Тёмный
No video :(

ବ୍ରାହ୍ମଣ କିଏ ? ଠାକୁର ନିଗମାନନ୍ଦ ପରମହଂସ ll ସତସଙ୍ଗ ll Thakur Nigamananda Acharya Swarup ll Odia story 

Adhyatma Bikash {ଆଧ୍ୟାତ୍ମ ବିକାଶ}
Просмотров 322 тыс.
50% 1

ବ୍ରାହ୍ମଣ କିଏ ? ଠାକୁର ନିଗମାନନ୍ଦ ପରମହଂସ ll ସତସଙ୍ଗ ll Thakur Nigamananda Acharya Swarup ll Odia story.
ଠାକୁର ଙ୍କ ଜୀବନର ଅନେକ ଗାଥା କୁ ନିଶ୍ଚିତ ଶୁଣନ୍ତୁ ।
ଠାକୁର ଙ୍କ ଭାବ ଧାରା କୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଆମକୁ ସହଯୋଗ କରନ୍ତୁ। Please SUBSCRIBE ❤️❤️❤️🙏🙏🙏 and SHARE 🌹🌹🌹🌹
This is a spiritual channel to provide life changing lessons through stories by Acharya swarup.
Acharya Swarup is a young monk of pure vedic culture.
• ଜାତି, ବର୍ଣ୍ଣ ,ସମ୍ପ୍ରଦାୟ , ସାମାଜିକ ବ୍ୟବସ୍ଥା ଓ ବାହ୍ୟ ଆଚାର ବିଚାର ଆଦି ସମସ୍ତ ଧାରଣା ର ଉର୍ଦ୍ଧ୍ବରେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ସର୍ବ ପ୍ରଧାନ ଅଟେ l
• ନିଜର ଆଧ୍ୟାତ୍ମିକ ବିକାଶ କରିବା ପ୍ରତ୍ୟେକ ବ୍ୟକ୍ତିର ଜନ୍ମଗତ ଅଧିକାର l
• ଜୀବନରେ ସତ୍ୟ, ଶାନ୍ତି, ପବିତ୍ରତା ଓ ସର୍ବୋପରି ପରମ ପିତା ପରମାତ୍ମା ଙ୍କୁ ପ୍ରାପ୍ତି ସମସ୍ତଙ୍କର ଲକ୍ଷ୍ୟ l
• ମାତ୍ର, ଜୀବନରେ ଦୁଃଖ, ଦ୍ଵନ୍ଦ,ଈର୍ଷା,ପ୍ରତିକୂଳ ପରିସ୍ଥିତି, ଦାରିଦ୍ର୍ୟ,ରୋଗ, ବ୍ୟାଧି, ସାମାଜିକ ଓ ପାରିବାରିକ କଳହ, ପରସ୍ପର ଭୁଲ୍ ବୁଝାମଣା ଆଦି ଅନେକ କାରଣରୁ ମନୁଷ୍ୟ ର ଆତ୍ମ କଲ୍ୟାଣ ହୋଇ ପାରେ ନାହିଁ l
• ଜୀବନରେ କେବଳ ଅଶାନ୍ତି ହିଁ ଅଶାନ୍ତି ଲାଗି ରହିଥାଏl
ଏ ସମସ୍ତ ଦୁଃଖରୁ ମୁକ୍ତ ହେବାର ଉପାୟ " ଆତ୍ମଜ୍ଞାନ "
ଏବଂ ଆଧ୍ୟାତ୍ମ ବିକାଶ (Spiritual Development) ଏହାର ମାର୍ଗ l
ତେଣୁ ଆଧ୍ୟାତ୍ମ୍ୟ ବିକାଶ ପାଇଁ କିଛି ତଥ୍ଯ ଓ ସତ୍ୟ ସମ୍ବଳିତ କଥା ଓ ଗାଥା କୁ ନେଇ
