Тёмный

Tragedy strikes as a law college professor kills father in Bhubaneswar | Nandighosha TV 

Nandighosha TV
Подписаться 3,2 млн
Просмотров 313 тыс.
50% 1

#Bhubaneswar #Odisha #policecommissionerate #NandighoshaTV
Tragedy strikes as a law college professor kills father in Bhubaneswar | Nandighosha TV
ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହତ୍ୟା। ରଙ୍ଗମାଟିଆ DHPL ଆପାର୍ଟମେଣ୍ଟରେ ହତ୍ୟାକାଣ୍ଡ । ବାପାଙ୍କୁ ହତ୍ୟା କଲା ପୁଅ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
RU-vid: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
Hathw@y Channel No: 731
NXT Digital Channel No: 16
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219

Опубликовано:

 

4 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 143   
@kapilashsunaniofficial2078
@kapilashsunaniofficial2078 3 месяца назад
କେବଳ ସଂସ୍କାର ର ଅଭାବ,, ଶିକ୍ଷିତ ହେଲେ କଣ ହେଲା । ଏଣୁ ଶିକ୍ଷା ସହ ସଂସ୍କାର ବହୁତ ଜରୁରୀ ।
@devbehera9506
@devbehera9506 3 месяца назад
ରାମାୟଣ ପଢ଼ାହେଉଛି, ମହାଭାରତ, ଗୀତା ସବୁ ପଢ଼ାହେଉଛି ଆଉ କଣ ପଢିଲେ ନୈତିକ ଶିକ୍ଷା ମିଳିବ
@kushamajhi6440
@kushamajhi6440 3 месяца назад
Budha mane b marijiba jae luve maruchhan
@itishreepriyadarsaninayak3341
@itishreepriyadarsaninayak3341 3 месяца назад
Pilabelu Atyadhika sneha,atma garba, Bina sanskar jogu emiti huae
@badboysai3947
@badboysai3947 3 месяца назад
​@@devbehera9506😊
@skdsingerkumarsaroj655
@skdsingerkumarsaroj655 3 месяца назад
ଜ୍ଞାନୀ ହେବେ ବାଟବଣା କଳୀଯୁଗର ଶେଷ ସଂକେତ ଜୟ ଜଗନ୍ନାଥ
@cutekajal123
@cutekajal123 3 месяца назад
ବାପା ଯେତିକି ଟଙ୍କା ଖର୍ଚ୍ଚ କରିକି ପାଠ ପଢ଼େଇଛନ୍ତି ସାରା ଜୀବନ କମେଇ ପାରିବ ବାପା ମାରିକି କଣ ମିଳିଲା ଯେତେ ପାଠ ପଢିଲେ କଣ ହେବ ଜ୍ଞାନ ଥାଇ ଓଜ୍ଞାନ ଶିକ୍ଷା ଥାଇ ଓଶିକ୍ଷିତ ମାନସିକ ରୋଗୀ ଲୋକ ଯୋଉ ଟଙ୍କା ପାଇଁ ମାରିଲୁ ସେହି ଟଙ୍କା ତମେ ମାନେ ସବୁ ଆଗକୁ ଉପଭୋଗ କରିଥାନ୍ତ ତମ ବାପା କଣ ଟଙ୍କା ସର୍ଗକୁ ଧରିକି ଗଲେ ki
@sayuris1139
@sayuris1139 3 месяца назад
What does this mean?
@zehidabegum3617
@zehidabegum3617 3 месяца назад
Krutaghna Pua, se jaha bi hoi thau sie BAPA, jahank pain Pua sansar ku asi thila, Professor Pua SAMAJ KU KAN BARTA DELA ?
@rabindrasahoo3059
@rabindrasahoo3059 3 месяца назад
😅😊
@bishnupriyamishra3326
@bishnupriyamishra3326 3 месяца назад
ରାଗ ପରମ ଚଣ୍ଡାଳ...!ବୁଦ୍ଧି ,ବିବେକ ହଜାଇ ଦିଏ। କ୍ଷଣକ ରାଗର ବଶବର୍ତ୍ତୀ ମଣିଷକୁ କଣ ନ କରେ....!! ବିନାଶ କଲେ ବିପରୀତ ବୁଦ୍ଧି !
