Тёмный

Tensions Within BJD Against Pandian And Bobby | Nirbhay Gumara Katha 

Nirbhay
Подписаться 286 тыс.
Просмотров 73 тыс.
50% 1

Tensions Within BJD Against Pandian And Bobby | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political RU-vid Channel.
Odisha's Fastest Growing Political RU-vid Channel.
Odisha's Fast Ever Only Political RU-vid Channel.
Odisha's Most Popular Political RU-vid Channel.
For Latest Odisha Political News Follow us:
RU-vid: www.youtube.co....
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Опубликовано:

 

4 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 326   
@kishorkumarbeherakishor1405
@kishorkumarbeherakishor1405 3 месяца назад
ନବୀନ ଭାଇନା 🙏🏻 ଆପଣଙ୍କ କଥା ସ୍ବର ରୁ ଜଣା ପଡୁଛି ଆପଣଙ୍କ ସ୍ବାସ୍ଥ୍ୟର ଅବସ୍ଥା ଠିକ ନଥିବା ସ୍ବତେ , ଓଡ଼ିଶାର ସାଧାରଣ ଲୋକଙ୍କ ପାଇଁ ଯେଉଁଭଳି କାର୍ଯ୍ଯ କରୁଛନ୍ତି ତାହା ଅବିସ୍ମରଣୀୟ ।। 💥🚩🙏🏻ଜୟ ଶ୍ରୀଜଗନ୍ନାଥ🙏🏻🌱🌾
@rohankumarnayak2685
@rohankumarnayak2685 3 месяца назад
Slurry speech suggested towards lacunar stroke. Hoping & Praying for his safety. Sir pls consult and start therapy...asap..
@bijayanandasatpathy9488
@bijayanandasatpathy9488 3 месяца назад
ଆଜ୍ଞା ନମସ୍କାର। ଆଜି ବହୁତ୍ ବିଳମ୍ବ ହେଲା ଆପଣଙ୍କ ଉପସ୍ଥାପନା। ଆଉ ଆଜି ଅଡିଓ problem thila ପରି ଲାଗୁଛି ନା ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ଆଜି ଠିକ୍ ନାହିଁ ।
@laxmidharabarik2952
@laxmidharabarik2952 3 месяца назад
ପାଣ୍ଡିଆନ ବିଜେଡ଼ି ରେ ଯେତେଦିନ ରହିବେ ବିଜେଡ଼ି ସେତେ କ୍ଷତିଗ୍ରସ୍ତ ହେବ।
@jayshreeramjayram2091
@jayshreeramjayram2091 3 месяца назад
ଆଗାମୀ ପାଞ୍ଚ ବର୍ଷ ରେ BJD ଲୋପ ହୋଇଯିବ ଓଡ଼ିଶାରୁ ଜୟ ଜଗନ୍ନାଥ
@AllInOne-qz6ci
@AllInOne-qz6ci 3 месяца назад
BJD ଲୋପ ହେଇଯିବ । ଭବିଷ୍ୟତ ରେ ଓଡିଶା ର ସବୁ ବିକ୍ରି ହୋଇ ଯିବ। ଆଉ ଆପଣ ଙ୍କ ପିଲା exam ଦେଲେ 50 ଲକ୍ଷ ଦରକାର ପଡିବ ତେଣୁ ଆଜିଠୁ 50 ଲକ୍ଷ ଯୋଗାଡ଼ କରିବା ଆରମ୍ଭ କରନ୍ତୁ।
@amareshbhoi2747
@amareshbhoi2747 3 месяца назад
Hn thik j bhai neet scan pain aji paryanta gute vedeo banei nahanti ethu janapaduche
@diptiskumarbal3778
@diptiskumarbal3778 3 месяца назад
Bjd lop Kariba paye a valia chanel regular lagichanti . Bjd ku lop kale ea uthibe
@laxmiprasadmohanty3690
@laxmiprasadmohanty3690 3 месяца назад
ଆଜି କାହିଁକି sound ଠିକ୍ ଆସୁନାହିଁ , May be some technical error।
@sudhakarsahu3252
@sudhakarsahu3252 3 месяца назад
​@@diptiskumarbal3778ଈଶ୍ୱର ଯାହା କରନ୍ତି ସମାଜର ମଙ୍ଗଳ ପାଇଁ
@abhiramsahoo5642
@abhiramsahoo5642 3 месяца назад
ଆଜ୍ଞା ଖୁବ୍ ଭଲ ଲାଗିଲା ଆଲୋଚନା ! ଆପଣଙ୍କ ଉପରେ ଠାକୁରଙ୍କର ସର୍ବଦା ଆଶୀର୍ବାଦ ରହିଥାଉ ! ଆପଣ ସୁସ୍ଥ ନୀରୋଗ ରୁହନ୍ତୁ ! ଏହା ଆମ ସମସ୍ତଙ୍କର ପ୍ରଭୁଙ୍କ ନିକଟରେ ପ୍ରାର୍ଥନା !
