Тёмный

Watch The Political Journey of Kantabanji MLA Laxman Bag Who Defeated Naveen | EP 18 | Argus Podcast 

Argus Digital
Подписаться 356 тыс.
Просмотров 1,1 млн
50% 1

ସମିତି ସଭ୍ୟରେ ହାରିଥିଲେ, ନବୀନଙ୍କୁ ହରାଇଦେଲେ | ଶିଶୁଶ୍ରମିକ, ଟ୍ରକ ହେଲ୍ପର.... ବର୍ଷେ ଜେଲ....ଆହୁରି କେତେ କଥା....
#argusdigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #LaxmanBag
Follow us on Instagram :
/ argustvdigital
01:35 Intro
02:29 ବାପା ଗାଁରେ ୱାର୍ଡ ମେମ୍ବର ଥିଲେ
03:04 ସ୍କୁଲ ଗଲାବେଳେ ରାଗ ରଖି ବାଟରେ ପିଟନ୍ତି ଗାଁ ପିଲା
04:19 ଆମେ ୨ ଭାଇ ପଥର ଭାଙ୍ଗିବାକୁ ଯାଉ
05:19 ଆରମ୍ଭ ହେଲା ଟ୍ରକ ହେଲ୍ପର ଜୀବନ
09:11 ଗୋଟିଏ ବର୍ଷ ଯାଏଁ ଜେଲରେ ଥିଲି
11:11 ୨୬ ଭୋଟରେ ଜିତିଥିଲି କିନ୍ତୁ, ପୁନଃଗଣତି ହେବାରୁ ୧୨୮ ଭୋଟରେ ହାରିଲି
12:12 ୨୦୨୪ ଟିକେଟ ପାଇଲା ପରେ ମୋ ପରିବାର ଲୋକେ କାନ୍ଦିଥିଲେ
17:30 ପ୍ରଚାର ସମୟରେ ଆମ ଗାଡି ବୁଲାଇଦେଉନଥିଲେ
18:59 ଶେଷ ଭୋଟ ଗଣତି କରାଇଦେଲେନି
20:12 ନିର୍ବାଚନରେ ବିଜେଡିକୁ ସାହାଯ୍ୟ କରିବା ପାଇଁ ମୋତେ ଟଙ୍କା ଯାଚିଥିଲେ
21:21 ନବୀନ ବାବୁଙ୍କୁ ମୁଁ ପଚାରିଥିଲି 'ଆପନ୍ ଭଲ ଅଛନ୍ କେଁ'
22:19 କଣ୍ଟାବାଂଝିର ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯିବ
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
Watch The Political Journey of Kantabanji MLA Laxman Bag Who Defeated Naveen | EP 18 | Argus Podcast
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argustvdigital
RU-vid- / @argusdigital.official
Instagram: / argustvdigital

Опубликовано:

 

21 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,5 тыс.   
@gunanidhinaik3699
@gunanidhinaik3699 Месяц назад
କଣ୍ଟାବାଞ୍ଜି ବାସି ଙ୍କୁ କୋଟି କୋଟି ପ୍ରଣାମ।ଏପରି ଏକ ଜୀବନ ସଂଗ୍ରାମରେ ସଙ୍ଘର୍ଷ କରି ରାଜନେତା କୁ ପହଞ୍ଚାଇବା ଦାୟୀତ୍ୱ ନେଇ ଥିବାରୁ।
@nadiabag5524
@nadiabag5524 Месяц назад
Dadan sardar e byakti bhai😂😂😂😂
@sidharthapanigrahi2157
@sidharthapanigrahi2157 23 дня назад
​@@nadiabag5524 Thik thik
@user-ig6nt1hf4w
@user-ig6nt1hf4w 22 дня назад
Parisram r a phal mitha
@surajbag5621
@surajbag5621 18 дней назад
Tui jai chu k dadan nabin k vote deu thilu boli dadan jau thilu​@@nadiabag5524
@babunamallick5594
@babunamallick5594 Месяц назад
ସାର୍ ମୁଁ ବି ଜଣେ ବିଜେଡ଼ି କର୍ମୀ ଟିଏ, କିନ୍ତୁ ଆପଣଙ୍କ ଦୁଃଖ କାହାଣି ଶୁଣି ମତେ ବୋହୁତ୍ ଦୁଃଖ ଲାଗିଲା, କିନ୍ତୁ ଆପଣ ଏ ନିର୍ବାଚନ ରେ ବିଜୟର ହକ୍ ଦାର ଥିଲେ, ମୋର ବିଶ୍ୱାସ ଆପଣ ଯୋଉ ସ୍ତର ରୁ ଆସି ଏଠି ପହଞ୍ଚି ପାରିଛିନ୍ତି ଆପଣ ନିଶ୍ଚୟ ସେଠାକାର ନିଷ୍ପେଷିତ ଦଳିତ ଓ ଅବହେଳିତ, ବର୍ଗର ଲୋକଙ୍କ ପାଇଁ କାମ କରିବେ
@ganpatieducation7571
@ganpatieducation7571 Месяц назад
tq my bro
@Badrinath_807
@Badrinath_807 Месяц назад
Tnx bro
@ABOJIO-ot9ny
@ABOJIO-ot9ny Месяц назад
@babunamallick5594 ବର୍ତ୍ତମାନ ମଲିକ୍ ପରିବର୍ତ୍ତନ ହୋଇଯାଇଛି | (ଆଉ ମଳରୁ ଯାତ ମଲିକ୍ କହିଵା ନାହିଁ) 😅😅😅
@sukantjena1984
@sukantjena1984 Месяц назад
ଭାଇଙ୍କ ଠାରୁ ଆମ ସମସ୍ତଙ୍କୁ କିଛି ଶିଖିବାର ଅଛି. ଓଡିଶା ରାଜନୀତି ରେ ଅଭୁଲା ସ୍ମୃତି ହୋଇ ରହିବ... ଜୟ ଜଗନ୍ନାଥ
@sankarshanpradhan6339
@sankarshanpradhan6339 Месяц назад
ଜୀବନରେ ଦୁଃଖୀ ଜାଣିବ ଦୁଃଖ କଣ 🙏🙏🙏🙏🙏
@pallimadhuriodiafolksong2771
@pallimadhuriodiafolksong2771 Месяц назад
ପରିଶ୍ରମ ଓ କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ୨୫ ବର୍ଷ ର ମୁଖ୍ୟ ମନ୍ତ୍ରୀ କୁ ହରାଇ ଥିବାରୁ ଧନ୍ୟବାଦ ଜଣାଉଛି।
@pratapaguruji6311
@pratapaguruji6311 Месяц назад
ସତରେ ଜୀବନରେ ଆଗକୁ ବଢ଼ିବାକୁ ହେଲେ ଭଗବାନ ଅନେକ ପରୀକ୍ଷା କରନ୍ତି ଲକ୍ଷ୍ମଣ ବାଗ ଙ୍କ ଠାରୁ ଆମେ କିଛି ଶିଖିବାର ଅଛି ଧର୍ଯ୍ୟ ଏବଂ କଠିନ ପରିଶ୍ରମ ମଣିଷ କୁ ଠିକ୍ ଲକ୍ଷ୍ୟ ପଥରେ ପହଞ୍ଚିବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
@AnilKumar-SM369
@AnilKumar-SM369 Месяц назад
ଲକ୍ଷଣ ବାଗଙ୍କ କାହାଣୀ କୁ ନେଇ ଗୋଟେ ଓଡ଼ିଆ ସିନେମା ହେବା ଦରକାର.