@manasbeher7264
@manasbeher7264 3 месяца назад
ପିଲାମାନ ଙ୍କୁ ଅଧିକ ପାଠ ପଢ଼େଇଲେ ଏମିତି ଅବସ୍ଥା ହୁଏ ସବୁବେଳେ ପିଲାମାନଙ୍କୁ ଅଳ୍ପ ପାଠ ପଢ଼େଇ ରୋଜଗାର କରିବା ଶିଖାନ୍ତୁ
@dipun84in
@dipun84in 3 месяца назад
Tuma bhali murkha hi emti katha kahi paribe, jahara pila rickshaw chalanti.
@rakeshparidaparidrakeha8877
@rakeshparidaparidrakeha8877 3 месяца назад
Right
@santoshpatnaik3686
@santoshpatnaik3686 3 месяца назад
ଅଧିକ ପାଠ ପଢିଥିବା ସବୁ ପିଲା ଏମିତି କରନ୍ତି ନାହିଁ. ତୁମର ଚିନ୍ତାଧାରା ଭୁଲ୍.
@manasbeher7264
@manasbeher7264 3 месяца назад
@@santoshpatnaik3686 ମୋର ଯଦି ଚନ୍ତା ଧାରା ଭୂଲୁ ସେ ଲୋକ ଜଣେ ପ୍ରଫେସର ହେଇ ପିତା ମୋହ ଭୀଷ୍ମ କୁ କାହିଁକି ମାରିଲେ 🙏
@surendranathrath504
@surendranathrath504 3 месяца назад
କଦାପି ସେ ମିଷ୍ଟଭାଷୀ ନୁହନ୍ତି, ଏଭଳି ଚରିତ୍ର ପ୍ରଫେସର୍ ହେବା ପାଇଁ ଅଯୋଗ୍ୟ, ଯେଉଁ ଉଚ୍ଚଶିକ୍ଷିତ ଆପଣ କହିଲେ ସେଥିରେ ମୁଁ ଏକମତ ନୁହେଁ, ସାର୍ଟିଫିକେଟ କଦାପି ଶିକ୍ଷା ର ମାପକାଠି ନୁହେଁ।ଏ ଜଣେ ହତ୍ୟାକାରୀ, ଏଭଳି ପିତୃହନ୍ତା ଜଣେ ଅପରାଧିକ ଚିନ୍ତାଧାରା ର ବ୍ୟକ୍ତି ଏହାକୁ, କଠୋର ରୁ କଠୋର ଦଣ୍ଡ ଦିଆଯାଉ। ପୈତୃକ ସଂପତ୍ତି ରୁ ବଞ୍ଚିତ କରିବା ଉଚିତ୍। ରାଜରାସ୍ତାରେ ଅଣ୍ଟାରେ ଦଉଡ଼ି ବାନ୍ଧି ଚଲେଇ ଚଲେଇ ନେବା ଠିକ୍। ଆଇନ୍ ଯାହା ବି ହେଉ,ଏ ବ୍ୟକ୍ତି କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ।
@ଆଖିଏବାସ୍ନା
@ଆଖିଏବାସ୍ନା 3 месяца назад
ପୁରା ଠିକି କହି ଥାନ୍ତି
@ShriKshetraPurusottama
@ShriKshetraPurusottama 3 месяца назад
Aapana thik kahuchanti kintu kie bujheiba ye generation ku... kie aaniba pathahudaa youth ku baataku
@biswaranjandas2935
@biswaranjandas2935 3 месяца назад
Apana thk kahuchanti e chintadhara loka crime knowledge student ka mundare inject karidebe patha na kn padhauthila
@surendranathrath504
@surendranathrath504 3 месяца назад
@@ShriKshetraPurusottama ନା ଯୁବଗୋଷ୍ଠୀ ପଥଭ୍ରଷ୍ଟ ଉଦଭ୍ରାନ୍ତ ପାଇଁ ଅନେକ ଭାବେ ବାପା ମା ଦାୟୀ। ତଥାପି ଅନେକ ଯୁବକ ଯୁବତୀ ପିତା ମାତା ମାନଙ୍କ ପାଇଁ ସମର୍ପିତ। ଏ ଘଟଣା ରେ ଜଣେ ସାର୍ଟିଫିକେଟ ଧାରୀ ମୂର୍ଖ ପ୍ରଫେସର ଜଡ଼ିତ ତାକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ।
@bksethy1
@bksethy1 3 месяца назад
Wrong statement. He is Not educated. He is A certificate holder.
