Тёмный
Acharya Swarup
Acharya Swarup
Acharya Swarup
Подписаться


ଜାତି, ବର୍ଣ୍ଣ ,ସମ୍ପ୍ରଦାୟ , ସାମାଜିକ ବ୍ୟବସ୍ଥା ଓ ବାହ୍ୟ ଆଚାର ବିଚାର ଆଦି ସମସ୍ତ ଧାରଣା ର ଉର୍ଦ୍ଧ୍ବରେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ସର୍ବ ପ୍ରଧାନ ଅଟେ l

ଜୀବନରେ ସତ୍ୟ, ଶାନ୍ତି, ପବିତ୍ରତା ଓ ସର୍ବୋପରି ପରମ ପିତା ପରମାତ୍ମା ଙ୍କୁ ପ୍ରାପ୍ତି ସମସ୍ତଙ୍କର ଲକ୍ଷ୍ୟ l

• ମାତ୍ର, ଜୀବନରେ ଦୁଃଖ, ଦ୍ଵନ୍ଦ,ଈର୍ଷା,ପ୍ରତିକୂଳ ପରିସ୍ଥିତି, ଦାରିଦ୍ର୍ୟ,ରୋଗ, ବ୍ୟାଧି, ସାମାଜିକ ଓ ପାରିବାରିକ କଳହ, ପରସ୍ପର ଭୁଲ୍ ବୁଝାମଣା ଆଦି ଅନେକ କାରଣରୁ ମନୁଷ୍ୟ ର ଆତ୍ମ କଲ୍ୟାଣ ହୋଇ ପାରେ ନାହିଁ l

ଏ ସମସ୍ତ ଦୁଃଖରୁ ମୁକ୍ତ ହେବାର ଉପାୟ " ଆତ୍ମଜ୍ଞାନ "
ଏବଂ ଆଧ୍ୟାତ୍ମ ବିକାଶ (Spiritual Development) ଏହାର ମାର୍ଗ

ତେଣୁ ଆଧ୍ୟାତ୍ମ୍ୟ ବିକାଶ ପାଇଁ କିଛି ତଥ୍ଯ ଓ ସତ୍ୟ ସମ୍ବଳିତ କଥା ଓ ଗାଥା କୁ ନେଇ
ଆଚାର୍ଯ୍ୟ ସ୍ୱରୂପ( Acharya Swarup) ଙ୍କର ଏହା ଏକ କ୍ଷୁଦ୍ର ପ୍ରୟାସ l

"ବାସୁଦେବ ସର୍ବମ୍" ର ମହାନ୍ ସାର୍ବଭୌମ ଚେତନା ରେ ପ୍ରତ୍ୟେକ ମାନବର ଆଧ୍ୟାତ୍ମ୍ୟ ବିକାଶ- ଆମର ଲକ୍ଷ୍ୟ

