Тёмный

Suna Besha | Tiniti Ratha Naati Katha 7 | Dr. Ashutosh Prasad Mishra | Suna Besha History 

ODISHA 365
Подписаться 354 тыс.
Просмотров 106 тыс.
50% 1

Why Suna Besha is called BadaTadhau Besha or RajadhiRaja Besha?
When Suna Besha is started ? What is the significance of Suna Besha ?
History of Suna Besha ?
------------
Tiniti Ratha Naati Katha 7
ରଥଯାତ୍ରା ଉପଲକ୍ଷେ ଆମର ସ୍ବତନ୍ତ୍ର ଉପସ୍ଥାପନା "ତିନିଟି ରଥ ନଅଟି କଥା" ଅନେକ ନୂତନ ତଥ୍ୟ, ଅଜଣା କଥା ସହିତ ମହାପ୍ରଭୁଙ୍କ ରଥଯାତ୍ରାର ଅନେକ ଭାବାତ୍ମକ ଦିଗକୁ ଆପଣଙ୍କ ସମ୍ମୁଖରେ ପରଷି ଦେବାର ଏକ ପ୍ରୟାସ, ଆଶା ଆପଣ ମାନଙ୍କୁ ଏହା ଭଲ ଲାଗିବ ଆଉ ମହାପ୍ରଭୁଙ୍କ ପ୍ରତି ଆପଣଙ୍କ ଭାବକୁ ବହୁଗୁଣିତ କରିବ।
ଆପଣଙ୍କ ପ୍ରିୟଜନ ଓ ଜଗନ୍ନାଥ ପ୍ରେମୀଙ୍କୁ ସେୟାର କରିବାକୁ ଭୁଲିବେନି।
ତିନିଟି ରଥ ନଅଟି କଥା ୭
|| ସୁନାବେଶ || ବଡ଼ତଢାଉ ବେଶ || ରାଜାଧିରାଜ ବେଶ ||
---------
Dr. Ashutosh Prasad Mishra
Jagannath Mahima
Odisha 365
-----------
ଶ୍ରୀଜୀଉମାନେ ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି |
ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।
ଭିତରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳୁଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।
-------------------
What is Suna Besha ?
why is Suna Besha celebrated
Significance of Suna Besha
jagannath
puri jagannath mandir
jagannath mandir
prabachan odia
odia prabachan
anubhuti re jagannath
jagannath video
jagannath pravachan
jagannath prabachan odia
jagannath anubhuti
jagannath anubhuti in odia
jagannath mahima in odia
--------
prabachan odia
puri jagannath Suna Besha
puri rath
Suna Besha puri
puri ratha
puri Suna Besha
Suna Besha puri 2023
jagannath Suna Besha 2023
jagannath puri Suna Besha
puri Suna Besha
Suna Besha 2023
jagannath puri Suna Besha
jagannath SunaBesha 2023
rath
puri
rath yatra
rath yatra 2023
jagannath rath yatra
puri rath yatra
puri rath yatra 2023
---------------
#sunabesha
#jagannathmahima #drashutoshprasadmishra #odisha365 #TinitiRathaNaatiKatha

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 174   
@MrPpcops
@MrPpcops Год назад
ଡ଼. ମିଶ୍ର ଙ୍କୁ ଅଶେଷ ଧନ୍ୟବାଦ। ଏତେ ସୁନ୍ଦର ଭାବେ ଆମ ସମସ୍ତଙ୍କୁ ଜଗନ୍ନାଥଙ୍କ ମହିମା ଶୁଣି ଥିବାରୁ । ସେ ଜଗନ୍ନାଥଙ୍କ ଆଶୀର୍ବାଦ ସର୍ବଦା ପ୍ରାପ୍ତ ହୁଅନ୍ତୁ ।
@chinmayabarik6864