@trilochanpatnaik6321
@trilochanpatnaik6321 3 месяца назад
Mrs. Pandian ତାଙ୍କ ଝିଅ କୁ matriculation ପାଠ ପଢେଇ ବାକୁ ଯାଇଛନ୍ତି, mr. Pandian ନବୀନ ନିବାସ ରେ ନବୀନ ବାବୁ ଓ କ୍ରୀତଦାସ ମାନଙ୍କୁ ରାଜନୀତି ବିଜ୍ଞାନ ( ରାଜନୀତି ନାଟକ) ପାଠ ପଢ଼ାଇ ବା ପାଇଁ ସନ୍ନ୍ୟାସ ବ୍ରତ ନେଇଛନ୍ତି।
@gajendrabadaraita9832
@gajendrabadaraita9832 3 месяца назад
Pandian chor ku police lagai dhara
@dipaksamudra5171
@dipaksamudra5171 3 месяца назад
ସାର୍ ଏସବୁ ଭିତରେ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଟିକେ ଧ୍ୟାନଦିଆନ୍ତୁ।
@sudhanshusekharapadhy9436
@sudhanshusekharapadhy9436 3 месяца назад
Nija Bapa maa nka swastha katha tike pachari bujha
@nikeshmahapatra8167
@nikeshmahapatra8167 3 месяца назад
Sir is going to be no more..
@entertainmentinformation7624
@entertainmentinformation7624 3 месяца назад
@@nikeshmahapatra8167 To family ta no more heigale kemiti lagiba.
@janakiballavdash73
@janakiballavdash73 3 месяца назад
ନୂଆ ସରକାର କିନ୍ତୁ ପୁରୁଣା ପ୍ରଶାସନ। ପ୍ରାୟ ଏକ ମାସ ହୋଇଗଲା କିନ୍ତୁ ପ୍ରଶାସନରେ ପରିବର୍ତ୍ତନ ନାହିଁ। ତେଣୁ ଏହି ସରକାରଙ୍କ କାର୍ଯ୍ୟଧାରା ସନ୍ଦେହାତ୍ମକ
@jagannathmishra5300
@jagannathmishra5300 3 месяца назад
ଆଜ୍ଞା ଏତେ ସବୁ କଣ ପାଇଁ ହେଉଛି; ଏତେ ସବୁ ଦୁର୍ନୀତି ଅଭିଯୋଗ ର ତଦନ୍ତ କେବେ ହେବ ଜାଣିବା ଦରକାର।
@karan124t
@karan124t 3 месяца назад
ସାର୍, ଆପଣଙ୍କ ସ୍ଵାସ୍ଥ୍ୟ ଠିକ୍ ନଥିଲା ଭଳି ଲାଗୁଛି, ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ. ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ, ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା ❤🙏
@PrasantaKumarSahoo-65
@PrasantaKumarSahoo-65 3 месяца назад
ଆଜ୍ଞା ନମସ୍କାର, ଏବେ ଆମେ ଦେଖୁଛୁ ଯେ ରାଜ୍ୟସଭାରେ ଆମ ବିଜେଡ଼ି MP ମାନେ ଜୋରଦାର ହଙ୍ଗାମା କରୁଛନ୍ତି, ହଉ ରାଜ୍ୟ ର ସ୍ୱାର୍ଥପାଇଁ ହଙ୍ଗାମା କରିବା ଗୋଟେ ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ ଶାସନ କଳରେ ଥିଲାବେଳେ ଏମିତି କରିଥିଲେ ବୋଧେ ରାଜ୍ୟ ର ଭାଗ୍ୟ ଟିକେ ପରିବର୍ତ୍ତନ ହୋଇଥାନ୍ତା। ସେତେବେଳେ କଣ 'P ଲିସିସ ' ହେଇଥିଲା କି ତୁଣ୍ଡରେ।
@susantkumarsahoo4967
@susantkumarsahoo4967 3 месяца назад
ଓଡିଶାରେ ଭାଜପା ସରକାରକୁ ଶାସନ କରିବାକୁ ହେଲେ 'ନିର୍ଭୟ' ର ପ୍ରତ୍ୟକ episode ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ..... ଜଗନ୍ନାଥଙ୍କ ପାଖେ ମୋର ଏତିକି ପାର୍ଥନା ନିର୍ଭୟ ଦୀର୍ଘାୟୁ ହେଉ..... 🙏🏻🙏🏻🙏🏻
@gokulanandadas4048
@gokulanandadas4048 3 месяца назад
ପିଲାଙ୍କୁ ପାଠ ପଢ଼ାଇବା ଅଛି ଚାକିରିରୁ ଅବସର ନେଇଯିବା ଉଚିତ୍ , ଦେଲିଭୋରି ଛୁଟି 6 ମାସ ଛୁଆଙ୍କୁ ପାଠ ପଢ଼ାଇବା 6 ମାସ ସରକାରୀ କାମ କରିବା କେତେବେଳେ , କିନ୍ତୁ ଛିପା ମାରି ମାସ ଶେଷରେ ଦରମା ଗଣିନେଉଛ ,
@chandipadapanda4707
@chandipadapanda4707 3 месяца назад
ବହୁଦିନର ଅବଦମିତ ଅସନ୍ତୋଷର ନିଆଁ କୁହୁଳିବା ନିମନ୍ତେ ବବି ,ଜିତୁ ଓ ପାଣ୍ଡିଆନ ଯଥେଷ୍ଟ ଇନ୍ଧନ ଠୁଳ କରି ଦେଇଛନ୍ତି ଯାହାର ପ୍ରଭାବରେ ଏହି ଦାବାଗ୍ନି ପ୍ରଶମିତ ହେବା ଅସମ୍ଭବ ଅଟେ ।
@bulusethy9220
@bulusethy9220 3 месяца назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ❤❤❤❤❤
@basantasahu3719
@basantasahu3719 3 месяца назад
ଆସନ୍ତା ପାଞ୍ଚ ବର୍ଷରେ ବିଜୁଜନତା ଦଳ ଲୋପ ପାଇ ଯିବ. ଓଡିଶା ରେ କଂଗ୍ରେସ ଓ ବିଜେପି ଦଳ ରହିବେ.