@user-cf9ju2kr4o
@user-cf9ju2kr4o Месяц назад
😂😂😂😂😂
@bhaktarampanda304
@bhaktarampanda304 Месяц назад
​@@user-cf9ju2kr4o pandian and Naveen Patnaik upare film Kariba kata 24 years corruption
@Badrinath_807
@Badrinath_807 Месяц назад
Yes
@mynameisnew3783
@mynameisnew3783 Месяц назад
Right
@tapanyadav565
@tapanyadav565 Месяц назад
Right 👍🏻
@pratyushrath
@pratyushrath Месяц назад
ଆଖି କୁ ଲୁହ ଆସିଗଲା, ପ୍ରକୃତ ସଂଗ୍ରାମୀ... ଲକ୍ଷ୍ମଣ ବାବୁଙ୍କ କାହାଣୀ ଅବ୍ରହମ୍ ଲିଙ୍କନଙ୍କ କାହାଣୀ ପରି ଲାଗିଲା।
@nirmalkumarbehuria6411
@nirmalkumarbehuria6411 Месяц назад
Laxman ବାଗ sir ଆପଣଙ୍କୁ ସତ କୋଟି ନମନ 🙏🏽 ସତରେ ଆପଣ ପୂଜ୍ୟ ପୂଜାର ସରଳ ମଣିଷ ଟିଏ ଜୀବନ ର ମାନେ କଣ ଓ ସଫଳ ତାର ମାପ କାଠି ଆପଣଙ୍କ ଠାରୁ ଶିଖିବ ଏ ସମାଜ 🙏🏽 ଆପଣ ବହୁତ ଆଗ କୁ ଯାନ୍ତୁ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ କାମନା 🙏🏽
@basantabhaibms3913
@basantabhaibms3913 Месяц назад
ଏହି କାର୍ଯ୍ୟକ୍ରମ ଟି ବହୁତ ବଢ଼ିଆ ଅନ୍ୟକୁ ପ୍ରେରଣା ଯୋଗାଇବ । ଅଶେଷ ଧନ୍ୟବାଦ
@spokenenglishwithsumatiajo5049
@spokenenglishwithsumatiajo5049 Месяц назад
ଗାଈ ଚରାଳି ରୁ ବିଧାୟକ...???!!!really....!!!???ପଶ୍ଚିମ ଓଡ଼ିଶା ର ପୁର ପଲ୍ଲିର ଜଣେ ସାଧାରଣ ମଣିଷ ବିଧାନ ସଭା କୁ ଯାଇ ଛନ୍ତି।ଏହା ଗଣତନ୍ତ୍ର ର ସଫଳତା ଯେଉଁ ଦଳର ହୁଅନ୍ତୁ ନା କାହିଁକି,ସବୁ ବର୍ଗର ଲୋକଙ୍କୁ ବିଧାନ ସଭାରେ ସ୍ଥାନ ମିଳିବା ଉଚିତ୍ ତେବେ ଯାଇ ଗଣତନ୍ତ୍ର ସଫଳ ହୋଇ ପାରିବ।ପୂର୍ବ ତନ ମୁଖ୍ୟ ମନ୍ତ୍ରୀ ମହୋଦୟ ଙ୍କୁ ଜୁହାର୍ କହିବା ଦୃଶ୍ୟ ଟି ବହୁତ୍ ଭଲ ଲାଗିଲା।❤❤❤ଈଶ୍ୱର ଆପଣଙ୍କ ଚଲାପଥ କୁ କୁସୁମିତ କରନ୍ତୁ।
@anvlog1851
@anvlog1851 Месяц назад
ଲକ୍ଷମଣ ବାଗ ଆଜ୍ଞା ଙ୍କୁ ଏଥି ପାଇଁ ଜିତା ଯାଇଛି ତାଙ୍କ ପରିଆଉ କେହି ନହେବା ପାଇଁ ନାଇଁତ ନବୀନ ବୁଢା ଜିତିଥିତା । ଲକ୍ଷ୍ଯମଣ ବାଗ ଜିତିଲେ ଇଥନେ ରହେବେ ବଳି
@PruthivirajMajhi
@PruthivirajMajhi Месяц назад
Sabu michha
@anvlog1851
@anvlog1851 Месяц назад
ମନ୍ତ୍ରୀ ପଦ ପାଇଁ ଆମର ଅଷାଥିଲା
@RukmanaDas-oz7lw
@RukmanaDas-oz7lw Месяц назад
@@PruthivirajMajhi kana michha ? apana sata kana janichhanti jadi kahibe ki ?
@PruthivirajMajhi
@PruthivirajMajhi Месяц назад
@@RukmanaDas-oz7lw yes
@Babubhaipatra
@Babubhaipatra Месяц назад
ସତ କହୁଛେ ଆଜ୍ଞା... ମୁଇଁ ଯଦି ଫିଲ୍ମ ପ୍ରଯୋଜକ ହେତି ବେଲେ ପହେଲା ଫିଲ୍ମ ଆପଣଙ୍କର କାହାଣୀ କେ ନେଇ କରି କରତି... ବାଗ ନାଇଁ ସେ ବାଘ ଆପଣ... I love you verry much King sir...
