Тёмный

STARS'S SECRET | Singer Barnali Hota | PrameyaNews7 

Prameya News7
Подписаться 1,9 млн
Просмотров 65 тыс.
50% 1

STARS'S SECRET | Singer Barnali Hota | PrameyaNews7
#starssecret #barnalihota #prameyanews7 #celebrity #lifestyle #odiasinger #songs
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: www.prameyanews...
RU-vid: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha:
• Nua Jibana Nua Asha
ଶୁଣ...ଶୁଣ...ଶୁଣ:
• Suna...Suna...Suna
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories:
• Daffa
Jollywood Jalwa:
• Jollywood Jalwa
Face To Face:
• Face To Face
#PrameyaNews7 #News7 #OdishaNews

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 62   
@entertainment4you...974
@entertainment4you...974 3 месяца назад
ବହୁତ ସୁନ୍ଦର ଲାଗିଲା... ତୁମର ସବୁ ଗୀତ ମୁଁ youtube ରେ ଦେଖିଲି.. ବହୁତ ଭଲ presentation..। ଓଡ଼ିଆ ଲୋକଗୀତ ଗୁଡିକୁ ସାରା ଭାରତ ଏବଂ ଭାରତ ବାହାରେ ଲୋକଙ୍କୁ ଶୁଣେଇବା ର ପ୍ରୟାସ ଜାରିରହୁ... ବିଭିନ୍ନ ପ୍ରୋଗ୍ରାମ ମାଧ୍ୟ୍ୟମରେ... ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏତେ ଭଲ musicdirector ଆଗଭଳି ନାହାନ୍ତି.... ଗାଁ କନିଆ ସିଂଘାଣିନାକି.... ଏଠି.... ଆମ Music director ମାନଙ୍କୁ ଓଡ଼ିଆ ଝିଅଙ୍କ voice ଭଲ ଲାଗେନି ସେମାନଙ୍କୁ ବାହାରୁ ସିଙ୍ଗର ଆଣି ଗୀତ କରିବାକୁ ପସନ୍ଦ କରନ୍ତି... ସେଥିପାଇଁ ତ ଆଜି ଓଡ଼ିଆ ସିନେମା ର ଏଇ ଅବସ୍ଥା... ତଥାପି ସେମାନଙ୍କ ର ଚେତା ପଶୁନି... ଭଗବାନ କରନ୍ତୁ ତୁମେ ବହୁତ ଆଗକୁ ଯାଅ...... ଜୟ ଶ୍ରୀ ଜଗନ୍ନାଥ
@rameshsahu1466
@rameshsahu1466 2 месяца назад
Barnali Odishara garba. Anchoring bahut bhala.
@suphalanahak731
@suphalanahak731 Месяц назад
Barnali hota hai tume bahuta sundar Gita gauchha manaku chhuinla❤❤❤❤
@radhaprasannamohapatra2338
@radhaprasannamohapatra2338 3 месяца назад
Go ahead. Lord Jagannath will bless you.
@SamsAwareness
@SamsAwareness Месяц назад
👌👌👌ବଢ଼ିଆ କେକେ ଭାଇ, ଅଭିନନ୍ଦନ ବର୍ଣ୍ଣାଳୀ
@bijaychoudhury8091
@bijaychoudhury8091 3 месяца назад
Hidden talent of odisha
@niranjankhuntia7651
@niranjankhuntia7651 2 месяца назад
Barnali God bless u and u reach the appex point of singing.
@sharatkumarsahu4986
@sharatkumarsahu4986 Месяц назад
Very very thanks
@sharatkumarsahu4986
@sharatkumarsahu4986 Месяц назад
Golden singer queen in odisha
@ramachandrapanipani7424
@ramachandrapanipani7424 2 месяца назад
ସବୁ ବନ୍ଧନ ମୋ ଖୋଲି ଦେଇ ପ୍ରଭୁ! ତୁମରି ବନ୍ଧନେ ରଖ... ଜଣାଣଟି ଭାବପୂର୍ଣ୍ଣ ଭାବରେ ଗାଇଲେ ଭଊଣୀ ବର୍ଣ୍ଣାଳୀ । ତାଙ୍କୁ ପ୍ରଭୁ ଜଗନ୍ନାଥ ଲକ୍ଷ୍ୟ ପଥରେ ଆଗେଇ ନିଅନ୍ତୁ । ରାମଚନ୍ଦ୍ର ପାଣି ଶ୍ରୀଅରବିନ୍ଦ ଆଶ୍ରମ ପଣ୍ଡିଚେରୀ । ୯୪୮୭୦ ୮୩୦୬୩
@kunm581
@kunm581 2 месяца назад
Barnali lord Jagannath always blessing you so u have proven it
@kalpanabiswal2464
@kalpanabiswal2464 3 месяца назад
Beautiful voice barnali❤
@girishpanigrahi8924
@girishpanigrahi8924 3 месяца назад
Congratulations Barnali go ahead, God must help you for your attempt.
