Тёмный

Why Is Mohan Not Disclosing Corruption Activities Of Naveen? | Nirbhay Gumara Katha 

Nirbhay
Подписаться 287 тыс.
Просмотров 25 тыс.
50% 1

Опубликовано:

 

20 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 416   
@ManaGobinda-wl6oz
@ManaGobinda-wl6oz 10 часов назад
ଏ ସରକାର କିଛି ନ କରି ଦୁର୍ନୀତି ର ପର୍ଦ୍ଦାଫାଶ କରନ୍ତୁ। ଦୋଷୀ କୁ ଲୋକ ଲୋଚନ କୁ ଆଣିବା ଉଚିତ୍।
@laxmidharsatapathy1167
@laxmidharsatapathy1167 8 часов назад
ଅତି ନିଛକ,ଅକାଟ୍ୟ, ସତ୍ୟ କଥା କହିଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
@prakashchandrasahoo52
@prakashchandrasahoo52 9 часов назад
ପାଣ୍ଡିଆନ କୁ ଘଣ୍ଟ ଘୋଡାଉଛି ଧର୍ମେନ୍ଦ୍ର ପ୍ରଧାନ.
@durgaprasadsamantaray7084
@durgaprasadsamantaray7084 8 часов назад
ଯାହା ଜଣାପଡୁଛି ନୁଆଁ ବୋତଲ ରେ ପୁରୁଣା ମଦ
@BikramkeshariMenduly-yx9ic
@BikramkeshariMenduly-yx9ic 5 часов назад
Thank you Nirbhay news.
@ananyaabhilipsasahoo-ny1ms
@ananyaabhilipsasahoo-ny1ms 11 часов назад
ଜୟ ଜଗନ୍ନାଥ, ଓଡିଶା ସାମ୍ବାଦିକ ଜଗତରେ ଆପଣ ଜଣେ ଧ୍ରୁବତାରା.ନିର୍ଭୟର ସ୍ୱର ସବୁବେଳେ ଓଡ଼ିଶାର ସବୁ ଦିଗରେ ଉନ୍ନତି ପାଇଁ ସହାୟକ ହଉ.
@ajaysahoo2009
@ajaysahoo2009 10 часов назад
sabu thik eye baby nkra pua mada piki matal heiki marithila se upare kebe kahibani. nija katha nivarya heiki kuha
@manojmuduli9000
@manojmuduli9000 6 часов назад
He is a bjp tout no other work only spread bjp agenda
@jayaramasahoo7106
@jayaramasahoo7106 9 часов назад
ମୋହନ ଘଣ୍ଟ ଘୋଡାଉ ନାହାନ୍ତି, ଧର୍ମେନ୍ଦ୍ର ପ୍ରଧାନ ଘଣ୍ଟ ଘୋଡାଇ ବାକୁ ନିର୍ଦ୍ଧେଶ ଦେଇଛନ୍ତି, କାରଣ ଧର୍ମେନ୍ଦ୍ର ବାବୁ ମଧ୍ୟ ଖୋଳ କରି ବାକୁ ଯୋଜନା ରେ ଅଛନ୍ତି,
@SWABHIMANPATTNAIK
@SWABHIMANPATTNAIK 34 минуты назад
100% ସତ । ମୋହନ ଙ୍କୁ ଲୋକଙ୍କ ପାଖରେ ଘୃଣିତ କଲେ ହିଁ ସେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେବେ । ପାଣ୍ଡିଆନ ଏକ ମାତ୍ର ଚତୁର ବ୍ୟକ୍ତି ବୋଲି ସେ ଭଲ ଭାବେ ଜାଣନ୍ତି । ତେଣୁ ତାଙ୍କୁ ସୁରକ୍ଷା ଦେଇ ରଖି ଥିଲେ ସେ ତାଙ୍କୁ ସେତେ ବେଳେ ଖୋଳ କରିବା ର ବାଟ ଦେଖେଇବ । ଏଇଟା ହେଲା ପାଣ୍ଡିଆଁ କୁ ଘଣ୍ଟ ଘୋଡେ଼ଇ ବା ର ମୂଳ ତତ୍ତ୍ୱ 😂
@niranjanpanda8574