ଆଚାର୍ଯ୍ୟ ସ୍ୱରୂପ( Acharya Swarup) ଙ୍କର ଏହା ଏକ କ୍ଷୁଦ୍ର ପ୍ରୟାସ l
"ବାସୁଦେବ ସର୍ବମ୍" ର ମହାନ୍ ସାର୍ବଭୌମ ଚେତନା ରେ ପ୍ରତ୍ୟେକ ମାନବର ଆଧ୍ୟାତ୍ମ୍ୟ ବିକାଶ- ଆମର ଲକ୍ଷ୍ୟ l
•••ଏ ସମଗ୍ର ବିଶ୍ୱ ମୋର ପରିବାର •••
{{ ବସୁଧୈବ କୁଟୁମ୍ବକମ୍ }}
#Acharyaswarup

Опубликовано:

 

12 авг 2021

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 277   
@AdhyatmaBikash
@AdhyatmaBikash Год назад
ସନାତନ ଧର୍ମ ର ପୁନଃ ପ୍ରତିଷ୍ଠା ପାଇଁ ଆପଣମାନଙ୍କର ସୁଚିନ୍ତିତ ମତାମତ ଦେବାକୁ ଭୁଲିବେ ନାହିଁ l ଆହୁରି ଅନେକ ଆଧ୍ୟାତ୍ମିକ ତଥ୍ୟ ଓ ସତ୍ୟ ବିଷୟ ରେ ଜାଣିବା ପାଇଁ ଆମ ସହ ସଂପର୍କ ରେ ଥାଆନ୍ତୁ l ଜୟ ଜଗନ୍ନାଥ 🙏🙏🙏 ଜୟ ଗୁରୁ 🙏🙏🙏
@ashoknimai1071
@ashoknimai1071 Год назад
4.ବେଦ ଭିର୍ଣ୍ଣ ଭିର୍ଣ୍ଣ ଜାତି ଅର୍ଥାତ ଶୁଦ୍ର ବ୍ୟସ୍ତମ୍ଭ କ୍ଷେତ୍ର୍ୟ ବ୍ରହ୍ମଣ ମତ ଅଲଗା ଅଲଗା ଦିୟଯାଉଛି ତେଣୁ ଦୁଃଖିତ 🙏
@tophankumarnayak2072
@tophankumarnayak2072 Год назад
ହେ ମହାତ୍ମା। ଆପଣଙ୍କୁ ଅନନ୍ତ କୋଟି ପ୍ରଣାମ।!
@sunilsuryakantpanda5388
@sunilsuryakantpanda5388 2 года назад
ହରିବୋଲ.. ଜୟ ନିତାଇ (ଭଜ )ନିତାଇ ଗୌର ରାଧେଶ୍ୟାମ (ଜପ )ହରେ କୃଷ୍ଣ ହରେ ରାମ ଜୟ ନାମାଚାର୍ଯ୍ୟ ବାୟା ବାବା
@SantoshKumar-hr4ru
@SantoshKumar-hr4ru Год назад
You are right
@RMRINDIA
@RMRINDIA 2 года назад
ଯଦି କେହି ଜନ୍ମ କାରଣରୁ ନିଜକୁ ବ୍ରାହ୍ମଣ ବୋଲି ଭାବୁଥାନ୍ତି ତେବେ ସେମାନେ ସୁଧୁରି ଯାଆନ୍ତୁ ଏହାହିଁ କାମନା🙏
@tarakantananda8811
@tarakantananda8811 Год назад
ଜୟ ଗୁରୁ ଜୟ ଜଗନ୍ନାଥ 😃
@user-gk8zf4hr8u
@user-gk8zf4hr8u 6 месяцев назад
জয়গুরু জয় মা জয় জয় জগৎ গুরু প্রেমানন্দে হরি হরি জয়গুরু জয় মা জয় হরিদাস আমি বাংলাদেশ থেকে বলছি হরি দেশটা
