Тёмный

TARZAMA : ମହିଳାଙ୍କୁ ଶୁଣାଇଲେ ନବୀନ, ଦେବୀ ଦେଲେ ଇଶାରା... | Nirbhay Suchana 

Nirbhay Suchana
Подписаться 41 тыс.
Просмотров 6 тыс.
50% 1

ଆକ୍ଟିଭ ମୋଡ଼ରେ ବିଜେଡି। ଚାଲିଛି ଘନ ଘନ ବୈଠକ। ବିଜେଡି ବିଧାୟକ ସରକାରଙ୍କୁ ବିଧାନସଭାରେ ଶାଣିତ ଆକ୍ରମଣ କରିଥିବା ବେଳେ ଏପଟେ କିଛି ଦିନ ହେଲାଣି ଚଳଚଂଚଳ ହୋଇଛି ଶଙ୍ଖ ଭବନ। ନିର୍ବାଚନରେ ବିଜେଡ କ୍ଷମତାକୁ ଫେରି ନ ପାରି ଏବେ ବିରୋଧୀ ଭୂମିକା ତୁଲାଉଛି। ପରାଜୟର କାରଣ ଖୋଜିବା, ଗ୍ରାଉଣ୍ଡ ନେତାଙ୍କ ମତ ନେବା ପାଇଁ ବିଜେଡିର ଶୀର୍ଷ ନେତୃତ୍ବ ବିଭିନ୍ନ ବର୍ଗଙ୍କୁ ନେଇ ସମୀକ୍ଷା କରୁଛନ୍ତି। କିଛି ଦିନ ପୂର୍ବରୁ ପ୍ରଥମେ ଛାତ୍ର ବିଜେଡି କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ କରିଥିଲେ ନବୀନ। ବିଭିନ୍ନ ଜିଲ୍ଲାରେ ଦାୟିତ୍ବରେ ଥିବା ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ।
#BJP #BJD #NaveenPatnaik #Odisha #sankhabhawan #mohanmajhi #debimishra
Watch NirbhaySuchana and stay tuned for all the breaking news in Odia !
Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.
#Tarzama #Tarjama #NirbhayaSuchana #NirbhaySuchana #OdishaNews #Bhubanewswar #OdishaPolitics #Politics
Like, Share and must Comment.
Subscribe This Channel & Must Click The Bell Icon 🔔.
Thanks For Watching
Nirbhay Suchana
RU-vid Link: / nirbhaysuchana
Facebook Link: / nirbhaysuchanaofficial
Instagram :

Опубликовано:

 

16 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 4   
@gurucharanmohapatra4508
@gurucharanmohapatra4508 12 дней назад
Very befitting News presentation and truthful presentation of facts in the present context
@bijayparida8085
@bijayparida8085 12 дней назад
ନବୀନ ବାବୁ ଓଡ଼ିଆ ଲୋକଙ୍କ ହୁଦେୟରେ ଅଛନ୍ତି
@RadheshyamBag-m4h
@RadheshyamBag-m4h 12 дней назад
BJD nabin jindabad ❤❤❤
@Rasmiranjandasa
@Rasmiranjandasa 12 дней назад
Namskar mu stayabar......Apana dekhuchanti kusuma..😂😂😂😂
Далее