•••ଏ ସମଗ୍ର ବିଶ୍ୱ ମୋର ପରିବାର •••

{{ ବସୁଧୈବ କୁଟୁମ୍ବକମ୍ }}
Комментарии
@uttampahari9805
@uttampahari9805 4 дня назад
Joy guru joy guru joy guru
@uttampahari9805
@uttampahari9805 4 дня назад
Pranam joy guru joy maa
@prabhatranjanbehera5015
@prabhatranjanbehera5015 16 дней назад
Hare Krishna Hare Krishna Krishna Krishna Hare Hare Hare Rama Hare Rama Rama Rama Hare Hare
@bijayapani126
@bijayapani126 21 день назад
ସବୁ ବ୍ରାହ୍ମଣ ହେଇ ଯାଅ କିଏ ମନା କରୁଛି
@bijayapani126
@bijayapani126 21 день назад
ନିଗମାନନ୍ଦ ଠାକୁର ହେଲେ କେମିତି କୁହ
@kalpananayak1473
@kalpananayak1473 21 день назад
Jay guru 🙏🙏🙏🙏🙏
@prasantamandal8915
@prasantamandal8915 22 дня назад
Sat gurudev ki jay
@DillipRath-h7o
@DillipRath-h7o 25 дней назад
ନିରାକାର ପରଂବ୍ରହ୍ମ ରୂପାୟ ଜ୍ଞାନ ହାରିଣେ, ଆତ୍ମ ଜ୍ଞାନ ପ୍ରଦାୟିନ ତସ୍ମାଈଶ୍ରୀ ଗୁରବେନମ
@krushnapardia2779
@krushnapardia2779 28 дней назад
Balingir
@sabitamahakul5745
@sabitamahakul5745 Месяц назад
Jayguru 🙏🙏🙏
@ramachandra8999
@ramachandra8999 Месяц назад
Nigama Nanda puni krushna nka pakhare janam shyamba bhabe nebe se nije ramajiku kahi surgaku chaligale TKS lordzrmji
@pratimanayak5637
@pratimanayak5637 Месяц назад
Jay Jagannath
@kalpananayak1473
@kalpananayak1473 Месяц назад
Jay guru 🙏🙏🙏🙏
@TirthaNayak-x7z
@TirthaNayak-x7z Месяц назад
ଜୟ ଜଗନ୍ନାଥ 🙏🙏
@kabitarout8290
@kabitarout8290 Месяц назад
Jay guru daya kari amti na janiki sadhara manaba mansa amti kuhantuni se sadguru au jiba udhara pai hi tankara ahi nara rupa tenu sadharana manusa kahiki taku apaman diantuni
@jkkj6288
@jkkj6288 Месяц назад
ଶ୍ରୀ ଗୁରୁ ମହିମା ଅଲେଖ ❤
@jkkj6288
@jkkj6288 Месяц назад
ଶ୍ରୀ ଗୁରୁ ମହିମା ଅଲେଖ ❤
@jkkj6288
@jkkj6288 Месяц назад
ଶ୍ରୀ ଗୁରୁ ମହିମା ଅଲେଖ ❤
@jkkj6288
@jkkj6288 Месяц назад
ଶ୍ରୀ ଗୁରୁ ମହିମା ଅଲେଖ ❤
@videochanel-nq8lb
@videochanel-nq8lb Месяц назад
bramhana jati re jiye janma huye siye bramhana huye
@satyabhamasahoo8324
@satyabhamasahoo8324 Месяц назад
Very secret katha,pranam Mahatma
@UmaBiswal-se1ds
@UmaBiswal-se1ds 2 месяца назад
ଜୟ ଗୁରୁ ଜୟ ଜଗନ୍ନାଥ 🙏🏻🙏🏻🙏🏻
@UmaBiswal-se1ds
@UmaBiswal-se1ds 2 месяца назад
🙏🏻🙏🏻ଜୟ ଗୁରୁ ଦେବ
@Sukhadukharasansara
@Sukhadukharasansara 2 месяца назад
ଆପଣ କଁ video sabu bele dekhe ,ଆପଣ କଂ video mate bhala Lage plz video krantu
@prakashkumarhota9124
@prakashkumarhota9124 2 месяца назад
ଆପଣ ତ ବ୍ରାହ୍ମଣ ହୋଇ ଥିବେ?କି ଆପଣ ପୁରୁଣା କଥାକୁ ଲୋକଙ୍କ ଆଗରେ କହି ବାହାଦୂରୀ ନେବେ? କାରଣ ଆପଣ ବ୍ରାହ୍ମଣ ହେବାର ମାଧ୍ୟମ ଢାଣିଛନ୍ତି।ତେବେ ଆପଣ ବା ଅନ୍ୟ କେହି ବ୍ରାହ୍ମଣ ହେଲା ବୋଲି କେମିତି ଜାଣି ପାରିବ? ନା ,ବ୍ରହ୍ମକୁ ଜାଣିଲା ବୋଲି କହି ମନେମନେ ବ୍ରାହ୍ମଣ ହେବ?ଏକଥା ଦୟାକରି ଟିକେ ବୁଝାଇ ଦେବେ।