@arkshitanaik7237
@arkshitanaik7237 3 года назад
Keshav gurudeva Prabhu
@sasikantamahapatra8954
@sasikantamahapatra8954 2 года назад
Jay Guru
@devprasthdas3501
@devprasthdas3501 2 года назад
ଧାର୍ମିକ କଥା ଶୁଣିବାକୁ ଭଲ ଲାଗୁଛି , କିନ୍ତୁ ଧାର୍ମିକ ଆଚରଣରେ କାହିଁକି କମ୍ କରୁଛନ୍ତି
@anilmohanty1730
@anilmohanty1730 2 года назад
ଜୟପୁରୁ, ଜୟଗୁରୂ । ହେ ଗୁରୁ, ତୁମେ ମଙ୍ଗଳମୟ, ତୁମ ବିନା ମୁକ୍ତି ନାହିଁ।
@amulyakumarbarik1981
@amulyakumarbarik1981 Год назад
ଜୟଶ୍ରୀ ମାଧବ
@user-cx4ly5bs1g
@user-cx4ly5bs1g Год назад
🙏🙏ଜୟ ଜଗନ୍ନାଥ🌹🌹 🙏🙏ଜୟ ଗୁରୁ 🌹🌹
@pritijena1238
@pritijena1238 Год назад
Jai Jagannath 🌿🌼🌷🌷🌼🌿🙏🏻🙏🏻 Guruji mora Pranam🙏🏻 Satya kahichanti Apana🙏🏻🌷 Ehi pari Samajku jadi gyana mile tahale Duniare Agyanta dura hei jiba🙏🏻
@ashutoshdalai6494
@ashutoshdalai6494 Год назад
ଜୟ ଗୁରୁ, 🙏🙏🙏
@siddharthasankarray1236
@siddharthasankarray1236 Год назад
ଜୟଗୁରୁ ଜୟଗୁରୁ ଜୟଗୁରୁ
@nikunjabairiganjan830
@nikunjabairiganjan830 2 года назад
Jayaguru
@asitrout7659
@asitrout7659 Год назад
🙏🙏🌹ଜୟ ଗୁରୁ
@86bpn
@86bpn Год назад
ମାନ୍ୟବର ବକ୍ତା ଙ୍କୁ ମୋର ପ୍ରଣାମ ମୋର ଯାହା ଜ୍ଞାନ ରୁ ଜଣା ଅଛି । ବ୍ରାହ୍ମଣ ର ସର୍ବପ୍ରଥମ ଉକ୍ତି ହେଉଛି- ଯିଏ ସମସ୍ତ ବ୍ରହ୍ମାଣ୍ଡ କୁ ଏବଂ ଏଥିରେ ଥିବା ସମସ୍ତ ଜୀବ-ନିର୍ଜୀବ କୁ ଆପଣାର / ନିଜର ବୋଲି ମନ ଶରୀର ଓ ଆତ୍ମା ମାଧ୍ୟମରେ ଗ୍ରହଣ କରେ ସିଏ ହିଁ ପ୍ରକୃତ ବ୍ରାହ୍ମଣ ।
@bilasalakra6184
@bilasalakra6184 Год назад
Jay Jagannath.
