Тёмный

Subhadra Yojana: What Are the Eligibility Criteria? 

Kanak News
Подписаться 8 млн
Просмотров 477 тыс.
50% 1

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews

Опубликовано:

 

22 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 308   
@SMILAN_143
@SMILAN_143 27 дней назад
ଲୋକଙ୍କୁ ଠକିବା ଯୋଜନା ଲୋକେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଯୋଜନା ଧରେଇ ଛାଡିବେ
@kalingaranjan2074
@kalingaranjan2074 27 дней назад
ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |
@chinmayasahu349
@chinmayasahu349 27 дней назад
Hn panchayat election re gandi ta fata jiba
@_mr___rajput
@_mr___rajput 27 дней назад
​@@kalingaranjan2074bjp kahithila 50000 daba kintu 5yr dela jee ete prblm kintu naveen babu nka kalia 10000 per yr 4000 miliba bhuli gala bodhe
@abinashtarai6067
@abinashtarai6067 26 дней назад
​@@kalingaranjan2074bilkul cheater govt 👎
@GANESHShwin-oz8pq
@GANESHShwin-oz8pq 25 дней назад
Bala news
@harischandra7620
@harischandra7620 27 дней назад
Income certificate ର point ଲେଖା ହୋଇଅଛି କି? ଆପଣ ଆଉ ଥରେ conform କରି ପୋଷ୍ଟ କରାନ୍ତୁ sir.incomcertificate ଉପରେ ଯେମିତି ଲୋକ ମାନେ ହଇରାଣ ନ ହୁଅନ୍ତି?
@KishorkumarMeher-y1e
@KishorkumarMeher-y1e 27 дней назад
ଲୋକଙ୍କୁ ଠକି ଭୋଟ ନେଇଛି BJP
@kalingaranjan2074
@kalingaranjan2074 27 дней назад
ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |
@bijankumarnayak1080
@bijankumarnayak1080 27 дней назад
Yes
@sanatanstatuscreations
@sanatanstatuscreations 27 дней назад
ସବୁ ସରକାର ଚୁର,,, BJP,,bjd,, congress,, all' party,,,
@_mr___rajput
@_mr___rajput 27 дней назад
​@@kalingaranjan2074bjd ra parajaya bjd krita dasa nka tanti phata chitkara😂
@abinashtarai6067
@abinashtarai6067 26 дней назад
​@@_mr___rajputbjp is a cheater govt 👎
@akshayakumarboitai8144
@akshayakumarboitai8144 27 дней назад
ବିଜେପି ସରକାର ସଠିକ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି ଗୋଟିଏ କଥା ଭୁଲି ଗଲେ ମହିଳା ମାନଙ୍କର , ଉଚ୍ଚତା ଆଉ ଠଜନ ବି ଆଡ କରିବାକୁ ଅନୁରୋଧ 😅😮😅
@Tradergyan-hl6qk
@Tradergyan-hl6qk 24 дня назад
😂
@ashishsabar360
@ashishsabar360 24 дня назад
😂😂😂
@kedarmallick7198
@kedarmallick7198 27 дней назад
ଯେଉଁମାନେ ସୁଭଦ୍ରା ଯୋଜନା ନିୟମାବଳୀ ରୁ ବାହାରେ କେବଳ ସେହିମାନେ ଏହିଭଳି କମେଣ୍ଟସ ଦେଉଛନ୍ତି।
@ranjanbehera9418
@ranjanbehera9418 26 дней назад
ରାଜା ଯାହା ଦେଲେ ହରଷେ ପାଉ ପାଉ ଗଲା ବରଷେ ଏମନ୍ତ ଭୂମି ଚାକୁଣ୍ଡ ବୁଣିଲେ ଉଠଇ ନାହିଁ ।🥹 ଏ ତ ଆରମ୍ଭ ମାତ୍ର ଆଗକୁ ଦେଖା ଯାଉ କଣ କଣ ହଉଚି ରେ ନାରଣ......🙀
@KanheiSing-hx3sy
@KanheiSing-hx3sy 27 дней назад
କାହିଁକି ଭୋଟ ଦେଲେ ଏ ବିଜେପି ପାର୍ଟି କୁ
@kalingaranjan2074
@kalingaranjan2074 27 дней назад
ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |
@bijankumarnayak1080
@bijankumarnayak1080 27 дней назад
Yes​@@kalingaranjan2074
@hrusikeshrout8026
@hrusikeshrout8026 27 дней назад
Bjp rahile Desh rahiba . Sonia Gandhi Rahul Gandhi nku dele desh re hindu rahiba muskil haba. Murkha nku bhujei haba...
