ତୁମ ପ୍ରେମ କେଡେ ଗଭୀର ।।TUMA PREMO KEDE GABHIRA ।।NEW ODIA CHRISTIAN SONG ।।ADONAI WORSHIP PRESENT'S 2022
ଖ୍ରୀଷ୍ଟ ରେ ମୋର ପ୍ରିୟ ମା,ବାପା, ଭାଇ ଓ ଭଉଣୀ ପ୍ରତ୍ୟୋକଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସୁମଧୁର ନାମରେ,ଆମ ADONAI WORSHIP CHENNEL ତରଫରୁ ଖ୍ରୀଷ୍ଟୀୟ ନମସ୍କାର ଓ PRAISE THE LORD ଜଣାଉଛୁ
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଗୌରୋବ ଓ ମହିମା ନିମନ୍ତେ, ଅନେକ ଦିନର ପ୍ରାର୍ଥନା ଓ ଅପେକ୍ଷାର ଆପଣମାନଙ୍କର ସମୁଖରେ ଗୋଟିଏ ନୁଆ ଖ୍ରୀଷ୍ଟିୟ ଭୋକ୍ତି ସଂଗୀତ ଉପୋସ୍ତାପୋନୋ କରିବାକୁ ସୁଯଗ ପାଇଲୁ । ଏହି ଗୀତଟି ଇଶ୍ଵରଙ୍କର ଚିରସ୍ଥାୟୀ ପ୍ରେମ ଉପରେ ଆଧାରିତ ଯାହା ପ୍ରୋତ୍ୟକ ଖ୍ରୀଷ୍ଟୀୟ ପରିବାର ନିମୋନ୍ତେ ଚିରୋସ୍ମୃତି ହୋଇ ରହିଅଛି ।
ଆଶା କରୁଛୁ ଏହି ଭକ୍ତି ସଙ୍ଗୀତଟି ଆପଣମାନଙ୍କୁ ନିଶ୍ଚିତ ଭୋଲ ଲାଗିବ। ଆପଣମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ଆମ CHENNEL ରେ ଅନେକ ବିଷୟ ମାନ UPLOAD କରିବୁ । ଆମ ଗୀତକୁ LIKE କରନ୍ତୁ,SHARE କରନ୍ତୁ,COMMENT କରନ୍ତୁ ଓ ଆମ CHENNEL କୁ SUBSCRIBE କରିବାକୁ ଭୁଲନ୍ତୁ ନାହିଁ । ସମସ୍ତଙ୍କୁ ଧନ୍ୟବାଦ ।PRAISE THE LORD.🙏🙏
Full Lyrics
ତୁମ ପ୍ରେମ କେଡେ ଗଭୀର
ହେ ପ୍ରେମ ମୟ
ତୁମ ନାମ କେଡେ ମଧୁର
ହେ ମଧୁ ମୟ...।।2।।
ତୁମ ପ୍ରେମକୁ ସଦା ସ୍ମରିବି
ତୁମ ନାମକୁ ସଦା ଭଜିବି
ହେ କରୁଣାମୟ
ହେ ମଙ୍ଗଳମୟ....।।2।।
ତୁମ ପ୍ରେମ କେଡେ ଗଭୀର.....
ତୁମ ନାମ କେଡେ ମଧୁର...
ଏ ପତିତ ଜଗତରେ ନାହିଁ ସୁଖ ଆବାସ
ଚାହେଁ ପ୍ରୋଭୁ ରହିବାକୁ ସଦା ତୁମରି ପାସ....।।2।।
ତୁମ ଆଦେସ ସଦା ମାନିବି
ତୁମ ଆଶିଷ ସଦା ଲଭିବି
ହେ କରୁଣା ମୟ....
ହେ ମଙ୍ଗଳ ମୟ.....।।2।।
ତୁମ ପ୍ରେମ କେଡେ ଗଭୀର....
ତୁମ ନାମ କେଡେ ମଧୁର....
ଦୁଃଖ ସୁଖ ଜୀବନର ବନ୍ଧୁ ତୁମେ ମୋହର
ନିରାଶ ଜୀବନ ର ସାନ୍ତ୍ଵନା ତୁମେ ମୋର...।।2।।
ତୁମ ବ୍ୟବସ୍ଥା ଧ୍ୟାନ କରିବି
ତୁମ ଜ୍ଞାନରେ ନୀତି ବଢ଼ିବି
ହେ କରୁଣା ମୟ....
ହେ ମଙ୍ଗଲ ମୟ....।।2।।
ତୁମ ପ୍ରେମ କେଡେ ଗଭୀର
ହେ ପ୍ରେମ ମୟ
ତୁମ ନାମ କେଡେ ମଧୁର
ହେ ମଧୁ ମୟ...
ADONAI WORSHIP GROUP PRESENTS
SINGER
K.PRADEEP (MUNNA)
LYRICS
PS SEKHAR KULDEEP SIR
MUSIC & ARRANGEMENT
BAPI SAMAL SIR
PRODUCER
ADONAI WORSHIP GROUP
CAMERA
PS.AKHYA SUNA
RECORDING
SB STUDIO RAYAGADA
EDIT
MUKUNDA BISOI👉 (TIKIRI) 9438726526
SPECIAL THANKS
ADONAI WORSHIP GROUP ALL MEMBERS
........................................................................
23 сен 2024