@chinmayabarik6864 Год назад
ହେ ମୋ କାଳିଆ ଠାକୁର, ହେ ଭାବ ବିନୋଦିଆ, ହେ କୋଟି ଓଡ଼ିଆର ମଉଡଣି, ହେ ମଣିମା ତୁମେ ଏହି ଭଳି ଭାବ ଲଗାଇ ଥାଅ ତୁମର ଏ ଭାବରେ ଏ ସମସ୍ତ ଜଗତ ଭାବୁକ ହେଉ ଜୟ ଜଗନ୍ନାଥ ପ୍ରଭୁ ଜୟ ଜଗନ୍ନାଥ ପ୍ରଭୁ ତୁମର ଜୟ ହେଉ 🙏🙏🙏🙏
@madhusmitadandpat6073
@madhusmitadandpat6073 Год назад
Jay Jagannath swami nayan Patha gami bhavo tumhe 🙏🙏🙏🙏🙏
@swarnalatadash9171
@swarnalatadash9171 Год назад
😊😊
@sandhyapattnaik2817
@sandhyapattnaik2817 Год назад
ଜୟ ମୋ ମଣିମା ଙ୍କର ଜୟ ହେଉ 🌹🙏🌹🙏 ହେ ମହାପ୍ରଭୁ ମହାବାହୁ ହେ ମୋ ପ୍ରାଣପ୍ରିୟ ସୁନା ମଣିମା 🙏♥️🙏 ଆଶୁତୋଷ ବାବା , ବହୁତ ଭଲ ଲାଗିଲା ମଣିମା ଙ୍କ ସୁନାବେଶ ର ବର୍ଣ୍ଣନା ଟି , ମଣିମା ଙ୍କ କଥାମୃତ ତୁମ ତୁଣ୍ଡ ରୁ ଏମିତି ଶୁଣାଉ ଥାଅ ..
@jayantikumaribehura6561
@jayantikumaribehura6561 Год назад
ଆଶୁତୋଷ ମହାଶୟ, ଆପଣଙ୍କୁ ଜଗନ୍ନାଥ ସୁଖ ଶାନ୍ତିରେ ରଖନ୍ତ, ଆପଣ ତାଙ୍କ କଥା ଏହିପରି ସବୁବେଳେ କୁହନ୍ତୁ
@aadhikari7615
@aadhikari7615 Год назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ହେ ମହାପ୍ରଭୁ କାଳିଆ ଠାକୁର ଦୟାକର ଆସନ୍ତା ବର୍ଷକୁ ଶ୍ରୀକ୍ଷେତ୍ରରେ ରହି ସୁନାବେଶ ଦେଖିବାର ସୌଭାଗ୍ଯ ସମସ୍ତଙ୍କୁ ପ୍ରାପ୍ତ ହେଉ🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@manaskumarmaharana24
@manaskumarmaharana24 Год назад
ମଣିମା, ମଣିମା ମଣିମା ମଣିମା.... ମଣିମା... ମଣିମା... ମଣିମା... ମଣିମା... 😭😭😭ମୋ ମଣିମା... ମୋ ମଣିମା.... ମୋ ମଣିମା... ମୋମଣିମା... ମୋ ମଣିମା 😭😭ମୋ ଧନ ପ୍ରାଣ ମୋ ମଣିମା 🙏🙏🙏🙏
@manaskumarmaharana24
@manaskumarmaharana24 Год назад
ଓଃ କି ଆନନ୍ଦ ସେ ମଣିମା ଡାକରେ 🙏🙏
@bkbarik2322
@bkbarik2322 Год назад
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@manaskumarmaharana24
@manaskumarmaharana24 Год назад
ମଣିମା ମୋ 🙏🙏 Sir ଅପଣ ଯେତେବେଳେ ମଣିମା, ବୋଲି ମୋ ସାଆନ୍ତେ ଙ୍କୁ ସମ୍ବୋଧନ କରନ୍ତି ସେତେବେଳେ ମନ ପ୍ରାଣ ସତେ ସେ ପ୍ରଣବଲ୍ଲଵ ହେଇଯାନ୍ତି 🙏
@mousumiswain5611
@mousumiswain5611 Год назад
🙏🙏🙏🙏🙏💗💗💗💗💗💗💗💗💗💗💗💗💗💗💗💗💗💗💗💗💗
@skrushnareddy6796
@skrushnareddy6796 Месяц назад
ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ 🕉️🙏🕉️🕉️🕉️🙏🕉️🙏🕉️🙏🕉️🙏🕉️🙏🕉️🌼🌻🌻💐🌸🌷🌷💮🍁🏵️🏵️🚩🙌🥀🥥🌺🙏🙏🌼🌻🌻💐🌸🕉️🙏🕉️🕉️🙌🙌🙌🥀🥀🌺🌸🌸💐🌼🌼🕉️🙏🕉️🪔⭕‼️⭕
@smaranikaguguli6879
@smaranikaguguli6879 Год назад
ଅନେକ ଅନେକ ଧନ୍ୟବାଦ ଆଶୁ ଭାଇନା। 🙏🙏ଆମ ମହାପ୍ରଭୁ ଙ୍କର ଏମିତି ଅମୂଲ୍ୟ କଥା ଭେଟି ଦେଉଥିବାରୁ 🙏🙏🙇‍♀🙇‍♀🙇‍♀🙇‍♀🙇‍♀🙇‍♀🙇‍♀ ଜୟ ଜୟ ଜଗନ୍ନାଥ 🙏🙏💐💐
@skrushnareddy6796
@skrushnareddy6796 Месяц назад