@socialworkerajay8658
@socialworkerajay8658 3 месяца назад
ଭଗବାନ କରନ୍ତୁ ଏମିତି ପୁଅ କୋଉ ବାପା ମାଆ ଙ୍କୁ ନ ମିଳୁ 🙏🙏
@saroj1296
@saroj1296 3 месяца назад
ତୁମେ କିଏ ବାପା କିଏ ପୁଅ କିଏ ଝିଅ ଭଉଣୀ କହିପାରୁନ
@AmanEntertainment7
@AmanEntertainment7 3 месяца назад
ଏଠି ତାଙ୍କ ଝିଅ ର ଭୂମିକା ନିହାତୀ ରହିଛି, ଝିଅ ନିଶ୍ଚିତ କିଛି ସମ୍ପତି ର ଲୋଭ ରେ ବାପା ମା କୁ ନିଜ ଆୟତରେ ରଖିଥିବ, ସେଥିପାଇଁ ପୁଅ ରାଗିକି ଏମିତି କରିଛି,
@nainasahu9037
@nainasahu9037 3 месяца назад
Right
@sdash6242
@sdash6242 3 месяца назад
daughter also has equal share in property. Why should everyone suffer because useless son took loan for foreign education?
@lalitmohanmishra3561
@lalitmohanmishra3561 3 месяца назад
ଖାଲି ସମ୍ପତି ପାଇଁ ପୁଅ ଝିଅ ବାଡ଼ିଆ ପିଟl ଯିଏ ବାପା ମା ଙ୍କୁ ପାଖରେ ରଖି ସେବା କରିବ ସିଏ ସବୁ ସମ୍ପତ୍ତି ପାଇବ, ଏହା ହିଁ ଆଇନ ଯିଏ ନ କରିବ ସେ କିଛି ପାଇବ ନାହିଁ, କିନ୍ତୁ ଏକଥା ଆଗରୁ ବାପା ମା ଥାନା ବା ଅଦାଲତ ରେ ଜଣାଇ ବା ଦରକାର, କିଛି ଜାଗାରେ ଝିଅ ମାନେ ଆସି ଘରେ କଳହ ସୃଷ୍ଟି କରୁଛନ୍ତି
@patitakumarchoudhury9855
@patitakumarchoudhury9855 3 месяца назад
ବୁଢ଼ା ବୋପାର ସମ୍ପତି ଲୋଭ ଯେତିକି, ଭେଣ୍ଡା ପୁଅର ବୋପାର ସମ୍ପତି ପ୍ରତି ଲୋଭ ସେତିକି 🙏
@routking8192
@routking8192 3 месяца назад
ସମାଜ ର ଶିକ୍ଷିତ ଲୋକୋ ଏମିତି କରିବେ ଛି
@swarnalatajena6430
@swarnalatajena6430 3 месяца назад
Pua manaku bapa maa besi vala paile emiti fala mile
@TravisBickle58
@TravisBickle58 3 месяца назад
Tahale khali jhiku bhala paiba katha? Kichi din tale Goa ra gote lodge re gote mahila nijara 4 yr pua ku murder kari, suitcase re bhari phingibaku neuthila. It's human nature very dark.
