नयन पथ गामी भवतु मे ॥४॥ रथारूढो गच्छन् पथि मिलित भूदेव पटलैः स्तुति प्रादुर्भावम् प्रतिपदमुपाकर्ण्य सदयः । दया सिन्धुर्बन्धुः सकल जगतां सिन्धु सुतया जगन्नाथः स्वामी नयन पथ गामी भवतु मे ॥५॥ परंब्रह्मापीड़ः कुवलय-दलोत्‍फुल्ल-नयनो निवासी नीलाद्रौ निहित-चरणोऽनन्त-शिरसि । रसानन्दी राधा-सरस-वपुरालिङ्गन-सुखो जगन्नाथः स्वामी नयन-पथगामी भवतु मे ॥६॥ न वै याचे राज्यं न च कनक माणिक्य विभवं न याचेऽहं रम्यां सकल जन काम्यां वरवधूम् । सदा काले काले प्रमथ पतिना गीतचरितो जगन्नाथः स्वामी नयन पथ गामी भवतु मे ॥७॥ हर त्वं संसारं द्रुततरम् असारं सुरपते हर त्वं पापानां विततिम् अपरां यादवपते । अहो दीनेऽनाथे निहित चरणो निश्चितमिदं जगन्नाथः स्वामी नयन पथ गामी भवतु मे ॥८॥ जगन्नाथाष्टकं पुन्यं यः पठेत् प्रयतः शुचिः । सर्वपाप विशुद्धात्मा विष्णुलोकं स गच्छति ॥९॥ ॥ इति श्रीमत् शंकराचार्यविरचितं जगन्नाथाष्टकं संपूर्णम् ॥
@Satyapriya.Das1
@Satyapriya.Das1 3 месяца назад
ଉଚିତ ମାର୍ଗରେ ପାଦପଡୁ ମୋ'ର ନଥିବ ପାପର କର୍ମ,,, ତୁମ ନାମ ଧରି ବାଟ ଚାଲୁଥିଲେ ଜୀବନ ହେବ ମୋ ଧନ୍ୟ,,🛐🛐🛐
@basubarsha9874
@basubarsha9874 3 месяца назад
Jay Jagannath
@Maheshpremraj
@Maheshpremraj 2 месяца назад
Wha bhadia🙏👏
@subhransusahoo8044
@subhransusahoo8044 24 дня назад
Jay jagannath❤
@ashishkumarsharma9465
@ashishkumarsharma9465 Год назад
ହେ ମଣିମା ....🙏🙏 କିଛି ମାଗିଲା ବେଳେ ବାଷ୍ପରୁଦ୍ଧ ହେଇଯାଉଛି ,ତଣ୍ଟି ଶୁଖିଯାଉଛି ,ଆଖିରୁ ଲୋତକ ଝରିପଡୁଛି ...ହେ ଅନ୍ତର୍ଯ୍ୟାମୀ ଭକ୍ତବତ୍ସଳ ଆଶା କରେ ମନର ବ୍ୟଥାକୁ ବୁଝିବ 🙏
@niharikadas4451
@niharikadas4451 21 день назад
🙏🙏🙏🙏🙏
@kamallochanacharya4460
@kamallochanacharya4460 Год назад
ଓଁ ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟା ଜଗନ୍ନାଥାୟତେ ନମଃ
@alokjena7246
@alokjena7246 6 месяцев назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ🙏❤️🙏
@subashmishra5616
@subashmishra5616 2 года назад