@preranashrota8166
@preranashrota8166 Месяц назад
Real hero
@RajaPradhan-ey1gu
@RajaPradhan-ey1gu 11 часов назад
ହଉ ମୁଁ ତୁମ କୁ ଫିଲ୍ମ ପ୍ରଜାଜକ କରି ଦେବି 🧐🧐 ଆସିକି ଦେଖା କର କଟକ re
@GR-mz9ll
@GR-mz9ll Месяц назад
ଛୁଆ ବେଳେ ବହି ରୁ ପଢ଼ିଥିଲୁ ଯତ୍ନ କଲେ ରତ୍ନ ମିଳେ , ପରିଶ୍ରମ ର ଫଳ ମିଠା ସମୟ ବହୁତ୍ ମୂଲ୍ୟ ବାନ ଏହା ୧୦୦ ରୁ ୧୦୦ ଭାଗ ସତ୍ୟ ଅଟେ ଏହା ମାନେ ରଖିବା ଦରକାର , ଜୟ ଜଗନ୍ନାଥ 🙏🙏
@SP_ODIYA
@SP_ODIYA Месяц назад
ସତରେ ଲକ୍ଷ୍ମଣ ବ୍ୟାଗ୍ ତୁମେ ଜଣେ stragal ପୁରୁଷ।❤❤❤ ମତେ ବି ସଂଘର୍ଷ କରିବାର ପ୍ରେରଣା ଆଉ ଶକ୍ତି ମିଳିଗଲା। ସଂଘର୍ଷ ର ଅନ୍ୟ ନାମ ସଫଳତା।
@Updated_News_
@Updated_News_ Месяц назад
ବହୁତ ସରଳ ଓ ନିଷ୍କପଟ ମଣିଷ। କଣ୍ଟାବାଞ୍ଜି ର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ।। 🚩ଜୟ⭕‼️⭕ଜଗନ୍ନାଥ,🚩ଜୟ🏹ଶ୍ରୀ ରାମ।। 🙏🙏🙏
@defenceintel
@defenceintel Месяц назад
BJP ର କିଏ ବିରୋଧୀ ହେଇପାରେ କିମ୍ବା ସମର୍ଥକ ହୋଇପାରେ. କିନ୍ତୁ ଗୋଟିଏ କଥା କହିବି BJP ହେଉଛି ସେହି ଦଳ ଯିଏ ତୃଣମୂଳ ସ୍ତରରେ ଲୋକଙ୍କୁ ରାଜନୀତିରେ ସୁଯୋଗ ଦିଏ. ସେ ପ୍ରତାପ ଷଡ଼ଙ୍ଗୀ ହୁଅନ୍ତୁ କି ମୋହନ ମାଝୀ, ଦ୍ରୌପଦୀ ମୁର୍ମୁ ହୁଅନ୍ତୁ, କିମ୍ୱା ଲଖ୍ମଣ ବାଗ, କିମ୍ବା ନରେନ୍ଦ୍ର ମୋଦୀ. ବିଜେପି EVM ନୁହେଁ ଲୋକଙ୍କ ହୃଦୟକୁ ଅକ୍ତିଆର କରି ଜିତେ. 🙏🏻🙏🏻
@laxmidharamohapatra1491
@laxmidharamohapatra1491 Месяц назад
Right
@PremBagh-gq6tu
@PremBagh-gq6tu Месяц назад
Bjp selfish pati
@AsitKumarSa
@AsitKumarSa Месяц назад
Hahaha.....😅😅😅😅
@ksp3490
@ksp3490 Месяц назад
BJP 100% ❤❤❤ Love from Heart❤❤❤❤
@bhaktabandhusahu3905
@bhaktabandhusahu3905 Месяц назад
Exactly 💯
@Sadboysudhir03
@Sadboysudhir03 Месяц назад
ଆଖିରୁ ଲୁହ ଆସିଗଲା 😢😢 ସତରେ ଆପଣ ବହୁତ ଭଲ 🙏🙏🙏
@amarusatanand2657
@amarusatanand2657 Месяц назад
ବହୁତ ସଂଘର୍ଷମୟ ଜୀବନ🙏ରାଜନୀତିରେ ଆପଣଙ୍କୁ ଶୁଭକାମନା ଓ ଶୁଭେଚ୍ଛା 👍🙏
@jchoudhury274
@jchoudhury274 Месяц назад
Laxman bag ଭଳି ମହାନ ବ୍ୟକ୍ତି ଓ଼ିଶାରେ ବିରଳ ଅସଲି ହିରୋ ଭଳି ଜନତା ଙ୍କ ସୁଖ ଦୁଃଖ ରେ ରହି ଥାଆନ୍ତୁ ଜୟ ଜଗନ୍ନାଥ
@hjkvvc
@hjkvvc Месяц назад
Bhai janku cm kara
@dharmupodh6557
@dharmupodh6557 Месяц назад
E babu sie dadana samrat bi labour nku mari ba piti ba prathama kama tara
@AmirKumar88
@AmirKumar88 Месяц назад
ୟେ କାହାଣୀ ଶୁଣିଲା ପରେ ମୋ ଭଳି କାହା ଆଖିରେ ଲୁହ ଆସି ଯାଇଛି..
@Amachalani
@Amachalani Месяц назад
ମୋର ବି ସମୟ ଠିକ୍ ଶିକ୍ଷା ଦେଇଛି ନବୀନ ବାବୁଙ୍କୁ
@AkshayKumar-ze8ok
@AkshayKumar-ze8ok Месяц назад
କଷ୍ଟ କଲେ କୃଷ୍ଣ ମିଳେ। ବହୁତ ବହୁତ ଧନ୍ୟବାଦ।ରାଜନୀତିରେ ଢେରେ ଆଗକୁ ଯାଆନ୍ତୁ ।
@saisankarsahoo8365
@saisankarsahoo8365 Месяц назад
ବିଜେଡ଼ି ସରକାର ବହୁତ ଅନ୍ୟାୟ କରିଛି ସେହିତି ପାଇଁ ଏହି ଅବସ୍ତା ଯୁଗ ଯୁଗ ରହିଆସିଛି ଧର୍ମ ଜୟ
@sanjaykumarswain6265
@sanjaykumarswain6265 Месяц назад
କଣ୍ଟାବାଞ୍ଜି ଜନତା ଙ୍କୁ ଅଶେଷ ଧନ୍ୟବାଦ୍ 🙏 ଜୟ ଜଗନ୍ନାଥ 🙏
@user-tm1kk4sd3q
@user-tm1kk4sd3q Месяц назад
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏତେ କଷ୍ଟ କରି ଆପଣ ବିଧାନ ସଭା ଆସିଥିବାରୁ ଧନ୍ୟବାଦ ଜଣାଉଛି । ପ୍ରକୃତ ରେ ଆପଣ ଜଣେ ହିରୋ ।
@AstrologerEr.NiranjanPanda
@AstrologerEr.NiranjanPanda Месяц назад