@ramakantmahanta6994
@ramakantmahanta6994 3 месяца назад
ଦିବ୍ୟ ଜ୍ଞାନ ନୁହେଁ କାଂଦ ଜ୍ଞାନ 'ପ୍ରାୟୟୋନ୍ ।କାଂଦ ଜ୍ଞାନର ଅଭାବ ତଥା ସାସ୍ଲାର୍ ଅଭାବ ।
@minutesaboutShantikunjbyDSLenk
@minutesaboutShantikunjbyDSLenk 3 месяца назад
ଦୁର୍ବୁଦ୍ଧି ଯୋଗୁ, ବାପା ମା ସଂସ୍କାର ଦେଇ ନାହାନ୍ତି, ଆଗକୁ ଏହା ଆହୁରି ବଢିବ
@brajakishorepadhi4022
@brajakishorepadhi4022 3 месяца назад
ନୈତିକ ଶିକ୍ଷା ର ଅଭାବ।
@crazyyyy-cp5ih
@crazyyyy-cp5ih 3 месяца назад
ଅତ୍ୟଧିକ ଗ୍ୟାନ ରୁ ଗର୍ବ, ଖର୍ବ ହୁଏ
@phenoix_990
@phenoix_990 3 месяца назад
Sethi pain profile re free fire ra photo achhi😂
@binayapradhan4671
@binayapradhan4671 3 месяца назад
ଶଳା ପ୍ରଫେସର ଟା ଚୋର ପରି ଦେଖାଯାଉଛି
@JipubhaiOdisha
@JipubhaiOdisha 3 месяца назад
ବଡ ଲୋକ ହୋଇ ମରିବା ଖୁବ୍ ଜରୁରୀ ନୁହେଁ, ଭଲ ଲୋକ ହୋଇ ମରିବା ମହାପୁଣ୍ୟ , ପିଲାଙ୍କୁ ପାଠ ପଢି ଚାକର ହେବା ପାଇଁ ସ୍ୱପ୍ନ ନ ଦେଖାଇ ପିଲା ସଂସ୍କାର ଶିଖି ସଂସାର ଭିତରେ ଆଦର୍ଶ ସନ୍ତାନ ହୋଇ ବଞ୍ଚିବା ଦେଶ ସମାଜର ହିତ ପାଇଁ ଖୁବ୍ ଜରୁରୀ......🙏
@Ssae528
@Ssae528 3 месяца назад
Tanku fasi diajau.
@mahimavastuseva
@mahimavastuseva 3 месяца назад
ଶିକ୍ଷା ମନ୍ତ୍ରୀ ଯାହା ପ୍ରଫେସର କଣ ଅଲଗା ହେବ ?
@jayaprakashsahu9839
@jayaprakashsahu9839 3 месяца назад
Yahan bhi Rajneeti... Aur lagta hai pehle govt ka chatukaar aur chamcha hai Tu...
@bhagyadharanayak
@bhagyadharanayak 3 месяца назад
ନ୍ୟାୟ ମୂର୍ତ୍ତି
@dipun84in
@dipun84in 3 месяца назад
This is shocking and alarming for our society.
@baikunthabehera3971
@baikunthabehera3971 3 месяца назад
pathha na balla padhhuthila
@bijaypatra9105
@bijaypatra9105 3 месяца назад
ବିଜେପି ସରକାର ଆସିଛି ଆହୁରି ହିସା ବଢିବ
@DevD597
@DevD597 3 месяца назад
ସରକାରୀ କମ୍ପାନୀ ରେ ଜଣେ ବେତନ ଭୋଗୀ କର୍ମଚାରୀ ହୋଇ 3-୪ ଟା ଜାଗା ଓ ଫ୍ଲାଟ୍ କିଣି ,ପୁଅ କୁ ବିଦେଶ ରେ ପାଠ ପଢ଼ାଇଛି ମାନେ ବୁଢା ଚାକିରି ରେ ବହୁତ୍ ଦୁର୍ନୀତି କରିଛି ଓ ରାଜସ୍ବ ଖାଇଛି,ତେଣୁ ପାପ ଧନ ରେ ଯୋଉ ପୁଅ କୁ ଗଢ଼ିଥିଲା,ସିଏ ହିଁ ତାକୁ ମାରିବ,ଏହା ତ god ଙ୍କ Law of karma. ଏଥିରେ ଦୁଃଖ କରିବାର କିଛି ନାହିଁ।ପାପ ତା ବାପା କୁ ବି ଛାଡେ ନାହିଁ।
@khusikhabarrupsa4987
@khusikhabarrupsa4987 3 месяца назад
Very Sad 🙏🏻 ନମସ୍ତେ (Namastey) "One Earth, One Family." 🇮🇳🙏🏻🇮🇳ॐ बसुधेय कुटुम्बकम्🇮🇳🙏🏻🇮🇳 🪷 🇮🇳🇮🇳🙏🏻🇮🇳🇮🇳Jai Akhanda Bharata🇮🇳🇮🇳🪷🇮🇳🇮🇳(India)🇮🇳🇮🇳🙏🏻🇮🇳🇮🇳
@prasantapadhi4934
@prasantapadhi4934 3 месяца назад
Bapa pua ku sampati debani ta au kahaku deba. Bapa ra main bhul.