@suryakantadash7232
@suryakantadash7232 3 месяца назад
ପାଣ୍ଡୁ ଗୋଟେ ଅଲାଜୁକ ଆଉ ନବୀନ ହେଲା ପରମ ଅଲାଜୁକ। ଜଣେ ଅନ୍ୟ ଜଣ ଙ୍କ ମୁହଁ ନ ଦେଖିଲେ ଦୁହିଁଙ୍କ ର ଭାତ ହଜମ ହଉନି।
@ajitkumarpanda6388
@ajitkumarpanda6388 3 месяца назад
ସବୁ ରୋଗ ର ପ୍ରତିକାର ହେଲା ED ଏବଂ CBI,,,,,,,,ଅବଶ୍ୟ ଅପେକ୍ଷା ର ଫଳ ମିଠା,,,,,,,,ଗରମ ଜାଉ କୁ ଥାଳି କଡ ରୁ ଧୀରେ ଧୀରେ ଖାଇଲେ ହିଁ ଖାଇହେବ,,,,,,ମୋହନ ସରକାର ଧୀରେ ଧୀରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସମସ୍ତଙ୍କର ଆଶା,,,,,
@karunakardas151
@karunakardas151 3 месяца назад
ପାଣ୍ଡିଆନ ବବିଦାସ ଦୁଇଜଣ ଙ୍କ ଯୋଗୁଁ ବିଜେଡ଼ି ଦଳ ଭାଙ୍ଗି ଚୂରୁମାର ହୋଇ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବ
@manjupravamishra8000
@manjupravamishra8000 3 месяца назад
ଜୟ ଶ୍ରୀ ଜଗନ୍ନାଥ 🌹🙏।
@Rajanibiswal2024
@Rajanibiswal2024 3 месяца назад
ସାର୍ ନମସ୍କାର ଆଜି ଡେରିରେ ଆସି ଥିବାରୁ ଅଶେଷ ଅଶେଷ ଧନ୍ୟବାଦ
@santoshkumarsahu6586
@santoshkumarsahu6586 3 месяца назад
🙏🌹🙏Jay Sri Jagannath 🙏🌹🙏 Das Sir Nku Mora Pranam ❤️🙏❤️Sir Kichhi Deri KariNahanti Jaha Sabu Hoichhi Samaya Ra Ichhare Hoichhi 🙏🌹🙏
@gajendranathjena356
@gajendranathjena356 3 месяца назад
ଦୁଇଫାଳ ହେବ ବିଜୁ ଜନତାଦଳ ଦୁଇଫାଳ ନିକଟରେ ହେବ ନବିନ ଏକାନେତାଏକା ଥିବ ଆଉନାହିଁ ସରକାରୀ ଦଳ କେହି ଶୁଣିବନି
@lluluLuludas
@lluluLuludas 3 месяца назад
ବିଜେଡ଼ି ସଂପୂର୍ଣ୍ଣ ଭାବେ ଓଡ଼ିଶାରେ ଲୋପ ହେବା ପର୍ଯ୍ୟନ୍ତ ପାଣ୍ଡୁ ମହାଶୟ ନବୀନ ନିବାସରେ ରହିବେ
@Jagannath-oc9ht
@Jagannath-oc9ht 3 месяца назад
ହଁ ସେମିତି ହିଁ ହେଉ। ବିଜେଡି ରାଜ୍ୟ ର ଅନେକ୍ ଅନେକ୍ କ୍ଷତି କରିଛି ।
@durgaprasadsamantaray7084
@durgaprasadsamantaray7084 3 месяца назад
ଆଜ୍ଞା ନମସ୍କାର। ଆଜି ବୋଧହୁଏ ଆପଣ ଙ୍କ ସ୍ବାସ୍ଥ୍ୟ ଭଲ ନାହିଁ, ତେଣୁ କଣ୍ଠସ୍ୱର ର ଅଲଗା ଶୁଭା ଜାଉଛି। ଯେ ଜାହା ଅର୍ଜ୍ଇ ସେ ତାହା ଭୁଞ୍ଜଇ, ମିଛେ ମିଛେ ପ୍ରାଣୀ କର୍ମକୁ ନିନ୍ଦ୍ଇ।
@ranjitpurungarh
@ranjitpurungarh 3 месяца назад
ଜୟ ଜଗନ୍ନାଥ ଭାଇନା କଣ ହେଲା ଅପଣଙ୍କ ଦେହଭଲ ନାହିଁକି plz keep rest.....