@niranjanpanda8574 10 часов назад
You are absolutely right sir. ଏଠି କିଛି ନେତା ଦୁର୍ନୀତିର ତଦନ୍ତ ନକରିବା ଲାଗି କିଣା ବିକା ହେଇଛନ୍ତି।ନୂଆ ସରକାରକୁ ବି ଚୁପ କରାଇଛନ୍ତି।
@basantapattnaik7812
@basantapattnaik7812 10 часов назад
ସାର ଦୁର୍ନୀତି କଥା କହି ବିଜେପି କ୍ଷମତା କୁ ଆସିଥିଲା କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କିଛି କାର୍ଯ୍ୟକାରୀ ହେଇନାହିଁ ଅଘକୁ ମଧ୍ୟ୍ୟ ହେଲାପରି ଲାଗୁ ନାହିଁ l 5T ସବୁଠାରୁ ବଡ଼ ଦୁର୍ନୀତି କଣ ହେବ ତାର ମୁଖ୍ୟ ନବୀନ ପଟ୍ଟନାୟକ ଏବଂ ଭୈରବ କାର୍ତିକେୟନ ପାଣ୍ଡିଆନ ଙ୍କର କିଛିବି... ବଙ୍କା କରୀ ପାରିବେ ନାହିଁ ବିଜେପି ସରକାର l ବିଶ୍ୱାସ ଘାତ କରିଛି ଆମ ପରି ଲୋକଙ୍କୁ ବିଜେପି ରହସ୍ୟ ରହସ୍ୟ ରେ ରହିଲା ପରି ଲାଗୁଛି
@sahoochittaranjan5973
@sahoochittaranjan5973 10 часов назад
ଏବ ବି ଭାଜପା ସରକାର ଧର୍ମେନ୍ଦ୍ର ପ୍ରଧାନଙ୍କ ଈଶାରା ରେ ନାଚୁଛି ମୋହନ ସରକାର ଙ୍କ ର କୌଣସି ନିଜସ୍ଵ ସ୍ଵାଧୀନତା ନାହିଁ ନିଷ୍ପତି ନେବା ପାଇଁ
@sandeepdehury1236
@sandeepdehury1236 9 часов назад
Kain.. dharmendra kana odisha ra mantri nuhe ki.. dharmendra ra jetebbarsa ra minister bhabe experience mohan ra kana sete experience achi ki .mohan matra 4 masa hela cm haichi..taku kana Jana achi ki kana kale thik heba . dharmendra nije union minister hai sarichi . atleast pandu bhalia kaun baharia Tamil choro bhali odisha ku barbad ta karuni...au mohan ku samaste misiki cm rupe bachi chanti...jia odisha pain bhala loko taku support karibe se cm hau ki mp
@hometventertain
@hometventertain 3 часа назад
Dharmendra hauchi naveen ra khaas loka
@PrasantaKumarSahoo-65
@PrasantaKumarSahoo-65 10 часов назад
ଆଜ୍ଞା ନମସ୍କାର, ମୋ ମତରେ ରାଜ୍ୟର ସାମାଜିକ ସଙ୍ଗଠନ, ବୁଦ୍ଧିଜୀବୀ ମାନେ ଏଭଳି ବିଷୟରେ ଆଗକୁ ଆସି ସ୍ଵର ଉଠେଇବା ଦରକାର । ଆଉ ବିରୋଧୀଦଳ ତ ... କହିବନି ଯେ ଆମ ଅମଳରେ ଯୋଉ ଦୁର୍ନୀତି ହେଇଛି ତାର ତଦନ୍ତ ହେଉ ବୋଲି , କି କଂଗ୍ରେସ୍ ବି କହିବନି... କାରଣ ସେ ବି କେତେେଳେ ବିରୋଧୀ ଦଳ ସହ ବିଲୀନ ହେବ ! ଯଦି କିଛି ନ ହୁଏ ... ତେବେ ମୋହନ ସରକାରଙ୍କୁ ଆଗକୁ ଲୋକେ ନିଶ୍ଚିତ ଜବାବ୍ ଦେବେ । " କିନ୍ତୁ ଏଇଟା ଓଡ଼ିଶା ରାଜ୍ୟର ଦୁର୍ଭାଗ୍ୟ " ଯେ ଉପଯୁକ୍ତ ଶାସକ ମିଳିଲେ ନି ..... !