@susantkumarswain312
@susantkumarswain312 2 года назад
Jay shree kirshna
@azimazim9370
@azimazim9370 2 года назад
ବ୍ରାହ୍ମଣ ତାହାକୁ କୁହାଯାଏ ଯିଏ ବ୍ରହ୍ମ ସୁତ୍ର ଅନୁସାରେ କାର୍ଯ୍ୟ ସମ୍ପାଦନ କରିଥାଏ एकं ब्रह्मा द्वीतिय नास्ति नेह ना नास्ति किंचन अर्थात एक ही ईश्वर है दुसरा कोई नहीं अशंभर भी नहीं जो ईश्वर को छोड़कर दूसरे की प्रार्थना या पुजा करता है वह नास्तिक है यानी धर्म विरोधी
@itslikeaheavenskrmlm5412
@itslikeaheavenskrmlm5412 Год назад
Hare krishna gurudev, Bahut sundar bhabe present kale, aatma amar au satya, sarira kebal jada ate, Jay jagannath
@kishoridas5840
@kishoridas5840 Год назад
ଜୟ ଗୁରୁ 🙏
@user-je8vf5tt7j
@user-je8vf5tt7j 3 месяца назад
Joyguru babamaa mora happy ❤🎉
@priyacharandas7352
@priyacharandas7352 2 года назад
ଜୟଶ୍ରୀ ଜଗନ୍ନାଥ ଜୟ ଗୋମାତା ଜୟ ସନାତନ ଧର୍ମ ।
@dayanidhinayak9666
@dayanidhinayak9666 2 года назад
ଜୟ ଶ୍ରୀ କ୍ରିଷ୍ଣା ରାଧେ ଶ୍ୟାମ ସୁନ୍ଦର ପ୍ରଭୁ🙏💐🙏
@AdhyatmaBikash
@AdhyatmaBikash 2 года назад
Jay Jagannath Jay guru 🙏🙏🙏
@panditkrishnaballavnayak7716
@panditkrishnaballavnayak7716 2 года назад
ପ୍ରକୃତରେ ଆପଣଙ୍କ ବର୍ଣ୍ଣନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉଚକୋଟିର, ସତରେ ଏହାହିଁ ସତ୍ୟ, ଜୟ ସନାତନ
@aamarlakhyacharamaprapti7272
@aamarlakhyacharamaprapti7272 3 года назад
ଗୁରୁ ସ୍ୱାମୀ 🙏. ସମସ୍ତ ଭାଇ ଓ ଭଉଣୀଙ୍କୁ ଅନୁରୋଧ, ନିଜର କର୍ମ ଓ କର୍ତ୍ତବ୍ୟ ସହିତ ନିଜେ ନିଜକୁ ଚିହ୍ନନ୍ତୁ, ସତ୍ୟକୁ ଜାଣନ୍ତୁ.
@AdhyatmaBikash
@AdhyatmaBikash 3 года назад
Jay Jagannath Jay guru 🙏🙏🙏
@Manojdas-wm4yz
@Manojdas-wm4yz 2 года назад
Guruswami 🙏🙏🙏🙏🙏
@krutarthasamal6444
@krutarthasamal6444 9 месяцев назад
Ati sunder bramha Gyan Apananka charanku koti pranam , dhanya nirakar
@krushisadhana9833
@krushisadhana9833 Год назад
🙏🌹ସତ୍ୟ ଗୁରୁଜୀ 👌
@srinibasabehera7766
@srinibasabehera7766 2 года назад
Jay jagannath guru krupa
@pabitranayak4271
@pabitranayak4271 2 года назад
Aom Brahma debaya namah aom Brahma debaya namah aom Param atma namh guru ji Ram Ram athisunudhara ❤️💖 athisunudhara
@santoshmaharana7352
@santoshmaharana7352 Год назад
JAY JAGANNATH
@arkshitanaik7237
@arkshitanaik7237 3 года назад
Super mast mast mast mast mast jhakaas achcha laga
@narendrachhatoi9144