ପୂଜ୍ୟ ଶ୍ରୀ ପଣ୍ଡିତ ଆଶୁତୋଷ ପ୍ରସାଦ ମିଶ୍ର ମୋର ଅନନ୍ତ କୋଟି କୋଟି ପ୍ରଣାମ ମହା ପ୍ରଭୁ ଙ୍କ କଥା ଅମୃତ ଶୁଣି ମୋର ଧନ୍ୟ ମୋର ଜୀବନ ଓମ୍ ନମଃ ଶ୍ରୀ ବିଷ୍ଣୁ ନାରାୟଣ ନମଃ ଓମ୍ ନମଃ ଶ୍ରୀ ଲକ୍ଷ୍ମୀ ନାରାୟଣ ନମଃ 🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🌼💐🌸🌺🌷🌷💮🍁🏵️🏵️🚩🥥🥥🌻🥀🌿🌿🍏🌹🍊🍌🍂🍂🌿🍏🌹🍊🍌🥀🙌🌻🌻🥥🚩🏵️🍁🍁💮🌺🌸💐🌼🌼🪔🪔🪔🪔🙏🕉️🙏🕉️🙏🕉️⭕‼️⭕
@mamatapattanayak5854
@mamatapattanayak5854 Год назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏
@NitambiniKar
@NitambiniKar Месяц назад
କି ସୁନ୍ଦର ଭାବମୟ ଉପସ୍ଥାପନା କରିଛନ୍ତି ଭାଇ ❤️
@skrushnareddy6796
@skrushnareddy6796 Месяц назад
ଓମ୍ ନମଃ ଶ୍ରୀ ଲକ୍ଷ୍ମୀ ନାରାୟଣ ନମଃ 🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🌼💐💐🌸🌺🌷💮🍁🏵️🚩🥥🥥🌻🙌🍊🍌🌷💮🍁🏵️🚩🚩🥥🌻🙌🥀🌺🌸💐🌼🙏🕉️🙏🕉️🙏🕉️🙏🪔🪔🪔🪔⭕‼️⭕
@matruashishpatra3550
@matruashishpatra3550 Год назад
Bhaba Binodia Thakura Bhakta Bastshala Hari..... 🙏🙏🙏
@sukantapradhan9943
@sukantapradhan9943 Год назад
ଆଭୂମ ପ୍ରଣାମ ଆଜ୍ଞା।।।।।।।🙏।।।। ମହିମା ଅନନ୍ତ।।।ଜୟ ଜଗନ୍ନାଥ 🙏
@rajendrapati3572
@rajendrapati3572 Месяц назад
ପ୍ରଭୁ ବଳଭଦ୍ର ମଧ୍ୟ୍ୟ ସୁବର୍ଣ୍ଣ ଧାରଣ କରନ୍ତି
@kunjabiharisahoo3945
@kunjabiharisahoo3945 Год назад
He manina ପ୍ରହେଦଶାନଥ radoshamarjsna jarahemanima 🙏🙏🙏🙏🙏🙏🙏🙏🙏🙏🙏💐💐💐💐💐💐💐💐💐💐💐💐❤️❤️❤️❤️❤️❤️❤️❤️❤️❤️❤️❤️❤️🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔
@mromm-lt7nw
@mromm-lt7nw Год назад
ଜୟ ଜଗନ୍ନାଥ
@prasantabehura9071
@prasantabehura9071 2 месяца назад
🙏ଜୟ ଜଗନ୍ନାଥ ମହାପ୍ରଭୁ ତୁ ତ ବଡ ଲୋକ ଏ ଗରିବ ବାପ କୁ କାହିଁକି ପଚାରିବୁ ବଡ଼ ଘରେ ବସିଛୁ ଛପନ ପଉଟି ଭୋଗ ଖାଉଛୁ ସୁନା ରେ ଛାଇହୋଇଛୁ କିଏ ମଲା କେତେ ଗଲା କେତେ ହଉ ତୁ ଭଲରେ ଥା ଏବଂ ତୋର ମା ଏବଂ ସାନ ଭଉଣୀ ଟିକେ ଅନେଇ ଥବୁରେ ମୋ କଥା ଛାଡେ
@sanghamitramishra6788
@sanghamitramishra6788 Год назад
He Mahabahu jagata jananku uddhara kara he prabhu🙏🙏🙏🙏🙏👏
@saiswarupjena2701
@saiswarupjena2701 Месяц назад
ଜୟ ଜଗନ୍ନାଥ ମହାପ୍ରଭୁ❤
@agneyasahoo8697
@agneyasahoo8697 Год назад
❤❤❤❤❤❤❤❤❤❤❤ ⭕❗⭕ 🙏🙏🙏🙏🙏🙏🙏 ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ
@mousumiswain5611
@mousumiswain5611 Год назад
Jay jagannath swami 🙏🙏🙏🙏🙏💗💗💗💗💗💗💗💗💗💗💗💗💗
@knowledgenest2769
@knowledgenest2769 Год назад
ଜୟ ଜଗନ୍ନାଥ 🙏🏻🙏🏻🙏🏻🚩🚩🚩🚩🚩🚩🚩
@sisirchandrapradhan5854
@sisirchandrapradhan5854 Месяц назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
@sandy5788
@sandy5788 Год назад