@prasantapadhi4934
@prasantapadhi4934 3 месяца назад
Ta pare pua ra bhul. Janma deba pila ku gharu bahara karuchhanti .bhul kahara athire
@Samir.920
@Samir.920 3 месяца назад
Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏
@Dk-ec8gm
@Dk-ec8gm 3 месяца назад
Bapa ra dosa thiba aaji Kali budha jaka besi hauchhanti
@GoswamiJagat-pc3vb
@GoswamiJagat-pc3vb 3 месяца назад
To bapa ku b maride fer kana pai semiti kana kahu chhu
@hirojbehera448
@hirojbehera448 3 месяца назад
We need to look at both sides of the story and in today's society any one can be guilty ...don't think parents are innocent and only guilty will the son and son in law ...it's really an understanding problem of old age parents and mindset which is destroying a good happy family for just a 25 lack and or any properties ... Parents should cooperate with their son as well ...they willnot keep the property when they die ..it's good to share the property with son as well when it's needed.and.sqve a family😢
@suryanarayan848
@suryanarayan848 3 месяца назад
The daughter-in-law is the main abettor
@bijaysahoo2341
@bijaysahoo2341 3 месяца назад
Sabu ra mula jhia
@bhagabanpradhan7500
@bhagabanpradhan7500 3 месяца назад
Thanks
@lunarayinstrumental
@lunarayinstrumental 3 месяца назад
Education ke sath knowledge b chahiye.
@prativajena6995
@prativajena6995 3 месяца назад
Bhai a news agami pidhiki ki sandesha daba
@mmohanty3522
@mmohanty3522 3 месяца назад
Law and order problem in bhubaneswar especially senior citizens is rising!
@sujatapatnaik5421
@sujatapatnaik5421 3 месяца назад
Gharoi?! You mean the fraternal institution?!😂
@madhusmitamohanty2332
@madhusmitamohanty2332 3 месяца назад
Abe ete katha kan pain ghatana na kahi summary sunaucha?
@malayakumarpanda9899
@malayakumarpanda9899 3 месяца назад
ନନ୍ଦିଆ ଟିଭି ରେ ପ୍ରସାରିତ ଖବର ଠିକ ତ? କାହିଁକି ନା ଏମାନେ ମିଛ ଖବର ବେଶି ଦେଖାନ୍ତି।
@ArabindaMohapatra
@ArabindaMohapatra 3 месяца назад
Wrong information provided by Nandighos tv
@khirabatisanani4319
@khirabatisanani4319 3 месяца назад
Jahau choudhury record karidele
@saisree_369
@saisree_369 3 месяца назад
😢😢😢😢😢😢Jay jagganath 🙏🏻🙏🏻
@littlequeenrakhi
@littlequeenrakhi 3 месяца назад
ବଦଘର ବଡ଼ ଗୁମର
@bijaysahoo2341
@bijaysahoo2341 2 месяца назад
Jhintika mari bani posile jaha hue seita hioichi👆
@kabitaswain7606
@kabitaswain7606 2 месяца назад
Jhiara bhumika bahut besi sabubele maa bapanka munda khauthiba
@NAKHINANIPUABHAGIA507
@NAKHINANIPUABHAGIA507 3 месяца назад
Sarbe hoibe eka kara nathiba bedara bichara tenu hoibe alpasayush jeeva sakle sarbanasha... Pitru hatya kari papi sata janma jae tor mukti nahi
@SachidanandaSahu-y4x
@SachidanandaSahu-y4x 3 месяца назад
He Prabhu e kana karuchha
@eshakalia5888
@eshakalia5888 3 месяца назад
Nua sarakar nua niama karantu jemiti 2ya thara pai apart ghatana na hua.