@narendrachhatoi9144 6 месяцев назад
ଜୟ ଜଗନ୍ନାଥ
@brajarajbrcreation6899
@brajarajbrcreation6899 2 года назад
ଶ୍ରୀ ରାଧେ ରାଧେ...🙏
@biswaodiavlogs8213
@biswaodiavlogs8213 Год назад
ଜୟ ଗୁରୁ
@raniarchanarath2621
@raniarchanarath2621 Год назад
Jay gurudev
@gouranganath9610
@gouranganath9610 Год назад
Jay guru,jay guru🙏🙏🙏
@prasadmajhi5559
@prasadmajhi5559 2 года назад
🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽
@sanjaynaik6849
@sanjaynaik6849 Год назад
Sir🙏 ଆପଣ ପଞ୍ଚସଖା ଆଵା ବୋଲି ଶବ୍ଦଟିଏ ଉପସ୍ଥାପନା କରିଛନ୍ତି. ବହୁତ ଭଲ ଲାଗିଲା. ବିଉଟିଫୁଲ. ହେଲେ 'ଆବା' ଶବ୍ଦ ବିଷୟରେ ମୋର ଟିକେ ଜାଣିବାକୁ ଜିଂଜ୍ଞା ରଖିବି. ତେଣୁ 'ଆବା'ଶବ୍ଦର ଅର୍ଥ ଠିକେ ditails reply କରିଦିଅନ୍ତୁ
@pratap4429
@pratap4429 Год назад
Jaya sascidananda sadaguru Prabhu chagala Paramabrahmane namoh namoh
@chitrotpalasahoo9331
@chitrotpalasahoo9331 Год назад
Jay guru Jay maa 🙏❤️🙏
@mayadharacharya375
@mayadharacharya375 Год назад
ବହୁତ ଧନ୍ୟବାଦ ତୁମକୁ । ଏହି ଗଭୀର ଗୁରୁ ଜ୍ଞାନକୁ ଗ୍ରହଣ କରି ଗୁରୁଙ୍କର ଶରଣାପନ୍ନ ହେଲେ ନିଜେ ପରମାତ୍ମା ପଥରେ ଧାବିତ ହେବା ସଙ୍ଗେ ସଙ୍ଗେ ପବିତ୍ର ଗଙ୍ଗା ଏଦେଶରେ ପ୍ରବାହିତ ହେବ
@udayalima9094
@udayalima9094 2 года назад
ବହୁତ ଧନ୍ଯବାଦ ଗୁରୁ🙏 ଉଚିତ ସତ୍ ସଂଗ ବାଣୀ ସଚେତନ ବାର୍ତ୍ତା ଜୟ ଗୁରୁ🙏
@AdhyatmaBikash
@AdhyatmaBikash 2 года назад
Jay Jagannath Jay guru 🙏🙏🙏
@sudarsannaik8992
@sudarsannaik8992 Год назад
Thanks
@sudarsannaik8992
@sudarsannaik8992 Год назад
Soi
@sudarsannaik8992
@sudarsannaik8992 Год назад
Too much thanks to satdangha
@mahabirprasaddash309
@mahabirprasaddash309 Год назад
Jay guruji🙏 santan daya rakhiya kariba seba hi dharm 🙏 jay jagannath swami 🙏
@brahmanandasahoo8756
@brahmanandasahoo8756 2 года назад
Jayguru
@user-is1vk5gu8j
@user-is1vk5gu8j 3 месяца назад
Jayaguru jayaguru🙏
@sumanmukhi486
@sumanmukhi486 Год назад
Jay guru Jay maa🙏🙏
@pravamayeebiswal3239
@pravamayeebiswal3239 Год назад
Jay jagannath
@kedarnathlive1960
@kedarnathlive1960 2 года назад
ଅତି ସୁନ୍ଦର
@susmitalenka8213
@susmitalenka8213 2 года назад
Jayguru Jayguru 🙏🙏
@palligeetikaodia4346
@palligeetikaodia4346 Год назад
ମହାଶୟ ଯଦି ଆପଣଙ୍କ କଥା କୁ ଆଜିର ସମାଜ ବୁଝି ପାରନ୍ତା ବା ବ୍ରହ୍ମଣ ଦମ୍ପ୍ରଦାୟ ବୁଝି ପାରନ୍ତା ତାହେଲେ ଏ ସମାଜରେ ଆଉ ଛୁଆଁଛୁତ ଆଉ ନଥାନ୍ତା l କେବେ ସେଦିନ ଆସିବ?