ହୃଦୟ ସ୍ପର୍ଶ କରି ଆତ୍ମା ଦିବ୍ୟ ଆନନ୍ଦରେ ରସପ୍ଲୁତ ।ପୂଜ୍ୟ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥ ଶର୍ମା ମହୋଦୟ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କୃପା ପ୍ରାପ୍ତ ଅନନ୍ୟ ଭକ୍ତ । କୋଟି ଦଣ୍ଡବତ ପ୍ରଣାମ। ଜୟ ଜଗନ୍ନାଥ।
@Satyapriya.Das1
@Satyapriya.Das1 5 месяцев назад
ଶ୍ରୀ ଜଗନ୍ନାଥ ତୁମେ ପରମ୍ ବ୍ରହ୍ମ,,,ଯୁଗେ ଯୁଗେ ସତ୍ୟ ସନାତନ,,,🛐🛐🛐
@jitendrasahoo4757
@jitendrasahoo4757 2 года назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
@alokkumardash1368
@alokkumardash1368 Год назад
ପ୍ରତି ଓଡ଼ିଆ ଏଇ ମନ୍ତ୍ର କୁ ଶୁଣି ,,,,,, ନିଜକୁ ଗର୍ବିତ କରୁଥିବେ,,, ସେ ଭାଗ୍ୟ ମୋର ଅଛି
@Drunkenmaster632
@Drunkenmaster632 Год назад
ଏହା ମନ୍ତ୍ର ନୁହେଁ 😂😂
@kumarchandan3045
@kumarchandan3045 11 месяцев назад
Ae Hauchi Astkam Mane Stuti
@Satyapriya.Das1
@Satyapriya.Das1 8 месяцев назад
ଓଁ ନମୋ ଭଗବତେ ବାସୁଦେବାୟ ନମଃ,,, ଓଁ ନମୋ ଭଗବତେ ବାସୁଦେବାୟ ନମଃ,,, ଓଁ ନମୋ ଭଗବତେ ବାସୁଦେବାୟ ନମଃ,,,🛐🛐🛐
@gopabandhuswain1997
@gopabandhuswain1997 5 месяцев назад
Jay jagannath
@NarutoUzumaki-69
@NarutoUzumaki-69 2 месяца назад
Jaya Jagannath 🙏
@jeetendrakumarpandit5656
@jeetendrakumarpandit5656 Год назад
ମଣିମା ଅଖିଳ ବ୍ରହ୍ମାଣ୍ତ ନାୟକ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ।।🙏🙏🙏🙏🙏
@jallyranjit
@jallyranjit 11 месяцев назад
ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ଅନାଥର ନାଥ ହେ ଜଗନ୍ନାଥ ମଣିମା ହେ ହୃଦୟ ସ୍ପର୍ଶ କରି ଆତ୍ମା ଦିବ୍ୟ ଆନନ୍ଦରେ ପ୍ରଜୁଳିତ ହେଇଉଠୁଛି ପୂଜ୍ୟ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ର୍ଶମା ମହୋଦୟ ଜୟ ଜଗନ୍ନାଥ ମହାପ୍ରଭୁ⭕❗⭕🙏🙏🙏🌷🌷💐💐
@pswain3650
@pswain3650 Год назад
ଜୟ ଜଗନ୍ନାଥ ସ୍ଵାମୀ ଜଗତ ମଙ୍ଗଳ ମୟ କର ପ୍ରଭୁ 🙏🙏🙏🙏🙏
@KKtechnicalDubai
@KKtechnicalDubai Год назад
ଜୟ ଜଗନ୍ନାଥ ପ୍ରଭୁ
@chandrakantaparida9686
@chandrakantaparida9686 Год назад
ଜୟ ଜଗନ୍ନାଥ ସ୍ୱାମୀ🙏🙏🙏
@prasantasahoo1466
@prasantasahoo1466 2 месяца назад
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🙏🙏🙏🙏
@sarojiniswain8991
@sarojiniswain8991 2 года назад