@zinixgamerz
@zinixgamerz 27 дней назад
​@@hrusikeshrout8026congratulations 🎉 you are kattar andhbhakt 😂
@_mr___rajput
@_mr___rajput 27 дней назад
​@@zinixgamerzkrita dasa bjp 50000 ku per yr 10000 deiki dela je ete prblm 😂 kintu jahaku tanka miliba sei mahila mane income tax certificate pai kamba line😂
@mantuyoutuber
@mantuyoutuber 26 дней назад
ଭୋଟ ଆଘରୁ ଏଇ ସବୁ ସର୍ତ୍ତାବଳି କହିଦେଇଥାନ୍ତେ, ପୁଣି ଥରେ BJD ଆସିଥାନ୍ତା 😅😂 SCAM ହୋଇଗଲା 😢😂
@padmalochandash6551
@padmalochandash6551 27 дней назад
ବିଜେପି ସରକାର ପାଲା କରୁଛନ୍ତି, ଜଣେ ମହିଳାଙ୍କ ମାସିକ ରୋଜଗାର ୧୫୦୦ ଟଙ୍କା କିମ୍ବା ବାର୍ଷିକ ଆୟ ୧୮ ହଜାର ଟଙ୍କା ଜଣେ ଭିକାରୀ ଦିନକୁ ଭିକା ବୃତ୍ତି କରୁଥାଏ, ଦିନକୁ ୨ ଶହ ଟଙ୍କା ହେଲେ ମାସକୁ ୬ ହଜାର ଟଙ୍କା ବର୍ଷକୁ ୭୨ ହଜାର ଟଙ୍କା ରୋଜକାର କରୁଛି, ଏ ସୁଭଦ୍ରା ଯୋଜନାରେ ଜଣେ ମହିଳା ଦିନକୁ ୫୦ ଟଙ୍କା ୩୦ ଦିନର ୧୫ ଶହ ଟଙ୍କା ବର୍ଷ କୁ ୧୮ ହଜାର ଟଙ୍କା ରୋଜକାର ଥିଲେ ସୁଭଦ୍ରା ଯୋଜନାରେ ବର୍ଷକୁ ଦୁଇ ଥର ୧୦ ହଜାର ଟଙ୍କା ପାଇବ,୫ ବର୍ଷର ୫୦ ହଜାର ଟଙ୍କା ପାଇବେ, ଏସବୁ ବିଜେପି ସରକାର ଭଣ୍ଡାମି, କୈାଣସି ମହିଳା ଏ ସୁଭଦ୍ରା ଯୋଜନାରେ ଗୋଟିଏ ଟଙ୍କା ପାଇବେ ନାହିଁ, ସରକାର ଯୋଜନା କରିଛନ୍ତି, ଧନ୍ଯ ମୋହନ ଚରଣ ମାଝୀଙ୍କ ସରକାର, ଜୟ ଜଗନ୍ନାଥ,
@Laxmipriya760
@Laxmipriya760 27 дней назад
It means BJP kahuchi... women Mane empowerment nahoi .....ai yojana upare only depend karantu ..... BJP ku mental hospital pathaiba darkar ki ....???😂
@_mr___rajput
@_mr___rajput 27 дней назад
​@@Laxmipriya760bjp dekheiba ku chanhuchhi odisha ra 70 lakh mission sakti mahila kete sasakti karana hoichhanti jee 21yr ru 59 yr bhitare 1cr ru adhika mahila ebe bhi 1500 tanka income karu nahanti
@auromita777
@auromita777 27 дней назад
Dinaku 27 tanka
@_mr___rajput
@_mr___rajput 26 дней назад
@@auromita777 kalia jojoja re dina ku 10.96 paisa 😁
@JyotiranjanSingh-x7o
@JyotiranjanSingh-x7o 26 дней назад
Right sir
@Fm_Drona
@Fm_Drona 27 дней назад
For RI exam This Scheme 😁
@anitapanda7972
@anitapanda7972 21 день назад
Sabu bele kechhe naa kechhe niyam kn ladies mane sabu vot dei thile aou ପୁରୁଷ ଲୋକମାନେ କ'ଣ ଭୋଟ ଦେଇ ନ ଥିଲେକି kemite kaa Sarakar ea
@kedarmallick7198
@kedarmallick7198 27 дней назад
ଟଙ୍କା ଯେତେ ଥିଲେବି ଲୋକଙ୍କୁ ସବୁବେଳେ ଅଧିକ ଆବଶ୍ୟକ ରହିଛି।ସେଥିପାଇଁ କିଛି ଲୋକ ପାଉ ନାହାଁନ୍ତି ବୋଲି ସେମାନଙ୍କ ମନରେ ଅସନ୍ତୋଷ । ଭାଇ ଥରେ ଶାନ୍ତ ଚିତ୍ତରେ ନିଜ ଛାତିରେ ହାତ ରଖି କହିଲ ଯୋଜନାର s o p ରେ କଣ ପ୍ରକୃତ ଗରିବ ସ୍ଥାନ ପାଇନାହାନ୍ତି?