@YoungstarAswini
@YoungstarAswini Год назад
ଜୟଗୁରୁ 🙏🙏
@JayJagannath506
@JayJagannath506 2 года назад
ଆପଣଙ୍କୁ ବହୁତ ଧନ୍ୟବାଦ 🙏🙏🙏🙏🙏🙏🙏🙏🙏
@chetamanmajhi9819
@chetamanmajhi9819 Год назад
ନମ୍ଃ ବୁଦ୍ଧlୟ
@ShibaMahapatra-dh1gd
@ShibaMahapatra-dh1gd 13 часов назад
I love laeki sanatna dharm
@kedarnathknown-unknown3105
@kedarnathknown-unknown3105 Год назад
Apanonka upastapana saili mate bahut bhola lage guruji...
@narottamr9464
@narottamr9464 Год назад
Aapka Ambit Bani 🙏🙏🙏🙏
@user-fz3ol9ie8b
@user-fz3ol9ie8b 2 года назад
ଜୟ ଶ୍ରୀ କୃଷ୍ଣ
@s.ksorencreation4194
@s.ksorencreation4194 2 года назад
Bohut bholo🙏🙏🙏🙏
@sibaprasadnanda2670
@sibaprasadnanda2670 2 года назад
Mantu sir Jay Jagannath friends
@MitikaNanaReaction
@MitikaNanaReaction 2 года назад
JayaGuru 🙏🏻🙏🏻
@AdhyatmaBikash
@AdhyatmaBikash 2 года назад
Jay Jagannath Jay guru 🙏🙏🙏
@arkshitanaik7237
@arkshitanaik7237 3 года назад
Keshav gurudeva Prabhu Narayan
@AdhyatmaBikash
@AdhyatmaBikash 3 года назад
Jay Jagannath Jay guru 🙏🙏🙏
@ANANTASAMBHABANA
@ANANTASAMBHABANA Год назад
ସାଧୁ ସାଧୁ ସାଧୁ..…🌷👌👌💯👏👏👍👍🙏🙏ପ୍ରଣାମ ସପ୍ରେମ ଜୟ ଜୀବ🌷👌👌💯👏👏👍👍🙏
@AdhyatmaBikash
@AdhyatmaBikash Год назад
ସପ୍ରେମ ପ୍ରଣାମ 🙏🙏🙏♥️♥️♥️
@manishanayak502
@manishanayak502 Год назад
I'm also the devotee of swami Nigamananda Saraswati Dev 🙏🏻🪔🌸🌹🌼🏵️🌷💮
@Nigam01
@Nigam01 Год назад
Jaya guru🙏🌸🌺
@basantakumarmohanty5933
@basantakumarmohanty5933 2 года назад
Jayaguru Jayaguru Jayaguru
@gyanendrasahoo3646
@gyanendrasahoo3646 2 года назад
Jay nigamananda parmhans
@smrutimishra6433
@smrutimishra6433 2 года назад
Oho,ki satya.
@sunilsuryakantpanda5388
@sunilsuryakantpanda5388 2 года назад
ହରିବୋଲ ଜୟ ନିତାଇ
@bijayalaxmimohapatra9878
@bijayalaxmimohapatra9878 Год назад
Jaya Guru
@jitusahu7612
@jitusahu7612 2 года назад
JAY guru
@manirajanpatra130
@manirajanpatra130 2 года назад
Jayjagannath
@shivaprasadbhol2155
@shivaprasadbhol2155 3 года назад
Dandabata Acharya mahasaya. Jay jagannath. Jay Guru.
@AdhyatmaBikash
@AdhyatmaBikash 2 года назад
Jay Jagannath Jay guru 🙏🙏🙏
@krushnamaninayak3205
@krushnamaninayak3205 Год назад
Apana nkara Attisundar Katha Amruta shuni nischaya samasta nkara mana re paribartana asijiba Pandit ji . Jay Sita Ram .
@damayantijena4148
@damayantijena4148 Год назад
Nice devotional advice. Jayguru.