ବହୁତ ବହୁତ ଧନ୍ୟବାଦ ଲକ୍ଷ୍ମଣ ଭାଇ। ଜଗନ୍ନାଥ ତମର ମଙ୍ଗଳ କରନ୍ତୁ। ଏମିତି ଲୋକଙ୍କ ର ସେବା କରୁଥାଅ। ଦୁଃଖ ପରେ ସୁଖ ଆସେ।ବିଧିର ବିଧାନ।
@akshayatripathy3703
@akshayatripathy3703 Месяц назад
ସତରେ ଇୟେ ଏକ ହୃଦୟ ବିଦାରକ ଦୃଶ୍ୟ।ସତରେ ଭଗବାନ ଅଛନ୍ତି। କିନ୍ତୁ କେବେବି ପୁର୍ବ କଥା ଭୁଲିଜିବେନି। ଧନ୍ୟବାଦ। ଆପଣଙ୍କ ସଂଘର୍ଷ ର କାହାଣି ଜିଏ ଶୁଣିବ ସେ କାନ୍ଦି ପକାଇବ।
@bijayanandadas8289
@bijayanandadas8289 Месяц назад
ଭଗବାନ ଆପଣଙ୍କ ଚଲାପଥ ରେ ପୁଷ୍ପ ବୃଷ୍ଟି କରନ୍ତୁ, ଆପଣ ଜଣେ ଅନନ୍ୟ ବ୍ୟକ୍ତିତ୍ୱ, ଖୁଵ ଖୁସି ଲାଗିଲା। ନିରପେକ୍ଷ ଭାବେ ଜନସାଧାରଣଙ୍କୁ ସେବା ଦିଅନ୍ତୁ, ଏହାହିଁ ଆମର ଆଶା ଏବଂ ବିଶ୍ୱାସ। ଜୟଶ୍ରୀଜଗନ୍ନାଥ 🙏
@dillipcreations2010
@dillipcreations2010 Месяц назад
ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର ମାନେ ... ବିରଳ ବ୍ୟକ୍ତିତ୍ବ ଶ୍ରୀ ଯୁକ୍ତ ଲକ୍ଷ୍ମଣ ବାଗ ଙ୍କ ଜୀବନ କାହାଣୀ ... ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ସାଥ ଦିଅନ୍ତୁ ।
@laxmankumarnayak3270
@laxmankumarnayak3270 Месяц назад
ସବୁ ଅପେକ୍ଷାର ଅନ୍ତ ଘଟିଛି, ଏବେ ସାଧାରଣ ଲୋକ ଅସାଧାରଣ କାମ କରିବାର ବେଳ ଆସିଛି, ଧନ୍ୟ ଆପଣ,ଧନ୍ୟ ଆପଣଂକ ନିଷ୍ଠା 🙏🙏🙏ସାଧୁବାଦ ଭାଇ, ଶୁଭେଚ୍ଛା ଓ ଅଭିନନ୍ଦନ 🪷🎉🎉🎉
@prafulasingh2267
@prafulasingh2267 Месяц назад
ଝଡ଼ ପୂର୍ବର ନିରବତା , ଝଡ଼ ପରର ସ୍ତବ୍ଧତା ଲକ୍ଷ୍ମଣ ବାଗ୍ ପ୍ରମାଣିତ କଲେ ସେ ଜଣେ " ଝଡ଼ " ଯାହା ଏକ ବିଶାଳ ବୃକ୍ଷକୁ ଧରାସାଇ କଲେ । ଲକ୍ଷ୍ମଣ ବାଗ୍ ଙ୍କୁ ତତ୍ ସଙ୍ଗେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
@sudhansurout451
@sudhansurout451 Месяц назад
ଧୈର୍ଯ୍ୟ ଓ ସାହସ ଆପଣଙ୍କୁ ଶିଖରରେ ପହଞ୍ଚାଇ ପାରିଛି ।ଅଶେଷ ଧନ୍ୟବାଦ
@user-xb5js1lj2r
@user-xb5js1lj2r Месяц назад
ଧନ୍ୟବାଦ ଲକ୍ଷ୍ମଣ ଭାଇ , ତୁମ ଯାତ୍ରା ସଫଳ ହେଉ ।
@anuradhadey3740
@anuradhadey3740 Месяц назад
ଆଖିରେ ଲୁହ ଆସିଗଲା, ଆପଣ ଯେଉଁ ଦଳ ରେ ରୁହନ୍ତୁ ନା କାହିଁକି, ଆପଣ ସମ୍ମାନ ର ହକ୍ଦାର। ତେଲୁଗୁ ଫିଲ୍ମ କୁ କପି କରିବା ଅପେକ୍ଷା ଏଇ ପରି REAL HERO ଙ୍କ STORY କୁ ସାମନା କୁ ଆଣିବା ଦରକାର।
@InspirationalCircuitBoar-nw4ip
@InspirationalCircuitBoar-nw4ip Месяц назад
ଧନ୍ୟବାଦ ଲକ୍ଷଣ ବାବୁ କଠୋର ପରିଶ୍ରମ କରି ନିଜର ଜୀବନଜୀବିକା,ଆଜି କଣ୍ଟାବାଞୀର ଲୋକପ୍ରିୟ ହୋଇ ଜନତାର ସେଵାଭାଵରେସେଵାଦେଥଗଵା ଭକ୍ତିରେ ରାଜ୍ୟର ଵିଧାନସେଵାର ସଦଶ୍ଯହୋଇଛନ୍ତି। ଜନତାଆଶ୍ରୀଵାଦରେ ଵିଯୟର ଵାନରହିଛି ଜନତାର ସମସ୍ୟା ପୁରଣ କରିସମପଥଚାଳିଥାଉ ଜୟ ଜଗନ୍ନାଥ ଜୟ ଜନତା
@umakantadas1325
@umakantadas1325 Месяц назад
ଜୟ ମାଆ ବିରଜା ଲକ୍ଷ୍ମଣ ବାଗ ଭାଇଙ୍କୁ ସହାୟ ହୁଅନ୍ତୁ ।ସେ ଜନମଙ୍ଗଳ କାର୍ଯ୍ୟରେ ଆଗୁଆ ହୁଅନ୍ତୁ
@sumantameher4074
@sumantameher4074 Месяц назад
ଲକ୍ଷ୍ମଣ ବାଗ ଆଜ୍ଞା ଆପଣ ବହୁତ ବଢିଆ ବ୍ୟକ୍ତି ହୃଦୟ ରୁ ବହୁତ ଭଳ ମୋର ସୋଭାଗ୍ୟ ଯେ ଆପଣ ଙ୍କ ସହିତ ମିଶି ବାର ସୋଭାଗ୍ୟ ପାଇଛି ଆପଣ ଙ୍କର ନିମନ୍ତ୍ରଣ ପାଇ ଆପଣ ଙ୍କର ଗ୍ରାମ ରେ ଆପଣ ଙ୍କ ଦ୍ଵାରା ଆୟୋଜିତ ଶିବ ରାତ୍ରି ପ୍ରୋଗ୍ରାମ ରେ ଦୁଇ ବର୍ଷ ମହା ରାଜ ଭାବରେ ଅଭିନୟ କରି ବାର ସୁଯୋଗ ପାଇଛି ମୋ ସହିତ ଆମର ଅନୁଷ୍ଟାନ ର ସମସ୍ତ କଳା କାର ମାନେ ବି ଯାଇ ଥିଲୁ ସମସ୍ତେ ଆପଣ ଙ୍କର ବ୍ୟବହାର କୁ ସବୁ ବେଲେ ମନେ ପକାନ୍ତି ସାର ଆପଣ ହୃଦୟ ରୁ ଜଣେ ବହୁତ ସୁନ୍ଦର ବ୍ୟକ୍ତି ଆପଣ ଙ୍କର ଜୀବନ ସଂଘର୍ଷ ବିଷୟ ରେ ଶୁଣି ମୁ ମଧ୍ୟ କାନ୍ଦି ପକାଇଲି 🙏🙏
@antaryaminath408
@antaryaminath408 Месяц назад
ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ଭଗବାନ ଆପଣ ଙ୍କୁ ଦୀର୍ଘ ଆୟୁଷ ଦିଅ ନ୍ତୁ ଭଷ୍ଟାଚାରୀ ଡକା ୟତ ନେତା ଓ ଅଫିସର ମାନଙ୍କୁ ଉପଯୁକ୍ତ ଶିକ୍ଷା ଦିଅନ୍ତୁ ପ୍ରକୃତ ରେ ଆପଣ ଓଡିଶା ଇତିହାସ ରେ ଜଣେ ମହାନ ହିରୋ
@tapanojha3982
@tapanojha3982 Месяц назад
Bahut ଧନ୍ୟବାଦ୍ ଦେବି ହୃଦୟରୁ ଆପଣଙ୍କୁ,you are great, କିନ୍ତୁ ଆପଣ ଗୋଟେ ଉତ୍ତର ଦିଅନ୍ତୁ,ବିନା ଗଦୀ ରେ ଜନ ସେବା karihabani?
@bishnucharansukla9000
@bishnucharansukla9000 Месяц назад
ଲକ୍ଷ୍ମଣ ବାଗ ଶକ୍ତି ଭେଦ ହେଲେ ମଧ୍ୟ ଭଲ ହୋଇ ଇନ୍ଦ୍ର ଜିତ୍ କୁ ନିଧନ କରିପାରେ।ଧନ୍ୟ ବାଦ୍।
@ourlearning6425
@ourlearning6425 Месяц назад
କଣ୍ଟାବାଞ୍ଜି ପ୍ରତି ଅନ୍ୟାୟ କରିବେ ନାହିଁ | ଭଗବାନ୍ ଆପଣଙ୍କ ପାଖରେ ପାଖେ ରହିବେ | ଆପଣ ବିରଳ ଓ ଅନନ୍ୟ |
@panchananpradhan729
@panchananpradhan729 Месяц назад
ବହୁତ୍ ବହୁତ୍ ଶୁଭେଚ୍ଛା ଓ ଶୁଭକାମନା, ଜୟ ଶ୍ରୀ ରାମ, ଜୟ ଜଗନ୍ନାଥ
@uniquesearcher.6150
@uniquesearcher.6150 Месяц назад
Heart touching interview... Jai Shree ram... Satya ka hamesa jai hota he..
@chaturbhujabag5095
@chaturbhujabag5095 Месяц назад
କଣ୍ଟାବାଞ୍ଜି ଜନ ସାଧାରଣଙ୍କୁ ବହୁତ ବହୁତ ଧନ୍ୟବାଦ୍
@tikerambag9866
@tikerambag9866 Месяц назад
ଲକ୍ଷ୍ମଣ ବାଗ ବହୁତ ସରଳ ଲୋକ ❤🙏
@bipinimallickbipini6793
@bipinimallickbipini6793 Месяц назад
ନୀଳବର୍ଣ. ଶୃଗାଳକୁ. ହରେଇଲେ. Laxmana. Baga. ବାବୁ. ପ୍ରକୁତ. ହିରୋ. 🙏🏼❤
@PruthivirajMajhi
@PruthivirajMajhi Месяц назад
Jiye b bjp re thiya heba jitiba kichhi bada katha nuhe nabin harithanta ok
@Kamalraut-c8o
@Kamalraut-c8o Месяц назад
ନା ଏଇଟା ସତ ନୁହଁ bjd and congress ମଧ୍ୟ ରେ ଟକ୍କର ତାଳେ କଣ୍ଟାବାଞ୍ଜି ରେ ଏଥର ପରିବର୍ତ୍ତନ ପାଇଁ bjp କୁ ଭୋଟ ଦେଇଛନ୍ତି ଏବଂ ଜିତାଇଛନ୍ତୀ​@@PruthivirajMajhi
@PruthivirajMajhi
@PruthivirajMajhi Месяц назад
@@Kamalraut-c8o yes
@PruthivirajMajhi
@PruthivirajMajhi Месяц назад
Bjp party re apana v kantabanji re election re candidate heithante apana v election jiti thante
@PruthivirajMajhi
@PruthivirajMajhi Месяц назад
Laxman bag last change next election new candidate bjp party graduate loka heba
@bahadursagar1698
@bahadursagar1698 Месяц назад
ଭାଇ ଆପଣ ସବୁ ଦୁଃଖ ଅଙ୍ଗେ ନିଭାଇଛନ୍ତି । ଦୟା କରି ଆମ ଦଳିତ ଭାଇ ମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ।
@sairindhrilayak8191
@sairindhrilayak8191 Месяц назад
ଅଭାବ ହିଁ ଉଦ୍ଭାବନ ର ଜନନୀ ❤❤
@PusparaniSahoo-jm1tx
@PusparaniSahoo-jm1tx Месяц назад
Very nice topic sir
@dushasanpradhan7917
@dushasanpradhan7917 Месяц назад
ଶ୍ରୀ ଯୁକ୍ତ ଲକ୍ଷ୍ମଣ ବାଗ sir ଆପଣ ସତରେ ଜଣେ ହୃଦୟର ବାସ କରୁଥିବା ବ୍ୟକ୍ତି, ଆପଣ ଭାରି ସରଳ ଆଉ ଆପଣଙ୍କ ଅଂଚଳ ବସି ମଧ୍ୟ ଭାରି ସରଳ ବିଶ୍ୱାସୀ, ସେମାଙ୍କୁ ଆପଣ ଧୋକା ଦେବେନି, ମାନ୍ୟବର ପ୍ରଧାନ ମନ୍ତ୍ରୀ ଆପଣଙ୍କୁ କହିଥିଲି "ସବାସ ମେରା ସେର "ଆଉ ମୋର ଆଶା ଆପଣ ମଧ୍ୟ ଦିନେ ଓଡିଶା ର ମୁଖ୍ୟମନ୍ତ୍ରୀ ହେବେ 😂🇮🇳🇮🇳🇮🇳🙏🙏🙏💕💐💐
@harichandanrath7320
@harichandanrath7320 Месяц назад
ଧନ୍ଯବାଦ କଣ୍ଟାବାଞ୍ଜି ଜନସାଧାରଣଙ୍କୁ
@monalisapalei70
@monalisapalei70 Месяц назад
