Тёмный

Syama Bandhu Rupa (Banamali) | ଶ୍ୟାମ ବନ୍ଧୁ ରୂପ | Bishnupriya Mohanty | Odissi Music (ଓଡ଼ିଶୀ ସଙ୍ଗୀତ) 

Odissi Music (ଓଡ଼ିଶୀ ସଙ୍ଗୀତ)
Просмотров 9 тыс.
50% 1

Rare archival Odia radio recordings, primarily with a focus on traditional Odissi classical music : Odissi, Chhanda, Champu, Chautisa, Gitagobinda, Bhajana, Janana, Koili, Charjyapada and more written by ancient Odia poets such as Mahakabi Jayadeba, Kabi Samrat Upendra Bhanja, Kabisurjya Baladeba Ratha, Kabi Kalahansa Gopalakrusna Pattanayaka, Banamali Dasa, Dinakrusna Dasa, Bhakta Charana Dasa, etc.
#OdissiMusic #ଓଡ଼ିଶୀସଙ୍ଗୀତ

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 7   
@odissimusic3308
@odissimusic3308 2 года назад
ଓଡ଼ିଶୀ ସଙ୍ଗୀତ କବି ବନମାଳୀ ଦାସ ଶ୍ୟାମ ବନ୍ଧୁ ରୂପ ସଖୀ ଦେଖି ଆଖି ରହେ ଲାଖି ଗୋ । ଘୋଷା । ଶିରେ ତା ସେବତୀ ଚୂଳ ଭଲା ଦିଶଇ ମଞ୍ଜୁଳ ଅଳକା ଶୋହେ କପାଳ କେଉଁ ବିହି ନିର୍ମାଣିଛି ଗୋ । ୧ । ଅଧରେ ମୋହନ ବେଣୁ ବତ୍ସା ଘେନି ଆସେ ବନୁ ନୀଳମଣି ଜିଣି ତନୁ ଦେଖି ତ ମନ ଝୁରୁଛି ଗୋ । ୨ । ପୟରେ ଶୋହେ ବାଜେଣୀ ବାଜୁଥାଇ କିଣିକିଣି ଶୁଣି ହୃଦ ହୁଏ ହାଣି କେ ଧଇର୍ଯ୍ୟ ପାରେ ରଖି ଗୋ । ୩ । ଭାଷଇ ଯେ ବନମାଳୀ ଏ ରସରେ ଭାଳି ଭାଳି ଦେଲା ମୋ ହୃଦୟ ଜାଳି ମଦନ ଶରକୁ ଯୋଖି ଗୋ । ୪ ।
@manoranjankhuntia7589
@manoranjankhuntia7589 2 года назад
Mana prana dhanya hoijauchhi. Jay Shri Shri Shri Chaturddhamurti.
@manoranjankhuntia7589
@manoranjankhuntia7589 2 года назад
ଓଃ, ପରମ ଭାଗ୍ୟ ମୋର, ମୋ ମାଟିର ଏହି ସଙ୍ଗୀତ ଆଜି ଏ ଅଧମ ର କର୍ଣ୍ଣଗହ୍‌ୱରରେ ପଡ଼ି ଧନ୍ୟକରିଦେଲା। ସମସ୍ତଙ୍କୁ ଆଭୂମ ପ୍ରଣାମ।
@prafullasahoo1199
@prafullasahoo1199 6 месяцев назад
Very sweet voice
@godabarimangaraj5027
@godabarimangaraj5027 2 года назад
Jay Jagannath
@pravatjena4046
@pravatjena4046 2 года назад
Beautiful singing
@forestswaras
@forestswaras Год назад
Which raga and tala?
Далее
Raag Ahir Bhairav in Bansuri (flute) by D. Madhusudan
40:01
Indian Odissi dancer Sujata Mohapatra
19:17
Просмотров 63 тыс.