@Manoranjansahoo34680
@Manoranjansahoo34680 10 часов назад
👌👌👌
@rameshswain2233
@rameshswain2233 5 часов назад
ଆପଣଙ୍କୁ ଅନ୍ତରରୁ ପ୍ରଣାମ ଓ ଧନ୍ଯବାଦ। ଆଜିର ଗୁମର କଥା ଏକ ଅତି ବାସ୍ତବ ବିଚାର ଓ ବିଜେପି ପାଇଁ ସତର୍କ ଘଣ୍ଟି। ଯେତେଶୀଘ୍ର ବିଜେପି ଏ କଥା ବୁଝି ଯିବ ଏହା ତାଙ୍କ ପାଇଁ ଓ ଓଡିଶା ପାଇଁ ଶୁଭ ହେବ।
@anandbal2213
@anandbal2213 10 часов назад
ହଁ, ମୋହନ ସରକାର ଘଣ୍ଟ ଘୋଡେଇଲା ଭଳି ଲାଗୁଛି ।
@Manoranjansahoo34680
@Manoranjansahoo34680 10 часов назад
ହଁ,ଏ ପର୍ଯ୍ୟନ୍ତ ତ ଲାଗୁଛି
@kishorchsrichandan307
@kishorchsrichandan307 11 часов назад
ମୋହନ ନିଜ ମନ୍ତ୍ରୀ ଙ୍କୁ ଅକ୍ତିଆର ରେ ରଖିବାରେ ଅସମର୍ଥ। ସରକାର ରେ ତାଙ୍କ ମୂଳ ମଝ୍ ବୁତ୍ ନାହିଁ। ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ କିପରି ଦେବେ।
@DinabandhuNaik-yw1xs
@DinabandhuNaik-yw1xs 10 часов назад
ଆପଣ ଯାହା କହୁଛନ୍ତି ସତ୍ୟ କହୁଛନ୍ତି
@SabitaKhuntia-ih5yq
@SabitaKhuntia-ih5yq 10 часов назад
Jay Jagannath sir . great prason.apana jaha kahuchanti right 🙏🙏
@pramodkumarmishra7657
@pramodkumarmishra7657 8 часов назад
ଯାହା ଜଣାପଡୁଛି, BJD ର ଦୁର୍ନୀତି ସାମ୍ରାଜ୍ୟରେ ମୋହନ ସରକାର ସାମିଲ ହୋଇଗଲେଣି ।
@priyadarsansatpathy910
@priyadarsansatpathy910 4 часа назад
😂😂😂😂😂😂😂
@padmalayaprusty4526
@padmalayaprusty4526 7 часов назад
ବର୍ତ୍ତମାନ ର ପ୍ରଶାସନ ପୂର୍ବ ପାଠର ପୁନରାବୃତ୍ତି ଭଳି ଲାଗୁଛି
@DinabandhuNaik-yw1xs
@DinabandhuNaik-yw1xs 10 часов назад
ଆପଣ ଯାହା କହୁଛନ୍ତି ନିର୍ଭୟ ରେ କହୁଛନ୍ତି ଆପଣ ଙ୍କୁ ଅଶେଷ ଧନ୍ୟବାଦ
@bansidharbehera2687
@bansidharbehera2687 9 часов назад
Mohan ନବୀନ କୁ help କରୁଛନ୍ତି
@pratapchandramohanta7831
@pratapchandramohanta7831 9 часов назад
ବିଜେପି ମୂଳରୁ ପଥଭ୍ରଷ୍ଟ ହେଲାଣି ଲୋକ ଯାହାଇଛା ସେଇ ଅନୁସାରେ କାମ କରିବା ଉଚିତ ନହେଲେ. ସରକାର କୁ କେହିହେଲେ ପଚାରିବେନାହିଁ
@trilochanpatnaik6321
@trilochanpatnaik6321 10 часов назад
BJD ଦଳର ଦୁର୍ନୀତି କୁ ମୋହନ ସରକାର କେବେ CBI କୁ ହତାନ୍ତର କରିବେ ଅପେକ୍ଷା। ତା ନ ହେଲେ ଏମାନେ ପାଞ୍ଚ ବର୍ଷ ବଞ୍ଚିବା ଅସମ୍ଭବ ହେବ। କାରଣ ଶଙ୍ଖ ଚିହ୍ନ ର ଗୋଟେ parallal ଦଳ ମଧ୍ୟ ଜନ୍ମ ହେବାକୁ ଯାଉଛି ବୋଲି ପ୍ରଚାର ହେଲାଣି।
@subashmishra5616
@subashmishra5616 10 часов назад
❤ଚେତାବନୀ ଲୋକପ୍ରିୟ ମୋହନ ସରକାର ପାଇଁ କେବେ ହେବ ନବୀନ ପାଣ୍ଡୁ ଶାସନ ଦୁର୍ନୀତି ଅଭିଯୋଗ ତଦନ୍ତ ଜୟ ଜଗନ୍ନାଥ
@binayakpaikaray8221
@binayakpaikaray8221 9 часов назад
କି କଠୋର ସତ୍ଯ ବିଶ୍ଳେଷଣ କରୁଛନ୍ତି ଆପଣ! ପୂଜ୍ଯ ରହିବେ ନିଶ୍ଚୟ ସର୍ବଦା ଆପଣ ଆମ୍ଭମାନଙ୍କ ପାଇଁ।
@BinodNayak-u6i
@BinodNayak-u6i 9 часов назад
BJP ସରକାର ଧର୍ମେନ୍ଦ୍ରଙ୍କ ଇଶାରା ରେ ନାଚୁଛି। ବବି ଦାସ ଓ ନବୀନଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି। ବବି ସେଥିପାଇଁ ଚାଲେଞ୍ଜ କରୁଛନ୍ତି।pandian ଓ ନବୀନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଆଗାମୀ ପଞ୍ଚାୟତ ନିର୍ବାଚନରେ BJP ଦଳ ନିଶ୍ଚିତ ପରାଭାବ ଭୋଗିବ।
@laxmidharapanda6086
@laxmidharapanda6086 9 часов назад
ନବୀନ ସରକାର 24ବର୍ଷ ପରେ ଅଯୋଗ୍ୟ ସାବିତ ହେଲା ! କିନ୍ତୁ ବିଜେପି ର ମୋହନ ସରକାର ମାତ୍ର 4ମାସରେ ଅଯୋଗ୍ୟ ସାବିତ ହୋଇଗଲା ! ବିଜେପି ସମର୍ଥକ ଭାବରେ ଆମେମାନେ ଦୁଃଖିତ ଓ ଲଜ୍ଜିତ !