"jai JAGANNATH swami Nayana patha gami bhaba tume"♥️♥️♥️🙏🙏🙏♥️♥️♥️🚩🚩🚩
@Drunkenmaster632
@Drunkenmaster632 Год назад
"bhaba tume" nuhe aagyan "..bhabatu me"
@Satyapriya.Das1
@Satyapriya.Das1 5 месяцев назад
ଯେତେ ତୁ ପାରୁଛୁ ଦେ ରେ ଦୁଃଖ,,, ଦୁଃଖ କୁ ଭାବିନେଇଛି ଜୀବନେ ସୁଖ,,,🛐
@Satyapriya.Das1
@Satyapriya.Das1 3 месяца назад
😢 ଭାବିବାକୁ ତୁମ ମୂରତି ମୋ କ୍ଷୁଦ୍ର ହୃଦୟରେ ନାହିଁ ବାଟ,,ଦୂରୁ ଶ୍ରୀଚରଣେ ଅର୍ପଣ କରୁଛି ଘେନ ହେ ବିଶ୍ଵ ସମ୍ରାଟ,,,🛐🛐🛐
@pankajparida8570
@pankajparida8570 Год назад
ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ
@pankajparida8570
@pankajparida8570 Год назад
ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ
@chandrabhanusahu6262
@chandrabhanusahu6262 3 дня назад
ହେ ମଣିମା, ତୁମେ ତ ଭାବର ଠାକୁର, ତୁମେ ତ ଇଛାମୟ, ତୁମେ ତ ଧାରାରେ ଅବତୀର୍ଣ୍ଣ ହେଇଛ ପତିତ ମାନଙ୍କ ଉଦ୍ଧାର ପାଇଁ, ଏଇ ଅଭାଗା ଭକ୍ତଟିର ଶ୍ରାଷ୍ଠାଙ୍ଗ ପ୍ରଣିପାତ 🙏🙏🙏🙏ଘେନକର ଆହେ ମହାବାହୁ 🙏🙏🙏🙏ଜୟ ଜଗନ୍ନାଥ 🙏🙏
@tapashkumar9669
@tapashkumar9669 Год назад
ହେ ମହାବାହୁ ଆପଣଙ୍କ ପାଦ ପଦ୍ମରେ ଅନନ୍ତ କୋଟି କୋଟି ଦଣ୍ଡବତ ମହିମା ଅଧର୍ମର ନାଶ ହ‌ଉ ଧର୍ମ ଜୟ ହ‌ଉ🙏🙏🙏🙏🙏🙏🙏🙏🙏🙏
@prakashRasmi
@prakashRasmi 3 месяца назад
ଆପଣଙ୍କ କଣ୍ଠରେ ମହାପ୍ରଭୁଙ୍କ ଜଗତର ନାଥ ଜଗନ୍ନାଥଙ୍କ ଜଗନ୍ନାଥଷ୍ଟକମଙ୍କର ମହିମା ଭାବପୁର୍ଣ୍ଣ,ସୁମଧୁର ଓ ଶୃତିପୂର୍ଣ୍ଣ ସହିତ ମନ ମୁଗ୍ଧକର ଜଣାଣ ଜନ କଲ୍ୟାଣ ନିମନ୍ତେ ଉତ୍ସରଗୀକୃତ ହେଉ ଏହା ମୋର ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
@Satyapriya.Das1
@Satyapriya.Das1 6 месяцев назад
ଏତିକି କରୁଣାକର ହେ ମହାବାହୁ,,,,ମୋ ମୃତ୍ୟୁ ସମୟରେ ତୁମ ପତିତପାବନ ବାନା 🚩,,,ମୋ ଆଖି ସାମ୍ନା ରେ ରହିଥାଉ,,,,ଏତିକି ଗୁହାରି ମୋ'ର ରକ୍ଷାକର ମଣିମା,,,, 🛐 ସେ ବାନା ଙ୍କୁ 🚩 ଚାହିଁ ଚାହିଁ ଏ ଜୀବନ ଚାଲିଯାଉ ,,,,🛐🛐🛐
@badamashkt8490
@badamashkt8490 Год назад
ହେ ମହାବାହୁ ତୁମ ଚରଣ ରେ କୋଟି କୋଟି ପ୍ରଣାମ ହେ ମଣିମା ଶୁଣିମା ହେଉ ହେ 🙏🙏🙏🙏😭❤❤ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏😭😭😭😭
@badamashkt8490
@badamashkt8490 Год назад
🙏🙏1
@Satyapriya.Das1
@Satyapriya.Das1 6 месяцев назад