@akshayakumarboitai8144
@akshayakumarboitai8144 27 дней назад
ଠିକ୍ କହିଛ କିନ୍ତୁ ନିର୍ବାଚନ ବେଳେ ସବୁ ମହିଳା ଙ୍କୁ ଦେବାପାଇଁ କହୁଥିଲ କ'ଣ ପାଇଁ ତୁମ ଗାଣ୍ଡି କ'ଣ ଗଲୁ ଦେଉଥିଲା ଏବେ ତୁମେ ବିଚାର କର ,
@fapulrath6351
@fapulrath6351 27 дней назад
ଭାଇ ଠିକ୍ କହିଛନ୍ତି,କିନ୍ତୁ comitment କଣ କରିଥିଲେ ?
@nilanchalagauda8823
@nilanchalagauda8823 27 дней назад
କେବେ ନୁହ , ସ୍କୁଲ ରେ ରୋଷେଇ କରୁଥିବା ବିଧବା ମହିଳା ଜଣେ ୧୮୦୦ ଟଙ୍କା ମାସକୁ ପାଏ ସେ ବି ଯୋଜନା ରୁ ବନ୍ଚିତ. ସେ ମହିଳା ଜଣକ ଆଉ ଆଗକୁ ଯିବେନି ଏ ମୂର୍ଖ , ଅନଭିଜ୍ଞ, ଅପାରଗ ସରକାର ପାଇ.
@Radhakanta_Music_Official
@Radhakanta_Music_Official 27 дней назад
ମୁଁ ଆମ ଗାଁ ରେ ଚେକ୍ କରିବି ଆଜିଠୁ ଧୋନି ଲୋକ କାଳେ ନେଇ ଯିବେ😅😅
@SuklalSuklalmundary
@SuklalSuklalmundary 22 дня назад
😂
@sukantsahu2671
@sukantsahu2671 27 дней назад
ଚାଷୀମାନଙ୍କ କଥା ବୁଝ ମୋହନ ସରକାର
@Thiru6902
@Thiru6902 27 дней назад
ବେକାର ଯୁବକ ଯୁବତୀ ମାନଙ୍କୁ କିଛି ସହା ୟତା କରି ଥିଲେ ଭଲ ହୁଅନ୍ତା। ଯିଏ ବହୁତ ପାଟ ପଡ଼ି ଘରେ ବସି ରହିଛନ୍ତି..🎉🎉+୨,+୩.. ପାଟ ପଡ଼ି ବେକାର ଅଛନ୍ତି 😢😢😢କଂଗ୍ରେସ ସରକାର ବୋଧେ କରିଥାନ୍ତା 🇮🇳🇮🇳😂😂
@premananddehury7565
@premananddehury7565 27 дней назад
Right Bhai
@sunilbehera6112
@sunilbehera6112 27 дней назад
ମା ଘିଆ ସରକାର ମୋହନ ସରକାର ହଟାଅ
@SumitraTarai-rg9yu
@SumitraTarai-rg9yu 26 дней назад
President income certificate darakar
@nilanchalagauda8823
@nilanchalagauda8823 27 дней назад
ଘୋଡା ଛ ଟଙ୍କା କୁ ଦାନା ନ ଟଙ୍କା. ଲୋକ ଙ୍କୁ ଯୋଜନାରୁ ବାହାର କରିବା ପାଇ ଅଟେ ସବୁ କ୍ରାଇଟରିଆ ରଖାଯାଇଛି
@AmitKiSaan
@AmitKiSaan 18 дней назад
ହଁ ଭାଇ, ଠିକ୍ କହିଛ ।
@sameerkhatei8824
@sameerkhatei8824 27 дней назад
ଜଳଖିଆ ଯୋଜନା ମହିଳା ମାନଙ୍କ ପାଇଁ ଓଡ଼ିଶା ବାସୀ ଏବେ ଡବଲ ଇଞ୍ଜିନ ସରକାର
@_mr___rajput
@_mr___rajput 27 дней назад
Mahila nka pai kebal Subhadra jojona gotie jojona nanhi mudra loan 20lakh pari bahu jojona achhi 😅😅 Gyana abhaba au parajaya ru bjd bala nka munda au kama karuni😅😅 Hau suninia 10000 mahila nka jala khia jojona Chasi nka pai kalia 4000 tanka 10.96 paisa ki jojona
@AnnapurnaJena-h5d
@AnnapurnaJena-h5d 27 дней назад
Gariba stree loka mane nija paribara loka nka no deichanti semananku thaki dela 😢😢😢
@sukadevnial7486
@sukadevnial7486 25 дней назад
ବହୁତ ସୁନ୍ଦର ଆଜ୍ଞା 🙏