@priyadarsansatpathy910
@priyadarsansatpathy910 4 часа назад
😂😂😂😂😂😂😂😂
@niranjanacharya1204
@niranjanacharya1204 4 часа назад
ସତ କଥା
@harekrushnaparida7161
@harekrushnaparida7161 3 часа назад
Tu BJP nunha pila janama paain 19 days nunhe 10 months sarkar okay 😮😮
@biswajit5884
@biswajit5884 3 часа назад
​@@harekrushnaparida7161Tu BJP ro na mu vi
@satyabratasatyabrata8816
@satyabratasatyabrata8816 4 часа назад
ଅପ୍ରିୟ ସତକଥା ଉପସ୍ତାପନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ,ସରକାର ନିଶ୍ଚୟ ଧ୍ୟାନଦେବେ ବୋଲି ଆସା ଓ ବିସ୍ୱାସ ।
@Jagannath-oc9ht
@Jagannath-oc9ht 10 часов назад
ଜୟ ଜୟ ଶ୍ରୀ ରାମ୍ ।
@deepanjalimohanty9756
@deepanjalimohanty9756 10 часов назад
ଜୟ ଜଗନ୍ନାଥ 🙏🙏🙏
@user-fu5zl6pz6m
@user-fu5zl6pz6m 8 часов назад
Thanks for your valuable information.
@LingarajSasmal
@LingarajSasmal 10 часов назад
Tqq🙈sair athipaing dhsrmendra dai, panchayat election belaku loke jabab debe
@prafulasingh2267
@prafulasingh2267 9 часов назад
ଅନ୍ୟମାନଙ୍କୁ ବାଦ୍ ଦେଇ ପ୍ରଧାନମନ୍ତ୍ରୀ ମୋଦି ନିଜେ ନେବେ କି ଓଡ଼ିଶା ଦାଇତ୍ୱ ?
@saratdalai9265
@saratdalai9265 3 часа назад
ନେଇ ଛନ୍ତି ନା ନେବେ କଣ
@supriyasahoo4400
@supriyasahoo4400 8 часов назад
Sir slowly steady wins the race Tike wait 🫸🫷 karantu
@drpanda9462
@drpanda9462 9 часов назад
Amid Saha and Modi have done this.
@subodhakumardash6750
@subodhakumardash6750 9 часов назад
ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ,,ଏକ ବାସ୍ତବ ଚିତ୍ର କୁ ନେଇ ସୁନ୍ଦର ଉପସ୍ଥାପନ କରିଛନ୍ତି ।। ରାଜ୍ୟ ସ୍ତରରେ ନିଯୁକ୍ତି ମେଳା ଆୟୋଜନ ମଧ୍ଯ ଏକ କପି ପେସ୍ଟ କାର୍ଯ୍ୟକ୍ରମ ।। ଟାୟାର,ଟିଉବ୍,ଷ୍ଟିଅରିଂ ସମାନ ଥିଲେ ,ଡବଲ ଇଞ୍ଜିନ କଣ କାମ କରିପାରିବ ।।
@narasinghdas3623
@narasinghdas3623 10 часов назад
ସରକାରକୁ ଲୋକମତ କାହିଁକିଗଲା ? ପୂର୍ବସରକାରର କୁକର୍ମପାଈଁ, ବର୍ତମାନସରକାର ସବୁଜାଣି କାହିଁକି ସୋଇଛି ? ଧନ୍ୟବାଦ ସାର, ଆପଣ ଚେତେଇ ଚାଲିଛନ୍ତି, ଜନତା ସବ୍ ଜନତା ହେ, ଦେଖାଯାଉ ଏ ସରକାରର ନିଦ କେବେ ଭାଙ୍ଗୁଚି (ଦୁର୍ନୀତିଗ୍ରସ୍ତ )ଙ୍କୁ କେବେ ସାମ୍ନାକୁ ଆଣୁଛନ୍ତି, ଲୋକେ ଚାହିଁ ବସିଛନ୍ତି l
@manojkumarsaint7803
@manojkumarsaint7803 9 часов назад
Omm Namah Sibaya ❤
@parshuramJena-h5p
@parshuramJena-h5p 5 часов назад
ExlendNirbhya
@hemantapradhan6406
@hemantapradhan6406 3 часа назад
You are right Sir
@rabindranayak1205
@rabindranayak1205 10 часов назад
ଏସବୁ କିଛି ହବ ନାହିଁ sir
@bhubanmohanty3853
@bhubanmohanty3853 10 часов назад
2029 ପର୍ଯ୍ୟନ୍ତ ଚାଲିବ
@bhagirathibehera553
@bhagirathibehera553 5 часов назад
Your analysis absolutely right .