କୋଟି ଓଡିଆଙ୍କ ମଉଡମଣୀ,,, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଦିବ୍ୟ ପାଦପଦ୍ମରେ ମୋ'ର ଅନନ୍ତ କୋଟି ଭକ୍ତିଭରା ମଥାନୁଆଁ ଭୂମିଷ୍ଠ ପ୍ରଣିପାତ 🛐🛐🛐🛐🛐
@JAYJAGANNATHSumi224
@JAYJAGANNATHSumi224 5 месяцев назад
ଜୟ ଜଗନ୍ନାଥ ମହାପ୍ରଭୁ🙏🙏🙏🙏
@Satyapriya.Das1
@Satyapriya.Das1 8 месяцев назад
😢 ଦୁଃଖ ଶୁଣିବ କି ନା ହେ ମଣିମା,,, ଦୁଃଖି କାନ୍ଦେ ବଡ଼ଦାଣ୍ଡ ରେ ଅନା ହେ ମଣିମା,,, ଦୁଃଖି କାନ୍ଦେ ସିଂହ ଦୁଆରେ ଅନା ହେ ମଣିମା,,, ଦୁଃଖ ଶୁଣିବ କି ନା ହେ ମଣିମା,,,, 🛐🛐🛐
@sidhantmusic1013
@sidhantmusic1013 3 месяца назад
Jay Jagannath 🚩🚩🚩
@jayaramnayak8529
@jayaramnayak8529 3 месяца назад
ଜୟ ଶ୍ରୀ ଜଗନ୍ନାଥ 🚩🙏🕉️🛐
@ajitdash229
@ajitdash229 Год назад
Maha prabhu Jagannath Namaskar.This Jagannath Astakam is my most favourite song.
@BIBHUDUTTADASH
@BIBHUDUTTADASH Год назад
Great
@Satyapriya.Das1
@Satyapriya.Das1 9 месяцев назад
ଓଁ ନମୋ ନାରାୟଣ ଶରଣଂ ମମଃ 🛐🛐🛐
@Satyapriya.Das1
@Satyapriya.Das1 6 месяцев назад
ଓଁ ନମୋ,,,,,, ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରି,,, ହେ ନାଥ ନାରାୟଣ ବାସୁଦେବ,,, ହରେ ମୁରାରେ ମଧୁକୈଟଭାରେ ଗୋବିନ୍ଦ ଗୋପାଲ ମୁକୁନ୍ଦଶ୍ୟୈରେ,,,, 🛐🛐🛐
@Pratapkumarmaharana2518
@Pratapkumarmaharana2518 8 месяцев назад
ଓଁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଞ୍ଚ ସୁଦର୍ଶନ ଦାରୁବ୍ରହ୍ମ ସ୍ୱରୂପାୟ ଚତୁର୍ଦ୍ଧା ମୂର୍ତ୍ତୟେ ନମଃ 🙏
@ashokJena-gz5it
@ashokJena-gz5it 4 месяца назад
ଜୟ ଜୟ ଜଗନ୍ନାଥ ସ୍ବାମୀ 🙏🙏🙏🙏
@Satyapriya.Das1
@Satyapriya.Das1 9 месяцев назад
ବିଶ୍ଵର ମଙ୍ଗଳ ହେଉ,,, ଜଗତ ଉଦ୍ଧାର ହେଉ,,,, ସମସ୍ତଙ୍କର ମନୋସ୍କାମନା ପୁରଣ ହେଉ,,,,,ହେ ମହାପ୍ରଭୁ,,,, ଏତିକି କଲ୍ୟାଣ କର, ମଣିମା,,,,,, 🛐🛐🛐🛐🛐
@jitendrasahoo4757
@jitendrasahoo4757 Год назад
ଅନନ୍ତ କୋଟି ବ୍ରହ୍ମାଣ୍ଡ ର ନାୟକଙ୍କର ଜୟ ହେଉ, ଜୟ ଜଗନ୍ନାଥ
@Satyapriya.Das1
@Satyapriya.Das1 Месяц назад
ହେ ମହାପ୍ରଭୁ 🛐 ଜଣା ଅଜଣା ରେ ଯେଉଁ ଭୁଲ୍ କରିଛି , କୃତାଞ୍ଜଳୀପଟରେ କ୍ଷମା ଭିକ୍ଷା କରୁଛି ମଣିମା 🛐 ତୁମ ଶ୍ରୀଚରଣରେ ଶରଣପଶୁଛି ପ୍ରଭୁ,, ରକ୍ଷା କର,, ରକ୍ଷାକର,, ରକ୍ଷାକର,, ନାରାୟଣ 🛐 ଓଁ ଶରଣଂ ମମଃ 🛐🛐🛐