@sudharbindapatnaik7315
@sudharbindapatnaik7315 3 месяца назад
ସମୟ ଆସିବ, ସମସ୍ତେ ଜାଣିବେ ନବୀନ ବାବୁ ଆଉ ପଣ୍ଡିଆନ୍ ଙ୍କ ମଧ୍ୟରେ କୋଉ ପ୍ରକାର ସମ୍ପର୍କ ଥିଲା।
@bhaktabandhusahu3905
@bhaktabandhusahu3905 3 месяца назад
Prabhu Jaganath Apanka Swastyabasta bhal karantu aha hi prarthana 🙏
@pradeepsahoo5693
@pradeepsahoo5693 3 месяца назад
ଖଣି ଦୁର୍ନତି ର ଦୋଷୀ ମାନଙ୍କୁ ଆଗେ ଜେଲ୍ ରେ ପୁରାନ୍ତୁ।
@ajaykumardas-vt3fw
@ajaykumardas-vt3fw 2 месяца назад
BAHUT BHALALAGILA
@abhijitprusty7565
@abhijitprusty7565 3 месяца назад
ସାର୍ ଆଜି ଡେରି ହେଲା।
@subodhakumardash6750
@subodhakumardash6750 3 месяца назад
ବହୁତ ସୁନ୍ଦର ବିଶ୍ଲେଷଣ, ଧନ୍ୟବାଦ, ଆପଣ ଆଉ ବେଶୀ ଗୁମର ଖୋଲି ସତର୍କ କରନ୍ତୁ ନାହି,ବହୁ ଦିନ ଧରି କ୍ଷମତା ଉପଭୋଗ କରିଛନ୍ତି, ଜଗନ୍ନାଥ ନିଶ୍ଚିତ କିଛି କରିବେ
@TirtharajPanda
@TirtharajPanda 3 месяца назад
Jai Jagannath Sir In office after lunch break waiting for "UR" video daily
@sunakarpradhan2466
@sunakarpradhan2466 3 месяца назад
🙏ଓଁ ଜୟ ଜଗନ୍ନାଥ ମହାନଦୀ ନୁହେଁ ପ୍ରତ୍ୟେକ ନଦୀବନ୍ଧ ର ଆବସ୍ଯକ ଓ ଆନିକଟ ବା ଡ୍ୟାମ ନିର୍ମାଣ ଆବସ୍ଯକ ଧନ୍ୟବାଦ
@udayalima9094
@udayalima9094 3 месяца назад
ଜୟ ଶ୍ରୀ ଜଗନ୍ନାଥ🙏 ଆପଣଙ୍କ ସ୍ବର ଠିକ୍ ନାହିଁ ସ୍ବାସ୍ଥ୍ଯ ପ୍ରତି ସଚେତନ ରୁହ.
@ashokpattanik6945
@ashokpattanik6945 3 месяца назад
ମୁଖ୍ୟମନ୍ତ୍ରୀ କହିଥିଲେ ଖଣି ଚୋରଙ୍କୁ ଜେଲ୍ ରେ ଭର୍ତି କରିଦେବେ।ସେ କାମ କେତେ ଦୂର ଗଲା ଯଦି ଆପଣ କିଛି ଜାଣିଛନ୍ତି ତେବେ ଏହି କାର୍ଯ୍ୟକ୍ରମରେ ଟିକେ ଜଣାଇବେ
@ChoudhuridalaBehera
@ChoudhuridalaBehera 3 месяца назад
ଜୟ ଶ୍ରୀ ଜଗନ୍ନାଥ
@raghumaninayak9593
@raghumaninayak9593 3 месяца назад
ପାଣ୍ଡିଆ ନ ଓ ବବି ଦାସ BJD ଦଳର କଳଙ୍କ ଏମାନଙ୍କ ବିରୋଧରେ BJD ଦଳ କିଛି ପଦକ୍ଷେପ ନ ନିଅନ୍ତି ତେବେ BJD ଦଳ ଆଗାମୀ ଭବିଷ୍ୟତରେ ଦୁର୍ବଳ ଅବସ୍ଥାକୁ ଗତି କରିପାରେ ।
@trinathdash3129
@trinathdash3129 3 месяца назад
ହାଇନା ଜୟଜଗନ୍ନାଥ--- ଏଦେହଥୀଲେସର୍ବପାଇ। ଜଳେଜସନ ଚନ୍ଦ୍ରଛାଇ।। ଆପଣଙ୍କ ଭାସାରୁ ଲାଗୁଚି ଆପଣଙ୍କ ଦେହଭଲନାହିଁ।ଆଗେସୁସ୍ଥ ରୁହନ୍ତୁ ତାପରେ ଜନଶେବା।
@laxmidharnayak4191
@laxmidharnayak4191 3 месяца назад
Sunder o sathik bislesanatmk upastapana. Ases2 dhanyabad namaskar ji 🙏. Thandaru apananka swar paribarttan janapaduchhi bodhahue. Kshyama karibe .
@pareshnathkar3903
@pareshnathkar3903 3 месяца назад
Satya ghatana ra nirvikar upasthapana pain apananku anek anek dhanyabad.