@abhinandansutar197
@abhinandansutar197 27 дней назад
ଗୋଟେ ପାଲା ଚାଲିଛି ଯାହାକୁ 59ବର୍ଷ ସିଏ କେତେ ପାଇବ.. 5000/-?
@hrusikeshrout8026
@hrusikeshrout8026 27 дней назад
Kalia yojana re 59 year chasi nku kete tanka mile ?
@abhinandansutar197
@abhinandansutar197 27 дней назад
@@hrusikeshrout8026 ବର୍ଷକୁ 10,000/- ମିଳୁଥିଲା janina କି? ଚାଷୀ ଙ୍କର କିଛି ବୟସ ସୀମା ନାହିଁ
@abhaymallick5960
@abhaymallick5960 27 дней назад
Bharta miliba 3000
@bikashmahapatra6088
@bikashmahapatra6088 25 дней назад
​@@abhaymallick59608o
@munalocaltoka8010
@munalocaltoka8010 24 дня назад
2000​@@hrusikeshrout8026
@rahulmohanty
@rahulmohanty 27 дней назад
Asabu free jinsa daba jagare employment badheile bhala haba
@Khamania02
@Khamania02 27 дней назад
ଖୁବ୍ ସୁନ୍ଦର ସୂଚନା 👏🙌🚩
@jhunumandal6864
@jhunumandal6864 27 дней назад
Jay Nabin babu 🎉😢
@BadriSahoo-t2w
@BadriSahoo-t2w 26 дней назад
Anchor Mohan majhi bhali lagucho😂😂😂😂
@jiban2031
@jiban2031 27 дней назад
Documents kn darkar
@TrJADUNATHMURMUOFFICIAL
@TrJADUNATHMURMUOFFICIAL 25 дней назад
Free electricity kuade gola😢
@AnnapurnaJena-h5d
@AnnapurnaJena-h5d 27 дней назад
Vala hela mu dekhuchi ama gaan re kie kie pauchi😂😂😂samaste dekha kie dhani loka kale neijiba 😂😂😂😂
@prafullamaharana1672
@prafullamaharana1672 27 дней назад
ବେକାର ଯୋଜନାରୁ କେହି ଉପକୃତ ହେଇପାରିବ ନାହିଁ।
@sonyswain9123
@sonyswain9123 25 дней назад
Auto rahithile heba ki nahi
@abinashtarai6067
@abinashtarai6067 26 дней назад
Cheater govt 👎
@buludeewana5173
@buludeewana5173 27 дней назад
1 gutea rasna Chad rea ketea janha pakai paribea. Sir
@cpdillipkumar5504
@cpdillipkumar5504 26 дней назад
1
@RanjanRanjankumarbehera-s2i
@RanjanRanjankumarbehera-s2i 25 дней назад
Jou mahila gariba srenira tankara paibara huk achhi kintu bayasha 60 + se kn Kariba bhabantu 😢😢😢
@ganeshsing5580
@ganeshsing5580 27 дней назад
ବାଳ ଦବ ଯଦି ସମସ୍ତଙ୍କୁ ଦବ ନହେଲେ ନାହିଁ l ନିର୍ବାଚନ ବେଳେ ଗୋଟେ କହୁଥୁଲ ଏବେ ଆଉ ଗୋଟେ କଥା କହୁଛ
@RanjanRanjankumarbehera-s2i
@RanjanRanjankumarbehera-s2i 25 дней назад