@niharikadas4451
@niharikadas4451 21 день назад
🙏🙏🙏
@KalpatarupatraPatrakalpa-lb9qn
@KalpatarupatraPatrakalpa-lb9qn 5 месяцев назад
Jayjagannathsaran❤❤❤❤
@KalpatarupatraPatrakalpa-lb9qn
@KalpatarupatraPatrakalpa-lb9qn 5 месяцев назад
Jayjagannathsaran❤❤❤❤
@prakashsahoo5130
@prakashsahoo5130 Год назад
Jai shree Jagannath . Jai shree Thakura Abhirama Paramhans Dev
@sureshnag5065
@sureshnag5065 10 месяцев назад
ଜୟ ଜଗନ୍ନାଥ 🙏
@basantakumarkar815
@basantakumarkar815 12 дней назад
ଅନନ୍ତ କୋଟି ଦଣ୍ଡବତ ମହାପ୍ରଭୁ
@KalpatarupatraPatrakalpa-lb9qn
@KalpatarupatraPatrakalpa-lb9qn 4 месяца назад
Jayjagannathsaran❤❤❤❤
@dhirenkumardash2849
@dhirenkumardash2849 Год назад
Jay jagannath Swami 🙏🙏🙏🙏
@Subrat_9_108
@Subrat_9_108 2 года назад
ଜୟ ଜଗନ୍ନାଥ🙏🚩
@sdmcreation5109
@sdmcreation5109 Месяц назад
Jay jagannath Swami nayan pathagami bhaba tume
@pabitraraul2781
@pabitraraul2781 Год назад
ହେ ପ୍ରଭୁ ହେ ଜଗତ ର ନାଥ ଜଗନ୍ନାଥ ଏ ସଂସାର ର ମଙ୍ଗଳ ହେଉ ବିଶ୍ଵ ରେ ସୁଖ ଶାନ୍ତି ବିରାଜ ମାନ ହେଉ।।। ତୁମେ ଅଗତି ର ଗତି ❤🙏
@hariomforyou8558
@hariomforyou8558 11 месяцев назад
ଏଥୁ ଅନ୍ତେ ସଦା ମୋ ତୁଣ୍ଡେ ଥାଉ ଜୟ ଜଗନ୍ନାଥ କହି ଜୀବ ଯାଉ
@papudasvlogsforyou
@papudasvlogsforyou Год назад
Jay jagannath🙏🙏🙏
@JAYJAGANNATHSumi224
@JAYJAGANNATHSumi224 6 месяцев назад
ହେ ମଣିମା🙏🙏🙏🙏
@justaminute501
@justaminute501 Год назад
🙏🙏🙏🙏🙏🕉️🕉️🕉️🕉️🕉️ Jay Jay sree jagannatha mahaprabhu , tuma pade koti koti JUHARA
@Odiajhiarupali
@Odiajhiarupali Год назад
ମଣିମା ଙ୍କ ଜୟ ହେଉ🙏
@laxmimishra9490
@laxmimishra9490 Год назад
Jay jay jay Jagannath pravu nayana pathagami vaba tume.#####$$$#####
@rashmipriyatripathy2090
@rashmipriyatripathy2090 Год назад
ମହାପ୍ରଭୁ ଆପଣଙ୍କୁ କୋଟି କୋଟି ପ୍ରଣାମ ଆମ ପରିବାର କୁ ସବୁବେଳେ ଘଣ୍ଟ ଘୋଡେଇ ରଖିଥାନ୍ତୁ ଏତିକି ମିନତି
@BeatsofBandu
@BeatsofBandu Год назад