@nirodbiswal8025
@nirodbiswal8025 Год назад
Jay. Guru
@user-os3td4nv5u
@user-os3td4nv5u 8 месяцев назад
Jay guru
@samirsamal7466
@samirsamal7466 2 года назад
Jay guru🙏🏻🙏🏻
@gaurachandrapatro4404
@gaurachandrapatro4404 2 года назад
ବହୁତ ସୁନ୍ଦର ଉପସ୍ଥାପନ।
@maheswarmaharana5013
@maheswarmaharana5013 Год назад
Jai nigomanda
@prasannapanda5685
@prasannapanda5685 Год назад
Jay Guru🙏🙏
@ManojBehera-hb2bo
@ManojBehera-hb2bo 2 месяца назад
Jay shree jagannath
@gourakishoracharya5692
@gourakishoracharya5692 Год назад
ଜୟ ଜଗନ୍ନାଥ ଆପଣଙ୍କ ଉପସ୍ଥାପନା ବହୁତ ହୃଦୟସ୍ପର୍ଶି
@tilaksinghpod4407
@tilaksinghpod4407 2 года назад
Good
@karunakarnaik8545
@karunakarnaik8545 Год назад
Ati Sundar upastapana, Jay Guru 🙏
@asmitamahana9289
@asmitamahana9289 Год назад
Jayguru🙏🙏🙏
@sarojpradhan2125
@sarojpradhan2125 Год назад
Jay sanatani नमस्ते
@sibabeniya1074
@sibabeniya1074 Год назад
Jey guro
@sachitanandamishra6549
@sachitanandamishra6549 Год назад
ସାଧୁ ସାଧୁ
@slokoachary6741
@slokoachary6741 2 года назад
Jiaguru
@SanjitaPadhi-mw2cd
@SanjitaPadhi-mw2cd Месяц назад
Just liking
@adityalocopilotecorly6111
@adityalocopilotecorly6111 2 года назад
100% correct 👌👌👌🙏🙏🙏
@sushantaacharya6830
@sushantaacharya6830 2 года назад
Jay Jagannath 🙏 jay guru 🙏🙏🙏🙏🙏🙏🙏🙏 🙏
@sushantaacharya6830
@sushantaacharya6830 2 года назад
Jay guru 🙏🙏🙏
@jagannathpanda7655
@jagannathpanda7655 2 года назад
Pranam guru
@santoshsabat451
@santoshsabat451 Год назад
Bahut bhala byakshya
@abhisekpatra9694
@abhisekpatra9694 2 года назад
Jayguru bhai
@azimazim9370
@azimazim9370 2 года назад
श्री कृष्ण श्रीमद्भागवत गीता अध्याय 18 शोलोक 62 में अर्जुन को कहते हैं तमेव शरणं गच्छ सर्वेभावेन भारत अर्थात हे भारत तु सब प्रकार से उस परमात्मा के शरण में जा उस परमात्मा के कृपा से ही तु परम शांति को तथा सनातन परमधाम को प्राप्त होगा , ओम् परमात्मामय नमः
@manasranjansahoo4502
@manasranjansahoo4502 2 года назад
ବାସ୍ତବ ସତ୍ଯ ଉପସ୍ଥାପନ କରିଛନ୍ତି ଆପଣ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@AdhyatmaBikash
@AdhyatmaBikash 2 года назад
Jay Jagannath Jay guru 🙏🙏🙏
@sureshguru4496
@sureshguru4496 Год назад
jiye bramha ku bhala bhabe jane..jiye sara bramhanda bisayare sathik gyana achhi...ebang samasta prani ku saman dekhe...ucha nicha bheda bhaba chhua chhuti adou nathaye se hin prakruta bramhana....manushya janma jaati ru mahan nuhe...nija karma guna swabhaba ru mahan hoi thaye...jay satya sanatana🙏👏
Далее
Мухочирон эхтиёт бошед!
01:31
Просмотров 117 тыс.
Running With Bigger And Bigger Feastables
00:17
Просмотров 43 млн
#Banchibi Kemiti.... 🙏🙏
14:07
Просмотров 27 тыс.
SADGURU NIGAMANANDA JIBAN DARPAN
30:30
Просмотров 32 тыс.
Мухочирон эхтиёт бошед!
01:31
Просмотров 117 тыс.