Joumanankar 21 ru 59 bashara mahila nku miliba subhadra tanka 60 + mahila kuade jibe Khali bhot debe😂😂😂
@asimparichha9261
@asimparichha9261 27 дней назад
That means per day 50 rupees pauthile hebani
@jyotiranjanjena4942
@jyotiranjanjena4942 27 дней назад
Ei sabu election agaru BJP kahila ni sei anu Sare sabu maa mausi vote dei thante au thara ku maa mausi batei debe bhala ki 😡
@kanancreation5
@kanancreation5 21 день назад
ଆଗ ନିଜେ ବୁଝ୍ ତା ପରେ ବୁଝେଇବ ଯଉଟା ସମସ୍ତେ ବୁଝପାରୁଛନ୍ତି ତାକୁ 2ଥର ବୁଝାଉଛ ଯାହା ବୁଝିହାଉନି ତାକୁ ଖାଲି ପଢିକି ଛାଡ଼ିଦଉଚ
@Prem-bz3tr
@Prem-bz3tr 26 дней назад
ଗରିବ ଭୂମିହୀନ ପରିବାରକୁ ଦିଅ ଭୂମି ବି ଦିଅ
@sujitbiswal3006
@sujitbiswal3006 27 дней назад
Good discussion and plz again very FY Ration card and Kalia yojana 🎉
@prasantapattanaik862
@prasantapattanaik862 27 дней назад
ଯିଏ ଯାହା ପାରିଲା କହୁଛନ୍ତି।ତେଣୁ ଗାଁ ଓ ସହରର ମାଁ ମାନେ ଡରି ଯାଇଛନ୍ତି।
@ellina1751
@ellina1751 26 дней назад
Adhar card ta nijio ro him ta thibo au kn other ro kemiti hobo 😂😂😂😂😂
@adhirkumar1480
@adhirkumar1480 26 дней назад
Kichi milibani Jaha kale bi aau kebe bi BJP odisare govt asibani Bjd and congress misiki govt chaliba
@prafullamajhi8619
@prafullamajhi8619 27 дней назад
ଜାହାରଇନୀଙ୍କମଷାଠିପିକଟନଥିବ ସେବ୍ଯକ୍ତିସୁଭଦ୍ରା ଜୋଜନାଆବେଦନକରିପାରିବେନାନାହିଁ?
@Rajkishormallamalla
@Rajkishormallamalla 26 дней назад
ଏମିତି ହେଲେ 10ପ୍ରତିଶତ ପାଇବେ 😅😅😅😅
@janmejaypatra1223
@janmejaypatra1223 27 дней назад
Bhala miliba
@Suryakanta7-d2s
@Suryakanta7-d2s 25 дней назад
Ration card re ekyc ku online karajau kahinki na bahare khatibaku jaithiba loko samaste offline re kariba sambhab nuhen
@PradiptaDas-sy4jn
@PradiptaDas-sy4jn 27 дней назад
ଆଵେଦନପାଇ ଗୋଟେ ଵାଡ ଦରକାର
@cutesairani
@cutesairani 27 дней назад
ଯଦି କୌଣସି ସ୍ତ୍ରୀ ଲୋକ ରାସନ୍ କାର୍ଡ ହିତଧିକାରୀ ସିଏ ଗରିବ ଶ୍ରେଣୀ ର ହୋଈ ଥିବାରୁ ତାଙ୍କୁ ରାସନ୍ କାର୍ଡ ମିଳିଛି ? ତାଙ୍କର income certificate କଣ ଦରକାର ସୁଭଦ୍ରା ଯୋଜନା ପାଇଁ,
@chakradharjena4499
@chakradharjena4499 27 дней назад
Jai Shreeram jai jaganath Hey prabhu a Bjp Sarkar ku budhi diyo nija kila ku dakuchu
@santoshswain4111
@santoshswain4111 27 дней назад
Hoinathibe jagare ta hoithibe lekha jaichi..