@girishpanigrahi8924
@girishpanigrahi8924 3 месяца назад
For development of the Odia song .
@chandrasekharamohanty6315
@chandrasekharamohanty6315 3 месяца назад
Hi Barnali, you are definitely gifted. May God bless you! Look forward to listening top many more songs in your voice. Thanks a million!
@ambikasahoo9334
@ambikasahoo9334 2 месяца назад
Amazing voice,So talented,God bless you
@prasantsingsamant126
@prasantsingsamant126 Месяц назад
No such power of truth, her voice is so heart beaten
@chittaranjanhota5189
@chittaranjanhota5189 3 месяца назад
Nice voice So talented
@rameshbhoi4277
@rameshbhoi4277 2 месяца назад
thanks god great job
@shovajena3011
@shovajena3011 2 месяца назад
Bahut sundar barnali ❤God bless u❤️
@surendranaik1044
@surendranaik1044 Месяц назад
Barnali God bless you
@roshnimohapatra2797
@roshnimohapatra2797 2 месяца назад
I am one of the great fans of your extremely excellent talented.......God bless you ❤
@rajshreesahoo2193
@rajshreesahoo2193 2 месяца назад
ଅତି ସୁନ୍ଦର କାର୍ଯ୍ୟ 🎉
@prafulasingh2267
@prafulasingh2267 Месяц назад
ବର୍ଣ୍ଣାଳୀଙ୍କର ମା" ଙ୍କୁ ମୋ'ର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଏବଂ ଜୟ ଶ୍ରୀରାମ ବର୍ଣ୍ଣାଳୀଙ୍କୁ ମୋ'ର ଶୁଭକାମନା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବର୍ଣ୍ଣାଳୀ ଆଗକୁ ଆଗକୁ ଆଗେଇ ଚାଲ , ପ୍ରଭୁ ଶ୍ରୀଜଗନ୍ନାଥ ତୁମ ସାଙ୍ଗରେ ଅଛନ୍ତି ବର୍ଣ୍ଣାଳୀ ତୁମେ ଆଜି ଓଡ଼ିଶାର ଗର୍ବ ଗୌରବ ଏବଂ ଓଡ଼ିଶାର ଅସ୍ମିତା । ଜୟ ଶ୍ରୀଜଗନ୍ନାଥ ପ୍ରଫୁଲ୍ଲ କୁମାର ସିଂହ , ଆଗରପଡା , ଭଦ୍ରକ
@samarpita3158
@samarpita3158 3 месяца назад
Barnali ur great
@snehalatarout-bh6zz
@snehalatarout-bh6zz 3 месяца назад
God bless you beti
@JogendraDalai-so7ce
@JogendraDalai-so7ce 4 месяца назад
Mo favorite singer varnali dee
@Mamitanayak-hz2dt
@Mamitanayak-hz2dt 2 месяца назад
You are great singer Jay jagannath
@newstarodia2023
@newstarodia2023 3 месяца назад
May God bless you You represent ed odia traditional bhajan
@kumudininayak6881
@kumudininayak6881 3 месяца назад
I salute u👍barnali
@hrsa3875
@hrsa3875 3 месяца назад
Very very talented. Please post full song -sabu bandan mo kholi dei Prabhu tuma bandhan re rakha 🎉🎉🎉
@mandakinigiri7693