@panchananmaharana9307
@panchananmaharana9307 2 часа назад
Sir namaskar, your thoughts all rights, thanks
@Jagannath-oc9ht
@Jagannath-oc9ht 10 часов назад
ଜୟ ଜୟ ଶ୍ରୀ ଜଗନ୍ନାଥ ।
@bhabanemallick1801
@bhabanemallick1801 4 часа назад
Right. Sir
@premanandaparida-ln5tx
@premanandaparida-ln5tx 10 часов назад
ସବୁ ଦଳ ଗୋଟିଏ ଭାଡ଼ିର ପାରା
@deepanjalimohanty9756
@deepanjalimohanty9756 10 часов назад
Jay Jagannath 🙏🙏🙏
@kalandinayak463
@kalandinayak463 Час назад
A sarkar besi Dina nuhain.
@JagadishMahapatra-pr7vc
@JagadishMahapatra-pr7vc 2 часа назад
Nice analysis sir jay jagannath.
@prakashchandraacharya119
@prakashchandraacharya119 8 часов назад
ସେ ସବୁର ଖର୍ଚ୍ଚ ବେକାର ରେ ଆମେ ସୁଝୁଛୁ ବହୁତ ବଢିଆ ବିସ୍ଲେସଣ
@sanatanivinood
@sanatanivinood 10 часов назад
Jay shree jagannath 🙌🏽
@RanjanBehera-ge1kf
@RanjanBehera-ge1kf 10 часов назад
☀️ ବିଜେପି ରେ ଥାଇ ବିଜେଡି ପ୍ରିତୀ ଦେଖାଉଥିବା ସେହି ଗାତୁଆ ମୂଷା ପାଇଁ... ସବୁ ଅରାଜକତା ଚାଲିଛି.... କିଛି ଆକ୍ସନ୍ ହେଲା ଭଳି ଲାଗୁନି.... ସୁଭଦ୍ରା ଯୋଜନାରେ ବି ବିଜେପିର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ବଞ୍ଚିତ ଅଛନ୍ତି... କେହି ଶୁଣୁନାହାନ୍ତି.....
@Manoranjansahoo34680
@Manoranjansahoo34680 10 часов назад
ଅକ୍ଷରେ ଅକ୍ଷରେ ସତ, ପ୍ରାୟତଃ ସବୁ ଗାଁରେ ବିଜେଡିରେ ଥିବା ମହିଳାମାନଙ୍କୁ ସୁଭଦ୍ରା ଟଙ୍କା ମିଳିଛି ହେଲେ ବିଜେପିରେ ଥିବା ମହିଳାମାନଙ୍କୁ ଏ ପର୍ଯ୍ୟନ୍ତ ମିଳିନାହିଁ, କଣ ଏହା ଏକ ସଂଯୋଗ ନା ଷଡଯନ୍ତ୍ର? ଧନ୍ୟବାଦ
@RanjanBehera-ge1kf
@RanjanBehera-ge1kf 9 часов назад
​@@Manoranjansahoo34680 ☀️ Very Very Thanks My Dear Brother. 💓 👍🌹🌹🌸 💐
@RanjanBehera-ge1kf
@RanjanBehera-ge1kf 9 часов назад
​@@Manoranjansahoo34680 ☀️ Very Very Thanks My Dear Brother.....👍💓🌹🌹🌸💐
@RanjanBehera-ge1kf
@RanjanBehera-ge1kf 9 часов назад
☀️ Very Very Thanks My Dear Brothers........👍🌹🌷🌹💐 🌸
@BijayMishra-o8p
@BijayMishra-o8p 9 часов назад
ପ୍ରଣାମ ଆଜ୍ଞା ଆପଣଙ୍କ ଦୃଟିଭଙ୍ଗି ଚମତ୍କାର
@RanjanKumarDehuri-qj8bb
@RanjanKumarDehuri-qj8bb 11 часов назад
You are great🙏🙏🙏
@kulamanibiswal7499
@kulamanibiswal7499 10 часов назад
Very good Sir
@satishchandrabehera7291
@satishchandrabehera7291 10 часов назад
ପୂର୍ବ ସରକାର ର ଦୁର୍ନୀତି କୁ ଘଣ୍ଟ ଘୋଡ଼ା ଯାଉଛି ବୋଲି ଆମର ମନେ ହୁଏ ନାହିଁ। ଦୁର୍ନୀତି ଖୁଲାସା ପ୍ରକ୍ରିୟା ଆହିସ୍ତା ଆହିସ୍ତା ଦାନା ବାନ୍ଧୁଛି; ଝଡ ପୂର୍ବ ନିରବତାକୁ ସହି।।
@niranjanpanda8574
@niranjanpanda8574 10 часов назад
ଜାତି ନନ୍ଦି ଘୋଷ ଚଳିବକି ଭାଇ ......