He maha Prabhu emiti bhakta manku darshan dei chalithantu,apanka krupa sarbada thau🙏🙏🙏🙏🙏🙏,,jai jagannath.
@kartikarana6756
@kartikarana6756 Год назад
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ତୁମରି ବନ୍ଧନରେ ବାନ୍ଧି ରଖପ୍ରଭୁ‌ 🌺🙏🏻🙏🏻🙏🏻🌺
@Ashutosh1158
@Ashutosh1158 Год назад
Jay Jagannath Swami Nayan Patha Gami Bhava Tume Prabhu 🌺🙏🌺
@priyankamohapatra1647
@priyankamohapatra1647 Год назад
ମୋ ଜଗନ୍ନାଥ ସ୍ୱାମୀ ଙ୍କ‌‌‌ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ
@pramilabarik3626
@pramilabarik3626 Год назад
Jay shreejagannath baba🌷❤🌷thanks sir bhalare thantu❤
@rajeshswain7793
@rajeshswain7793 Год назад
ଜୟ ଜଗନ୍ନାଥ Sir ଆପଣଙ୍କୁ ଅନେକ ଅନେକ ଧନ୍ୟ ବାଦ 🙏 ଆପଣଙ୍କ ମୁଖ ରୁ ମହାପ୍ରଭୁ ଙ୍କ କଥା ଶୁଣିବାକୁ ଭାରି ଭଲ ଲାଗେ ଏମିତି ଲାଗେ ଯେମିତି ମହାପ୍ରଭୁ ନିଜେ ଆପଣଙ୍କ କଣ୍ଠ ରେ କୁହାଉଛନ୍ତି
@manjulapatro2183
@manjulapatro2183 Год назад
Jay shree Jagannath Swami 🚩🙏🌈🥰👣🙇🥀🌍👣⚫‼️⚫😘😘😘
@pranabbarik9521
@pranabbarik9521 Год назад
ମହାପ୍ରଭୁ ହେ
@puspalatajena2830
@puspalatajena2830 Год назад
Mo mahapravu he 🙏🙏🙏🙏🙏🙏🙏🙏🙏🙏🙏
@nimaicharansaraf9181
@nimaicharansaraf9181 Год назад
Jay Jagannath
@tarinisenmohapatra1293
@tarinisenmohapatra1293 Год назад
Jay Jagannath Mo Mahaprabhu Nkara Jay Hau Mo Kalia Samanta
@mahimamahapatra4806
@mahimamahapatra4806 Год назад
Bahut bhala lagila Jay Jagannath 🙏🙏🙏
@baijayantimala376
@baijayantimala376 Год назад
Jai Jagannath Swami 🙏🙏🙏🙏🙏🙏🙏🙏🙏
@alekhchandramalik740
@alekhchandramalik740 Год назад
🙏 Jay 🙏 Jagannath 🙏 Swami 🙏🙏🙏🙏🙏🙏
@subasrana4835
@subasrana4835 Год назад
Jay Shree Jagannath 🙏🙏🙏
@user-qz8uo4zo6i
@user-qz8uo4zo6i 6 месяцев назад
Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Sir pranam 🙏
@rahulsethi690
@rahulsethi690 Год назад
Jay jaganath 🙏🙏🙏 . Happy suna besa jaganath ji 🙏🙂
@SabitaKhatei-qi8of
@SabitaKhatei-qi8of Год назад
Jay jagannath Swami🙏🙏🙏🙏🙏🙏🙏🙏🙏🙏🙏
@beeakashbeeakash7441
@beeakashbeeakash7441 Год назад
Badhia laguchi
@subashmohapatra3669
@subashmohapatra3669 Год назад
Ki sundar barnana ❤
@chinmayakumarrout9901
@chinmayakumarrout9901 Год назад
@chitaranjanchhualasingh8026
@chitaranjanchhualasingh8026 Месяц назад
Jai jagannath 🙏🙏🙏🙏🙏🙏🙏
@YatraWithSurya
@YatraWithSurya Год назад