Heartiest Gratitude Sir... 🙏 Fr ur Voluminous courage nd Noble nature 🙏Jst grtst salutations 🙏👍 ଆପଣ ଙ୍କ ଭଳି ନେତା ନିଶ୍ଚୟ ଆମର ସୁଖ ଦୁଃଖ ର ସାଥୀ ହୋଇ ପାରିବେ । ଆପଣଙ୍କ ବଡ଼ ପଣ ବଜାୟ ରହିବ ସବୁଦିନ । ଆପଣ ନିଶ୍ଚିତ ଆମର ସମସ୍ୟା ଦୂରୀକରଣ କରିବେ ।। congratulations 👏🎉 fr your victory ✌️🙌 wishes From jajpur Dharmasala...🙏🙏Jay Jagannath...❤
@goformastermind.0002
@goformastermind.0002 Месяц назад
ମୁଁ ବହୁତ୍ ବହୁତ୍ ଧନ୍ୟବାଦ୍ ଦେବୀ argus ଟିଭି କୁ ଏମିତି ଜଣେ ନେତାଙ୍କୁ ଆପଣ ଡାକି ତାଙ୍କର ସଂଘର୍ଷ ପୂର୍ଣ୍ଣ ରାଜନୀତିକ ଜୀବନ ଇତିହାସ କୁ ଲୋକଳଚନ କୁ ଆଣିଥିବ। ପାଇଁ। ଆଗମୀ ରାଜନୀତି ଛାତ୍ର ମାନଙ୍କ ପାଇଁ ଲକ୍ଷ୍ମଣ ବାଗ ଭାଇ ଆଦର୍ଶ।❤
@bhagirathibarik9956
@bhagirathibarik9956 Месяц назад
ଆପଣ ଙ୍କ ଭଳି ଜଣେ ଶଚା ଦେଶ ପ୍ରେମୀ ଲୋକ ପ୍ରେମୀ ସର୍ବୋପରି ଜଣେ ଦଳ ପ୍ରେମୀ ନେତା ଙ୍କୁ ସତ ସତ ନମନ ଯାହାର ଟିକିଏବି କ୍ଷମତା ଲୋଭ କି ଅର୍ଥ ଲୋଭ ନାହି 🙏🙏
@pramodbisoyi3332
@pramodbisoyi3332 Месяц назад
ପ୍ରକୁତରେ ହିରୋ..... ଲକ୍ଷ୍ମଣ ବାଗ jaiho...
@PremChand-rr9fg
@PremChand-rr9fg Месяц назад
ଭଗବାନ୍ ଆପଣଙ୍କର ମଙ୍ଗଳ କରନ୍ତୁ ।
@kulamanipatra2261
@kulamanipatra2261 Месяц назад
🙏🙏🙏🙏sir ଆପଣକୁ ବହୁତ ବହୁତ ଧନ୍ୟବାଦ ଆଉ ଗୋଟେ କଥା ଜାଣିବା କଥା ଯେ...କଷ୍ଟ ର ଫଳ ସବୁ ବେଳେ ଶୁଭ ଫଳ ଦିଅ.. ପରିଶ୍ରମ ର ଫଳ ସବୁ ବେଳେ ମିଠା
@abinashpradhan5929
@abinashpradhan5929 Месяц назад
ସତରେ ଚମତ୍କାର ବ୍ୟକ୍ତିତ୍ଵ ଆପଣଙ୍କର ଲକ୍ଷ୍ମଣ ବାବୁ। କେବଳ ରାଜନୀତି ନୁହେଁ ପୁରା ସମାଜରେ ଆପଣଙ୍କ ଭଳି ବ୍ୟକ୍ତିତ୍ଵ ଅତି ନିଆରା।
@karnapangi141
@karnapangi141 Месяц назад
🙏🙏👍👍 ପ୍ରକୁତରେ ସ୍ୱଚ୍ଛ mla laxman Bagh sir.
@jaishree1391
@jaishree1391 Месяц назад
ଆପଣ ଙ୍କ କଥୋପକଥନ ବହୁତ ଭଲ ଲାଗିଲା, ହୃଦୟ ସ୍ପର୍ଶୀ 💐🙏
@sridharpatel2459
@sridharpatel2459 Месяц назад
ଲଖଣ ବାଘ୍ ମୋର କୋଟି କୋଟି ପ୍ରଣାମ ଧନ୍ୟବାଦ
@swarajkumarbej3768
@swarajkumarbej3768 Месяц назад
ଏମାନେ ହିଁ ପ୍ରକୃତ ନେତା। ନେତୃତ୍ବ ନେବାର ଅଛି କ୍ଷମତା।
@RaghuarSinha
@RaghuarSinha Месяц назад
ସଂଘର୍ଷ ମୟ ଜୀବନ ବିତାଇଥିବା ଜଣେ ସଚ୍ଚୋଟ ଓ ଲଢୁଆ ମଣିଷର ବାକ୍ୟ ବାଣୀ ଶୁଣି ଆଶ୍ଚର୍ୟ୍ଯ ଲାଗିଲା । ସେ ଯାହାହେଉ ଲକ୍ଷ୍ମଣ ବାଗ ଆଜି ବିଧାନସଭାକୁ ନିର୍ବାଚିତ ହୋଇ ସାରା ମଣିଷ ଜଗତକୁ ଯେଉଁ ଦିଗଦର୍ଶନ ଦେଲେ ତାହା ବୁଝିବାର ଅଛି । ଧନ୍ୟବାଦ ଶ୍ରୀ ଲକ୍ଷ୍ମଣ ବାଗ ।
@bibhuprasadsahu5205
@bibhuprasadsahu5205 Месяц назад
ସ୍ୱାଭିମାନୀ ମଣିଷ ମାନ୍ୟବର ବିଧାୟକ ଲକ୍ଷ୍ମଣ ବାଗ ସାର 🙏
@namastebharat8375
@namastebharat8375 Месяц назад
ଏଭଳି ନେତା ଦେଶ ପାଇଁ ରାଜ୍ୟ ପାଇଁ ଜରୁରୀ
@everythingforyou9342
@everythingforyou9342 Месяц назад
ରାଜକୀୟ ପରିବାରରୁ ନବୀନ ଆସିଥିଲେ ଦୁଃଖ କେବେ ଜାଣି ନାହାନ୍ତି... ନିଜ ଜୀବନରେ ଦୁଃଖ ଜାଣି ନଥିବା ଲୋକ ଆପଣଙ୍କ ସହ fight କଲା sir... ସେଥିପାଇଁ ଆପଣ ବିଜୟୀ ହେଇଗଲେ 🙏🏻🙏🏻🙏🏻
@sabyasachi7111
@sabyasachi7111 Месяц назад
ନିଶ୍ଚୟ ଆଜିର ପୋଡ଼ କଷ୍ଟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ ଥିଲା........ ଠିକି ଏଇ ଭଳି କାହାଣୀର ମଣିଷ...... ଧର୍ମଶାଳା ର ସତୀଶ ବିଶ୍ୱାଳ..... ଆପଣଙ୍କ ପୋଡ଼ କଷ୍ଟ ରେ ଆମେ ଥରେ ଦେଖିବାକୁ ଚାହୁଁଛୁ
@anantabag6811
@anantabag6811 Месяц назад
Bahut badhia interview... We proud that our mla is laxman Bag sir..
