Extremely happy and proud to present this odia song on the occasion of 'Utkal Divas' to infuse self-belief and self-respect particularly amongst the youth of the State; that we had excelled in all the fields in the past and do have the capability to do so now and we don't have to beseech support from anybody. Bharadwaj Panda (Julu) has beautifully conveyed the theme in his poem, Bibhuti Bhusan Garnayak has made the music arrangements using traditional instruments like, Khanjani, Dhuduki, Ukulele and modern instruments like guitar based on a time-tested tune of the soil, Rajesh Ranjan Mohanty and Rudra Prasad Mohapatra have imaginatively produced the video. Thank you all for making this Utkal Divas song truly memorable.
Utkal Divas Song "Aau Na Kara" with Odia Lyrics.
ଆଉ ନ କର କାହା ଆଗେ ଗୁହାରି
ନିଜେ ନ ମଲେ କିବା ମିଳେ ଶ୍ରୀହରି
ରାମାୟାଣେ ବୋଲା କୁହ ମହାଭାରତେ
ଖାର ବେଳ ଚକ୍ରବର୍ତୀ କଳିଙ୍ଗ ରଥେ
ଲାଙ୍ଗୁଳ ନରସିଂହ ସୂର୍ଯ୍ୟ ମନ୍ଦିର କଲେ
ଅନନ୍ତ ଯଶବନ୍ତ ଜ୍ଞାନ ଚରମ ଦେଲେ
ଏମିତି ଜ୍ଞାନ ଥାଇ ଶୂନ୍ୟ କାହିଁକି ହେଲେ
ନିଶ୍ଚୟ ନିଶ୍ଚୟ କର ବୁଝି ବିଚାରି
ମୁଗଲ ମରାଠା ଇଂରେଜ ଆସିଲେ
ମା ଦେହ ମନ ସେ ଖଣ୍ଡିଆ କଲେ
ଲଢ଼ିଲେ ମଧୁ ବାବୁ ଦେଶ ଏକାଠି କଲେ
ଫକୀର ସେନାପତି ନୂଆ ସାହିତ୍ୟ ଦେଲେ
ଦାସେ ଆପଣେ ସଦା ଲୋକଙ୍କ ସାଙ୍ଗେ ଥିଲେ
ନ ଯାଅ ନ ଯାଅ ନ ଯାଅ
ନ ଯାଅ ତାଙ୍କୁ ତୁମେ ପାଶୁରି
ମାଙ୍କୁ ପାଇଣ ଓଡ଼ିଆଏ ନାଚିଲେ
ଓଡିଶା ଦିବସ ଖୁସି ଖୁସି ପାଳିଲେ
ଭାଷାକୁ ନେଇ ରାଜ୍ୟ ଗଡିଥ ଆମେ ଥିଲେ
ଭାଷାର ପରିଣତି ଗଣ କରି ଦେଲେ
ଯତନ କେତେ କରି ମିଳିଛି ମା ହେଲେ
ମନଟା ମନଟା ମନଟା
ମନଟା ମିଳି ନାହିଁ କାହାରି
#SusmitaDas #RajeshRanjanMohanty #BharadwajPanda #BibhutiBhusanGarnayak #RudraPrasadMohapatra #UtkalDivasVideo
#utkaldivas #utkaldivassong
18 сен 2024