@Jagannath-oc9ht
@Jagannath-oc9ht 3 месяца назад
କାଲି ଏକ ନିଉଜ ରେ ଶୁଣିଥିଲି, ଜଣେ ସାଧାରଣ ବ୍ୟକ୍ତି କହୁଥିଲେ । ପାଣ୍ଡିଆନ୍ ମଦୁରାଇରୁ ମୋଦକ ଆଣି ନବିନ ଙ୍କୁ ଯୋଗାଉଛନ୍ତି, ତେଣୁ ନବିନ ତାଙ୍କୁ ଛାଡୁ ନାହାଁନ୍ତି । ପାଣ୍ଡିଆନ୍ ଙ୍କ ଆଉକିଛି କାମ ନାହଁ ତାଙ୍କ ପାଖରେ ରହୁ ଛନ୍ତି । ସତକି?
@ranjayarout4523
@ranjayarout4523 3 месяца назад
Jay Shree jagannath ok thanks
@ramachandrapanipani7424
@ramachandrapanipani7424 3 месяца назад
ସତ୍ୟମେବ ଜୟତେ । ସତ୍ୟର ଜୟ ହେଉ ।
@mituprdhan2020
@mituprdhan2020 3 месяца назад
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻
@Dr.KhirodChandraBehera
@Dr.KhirodChandraBehera 3 месяца назад
Best analysis sir, stay safe and secured.
@gaurangadas2630
@gaurangadas2630 3 месяца назад
Right analysis done today.
@sudhakarsahu3252
@sudhakarsahu3252 3 месяца назад
ଆଜ୍ଞା ହୃଦୟରୁ 🙏, ଆପଣଙ୍କର ବିଶ୍ଳେଷଣ ସମୟ ଆଜି ବିଳମ୍ବ ତ ହେଲା କିଛି ନାହିଁ ତଥାପି ଅପେକ୍ଷା କରି ଶୁଣିଲୁ ଏବଂ ଜାଣିଲୁ, କିନ୍ତୁ ଆଜି ଆଜ୍ଞା କଣ୍ଠ ସ୍ବର ଏମିତି କ'ଣ ଶୁଣିଲୁ ତେଣୁ ଆମେ ସବୁ ଚିନ୍ତିତ କି ଟେକ୍ନିକାଲ କ'ଣ ଅସୁବିଧା ହେଲା କି ? ଆଜ୍ଞା 🙏
@PradeepKumarpatra-ww6gg
@PradeepKumarpatra-ww6gg 3 месяца назад
Dhanyabad sir ate sundara upastapana pai
@AshokBehuria-ou6tu
@AshokBehuria-ou6tu 3 месяца назад
କିଛି କୁହୁଳି ନାହିଁ, ତମର ଏମିତି କହିଲେ ମାଲ କିଛି ମିଳିଯିବ 🌹
@jayantakumarmohanty9050
@jayantakumarmohanty9050 3 месяца назад
ଭାରି ଦେଲା ବାଲା....
@bidyabaral1023
@bidyabaral1023 3 месяца назад
ମାନସିକ ବିକୃତିର ଲକ୍ଷଣ ଦେଖା ଗଲାଣି, ଡାକ୍ତରଖାନା ଯାଇ ପରୀକ୍ଷା କରାଇ ନିଅନ୍ତୁ।
@gopalsamall8365
@gopalsamall8365 3 месяца назад
ନବୀନ ବାବୁ ଆଜି ଆପଣ କାହିଁକି ଇମୋସନାଲ ହେଉଛନ୍ତି ll
@sanjayadebta8681
@sanjayadebta8681 3 месяца назад
ଆଜି ଆପଣଙ୍କ ସ୍ୱର ରହି ଯାଉଛି, ଭଗବାନ ଆପଣଙ୍କୁ ଭଲରେ ରଖି ଥାଆନ୍ତୁ 🙏
@manojkumarsaint7803
@manojkumarsaint7803 3 месяца назад
Jay Shree Ram ❤❤❤
@rabindranath2244
@rabindranath2244 3 месяца назад
କାହିଁକି ନବୀନ ପଟ୍ଟନାୟକ ପୋସ୍କୋ କମ୍ପାନୀ ଚାଲିଯିବାକୁ ସୁଯୋଗ ଦେଲେ ।
@padmanavarout125
@padmanavarout125 3 месяца назад
Sundar upaztapana Congratulayions
@dr.purnendutripathy5263
@dr.purnendutripathy5263 3 месяца назад
ଆପଣଙ୍କ କଣ୍ଠ ଅସୁସ୍ଥ ରହିଛି ବୋଧହୁଏ। ଅପେକ୍ଷା କରି ଏବେ ଦେଖୁଛି।ସୁସ୍ଥ ହୁଅନ୍ତୁ,ତାପରେ ଆରମ୍ଭ କରିବେ।ଆମେ ଅପେକ୍ଷା କରିବୁ।
@AshokPanda-qt4qn
@AshokPanda-qt4qn 3 месяца назад
Sir Dhanyabada 🙏
@AshokPanda-qt4qn
@AshokPanda-qt4qn 3 месяца назад
Apanku thanda heichhi bodhe Sir take care please
@AshokPanda-qt4qn
@AshokPanda-qt4qn 3 месяца назад
Apan jete Bjd balaku.Jete Bujhile Vi tankar Paribartan hebanahi .Sambalur re Bobby Babu Jaha karichhanti Maa Samleswari Amaku Banchei dele Jai Jagannath JaiMaa Samleiswari 🙏
@AshokPanda-qt4qn
@AshokPanda-qt4qn 3 месяца назад
Ajira Akalan 100% Sata
@AshokPanda-qt4qn
@AshokPanda-qt4qn 3 месяца назад
Ajir Apana pakhaku Asithiba Comment Bahut correct Anbhab karichhanti Au A Bus ranga badalei bar katha madhyar.Orissa budhijibi Khusi nuhanti Amar Anurodha Mohan Sarkar athiprati Drusti bebe 🙏
@AjayaMuduli-l5b
@AjayaMuduli-l5b 3 месяца назад
Sir many many thanks
@aloknayak8934
@aloknayak8934 3 месяца назад
Sir 🙏🙏🙏 Nice Analysis ...