@ShantanuMishra-lw8zp
@ShantanuMishra-lw8zp 10 часов назад
ଯେତେବେଳେ କିଳା ପାଇବେ ସେତେବେଳେ ବୁଝି ଯିବେ ମୋହନ ବାବୁ.
@saratmishra7100
@saratmishra7100 3 часа назад
ସେଇଥି ପାଇଁତ ବବି ଦାସ ଦମ୍ଭକ୍ତି କରି କହି ଥିଲେ BJP ସରକାର ର ସାହସ ଅଛି ବାନ୍ଧିବାକୁ ??? ସେ challenge ଦେଇଥିଲେ। କଣ ହେଲା, BJP ତାଙ୍କର କଣ ଉଖାଡିଲା। ଆଉ ରହିଲା ନବୀନ ସରକାର ଙ୍କ ଦୁର୍ନୀତି, ଏମାନେ କିଛି କରିପାରିବେ ନାହିଁ। ଧର୍ମେନ୍ଦ୍ର ବାବୁ ଅଛନ୍ତୀ ଯେ !!! ସବୁ ପ୍ରତିଶ୍ରୁତି ପାଣିରେ ଗାର।
@NewsEntertainmentetc
@NewsEntertainmentetc 2 часа назад
ପ୍ରଥମେ ନବୀନ, ପଣ୍ଡିଆନ କୁ ଜେରା କରାଯିବା କଥା ଦ୍ୱିତୀୟ ସବୁ ବିଭାଗ ରେ ପୂର୍ବରୁ କଣ ହୋଇଛି ଚେକ୍ କରିବ।କଥ। Courruption IAS,IPS ମାନକୁ ତାଙ୍କ ଦାୟୀତୋ ରୁ ବିଦାକରି ତଳ କର୍ମଚାରୀ ରେ ରଖିବା କଥା। ଯଦି bjp ଠିକ୍ ସେ ତା କାମ ନକରେ ତାହାହେଲେ ସେ ଭୋଗିବ bjd ଭଳିଆ।
@basudevmohanty3504
@basudevmohanty3504 6 часов назад
Thanks Naveenbabu. You are a first line journalist, totally impartial n outspoken, rational. But no result sir
@tsggurukul2197
@tsggurukul2197 9 часов назад
Long live
@p.njagadev9597
@p.njagadev9597 10 часов назад
You are great Navin ji and I feel, you are the best journalist of our state and we feel proud of you 💐💐🙏
@Manoranjansahoo34680
@Manoranjansahoo34680 10 часов назад
👌👌👌
@kishoreprasaddash1055
@kishoreprasaddash1055 5 часов назад
@manjupravamishra8000
@manjupravamishra8000 8 часов назад
ଜୟ ଶ୍ରୀ ଜଗନ୍ନାଥ 🌹🙏।
@user-fu5zl6pz6m
@user-fu5zl6pz6m 8 часов назад
Mohan government should keep sharp eyes on corruption.