Jai ho Swami Mahaprabhu Bhagwan Jagannath ki, 🙏🏻🌼😇
@kalpanabiswal8252
@kalpanabiswal8252 Год назад
Jay Jagannath 🌹🌹🌹🌹🙏🏻🙏🏻🙏🏻🙏🏻
@sangitarout3563
@sangitarout3563 Месяц назад
I celebrate my birthday every year on this day 😍🥰 JAY JAGANNATH 🙏🙌
@ArunKumar-nx3kr
@ArunKumar-nx3kr Год назад
Jai Jagannath mahabahu
@ratankumarmahapatra7086
@ratankumarmahapatra7086 Год назад
ହରୀବୋଲ ❤ ଏହି ଚାନେଲ କୁ ଚାହିଁ ରହିଥାଉ ଶ୍ରୀ ଜଗନ୍ନାଥ ଙ୍କ ମହିମା ଶୁଣିବା ପାଇଁ 🙏🚩
@biswajitpasupalak3180
@biswajitpasupalak3180 Год назад
😊
@PadiptaPattnik
@PadiptaPattnik Год назад
Jay Sri jaganathha
@santanukumarsahu3244
@santanukumarsahu3244 Год назад
Jay shree jagnnath Swami ji namah
@aprajitapaul2710
@aprajitapaul2710 Год назад
Jai Jagannath 🙏
@prakasinidas8188
@prakasinidas8188 Год назад
ସୁନା ମଣିମା ମୋର 💗🙏💗
@kmswayam6716
@kmswayam6716 Год назад
Jay jagannath swami🙏🙏
@sahilpadhan4417
@sahilpadhan4417 Год назад
Jai.jaganntha🙏🙏🙏💟💟♥️♥️
@jagadishnaik5115
@jagadishnaik5115 Месяц назад
Jay jagarnath 🙏🙏🙏💐💐💐
@bandanaseth5985
@bandanaseth5985 Год назад
Jay jagannath 💙🙏
@skvirat7404
@skvirat7404 Год назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ।🙏
@anitamohanty481
@anitamohanty481 Год назад
Mahaprabhu may bless you with all happiness. Thank you very much sir for giving this knowledge about our beloved Lord.Stay blessed 🙏
@pravatiswain8794
@pravatiswain8794 Год назад
Jaya jagannath 🙏
@JituSwain-nm7ic
@JituSwain-nm7ic Год назад
Jai jagannath
@RAJENDRATAK-le9ke
@RAJENDRATAK-le9ke Год назад
यदा समुद्रदेवः पद्मनाभस्वामी जी इत्यस्य चरणस्य प्रशंसा करिष्यति तदा बहु प्राणहानिः भविष्यति, सर्वकारः अपि हस्तं उत्थापयिष्यति, साहाय्यं अपि याचयिष्यति, तदा कोषस्य उपयोगः जनानां कृते सहकार्यार्थं भविष्यति, यत् भविष्यति प्रसाद इति भक्तैः स्वीकृताः भवन्तु। तस्मिन् समये द्वारं उद्घाटितं भविष्यति यत् सर्वेषां भक्तानां जनानां साहाय्यार्थं ईश्वरस्य साहाय्यम् अस्ति। कल्की दसमावतार भगवान श्री हरिमाहविष्णु महानारायण 👣📿🔔🚩🪔🙏🪔 जब पद्मनाभ स्वामी जी के चरणों का स्तवन समुद्रदेव करेगें बहुत अधिक जनहानि होगीं सरकार भी हाथ खड़े कर लेगी वो भी सहायता मांगेगी तब प्रजा के लिए खजाने का प्रयोग सहयोग हेतु किया जाएगा जो कि भक्तजन प्रसाद स्वरूप ग्रहण करेंगे। उस