@skdreamland8486
@skdreamland8486 3 месяца назад
Respected sir Late aji !
@skdreamland8486
@skdreamland8486 3 месяца назад
ଦେହ ଖରାପ ଲାଗୁଛି !!
@satyanandabarik4816
@satyanandabarik4816 3 месяца назад
Best
@entertainmentinformation7624
@entertainmentinformation7624 3 месяца назад
We are feeling Mr. Pandian and Mr Naveen are staying in Live-In Relationship. They can not leave each other alone.
@ramachandrapanipani7424
@ramachandrapanipani7424 3 месяца назад
ଅବସ୍ଥା ହୀନସ୍ତା ହେଲାଣି ।
@subham9423
@subham9423 3 месяца назад
Bahut badhiya ❤
@ramachandrapanipani7424
@ramachandrapanipani7424 3 месяца назад
ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହେଉ । ଜୟ ଉତ୍କଳ ଜନନୀ ! ଜୟ ଭାରତ ମାତା !
@surendranarayanpanda8021
@surendranarayanpanda8021 3 месяца назад
ଆପଣଙ୍କ ମାନସିକ ଅବସ୍ଥା ଖରାପ ଥିଲା ଭଳି ମନେହେଉଛି..ଜଣାଇବା କୁ ଅନୁରୋଧ.
@adwaitchandrabeura6847
@adwaitchandrabeura6847 3 месяца назад
ସାଉଣ୍ଡ ଠିକ୍ ଆସୁନାହିଁ।
@gopalsamall8365
@gopalsamall8365 3 месяца назад
କଲା କର୍ମ ର ଭୟ l ପାଣ୍ଡିଆନ ଓ ସୁଜାତା ଙ୍କୁ l
@kishorechoudhury7844
@kishorechoudhury7844 3 месяца назад
ଠିକ୍ କଥା କହିଲେ ଆଜ୍ଞା ବସ୍ ରଙ୍ଗ ବଦଳେଇବା ଏକଦମ୍ ସସ୍ତ୍ଆ କାମ। ଏଇଟା ପାଣ୍ଡିଆନ୍ ଙ୍କ ପାଇଁ ପ୍ରଜ୍ଉଯ୍ୟ କାମ।
@saratmishra7100
@saratmishra7100 3 месяца назад
ନିଶ୍ଚୟ ଦରକାର ଥିଲା। BJD ଯେଉଁ ରଙ୍ଗ ଖେଳ କରୁଥିଲା, ମାନେ ଓଡିଶା ସବୁଜ, ତାର ପ୍ରତିବାଦ ସ୍ୱରୂପ ରଙ୍ଗ ବଦଳା ଗଲା।
@kishorechoudhury7844
@kishorechoudhury7844 3 месяца назад
@@saratmishra7100 ମୋର କହିବା କଥା କିଛି ଷ୍ଟ୍ରଙ୍ଗ ଆକ୍ସନ ହେବା କଥା ଲକ୍ଷ୍ମୀ ବସ୍ ଵନ୍ଦ କରି ଓ ଏସ୍ ଆର୍ ଟି ସି ରେ ମିଶାଇ ଦେବା କଥା। ସବୁ ସ୍କୁଲ୍ କୁ ଧଳା କରି ଦବା କଥା।
@kishorechoudhury7844
@kishorechoudhury7844 3 месяца назад
@@saratmishra7100 ମୋର କହିବା କଥା ରଙ୍ଗ ନୁହେଁ ପୁରା ଲକ୍ଷ୍ମୀ ବସ୍ ବନ୍ଦ ହବାର ଥିଲା।
@bipracharanjena2736
@bipracharanjena2736 3 месяца назад
ବବି ଓ ପାଣ୍ଡିଆ ନ ବିଜେଡି ଦଳକୁ ଶେଷ ହେବାର ପର୍ବ କରିଛନ୍ତି ଅପେକ୍ଷା କର
@DillipKumar-zv5mw
@DillipKumar-zv5mw 3 месяца назад
ମହାଶୟ! Audio quality ଭଲ ଲାଗୁନାହିଁ, ଆପଣ ନିଜ ସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ
@binodsahoo3374
@binodsahoo3374 3 месяца назад
One man army,no one dares to raise any question.