Jay Jagannath🙏🙏🙏
@PatraSamira-bk8vp
@PatraSamira-bk8vp 6 месяцев назад
Sri jagannath syami nayana patha gami bhava tume
@Satyapriya.Das1
@Satyapriya.Das1 Месяц назад
ସତ୍ୟରେ ନୃସିଂହ , ତ୍ରେତୟାରେ ରାମ ଦ୍ଵାପରେ ନନ୍ଦ ନନ୍ଦନ ,,କଳିଯୁଗେ ତୁମେ ଗଉର ସୁନ୍ଦର ପ୍ରଚାରିଲ ହରିନାମ ,,, ହରେକୃଷ୍ଣ ହରେରାମ ,, ହରେକୃଷ୍ଣ ହରେରାମ ,,,🛐🛐🛐
@rishikesh4340
@rishikesh4340 2 года назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🙏🙏
@Mr.koraputiadesiapilla
@Mr.koraputiadesiapilla Год назад
Jay jagannath
@debashismohanty564
@debashismohanty564 Год назад
JAY SHREE RADHE KRISHNA NAMAH🙏🙏🙏🙏🙏🙏🙏🙏🙏
@Debendradas-r8c
@Debendradas-r8c 4 месяца назад
He mahabahu Trahimam Saran.
@ranjankumarnayak8593
@ranjankumarnayak8593 10 месяцев назад
Jay Jay Jay Shree jagnarth swyami 🙏🙏🙏🙏🙏🙏🙏🙏🙏🙏🙏🙏🙏🙏😻🙏🙏🙏🙏
@debashismohanty564
@debashismohanty564 Год назад
JAY SHREE RADHE KRISHNA NAMAH🙏🙏🙏🙏🙏🙏🙏🙏🙏
@BiswajitDas-lp2tt
@BiswajitDas-lp2tt 8 дней назад
Jay Jagannath Swami Nayana patha gami bhaba tume🙏🙏🙏
@KalpatarupatraPatrakalpa-lb9qn
Jayjagannath
@Kalicharanbhajansamaroh
@Kalicharanbhajansamaroh 8 месяцев назад
ହେ ପ୍ରଭୁ ଆପଣଙ୍କ ପାଦ ପଦ୍ମରେ କୋଟି କୋଟି ପ୍ରଣାମ ପ୍ରଭୁ 🌹🙏🌹🙏🌹, ଜୟ ଶ୍ରୀଜଗନ୍ନାଥ 🌹🙏🌹🙏🌹
@Monalisa-nw3dy
@Monalisa-nw3dy Год назад
Jay Jagannath 🙏🙏🙏🙏🙏🙏🙏🙏❤️🙏❤️🙏🙏❤️🙏❤️🙏
@KalpatarupatraPatrakalpa-lb9qn
Jayjagannathswamikijayho
@Satyapriya.Das1
@Satyapriya.Das1 9 месяцев назад
ଜଗତ ଉଦ୍ଧାର କର,,, ବିଶ୍ଵର ମଙ୍ଗଳ କର ହେ ମହାପ୍ରଭୁ 🛐🛐🛐
@mahendragumansingh6902
@mahendragumansingh6902 11 месяцев назад
Om Sri prabhu Jagannathaya Namo Namah
@Satyapriya.Das1
@Satyapriya.Das1 7 месяцев назад
ରାମ୍ ରାମ୍ ରାମ୍ ରାମ୍ ରାମନାମ୍ ତାରକମ୍,, ରାମକୃଷ୍ଣ ବାସୁଦେବ ଭକ୍ତିମୁକ୍ତି ଦାୟକମ୍,, ଜାନକୀ ମନୋହରମ୍ ସର୍ବଲୋକ ନାୟକମ୍,, ଶଙ୍କରାଦି ସେଵ୍ୟମାନ ପୂଣ୍ୟନାମ କିର୍ତ୍ତନାମ୍,,,, ଜୟ ଶ୍ରୀରାମ 🚩🛐🛐🛐
@niranjanpanda8574
@niranjanpanda8574 8 месяцев назад