@mandakinigiri7693 Месяц назад
❤🎉
@BijaykunarBehera-rc5ot
@BijaykunarBehera-rc5ot Месяц назад
ଧନ୍ଯ ଧନ୍ଯ ଧନ୍ଯ ତୁମ୍ଭେ କଳାକାର ଭାବେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଓଡିଶା ସାର ସଂଗ୍ରହ ସମ୍ବନ୍ଧୀୟ ବିଭିନ୍ନ ଲୋକ ଗୀତ ରଚନା ଏବଂ ଜର୍ଗନ୍ନାଥ ଙ୍କର କୃପା ଜଣାଣ ଭଜନ ଓଡ଼ିଆ ଭାଷା ର ମାଧୁର୍ଯ୍ୟ ଭାବ ଭାରତ ବର୍ଷରେ ପରିଚୟ ସୃଷ୍ଟି କରିଥିବା ତତ୍ତ୍ଵ ବୋଦ୍ଧେ ରଙ୍ଗ ଦେଇ ଛନ୍ତି
@subhashree-shreyanshikhurd9956
@subhashree-shreyanshikhurd9956 3 месяца назад
👌👌👌
@ramachandrapanipani7424
@ramachandrapanipani7424 2 месяца назад
ବର୍ଣାଳୀଙ୍କ ଗୀତ ଶୁଣିଛି । ବହୁତ ଭଲ କଣ୍ଠସ୍ୱର । Play Back Singer easily ହୋଇ ପାରିବେ । ପ୍ରଭୁ ଜଗନ୍ନାଥଙ୍କ କୃପା ମିଳୁ । ମା ସରସ୍ଵତୀ ସହାୟତା କରନ୍ତୁ । ରାମଚନ୍ଦ୍ର ପାଣି ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ । ୨୧ । ୬ । ୨୦୨୪, ଶୁକ୍ରବାର ଜୟ ମା ! ଜୟ ଜଗନ୍ନାଥ !
@ramachandrapanipani7424
@ramachandrapanipani7424 2 месяца назад
ଭାଇ ଅଙ୍କିତଙ୍କର ଏହି ସାକ୍ଷାତ୍କାର ଭଊଣୀ ବର୍ଣାଳୀଙ୍କ ବିଷୟରେ ବହୁତ କଥା ଜାଣିବାର ସୁଯୋଗ ଦେଲା। । ଏଥିପାଇଁ ଧନ୍ୟବାଦ ।
@nilapari9955
@nilapari9955 3 месяца назад
❤❤❤❤❤❤❤❤❤❤
@user-gm2qp6nm3t
@user-gm2qp6nm3t 2 месяца назад
Jay jaganatha
@chitaranjanchhualasingh8026
@chitaranjanchhualasingh8026 3 месяца назад
Jai jagannath 🙏🙏🙏🙏🙏🙏
@sonaroji723
@sonaroji723 4 месяца назад
Very nice
@ramachandrapanipani7424
@ramachandrapanipani7424 2 месяца назад
ଜୟ ଜଗନ୍ନାଥ ! ଭାଇ ଅଙ୍କିତଙ୍କୁ ଅଭିନନ୍ଦନ ।
@Jogeshree
@Jogeshree 3 месяца назад
❤❤
@basantipadhi64
@basantipadhi64 3 месяца назад
👌👌👌wow
@IndiraMIshrawriter
@IndiraMIshrawriter 2 месяца назад
🌹✍🏻👌🏻
@ramachandrapanipani7424
@ramachandrapanipani7424 2 месяца назад
Bharat Ka Amrit Kalas ରେ ଯେଉଁ ଗୀତ ଗାଇଥିଲେ ସେହି ଜାଗରଣ ଗୀତଟି ଗାଇଥଲେ ଭଲ ହୋଇଥାଆନ୍ତା ।
@ramachandrapanipani7424
@ramachandrapanipani7424 2 месяца назад
ମାଆ ମମତା ହୋତା ଝିଅକୁ ଏତେ Freedom ଦେଇଥିବା ଆନନ୍ଦର କଥା । ତେବେ ଯେହେତୁ ସେ ଓକିଲ, ଝିଅକୁ confused ହୁଏ ବୋଲି କହିଦେଲେ, କିନ୍ତୁ ସେ ସବୁବେଳେ ଜଗନ୍ନାଥଙ୍କୁ ଜଣାଇ ତାଙ୍କ ନିର୍ଦ୍ଦେଶ ପାଇ କାର୍ଯ୍ଯ କରୁଥବା ଭକ୍ତର ଲକ୍ଷଣ । ରାମଚନ୍ଦ୍ର ପାଣି
@santosh_tripathy
@santosh_tripathy 3 месяца назад
I am 100% sure Barnali Hota is an uncommon singer of Odisha. By the grace almighty, days are not far away when Barnali becomes a famous singer not only in Odisha ,but also in India.