@SurendraMishara-h1p
@SurendraMishara-h1p 3 месяца назад
ସାଦର ପ୍ରଣାମ, ଆଜିର ଉପସ୍ଥାପନାରୁ ମନେହୁଏ ଆପଣଙ୍କ ସ୍ୱାସ୍ଥ୍ୟ ଠିକ ନାହିଁ ବୋଧେ ... ତଥାପି ଅସୁବିଧା ସତ୍ୱେ ଆପଣଙ୍କ ଉପସ୍ଥାପନା ଯୋଗୁଁ ଆପଣଙ୍କଙ୍କୁ ବହୁତ ବହୁତ ଧନ୍ୟବାଦ... ଜୟ ଶ୍ରୀରାମ 🙏🙏🙏
@PrasantKumarSwain-f5t
@PrasantKumarSwain-f5t 3 месяца назад
ମହାନଦୀର କୁମ୍ଭୀର କାନ୍ଦଣା କିମ୍ବା କେନ୍ଦ୍ରୀୟ ଅବହେଳାର ବାହାନା ଆଉ କାମ କରିବନି ।
@bhaskarprasadmishra6639
@bhaskarprasadmishra6639 3 месяца назад
ବବି ଓ ପାଣ୍ଡୁ ମିଶି ନବ ଦାସ ଙ୍କୁ ରାସ୍ତା ରୁ ଅଲଗା କରି ନଥିଲେ ତ?
@kabitasahoo8385
@kabitasahoo8385 3 месяца назад
🙏👍❤
@maheswarparihari5189
@maheswarparihari5189 3 месяца назад
Sir namskar ବିଜେଡି ପାର୍ଟି ଜୁନ ଚାରି ତାରିଖରୁ ଭୂଚୁଡ଼ି ପଡ଼ିଛି
@jayantakumarmohanty9050
@jayantakumarmohanty9050 3 месяца назад
ଗେଣ୍ଡା ଦଳର basket ରେ ବ୍ରହ୍ମାଣୀ ବେଙ୍ଗ ସଦସ୍ୟ ରୁପେ ଭର୍ତ୍ତି....ସୁଯୋଗ ଦେଖିଲେ ଡେଇଁବା ନିଶ୍ଚିତ......ଆସନ୍ତା 5 ବର୍ଷରେ କେତେ ଡେଇଁଲେ...କେତେ ଅଥର୍ବ ରହିଲେ ଦେଖିବାକୁ ରହିଲା....
@binayamishra3723
@binayamishra3723 3 месяца назад
Jai jagannath
@saratmishra7100
@saratmishra7100 3 месяца назад
ଅଜ୍ଞା, ନମସ୍କାର। Channel ର ସାଉଣ୍ଡ problem ଅଛି। ଦୟାକରି ଧ୍ୟାନ ଦେବେ। ଆପଣଙ୍କ ବିଶ୍ଳେଷଣ ସଠିକ୍ ଲାଗୁଛି।
@anasuyanayak7247
@anasuyanayak7247 3 месяца назад
🎉🙏
@santoshkumarpothalskpothal382
@santoshkumarpothalskpothal382 3 месяца назад
ସାର୍ ଆପଣଙ୍କ ବିଶ୍ଲେଷଣ ଅତି ଉଚ୍ଚକୋଟୀର
@bishnucharnrana3282
@bishnucharnrana3282 3 месяца назад
ଆପଣଙ୍କ ଆଜିର ଉପସ୍ଥାପନା ପାଇଁ ବହୁ ଆକାଂକ୍ଷିତ ଥିଲି,ଯାହେଉ ବିଳମ୍ବରେ ହେଲେ ମଧ୍ୟ ଭଲ ପ୍ରସଙ୍ଗ ଉପରେ ଆଲୋଚନା କଲେ ଯାହା ବିଜେଡିର ଭବିଷ୍ୟତ ଉପରେ ବହୁ କଥା ଜାଣିହେଲା । ଅଶେଷ ଧନ୍ୟବାଦ।
@PRADEEPRAY-m7f
@PRADEEPRAY-m7f 3 месяца назад
ଅତି ସୁନ୍ଦର୍
@ମିଛମାଳିକା
@ମିଛମାଳିକା 3 месяца назад
ଅଣ-ଓଡ଼ିଆ ନବୀନ ପଟ୍ଟନାୟକ ର କେହି ନଥିବା ରୁ ସେ ଆଉଜଣେ ଅଣ ଓଡିଆ କୁ ନରଖି ଲ ଲେ କେମିତି ଚଳିଵେ
@mahendraojha9198
@mahendraojha9198 3 месяца назад
Apanaka voice gote alaga prakaraa ra subhuchi. Hope your Health is Good.Good luck
@dipakpanda9075
@dipakpanda9075 3 месяца назад
ନବୀନା କୁ ଛାଡି ରହିପାରିବନି l
@gopalsamall8365
@gopalsamall8365 3 месяца назад
ଆଜିର ସ୍ୱତନ୍ତ୍ର ବ୍ୟବଛେଦ ଅତ୍ୟନ୍ତ ସତ୍ୟ ଅଟେ l
@bipracharanjena2736
@bipracharanjena2736 3 месяца назад
ବିଜେଡି ଦଳ ତାମିନାଡୁର ଏ ଆଇ ଡି ମ କେ ଦଳ ଭଳି ଅବସ୍ଥାକୁ ଯାଉଛି କେବଳ ବବି ଓ ପାଣ୍ଡିଆ ଯୋଗୁ ନବୀନ ବାବୁ ସତର୍କ ହୁଅନ୍ତୁ
@satyanarayanpadhi8509
@satyanarayanpadhi8509 3 месяца назад
ବରଜି ବରଷେ ଦେଇ ମାନସ ବରଜି ବରଷେ ଅମେଧ୍ୟ ଗ୍ରାସ ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମ ଶୂକର କି ହୋଇବ ଗାଇ ଜଗତେ କେବଳ ଜନେ ହସିବେ ପାଣ୍ଡିୟାନ୍ ର ମୁଖ୍ୟ ମନ୍ତ୍ରି ହେବାର ସ୍ବପ୍ନ କୁ ଓଡ଼ିଆ ବାସି ଉଚିତ୍ ଶିକ୍ଷା ଦେଇଛନ୍ତି