@jhampeswarsalma8923
@jhampeswarsalma8923 26 дней назад
ଚାରି ନମ୍ବର ପୋଇଁଟି ଭୁଝି ହେଲା nahi ଭଲ କରି ବୁଝନ୍ତୁ
@sukantsahu2671
@sukantsahu2671 27 дней назад
ଅଗ ଚାଷୀମାନଙ୍କୁ ଟଙ୍କା ପଠାଅ
@sukantsahu2671
@sukantsahu2671 27 дней назад
ଆଗ ଚାଷୀମାନଙ୍କୁ ଟଙ୍କା ପଠାଅ
@SIKHYAOKAHANI
@SIKHYAOKAHANI 25 дней назад
Good 😊
@balaramjhankar9002
@balaramjhankar9002 27 дней назад
Marriage person ku Khali diajiba ki... reply please
@PramilaSahu-lq4kj
@PramilaSahu-lq4kj 27 дней назад
Hn
@soumyasahu6857
@soumyasahu6857 27 дней назад
Unmarried paibe nahi 😊😊
@rameshchandrabarik7120
@rameshchandrabarik7120 27 дней назад
Sabu point gurutwahina.
@bharatilipsha
@bharatilipsha 27 дней назад
Heaha Prabhu amananka sunantu
@rudranpadhi7549
@rudranpadhi7549 27 дней назад
🤣🤣😂😂😂
@saumyaranjanbehera9530
@saumyaranjanbehera9530 27 дней назад
Kebethu apply Karajiba kuhantu ?
@SibaramKhilar-s7t
@SibaramKhilar-s7t 27 дней назад
Bhota hateibaku rajnaitika dala bibhinn prakara yojana ଲୋକଲୋଚନକୁ ଆଣିଥାନ୍ତି। ଆଜିକାଲି 60 ରୁ 70 % ମହିଳା ଶିକ୍ଷିତ ହୋଇଥିଲେ ମଧ୍ୟ ସେମାନେ ପୁରା ମୂର୍ଖ ଏବଂ ମେଣ୍ଢା ବୁଦ୍ଧି। ବର୍ତ୍ତମାନ ଦେଖିବାକୁ ଗଲେ ଶତକଡା 20 ଭାଗ ଲୋକ ରାସନ୍ କାର୍ଡ ପାଇପାରି ନାହାନ୍ତି । ଶତକଡା 40 ଭାଗ ଲୋକ କେବଳ ସହରାଞ୍ଚଳ ଲୋକ ଗାଡ଼ି ଘୋଡ଼ା ଥାଇ ମଧ୍ୟ ରାସନ୍ ପାଇଛନ୍ତି ଏପରିକି ଘର ପାଇଁ ଘରଡିହ ସହ 150000 ଟଙ୍କା ଗୃହ ନିର୍ମାଣ ପାଇଁ ସରକାରଙ୍କ ଠାରୁ ସାହାୟ ପାଇଛନ୍ତି । ସୁଭଦ୍ରା ଯୋଜନା ମଧ୍ୟ ସେହିପରି ହେବ। କମ୍ବଳରୁ ବାଳ ବାଛି ହେବ ନାହିଁ କି ପ୍ରକୃତ ହିତାଧିକାରୀ ତାହା ପାଇବେନାହିଁ ।
@LaxmiKant710
@LaxmiKant710 27 дней назад
Nice
@ganeshpradhan6900
@ganeshpradhan6900 27 дней назад
ବାଳ ସେ ଯୋଜନା ନ ହେଲେ ନାଇଁ ମୁଁ ଏତେ ଧନ୍ଦା ରେ ପଡି ପାରିବି ନାହିଁ ଜମି ତ ନାହିଁ ଆଉ କୋଉଠୁ ଇନକମ ସାଠିଫିକେଟ ଆଣିବି ମୂଳ ଲାଗି ଚଳିବି ପଛେ ଆଉ ଏ ସବୁ ପାରିବି ନି l
@khantiodia1289
@khantiodia1289 22 дня назад
ପୁରା ଟଙ୍କା ପାଇବାକୁ 5 ବର୍ଷ ଲାଗିବ ହେ ଭଗବାନ
@TRP918
@TRP918 27 дней назад
Bjp ସରକାର ବାକୀ ମହିଳା କୁ ଦେଓ ବେପାର କରିବା ପାଇଁ ଅନୁମତି ଦିଓ, ଜାର ଜୋମି ନାଇ ସେମାନଙ୍କୁ ଦାଦନ ପୋଡ଼ଓ ,