@deviprasadsahoo7553
@deviprasadsahoo7553 3 месяца назад
ପ୍ରଭୁ ଜଗନ୍ନାଥ ସାହା ହୁଅନ୍ତୁ ଝିଅ।।। ଜୀବନ ରେ ସବୁ ଇଚ୍ଛା ପୂର୍ଣ୍ଣ ହଉ❤
@puspalatapati7406
@puspalatapati7406 2 месяца назад
Jay Jagnntha. Pakhe achhnti❤
@ramachandrapanipani7424
@ramachandrapanipani7424 2 месяца назад
ତାଙ୍କର ଉଚ୍ଚାଙ୍ଗ କଣ୍ଠସ୍ବର ଏହି ସାକ୍ଷାତ୍କାରରେ ନରମ ଲାଗୁଛି । କଥାରେ ମଧୁରତା ରହିଛି । ତାଙ୍କର ଭବିଷ୍ୟତ୍ ଉଜ୍ଜ୍ବଳମୟ ।
@ajitkumbhar7489
@ajitkumbhar7489 4 месяца назад
Great Work Kishor Kumbhar Ji ☺️
@Lucky-sk3lo
@Lucky-sk3lo 2 месяца назад
Help odisha lalit kala academy ,cultural dept odisha govt.
@swopnabatibehera6879
@swopnabatibehera6879 3 месяца назад
ଅନୁରୋଧ କରିବୁ , ସେ ଅତୀତର ସେ ସଙ୍ଗୀତ କୁ ,ସେ କବିଙ୍କର ଲେଖା କୁ ଆଗକୁ ଆଣନ୍ତୁ ।
@subhabratamishra4465
@subhabratamishra4465 4 месяца назад
ସଙ୍ଗୀତ୍‌ ଶିକ୍ଷକ୍‌ ବସନ୍ତ ପାତ୍ରଙ୍କ ଭଳି ଦେଖିବାକୁ ଓ କଣ୍ଠ ବି ପୁରା ବସନ୍ତ ପାତ୍ରଙ୍କ କଣ୍ଠ ଭଳି । ଆରେ ହେଇ ଦେଖ କମେଣ୍ଟ୍ ଲେଖୁ ଲେଖୁ ଜାଣି ଗଲି ଯେ ସେ ହିଁ ବସନ୍ତ ପାତ୍ର ଅଟନ୍ତି ।
@Lucky-sk3lo
@Lucky-sk3lo 2 месяца назад
କଳା ସଂସ୍କୃତି ଲୋକକଳା କୁ ବ୍ୟାପକ ପ୍ରୋତ୍ସାହନ ମିଳୁ
@sunandakumarsahoo4750
@sunandakumarsahoo4750 3 месяца назад
ସତରେ ତୁମେ ଓଡ଼ିଶାର ସଂଗୀତ କୁ ବହୁତ ଭଲ ଭାବରେ ଉପସ୍ଥାପିତ କରି ସର୍ବାଦୂତ କରିପାରିଛନ୍ତି।
@dharashreesatpathy562
@dharashreesatpathy562 3 месяца назад
Heavy make up
@user-wh4kq1qk8o
@user-wh4kq1qk8o Месяц назад
ବର୍ଣାଳୀ not ଉଚ୍ଚାରଣ clear.
@user-ir8tv1uu5l
@user-ir8tv1uu5l 4 месяца назад
M
@harigovindaacharya6242
@harigovindaacharya6242 2 месяца назад
Kuch jyada ho gaya....
@kunabhoi6908
@kunabhoi6908 3 месяца назад
Tu maa nari nuha lo maa narayni Maa mahaamyaa
@user-ti2fb3fz5x
@user-ti2fb3fz5x 2 месяца назад
ସେଇ ଟା ଧୁଡ଼ିକି ନୁହ ଘ୍ହଦିକି
Далее