@pkmishra6256
@pkmishra6256 3 месяца назад
Very clear picture expressed by Nirvaya Editor Sj. Nabin DasJee. Why Panidan is staying at Nabin Babus residense is no doubt a very suspicious matter. Pravat Biswal statement is also 100%correct. It serms that there is internal severe disturbances amongst BJD leaders. After any actions started by the present Govt against the most corrupted leader, then the fate of BJD will be revealed. Thanks to Nabin Das Jee for your forcasting about BJD internal and future fate analysys which is likely going to be happened 🙏🏾
@ramachandrapanipani7424
@ramachandrapanipani7424 3 месяца назад
କୁହୁଳି କୁହୁଳି ଜଳୁ ।
@akhsyakumarbehera7298
@akhsyakumarbehera7298 3 месяца назад
ଓଡ଼ିଶାର ଶାସନ ବ୍ୟବସ୍ଥା ଯେମିତି ଚାଲି ଥିଲା ସୋୟଁ ପ୍ରଧାନ ମନ୍ତ୍ରୀ କଣ ଓଡ଼ିଶାର ଦାଇତ୍ଵ ନେ ଇଥିଲେ ଏତିକି ଦିନ ମଧ୍ୟରେ କ'ଣ ସବୁ ଆମୂଳ ଚୂଳ ପରିବର୍ତ୍ତନ କରି ଦେଇଥାନ୍ତେ ?
@Manoranjansahoo34680
@Manoranjansahoo34680 3 месяца назад
ସାର ନମସ୍କାର, ମୁଁ ଯାହା ଅନୁଭବ କରୁଛି ବୋଧହୁଏ ଆପଣଙ୍କ ଦେହ ଭଲନାହିଁ, ତଥାପି ଆପଣ ଆମମାନଙ୍କ ସହିତ ନିଜକୁ ସଂଯୋଗ କରିଥିବାରୁ କିପରି ଧନ୍ୟବାଦ ଦେବି ଜାଣିପାରୁନି, ତଥାପି bahut2ଧନ୍ୟବାଦ
@niranjannahak7515
@niranjannahak7515 3 месяца назад
ସାଉଣ୍ଡ ଆପଣ ଙ୍କ ଟୋନ ଚେଇଁଞ୍ଜ ହୋଇ ଯାଇଛି
@Jagannath-oc9ht
@Jagannath-oc9ht 3 месяца назад
JAI JAI SHREE JAGANNATH.
@pratapchandrasamal2396
@pratapchandrasamal2396 3 месяца назад
ବିଜେଡିର ବିଭାଜନ ଏବଂ ଦଳୀୟ କର୍ମୀଙ୍କ ଅସନ୍ତୋଷ ଛାଡ଼ି ନିଟ୍ ପରୀକ୍ଷା ନେଇ ଛାତ୍ରଙ୍କ ଅସନ୍ତୋଷ, ମୋବାଇଲ ତାରିଫ ବଢିବା ନେଇ ଉପଭୋକ୍ତାଙ୍କ ଅସନ୍ତୋଷ, ଦରଦାମ ବୃଦ୍ଧି ନେଇ ସାଧାରଣ ଲୋକଙ୍କ ଅସନ୍ତୋଷ, ମୋହନ ସରକାରଙ୍କ କିଛି ମନ୍ତ୍ରୀଙ୍କର ବାଚାଳାମି, ବିଭିନ୍ନ ଲାଭଜନକ ସଂସ୍ଥାକୁ କେନ୍ଦ୍ର ସରକାର ମୋଦୀଙ୍କ ବନ୍ଧୁଙ୍କ ହାତରେ ବିକ୍ରି କରିବା, ଏହାକୁ ନେଇ କିଛି କହିବେ କି।
@sumanpatra6252
@sumanpatra6252 3 месяца назад
Kv singh deo au Archana nag upare ଗୋଟେ episode ଆଣନ୍ତୁ
@baikunthabehera3971
@baikunthabehera3971 3 месяца назад
sir .namaskar dheha kharap achhi bhalli laguchhi
@BipinPattanaik
@BipinPattanaik 2 месяца назад
Jay Jagannath🙏Jay Nila Madhab🙏Omm🕉️ Jay BJP🙏Jay Modi ji🙏Jay Yogi ji🙏4.4 cr of odia are inspiration to new Odisha with double engine goverment SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR
Далее
Nabin Nka Charcha With MLA Patkura Aravind Mahapatra
40:51
News Fuse 01 JULY 2024
20:19
Просмотров 325 тыс.