@debendranathpal813
@debendranathpal813 Месяц назад
ଏମିତି ସରଳ ନିଷ୍କପଟ ବ୍ୟକ୍ତି ଯେବେ ଗଣତନ୍ତ୍ର ର ପୂଜାରୀ ହୋଇ ଯିବେ, ସେ ଦିନ ରାମ ରାଜ୍ୟ ର ଆରମ୍ଭ ନିଶ୍ଚୟ ପୁଣି ହୋଇ ପାରିବ! ଜଗନ୍ନାଥ ଙ୍କ କୃପା ରୁ ଏମିତି ଅନେକ ଲୋକ ଭରି ଯାଆନ୍ତୁ ରାଜନୀତି ରେ ସେ ଯେଉଁ ଦଳ ର ହୁଅନ୍ତୁ। ସାଲୁଟ 🙏
@gayadharsethy4817
@gayadharsethy4817 Месяц назад
ଆପଣଙ୍କ ଭଳି ଜଣେ ଜନ ମଙ୍ଗଳକାରୀ ଭାବଧାରା ର ବ୍ୟକ୍ତି ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୁଅନ୍ତୁ ମା ବିରଜାଙ୍କ ପାଖରେ ଏତିକି ପ୍ରାଥନା 🙏 ଏବଂ ଆପଣଙ୍କ ପରି ଜଣେ ସଚୋଟ ସ୍ପଷ୍ଟ ବାଦୀ ଲୋକ ସବୁ ଜିଲ୍ଲା /ରାଜ୍ୟ /ଦେଶରେ ରହିବା ଦରକାର ଜୟ ମା ବିରଜା 🙏
@sabitarani6363
@sabitarani6363 Месяц назад
ଧନ୍ୟବାଦ ଲକ୍ଷ୍ମଣ ବାଗ ଆଜ୍ଞା କୁ, ଆପଣଂକ ଉପରେ ଆପଣଂକ ନିର୍ବାଚନ ମଣ୍ଡଳୀ ର ସାଧାରଣ ଜନତା ଅନେକ ଆଶା ରଖିଛନ୍ତି ତାହାକୁ ପୂର୍ଣ୍ଣ କରିବା ପାଇଁ ଅନୁରୋଧ
@birakishoresahoo3080
@birakishoresahoo3080 Месяц назад
Jay jagannath.Chamatkat.Go ahead sanabhai.Apanka byaktitwa ku mun namaskar karuachhi.Suna khande.
@susrisrimayeepanda6210
@susrisrimayeepanda6210 Месяц назад
ପରିଶ୍ରମ ଓ ଆତ୍ମବିଶ୍ୱାସ ହିଁ ମଣିଷକୁ ଉତ୍ତମ ଫଳ ମିଳେ ❤
@ganeswarbehera-fj6yu
@ganeswarbehera-fj6yu Месяц назад
ଧନ୍ୟବାଦ ଭାଇ ଆପଣ ଜଣେ ମହାନ ବ୍ୟକ୍ତି , ଏତେ ଦୁଃଖ କଷ୍ଟ ସହି ଏପରି ସ୍ତାନରେ ପହଞ୍ଚିଲେ । ଭଗବାନ ଆପଣ ଙ୍କୁ ଶକ୍ତି ଦିଅନ୍ତୁ, ଆପଣ ଦୁଃଖିଲୋକର ଦୁଖ ବୁଝନ୍ତୁ। ଭଗବାନ ଆପଣ ଙ୍କ ର ମଙ୍ଗଳ କରନ୍ତୁ। ବହୁତ ବହୁତ ଧନ୍ୟବାଦ ଭାଇ । ଜୟ ଶ୍ରୀରାମ, ଜୟ ଜଗନ୍ନାଥ ।
@narayanbej9835
@narayanbej9835 Месяц назад
ବହୁତ ସଂଘର୍ଷ ପୂର୍ଣ୍ଣ ଜୀବନ ଆପଣଙ୍କର ସେଥିପାଇଁ ତୁମକୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ
@pabitramohannayak1551
@pabitramohannayak1551 Месяц назад
Real Hero of the day!May God Bless You with healthy, wealthy and peaceful life!Let you keep up the public welfare work afterwards and get public bless!
@h.s.videophotographykapila7075
@h.s.videophotographykapila7075 Месяц назад
ଆମ ପଶ୍ଚିମ ଓଡିଶା ର ହିରୋ ଲକ୍ଷ୍ମଣ ବାଗ
@razeofficial8095
@razeofficial8095 Месяц назад
ପୁରା ଓଡ଼ିଶା ର ହିରୋ ... Entire ଓଡ଼ିଶା ଦେଖୁଛି
@DebantakaRana
@DebantakaRana Месяц назад
Right
@purnachandrakhamari8956
@purnachandrakhamari8956 Месяц назад
ବାସ୍ତବରେ ଆପଣ hero 🙏🏿🙏🏿
@jashobantapradhan7888
@jashobantapradhan7888 Месяц назад
ଲକ୍ଷ୍ମଣ ମାନେ ହଁ ସେବକ ଭାତୃଗଣ ପ୍ରେମି ଏ ସେବକ ମୋ ପରି ସେବକ
@sourabhabisoyi2507
@sourabhabisoyi2507 Месяц назад
ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଜଣେ ପ୍ରକୃତ ହିରୋ।
@bharatchandradas8895
@bharatchandradas8895 Месяц назад
ସରଳ ହୃଦୟ ର ମଣିଷ। ଈଶ୍ୱର ଙ୍କ ଆଶିର୍ବାଦ ସର୍ବଦା ଆପଣଙ୍କ ପାଇଁ ରହୁ।
@SasankaSekharMisra
@SasankaSekharMisra 8 дней назад
What a heart-touching story of MLA of Kantabanjhi(Lakshman Bag) who struggled hard to make a living.My eyes were wet with tears listening to such news.I convey my best wishes to him for long and prospective life.