@basantapattnaik7812
@basantapattnaik7812 11 часов назад
ସାର ପ୍ରଣାମ 🙏🌹
@ashoksamal7683
@ashoksamal7683 5 часов назад
ରଙ୍ଗ ବଦଳାଇ କାହିଁକି ଜନତା ଙ୍କ ପଇସା ନଷ୍ଟ ହେଉଛି
@arakhyapradhan9478
@arakhyapradhan9478 2 часа назад
ମୋଦି ଙ୍କୁ ପଚରାଯାଉ
@BabitaMishra-yx2hr
@BabitaMishra-yx2hr 9 часов назад
ସାର୍ , ନମସ୍କାର । ଛାଗକୁ ବଳି ଦେବା ପୂର୍ବରୁ ବି ଏମିତି ସବୁ ମାଫ୍ କରାଯାଏ ।
@santoshkumarsahu6586
@santoshkumarsahu6586 4 часа назад
❤️🙏🙏❤️ Jay Sri Jagannath ❤️🙏🙏❤️Apanku Mora Pranam ❤️🙏❤️Agaku Asuthiba Panchayat Nirbachan Re Sadharan Janata Ki Prakara Nispati Nebe ❤️🙏❤️APANA BICHARAKA ❤️🙏❤️
@sibaprasadswain5060
@sibaprasadswain5060 9 часов назад
Sir, Namaskar, It is giving great pain about the govt 's neglect for corruption and we are hopeless.
@bhagirathisandhibigraha6909
@bhagirathisandhibigraha6909 10 часов назад
This is the decision of Amit Saha.
@gangadhardash3430
@gangadhardash3430 10 часов назад
🎉🎉🎉
@skaifoundation8120
@skaifoundation8120 7 часов назад
CMji please 🙏 do something. Without consequences faith will be challenged. I have faith 🙏.
@deepanjalimohanty9756
@deepanjalimohanty9756 10 часов назад
Sir pranam
@bishnucharnrana3282
@bishnucharnrana3282 10 часов назад
ନବୀନ ପଟ୍ଟନାୟକଙ୍କ ସରକାର ସମୟର ବହୁ ପ୍ରଚାରିତ ଦୁର୍ନୀତିକୁ ପର୍ଦ୍ଦାଫାଶ କରିବାରେ ଯଦି ମୋହନ ସରକାର ଅଣାହେଳା କରିଚାଲନ୍ତି ତାହେଲେ ଆଗକୁ ପରିଣତି ମହଙ୍ଗା ପଡ଼ିବା ନିଶ୍ଚିତ । ଲୋକମାନେ ପ୍ରତ୍ୟହ ଏ ବିଷୟରେ ଆଲୋଚନା କରୁଛନ୍ତି ।
@manindranathbehera2818
@manindranathbehera2818 6 часов назад
ଆପଣଙ୍କ କଥା ଅନୁଯାୟୀ ଆଉ ମାସେ ,ଅର୍ଥାତ୍ ଛଅ ମାସରେ ଛଅ ଖୁନ ମାଫ୍। ତାପରେ ଯାହା କୁହାଯିବ ।କୁହାଯିବ କଣ ଲୋକେ ଅଣ୍ଡା, ଅଳିଆ ଫିଙ୍ଗି ପାରନ୍ତି
@manindranathbehera2818
@manindranathbehera2818 6 часов назад
ଆପଣଙ୍କ କଥା ଅନୁଯାୟୀ ଆଉ ମାସେ ,ଅର୍ଥାତ୍ ଛଅ ମାସରେ ଛଅ ଖୁନ ମାଫ୍। ତାପରେ ଯାହା କୁହାଯିବ ।କୁହାଯିବ କଣ ଲୋକେ ଅଣ୍ଡା, ଅଳିଆ ଫିଙ୍ଗି ପାରନ୍ତି
@GourangaRana-g6f
@GourangaRana-g6f 10 часов назад
🙏
@AjayaAjay-jy5dw
@AjayaAjay-jy5dw 2 часа назад
Sir namaskar please say about cyclone
@neerennayak7417
@neerennayak7417 10 часов назад
100%r8
@rameswar3765
@rameswar3765 10 часов назад
ମହାଜନ ସ୍ୟ ଯେନ ଗତସ୍ୟ ପନ୍ଥା,ସବ୍ ନାମ୍ କେ ବାସ୍ତେ, କହିଲେ କହିବ କହୁଛି ।
@prabhasray675
@prabhasray675 11 часов назад
Jay Jagannath
@ramachandrapanipani7424
@ramachandrapanipani7424 2 часа назад
ଦୁର୍ନୀତି ଏତେ ଶୀଘ୍ର ଯିବାର ଦେଖା ଯାଉନାହିଁ ।
@prafulasingh2267
@prafulasingh2267 10 часов назад
୬୦ ରୁ ୮୦ ବର୍ଷ ବୟସ୍କ କେବେ ପାଇବେ ୩୦୦୦ ଟଙ୍କା ଭତ୍ତା ?