@prasantapadhi4934
@prasantapadhi4934 3 месяца назад
Bapa mala belaku sampati sabu neba
@soumyaranjanbiswal9728
@soumyaranjanbiswal9728 3 месяца назад
education not important right eduacation is important.
@sagarsahu5937
@sagarsahu5937 3 месяца назад
ପାଠ ପଢିକି ଚାକିରୀ କରିଦେଲା ସତ ମାତ୍ର ସଂସ୍କାର ର ଅଭାବ ଯୋଗୁଁ ଏମିତି ଘଟିଛି।
@SunaDs-Reaction
@SunaDs-Reaction 3 месяца назад
Jete sikhita hele kana heba ..jiye paisa pain bapa ku hatya karipate se jane lobhi hoithiba
@luckyme9154
@luckyme9154 3 месяца назад
Mo sasura amaku asuvidha time re kichi tanka deithile aau deba darkar nahi boli kahithile. Ebe se sei paisa anya pua buddhi re padi maguchanti jouta ame dei paribu nahi. Sasura seithipain mote o mo swami nku bahut kharap bhasa se sodhuchanti prati choto choto katha re. Emitiki ame dui jana suicide karibu boli bhabiluni. 😢😢😢
@jyotiswain4778
@jyotiswain4778 3 месяца назад
Jetebele apana nkr subidha samya asila sete sampurna nadei kichhi jachileni. 🙏🏾mota moti bhabre kahibkubgale artha ru anrtha 🙏🏾🙏🏾
@luckyme9154
@luckyme9154 3 месяца назад
@@jyotiswain4778 deichu.. almost half dei sarichu.
@latsaheb1947
@latsaheb1947 3 месяца назад
Tama ku kie kahithila jiba ku,khali trp
@alokkumarrout763
@alokkumarrout763 3 месяца назад
Bapa maa nka failed product results negative. Lobha and asat upayare dhana arjan jadi karithibe pua nije dekhichi pua...
@minutesaboutShantikunjbyDSLenk
@minutesaboutShantikunjbyDSLenk 3 месяца назад
ନୋ bail
@kabitaswain7606
@kabitaswain7606 2 месяца назад
A pua pagala hoigala wife hata bilkul nahi bapa ragithibe au sidha manakarithibe mu Paisa debini Sethi pai amiti hela
@saradaprasannananda1204
@saradaprasannananda1204 3 месяца назад
Besi patha padheile emiti haba... Kana kariba... Khali ta patha padha... Certificate ana.. Bada job kara.. Bass aau kichhi nuha.. Sebhali patha padha ku dhik...
@madhabchandranayak3011
@madhabchandranayak3011 3 месяца назад
ପୋଲିସ ଯାଞ୍ଚ କରୁଛି କଣ ପୁଅ ତ ମାରିଛି ବୋଲି କ୍ଳିଅର ଆଉ ଘର କୁ ନଜର ରଖିଲେ କଣ ମିଳିବ
@17138
@17138 3 месяца назад
A professor has knowledge in one subject. In other subject , they are ----
@ranjanapanda6538
@ranjanapanda6538 3 месяца назад
ପୁଅର ହାତଗୋଡ଼ 4ଟାକୁ ଟାଙ୍ଗିକି ଛାଡ଼ିଦେଉ ଆଈନ୍‌।ଏତିକି କରିଦେଲେ ସାରା ଦୂନିଆ ଠିକ୍‌ ହେଇଯିବ।ଦେଶରେ ଶାନ୍ତି ଆସିଯିବ।ଶ୍ରୀକୃଷ୍ଣଙ୍କ ଠାରୁ ଦେଶ ଶିଖିବା ଦରକାର।ଅଶ୍ୱସ୍ଥାମାକୁ ଯେଉଁ ପରି ଦଣ୍ଡ ଦେଇଥଲେ,ଆଉ ଅଶ୍ୱସ୍ଥାମା ଦଣ୍ଡ ସହି ନ ପାରି ମରିବାକୁ ଚାହୁଁଥିଲେ ବି ଆଜିଯାଏ ନ ମରି କଷ୍ଟ ରେ ଅମର ହେଇକି ଅଦୃଶ୍ୟ ରେ ଅଛି।ଏ ପୁଅକୁ କଷ୍ଟ ରେ ବଂଚିବା ପରି ଦଣ୍ଡ ଦେଇକି ତା ଘରେ ଛାଡ଼ିଦିଆଯାଉ।ଅଜଥା ଜେଲ୍‌ରେ ରଖିକି ମଟନ୍‌ ଭାତ ଦିଆନଯାଉ।
@lalitadei953
@lalitadei953 3 месяца назад
Bada ghara bada humara katha
@darkclouds6246
@darkclouds6246 3 месяца назад
ଶଳା କି ପୁଅ ରେ ମାଘି ଆ ବଡ଼ ଘର ବଡ ଗୁମର କଥା
@anantacharannaik150
@anantacharannaik150 3 месяца назад
Eita bada Ghar nuhe.Badaghar Bala khandare hananti.chhuri nuha.
