Talbandharpani Singersarbeswar folksong
|| TAL BANDHAR PANI|| ତଲବନ୍ଧରପାନି || NEW KALAHANDIA SONG||
ଇ ବଛରେ ବହୁତ ବଢିଆ ଲୋକଗୀତ ଟେ ତିଆରି ହେଇଛେ ତଲ ବନ୍ଧର ପାନି । ଗୁଟେ ଗହଳି ଗାଁ ର ନିଚ୍ଛକ ପ୍ରତିଛବି ଟେ ଇନେ ଦେଖବାର କେ ପାଏମା ।ପରଦେଶ ନେ ଥାଇ କରି ଗାଁ କେ ଫେରିଛେ ପରାଦେଶିଆ ରସିଆ ଆର ସେନର ପାନି ପବନ ଚାଲିଚନ ଆର ଇନର ଚାଲିଚଳନ ର ତଫାତ ବାରି ହେଇ ଯାଉଛେ ।ବନ୍ଧର ପାନି ଗାଧିକରି ଖାସି ଲେଶମ ହେବାର ବେଲାକେ ଡରି ଯାଉଛେ ପରାଦେଶୀ ରସିଆ ।ରସାଳି ପାସକେ ଯାଇକରି କହେଲା ବେଲକେ ଉତ୍ତର ନେ ତାର ସମାଧାନ ପାଇଯାଉଛେ ।
* VOICE - #SARBESWAR BHOI
#SANGITA ROUT
* MUSIC - #SARBESWAR BHOI
* LYRICS - SUMIT ROUT ,#Bhawanipatana ,
* PRODUCER - KRISHNA BAG ,
Thuapadar Bhawanipatana
* RECORDING STUDIO - GHUMURA STUDIO
MADANPUR,RAMPUR
* RECORDIST - BIKASH BHAI & MANTU
BHAI
* RYTHEM - MANTU BHAI, DULA BHAI, RAJIBA& RAKESH
* STUDIO VERSON EDITING - SK DIGITAL,BHAWANIPATNA
16 сен 2024