समय दरवाजा खोल दिया जाएगा जो कि प्रजाजन की सहायतार्थ सभी भक्तों को भगवान का सहयोग हैं। कल्कि दशमअवतार भगवान श्री हरिमहाविष्णु महानारायण🪔🕉🌞🌏🌝🪐🔱⚔️⚖️🏹🌈🐳🐌🐢🐍🦎🐊🐗🦁🐯🫎🐏🐐🐮🦬🐇🐕🐶🦊🐈🐁🦣🦄🐻🦍🦉🐓🦚🐤🕊🦅🦢🐚✌️👣📿🔔🚩🪔🙏🪔ଯେତେବେଳେ ସମଦ୍ରଦେବ ପଦ୍ମନାଭ ସ୍ ami ାମୀ ଜୀଙ୍କର ପାଦକୁ ପ୍ରଶଂସା କରିବେ, ସେଠାରେ ଅନେକ ଜୀବନ ହାନି ହେବ, ସରକାର ମଧ୍ୟ ହାତ ବ raise ାଇବେ, ସାହାଯ୍ୟ ମଧ୍ୟ ମାଗିବେ, ତା’ପରେ ଟ୍ରେଜେରୀ ଲୋକଙ୍କ ସହଯୋଗରେ ବ୍ୟବହୃତ ହେବ, ଯାହା ହେବ ଭକ୍ତମାନେ ପ୍ରସାଦ ଭାବରେ ଗ୍ରହଣ କରନ୍ତୁ | ସେହି ସମୟରେ ଦ୍ୱାର ଖୋଲାଯିବ ଯାହା ସମସ୍ତ ଭକ୍ତଙ୍କୁ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ God's ଶ୍ବରଙ୍କ ସାହାଯ୍ୟ | କାଲ୍କି ଦଶମାଭତର ଭଗବାନ୍ ଶ୍ରୀ ହରିମାହାଭିଷ୍ଣ ମହାନାରାୟଣ 👣📿🔔🚩🪔🙏🪔 When Samudradev will praise the feet of Padmanabha Swami ji, there will be a lot of loss of life, the government will also raise its hands and ask for help, then the treasury will be used for cooperation for the people, which will be accepted by the devotees as Prasad. At that time the door will be opened which is God's help to all the devotees to help the people. Kalki Dasamavatar Bhagwan Shri Harimahavishnu Mahanarayan 👣📿🔔🚩🪔🙏🪔
@geetanjaliacharya6079
@geetanjaliacharya6079 Год назад
Om Jay jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏Very good message sir 🙏🏻 God bless you to your family sir 🙏🏻 And all sir 🙏🏻
@saraswatidash6469
@saraswatidash6469 Год назад
Jay jagannath👃👃👃
@debabrataroutray1596
@debabrataroutray1596 Год назад
JAY JAGANNATH
@sanjayarout9580
@sanjayarout9580 Год назад
Jay ❤ Jagannath ❤
@damodarpradhan3168
@damodarpradhan3168 Год назад
EXCELLENT
@puspanjali4560
@puspanjali4560 Год назад
Jay jaganatha
@tunipradhan3390
@tunipradhan3390 Год назад
Jay jagannath ki
@ranjitbiswal1555
@ranjitbiswal1555 Год назад
ଜୟ ଜଗନ୍ନାଥ🙏 ମହାପ୍ରଭୁ ଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ନାହିଁ
@prasantasing771
@prasantasing771 Год назад
Jay shree jagarnath ,, bhaba ra thakura
@pareshkhuntia4024
@pareshkhuntia4024 Год назад
Jay mahapravu
@swarnapravaguru6909
@swarnapravaguru6909 6 месяцев назад
Jay Jagannath Mohaprabhu 🙏🙏 Sir aapan nka upastapana ku jete kahile kam hebe
@dashpapu7582
@dashpapu7582 Год назад
Jay Jagannath 🙏🙏🚩🚩,bahut sundara bani.