@MANASKUMARBALIARSING
@MANASKUMARBALIARSING 3 месяца назад
ପିଲାବେଳ ବାପା ମାଆ କାନରେ ଗୋଡ଼ି ପୁରାଇ ମୋଡା ଖାଇନି ପୁଅ
@JitendraKhuntia-m3e
@JitendraKhuntia-m3e 3 месяца назад
Ju
@Lippy773
@Lippy773 3 месяца назад
ସେ ତ ବଡ଼ଘର ବଡ଼ ଗୁମରକଥା 😂
@Preciousprapti7
@Preciousprapti7 3 месяца назад
Tume kemiti manisha heba seita totally nija upare depend karuchi...jie jete b educated heithau na kahniki jadi tara prakruti aau chintadhara bhala nathiba tahele se kichhi b crime karipariba...manisha nije chesta kale vala manisha tia heipariba...kichhi kama kariba purbaru nija mana aau hrudayaku thare pachariki bujha seita kete thik aau kete bhul..jadi etiki kariparuna tahele tume manisha janma paibara jogya nuhna...
@ShriKshetraPurusottama
@ShriKshetraPurusottama 3 месяца назад
Faasi deideba katha dui swami shtri nku
@n.m9848
@n.m9848 3 месяца назад
Bada lokanka bada lobha.Aau lobha ru mrutyu
@akashray594
@akashray594 3 месяца назад
gharoi college.. media wala kete selfish .. mani baku padiba.. Ebe jadi accused female hei thanta .. ta chehera dekhei v nathante.. Male boli taku publically harass karihaba ,, na kaan !!
@shusilabalaawwchhotagadi1036
@shusilabalaawwchhotagadi1036 3 месяца назад
Kaliyuga sesa hebar suchana
@khireswarkheti7169
@khireswarkheti7169 3 месяца назад
Sesa nuha just trailer
@bhanjdisom1635
@bhanjdisom1635 3 месяца назад
Maikina dai
@narayanadash552
@narayanadash552 3 месяца назад
ତୁରନ୍ତ, ଫାସୀ, ଦିଆ, ଯାଉ
@eshakalia5888
@eshakalia5888 3 месяца назад
Jane bapa ta pila pai kete kan na karuchi kintu se kan nija pua aiya paiba chi chi lajya janaka katha
@sribant7489
@sribant7489 3 месяца назад
Money ete important kei. ..😂
@mansingmurmu626
@mansingmurmu626 3 месяца назад
ଘର କରିବା ପାଇଁ ଏତେ ଟଙ୍କା କଉଠି ପାଇଲା। ସାଲା ଓଡ଼ିଆ ଲୋକଙ୍କୁ ଏତେ ଟଙ୍କା ଲୁନ ମିଳୁଛି। ଆଦିବାସୀ ଲୋକଙ୍କୁ ସାମାନ୍ୟ ଟଙ୍କା ଲୁନ କରିବା ପାଇଁ ମାସ ମାସ ବର୍ଷ ବର୍ଷ ବ୍ୟାଙ୍କ ଧାଇଁ ବାକୁ ପଡୁଛି
@monajsabat8383
@monajsabat8383 3 месяца назад
N TV show B j D party meicha katha pars parchar karuchie Naveen geta gauchie
@dayalugovinddaas1390
@dayalugovinddaas1390 3 месяца назад
Frod tv Nandighosh tv , I have heard interview of Alok , he was not pratyaskh darshi, he came after 4 mins when Mr Choudhary's wife asked Alok to come . Don't spread wrong news.