@mallickcreation7
@mallickcreation7 27 дней назад
Kanak bala abe bahuta khusi thibe pura godi media odisha ku luti nebe
@sabaramsingh1856
@sabaramsingh1856 27 дней назад
Mantri manko wifenku milu subhadra yojana 🎉
@fapulrath6351
@fapulrath6351 27 дней назад
ଏ ହେଇନି କିଛି😂ଦେଖ ଆଗକୁ କଣ ହଉଚି ଜଗନ୍ନାଥ , ତମେ ହିଁ ସାହା
@RajuKandagari-x7k
@RajuKandagari-x7k 27 дней назад
UTV କଣ ମିଚୋ
@GDiamond37
@GDiamond37 24 дня назад
ଏତେ ସବୁ ନିୟମ ଥିଲେ କଣ ଗୋଟେ ଆଦିବାସୀ କିମ୍ବା ଅଶିକ୍ଷିତ ମହିଳା ଏହି ସୁବିଧା ର ଲାଭ କେମିତି ଉଟେଇବ, କଣ ସେଥିପାଇଁ ଚିନ୍ତା କରିଛନ୍ତି ସରକାର। ସେଥିପାଇଁ କହନ୍ତି ନିର୍ବାଚନ ସମୟ ରେ ଭଟ୍ ତ ଦେଲେ ହେଲେ କଣ ମିଳୁଛି, କୌଣସି ଗୋଟେ Scheme ବାହାର କରୁଛନ୍ତି ସେଥିରେ ପୁଣି ଏତେ process କିଏ କରିବ, ଏହା କଣ ଆଦିବାସୀ କିମ୍ବା ଅଶିକ୍ଷିତ ମହିଳା ମାନଙ୍କ ପାଇଁ ସମ୍ଭବ କି? ସେଥିପ୍ରତି ଟିକେ ଧ୍ୟାନ ଦିଆଯାଉ। ଜୟ ଜଗନ୍ନାଥ ❤।
@BaidyanathMajhi-yx2id
@BaidyanathMajhi-yx2id 27 дней назад
Besi khatha kahuchu
@sudhansuroul8094
@sudhansuroul8094 27 дней назад
Right🎉🎉
@janeshkanhar9281
@janeshkanhar9281 27 дней назад
bhai mohan majhira au next electionre gadi au na thiba
@swain.Asha_
@swain.Asha_ 27 дней назад
Amara kalia jojona bhala thila
@BhagiramMajhi-ep6tv
@BhagiramMajhi-ep6tv 27 дней назад
ଲୋଜ୍ୟା ମନେ ମୁମ୍ବାଇ ରୁ asibe ki online କରିବାକୁ
@gajindrapradhan1028
@gajindrapradhan1028 27 дней назад
What Subhadra Subhadra Subadhra?.It is a time pass news.No more then 1 percent ladies will get this benefit.This frud news will run 4/5 months then it will be silent.
@fapulrath6351
@fapulrath6351 27 дней назад
Absolutely correct 🎉
@bulubikash3117
@bulubikash3117 27 дней назад
Simple method
@minutesaboutShantikunjbyDSLenk
@minutesaboutShantikunjbyDSLenk 23 дня назад
ଲୋକ ମାନେ କାମ ନ କରି ସରକାର ଙ୍କ ଦୟା ରେ ଜିଇ ବାକୁ ଚାହାଁନ୍ତି
@rasmitabiswal8947
@rasmitabiswal8947 23 дня назад
ଜାହା ବାପା ଙ୍କର ପେନସନ ଅଛି ଆଉ ତାଙ୍କ ଝିଅ ର ବୟସ ୨୬ ବର୍ଷ ହୋଇଥିବ ସେ ଆବେଦନ କରି ପାରିବେ କି???