@baikunthanathacreationsnay1414
🙏🙏🙏🙏
@krushnapatra6312
@krushnapatra6312 Год назад
🙏ଜୟ ଜଗନ୍ନାଥ 🙏🙏🌺💐
@subasrana4835
@subasrana4835 Год назад
He Prabhu Jagannath mate rakshya kar mu bhasijauchhi mate rakha Jagannath 🙏🙏🙏
@RadheSakhi
@RadheSakhi Год назад
Jay Jay Shree radhe 🙏🙏🙏🙏🙏👌👌👌👌👌👌👌👌👌👌👌👌👌
@mahanpuja7915
@mahanpuja7915 Год назад
Jai jai Prabhu Jagannath!
@bibhutiroul1506
@bibhutiroul1506 Год назад
Jai Jagannath Jai Maa Laxmi...
@aestheticblue5955
@aestheticblue5955 Год назад
Jai Jai Jagannath please continue this series
@arunsahoo3027
@arunsahoo3027 Год назад
Jayjagannathaswaminayanpathagami
@bhabanijenamani6069
@bhabanijenamani6069 Год назад
Mo kalia re.❤❤
@hiraklatadash2550
@hiraklatadash2550 Год назад
Jay mahaprabhu
@anusayamohanty1775
@anusayamohanty1775 Год назад
Sir pranm Am mahaprabhu😢
@user-hk9gw8ow6r
@user-hk9gw8ow6r Год назад
🙏🙏🙏🙏🙏🙏🙏🙏🙏🙏🙏🙏
@adityamohanty8838
@adityamohanty8838 Год назад
Joy SriJagannath🙏🙏
@MirabaiNayak-bj5ff
@MirabaiNayak-bj5ff Год назад
🙏🧡🙏🧡🙏🧡🙏🧡🙏🧡🙏🧡🙏🧡🚩🚩🚩🚩🚩🚩🚩
@nirbhikranjansahoo1404
@nirbhikranjansahoo1404 Год назад
Jay Jagannath ❤️ Jay balabhadra ❤️ Jay Maa subhadra ❤️ Jay Maa Laxmi ❤️
@manojnayak7578
@manojnayak7578 Год назад
Jay Jagannath Jay Jagannath Jay Jagannath 🙏🙏🙏
@sitarani814
@sitarani814 Год назад
Jay jagannath 🙏🙏❤❤💕💕🌹🌹
@ShyamsaritaJena-wg3zc
@ShyamsaritaJena-wg3zc Год назад
Jay Jay shree Jagannath mahapravu sunare sajita suna thakura suna veshe dishe ki manohara
@user-Priya576
@user-Priya576 Год назад
He mabahu
@dharmeshmahanty9303
@dharmeshmahanty9303 Год назад
⭕❗⭕🙏🙏
@lalitabaral7881
@lalitabaral7881 Год назад
🪔🪔🙏🙏🙏🚩🚩👍👍👌👌🥰💐💐💐🌹🌹👏👏❤️
@amitapatra4356
@amitapatra4356 2 месяца назад
Papa
Далее
ДОМИК ДЛЯ БЕРЕМЕННОЙ БЕЛКИ#cat
00:45
Cute
00:16
Просмотров 3,7 млн