Jai Jagannath Swami. 🙏🙏🙏
@sunilkumarpandey1663
@sunilkumarpandey1663 11 месяцев назад
Jai jagannath ❤
@Satyapriya.Das1
@Satyapriya.Das1 8 месяцев назад
ଓଁ ନମୋ ଭଗବତେ ବାସୁଦେବାୟ ନମଃ,,, ଓଁ ନମୋ ଭଗବତେ ବାସୁଦେବାୟ ନମଃ,,, ଓଁ ନମୋ ଭଗବତେ ବାସୁଦେବାୟ ନମଃ,,,🛐🛐🛐
@gudulugudulumalik1615
@gudulugudulumalik1615 Год назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🛕🛕🛕🙏🛐🕉️ ଜଗତର ନାଥ ଜଗନ୍ନାଥ ସ୍ବାମୀ ଆପଣଙ୍କ ପାଖରେ ମୋରେ କେଟି କେଟି ଦଣ୍ଡ ଵତ
@rabindrarout7871
@rabindrarout7871 7 месяцев назад
Jay shree jaganath 🙏🙏🙏🙏🙏🙏
@sibasankarsahu3725
@sibasankarsahu3725 Год назад
ଜୟ ଜଗନ୍ନାଥ 🙏🙏
@Satyapriya.Das1
@Satyapriya.Das1 7 месяцев назад
କଦାଚିତ୍ କାଳନ୍ଦୀତଟ ବିପିନ ସଙ୍ଗୀତ କରବୋ,, ମୁଦାଭୀରିନାରୀ ବଦନକମଳସ୍ଵାଦ ମଧୁପଃ,, ରମ୍ଭାଶମ୍ଭୁବ୍ରହ୍ମାମରପତି ଗଣେଶାର୍ଚ୍ଚିତପଦୋ,,, ଜଗନ୍ନାଥସ୍ବାମୀ ନୟନ ପଥଗାମୀ ଭବତୁ ମେ 🛐🛐🛐
@batakrushnasahoo2016
@batakrushnasahoo2016 Год назад
JAY SHREE JAY JAY JAGANNATH SWAMI NAYAN PATHAGAMI BHABA TUME PRABHU 🙏🙏🙏 JAY SHREE JAY JAY MAA SUBHADRA MAA 🙏🙏🙏 JAY SHREE JAY JAY BALABHADRA SWAMI NAYAN PATHAGAMI BHABA TUME PRABHU 🙏🙏🙏 JAY SHREE JAY JAY MAA LAXMI NARAYAN PRABHU 🙏🙏🙏 JAY SHREE JAY JAY MAA RADHESHYAM PRABHU 🙏🙏🙏 JAY SHREE JAY JAY MAA SITA RAM PRABHU 🙏🙏🙏 BAPA MAA BOL BOM HAR HAR BOM 🙏🙏🙏🙏🙏
@beheraonline9448
@beheraonline9448 Год назад
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ହେ ପ୍ରଭୁ ତୁମ ଚରଣେ ଅନନ୍ତ କୋଟି ଦଣ୍ଡ ବତ ପ୍ରଭୁ ଛୋଟ ଭକ୍ତ ଟି ପାଇଁ କରୁଣା ଟିକେ କରିବ ପ୍ରଭୁ 🙏🙏🙏🙏🙏
@Satyapriya.Das1
@Satyapriya.Das1 9 месяцев назад
ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରି ହେ ନାଥ ନାରାୟଣ ବାସୁଦେବ ହରେ ମୁରାରେ ମଧୁକୈଟଭାରେ ଗୋବିନ୍ଦ ଗୋପାଲ ମୁକୁନ୍ଦଶ୍ୟୈରେ 🛐🛐🛐
@nrusinghrepair4812
@nrusinghrepair4812 2 года назад
ଗୋଟିଏ ଗରୀଵକୁ ସାହାଯ୍ୟ କର ନ୍ତୁ ଭାଇ 🙏🙏 ଆମ ଚାନେଲ୍subscribeକରନ୍ତୁ 🙏
@riteshkumarratha2500
@riteshkumarratha2500 3 месяца назад
Jay Jagannath 🙏👏......