@ShibaMahapatra-dh1gd
@ShibaMahapatra-dh1gd 2 месяца назад
I love laeki sanatna dharm
@itishreebarik4373
@itishreebarik4373 2 месяца назад
Jayaguru
@sunilmallick715
@sunilmallick715 3 месяца назад
ଏ ବାଣି ସୁଣିବାକୁ ବହୁତ ଇଛା 😮😮😮
@bijayapanda9689
@bijayapanda9689 3 месяца назад
Nice sweet inspiring. Thanks a lot Bhaiji. OM.
@SanjitaPadhi-mw2cd
@SanjitaPadhi-mw2cd 3 месяца назад
Just liking
@bijayanandapanda8816
@bijayanandapanda8816 4 месяца назад
ସମସ୍ତେ ବ୍ରାହ୍ମଣ ହୁଅ, କିଏ ମନାକରୁଛି ଗାନ୍ଧୀ ପରିବାର ସମସ୍ତେ ବ୍ରାହ୍ମଣ
@ManojBehera-hb2bo
@ManojBehera-hb2bo 4 месяца назад
Jay shree jagannath
@birajakumarsethy3301
@birajakumarsethy3301 5 месяцев назад
Jay maa sarala❤ବହୁତ ଭଲ ଲାଗିଲା 😮
@birajakumarsethy3301
@birajakumarsethy3301 5 месяцев назад
ନମସ୍କାର ବାବା,,ବହୁତ ସୁନ୍ଦର ❤
@birajakumarsethy3301
@birajakumarsethy3301 5 месяцев назад
ନମସ୍କାର ବାବା, ବହୁତ୍ ସୁନ୍ଦର ❤❤
@MituNahak-w9w
@MituNahak-w9w 5 месяцев назад
Ajir bamun sardha ne mandir sabu puja karanti hele madya thu nei masa re khanti ko puran re lekha mu khojucji kahi miluni
@MrMohapatra-c6o
@MrMohapatra-c6o 6 месяцев назад
Joyguru babamaa mora happy ❤🎉
@SriyaPradhan-z5y
@SriyaPradhan-z5y 6 месяцев назад
Jayaguru Jayaguru🙏🙏🙏🙏
@SriyaPradhan-z5y
@SriyaPradhan-z5y 6 месяцев назад
Jayaguru jayaguru🙏
@birajakumarsethy3301
@birajakumarsethy3301 6 месяцев назад
@Rajesh-mh7cc
@Rajesh-mh7cc 6 месяцев назад
ଜାତି ଅଜାତିର ଛୁଆଁ ଅଛୁଆଁ ଭେଦଭାବ... କଣ ସନାତନ ଧର୍ମରେ ଲେଖା ଅଛିକି
@AcharyaSwarup
@AcharyaSwarup 6 месяцев назад
ନାଁ
@akshayabiswal6877
@akshayabiswal6877 6 месяцев назад
Jay jagannath
@akshayabiswal6877
@akshayabiswal6877 6 месяцев назад
Sir namaskra mu driprasan achi apnaka sahita katha heba pai cahuchi ph no milu ni ki mo no jauni
@BinodiniMeher-kj2ei
@BinodiniMeher-kj2ei 6 месяцев назад
Jay guru Dev
@BinodiniMeher-kj2ei
@BinodiniMeher-kj2ei 6 месяцев назад
👃👃
@BinodiniMeher-kj2ei
@BinodiniMeher-kj2ei 6 месяцев назад
Guru swami 👃👃
@PradeepBehera-r7c
@PradeepBehera-r7c 6 месяцев назад
Satare Bhai bhala katha kahila
@akshayabiswal6877
@akshayabiswal6877 7 месяцев назад
Sir namaskra apanaka ph no diyatu mu tike katha hebi
@subhashreesatpathy1962
@subhashreesatpathy1962 7 месяцев назад
Thank you so much swamiji 🙏 Jay guru 🙏
@damayantidas5308
@damayantidas5308 7 месяцев назад
ଜୟଗୁରୁ ଜୟଗୁରୁ ଜୟଗୁରୁ ଭାଇ ଜୟଗୁରୁ ଜୟଗୁରୁ ଜୟଗୁରୁ ବହୁତ ଭଲ ଲାଗିଲା ଠାକୁରଙ୍କର ବାଣି ଜୟଗୁରୁ ଜୟଗୁରୁ