@Manoranjansahoo34680
@Manoranjansahoo34680 9 часов назад
👌👌👌
@ramachandrapanipani7424
@ramachandrapanipani7424 2 часа назад
ଆଉ କେତେ ଦିନ ସହିବା ? ଏବେ ସହିଛନ୍ତି । ସହିଯିବେ ବୋଲି ମନେ ହୁଏ ।
@bibekanandarout4931
@bibekanandarout4931 10 часов назад
❤🎉
@ramachandrapanipani7424
@ramachandrapanipani7424 2 часа назад
ଲକ୍ଷ୍ମୀ ବସ୍ ସି. ଏମ୍. ବସ୍ କରିବାରେ ଅଧିକ କ'ଣ ହେବ ?
@SantoshKumarBhoi-w7h
@SantoshKumarBhoi-w7h 9 часов назад
ସରକାର କିଛି କରୁ ନାହାନ୍ତି କି କିଛି କରି ପାରିବେ ନାହିଁ।
@sarojnayak5548
@sarojnayak5548 8 часов назад
Lokanku thakuchho,Mohan Sarkar
@basantibalapanigrahi5289
@basantibalapanigrahi5289 4 часа назад
Radhe Radhe BJD,BJP
@abhijitprusty7565
@abhijitprusty7565 10 часов назад
Jay Jagannath 🙏 Sir osssc scam upare kichi sarakaranku questions karantu. Bahut asa thila sarkar badalile scam habani hele kichi badalini semiti scam chalichi.
@rajanikantabiswal2669
@rajanikantabiswal2669 8 часов назад
ସାର୍ ଆପଣ ଯାହା ଭାବନ୍ତୁ ପଛେ ନିରାଟ ସତ୍ଯ କଥା ଯଖ ପେଡି ବୋଧେ ରାତା ରାତି ନବିନ ନିବାସ ରୁ ଦୀଲ୍ଲୀ ଦରବାରରେ ପହଞ୍ଚି ଗଲା ତେଣୁ ସବୁ ଠିକ୍ ଠାକ୍ ହୋଇ ଗଲା
@BanditaPatra-m9v
@BanditaPatra-m9v 7 часов назад
ସାର୍ ଆପଣ ଯାହା କହୁଛନ୍ତି ଠିକ୍ କହୁଛନ୍ତି ମୋହନ୍ ସରକାର୍ ସବୁ ଜାଣି କି ଚୁପ୍ ରହୁଛନ୍ତି
@krushnamohanprusty2728
@krushnamohanprusty2728 6 часов назад
ବିଜେପି ଦଳର ଶାସନ କ'ଣ "Old wine in new bottle ?"
@SubratBal-uj2qb
@SubratBal-uj2qb 10 часов назад
RI,ARI,AMIN exam scam hoichi odisha re ta upare gote video karantu.
@ashoksamal7683
@ashoksamal7683 5 часов назад
60ରୁ 80ବର୍ଷ ଭତା ରୁ କମିଶନ ନବୀନ ଦାସ ନେଇଛନ୍ତି, ତେଣୁକରି ଚୁପ
@rinkanbehera8203
@rinkanbehera8203 12 минут назад
Sir aapana aaji emti kahile jaha hau aaji ra episode bahut bhala lagila ete dina pare BJP ku aapana cheta dele aau correct katha kahile. Sarkar thik karunahanti it is 100 % correct. Govt achi ta, correct we are are currently thinking and also questing. Jaha heu mote aaji episode sabu thu bhala lagila, karana sir Aapana BJP ra bhul ku thik dhare la. Thank you very much sir God bless you and your family, mora ye request BJP loka ku kuhantu please semane jeu patishruti dethile like 300 unit free and other taku fullfill karibe,Thank you very much sir.
@bijayakumarchoudhury959
@bijayakumarchoudhury959 9 часов назад
ମୁଁ ଆଗରୁ କହିଥିଲି, ଧୁଆ ମୂଳା ଅଧୁଆ ମୂଳା ସମାନ।
@pramodrath6299
@pramodrath6299 10 часов назад
Mohan baboonka hatare kichhi nahi se Dharmendra o saha nku na pachari kichhi kari paribe nahi Dharmendra BJP ku budaibe nija swartha pain Sambalpure kichhi karibe nahi ki jayanarayana nku karai debe nahi rha sunischit
@PratapchandraSahu-i5f
@PratapchandraSahu-i5f 9 часов назад
ମହନ ବାବୁଙ୍କୁ କହି କିଛି ଲାଭ ନାହିଁ ଯଦି ପାରିବେ ମୋଦୀଜୀନକଂୁ କୁହନ୍ତୁ।
Далее
Reality of Ajit Doval
36:43
Просмотров 12 млн