@subhrachhotaray1512
@subhrachhotaray1512 Месяц назад
Such a very very down to earth person... ସ୍ପଷ୍ଟ କଥା ସରଳ ମଣିଷ l ହାରି ହାରି ଜିତିବା ୟାକୁ କୁହାଯାଏ l ପରିଶ୍ରମ ଆଉ ସଚୋଟ ଫଳ l ଏ ପରି ଅନୁଭବୀ ମଣିଷ ରାଜନୀତି କୁ ଆସିଲେ ଦୁଃଖ କଷ୍ଟ କୁ ବହୁତ୍ ନିକଟରୁ ବୁଝିପାରିବେ l best podcast
@kalpanasahoo2036
@kalpanasahoo2036 Месяц назад
ପ୍ରକୁତ ହିରୋ ଲଖମନ ବାଗ. ଧର୍ମର ଜୟ ହେଇଛି. ପ୍ରକୁତ ରେ ଭଗବାନ ଅଛନ୍ତି
@mrajdigital2579
@mrajdigital2579 Месяц назад
Jay Jagannath, Jay Sri Krishna, Jay Sri Ram
@bijaykumarmarandi4047
@bijaykumarmarandi4047 24 дня назад
Hnn Ayodhya re auu Kedarnath re b Aame Dekhilu❤😂
@narayandas369
@narayandas369 Месяц назад
ଅର୍ଗୁସ news ଧନ୍ୟବାଦ
@biswashreepriyadarsini4259
@biswashreepriyadarsini4259 Месяц назад
God bless u sir.....
@murlibesanjaysrihari3503
@murlibesanjaysrihari3503 Месяц назад
ଆପଣଙ୍କୁ ମନ୍ତ୍ରୀ ପଦ ମିଲଵାର କଥା
@BailochnNayak
@BailochnNayak Месяц назад
ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନୁ 👍
@banamalipradhan2382
@banamalipradhan2382 Месяц назад
ରିଅଲ ହିରୋ, ଧନ୍ୟବାଦ
@crpatel08
@crpatel08 Месяц назад
I know this man since 2008. He has a golden heart. He helped me much during my posting at kantabanji.❤❤❤
@santanurout877
@santanurout877 Месяц назад
Jay jagannath apanka sangare bhai achhanti don, t worry be happy....
@BinotMahanand
@BinotMahanand Месяц назад
ଲକ୍ଷ୍ମଣ ବାଗ ବହୁତ ଦୁଃଖ ମୁଁ ସୁଣିକରିମୋଲୋହଵାରିଲା❤
@AmirKumar88
@AmirKumar88 Месяц назад
Satare ye Story suniki mo akhire luha asigala😭🥹
@prasantakumarbehera5096
@prasantakumarbehera5096 Месяц назад
Right👍👍👍❤❤❤
@haradhananag2551
@haradhananag2551 Месяц назад
Mora madhya
@SatyaNarayanPati-lu7ni
@SatyaNarayanPati-lu7ni Месяц назад
ପ୍ରକୃତରେ ଓଡ଼ିଶାର ଏଇ ମାନଙ୍କ ଠାରୁ ସିଖିବାର ଅଛି ଆଉ ବାକି କିଛି ନେତା ଅଛନ୍ତି ନିଜ ପାଇ ଆଉ ପରିବାର ପାଇ
@user-lh9cd8nq4j
@user-lh9cd8nq4j Месяц назад
ଓଡ଼ିଆ ଜାତି ଆପଣଙ୍କ ପରି ସ୍ବାଭିମାନୀ ଲୋକଙ୍କ ପାଇଁ ଗର୍ବ କରେ । ❤
@nutankumar98
@nutankumar98 Месяц назад
Sir always be simple like this in future also. Don't change like Arvind Kejriwal.
@laxmanmishra9265
@laxmanmishra9265 Месяц назад
Laxman Babu nku thakura nka asirbad sabubele thau Jai shree Ram ji
@35746hh
@35746hh Месяц назад
ଏହା କେବଳ ବିଜେପି ରେ ସମ୍ଭବ, କଂଗ୍ରେସ ଆଉ ବିଜେଡି ରେ ନୁହଁ
@chittaranjandash4178
@chittaranjandash4178 Месяц назад
ଭଗବାନ ଆପଣଙ୍କୁ ସହାୟ ହୁଅନ୍ତୁ। ଲୋକଙ୍କ ସେବା କରନ୍ତୁ। ଆପଣଙ୍କ ଭଳି ନେତା ମୁଖ୍ୟମନ୍ତ୍ରୀ ହୁଅନ୍ତୁ।
@pratima5870
@pratima5870 Месяц назад
🙏sir! May God bless you 🙏 ଆପଣଙ୍କ କଥା ଶୁଣି ଲାଗୁଛି ଗଣତନ୍ତ୍ର ଫେରୁଛି।।।।
@brundabanmandika5298
@brundabanmandika5298 Месяц назад
ଆପଣଙ୍କ ଚାଲି ଚଳନ ଆଚାର ବ୍ୟବହାର ଦେଖି ମୋ ଆଖିରେ ଲୁହ ଭର୍ତ୍ତି ହୋଇଗଲା ଆପଣଙ୍କ ଚଲାପଥ କୁସୁମିତ ହେଉ ଉପର ବାଲା ନିଶ୍ଚୟ ସହାୟତା କରିବେ।
@manojkumarmohanty1866
@manojkumarmohanty1866 Месяц назад
Impossible itself says that I am possible. So that Laxman Bag is not an exception. 💐💐💐
@sureshchandramohanty5367
@sureshchandramohanty5367 3 часа назад
You are a great fighter n hard working person we r proud of you..jai jagannath
@subhrajyoti7809
@subhrajyoti7809 Месяц назад
ତମ ପାଦ ଧୂଳି ଟିକେ ଦିଅନ୍ତୁ 🙏🙏🙏🙏
@rajanimanibehera1982
@rajanimanibehera1982 Месяц назад
You are very very great
@haradhananag2551
@haradhananag2551 Месяц назад
Mu b chahe
Далее
Армия США вошла в Зангезур
04:17
Просмотров 290 тыс.