@jagannathchhanel3272
@jagannathchhanel3272 2 года назад
Shamastaku premama karbhaya garba nehe ji khema🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺
@PresidentDCDRCBOUDH
@PresidentDCDRCBOUDH 3 месяца назад
Jay jagannath Swami 🙏🌹🙏🥀👏
@lnpati238
@lnpati238 7 месяцев назад
Jay Shri Jagannath nka pada padmare Anantapur koti namaskar
@KalpatarupatraPatrakalpa-lb9qn
@KalpatarupatraPatrakalpa-lb9qn 5 месяцев назад
Jayjagannathsaran❤❤❤❤
@Satyapriya.Das1
@Satyapriya.Das1 7 месяцев назад
ହରତ୍ଵଂସଂସାରଂ ଦୃଢତର ମସାରଂ ସୂରପତେ,,, ହରତ୍ଵଂପାପାନାଂ ବିତତିମପାରାଂ ଯାଦବପତେ,,, ଅହୋ ଦିନନାଥୋ ନିହିତ ଚରଣଂ ନିଶ୍ଚିତପଦମ୍,,,ଜଗନ୍ନାଥଃ ସ୍ଵାମୀ ନୟନ ପଥଗାମୀ ଭବତୁ ମେ,,, 🛐🛐🛐
@KishorChandraBehera-m5m
@KishorChandraBehera-m5m 9 месяцев назад
Jay jagannath swami nayana patha gaming bhaba tuma
@KalpatarupatraPatrakalpa-lb9qn
@KalpatarupatraPatrakalpa-lb9qn 4 месяца назад
Jayjagannathsaran❤❤❤❤
@jyotidash638
@jyotidash638 2 года назад
Jai jaganath 🙏🙏🙏💐💐💐💐💐
@nishikantapal6930
@nishikantapal6930 8 месяцев назад
Prabhu tribhuvanapati 🙏❤️🙏
@BajendraSamarath-c7t
@BajendraSamarath-c7t 6 месяцев назад
🌸🌼🌺🏵️💮🙏🙏🙏 jai jagannath
@rabitanayak8084
@rabitanayak8084 9 месяцев назад
🙏🙏🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🕉️ ନମୋ ଭଗବତେ ବାସୁଦେବାୟ 🕉️ ନମୋ ଭଗବତେ ପୁରୁଷୋତ୍ତମାୟ 🙏🙏🙏
@biswajitsahoo-cw5qr
@biswajitsahoo-cw5qr Месяц назад
Jay Jagannath Jay Jagannath Jay Jagannath 🙏🙏🙏
@alexatusi185
@alexatusi185 Год назад
जय जगन्नाथ 🙏🙏❤❤
@KalpatarupatraPatrakalpa-lb9qn
Jayjagannath ❤❤😂😂🎉🎉😢😢😮😮😅😅😊😊
@bapinamallick1990
@bapinamallick1990 Год назад
JAY JAGANNATH 🙏❤️❤️🙏🙏🙏❤️❤️
@rojalinsahu4243
@rojalinsahu4243 4 месяца назад
Jay jagannath 🙏🙏🙏🙏🙏
@sibanipratihari6978
@sibanipratihari6978 Год назад
Jay Jagannath 🙏🙏
@MrThangarajR
@MrThangarajR Год назад
Jai Jagannath
@bulbulmohanta1732
@bulbulmohanta1732 Год назад
He mahabrabhu
Далее
🦊🔥
00:16
Просмотров 396 тыс.
ЭТО НАСТОЯЩАЯ МАГИЯ😬😬😬
00:19
Просмотров 494 тыс.
Servitors recite Gitagovinda during Niladri Bije
18:24
Просмотров 341 тыс.
Govinda Damodara Stotram
40:47
Просмотров 218 тыс.