@swarnalatasahoo1293
@swarnalatasahoo1293 3 месяца назад
Pua prati astha au nahi
@jyotiranjan6678
@jyotiranjan6678 3 месяца назад
Galu pura marijuba jail re ajibana
@amitkumarbehera722
@amitkumarbehera722 3 месяца назад
A e loka ta Kalinga ias re padhouchhi
@JitendraKhuntia-m3e
@JitendraKhuntia-m3e 3 месяца назад
Mote laguchi tanka wife tanka pai hit kareithibe au sei raga re asiki sei bhali Kanda karithibe
@biswaranjandas2935
@biswaranjandas2935 3 месяца назад
Se pua taku phasi deidia
@nababarika4028
@nababarika4028 3 месяца назад
What may be he is useless. Value less education
@madhusmitamohanty2332
@madhusmitamohanty2332 3 месяца назад
E sabu bjp jio company jogu hauchi samste kebala mobile dekhi dekhi manabikata behavior vulileni.ta chada sabu kama re kastha tension. Puni khali tax upare tax sethipain e sabu hauchi.chopa aieen kebala loka pain na police gunda neta manaka pain ?
@sishirrout9026
@sishirrout9026 3 месяца назад
Dekhare joumane paisa pachha re dou ducha Ki paisa sesare bapaku hatya kari dela, Khali university ru degree hasala kale habani,tk purana aau sastra ra charcha kariba aau prathana kariba
@shaitansingh9698
@shaitansingh9698 3 месяца назад
Sabu 25lac pai maridela!!! Ete bada rajagaria loka 25 lac karja ku darigala😢😢
@suryanarayan848
@suryanarayan848 3 месяца назад
25lakh katha chhada 10rs paain madhya murder hauchhi
@shaitansingh9698
@shaitansingh9698 3 месяца назад
@@suryanarayan848 😭
@raghunandansasmal483
@raghunandansasmal483 3 месяца назад
Samsar dabanala
@sujatapatnaik5421
@sujatapatnaik5421 3 месяца назад
Nandighosa! Try to stay relevant, our best wishes in your soon depleting days!🤣
@damodarsatapathy6418
@damodarsatapathy6418 3 месяца назад
Saburamulabahu
@aleenshowmeen3221
@aleenshowmeen3221 3 месяца назад
Emiti pua ku marijiba bhala chhi dhik se pua ..chhi chhi
@prasantapadhi4934
@prasantapadhi4934 3 месяца назад
Ati lobhe tanti mare.
@samirparida4209
@samirparida4209 3 месяца назад
Tu MG MAA ku repha Kari bi kahibu mo maipa nandighose newes
@LAXMU-vl6gn
@LAXMU-vl6gn 2 месяца назад
It's not reason but bjp govt re hebar natila 1ago any crime only bjd gobt ku dayi karutile hebe kah ku kaiba .bjp ku kua
@skentertainmentpromotions3115
@skentertainmentpromotions3115 3 месяца назад
Third class news channel Nandighosh TV
@niranjanbiswas5534
@niranjanbiswas5534 3 месяца назад
Turonto fachi dieyajau kulangarku
@sureshasahoo1493
@sureshasahoo1493 3 месяца назад
Tara wife ku pachara kan sabu uskeilabhali katha kahiachhi
@samirparida4209
@samirparida4209 3 месяца назад
BJD sarkar pai marchi
@mannamohanty4837
@mannamohanty4837 3 месяца назад
Lova bada satru.Gyana nahin dharya nahin tenu sampati v bhoga kari parilni.
@sureshasahoo1493
@sureshasahoo1493 3 месяца назад
Tara wife dhara
Далее