@DillipKumarDas-pn5fx
@DillipKumarDas-pn5fx 27 дней назад
Agaku panchayat election asuchhi.rahitha BJP bala, Tama Gela chhadeibe voter.
@pradeep9108
@pradeep9108 27 дней назад
Bala abedan karibe bjp mane khali confusion
@uttambaba6800
@uttambaba6800 27 дней назад
mutton chicken khiyare sari jibo😅😢😂
@Subal_creations.
@Subal_creations. 27 дней назад
Balo na
@Ssjaivlogs
@Ssjaivlogs 27 дней назад
Nice ❤❤❤
@EnitaRaita-qp2sp
@EnitaRaita-qp2sp 27 дней назад
Nabin babu i miss u very much.
@rp_vibes
@rp_vibes 24 дня назад
ଓଡ଼ିଆ ଭାଷାର ଅବସାନ ଘଟୁଛି l କାରଣ ଏଥିରେ ଲେଖନ ଭୁଲ ଅଛି l ଆଉ କୋଉଠି ଭୁଲ ଅଛି ଆପଣ କୁହନ୍ତୁ?
@BidyadharBagarty-h4d
@BidyadharBagarty-h4d 19 дней назад
Shathie Barsha ru adhika maa mananku dia jau semane besi hoirana heuchhanti,
@Pritamsuna-n1f
@Pritamsuna-n1f 27 дней назад
Documents Kon Kon darakar sir
@DeepaTandi-t2o
@DeepaTandi-t2o 27 дней назад
Gandhi Mora BJP
@RabindraMardi-sn6jq
@RabindraMardi-sn6jq 27 дней назад
Aita balo yojana....
@santoshnayak7056
@santoshnayak7056 27 дней назад
ତୁ କଣ କହୁଚୁ ନିଜେ ବିଝିପାରୁଛୁ ନା 🤣🤣🤣🤣🤣
@jagadishsa4284
@jagadishsa4284 26 дней назад
ODISHA BJP LEARN FROM UP BJP TEAM
@subashsamal3730
@subashsamal3730 27 дней назад
Kehi abedan karibye nahi BJP ra micha pratisruti
@rajatmalik135
@rajatmalik135 27 дней назад
Kete % OBC/SC/ST lokanka ra 5 ekara ru adhika jami achhi...janichhanti ki BJP Bala aha dhani lokanka pain garibanka pain nunhe...
@kalingaranjan2074
@kalingaranjan2074 27 дней назад
ଏହା ପରି ଲାଗୁଛି ,ବିଜେପି ଓଡିଶା ଲୋକଙ୍କୁ ବୋକା ବନାଇଛି ଏବଂ ବନାଉଛି ,ଧୀରେ ଧୀରେ ଓଡିଶାର ଲୋକମାନେ ବିଜେପିର ପ୍ରକୃତ ରଙ୍ଗ ଜାଣିବେ |
@hrusikeshrout8026
@hrusikeshrout8026 27 дней назад
Ame bhuji chu tame bhujiba darkar
@JBAnimal1234
@JBAnimal1234 24 дня назад
80% ମହିଳାଙ୍କୁ ତ ସୁଭଦ୍ରା ଯୋଜନା ରୁ ବାହାର କରି ଦେଲେ ଦେବେ କାହାକୁ । Next election ରେ 20 % ଙ୍କୁ ହିଁ ଭୋଟ ମାଗିବ।
@annapurnasahoo7935
@annapurnasahoo7935 21 день назад
Jota khia mohan majhi ମାଡ଼ ଦିଏ ରେ ହାଣ୍ଡିଆଖିଆ କୁ
@suraihansdah881
@suraihansdah881 26 дней назад
Reply karantu sir cm kisan yojana re tonka pau thiba pori bar subhadra yojana re tonka paibe ki nahi ?
@risu_suni
@risu_suni 27 дней назад
Odisha bahare rahuthiba mahila mane apply kariparibe ta
@gobindasahoo3222
@gobindasahoo3222 26 дней назад
ତମେ ଯାହା କହୁଛ ମୋତେ ମାଳିକା ପଢିଲା ଲାଗୁଚି
@somanathmahanta4739
@somanathmahanta4739 27 дней назад
Yojana na scheme age clear kara are BJP
Далее
LIFEHACK😳 Rate our backpacks 1-10 😜🔥🎒
00:13